NEW ODIA CHRISTIAN SONG//TUME MO DRAKHYALATA- ତୁମେ ମୋ ଦ୍ରାକ୍ଷାଲତା//Andriya Mandal// Shashanka Sekhar

Поділитися
Вставка
  • Опубліковано 15 вер 2024
  • #TUMEMODRAKHYALATA
    #ALLCHRISTIANSONGSSHASANKSEKHAR
    #NEWDEVOTIONALCHRITIANSONGS
    SONG CREADIT
    * SINGER- SHASANK SEKHAR
    * LYRICS AND COMPOSITION- ANDRIYA MANDAL
    * MUSIC- BLESSON NAIK
    * RECORDING- SMRUTI STUDIO NEW BBSR.
    * MIX & MASTERED- SMRUTI RANJAN
    LYRICS
    ତୁମେ ମୋ ଦ୍ରାକ୍ଷାଲତା
    ହେ ମୋ ସ୍ୱର୍ଗୀୟ ପିତା
    ମୁଁ ଯେ ତୁମ ସେହି ଶାଖା
    ତୁମେ ମୋ ଜୀବନ ଦାତା (୨ଥର)
    ତୁମ ବିନା କେହି ନାହିଁ (୨ଥର)
    ମୋର ଉଦ୍ଧାର କରତା - ୦ -
    A . ଯୀଶୁଙ୍କ ପଛେ ଚାଲିବି
    ଯୀଶୁଙ୍କ ବାକ୍ୟ ଶୁଣିବି
    ପରିଷ୍କୃତ ମୁଁ ଯେ ହେବି
    ପ୍ରଚୁର ଫଳ ଫଳିବି (୨ଥର)
    ତୁମଠାରେ ଲାଗି ଥିବି
    ଧାର୍ମିକ ଜୀବନ କାଟିବି (୨ଥର)
    ହେ ମୋ ଯିହୋବା ଯିରୀ
    ହେ ମୋ ସୁରକ୍ଷା କlରୀ(୨ଥର)
    ତୁମ ବିନା କେହି ନାହିଁ
    ହେ ମୋର ଉଦ୍ଧାର କାରୀ ।
    B . ପିତା ତୁମେ ମୋ କୃଷକ
    କର ଉତ୍ତମ ସେବକ
    ତୁମେ ମୋ ପ୍ରିୟ ପାଳକ
    ସଦା ହୋଇ ମୋ ଚାଳକ(୨ଥର)
    କଢାଇ ନିଅ ହେ ମୋତେ
    ଦେଇ ତୁମ ପବିତ୍ର ବାକ୍ୟ...(୨ଥର)
    ହେ ମୋ ପ୍ରେମିକ ପିତା
    ହେ ମୋ ସୃଷ୍ଟି କରତ। (୨ଥର)
    ତୁମ ବିନା କେହି ନାହିଁ
    ମୋର ଉଦ୍ଧାର କରତ। ।
    THANK YOU.
    !! ANTI - PIRACY-WARNING !!
    This content is copyright to AJ Music UA-cam channel, any unauthorised Re-production, Re-distribution,Re-upload(Audio or Video)is strictly prohibited to this material,Legal action will be taken against those who have violated this copy right material present.
    PRAISE THE LORD.

КОМЕНТАРІ • 121