ଲକ୍ଷ୍ମୀ ବସକୁ ନେଇ ନବୀନ ପାଣ୍ଡିଆନଙ୍କ ମୁଖା ଖୋଲିଦେଲେ ବିଜେପିର ଏହି ନେତା...

Поділитися
Вставка
  • Опубліковано 30 лис 2024

КОМЕНТАРІ • 399

  • @prafullakumarpanda2690
    @prafullakumarpanda2690 7 місяців тому +79

    ନବୀନ ମୂର୍ଖବନାଉଛନ୍ତି ଓ ପାଣ୍ଡିଆନ କୁ ଓଡିଶା କୁ ବନ୍ଧା ପକାଅଇଦେଲେଣି,

  • @kabichandrasethi9432
    @kabichandrasethi9432 7 місяців тому +16

    ଏତେ ସବୁ କରୁଥିବା ପାଣ୍ଡୁ ପାଇଁ କଣ କିଛି ଆଇନଗତ କାର୍ଯ୍ୟାନୁଷ୍ଠାନ ନାହିଁ ନା ଶାସକ ଦଳ ସହିତ ବିରୋଧୀ ଦଳ ସହିତ ସାଲିସ ନାହିଁତ,ଏହା ମୋର ସନ୍ଦେହ

  • @user-vq5lk8jp9w
    @user-vq5lk8jp9w 6 місяців тому +1

    ଲକ୍ଷ୍ମୀ ବସ୍ ଷ୍ଟପ୍ ଯାତ୍ରୀଗାର ହେବ୫ ଲକ୍ଷ ରେ, ହେଲେ ଗରିବ ଲୋକଙ୍କ ଘର ପାଇଁ ୧ଲକ୍ଷ୨୦ ହଜାର।

  • @kantabarik1894
    @kantabarik1894 7 місяців тому +23

    ଠିକ୍ କଥା ଏ ବାବଦ ରେ ନିର୍ଭୟ ଗୁମର କଥା ରେ ଶୁଣିଲେ ଆହୁରି ଭଲ ଲାଗିବ ।

  • @bhaktimarga853
    @bhaktimarga853 5 місяців тому +8

    ସପ୍ତମ ଆଶ୍ଚର୍ଯ୍ୟ ପରେ ଏହା ଅଷ୍ଟମ ଆଶ୍ଚର୍ଯ୍ୟ .

  • @GaneshJena-mr1hf
    @GaneshJena-mr1hf 8 місяців тому +13

    BJD ହଟାଉ ଓଡ଼ିଶା ବଞ୍ଚାଊ .thanks to you.

  • @surendrakumarpradhan2315
    @surendrakumarpradhan2315 5 місяців тому +1

    ରାଜ୍ୟ ରେ ଯେଉଁ ମାନେ ଦୁର୍ନୀତି କରିଛ ନ୍ତି ସେମାନଙ୍କ ବିରୁଦ୍ଧରେ ବିହୀତ କାର୍ଯ୍ୟାନୁଷ୍ଠାନ କରି ସେମାନଙ୍କ ଠାରୁ ସମସ୍ତ ଟଙ୍କା ଆଦାୟ କରି ରଜକୋସ କୁ ଅଣା ଯାଉ।

  • @DaluramSingh-n4y
    @DaluramSingh-n4y 8 місяців тому +7

    ହରିଲୁଟ ର ସୁନ୍ଦର ମାଧ୍ଯମ

  • @simrandash805
    @simrandash805 5 місяців тому

    ତମେ ମାଗିହା କଣ ଛୋଡ଼ିବ ଦେଖିବା

  • @purnachandrasahu6785
    @purnachandrasahu6785 5 місяців тому +24

    Faltu ଯୋଜନା ବନ୍ଦ କର ❤......govt. ବହୁତ loss re chaluchi

    • @gourinayak7166
      @gourinayak7166 5 місяців тому

      7777777777777666676666666667666777776666666666666666666666666666666666666666666666666666666666666666666666666666666666666666666666666666666777777⁷7⁷úugg hihi ⁸888888⁸8888888I

    • @K120a26
      @K120a26 5 місяців тому +1

      Govt kete profit ray achi ଆପଣ ମାନେ ଜାଣୁ ନାହାନ୍ତି

    • @K120a26
      @K120a26 5 місяців тому

      ହିସାବ କରି ଟିକେ ଦେଖ big bro

    • @PrakashKumar-ml2px
      @PrakashKumar-ml2px 5 місяців тому

      ଗାଁ ଲୋକ ତ ସୁବିଧା ପାଉଛନ୍ତି

    • @commentbox1621
      @commentbox1621 2 місяці тому

      ​@@K120a26ଏହି ମୋବାଇଲ ପୋଲିସ ଓ ଅବକାରୀ ମନ୍ତ୍ରୀ ତଥା ରାଷ୍ଟ୍ରପତି ଏପିଜେ ତୁ 88

  • @purnachandrasahu6785
    @purnachandrasahu6785 5 місяців тому +7

    ED ଲଗାଇ ତଦନ୍ତ କରି......ଦୋଶୀ କୁ ଦଣ୍ଡ ଦେବା ନିତାନ୍ତ ଜରୁରୀ........

  • @bnaikkjr6502
    @bnaikkjr6502 5 місяців тому +1

    ନବୀନ,ପାଣ୍ଡିଆ କୁ ଅତିଶିଗ୍ର ଖୋଲ ତାଡ଼ କରନ୍ତୁ ନହେଲେ ଓଡ଼ିଶା ବୁଡ଼ିଯିବ । ଦୁର୍ନୀତି କରୁଥିବା ସମସ୍ତ ଙ୍କୁ ଅତି ଶୀଘ୍ର ତନା ଘନା କରି ଆରେଷ୍ଟ କରନ୍ତୁ CM ମହୋଦୟ।ଜୟ ଜଗନ୍ନାଥ🎉🎉🎉🎉❤❤❤❤

  • @janakinath8750
    @janakinath8750 5 місяців тому

    ନବୀନ ପଟନାୟକ କହିବେ ସେ ନିରୀହ କେରାଣ୍ଡି ମାଛ, ତାଙ୍କୁ ଝାମ୍ପି ନେଲା କେଉଁ ବାଜ 😂

  • @AJ.....440
    @AJ.....440 5 місяців тому +1

    Sabu chuna mara heichi sabu kada ebe sarkar helo tame

  • @oldisgold1379
    @oldisgold1379 5 місяців тому +1

    👍👍👍👍,ବଡ଼ ଦୁର୍ନୀତି BJD କରିଛି 👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍👍

  • @sudeepms143
    @sudeepms143 8 місяців тому +21

    ଭାଇ ନବୀନକୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କହୁଛନ୍ତି ।
    କିନ୍ତୁ ନବୀନକୁ ମୁର୍ଖମନ୍ତ୍ରୀ କୁହନ୍ତୁ ।
    ଓଡିଶାକୁ ଲକ୍ଷ୍ମୀ ଛଡା କରିଦେଲା ନବୀନ ।

    • @JAIHIND-JAI.BHARAT
      @JAIHIND-JAI.BHARAT 8 місяців тому +1

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to
      [06/12, 2:54 pm] SIMO: Modi hrmi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to

  • @Sambalpur955
    @Sambalpur955 7 місяців тому +4

    ନବୀନ ପୁଣି ଆସିଲେ ପୁରା ଓଡିଶାଟା ପାଣ୍ଡିଆନ ହାତରେ ଦେଇ ଦେବ ଆଉ ପାଣ୍ଡିଆନ ଓଡିଶାକୁ ତାମିଲନାଡୁ କୁ ବିକ୍ରି କରିଦେବ

  • @srisaidesignvastu9209
    @srisaidesignvastu9209 5 місяців тому +3

    ମା ଘିଆ ବିଜେଡ଼ି ଦଳ ସରକାର କୁ ବାପ ସମ୍ପତ୍ତି ଭାବି ମନଈଛା ଭ୍ରଷ୍ଟାଚାର କରିଚାଲିଥିଲେ !

  • @laxmidharapanda6086
    @laxmidharapanda6086 5 місяців тому +2

    ଆଜ୍ଞା ଓଡ଼ିଶାର ସଚେତନ ଲୋକ ନବୀନ ସରକାର ଦୁର୍ନୀତି ବିଷୟରେ ଅବଗତ ଅଛନ୍ତି ! ଏବେ ଦାୟିତ୍ୱ ବିଜେପି କୁ ଲୋକେ ଦେଇଛନ୍ତି ! ତେଣୁ ଆପଣଙ୍କ ସରକାର ନବୀନର ସମସ୍ତ ଦୁର୍ନୀତିର ପର୍ଦାଫାଶ କରି ବିଜେଡିର ଚୋର ଠକ ମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିପାରିଲେ ଆମେ ବହୁତ ଖୁସିହେବୁ ଓ ଓଡ଼ିଶାର ବିକାଶ ହୋଇପାରିବ ! ନବୀନ ଓ ପାଣ୍ଡିଆ ଜେଲର କାଳକୋଠରୀ ଭିତରେ ସାରା ଜୀବନ ରହିବାର ବ୍ୟବସ୍ତା କରନ୍ତୁ !

  • @surjyasethi6499
    @surjyasethi6499 7 місяців тому +8

    Nobin Babu Do out, Padier quick.we are out B.J.DParty. vote for B.J.P Debu

  • @bhaskardeuricuttackdeuri7128
    @bhaskardeuricuttackdeuri7128 5 місяців тому +3

    ଲକ୍ଷ୍ମୀ ବସ୍ ଆମ ଗାଁ ଗହଳିରେ ଗଡୁନି ଏହି ଯୋଜନା ବନ୍ଦ ହେଉ

    • @K120a26
      @K120a26 5 місяців тому

      Ama pate chali chi bhaina

  • @rajibpradhan6558
    @rajibpradhan6558 6 місяців тому +6

    ପଣ୍ଡିଆନ ବାବୁ ଓଡ଼ିଶା କୁ କାଙ୍ଗାଳ କରିବା ପାଇଁ ଯୋଜନା କରିଛନ୍ତି ଏବଂ ଓଡ଼ିଶା ର ସବୁ ଟଙ୍କା ଲୁଟି ନେବା ଯୋଜନା କରୁଛନ୍ତି । ଓଡ଼ିଶାର ଟଙ୍କା ନେଇ ପଣ୍ଡିଆନ ତାମିଲନାଡୁର 2nd ଧନୀ । ଲଷ୍ମୀ ବସ ଟେଣ୍ଡର ର ସବୁ ମାଲିକ ମନେ କୋଇଠିକାର । ଟେଣ୍ଡର ମାଲିକ ମାନେ ଓଡ଼ିଶା ର ନା ତାମିଲନାଡୁ ର ।

  • @SubahuBehera-c4g
    @SubahuBehera-c4g 6 місяців тому +7

    ଓଡ଼ିଆ ଲୋକ ହେଲେ ସବୁ ପାଗଳ ଆମ ପାଇଁ ପଇସା ଆସୁଛି ତାଙ୍କ ନା ପଡୁଛି

  • @durgachoudhury329
    @durgachoudhury329 5 місяців тому +2

    RTO ମଧ୍ୟ ଦାୟୀ

  • @RasikBariha-o2h
    @RasikBariha-o2h 5 місяців тому

    ଇଲେକ୍ସନ ହେବା ଦୁଇ ମାସ ଆଗରୁ ଲକ୍ଷ୍ମୀ ବସ 24 ବର୍ଷର ସରକାର କେମିତି ଚଳାଇଲା ଏହା ର ଜବାବ କିଏ ଦେବା ବିଜୁ ପଟ୍ଟନାୟକ ର ଭୁତ ନା ପ୍ରେତ ଦେବା ଜୟ ମା ସମଲେଇ

  • @prakashchandraacharya119
    @prakashchandraacharya119 5 місяців тому

    ଯାହାକୁ ହାଇକୋର୍ଟ ଓ ସୁପ୍ରିମକୋର୍ଟ କୁ ଡର ନାହିଁ ସେ ଓଡିଶା ବାସୀଙ୍କୁ କଣ ପାଇଁ ଡରିବେ

  • @prasannachoudhury669
    @prasannachoudhury669 5 місяців тому +6

    Pandu ghare vigilance red heu sir

  • @alekhapradhan4954
    @alekhapradhan4954 5 місяців тому +4

    City bus କୁ town bus କୁ change କରି ତୁମ gov. ଦ୍ଵାରା ଚଲା ଯାଉ

  • @santoshkumarmohapatra78
    @santoshkumarmohapatra78 6 місяців тому +2

    ED ଲଗାଇ enquiry କର

  • @bhaktimarga853
    @bhaktimarga853 5 місяців тому +1

    ଆଗରୁ ବିଜୁ ଗାଁ ଗାଡି କରିଥିଲେ. ତାହା ବନ୍ଦ ହୋଇଗଲା.

  • @jayaramasahoo7106
    @jayaramasahoo7106 5 місяців тому +4

    ପାଣ୍ଡିଆନ କୁ ଲଷ୍ମୀ ବସ ଘୋଟାଲା ରେ ଆରେଷ୍ଟ କରାଯାଉ

  • @BanamaliPatra-n1g
    @BanamaliPatra-n1g 8 місяців тому +10

    Sampurna thik Bhai bujhuchi kia na sunuchikia lut hi lut chalichi

  • @gobindachandragidi1760
    @gobindachandragidi1760 5 місяців тому +1

    ଠିକ୍ କଥା ବିଲ୍ ତ ପାଣ୍ଡିଆନ ଦସ୍ତଖତ କରିନାହାନ୍ତି ତାହାଲେ ସେ ମନ୍ତ୍ରୀ ଜଣକ କିଏସେ କୁହ
    ତାହାଲେ ଯଣଆ ପଡିବ ସାସକ ଓ ବିରୋଧି କିଏ କେତେ ଖାଇଛନ୍ତି

  • @ruturajpanigrahiruturaj8855
    @ruturajpanigrahiruturaj8855 6 місяців тому +1

    Ek dum RIGHT KAHILE bhai, JAY SHREE RAM

  • @sanjayakumarpandasnakeresc7851
    @sanjayakumarpandasnakeresc7851 9 місяців тому +4

    ଏହି ଦୁର୍ନୀତି ସରକାର କୁ ବିଜେପି କିଛି କ୍ଷେତ୍ର ରେ ସପୋର୍ଟ କରୁଛି

    • @bipinamallik2803
      @bipinamallik2803 8 місяців тому +1

      Jaya Jagannatha Jaya Arebhai Tumara Kamahela Gharabhangiba Jindegise Kabhi Gadhiba Sikhanehi BJP Bala Keteta Laxmi Bus Lokankapai Chalaicha

    • @bipinamallik2803
      @bipinamallik2803 8 місяців тому +1

      Tumaku Nabeen Patnayak Bhali Hebaku Asanta Janma Lagiba Bakbaji Bandkari Nabeen Babunka Pathaku Anusaranakara Agakubadhiba

  • @pradeepsworld9966
    @pradeepsworld9966 5 місяців тому

    ସବୁ ରାଜନୈତିକ ଦଳ ଜନସାଧାରଣ ଙ୍କ ଟିକସ ପଇସା କୁ ଲୁଟିବାରେ ବ୍ୟସ୍ତ। କେହିବି ଦେଶର ବା ରାଜ୍ୟ ର ଉନ୍ନତି ଚାହୁଁ ନାହାନ୍ତି।

  • @NirupamaDevi24
    @NirupamaDevi24 4 місяці тому

    କଠୋର ଦଣ୍ଡ ବିଧାନ ବ୍ୟବସ୍ଥା କରନ୍ତୁ, ଖାଲି ପ୍ରମାଣ ଦେଲେ ଲାଭ ନାହିଁ, ଶୂନ୍ୟରେ ଉଡିଯିବ ସମୟ କ୍ରମେ, ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ 🙏

  • @KPstudio143
    @KPstudio143 6 місяців тому +2

    ଏବେ next ଯୋଜନା ହେବାକୁ ଯାଉଛି ଓଡ଼ିଶା ରେ ତାହା ହେଉଛି କଙ୍ଗାଳ ଯୋଜନା 😅..

  • @gobardhannaik899
    @gobardhannaik899 7 місяців тому +7

    ଗରୀବ ଲୋକକୁ Lakshmi bus sahajya ହେଉ ଛି

    • @biswajitpanigrahi5008
      @biswajitpanigrahi5008 7 місяців тому +2

      Ehi jojana kari kari ame gariba hei galuni je

    • @hemantaghibhela6746
      @hemantaghibhela6746 6 місяців тому

      Abe ghare ghare bike hei sarilani j

    • @sammbah876
      @sammbah876 6 місяців тому

      Lakshmi bus ku nabin,pandian ro gandi re purao

  • @pradeepjena4063
    @pradeepjena4063 6 місяців тому

    Modi madhya chora
    Only Congress
    Next CM SARAT POWER

  • @onlinestudy9705
    @onlinestudy9705 7 місяців тому +7

    U TUBE ରେ କେବଳ ନକହି ପ୍ରଚାର ଗାଡ଼ିରେ ଦାକାବାଜିଯନ୍ତ୍ରସରେ ପ୍ରଚାରାକର

  • @srustidhardey5817
    @srustidhardey5817 6 місяців тому +3

    BJD hatau odisha ru 🎉🎉🎉🎉🎉🎉🎉doing 🎉🎉

  • @mayadharsahoo1385
    @mayadharsahoo1385 7 місяців тому +7

    ଯେମିତି ବି ହେଉ ଲୋକଙ୍କ ସମସ୍ୟା ସମାଧାନ ହେଉଛି, ଲକ୍ଷ୍ମୀବସ ଲୋକଙ୍କ ପାଇଁ ସହାୟକ ହେଉଛି

    • @ramakantakuanar9884
      @ramakantakuanar9884 7 місяців тому

      Kichi haunahi ,sabu asubidha hauchi

    • @HappyBasket-ft6kb
      @HappyBasket-ft6kb 6 місяців тому

      ​@@ramakantakuanar9884khali election ku akhi agare rakhi election sarile gala .😮

    • @bhaktaprasadanayak6760
      @bhaktaprasadanayak6760 6 місяців тому

      Gote katha kahilu tu chureiki paisa income kariba ta kemiti khatiki paisa income kariba kemiti

    • @hemantaghibhela6746
      @hemantaghibhela6746 6 місяців тому

      Ghanta hauchhi ...

    • @Pradhangkstudy
      @Pradhangkstudy 6 місяців тому

      ସମସ୍ୟା ର ସମାଧାନ ଟା ସବୁଦିନ ପାଇଁ ରହିବା ଦରକାର

  • @janakinath8750
    @janakinath8750 5 місяців тому

    Fake ଯୋଜନା

  • @ashokroul4337
    @ashokroul4337 9 місяців тому +5

    Yes very good 👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @budhusingpurty1827
    @budhusingpurty1827 7 місяців тому +3

    BJP sarakar copy Sarkar ଆଗେ ଦେଖି ବ ପରେ କରିବ

  • @tapankumarsahu4075
    @tapankumarsahu4075 8 місяців тому +2

    ଏତେ ଗପୁଚ ଇଡି ସିବିଆଇ କେଉଁଠି ସୋଇଛି ସେମାନ ଙ୍କୁ ଉଠେଇଲେ ଭଲ ହୁଅନ୍ତା

  • @minutesaboutShantikunjbyDSLenk
    @minutesaboutShantikunjbyDSLenk 7 місяців тому +5

    ସଂକୀର୍ଣ୍ଣ ତା ଛାଡ଼ୁନି ପରସ୍ପର ମାଡ଼ଗୋଳ ହେଉଛ, ଯେତେ କହିଲେ କିଏ ଶୁଣିବ, କାହା କଥା ବିଶ୍ୱାସ କରିବୁ

  • @parbatirale1986
    @parbatirale1986 4 місяці тому

    ଏମିତି କୁହାକୁହି ହେଲେ ଲାଭ କଣ ମିଳିବ |ଯଦି ଦୋଷ କରିଛନ୍ତି ତେବେ ଦଣ୍ଡ ଦେଉନ, ବେକାର କଥା |

  • @welsonsahoo9718
    @welsonsahoo9718 8 місяців тому +3

    Very good sir

  • @sobhanswain9374
    @sobhanswain9374 8 місяців тому +19

    ସବୁ ଦଳ ଲାଞ୍ଚ ଖାଇ ଚୁପଚାପ ରହୁ ଛନ୍ତି

  • @coolguruspiritual4660
    @coolguruspiritual4660 7 місяців тому +9

    ଓଡ଼ିଶା ଲୋକ ସୋଇଥାନ୍ତୁ... ଆହୁରି 3000 କୋଟି ଟଙ୍କା ଖାଇବାର ଯୋଜନା ପାଣ୍ଡୁ କରିଚାଲି ଥାନ୍ତୁ... ପା ଣ୍ଡୁ ର Crime level is very Bad... So bad intensions...!!!!!!!

  • @alekhapradhan4954
    @alekhapradhan4954 5 місяців тому +3

    ମୋ bus ବଦଳରେ ଆମ bus କୁ ପରିବର୍ତ୍ତନ କରି continue କର

  • @himansupadhy9389
    @himansupadhy9389 5 місяців тому

    ପୁରା ଠିକଣା ପ୍ରଶ୍ନ ଉଠାଇ ଛନ୍ତି

  • @nrusinghsahoo414
    @nrusinghsahoo414 5 місяців тому

    ଏବେ ବିଜେପି ସରକାର ଆସିଲା ଶଳା ଙ୍କୁ ଧରି ଭିତରେ ପୁରାଅ ।

  • @sikunkumar1011
    @sikunkumar1011 6 місяців тому

    Battery bus krnai le palustion zero hooi thantha and money saving

  • @rpattanaik8383
    @rpattanaik8383 5 місяців тому

    ଫଣ୍ଡିଂ ର terms conditions କଣ ଏବଂ OSRTC balance sheet ଦେଖିକି ସଠିକ୍ analysis କରନ୍ତୁ।

  • @gokulanandadas4048
    @gokulanandadas4048 8 місяців тому +9

    Odisha loka kebey sachetana hebey eha ଚିନ୍ତାର ବିଷୟ ।

    • @GopabandhuSahu-nv8ym
      @GopabandhuSahu-nv8ym 8 місяців тому +1

      ଯେତେଦିନ ପର୍ଯ୍ୟନ୍ତ ଲୋକ ମାଗଣା ଖାଉଥିବେ ପିଠାର କଣା ଗଣୁ ନ ଥିବେ ଆଉ ଯେତେଦିନ ପର୍ଯ୍ୟନ୍ତ ମଦ ମାଂସ ଟଙ୍କା ନେଇ ଭୋଟ୍ ଦେଉ ଥିବେ ସେତେଦିନ ପର୍ଯ୍ୟନ୍ତ ସଚେତନ ହେବେ ନାହିଁ।

    • @K120a26
      @K120a26 5 місяців тому

      ଆପଣ ମାନଙ୍କ ଭଳି ଲୋକ ଶାସନ ରେ ଆସିଲେ

  • @alekhpradhan1191
    @alekhpradhan1191 7 місяців тому +1

    Good news

  • @IndramaniNayak-lo7qy
    @IndramaniNayak-lo7qy 5 місяців тому

    Ok, thank you, Satya sabubele Satya l

  • @yudhistiramundari5124
    @yudhistiramundari5124 6 місяців тому +1

    BJP❤❤❤❤❤

  • @pitambarmohanta9790
    @pitambarmohanta9790 6 місяців тому +1

    Good snewsforindia

  • @premapardia6974
    @premapardia6974 5 місяців тому

    Jay Jagannath 🙏🙏🙏

  • @manaspallai4442
    @manaspallai4442 5 місяців тому

    Mu dei thiba vote successful heba, jai jagannath

  • @pranayakumarjena1
    @pranayakumarjena1 5 місяців тому +1

    ଲକ୍ଷ୍ମୀ ବସ ଗୁଡ଼ିକ ନୂଆ ବସ ନା ପୁରୁଣା ବସ

  • @sanatankar5245
    @sanatankar5245 5 місяців тому

    Laxmi bus should handed over to ED and CBI

  • @adirajbir1095
    @adirajbir1095 5 місяців тому

    ଭାଇ ଆଗରୁ ଶୋଇ ଥିଲା

  • @bijayakumarchoudhury8319
    @bijayakumarchoudhury8319 8 місяців тому +2

    Great issue!

  • @jogirambehera6558
    @jogirambehera6558 5 місяців тому

    This issue to be handed CBI for clear

  • @GOLAKTHAKUR-n8u
    @GOLAKTHAKUR-n8u 4 місяці тому

    It should be investgat by CBI&must punish

  • @BIKRAMKESHARISAHOO-eh3bv
    @BIKRAMKESHARISAHOO-eh3bv 6 місяців тому

    ଗଣ ମାଧ୍ୟମ,ହୋମେ ଡିପାର୍ଟମେଣ୍ଟ, କମ୍ପାନୀ କଂଟ୍ରାକଟର ସବୁ କରେପଟେଡ଼,କୂଟନୀତି ଚଳାଇଛନ୍ତି

  • @rcci4810
    @rcci4810 6 місяців тому +1

    Ete kahuchha kana bjd government upper case karuna.... We are with you

  • @bijaymohanty2248
    @bijaymohanty2248 7 місяців тому +11

    ED CBI କଣ କରୁଚି ? କେନ୍ଦ୍ର ସରକାରଙ୍କର ବିଜେଡି ଦଳ ପ୍ରତି ଏତେ ଡର କାହିଁକି ? ୟା ଭିତରେ ଗୋଟିଏ କଥା ଅଛି ଡବଲ ଇଞ୍ଜିନ ସରକାର ??
    କିଛି ଦାନା ମିଳିଚି କି ?

    • @antaryamimohanty3520
      @antaryamimohanty3520 6 місяців тому

      ଆପଣ ବିରୋଧୀ ଦଳରେ ଥାଇ କଣ କରୁଛନ୍ତି ସାଧାରଣ ଜନତାଙ୍କୁ କହିଲେ ସରକାର ଙ୍କ ର କଣ କରିବେ

  • @SripatiPradhan-th4wc
    @SripatiPradhan-th4wc 5 місяців тому

    The great CM and Pandian

  • @GolekhachandraBehura
    @GolekhachandraBehura 6 місяців тому +1

    What is doing central govt.is ed silence.

  • @a.r.sgamer4051
    @a.r.sgamer4051 7 місяців тому +1

    BJP ଲୋକ ସବୁ ମାଇଚିଆ କେତେଟା ଅଫିସରେ ଯାଇ କହିଛି ଲାଂଚ କଣ ପାଇଁ ନେଉଛୁ କାମ କରିବାକୁ BJD ନେତା ଘରେ ଆଣ୍ଠଉଛୁ

  • @dusmantakumarmahanta2052
    @dusmantakumarmahanta2052 6 місяців тому

    BJD hatao

  • @IRONFIST1580
    @IRONFIST1580 6 місяців тому +1

    Sabuthire deha jalijauci🤣...khaiba na milile tatia kamudiaa katha😆

  • @budhusingpurty1827
    @budhusingpurty1827 7 місяців тому +1

    ଲକ୍ଷ୍ମୀ ବସ୍ ଯଦି ଚାଲିଲା ଜନ ସାଧାଣଙ୍କୁ ଯିବା ଆସିବା ରେ ଗରି ବ ଲୋକ ଅଙ୍କର ସୁବିଧା ପାଇ, tahar ଶଳା କଣ ଯାଉଚି ତମେ ଶଳା BJP ଆଗେ କରି କେ ଦେ ତାହା ପରେ ତମ ର କଣ ??? ଯାଉଛି

  • @basudevhajira5479
    @basudevhajira5479 5 місяців тому

    Very Good job brother

  • @SumitaRoul
    @SumitaRoul 8 місяців тому +5

    Thiki kahuchhanti

  • @sanjayadas5270
    @sanjayadas5270 5 місяців тому

    Right 👍👍👍

  • @rabinarayanacharya3705
    @rabinarayanacharya3705 5 місяців тому

    After change of Governance Laxmi Bus should be modernise according to demand and small bus should be provided to remote area..

  • @ramakrushnapatra1805
    @ramakrushnapatra1805 6 місяців тому

    Nice explanation disclosing the truth .

  • @biranchisuna8353
    @biranchisuna8353 8 місяців тому +1

    Right question sar

  • @premapardia6974
    @premapardia6974 5 місяців тому

    Laxmi bus bend hebar katha jadi odisha ra mangal chahu chhanti Jay hind🇮🇳

  • @kshitishpanda5288
    @kshitishpanda5288 6 місяців тому

    ବିରୋଧୀ କଣ action ନେଇଛି ସେ ବିଷୟରେ କିଛି କହିଲେନି ଯେ?

  • @RatikantaNayak-d5z
    @RatikantaNayak-d5z 5 місяців тому

    Thank you 🙏

  • @TankeswarSahu-qp8kk
    @TankeswarSahu-qp8kk 6 місяців тому +1

    chor Sarkar

  • @diptiranjannayak279
    @diptiranjannayak279 5 місяців тому

    Ati bhayankara durniti

  • @pratapbhoi3054
    @pratapbhoi3054 6 місяців тому

    Thank you brother.

  • @parbatirale1986
    @parbatirale1986 4 місяці тому

    ଯଦିବିଜେଡି ବାଲା ଏତେ କାଣ୍ଡ କରୁଛନ୍ତି ବୋଲି ପ୍ରମାଣ ଦେଉଛନ୍ତି ତେବେ ସେମାଙ୍କ against ରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି କାହିଁକି |ଏବେତ BJP ସରକାର ଅଛି |ଏସବୁ ଆଲୋଚନା କରି ଲାଭ କଣ? Bjd ବାଲା କଲେ, Bjp ବାଲା କରୁ ନାହାନ୍ତି କିଛି ହେବା ନାହିଁ!

  • @SahooAnish
    @SahooAnish 5 місяців тому

    Very nice

  • @tapasmohanta7649
    @tapasmohanta7649 5 місяців тому

    OK sir

  • @sanjayadas5270
    @sanjayadas5270 5 місяців тому

    ED ku dia jau

  • @premdanlakra6417
    @premdanlakra6417 7 місяців тому

    ତମେ ମାନେ କହିବା କଥା। ଲକ୍ଷ୍ମୀ ବସ ନ ଚାଲୁ। ଘରେଇ ବସ ଚାଲୁ। ସୁବିଧା ରେ ଗରିବ ଲୋକ ମାନେଯାଉଛନ୍ତି। ବିଜେପି ଆସିଲେ ବସ ବନ୍ଦ ହେବ ା

  • @dolagobindamandal1043
    @dolagobindamandal1043 8 місяців тому +9

    ଏତେ ସବୁ ଜାଣିଲା ପରେ ତୁମ ଦଳର ମେଣ୍ଟ
    କରିବା ପାଇଁ ଏତେ ଭାବ କାହିଁକି ? ଯିଏ ଲଙ୍କା ଗଲା ସେ ରାବଣ ହେଲା । ଏଗୁଡିକ ମନଭୁ,ଲା କଥା ।ତୁମ ଦଳର ଦମ୍ ଅଜିତ ଇଡି ଲଗାଇ ଦେଖାଅ । ଜୟ ଜଗନ୍ନାଥ ।

    • @JAIHIND-JAI.BHARAT
      @JAIHIND-JAI.BHARAT 8 місяців тому +1

      RAVAN RAJ....DESDROHI PAPI MODI DIMAG K ANDHE ANDHBHKT DESDROHI HINDUO K VOTE K LIE MANDIR BANA K RAJNITI...AB ELECTTION SE PEHLE MUSLIM K LIE V KUCH KAR DIA SB UNKA V VOTE....N TUM ANDHBHKT RAM MANDIR K SAMNE VIK MANGNA QUN K JOB thu DESDROHI MODI NE KHATM KR DEA APNI GUJRATI BHAI AMBSNI ADANI CHOWsKI ...IN SAB K LIE...Modi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to
      [06/12, 2:54 pm] SIMO: Modi hrmi destroyer of India..
      1 - Jet Airways closed
      2 - Air India in Rs 7600 crore loss
      3 - BSNL 54,000 jobs in danger
      4 - No money to pay salary for HAL employees
      5 - Postal departent loss of Rs 15000 crores
      6 - 1 million to be laid off in Auto Industry
      7 - 12.76 lakhs houses unsold in 30 major cities
      8 - Aircel is dead
      9 - JP Group finished
      10 - Most profitable company in India - ONGC is now making losses
      11 - 36 largest debtors missing from country.
      12 - Rs 2.4 lakh crores loan waive off to a few corporates
      13 - PNB continous losses.
      14 - All banks incurring huge losses
      15 - External debt on country 500+ Billion Dollars
      16 - Railways on sale
      17 - Rent Heritages including Red Fort
      18 - Largest car maker Maruti cuts production
      19 - Rs 55000 crores car inventory lying at factories, with no buyers.
      20 - Builders all over stressed. Some committing Suicide, no buyers Construction Stopped due Mat cost rise (GST at 18% to 28%)
      21 - OFB under corporatization affecting over 1.5 lac employee & families.
      22 - Millions unemployed due to Demonetization
      23 - Highest unemployment in 45 years.
      24 - 5 airports sold to Adani.
      25 - Highest domestic stagflation.
      26 - Record HNI individuals leaving India
      27 - Videocon bankrupt.
      28 - Tata Docomo perished
      29 - CCD founder VG Siddhartha Sucide due to

  • @harekrishnav
    @harekrishnav 5 місяців тому

    Investigation heba nihati darkar

  • @PintuGuru-rx3bh
    @PintuGuru-rx3bh 5 місяців тому

    Bhai e bisayaku loka lochana ku anithinaru bahut dhanyabad

  • @manojkumarmohanty1866
    @manojkumarmohanty1866 5 місяців тому

    Athipain Nabin Pattanayak dai.