ତୁଳସୀ - Use of Tulasi Plant for Cold, Cough | VaidyaSala -1 | Dr. Prafulla Kumar Pradhan | Odisha365

Поділитися
Вставка
  • Опубліковано 9 лют 2025
  • ତୁଳସୀ - ବ୍ୟବହାର - ଉପଯୋଗୀତା
    ଆମର ନୂଆ କାର୍ଯ୍ୟକ୍ରମ "ବୈଦ୍ୟଶାଳା" ଦେଖିବାକୁ ଭୁଲିବେନି। ଏଥିରେ ଆପଣ ଆପଣଙ୍କ ସ୍ୱାସ୍ଥ୍ୟଗତ ସମସ୍ୟାକୁ ପ୍ରଶ୍ନ ମାଧ୍ୟମରେ ପଚାରିଲେ ଆମେ ତାହାକୁ ଆଗାମୀ ଅଧ୍ୟାୟ ଗୁଡିକରେ ସମାଧାନର ପନ୍ଥା ସହ ପ୍ରସାରଣ କରିବୁ। ଯେଉଁ ବିଷୟରେ ଅଧିକ ପ୍ରଶ୍ନ ଆସିବ ତାହାକୁ ଆମେ ଅଧିକ ପ୍ରାୟୋରୀଟି ଦେଇ ଭିଡ଼ିଓ କରିବୁ।
    ପ୍ରଥମ ପର୍ଯ୍ୟାୟରେ ଯେଉଁ ଗଛ ଲତା ଗୁଡିକୁ ଆପଣ ଘରେ ବାଡ଼ି ବଗିଚାରେ ଲଗାଇ ଉପକୃତ ହେଇ ପାରିବେ, ତାହାର ଦୈନନ୍ଦିନ ଜୀବନରେ ବ୍ୟବହାର କରି ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ପାଇ ପାରିବେ, ସେଗୁଡିକୁ ଆମେ ନେଇଛୁ। ପରବର୍ତ୍ତୀ ସମୟରେ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିବୁ। ଆଶା ଏଜଗୁଡିକୁ ଆପଣ ନୀତିଦିନ ଜୀବନରେ ବ୍ୟବହାର କରି ଲାଭବାନ ହେବ। କାର୍ଯ୍ୟକ୍ରମ ଭଲ ଲାଗିଲେ ଆଶିର୍ବାଦ ସ୍ୱରୂପ ଅଧିକରୁ ଅଧିକ ସେୟାର କରିବା ସହିତ ଆମକୁ ସହଯୋଗର ହାତ ବଢାଇବେ।
    ---------------------------------------------
    Tulasi patra ra upakarita, Tulasi patra ra upakarita,Tulasi ra upakarita,Tulasi patra upakarita,Tulsi patra ra upakarita,Tulsi patra benefits in Odia, ତୁଳସୀ ପତ୍ରର ଔଷଧୀୟ ଗୁଣ, patra medicine, Basil leaves benefits in Odia,
    benefits of tulsi, immunity kaise badhaye, health benefits of tulsi (indian basil),
    Tulsi Natural Benefit, tulsi leaf natural benefit, Tulsi patra benefits in Odia, Benefits of Tulsi in odia
    Tulasi, herbal information in odia
    benefits of tulsi in odia
    ଥଣ୍ଡା,ଖାସ ,ଜର,ମୁଣ୍ଡବଥା ରୁ ମୁକ୍ତି ପାଆନ୍ତୁ, ଥଣ୍ଡା କାଶ ରୋଗ ର ଘରୋଇ ଚିକିତ୍ସା,
    Cold and cough home treatment in Odia,
    Thanda ra upachar,
    Thanda ra gharoi upachara,
    Thanda kasa ra gharoi upachara,
    Odia thanda medicine,
    Thanda sardi Odia,
    Sardi medicine Odia,
    Cold and cough home remedies in Odia,
    Thanda kasa medicine Odia,
    Cold remedies in odia,
    ------------------------------------------------------------
    #VaidyaSala #Odisha365 #Tulasi #Cold #Cough #PrafullaKumarPradhan #Tulsi #GharaBaida #OdiaHealthTips

КОМЕНТАРІ • 56