ସୁଧାଂଶୁ@8: ଏହି ବାପପୁଅ ଏମିତି କରିଛନ୍ତି ! ଲକ୍ଷ୍ମଣାନନ୍ଦଙ୍କୁ... II SUDHANSU@8 II

Поділитися
Вставка
  • Опубліковано 5 вер 2024
  • ସୁଧାଂଶୁ@8: ଲକ୍ଷ୍ମଣାନନ୍ଦଙ୍କୁ ମାରି ଦେଇଥିଲେ ଏ ବାପା ପୁଅ
    @Focus Plus
    "FOCUSPLUS" is Odisha’s one of the fastest growing Odia Digital News Channel in a short time periods, It redefined the limits and has set new standards for journalism in odia news television through its differentiated programming and philosophy of inclusive journalism. The spirit of ‘Whatever continues to tell Odisha’s window to all over the world and world’s window into Odisha.
    facebook- / focusplusodisha1
    Instagram- / _focus_plus_
    Twitter- / thefocusplus1
    Website-thefocusplus.com/
    mail- plusfocus7@gmail.com

КОМЕНТАРІ • 270

  • @harishmallck2
    @harishmallck2 Місяць тому +59

    ସଶ୍ମିତ ପାତ୍ର ର ଯାହା ସଂସ୍କାର ସେ ସେଇୟା କରିବ! ଲୁଙ୍ଗି ପିନ୍ଧା ଆମ ସନାତନ ସଂସ୍କୃତି ନୁହେଁ!

  • @goutamkumarchand9611
    @goutamkumarchand9611 Місяць тому +60

    ପୁରା ସତ କଥା ଏହି ଚୋର ର ବାପା ଆମ ଧର୍ମଗୁରୁ କୁ ମାରିଥିଲା ଏବଂ ଏହି ସସ୍ମିତ ଜଡିତ ଥିଲା

  • @srikantpatnaik2849
    @srikantpatnaik2849 Місяць тому +25

    ଭଗବାନ ଏବେ ବିଜେପି କୁ କ୍ଷମତା ଦେଲେ l ଦୋଷୀ ଙ୍କୁ ଦଣ୍ଡ ବିଜେପି ଦେଉ l

  • @padmanavsahoo8432
    @padmanavsahoo8432 Місяць тому +20

    ମୋହନ ସରକାର ଯଦି ସସ୍ମିତ ପାତ୍ର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଐତିହାସିକ ପଦକ୍ଷପ ସୃଷ୍ଟି ହେବା ଶହ ସ୍ୱମୀ ଲକ୍ଷ୍ମାଣାନନ୍ଦ ଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ ଏବଂ ତାଙ୍କ ଆଶୀର୍ବାଦ ରେ ଆଉ ଥରେ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରନ୍ତୁ l

  • @jchoudhury274
    @jchoudhury274 Місяць тому +30

    ସସ୍ମିତ ପାତ୍ର କୁ BJD ଲୁଙ୍ଗି ପିନ୍ଧlଇଥିଲେ BJP Sarkar ଏ ଚୋର କୁ ଲଙ୍ଗଳା କରି ବା କ ଥା ଜୟ ଜଗନ୍ନାଥ

  • @successfullife6722
    @successfullife6722 Місяць тому

    ଧନ୍ୟବାଦ ସାର, ଉଚିତ ଉପସ୍ଥାପନା l ଜୟ ଶ୍ରୀରାମ l🙏

  • @dinabandhumishra7820
    @dinabandhumishra7820 Місяць тому

    ଧନ୍ୟବାଦ୍ ସୁଧାଂଶୁ ଭାଇ

  • @tnanda1432
    @tnanda1432 Місяць тому +23

    ମିସନାରୀ ସହିତ ସସ୍ମିତ୍ ପାତ୍ର ଧର୍ମ ମାଫିଆ, ଜମି ମାଫିଆ ଏକାଠି ହେଇ ମାରିଚନ୍ତି, ଖ୍ରୀଷ୍ଟିଆନ୍ ସଂଖ୍ଯା ବଢଉଚନ୍ତି।

  • @saratbehera2455
    @saratbehera2455 Місяць тому

    ସୁଦ୍ଧାଂସୁ ଭାଇ ଜିନ୍ଦାବାଦ

  • @GaneshJena-mr1hf
    @GaneshJena-mr1hf Місяць тому +18

    ଏ ବାପ ପୁଅ ଲକ୍ଷ୍ମଣାନନ୍ଦ କୁ ମାରି ନିଜେ କିପରି MLA ,MP ହେଵେ ତେଣୁ ସେତେ ବେଳେ ମାରିବା ପାଇଁ ଏ ଦୁଇ ଜଣ Master Mind ଥିଲେ ।

  • @sewanayak945
    @sewanayak945 Місяць тому

    Yes👍ଭାଇ

  • @sashikantasdey7850
    @sashikantasdey7850 Місяць тому +15

    ଘୁଷୁରୀ ମୁହାଁ କୁ କିଏ ଡକ୍ଟର ଉପାଧି ଦେଲା, କିଟସ ମାଲିକ ଅଚୁତନନ୍ଦ କି

  • @user-uq1fg1eu2m
    @user-uq1fg1eu2m Місяць тому

    Thank you sir

  • @RameshSahoo-xl4co
    @RameshSahoo-xl4co Місяць тому

    Jay Jagannath

  • @pabitrarout5835
    @pabitrarout5835 Місяць тому +13

    ସେହି ସମୟ ରେ ବିଜେପି ଏବଂ ବିଜେଡି ର ମିଳିତ ସରକାର ଥିଲା, କଥା ନ କହି କାର୍ଯ୍ୟ ରେ ପରିଣତ କରି ଦୋଷୀ ଯେଉଁ ଦଳର ହେଉନା କାହିଙ୍କି ତାଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ କରିପାରିଲେ ଓଡିଶା ବାସୀ ସରକାର ଙ୍କୁ ଧନ୍ୟବାଦ ଦେବେ

  • @pranatidildilbecharasahoo6719
    @pranatidildilbecharasahoo6719 Місяць тому

    Thank you Focus Plus.

  • @khirodhota1440
    @khirodhota1440 Місяць тому +106

    ଏ ସଳା ସସ୍ମିତ ପାତ୍ର କୁ କିଏ doctorate ଉପାଧି ଦେଲା l

    • @user-hc5rd3pw7t
      @user-hc5rd3pw7t Місяць тому +9

      Congress govt thila bele

    • @pkrism8279
      @pkrism8279 Місяць тому +5

      Bharat Sarkar 😂😂😂
      Sei same sarkar jie Yasin mallik ku b award deithila manmohan singh ghare

    • @soumyadas5304
      @soumyadas5304 Місяць тому

      No, it's during BJD government......​@@user-hc5rd3pw7t

    • @robincreations1435
      @robincreations1435 Місяць тому +2

      A mg ku doctorate ki a dela

    • @kartikpatra465
      @kartikpatra465 Місяць тому +6

      ଯେହେତୁ ଖ୍ରୀଷ୍ଟିଆନ ର ଦଲାଲ ଥିଲା,ତେଣୁ ଖ୍ରୀଷ୍ଟିଆନ ପାଠଶାଳା ଉପାଧି ଦେଇଥିଲା, ଅଗାଣ୍ଡିଆ କୁକୁର କୁ

  • @AbhimanyuPattayat
    @AbhimanyuPattayat Місяць тому +7

    ଯେତେ କେଳେଙ୍କାରୀ ବିଜେଡି ଦଳର ଅଛନ୍ତି ସମସ୍ତଙ୍କ ପୋଲ ଖୋଲନ୍ତୁ ଭାଇଜୟ ହିନ୍ଦ 🙏,

  • @ganeshprasadnayakganesh3955
    @ganeshprasadnayakganesh3955 Місяць тому

    Ek dum right 👍

  • @Manas_Bhoi
    @Manas_Bhoi Місяць тому +9

    ବହୁତ ସୁନ୍ଦର ଭାଇ🎉🎉🎉

  • @himansudas4395
    @himansudas4395 Місяць тому +91

    ସୁଧାଂଶୁ ଭାଇ ଏହି ଭଳି ଆପଣ ନେତାଙ୍କ ଗୁମର ଖୋଲନ୍ତୁ. ଓଡିଶାର ଜନସାଧାରଣ ଆପଣଙ୍କ ସହିତ ଅଛନ୍ତି.

  • @sanjaybehera363
    @sanjaybehera363 Місяць тому

    🙏🏼🙏🏼🙏🏼👍🏼👍🏼👍🏼

  • @BirendraDeep-jm5ef
    @BirendraDeep-jm5ef Місяць тому

    Right

  • @pradoshranjanmohanty2986
    @pradoshranjanmohanty2986 Місяць тому +10

    Right 👍👍

  • @purnashaw4213
    @purnashaw4213 Місяць тому +8

    Many many thanks Sudhansu babu.God blessed you

  • @laxmidharsenapati3313
    @laxmidharsenapati3313 Місяць тому +6

    ଏହା ଯଦି ସତ ତାହେଲେ ଏମାନଙ୍କୁ ତୁରନ୍ତ ମୋହନ ସରକାର ଜେଲ୍ ପଠାନ୍ତୁ ନଚେତ୍ ସାରା ରାଜ୍ୟ ରେ ଆନ୍ଦୋଳନ ଚାଲି ପାରେ।ଏମାନଙ୍କ କଳା କାରନାମା ରାଜ୍ୟ ବାସୀ ଜାଣନ୍ତି। ଏମାନଙ୍କୁ ସୁଧାଂଶୁ ଭାଇ ଟିକେ ବି ଛାଡ଼ନ୍ତୁ ନାହିଁ। ରାଜ୍ୟ ବାସୀ ସମସ୍ତେ ଆପଣ ଙ୍କ ସାଙ୍ଗରେ ଅଛନ୍ତି।

  • @PradeepKuDas-ls5xf
    @PradeepKuDas-ls5xf Місяць тому +30

    ହତ୍ୟାକାରୀ ଯିଏ ବି ହେଉ ପ୍ରଭୁ ଶ୍ରୀ ଜଗନ୍ନାଥ ସେମାନଙ୍କୁ କେବେ ବି ଦେବେନି

  • @laxmikantabahinipati881
    @laxmikantabahinipati881 Місяць тому +7

    ଏ ବ୍ୟକ୍ତି କୁ ଉଚିତ୍ ଶିକ୍ଷା ମିଳିବା ଦରକାର୍

  • @user-ew4ij1sj6v
    @user-ew4ij1sj6v Місяць тому

    You are right

  • @krupasindhusa347
    @krupasindhusa347 Місяць тому

    Great sudhanshu. Sir🙏🙏🙏

  • @rohitpradhan-fi7ln
    @rohitpradhan-fi7ln Місяць тому

    Correct bhai

  • @BabuDas-s8s
    @BabuDas-s8s Місяць тому +1

    ଧନ୍ୟବାଦ ଆଜ୍ଞା

  • @ranjankumarbarik591
    @ranjankumarbarik591 Місяць тому

    ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ମକଦ୍ଦମା ପୁନହଃ ତଦନ୍ତ କରିବାକୁ ସରକାରଙ୍କୁ ଅନୁରୋଧ।

  • @geetaranisamal6638
    @geetaranisamal6638 Місяць тому +4

    ସୁଧାଂଶୁ ବାବୁ, ଆପଣ ଙ୍କୁ ଶତ କୋଟି ଧନ୍ୟବାଦ ସମସ୍ତ ଗୁରୁତ୍ୱପୂର୍ଣ କଥା କୁ ଲୋକ ଲୋଚନ କୁ ଆଣୁ ଥିବାରୁ।

  • @pranatidildilbecharasahoo6719
    @pranatidildilbecharasahoo6719 Місяць тому

    You are absolutely right Sudhansu babu.

  • @samireshmishra9832
    @samireshmishra9832 Місяць тому

    ❤❤❤very dangerous that janmashtami night

  • @MINIMOTIVATION6242
    @MINIMOTIVATION6242 Місяць тому

    ଏ ଲୋକଟାକୁ ଦେଖିଲେ ଲାଗୁଛି, କୋଉ କୋଣ ରୁ ସିଏ ସିଷ୍ଟ ଆଉ ଭଦ୍ର ହେଇଥିବ। ସେ ପୁଣି ରାଜ୍ୟସଭା ସାଂସଦ ଧନ୍ୟ କ୍ରୀତଦାସ ଦଳ !!

  • @bhagabanpanda7200
    @bhagabanpanda7200 Місяць тому +21

    Tiger of Journalist,,❤❤

  • @user-kl9vp2gy4w
    @user-kl9vp2gy4w Місяць тому +10

    BJD ଚୁର ଓଡ଼ିଶା ବାସୀ ଚିହ୍ନ

  • @subashshrambutika5030
    @subashshrambutika5030 Місяць тому +1

    ଭଲ ହେଲା ଲାକ୍ସମାନନନ୍ଦ ମରିଗଲା, christian ମାନଙ୍କୁ ଅତ୍ୟାଚାର କରୁଥିଲେ........

    • @gspallrounder3298
      @gspallrounder3298 Місяць тому

      କେମିତି ଅତ୍ୟାଚାର କରୁଥିଲା?

  • @dibakarbehera
    @dibakarbehera Місяць тому

    Arachhee

  • @user-qy3ux9fq9v
    @user-qy3ux9fq9v Місяць тому +1

    Sudhansu sir se hetu badi pratap ratha ku tike dhoi diantu

  • @santoshpradhan2509
    @santoshpradhan2509 Місяць тому +2

    ଏ ବାପ ପୁଅ ବ୍ୟତୀତ ଲଖ୍ବଣାନନ୍ଦ ସରସ୍ବତୀ ଙ୍କ ହତ୍ୟା ପାଇଁ ଖୋଦ୍ ନବୀନ ପଟ୍ଟନାୟକ ଏବଂ ପ୍ୟାରୀମୋହନ ମହାପାତ୍ର ଜଡ଼ିତ।

  • @swapnanandarath2244
    @swapnanandarath2244 Місяць тому

    ମାଳ ମାଳ ମାୟାଙ୍କ ଭିତରେ ଆପଣ ଏକା ସତ କହିବାର ସାହାସ ରଖିଛନ୍ତି l ଭଗବାନ ଆପଣଙ୍କୁ ଆହୁରି ଆହୁରି ଶକ୍ତି ଦିଅନ୍ତୁ ରାକ୍ଷସମାନଙ୍କ ଅସଲ ଚେହେରା ପଦାରେ ପକାଇଦେବାକୁ l

  • @anantamallick176
    @anantamallick176 Місяць тому

    ସୁଧାଂଶୁ ବାବୁ
    ଆପଣ ଲେନିନ ମହାନ୍ତି ଉପରେ ସବୁବେଳେ ନିୟୁଜ କରନ୍ତୁ,
    ଶଳା ଟା ପକ୍କା ହାରାମି ଅଛି

  • @PrasantaMohapatra-yg8fo
    @PrasantaMohapatra-yg8fo Місяць тому

    ଏବେ ଏ ସରକାର ନିଦାବିଷ୍ଣୁ କାହିଁକି?

  • @BailochnNayak
    @BailochnNayak Місяць тому +1

    ଧନ୍ୟବାଦ ସୁଦାଂଶୁ ବାବୁ

  • @snvvishwanathamprasantm7867
    @snvvishwanathamprasantm7867 Місяць тому

    Absolutely bitterness truths

  • @dibakardibakar8993
    @dibakardibakar8993 Місяць тому

    Mr Sudhansu, ACF SOUMYA MOHAPATRA (BURN/MURDER) CASE କୁ RE OPEN କରି ତାଙ୍କ ବାପାଙ୍କୁ ଶାନ୍ତି କରିବାକୁ ଚେଷ୍ଟା କରନ୍ତୁ

  • @dolagobindsahooyes9348
    @dolagobindsahooyes9348 Місяць тому

    ମୁଁ ହୋଇଥିଲେ ମାରି ମୁଁହ ଫଟେଇ ଦେଇଥାଆନ୍ତି

  • @SWAINSAMIRRANJAN
    @SWAINSAMIRRANJAN Місяць тому +33

    @ସୁଧାଂଶୁ ସାର ଆପଣ ଯେଉଁ ସମସ୍ତ ଅନ୍ୟାୟ ଓ ଦୁର୍ନୀତି ସବୁ ବାହାର କରୁଛନ୍ତି ସତରେ କଣ BJP ସରକାର ସବୁ ଅନ୍ୟାୟ ଓ ଦୁର୍ନୀତି କୁ ଠିକ୍ ରେ ବିଚାର କରିବ ଆଉ ଲୋକଙ୍କୁ ନ୍ୟାୟ ଦେବା?

    • @biprapriya
      @biprapriya Місяць тому

      State BJD ଏବଂ Center BJP ଭିତରେ ଭଲ ବୁଝାମଣା ଅଛି। ଆପଣ ଯେତେ କହିଲେ ମଧ୍ୟ ଏ BJP ସରକାର BJD ର ଦୋଷୀ ନେତା ମାନଙ୍କ ବିରୁଦ୍ଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ, ଏ କଥା ସମସ୍ତେ ଜାଣିଛନ୍ତି।

    • @maabudhabudhimani2652
      @maabudhabudhimani2652 Місяць тому

      Congress asile size heba 😄

    • @santoshipatra7841
      @santoshipatra7841 Місяць тому

      Setebele center re Congress thila kn upadidela Congress kichhi kariparibani se Khali vuki hauthiba​@@maabudhabudhimani2652

  • @akpanda833
    @akpanda833 Місяць тому

    Why CBI not investigating

  • @yeshsahoo6027
    @yeshsahoo6027 Місяць тому +1

    ଆପଣକୁ ଅନେକ ଧନ୍ୟବାଦ୍ ସୁଧାଂଶୁ ଭାଇ

  • @jnanaranjanbarik5178
    @jnanaranjanbarik5178 Місяць тому

    ମହା କେଳେଙ୍କାରୀ କରିଛି ସସ୍ମିତ ପାତ୍ର ୟାକୁ ଓଡ଼ିଶା ସରକାର ଜେଲ୍ ନିଅନ୍ତୁ

  • @hariharasahu3566
    @hariharasahu3566 Місяць тому

    ବିଜେଡି ବିଧାୟକ ମୁହଁ ରେ ଲଜ୍ଯ। ଥିଲେ ମ ମିତା ମେହେର, ପରୀ ହତ୍ୟା, କୁ ପୁଣି ସିବିଆଇ ତଦନ୍ତ ହେଉ

  • @AtulDash-o6r
    @AtulDash-o6r Місяць тому +2

    ସେ ବାପା ପୁଅଙ୍କ ସାଥିରେ ରାଧା କାନ୍ତ ପାତ୍ର ଥିଲେ

  • @dolagobindsahooyes9348
    @dolagobindsahooyes9348 Місяць тому

    ଭାଇ ରାଜ୍ୟପାଳ ପୁଅଙ୍କ କଥାଚ କହୁନ ଆଉ ଏତେ କଥା ଗପୁଚ

  • @DeepkamalSwain
    @DeepkamalSwain Місяць тому +1

    ସାମ୍ବାଦିକ ଭାଇ ଟିକେ ଗଭର୍ଣ୍ଣର ଙ୍କ ପୁଅ କେସ ବିଷୟରେ ଟିକେ ଦେଖାନ୍ତୁ ଖାଲି ସବୁବେଳେ one sided news ଦେଖେଇଲେ ହେବ କି, ଗଭର୍ଣରଙ୍କ ପୁଅ ASO କୁ ପିଟିଲା ପୁଣି aso ra transfer ହେଲା ଏଇ କି ପ୍ରକାର ନ୍ୟାୟ,..

  • @swarnamohanty3121
    @swarnamohanty3121 Місяць тому +1

    Hatya Kia kala ?

  • @saratpradhan1952
    @saratpradhan1952 Місяць тому

    Swami Lakshmanananda case file kholajau

  • @pratapchandramohapatra2118
    @pratapchandramohapatra2118 Місяць тому +2

    ଓଡ଼ିଶା ଇତିହାସ ରେ ସବୁଠୁ ଅଧିକ ଦୁର୍ନୀତି bjd ସରକାର ସମୟ ରେ

  • @kedarnathbadatya2060
    @kedarnathbadatya2060 Місяць тому +1

    Great Sudhanshu Sir 🙏🏻😇❤️❤️

  • @bishnuprasad2669
    @bishnuprasad2669 Місяць тому

    Ame Kandhamal chhuaa

  • @user-hg7vc2ux4l
    @user-hg7vc2ux4l Місяць тому

    OMG !If it is true dangerous.

  • @bikramroutaray935
    @bikramroutaray935 Місяць тому

    ରାଜ୍ୟପାଳ ଙ୍କ ପୁଅ ଓଡ଼ିଆ ଅଫିସର ଙ୍କୁ ପିଟିବା ଖବର ତମ କାନରେ ପଡିଛି ନା ନାଇଁ.

  • @user-tm1kk4sd3q
    @user-tm1kk4sd3q Місяць тому

    ଆପଣ‌ବହୁତ ବର୍ଷ ପରେ ସତ କଥା କହିଲେ । ବିଜେଡ଼ି ନେତା ଏବଂ କର୍ମୀ ମାନେ ଏକଥା ଜାଣି ପାରୁଛନ୍ତି ନା ନାହିଁ ।

  • @rajendramallick6894
    @rajendramallick6894 Місяць тому

    ଲକ୍ଷଣା ନ

  • @ashismishra7724
    @ashismishra7724 Місяць тому

    Ashram is in " TUMUDIBANDHA Block " not in Chakapad Block .

  • @HappyGo-Kart-wg2ft
    @HappyGo-Kart-wg2ft Місяць тому

    ସସ୍ମିତ ପାତ୍ର ତୁମକୁ ଟିକେ ଲାଜ ନାହିଁ

  • @CHAITANYADASOFFICIAL
    @CHAITANYADASOFFICIAL Місяць тому

    Recently hoithaiba governor nka pua jou case hela aapana kain kahu nahanati?

  • @bhoibiswanath4
    @bhoibiswanath4 Місяць тому +2

    Right👏

  • @dolagobindsahooyes9348
    @dolagobindsahooyes9348 Місяць тому

    କଣ ଲାଜ ଆଗୁଛି ଭାଇ

  • @prashantpalo5688
    @prashantpalo5688 Місяць тому

    It's open secret why they are not arrested.

  • @haribolmusicgroup
    @haribolmusicgroup Місяць тому

    ଆରେ ଭାଡୁଆ ରାଜ୍ୟପାଳ ପୁଅ କଥା କହ ।

  • @sujitpradhani8603
    @sujitpradhani8603 Місяць тому

    ଏହି ଦୁର୍ବୃତ କୁ ସର୍ବ ସାଧାରଣରେ ତା ଲୁଙ୍ଗି ରେ ଫାଶୀ ଦେଇ ଦିଅ। ତାପରେ ତାଙ୍କ ମର ଶରୀରକୁ ଲେଟ୍ରିନ ରେ ଫିଙ୍ଗି ଦିଅ।

  • @growthislife3349
    @growthislife3349 Місяць тому

    Why still no investigation after the new government change?

  • @ashwinisahu6584
    @ashwinisahu6584 Місяць тому +1

    MOHAN SARKAR ....TADANTA KARANTU🎉🎉🎉

  • @manasnayak9528
    @manasnayak9528 Місяць тому

    ହ sir ଆମେ ନ୍ୟାୟ ପାଇନୁ

  • @laxmidharadalai3019
    @laxmidharadalai3019 Місяць тому

    Criminals are in BJD

  • @mihirsekharsahoo1529
    @mihirsekharsahoo1529 Місяць тому

    pl. share the basis of allegation with acceptable proof either in media if practicable or before the competent court

  • @swarnamohanty3121
    @swarnamohanty3121 Місяць тому +1

    Nua mukhyamantri nku bada daitwa dela .Dekhiba kete dur kana kariparchhanti .Miamar ru Jai haty Kari nku dhari anibaku padiba ! Odisha police pariba ?

  • @alokaranjandash9853
    @alokaranjandash9853 Місяць тому +15

    ଆପଣ ସାହସ ଦେଖେଇ ଶତୃ ଗୋଟାଉଛନ୍ତି ସିନା ଏମାନଙ୍କର ସାହସ ନାହିଁ କିଛି ପଦକ୍ଷେପ ନେବା ପାଇଁ ।

  • @Titlagarhnews
    @Titlagarhnews Місяць тому +1

    Right news focus plus

  • @JagannathKadraka-fu3ef
    @JagannathKadraka-fu3ef Місяць тому

    ଭାଇ ତମେ କେତେ ପଇସା ଲାଚ ନେଇ ଚ କହିବାକୁ

  • @bijayasethy3972
    @bijayasethy3972 Місяць тому

    ସୁଧାଂଶୁ ଭାଇ ବିଜୁ ଜନତା ଦଳ ସରକାର ସମୟରେ
    ହୋଇଥିବା ଦୁର୍ନୀତି ଉପରୁ ପରଦା ଉଠେଇ ସତ କଥା ସମସ୍ତଙ୍କୁ ଜଣେଇ ବାର ପ୍ରୟାସ ଜାରି ରଖି ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍ ଆପଣଙ୍କୁ।

  • @user-kt2nr4xf1s
    @user-kt2nr4xf1s Місяць тому

    The journalist should be brave & fearless in respect of to trace out the real truth.Thank you a lot sudhanshu Babu.

  • @soumyadas5304
    @soumyadas5304 Місяць тому

    Graham Stanes nko vali enku madhya pane darkar.

  • @subhakantadas1763
    @subhakantadas1763 Місяць тому

    Sudhanshu Babu, stop not go on till the guilty get punished.regards .

  • @manojkumarnayak237
    @manojkumarnayak237 Місяць тому

    What other journalists are doing?
    They should expose also.

  • @himanshupattnaik9266
    @himanshupattnaik9266 Місяць тому +1

    CBI INQUARY କରି ଭର୍ତ୍ତି କର

  • @sidd5547
    @sidd5547 Місяць тому

    ଯେଉଁ ମାନେ ହିନ୍ଦୁ ଧର୍ମଗୁରୁ ଙ୍କୁ ହାଣନ୍ତି, ଜଗନ୍ନାଥ ତାଙ୍କୁ ହିଁ ୨୪ ବର୍ଷ ଅଖଣ୍ଡ ରାଜତ୍ଵ ପ୍ରଦାନ କରନ୍ତି। ଯା ହେଉ, ଜଗନ୍ନାଥଙ୍କ ଭଲ ବିଚାର ଆଉ ।

  • @iswarbehera9985
    @iswarbehera9985 Місяць тому +4

    Sir, please tell about matter of our Governor son's matter.

    • @pritampolei7087
      @pritampolei7087 Місяць тому

      Sabu mutual final kari dele ASO,tanka wife au governor.they were happy 😊😊😊

    • @user-ts7tu7mo3y
      @user-ts7tu7mo3y Місяць тому

      ବଢିଆ ପ୍ରଶ୍ନ କଲେ। ସାମ୍ବାଦିକ ବନ୍ଧୁ ଏବେ ନିଜ ସ୍ତର କୁ ବଢେଇ ସତ୍ ସାହସୀ ର ପରିଚୟ ଦେଖନ୍ତୁ। କଥା ତ ମାଇଚିଆ ବି ସୁନ୍ଦର କହିପାରେ।

  • @srustidhardey5817
    @srustidhardey5817 Місяць тому

    ଏ ସଲା କୁ jhadpada ଜେଲ ଦଣ୍ଡ ଦିଅ ❤❤❤❤

  • @YoutubeShorts-pf1tx
    @YoutubeShorts-pf1tx Місяць тому

    CBI raid Kari choraku bhitare purao

  • @user-pt2yo7sr7v
    @user-pt2yo7sr7v Місяць тому

    ସୁଧାଂଶୁ ଶେଖର ସାର୍ ସେ ବେଧବିଯା ମାନଙ୍କୁ ଭଲକରି ପେଲ ଦରକାର ପଡ଼ିଲେ ଗାଣ୍ଡିରେ ପୋରେଇଦିଅ ଆପଣଙ୍କ ସାଥିରେ ଓଡ଼ିଶା ବାସୀ ଅଛନ୍ତି ଜୟସିୟା ରାମ

  • @saratpanigrahi866
    @saratpanigrahi866 Місяць тому

    Right News.

  • @user-lc1tf3up7x
    @user-lc1tf3up7x Місяць тому

    ଏ ଶଳା ବାପ ପୁଅ ଦୁଇଟା କୁ ଲଙ୍ଗଳା କରି ବାନ୍ଧି କି ଜେଲ୍ ରେ ଭର୍ତ୍ତି କରାଯାଉ,
    ଏ ଶଳା ମାନେ ମଉକା ଦେଖି କି ନିରିହ ଆଦିବାସୀ ହରିଜନ ଲୋକ ମାନଙ୍କୁ ଖ୍ରୀଷ୍ଟିଆନ ରେ ପରିଣତ କରୁଥିଲେ,
    ଜାତି ଭେଦ ନାଁ ରେ ଏ ଶଳା ମାନେ ହିଁ ନିରିହ ଆଦିବାସୀ ହରିଜନ ଲୋକ ମାନଙ୍କୁ ଲଢଉ ଥିଲେ,
    ଓଡ଼ିଶା ର ଧ୍ରୁତରାଷ୍ଟ୍ର ହିଞ୍ଜଡ଼ା ସରକାର ନବୀନ ପଟ୍ଟନାୟକ ଥାଇ କି ଏ କାମ ହେଇଛି,
    ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କୁ ହତ୍ୟା କରି ସେ ଲୋକ ମାନେ ଆରାମସେ ବାହାରି ଗଲେ କିନ୍ତୁ ଓଡ଼ିଶା ପୋଲିସ କିଛି କରି ପାରିଲେ ନାହିଁ

  • @ashwinisahu6584
    @ashwinisahu6584 Місяць тому +1

    SATYA RA JAY HEU🎉🎉🎉

  • @rameshchandramahapatra7934
    @rameshchandramahapatra7934 Місяць тому

    Right news

  • @hsinformationandvlogs8057
    @hsinformationandvlogs8057 Місяць тому

    ଏ ଭଳି ଗୁମର ଖୋଲି ଚାଲ