CM Naveen Patnaik Breaks Down After Deepali Das Misses Her Father During Jharsuguda Campaign

Поділитися
Вставка
  • Опубліковано 6 тра 2023
  • Kanak News is Odisha's leading 24x7 news and current affairs TV channel from Eastern Media Limited. Odisha's largest media house that also publishes daily 'Sambad'. Get latest updates on news, politics, sports, business, current affairs, entertainment, technology, health updates from Kanak News.
    For the latest Odisha News Follow us:
    Website :- kanaknews.com/
    Instagram :- / kanaknewsofficial
    LinkedIn :- / kanak-news
    Facebook :- / kanaknews
    App Kanak :- play.google.com/store/apps/de...
    Twitter :- / kanak_news
    Telegram :- t.me/kanaknewsofficial
    #KanakNews #Odisha #naveenpatnaik

КОМЕНТАРІ • 1,3 тис.

  • @biswal9406
    @biswal9406 Рік тому +225

    ମାନ୍ୟବର ମୁଖ୍ୟମନ୍ତ୍ରୀ ତ ଓଡିଆ ବୁଝନ୍ତି ନି ସମ୍ବଲପୁରୀ ଭାଷା ବୁଝିଲେ କେମିତି???
    ଭାବ ବିହ୍ଵଳ ହେଲେ କେମିତି?
    What a great Joke 🤣

  • @niranjantudu5033
    @niranjantudu5033 Рік тому +84

    ବହୁତ ବଢିଆ ଅଭିନୟ।

  • @dharmendrapradhan4580
    @dharmendrapradhan4580 Рік тому +245

    ସବୁବେଳେ ତୁମୁ ବାପା ଗାଣ୍ଡିମାରା କାମ କରିଛେ ତୁହି ବି ସବୁବେଳେ ଚୁର କାମ କରିବୁ ବୋଲି ମୋ ଆଶା କରୁଛେ 🙏🙏🙏

    • @rabindramajhi9566
      @rabindramajhi9566 Рік тому +13

      Bia bepar koribo....

    • @dharmendrapradhan4580
      @dharmendrapradhan4580 Рік тому +5

      Sat katha bhai

    • @udaynayak7967
      @udaynayak7967 Рік тому

      ତ ବାପା ଗାଣ୍ଡୀ ମାରୁଥିଲା ଗରିବଙ୍କୁ ତୁ b ମାରିବୁ

    • @udaynayak7967
      @udaynayak7967 Рік тому

      ତ ବାପା ଗାଣ୍ଡୀ ମାରୁଥିଲା ଗରିବଙ୍କୁ ତୁ b ମାରିବୁ

    • @udaynayak7967
      @udaynayak7967 Рік тому

      ତ ବାପା ଗାଣ୍ଡୀ ମାରୁଥିଲା ଗରିବଙ୍କୁ ତୁ b ମାରିବୁ

  • @bhabaninayak7810
    @bhabaninayak7810 Рік тому +30

    ଭାଇ ଓ ଭଉଣୀ ମନେ ଏ ଘରେଇ ରାଜନୀତିକୁ ବହିସ୍କାର କରନ୍ତୁ

  • @soubhagyasahu9594
    @soubhagyasahu9594 Рік тому +150

    ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ବିଜେଡି ଭୋଟ ଦିଅ ନାହିଁ

  • @sanjaydash1920
    @sanjaydash1920 Рік тому +141

    ଯିଏ ନିଜ ବାପର ନୁହେଁ ସେ ଜନତା ଙ୍କ ର କେମିତି ହେବ

  • @saikunmun8591
    @saikunmun8591 Рік тому +206

    Nice drama. It is very strange how could a non-odia chief minister can understand sambalpuri language.

  • @santoshkumarmishra2620
    @santoshkumarmishra2620 Рік тому +11

    କି ଅଭିନୟ ରେ ଭାଇ ! ସୁନ୍ଦର ଅଭିନୟ. ଅଭିନୟ ଟି ଭଲଲାଗିଲା.

  • @Yashbahi12693
    @Yashbahi12693 Рік тому +166

    ନବୀନ ତ ଓଡ଼ିଆ ବୁଝୁନାହାନ୍ତି ହେଲେ ଠିକ ସମୟରେ କେମିତି ଆଖି ପୋଛିଲେ ,,ମାନେ pura scripted .. 🙄🙄🤔🤔 ଧାନ୍ୟରେ ବିଧାତା ମଲା ଲୋକ ରେ ବି ରାଜନୀତି ।।

    • @sanjibtripathy2007
      @sanjibtripathy2007 Рік тому +6

      ଆପଣ ଠିକ୍ ଧରିଛନ୍ତି 😂😂😂

    • @pradiptadash3507
      @pradiptadash3507 Рік тому +3

      Thik kahela vhai

    • @ashishsarangi5966
      @ashishsarangi5966 Рік тому +3

      ଧନ୍ୟବାଦ ର ମାନେ ନବୀନ ବାବୁ janati

    • @jayhind3667
      @jayhind3667 Рік тому

      😂😂😂😂😂

    • @stupidkabi4413
      @stupidkabi4413 Рік тому +4

      Right bro....mu v sehi katha vabuthili......jie odia bujhiparantini se kemiti vaba bihola heigale.....Ahi katha taa kahinki hazam helani.....

  • @rishikesh4340
    @rishikesh4340 Рік тому +218

    କିନ୍ତୁ ହତ୍ୟା ରହସ୍ୟ ଏ ଯାଏଁ ଜଣା ପଡିଲାନି
    ଯାହା ଓଡିଶା ଆଇନ୍ କାନୁନ୍ ପାଇଁ ଅତ୍ୟନ୍ତ ଲଜ୍ୟା ଆଉ ଦୁର୍ଭାଗ୍ୟର ବିଷୟ

    • @maamangala4103
      @maamangala4103 Рік тому +2

      Election achi abe declear kale dipali harijib।
      Maharashtra ra pramod Mahajan ku jemiti chamdi chakra re marajai ghodae dia jai thila ebi semiti।

    • @AdityaSharma-iw5mp
      @AdityaSharma-iw5mp Рік тому +1

      Keney bikash hoichey des ra sebani ni mukhaya mantri ra seba kar

    • @KailashBagh-gf1ys
      @KailashBagh-gf1ys Рік тому +4

      Dipali ni marichhe aau nije mla hebar drama karuchhe....

    • @sipunbehera6107
      @sipunbehera6107 Рік тому +1

      😂😂😂😂😂

    • @rashmiranjan286
      @rashmiranjan286 Рік тому

      Roseya mrutyu rahasya Kemiti ?

  • @kabirmohanty5681
    @kabirmohanty5681 Рік тому +9

    ଆମେ ଭଗବାନ ଙ୍କୁ ଧନ୍ୟବାଦ ଦେବା କି ନବଦାଦା ଙ୍କୁ ନେଇଯାଇଛନ୍ତି ସେଥିପାଇଁ ଆମ ଭଉଣୀ ଙ୍କୁ ସୁଯୋଗ ମିଳିଲା.

    • @gamerbhai6527
      @gamerbhai6527 Рік тому

      dadar jhi k buhen kahesan kn ooohhho etta politics vasa

    • @babuvolga11
      @babuvolga11 Рік тому

      Ta bala ku milu6i maghiya mane

    • @babuvolga11
      @babuvolga11 Рік тому

      Tu b maribu r tate bjd hi mariba ek re ta neya boli ki6i nahi

  • @LaxmanMendili-mv4zl
    @LaxmanMendili-mv4zl Рік тому +10

    ନିର୍ବାଚନ ରେ ସ୍ଵାର୍ଥ ହାସଲ ପାଇଁ ସବୁ ସ୍ଥାନରେ ହାଜର କିନ୍ତୁ ନବ ଦାସର ହତ୍ୟା ପ୍ରସଙ୍ଗରେ ଆଲୋଚନା କରୁନାହଁ ଖାଲି ଅନ୍ୟାୟ ଶାସନ ଚାଲିଛି

  • @susilpradhan7531
    @susilpradhan7531 Рік тому +159

    ତୁମ ବାପା ବଞ୍ଚିଥିଲେ ତୁମେ ସେ ଷ୍ଟେଜ ରେ କଣ ପାଇଁ ଠିଆ ହୋଇଥାନ୍ତ ଯେ😢😅😢 ତୁମେ କଣ ମନ୍ତ୍ରୀ ହେଇଥାନ୍ତ ନା କଣ?

    • @amarendrabehera1592
      @amarendrabehera1592 Рік тому +1

      😅😅

    • @rashmiranjan286
      @rashmiranjan286 Рік тому +1

      Jaha heu tuma bapa marigale boli tume ye ticket paiki khusi achha . Tuma lagi gote roseya ra b jiban gala . Sethire b tumar rahasya rahuchi . Tuma account ru anek tanka roseya ku deicha . Dhanya tume nari .

    • @tripatibisoi6235
      @tripatibisoi6235 Рік тому

      😂😂😂

  • @Biru135
    @Biru135 Рік тому +38

    ଖଣ୍ଡଗିରିରେ 2023 ର ସୁପର ହିଟ ନାଟକ
    ନବୀନା ଗଣନାଟ୍ୟ
    😂😂

    • @mamatakhillo6781
      @mamatakhillo6781 Рік тому +2

      5t 6t Natak episode Bjd government boycott boycott

  • @bhagirathimohapatra3604
    @bhagirathimohapatra3604 Рік тому +10

    ବଢିଆ ଡ୍ରାମା ବହୁତ ଖୁସି ଲାଗିଲା ଖାଲି ମୋ ଚପଲ ନଥିଲା ତୋ ଗାଲ ଫଟାନ୍ତି କି ଝିଅ ତୁ ଜିଏ ତୋ ବାପାକୁ ମାରିଲା ତା ସହ ହାତ ମିଳାଇଲୁ ଛି ଛି

  • @pkcreation7068
    @pkcreation7068 Рік тому +74

    Konarka opera needs such talents like deepa

  • @bharatasahu1628
    @bharatasahu1628 Рік тому +103

    ଜିତିଗଲ ବାଜିରେ
    ତୁମେ ନବୀନ ବାବୁ
    ଧନ୍ୟ ତୁମ ଅହଂକାର ଶାସନ ବ୍ୟବସ୍ଥା

    • @Dharme186
      @Dharme186 Рік тому +1

      Podila kire bhai

    • @sunilsamal896
      @sunilsamal896 Рік тому +4

      Election time gote katha jitila pare gote katha

    • @sunilsamal896
      @sunilsamal896 Рік тому +3

      All party same not believe

    • @timepasswithguruji3636
      @timepasswithguruji3636 Рік тому +1

      Sabu pati jantanka।satru କିଛିକିଛି ଅଛନ୍ତି ଇମଟି ନେତା ମାନଙ୍କୁ bhgban ମନୁଚନ୍ତି କହିଲେ ତାଙ୍କୁ ଭାରି badhiba sarkar କେବଳ ନେତା ଆଉ goment sarvhic ମଙ୍କ ପାଇଁ ଦିନ ମଜୁରିଆ ମାଙ୍କର ସରକାର ନୁହେଁ

    • @mamatakhillo6781
      @mamatakhillo6781 Рік тому +1

      100% chi chi chi chi Bjd gunda criminal government boycott boycott boycott

  • @Dalai143
    @Dalai143 Рік тому +46

    ଦୀପାଳି ର ଭାଷଣ ବୁଝିପାରିଲେ ସେଇଟା ବି ସମ୍ବଲପୁରୀ ଭାଷା ଯାହାହେଉ.😄😄😄.. ମୁଖ୍ୟମନ୍ତ୍ରୀ ମହାଶୟ 😄😄😄

    • @binayaka1234
      @binayaka1234 Рік тому +1

      Bujhi nahati go
      Khali bujhila bujhila akting karuchati 😅

    • @binayaka1234
      @binayaka1234 Рік тому +1

      Budhake dekh le para jana paduchiga

  • @ManojManoj-hb9er
    @ManojManoj-hb9er Рік тому +5

    ସବୁ ଅଭିନୟ

  • @ashisbal1908
    @ashisbal1908 Рік тому +19

    Nabin babu first time understood odia 😁.what a performance by our cm.

    • @Bhruguraj
      @Bhruguraj Рік тому +1

      Sambalpuri

    • @ashisbal1908
      @ashisbal1908 Рік тому +3

      @@Bhruguraj he can't understand odia but can understand sambalpuri

  • @sritansws
    @sritansws Рік тому +85

    ଏ film ର story କିଏ ଲେଖିଥିଲେ ରେ ବାପା ମୋ ଆଖିରୁ ଭି ଲୁହ ଆସିଗଲା 😢😢😢
    😂😂😂😂

    • @jagannathatudu5014
      @jagannathatudu5014 Рік тому +5

      ନବୀନ ବାବୁ ଓଡ଼ିଆ ବୁଝିଗଲେ ବୋଧେ ସେଥିପାଇଁ କାନ୍ଦୁଛନ୍ତି 😂😂😂😂

    • @user-kg3kn5hn1r
      @user-kg3kn5hn1r Рік тому +2

      To bapa hausere v p filim dekhiba

    • @sritansws
      @sritansws Рік тому

      @@user-kg3kn5hn1r କଣ ତୋ ଗାଣ୍ଡି ପୋଡା ଜଳା ହେଲା କି ମୁଗୁନି ପଥରରେ ଘୋଷାଡ଼ି ଦେ 🤘

    • @AdityaSharma-iw5mp
      @AdityaSharma-iw5mp Рік тому +1

      Bapa bapa ni kaha kam kar

    • @rashmiranjan286
      @rashmiranjan286 Рік тому +1

      Roseya kuade gala ?

  • @sibaprasaddash4386
    @sibaprasaddash4386 Рік тому +104

    Beautiful drama.

    • @narayanreddy9024
      @narayanreddy9024 Рік тому +1

      Bhai jaha kahilaa😂😂

    • @bimalsahu3804
      @bimalsahu3804 Рік тому +1

      Drama ra script writer kuhalia serial heroine srimayee mishra

  • @sandipsahoo1259
    @sandipsahoo1259 Рік тому +8

    ବୋପା ମରିବାର ଖୁସି ମନାଉଛନ୍

  • @raghunathchandan5840
    @raghunathchandan5840 Рік тому +3

    ଏ ବୁ ଆ ବବା ସମ୍ବଲପୁରୀ ଜନସନ ଆଉ ବୁଝିପାରସନ ଆଏଜ ମୁଇ ଜାନଲି 23 ବରଷ ହେଲା ଉତାରୁ

  • @bharatasahu1628
    @bharatasahu1628 Рік тому +67

    ଧନ୍ୟ ତୋ ଝିଅ ପାଣିଆ

  • @swarajkumarbej3768
    @swarajkumarbej3768 Рік тому +13

    ଭଲ ନାଟକ ଚାଲିଛି। ସୁପର୍ ଶୋ

  • @arunbhuyan7694
    @arunbhuyan7694 Рік тому +4

    ଯିଏ ଓଡ଼ିଆ କହି ପାରୁନାହାଁନ୍ତି ସେ ପୁଣି ସମ୍ବଲପୁରୀ ବୁଝି ଭାନବହୁଲ ହୋଇଗଲେ ମୋତେ ଭଲସେ ସମ୍ବଲପୁରୀ ବୁଝିବା ପାଇଁ 2 ବର୍ଷ ଲାଗିଗଲା ଆଉ ଭଲସେ କହିବା ପାଇଁ 3/4 ବର୍ଷ ଲାଗି ଗଲା ଆଉ ନବୀନ ବାବୁ 25 ବର୍ଷ ରେ ଓଡ଼ିଆ କହି ପାରିଲାନି ସମ୍ବଲପୁରୀ 5 ମିନିଟ ରେ ବୁଝି ଗଲେ ?

    • @iamlegend8124
      @iamlegend8124 Рік тому

      Bhai sethire bi Jane bjd andhabkata kahila odia kahinaparile kan hela odisha loka naveen Pattanaik nku pasanda karuchhanti

  • @saratchandrakanhar2422
    @saratchandrakanhar2422 Рік тому +2

    ନବୀନ ଓଡ଼ିଆ ଜାଣିନି କେମିତି ବୁଝିଲା ଦୀପାଳି ର ଭାଷଣ

  • @ramsanatan56
    @ramsanatan56 Рік тому +38

    ନିର୍ବାଚନ ଆଗରୁ ସମସ୍ତେ କାନ୍ଦିବେ

  • @biswaprakashlenka830
    @biswaprakashlenka830 Рік тому +47

    ବାପା କୁ କଣ ଦାଦା କହିଲାଣି😅😅😅😅😅

    • @raghunathchandan5840
      @raghunathchandan5840 Рік тому +1

      ଭାଇ ରାଜନୀତି ଗୋଟେ ଅଭିନୟ ଏଥିରେ ସାମ୍ନାରେ ରୁଲ ଘରେ ତାଙ୍କର ଦିଏକୁସିଏ

    • @rashmiranjan286
      @rashmiranjan286 Рік тому

      Sabu chale

    • @srssrs1511
      @srssrs1511 Рік тому

      Dada means bid bro ,naba das called big bro in west odisha

    • @untalentedengineer9502
      @untalentedengineer9502 Рік тому

      Pagal heigola bo deepali

    • @ajayasahu7419
      @ajayasahu7419 Рік тому

      Bapa bara bhi Hebe eta amara rajaniti bara

  • @rajaramdash1687
    @rajaramdash1687 Рік тому +9

    We are now a part of Politics.We speak what is needed,though our heart doesn't want.

  • @Manish00700
    @Manish00700 Рік тому +31

    ମୋ ବାପା ଯେମିତି ସମସ୍ତଙ୍କ ଗାଣ୍ଡି ମାରୁଥିଲେ ମୁଁ (ଦୀପାଳି ଦାସ)ମଧ୍ୟ ସମସ୍ତଙ୍କର ସେମିତି ଗାଣ୍ଡି ମାରିବି........ ଦୟାକରି ମତେ ପୂର୍ଣ୍ଣ ମାତ୍ରାରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ। ଧନ୍ୟବାଦ।।।।

  • @Anama1233
    @Anama1233 Рік тому +20

    ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝି ଛନ୍ତି କି

  • @biswaprakashlenka830
    @biswaprakashlenka830 Рік тому +25

    ହନୁ ଆସିଛି ରେ

  • @amiyakumarthakur2977
    @amiyakumarthakur2977 Рік тому +16

    What a Oscar winning performance by both

  • @sarthaksahoo7813
    @sarthaksahoo7813 Рік тому

    ନବୀନ ବାବୁ ଓଡ଼ିଆ ବୁଝିଲେଣି। miracle miracle

  • @aktutorial1179
    @aktutorial1179 Рік тому +35

    ହେ ପ୍ରଭୁ,.. ଘୋର କଳିକାଳ ଜୟ ଜଗନ୍ନାଥ 🙏

    • @nithaniyalpradhan5615
      @nithaniyalpradhan5615 Рік тому

      ଦରିଦ୍ର ଟା 😅 ଚପଲ ନାହିଁ ବେ ଲଜ୍ୟା 😅😅😅😅

  • @Sapanirana-gq6xr
    @Sapanirana-gq6xr Рік тому +26

    ଓଃ ପଛପଟୁ ପାଣି ବାହାରି ଯାଇଥିବ

  • @fakirmohansahoo2079
    @fakirmohansahoo2079 Рік тому +13

    Super drama, excellent fantastic mind-blowing 😱😱😱😱😅😅😅😅😅😂😂😂😂😂🤭🤭🤭🤭🤭🤭🤭

  • @ranjitmohanty8979
    @ranjitmohanty8979 Рік тому +9

    Odisha people are happy to see that our chief minister Sri Naveen Patnaik can understand odia without any translation,AAPAN MANE KHUSI TA?

  • @dipubhai8435
    @dipubhai8435 Рік тому +35

    ନ ଦେଖିବା ଲୋକ ଦେଖ ନା କଇଁଛ କାଢିଛି ବେକ ।😂

  • @somethingnew3640
    @somethingnew3640 Рік тому +26

    Kanak news ତମ ଠୁ ଏଇଟା ଆଶା ନଥିଲା ଭଲ ଏଡଟିଂ କରିଛ
    ନବୀନ ବାବୁ ଙ୍କ ଠୁ ଏତେ ଥର ଲୁହ ଝରେଇବାର ଦୃଶ୍ୟ କୁ ବାର ବାର ଦେଖା ଉଛ

  • @ajitkumarpatra5533
    @ajitkumarpatra5533 Рік тому +1

    ଏଇ ଅବୁଝା ଲୁହ ଯୋଦି ଆମ ଗରିବ ଖଟିଖିଆ ଓଡିଆ ମାନଙ୍କ ପାଇଁ କେବେ ଝରି ଥାନ୍ତା ଆମେ ନିଜକୁ ଧନ୍ୟ ମନେ କରନ୍ତେ ସତରେ ଭଗବାନ୍ ଶ୍ରୀ କୃଷ୍ଣ ଗୀତାରେ କହିଥିଲେ ମୋ ମାୟା ମୋତେ ଅଗୋଚର

  • @timepasswithguruji3636
    @timepasswithguruji3636 Рік тому +5

    କେବେ ନାରୀ ମାନଙ୍କୁ ନେତୁଟ ଦେବନି ରାବଣ mala ସମୟରେ କହିଥିଲେ ନାରୀ ବହୁତ ଲୋଭି ସେଥି ପାଇଁ ନାରୀ ମାନଙ୍କୁ ଲୋଭ ଦେଖେଇ କେହି କିଛି କରିପାରେ

  • @lalitkumarrwa4285
    @lalitkumarrwa4285 Рік тому +31

    OSCAR WINNING ACTING 😂

  • @dingarmajhi1964
    @dingarmajhi1964 Рік тому +32

    ଯାହା ହେଉ ନବୀନ ପଟ୍ଟନାୟକ ସମ୍ବଲପୁରୀ ଭାଷା ବୁଝି ପାରିଲେ 😅😅😅

  • @odiamotivationalspecker8498
    @odiamotivationalspecker8498 Рік тому +1

    ବାପା ନା ରେ ସିମ୍ପତି ଭୋଟ ମାଗୁଛି

  • @CrazyIASsom
    @CrazyIASsom Рік тому +2

    I love my hometown, i love Jharsuguda ❤

  • @birendranaik2355
    @birendranaik2355 Рік тому +36

    ବିଜେଡି ସରକାର ହଟାଓ

    • @dugusoren4678
      @dugusoren4678 Рік тому

      ମୋଦୀ କୁକୁର ନୋବିନ କୁକୁର ଏ ସଳା ଦୁଇ ଭାଇ ହଟିବା ଦରକାର

  • @sameercreation2145
    @sameercreation2145 Рік тому +17

    ନବୀନ ବାବୁ ଓଡ଼ିଆ ବୁଝିପାରିଲେ 😂😂😂

  • @papundandasena7901
    @papundandasena7901 Рік тому +3

    ବୋଧେ ସ୍ବପ୍ନ ମାନେ ବି ସ୍ବପ୍ନ ଦେଖନ୍ତି ସ୍ବପ୍ନ ହୋଇକି ରହି ନଯିବା ପାଇଁ😮 ତୋର ବୁଆ ସବୁ ବେଳେ ସେମିତି ସ୍ବପ୍ନ ଦେଖି ଦେଖି ନିଜର ସ୍ବାର୍ଥ ଦେଖିଛେ ଏବେ ତୁଇ ଭି ତୋର ସ୍ବାର୍ଥ ଦେଖ ମାଆ।🎉

  • @panditmoharaj2687
    @panditmoharaj2687 Рік тому +1

    ବହୁତ ଭଲ ଲାଗିଲା
    ଅତି ସୁନ୍ଦର ଓ ନିଖୁଣ ଅଭିନୟ 😂😂😂
    ହେଲେ ଜନତା ଏତେ ବୋକା ନୁହେଁ ଯେ, ତୁମ ଅଭିନୟ ରେ ଭାସିଯାଇ ଭୁଲ୍ ନିଷ୍ପତ୍ତି ନେବେ 😅😅😅

  • @maxmantutadka4861
    @maxmantutadka4861 Рік тому +15

    ଯାହା କୁହ ନବୀନ ପଟ୍ଟନାୟକ ଗୋଟେ ଭଲ କଳାକାର 👍

  • @santoshkumarlenka6723
    @santoshkumarlenka6723 Рік тому +7

    ବାପା ନୁହେଁ ବଡ଼ ବାପା କୁହ

  • @Khrod
    @Khrod Рік тому +1

    କି ସୁନ୍ଦର ଅଭିନୟ 😢 ଶଳା ଦଲାଲ ମାନଙ୍କୁ ଭୋଟ ଦିଅ ନାହିଁ

  • @piyushrajkumar15
    @piyushrajkumar15 Рік тому +1

    ନବ ଦାସ ମୃତ୍ୟୁ ରହସ୍ୟ କୁଆଡେ ଗଲା ଧନ୍ୟ ରେ ଅଣ ଓଡ଼ିଆ ମୁଖ୍ୟମନ୍ତ୍ରୀ. ଦୀପାଳି ଦାସ ତୋ ବାପା ମରିଯିବାରୁ ଆଜି ତୋ ମୁଣ୍ଡରେ ସୁନା କଳସ ଢାଳିଲା.ମାନ୍ୟବର ଶବ୍ଦ ସାରଥୀ କହୁଥିଲା ଏଠି ମାନେ ଝାରସୁଗୁଡା ରେ ଦ୍ୱିତୀୟ ସାରଥୀ ସେଣ୍ଟର ଖୋଲିବ ତେଣୁ ଝାରସୁଗୁଡା ବାସୀ ଆଗରୁ ସତର୍କ ହେଇଯାଅ ନ ହେଲେ ଫୁଲ ବାମ୍ପ

  • @NilakanthaMajhi-xf9wz
    @NilakanthaMajhi-xf9wz Рік тому +8

    ମହାମହିମ ରାଷ୍ଟ୍ରପତି ଉଦବୋଧନ ଦେଲା ବେଳେ ଯେ ଲାଇନ୍ କଟିଲା ଦିପାଲି ଭାଷଣ ଦେଲାବେଳେ ସାଉଣ୍ଡ ସିଷ୍ଟମ୍ ବନ୍ଦ ହେଇଥାନ୍ତା କି ଭଲ ହୁଅନ୍ତା

  • @mafiagaming7764
    @mafiagaming7764 Рік тому +21

    Nveen babu nka ki acting mu ta kandiki gote pokhari full karideli 😭😭😭😭😭😭😭😭😭😭😭😭😭😭😭plzzzz tanku athara Oscar dia jau 🙏🙏🙏🙏🙏🙏🙏🙏🙏au dipali madam nka bhali samastanku jhia mili gale Sabu Bapa nijaku dhanya mane karibe 😭😭😭😭😭😭🙏🙏🙏🙏🙏

  • @nonedff-ts8cn
    @nonedff-ts8cn Рік тому +1

    ମୁଖ୍ୟମନ୍ତ୍ରୀ ଓଡ଼ିଆ ବୁଝିପାରନ୍ତି ନାହିଁ ସମ୍ବଲପୁରୀ କେମିତି ବୁଝିଲେ ଯେ ଭାବବିହ୍ୱଳ ହେଲେ

  • @ajitbehera3417
    @ajitbehera3417 Рік тому

    ହେ ଭଗବାନ ତୁମେ ହିଁ ଇ ଲୋଗ୍ ମାନକୁଁ ସଦବୁଦ୍ଧି ଦଉନ୍
    କର୍ମ ହିଁ ଭଗଵାନ,,,,,,, ଜୟ ଜଗନ୍ନାଥ

  • @amanbabu9241
    @amanbabu9241 Рік тому +12

    Dhanya tuma Jhia pania bapa ku nyaya deiparilani tume jitigale bodh hue nyaya paijiba tuma rajaniti🙏🙏🙏

  • @netranandasahu8743
    @netranandasahu8743 Рік тому +6

    ହାରିବ

    • @alokranjanswain2995
      @alokranjanswain2995 Рік тому

      50000 jitib

    • @desifarmer9615
      @desifarmer9615 Рік тому

      ​@@alokranjanswain2995 ବିଜେଡିର ସାଶନ୍ ଥି ପୁଇତ ମିଲିବା ରାସନ୍ ଥି

  • @amiyaprasadnayak7542
    @amiyaprasadnayak7542 10 місяців тому

    କୋଉ ଶଳା କହୁଚି ମୂଖ୍ୟ ମନ୍ତ୍ରୀ ଓଡ଼ିଆ ବୁଝି ପାରୁ ନାହାଁନ୍ତି, ମୁଖ୍ୟ ମନ୍ତ୍ରୀ ଓଡ଼ିଆ ବୁଝିକି କାନ୍ଦୁଛନ୍ତି 😭😭😭😭

  • @santoshsatapathy4249
    @santoshsatapathy4249 Рік тому +4

    ଆହା ରେ ଓଡ଼ିଶା ଲୋକଙ୍କପାଇଁ ତୁମ ହୃଦୟରେ କେତେ ଦରଦ । ମିଶୁ ଦେଶ ପାଣ୍ଠି ମୋ ନିଜ ପାଣ୍ଠିରେ ।ମୁଁ ଚାଲିଯାଏ ଦେଶବାସୀଙ୍କ ପିଠିରେ। ମୋର ପ୍ରଗତି ପଥେ ଯେତେ ଗାଡ଼ । ପୂରୁ ତହିଁ ପଡ଼ି ଦେଶବାସୀଙ୍କ ମାଂସ ହାଡ଼ ।

  • @kalidas8262
    @kalidas8262 Рік тому +8

    ଗୋପାଳ ଦାସ ର ଆଗକୁ ଝାରସୁଗୁଡା ପାଇଁ କଣ ସ୍ବପ୍ନ ଅଛି 😂😂😂😂😂

  • @user-rk1hf8ib3r
    @user-rk1hf8ib3r Рік тому +19

    ଭଲ ଭିଡିଓ ଏଡିଟିଙ୍ଗ କରି ଲୋକଙ୍କୁ ଠକୁଚ ନବୀନ ପଟ୍ଟନାୟକ କେତେ ଥର କାନ୍ଦୁଛନ୍ତି 😢😢😢

  • @achutyabehera5783
    @achutyabehera5783 Рік тому

    God bless you sister semiti sabubele aagei chal

  • @hareshsahoo.1236
    @hareshsahoo.1236 Рік тому +1

    NAB das ଙ୍କ ହତ୍ୟା ଉପରୁ ପରଦା ଉଠିଲା ନାହିଁ କାହିଁକି। ଏହାର ଉତ୍ତର ଦିଅ।

  • @ranjitking9314
    @ranjitking9314 Рік тому +17

    ମୋର୍ ବାପା ବି ନାଇନ ମୁଇ ବି ନବୀନ ପଟ୍ଟନାୟକଙ୍କ କୁ ଦେଖି ଦେଲେ ମୋର୍ ବାପା ଏମିତିଆ ଲାଗେ

  • @mahaprasadmaharana9965
    @mahaprasadmaharana9965 Рік тому +9

    Chief minister thare akhi pochile media taku repeat kariki bahut thara dekhauchi
    Brilliant talent of Kanak News😂😂😂😂😂

  • @munamohanta7101
    @munamohanta7101 Рік тому +1

    ଆମ ମାନ୍ୟବର କଣ୍ ବୁଝିଲେ ମୁଁ କିଛି ବୁଝି ପାରୁନାହିଁ,,,,ଝାଳ ପୋଛୁ ଛନ୍ତି ବୋକା ମାନେ

  • @sarojkumarnayak9448
    @sarojkumarnayak9448 Рік тому

    ଓହୋ କି ଡ୍ରାମା କରୁଛନ୍ତି ଦୀପାଳୀ ଓ ନବୀନ। ଏ ଡ୍ରାମା ଆଉ ଚାଲିବ ନାହିଁ।

  • @manojkumarsethy3216
    @manojkumarsethy3216 Рік тому +11

    Eye ru CM ra pani Baharu nai abhinaya.

  • @MuktaRajOfficial
    @MuktaRajOfficial Рік тому +4

    ଆଜି ତୁମର ବାପା ଥିଲେ ତୁମେ ଷ୍ଟେଜ ରେ ଭାଷଣ ନି ଦେଉ ଥିତ୍ କି ଉପନିର୍ବାଚନ ନି ହେଉ ଥିତା
    ନବୀନ ସରକାର ଝାରସୁଗୁଡ଼ା ନେ କେବେ ସରକାରୀ କଲେଜ ନାଇ ଦେଇ ଖାଲି ନୂତନ ନୂତନ କହି କରି ଠକି ଚାଲ।

  • @suvenduvlogs4145
    @suvenduvlogs4145 Рік тому

    ଲୋକ ମାନେ ଖାଇବାକୁ ନ ପାଇଁ ମରୁଛନ୍ତି
    କଣ ନବୀନ ଭାବ କୁଆଡ଼େ ଯାଉଛି.

  • @manaspadhan8866
    @manaspadhan8866 Рік тому

    Kanak news bale good editing

  • @kalyanpanda5885
    @kalyanpanda5885 Рік тому +3

    ଆଜି ବିଶ୍ୱ ହାସ୍ୟ ଦିବସ ପାଇଁ vdo

  • @watermanfamily2717
    @watermanfamily2717 Рік тому +4

    ବାପା ଙ୍କ ପାଇ କିଚିକୁହନ୍ତୁ ବାପାଙ୍କୁ ମାରିଲା କିଏ ସେଠି ଗୃହମନ୍ତ୍ରୀ ନିଜେ ନବୀନ ବାବୁ ଅଚନ୍ତି ସେ ଓଡ଼ିଶା ବାସୀଙ୍କୁ ସେଠି କୁହନ୍ତୁ ନବ ବାବୁଙ୍କୁ କାହିଁକି ମାରିଦିଆ ଗଲା ଆଉ କନ ପାଇ ମାରି ଦିଆଗଲା ବିକାଶ ଯିଏ ବି ଆସୁ କରିବା ଅଧିକ ନହେଲେ କମ୍ ଆଉ ଭୋଟ ନବା ପାଇଁ କାନ୍ଦିଲେ କନ ହେବ ଲୋକ ଓଲା ନୁହନ୍ତି ଦିପା ଦିଦି ତମେ ସିନା ତମ ରାଜନୀତି ପାଇଁ ଜାଣିକି କହୁନ ତମ ମନରେ ତମ ବାପାଙ୍କ ପାଇଁ ଠିକ୍ କନ ଅଛି ତମେ ଜାଣିଚ

  • @ajayamohanty533
    @ajayamohanty533 Рік тому

    ଦୀପାଳି ଦାସ ନିଜ ବାପାଙ୍କପାଇଁ ଭାବପ୍ରବଣ ହୋଇ କାନ୍ଦିପକାଇବା ଠିକ, କିନ୍ତୁ ମୁଖ୍ୟମନ୍ତ୍ରୀ ନାକପାଖରେ ରୁମାଲ ଚାପି ସତେଯେପରି ଦୁଃଖରେ କାନ୍ଦିପକାଉଛନ୍ତି, ଏଇଟା ଲୋକମାନଙ୍କୁ କୃତ୍ରିମ ଦେଖାଇହେବା ଛଡା କିଛିନୁହେଁ l

  • @socialworkerajay8658
    @socialworkerajay8658 Рік тому

    ଝାରସୁଗୁଡ଼ା ବାସୀ ଙ୍କୁ ଏତିକି କହୁଛି ନିଜର ମୂଲ୍ୟବାନ ଭୋଟ କୁ ଠିକ୍ ମଣିଷ କୁ ଦେଇ ନିଜର ମୂଲ୍ୟବାନ ଭୋଟ ର ଅଧିକାର କରନ୍ତୁ

  • @ashishsarangi5966
    @ashishsarangi5966 Рік тому +5

    1 ବାପା ବଂଚିଥିଲେ ତମେ ଏ ସୁଯୋଗ ପାଇନଥାନ୍ତ.
    2. ଓଡ଼ିଆ ବୁଝୁନଥିବା ମୁଖ୍ୟମନ୍ତ୍ରୀ ହଠାତ ଓଡ଼ିଆ ରେ ଭାଷଣ ଶୁଣି ସମ୍ବେଦନଶୀଳ ହେଇଯିବାର କାରଣ କଣ ହେଇପାରେ.
    ବାପା ଙ୍କର ସ୍ବପ୍ନ ବାପା 12 ବର୍ଷ ଖ୍ୟମତା ରେ ରହିଲେ ବି ପୂରଣ ନାଇକରିପାରଲେ.
    4. ଅଚ୍ଛା ବାପା ଙ୍କୁ କିଏ ମାରିଲା କି????

    • @desifarmer9615
      @desifarmer9615 Рік тому

      ବାପାଙ୍କୁ ମାମୁ ମାରିଲେ 😅😅😅😅😅😂😂😂

    • @mindfresh1227
      @mindfresh1227 Рік тому

      Baba pura kariparilani ebe jhia karibaku asichhi

  • @sagunsamaj5010
    @sagunsamaj5010 Рік тому +5

    ଯାହା ହଉ ବଢିଆ ଆକଟିଂ ହେଉଛି

  • @kailashkumbhar7589
    @kailashkumbhar7589 Рік тому

    Namaskar Sir, Namaskar Medam. God bless Sir and Medam.

  • @ashisnaik0C7
    @ashisnaik0C7 Рік тому +5

    Happy Birthday to you ❤️

  • @blbapi2025
    @blbapi2025 Рік тому +7

    Nabin babu abhinaya karuchhanti

  • @binodtripathy5904
    @binodtripathy5904 Рік тому +3

    ବାପା ବାପା ବାପା, ବାପା ଯଦି ଥାଆନ୍ତା ତୋତେ ଟିକେଟ ମିଳିଥାଆନ୍ତ। କି??? ନା ଭୋଟ ହୋଇଥାନ୍ତା।

  • @abhimanyurout4574
    @abhimanyurout4574 Рік тому +1

    ଦୀପାଳି, ଖେମତାପାଇ,ସବୁକିଛିକହିପାରେ

  • @bishnusahoo323
    @bishnusahoo323 Рік тому +2

    I loved her voice ♥️

  • @chenkabhaina
    @chenkabhaina Рік тому +4

    ମୁଖ୍ୟମନ୍ତ୍ରୀ ଓଡିଆ କେମିତି ବୁଝିଲେ 🤔ଯେ କାନ୍ଦିଲେ...?? ପାଣ୍ଡିଆନ୍ ବାବୁ କହି ଥିଲେ ବୋଧେ.. ଦୀପାଳୀ ଭାଷଣ ଦେଲା ଟାଇମ଼ ରେ ରୁମାଲ୍ ରେ ଖାଲି ଆଖି ଟା ପୋଛି ହେବ ମିଛି ମିଛି କା.. କି ଡ୍ରାମା ଲୋ ମା

  • @debarchanbiswal9565
    @debarchanbiswal9565 Рік тому +6

    Ete thara MLA rahiki bikas heiparilani... Jhia aasigala bikas karibaku 😂😂😂

  • @Binodkumar-if6lk
    @Binodkumar-if6lk Рік тому +2

    Excellent ........... Dekhma kana Kam karucha...

  • @pdillip1
    @pdillip1 Рік тому +1

    ନବୀନ ର କୁମ୍ଭୀର କାନ୍ଦଣା ଅତୀବ ଚମତ୍କାର ଅଭିନୟ ... ଦୀପାଳି ଭଉଣୀ , ସାହସ କରି ନବୀନ, ବବି ଆଉ ପାଣ୍ଡିଆନ ଙ୍କୁ ପଚାରି ଦେଖନ୍ତୁ , ବାପା ଙ୍କୁ କିଏ ନରାବଳୀ ଦେଲା ???

  • @user-jf4xd9qx9e
    @user-jf4xd9qx9e Рік тому +4

    ପ୍ରହସନ... ବେଲଜ୍ୟା କଥନ...

  • @gouripradhan8201
    @gouripradhan8201 Рік тому +5

    A sabu emotional blackmail 😅. Odisha government only emotional blackmailing re chaluchhi. Superb Deepali madam. Ete barsa hela Jharsuguda develop heini ki 😮😮😮😮😮😮

  • @puspalataraul4687
    @puspalataraul4687 Рік тому +1

    🙏😭

  • @bhabaniartcraft1468
    @bhabaniartcraft1468 Рік тому

    ଆରେ ସେ ସମ୍ବଲପୁରୀ ଭାଷଣ କେମିତି ବୁଝିଲେ ଯେ ଭାବ ବିହ୍ୱଳ ହେଇଗଲେ,,, ଏ ସଲା ମିଡ଼ିଆ ବାଲା ବି ଆମ୍ବ କୁ ଆମ୍ବଡା କହୁଛନ୍ତି

  • @bijayakumarswain-ll7xq
    @bijayakumarswain-ll7xq Рік тому +4

    Bapa mariba pnai tu chnahu thilu to bhasanaru janapaduchhi dhanya odisa dhanya Janata janardana tumaku kotikoti pranama

  • @sibaprasaddash4386
    @sibaprasaddash4386 Рік тому +6

    Eh drama script ra writer nku dhanyabad

  • @maheswarkumar4907
    @maheswarkumar4907 Рік тому

    Thanku madam

  • @pradipkumardasdas7184
    @pradipkumardasdas7184 Рік тому +3

    Jay jagannath 🙏