ବନ୍ଧା ହେଲା କେନ୍ଦ୍ରାପଡ଼ାର ମୋଷ୍ଟ ୱାଣ୍ଟେଡ୍ କ୍ରିମିନାଲ୍ I ୬ ଜଣିଆ ଗ୍ୟାଙ୍ଗ୍କୁ ଗିରଫ କଲା କମିଶନରେଟ ପୋଲିସ...

Поділитися
Вставка
  • Опубліковано 2 лют 2025

КОМЕНТАРІ • 685

  • @srisaidesignvastu9209
    @srisaidesignvastu9209 6 місяців тому +58

    ସଂଜୀବ ବାବୁ କମିଶନର ସାର୍ , ଏମାନଙ୍କ ନାଁ ରେ ଏମିତି ଚାର୍ଜ ସିଟ୍ ଲଗାଅ ଯେମିତି ସାଧାରଣ ଲୋକଙ୍କ ର ଆଉ ଅସୁବିଧା ନହୁଏ! ବେଲ୍ ନମିଳିବା ଦରକାର !

  • @krushnamohansahoo5633
    @krushnamohansahoo5633 6 місяців тому +90

    ଏମାନଙ୍କୁ ନନ୍ଦନକାନନ ରେ ବାଘ 🐅 ଆଗରେ ଦିଆ ଯାଉ ବହୁତ ଭଲ ହେବ।।

  • @Diptimayeepandavloge
    @Diptimayeepandavloge 6 місяців тому +61

    ଏହା ଦେଖି ବାପା ମା ଗର୍ବ ରେ ଛାତି କୁଣ୍ଢେ ମୋଟ ଓ ବନ୍ଧୁ ବାନ୍ଧବ ସମସ୍ତେ ଗର୍ବ ଅନୁଭବ କରୁଥିବେ ନିଶ୍ଚେ

  • @sankarhembram6150
    @sankarhembram6150 6 місяців тому +162

    ଏ ମାନଙ୍କୁ ମହନ୍ ସରକାର ନୂହେ ୟଗି ସରକାର ଦରକାର,, ଜୟ୍ ଶ୍ରୀ ରାମ,,,

  • @subashchandradas1638
    @subashchandradas1638 6 місяців тому +190

    ଧନ୍ୟବାଦ୍ ଓଡ଼ିଶା ପୋଲିସ୍।

    • @BivekPattnaik
      @BivekPattnaik 6 місяців тому +8

      ଧନ୍ୟବାଦ ଓଡ଼ିଶା ପୋଲିସ 👍

    • @subashgadanayak6323
      @subashgadanayak6323 6 місяців тому +4

      G​@@BivekPattnaik

  • @AbhimanyuPattayat
    @AbhimanyuPattayat 6 місяців тому +293

    ପୋଲିସ କମିଶନର ଙ୍କୁ ଯୋଡ ହସ୍ତରେ ନିବେଦନ ଏମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନିଅନ୍ତୁ

    • @JyoshnamayeeMishra
      @JyoshnamayeeMishra 6 місяців тому +1

      Thik

    • @srikantababu1984
      @srikantababu1984 6 місяців тому +2

      Bhai okila mane Kam paissa nei bell rr Ani dauchanti puni amane crime karuchanti samastanka naa re 20 20 ta cade achi

    • @amiyaranjandalei6349
      @amiyaranjandalei6349 6 місяців тому +1

      Odisha prashasan ro bolo nahin ethi yogi sarkar darkar ,yogi ka faisla on the sport

    • @somanathkishan4910
      @somanathkishan4910 6 місяців тому +1

      ନ୍ୟାୟିକ ବ୍ୟବସ୍ଥା କଡାକଡି ହେବା ନିହାତି ଜରୁରୀ।

  • @gobindasahoo3222
    @gobindasahoo3222 6 місяців тому +33

    ଜା ହଉ ଭାସ୍କର ନିୟୁଜୁ ଆଜି ଦେଖିଲି

  • @CAREWORLDNGONEWS
    @CAREWORLDNGONEWS 6 місяців тому +30

    "ଏମାନଙ୍କୁ ଜେଲ ଗଲେ କିଛି ହେବନି -ଏନକାଉଣ୍ଟର ହବାର ଥିଲା ନଚେତ୍ ଆଜୀବନ କାରାଦଣ୍ଡ ଦି ଆଗଲେ ସମାଜର ବହୁତ ଉପକାର ହେବ ।ପୋଲିସ ଓ ମିଡିଆ ଙ୍କୁ ଧନ୍ୟବାଦ ।

  • @santoshmallik8686
    @santoshmallik8686 6 місяців тому +19

    ଜୟ ହିନ୍ଦ ଓଡିଶା ପୋଲିସ
    ଏମାନଂକୁ କଳାପାଣି ଜେଲେ ରେ ରଖା ଜାଉ

  • @sudarsannayak8299
    @sudarsannayak8299 6 місяців тому +24

    ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀଙ୍କ ଭଳି ଏମାନଙ୍କ ଘରଦ୍ୱାର ପ୍ରଥମେ ଭଙ୍ଗା ଯାଉ।ଏହା ସହିତ ଆଉ କ'ଣ ସବୁ କରିଛନ୍ତି ଆପେ ଆପେ ମାନି ଯିବେ।

  • @pramodparichha5071
    @pramodparichha5071 6 місяців тому +40

    ଏମାନଙ୍କୁ ଗୁଳି କରାଯାଉ

  • @HareKrushna-f3d
    @HareKrushna-f3d 6 місяців тому +49

    ଧନ୍ୟବାଦ,ଏପରି ଜିବାଣୁ ମାନଙୁ ପୁରା ଗୁଳି କରି ମାରିଦେବା ଦରକାର

  • @Mr24811
    @Mr24811 6 місяців тому +43

    ଓଡ଼ିଶା ସରକାରଙ୍କୁ ଅନୁରୋଧ ଏମାନଙ୍କୁ ଆଜିବନ ଜେଲ୍ ରେ ରଖା ଯାଉ ???

  • @UpendraBehera-o1z
    @UpendraBehera-o1z 6 місяців тому +208

    ଏମାନେ ଜେଲରେ ରହିବେ ନା ,ଜାମିନ ରେ ଆସି ଗେହ୍ଲା ପୁଅ ହୋଇ ,ପୁଣି ତାଙ୍କ କାମ ଆରମ୍ଭ କରିବେ ।

    • @debdaschoudhury732
      @debdaschoudhury732 6 місяців тому +16

      Na bhai se juga gala bhajpa govt ea

    • @theodisha.
      @theodisha. 6 місяців тому +6

      100% karibe

    • @hyperriderdev
      @hyperriderdev 6 місяців тому +2

      Ae ta jibana 😂😂😂

    • @dibyaranjanbehera7927
      @dibyaranjanbehera7927 6 місяців тому +2

      👍👍👍👍

    • @Bhabanishankarpati466
      @Bhabanishankarpati466 6 місяців тому +4

      Now Bjp government on Odisha so all criminal master mind catching on spot..Most welcome to Odisha police team for all that

  • @BiswanathPanda-d6n
    @BiswanathPanda-d6n 6 місяців тому +63

    ଏମାନଂକ ହାତ କାଟି ଦବା ଦରକାର ଯାହାଦ୍ୱାରା ସେମାନେ ଆଉ କ୍ରାଇମ୍ କରି ପାରିବେନି ,

  • @Ranasurabhi
    @Ranasurabhi 6 місяців тому +16

    Police commissioner ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍

  • @mr.sanjayinformationdiscov3282
    @mr.sanjayinformationdiscov3282 6 місяців тому +247

    କାହାକୁ ବେଲ ନ ମିଳୁ ଶଳାଙ୍କୁ ଛାଡିଲେ ପୁଣି ଆଉ କାହାକୁ ମାରିବେ,,,, ଏକାଥରେ ଏନକାଉଣ୍ଟର,,,, ପୁରା ଅଳିଆ ସଫା😂😂😂😂😅😅😅

    • @priyaranjansahoo8874
      @priyaranjansahoo8874 6 місяців тому +15

      Yogi Adityanath drkr , pura 👉

    • @santosh7330
      @santosh7330 6 місяців тому

      ​@@priyaranjansahoo8874ସେମାନେ କଣ ପାଇଁ ଖରାପ ବାଟକୁ ଗଲେ କହନି ନିଜେ ପୋଲିସ ତୁ ଶଳା ଭୁଲ କାମ କରୁଛୁ ବୋଲି ସାଧାରଣ ଲୋକ ଖରାପ ବାଟକୁ ଗଲେ

    • @UmakantaSahoo-dk4lc
      @UmakantaSahoo-dk4lc 6 місяців тому

      ​@@priyaranjansahoo8874😊

    • @NewsKaBhai5594
      @NewsKaBhai5594 6 місяців тому +3

      Film story କୁହନି ଆଉ ପେଳ କଟା ଯାଉ 👊🔥👊

    • @samirbehera007
      @samirbehera007 6 місяців тому +1

      ​@@priyaranjansahoo8874sir apana, sidha emanaku ram ram satya kari dioantu😂😂😂

  • @subashchandradas1638
    @subashchandradas1638 6 місяців тому +83

    ଗ୍ୟାଙ୍ଗ କୁ ଏମିତି ଦଣ୍ଡ ଦିଆଯାଉ ଯେପରି ଜୀବନରେ ଆଉ କେବେ ଏପରି ଅନ୍ୟାୟ କରିବେ ନାହିଁ। ସେ ଖୁଣ୍ଟିଆ କୁ ଜିଅନ୍ତା ପୋଡ଼ି ଦିଆଯାଉ। ସେଖ କୁ ଗୁଳି କର, ମୁଖିଆ ର ଦୁଇ ହାତ କୁ କାଟି ଦିଆଯାଉ।

    • @hinditegvdo9772
      @hinditegvdo9772 6 місяців тому +4

      Na kichhi kara na jau, kebala ଗୁଲ କଟାଯାଉ

    • @hemantasa9531
      @hemantasa9531 6 місяців тому +1

      Right

    • @mschannel2479
      @mschannel2479 6 місяців тому +1

      କଣ କହିଲ ମ ଭାଇ ପୁରା 100% right 👍

    • @JyoshnamayeeMishra
      @JyoshnamayeeMishra 6 місяців тому

      Mana. 100.parsent.right.kahaku.kahila.

  • @rinaodiakitchen3789
    @rinaodiakitchen3789 6 місяців тому +58

    ଏ ମାନଙ୍କୁ ସୁଧା ଗୁଳି କରିଦିଅ

  • @MithunNaik-ju3tb
    @MithunNaik-ju3tb 6 місяців тому +26

    ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଉ ନହେଲେ ଏମାନେ ଆହୁରି କେତେ ଜଣଙ୍କୁ ମାରିବେ

  • @BailochnNayak
    @BailochnNayak 6 місяців тому +7

    ଧନ୍ୟବାଦ ଓଡିଶା ପୋଲିସ

  • @LaxmanKumar-ne2iw
    @LaxmanKumar-ne2iw 2 місяці тому +1

    Bhaskar live ku salut

  • @abhijitmohanty8284
    @abhijitmohanty8284 6 місяців тому +30

    Ghara ଲୋକଙ୍କ ପାଇଁ proud moment

  • @srisaidesignvastu9209
    @srisaidesignvastu9209 6 місяців тому +18

    ସବୁ ଅଲମ୍ପିଆଡ୍ , ସମସ୍ତଙ୍କୁ ଆଜୀବନ ଜେଲ ହେବା ଦରକାର !

  • @amrjitbiswal7243
    @amrjitbiswal7243 6 місяців тому +17

    ଅନକାଉଣ୍ଟ କରାଯାଉ

  • @ManoranjanP-i8c
    @ManoranjanP-i8c 6 місяців тому +5

    ଯୋଗୀ ଷ୍ଟାଈଲିରେ ଏନ୍କକାଉଣ୍ଟର କରାଯାଉ ।

  • @BenudharMajhi-oj2dd
    @BenudharMajhi-oj2dd 6 місяців тому +79

    BJD ର ପୋଷା ଗୁଣ୍ଡା ଥିଲେ ଏମାନେ 😮 ଏଥିପାଇଁ ବିଜେଡି ସମୟରେ କେହି କରୁନଥିଲେ

  • @NarendraPapu
    @NarendraPapu 6 місяців тому +110

    କେନ୍ଦ୍ରାପଡ଼ା ଓଡ଼ିଶାର କ୍ରିମିନାଲ ଏରିଆ

    • @manoranjansahu4067
      @manoranjansahu4067 6 місяців тому +2

      Han right

    • @jokerjoker90
      @jokerjoker90 6 місяців тому +2

      Balasore eba no 1 ra

    • @ritikmohini
      @ritikmohini 6 місяців тому

      Na ganjam au bolangir thu vadhiki nuhe

    • @RakhiSeth-fh7ts
      @RakhiSeth-fh7ts 6 місяців тому +1

      Balangir❤️‍🔥

    • @rinkugamingop725
      @rinkugamingop725 6 місяців тому

      Bhai tike ta lajya kara tame crime re number 1 boli proud karucha ama pakhare alaga quality achi sethipain proud kara na ki crime rate besi boli

  • @sanjibmohanty1243
    @sanjibmohanty1243 6 місяців тому +9

    ଏମାନଙ୍କର ଶରୀର ର ଅଙ୍ଗ ପ୍ରତ୍ୟଙ୍ଗ କାଡ଼ି ଦାନ କରାଯାଉ

  • @MAHAKUMBH2025-1-c
    @MAHAKUMBH2025-1-c 6 місяців тому +18

    ଓଡିଶା ପୋଲିସ କୁ ଧନ୍ୟବାଦ ଜଣାଉଛି, ବଢିଆ ହୋଇଛି

  • @ChandanKumar-gf6dm
    @ChandanKumar-gf6dm 6 місяців тому +25

    ଫାଶୀ ଦେଇପାରିବେ ନା ଏମାନଙ୍କୁ କିଛି ଦିନ ପରେ ବେଲ୍ ମିଳିଯିବ???)

  • @artlover_Rashmi
    @artlover_Rashmi 2 місяці тому +2

    Greatpolice greatodisha
    Bhaskar newes

  • @BKBijayketan
    @BKBijayketan 6 місяців тому +5

    Salute odisha police and odisha government

  • @shakaharipruthivi8696
    @shakaharipruthivi8696 6 місяців тому +19

    ଅପରାଧୀ ଥରେ ଅପରାଧ କଲା ପରେ ତା କାମ ବଢେଇ ଦେବା ହିଁ ଗଣତନ୍ତ୍ର। ପେଶାଦାର କଣ? ଡନ୍, ଦାଦା, ବଟି ଏ ସବୁ ସରକାରୀ ସୃଷ୍ଟି। ଯେଁଉ ମାନେ ମୁଣ୍ଡ ପୋତି ଛିଡ଼ା ହେଉଛନ୍ତି ସେମାନଙ୍କ ମନରେ ଲଜ୍ଜ୍ୟା ବୋଧ ହେଉଛି। କାହିଁକି ହେଉଛି ? ଏଥିରୁ ଜଣା ପଡେ ପୋଲିସ୍ ବି ସମାନ ପରିମାଣ ରେ ଦାୟୀ। ସୁଯୋଗ ସୃଷ୍ଟି କରି ଥିବା ପୂର୍ବ ନବୀନ ସରକାର ଦାୟୀ। ଗୋଟେ ସୁଯୋଗ ଦେବା କଥା। ଯୁବା ବୟସରେ ପଥଭ୍ରଷ୍ଟ ପାଇଁ ପୁରା ଜୀବନ ନଷ୍ଟ। ଖାଲି ଜେଲ୍ ରେ ପୁରେଇଲେ ହେବ ନାହିଁ। ଜୀବନ ପାଇଁ ଆଧ୍ୟାତ୍ମିକ ଶିକ୍ଷା ହିଁ ଜରୁରୀ ଅଟେ।

    • @amagiha1046
      @amagiha1046 6 місяців тому

      To bouku gehiki pila karideithibo re vaunigiha

    • @subhamsahoo6016
      @subhamsahoo6016 6 місяців тому

      ତମେ ଗୋଟେ ଭଦ୍ର ଠକ

  • @KhirodakumarNaik
    @KhirodakumarNaik 4 місяці тому

    ଏ ମାନଙ୍କୁ ପାକିସ୍ତାନ ସୀମାକୁ ପଠେଇ ଦିଅ।ସୀମା ରକ୍ଷା କରିବେ।

  • @Bapujipro
    @Bapujipro 6 місяців тому +6

    ସବୁ ର ଅନ୍ତ ଅଛି
    ଶେଷ ପରିଣାମ ବି ଅଛି

  • @sunilrauto5923
    @sunilrauto5923 3 місяці тому

    ଓଡ଼ିଶା ପୋଲିସ୍ ❤❤❤
    ମୋହନ ସରକାର ଜିନ୍ଦାବାଦ

  • @hamedraza7242
    @hamedraza7242 6 місяців тому +3

    Brave Reporting

  • @abinashnanda7845
    @abinashnanda7845 6 місяців тому +2

    Thank you 😊 🙏 Kendrapara Police & Odisha police

  • @rudrakshyabhusansahu3379
    @rudrakshyabhusansahu3379 5 місяців тому +1

    ଏମାନଙ୍କୁ କଠୋର ରୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ, ଆଜୀବନ କାରାଦଣ୍ଡ ଦିଆଯାଉ ଏତିକି ଓଡ଼ିଶାବାସୀଙ୍କ ଆଡୁ ନିବେଦନ କରୁଛି ...........

  • @sadanandaswain5074
    @sadanandaswain5074 6 місяців тому +8

    ପୋଲିସ୍ ଯୋଉଭଳି ଆରେଷ୍ଟ କରିଛି ଠିକ୍ ଦୁଇମାସ ଭିତରେ ଆପଣ ମାନେ ଦେଖିବେ ପୋଲିସ୍ ନିଜ ଘରର ଦାମାଦ ଭଳି ପୁଣି ଛାଡ଼ିବ....... ପୋଲିସ୍ କୁ ବହୁତ ଦିନ ଧରି କିଛି କେଶ୍ ମିଳିଲା ନାହିଁ ତେଣୁ ଏଇ ମାନକୁ ଧରି ଆଣି କ୍ୟାମେରା ଆଗରେ ଠିଆ କରିଦେଲେ ଆଉ ଓଡିଶା ଲୋକଙ୍କୁ ଜଣାଇଲେ ଯେ ଆମେ କେତେ ସଜାଗ ।
    ପୋଲିସ୍ ହଉଛନ୍ତି ଏଠି Contractor ଆଉ ଏଇ ଯୋଉ ଆରେଷ୍ଟ୍ ହେଇଛନ୍ତି ସେମାନେ ଠିକାଦାର !
    ଚାଲେଞ୍ଜ ଦୁଇମାସ ଭିତରେ ଛାଡିବେ।

  • @SusantaKuladip-dg3xk
    @SusantaKuladip-dg3xk 6 місяців тому +14

    ଏହି ବ୍ୟକ୍ତି ମାନଙ୍କୁ ଫାଶୀ ଦିଆଯାଉ

  • @littlebalabhadra9693
    @littlebalabhadra9693 6 місяців тому +6

    ଶଳା ୟାଙ୍କ ପାଇଁ ଲୋକ safe ନୁହନ୍ତି ୟାଙ୍କୁ ଗୁଳି କରିଦିଅ ଶଳା

  • @Chandraprakashkap
    @Chandraprakashkap 6 місяців тому +3

    Brave reporter's of odisha Bhaskar...

  • @satyaranbida4592
    @satyaranbida4592 6 місяців тому +1

    ଏମାନଙ୍କୁ.ଆଜିବନ.କାରାଦଣ୍ଡ.ବା.ଇନକାଉଟର.କରନ୍ତୁ.ଧନ୍ୟବାଦ.ଓଡିଶାପୋଲିସ

  • @technical_gyan_m
    @technical_gyan_m 6 місяців тому +2

    ଏ ନିରୀହ ଲୋକଙ୍କୁ କାହିଁ ହଇରାଣ କରୁଛନ୍ତି ସାର, ୟେ ଫିଲ୍ମ ପ୍ରଡକ୍ସନ ଭଳି କହି famous କରୁଛ ସିଧା ଉପରେ ଝୁଲେଇବା କୋଥା 🇮🇳 Jai Hind

  • @chandraprakashgiri552
    @chandraprakashgiri552 5 місяців тому

    Good 👍👍👍👍 bhasakr

  • @rajanikantanayak6323
    @rajanikantanayak6323 6 місяців тому +1

    Jaha hau yete Dina pare Bhaskar news good news anichi

  • @SurendraNaik-s4f
    @SurendraNaik-s4f 6 місяців тому +6

    ଏମାନଙ୍କୁ ସାର ଜିବନ ପାଇଁ ଜେଲ୍ ରେ ରଖା ଜାଉ

  • @JatindraMohan-p9q
    @JatindraMohan-p9q 4 місяці тому

    ହତ୍ୟା କାରୀ ଙ୍କୁ କଠୋର ଦଣ୍ଡ ଦେବାକୁ ଦେଶରେ କିଛି ଆଇନ ବ୍ୟବସ୍ଥା ନାହିଁ କି, ବଡ ଗଣତନ୍ତ୍ର ଦେଶ ବୋଲି ଡିଣ୍ଡିମ ପିଟୁଥିବା ସାଂସଦ ମାନେ ଲୋକସଭାରେ ଏହି ବିଷୟରେ ସ୍ବର ଉତ୍ତୋଳନ ଶୀଘ୍ର କରି ନୂଆ ଆଇନ ପ୍ରଣୟନ କରନ୍ତୁ .

  • @Mahakal-sy3qk
    @Mahakal-sy3qk 6 місяців тому +2

    ସେମାଙ୍କୁ ସମସ୍ତଙ୍କୁ ଆଜୀବନ କାରବାସ ଦଣ୍ଡ ମିଳୁ

  • @Arbindabehera-e5j
    @Arbindabehera-e5j Місяць тому

    ଜଗି ସରକାର ଦରକାର

  • @BasudevBehera-zz4uf
    @BasudevBehera-zz4uf 5 місяців тому

    Ok bhai good thanks 👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻👍🏻

  • @ShriramEnterprises-mn6qf
    @ShriramEnterprises-mn6qf 6 місяців тому +1

    ମୁଖ୍ୟମନ୍ତ୍ରୀ ଯୋଗୀ ଙ୍କ ଭଳିଆ ସିଧା ଠୋକି ଦିଅନ୍ତୁ

  • @RanjithmgMajhi
    @RanjithmgMajhi 6 місяців тому +3

    ସିଧା ଫାଶୀ ଦିଅ ଆଜ୍ଞା।

  • @indramandala5864
    @indramandala5864 6 місяців тому +1

    Thanks you odisha police

  • @ranjankumarprusti7950
    @ranjankumarprusti7950 5 місяців тому

    ଅନ୍ୟ ରାଷ୍ଟ୍ର ଭଳି 7ଦିନ ମଧ୍ୟରେ ବିଚାର କରି ଦଣ୍ଡିତ କରାଯାଉ।

  • @ManuDachhuDachhu
    @ManuDachhuDachhu 6 місяців тому

    No 1 Reporter Pakharu ହାତ ଦେଖେଇ ବହୁତ୍ ଭଲ Reporting କଲେ Thank you Sir ❤

  • @silonpatra4423
    @silonpatra4423 6 місяців тому +1

    Wow excellent job for special squad and we all are odisha citizens proud of them.

  • @PrasanthBabiVlogs
    @PrasanthBabiVlogs 6 місяців тому +1

    ଆରେ ତାଙ୍କୁ ଧରିଲ କାହିଁ କି?
    ଗୁଳି ମାରିଦିଅ plss ନହେଲେ ପୁଣି ବାହାରି ଆସିବେ 🙏🙏🙏

  • @PrasantaKumarpradhan-l4x
    @PrasantaKumarpradhan-l4x 6 місяців тому

    Itiheuchi sir❤❤❤❤❤

  • @supravamohanty4046
    @supravamohanty4046 5 місяців тому

    Odisha police we trust you.the best police in the country.

  • @ABDULSAHID-r3k
    @ABDULSAHID-r3k 4 місяці тому

    Vary good police babu❤❤❤❤❤❤

  • @mschannel2479
    @mschannel2479 6 місяців тому +2

    ଆରେଷ୍ଟ ତ ହେଇଗଲେ ହେଲେ କଣ ହେବ ଜେଲ୍ ଭିତରେ ତା ବସି ଆରାମରେ ଚିକେନ ଭାତ ଖାଇବେ ନା , କିଛି ଲାଭ ନାହିଁ ଭାଇ କିଛି କଷ୍ଟ ହେଲା ଭଳି ଦଣ୍ଡ ଦିଆ ହୁଅନ୍ତା ତାହାଲେ ଏମାନଙ୍କୁ ଦେଖି ଆଉ କେହି ଏମିତି କାମ କରିବା ଆଗରୁ 100 ଥର ଭାବନ୍ତେ । ଜୟ ଜଗନ୍ନାଥ

  • @nareshbhanj5463
    @nareshbhanj5463 6 місяців тому +2

    BJD ଶାସନ କାଳର ଏମାନେ ଧରାପଡିଲେ ନାହିଁ? ଏବେ କେମିତି ଧରାପଡିଲେ । ଏମାନଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ଯ୍ଯାନୁଷ୍ଠାନ ହେବା ଦରକାର ।

  • @stuluachary
    @stuluachary 6 місяців тому +24

    100% ଏମାନେ ବିଜେଡ଼ିର ଶିଶୁପାଳ ଗୁଣ୍ଡା । ପାଣ୍ଡିଆ ସନ୍ୟାସୀ ହୋଇଗଲା ପରେ ଏଣେ ତେଣେ ବୁଲୁଛନ୍ତି 🤣🤣🤣🤣🤣🤣🤣

  • @niladreekumar6273
    @niladreekumar6273 6 місяців тому +1

    Great odisa police

  • @coolshoulin7868
    @coolshoulin7868 6 місяців тому +1

    ଏବେ ତାଙ୍କ ଘର ଉପରେ jcb ବୁଲଡୋଜର ଚଳଯାଉ।ତାହେଲେ ଲୋକଙ୍କ ମନରେ ଭୟ ଆସିବ ଏମିତିକା ଅପରାଧ କରିବା ପାଇଁ

  • @PravashKumarsahuSahu
    @PravashKumarsahuSahu 6 місяців тому +1

    ବିଚ୍ ରାସ୍ତାରେ ଦୌଡେଇ ଦୌଡି ଏନ୍କାଉଣ୍ଟର କର ଯାଉ

  • @mayanprusty6838
    @mayanprusty6838 6 місяців тому +3

    ବେଲରେ ଆସିଲେ ଦେଖେଇବୁତ ନା ସଳା ଲୁଚିବୁ

  • @susantanayak9728
    @susantanayak9728 6 місяців тому +2

    ପୋଲିସ ଏମାନଂକୁ ଯୋଗୀ ଭଳି ଏନକାଉଣ୍ଟର କାହିଁକି କରୁନି,,,,, ବରଂ ରଥଯାତ୍ରା ରେ ସିଧା ପ୍ରସାରଣ ରେ କହିଲା ଭଳି ତାଙ୍କର ବ୍ୟାଖ୍ୟା କରୁଛି.... ପ୍ରଥମେ ଏନକାଉଣ୍ଟର ପରେ ସିଧାପ୍ରସାରଣ...
    କାରଣ ଏମାନେ ଯୋଉ ମାନଂକୁ ହତ୍ୟା କରିଛନ୍ତି ସେ କାହାର ବାପା ହୋଇଥିବେ, କାହାର ପୁଅ ବି ହୋଇଥିବେ, କାହାର ସ୍ୱାମୀ ବି ହୋଇଥିବେ... ସେମାନେ ଯେତିକି କଷ୍ଟ ପାଇଛନ୍ତି ଏମାନଙ୍କ ପରିବାର ଏମାନଂକୁ ହରାଇ ସେତିକି କଷ୍ଟ ପାଇବା ଦରକାର

  • @AmitNayak-vw2ip
    @AmitNayak-vw2ip 6 місяців тому

    Supremacy Bhaskar tv 👌👌

  • @jayshreeram7826
    @jayshreeram7826 5 місяців тому

    ଏମାନେ,ଗୋଟେ,ଗୋଟେ,ମନ୍ତ୍ରିହେବେ,ବିଜେଡି,sarkar,ଗେହ୍ଲାପୁଅ,ଥିଲେ

  • @SoumyaSoumyaRanjannayak-n8w
    @SoumyaSoumyaRanjannayak-n8w 6 місяців тому +1

    Good job odisha police or commissionrate police thank u sir

  • @RajkishorMahapatra-pp9xw
    @RajkishorMahapatra-pp9xw 6 місяців тому +7

    ଜେଲ୍ ଗଲେ ଦେଖିଲୁ କିନ୍ତୁ ମାସ କରେ ବେଲ ହେବେ ସେତେ ବେଳେ ଦେଖେ ଇ ବେନି

  • @Godsaveme380
    @Godsaveme380 6 місяців тому +1

    ଯାହା ହେଉ କିନ୍ତୁ ମୁଁ ଏତେ ଦିନ ପରେ ଭାସ୍କର ନ୍ୟୁଜ ବାଲା ର ମୁଁହ ଦେଖିଲି। ଏ ଆଖି କେତେ ଯେ ଖୋଜିଛି ଟିକେ ଦେଖିବା ଲାଗି। ଫାଇନାଲ ଆଜି ଦେଖିଲି 😂😂😂😂😂😂

  • @rakeshpradhan2079
    @rakeshpradhan2079 6 місяців тому +1

    Excellent initiative by Commiserate police and we are proud of you

  • @tankadharmajhi8713
    @tankadharmajhi8713 5 місяців тому

    ଦୃଢ଼କାର୍ଯ୍ୟାନୁଷ୍ଠାନ ନିହାତି

  • @KunaJani-ul4ew
    @KunaJani-ul4ew 2 місяці тому

    Nice 👍

  • @pitabashjani2007
    @pitabashjani2007 6 місяців тому +3

    ଏହି ସଳାମାନଙ୍କୁ ଗଢାଇ ଗଢାଇ ଏକାଉଣ୍ଟ୍ କରାଯାଉ

  • @UmarkotesunabedaDilip2414
    @UmarkotesunabedaDilip2414 6 місяців тому +2

    ଏମାନଂକୁ ଗଟେ ଗୋଟେ ହାତ କାଟିବା ତା ପରେ ଛାଡ଼ିବା 💯

  • @amentertainment6998
    @amentertainment6998 6 місяців тому +1

    କେନ୍ଦ୍ରାପଡ଼ା କ୍ରିମିନାଲ ଏରିଆ

  • @bhagabanrana4898
    @bhagabanrana4898 6 місяців тому

    ଠିକ କହିଛନ୍ତି BJP ସରକାର 🙏🏻🙏🏻🙏🏻🙏🏻

  • @hrudanandamajhi4642
    @hrudanandamajhi4642 4 місяці тому +1

    Shuld be punishment

  • @coolshoulin7868
    @coolshoulin7868 6 місяців тому +1

    ପ୍ରଶାସନ ସବୁ ଜାଣିଥିଲା ଯଦି ଆଗରୁ କାର୍ଯ୍ୟାନୁଷ୍ଠାନ ନେଉନଥିଲା କାହିଁକି।ବାବି ଦାସ ର ଭୟରେ ।କୁଆଡେ ଗଲା ସେ ବାବି ଦାସ?କାଇଁ ତା ବିରୁଦ୍ଧରେ ଏବେ ଯାଏ କିଛି କର୍ଯୁନୁଷ୍ଠାନ ନିଆଯାଇନାହିଁ।

  • @pravkakarnayak9117
    @pravkakarnayak9117 6 місяців тому

    ଏମାନଙ୍କ ଗୋଡ଼ ହାତ ଭାଙ୍ଗି ପଙ୍ଗୁ କରାଯାଉ

  • @srikantsahoo6563
    @srikantsahoo6563 6 місяців тому +1

    ଆଉ ବିଳମ୍ବ ନା କରି encounter ଗୋଟେ ହେଇଯାଉ।

  • @MrIndia-c
    @MrIndia-c 6 місяців тому

    Bahut sundar 👍👍👍

  • @santosh7330
    @santosh7330 6 місяців тому

    ତମେ ମାନେ ଠିକ୍ ଭାଇ 👍👍👍

  • @Himanshu-w4u
    @Himanshu-w4u 6 місяців тому

    Hats off to Odisha police 🙌

  • @sunil_1996
    @sunil_1996 6 місяців тому +9

    Only encounter
    No speach

  • @bijaykhuntia
    @bijaykhuntia 6 місяців тому +2

    ନୁଆ ଆଇନ କେବେଠୁ ଲାଗୁ ହେବ😮

  • @arnavswain7467
    @arnavswain7467 6 місяців тому +1

    ଏ ମାନଙ୍କର କିଛିବି କେହି କରିପାରିବେନି ଏମିତି କରି ଚାଲିଥିବେ

  • @hiranyasahoo3548
    @hiranyasahoo3548 6 місяців тому +2

    ସରକାର ଙ୍କୁ ଗୁହାରି ଏମାନଙ୍କୁ ଫାଶୀ ଦିଆଯାଉ

  • @bapisahoo7956
    @bapisahoo7956 6 місяців тому +2

    ଟୋଟାଲ ମାରିଦିଅ ଏଇ ଛୋଡ଼ି ମାନଙ୍କ ନେଇ ସବୁଠି ଅଳିଆ, ସମାଜ ପାଇଁ ବଡ଼ ବିପଦ ତା ମୁଣ୍ତ କୁ ଟାଣି ଚୁଟି ଉପାଡି ଦିଅ, ଏ ଛୋଡ଼ି ପୁଅ ମାନେ କେତେ କାହା ଘର ଭାଙ୍ଗିଥିବେ ତାହା କହିବା ଅସମ୍ଭବ, ମାରିଦିଅ ଏ ମାନଙ୍କୁ

  • @Indiadecoration627
    @Indiadecoration627 4 місяці тому

    Good job ଏ ଥର ମୁଁହ ଟାକୁ ଦେଖାଇଲ

  • @pradiptarout4070
    @pradiptarout4070 3 місяці тому

    ୟେ ମାନକୁ ଗୁଳି ମାରି ଥିଲେ ବହୁତ୍ ଖୁସି ହୋଇ ଥାଆନ୍ତୁ

  • @SR143ENTERTAINMENT
    @SR143ENTERTAINMENT 6 місяців тому +1

    ଯିଏ ଯାହା comments ଦଉଚ ଦେଖିକି ନହେଲେ ମରିବ ସବୁ କାରଣ ଏମାନଙ୍କୁ ଯାମିନି ମିଳି ଯିବ ସହଜରେ ତ ପରେ ତମେ ହିଁ ନିଜ ଜୀବନ କୁ problem ରେ ପକାଉଛ

  • @asabraaj7520
    @asabraaj7520 6 місяців тому

    ମେଡ଼ିଆ ଭାଇ ଟିକେ ଦେଖିକି ଆମ ଓଡିଶା ରେ ପୁରୁଣା ସବୁ ନୂଆ ହୋଇଛନ୍ତି ପୋଲିସ ଏଠି କିଛି ନାହିଁ ବେଶୀ ଦିନ ଲାଗିବନି ବାହାରିବା କୁ

  • @debasishsahu2737
    @debasishsahu2737 6 місяців тому

    Hats off to reporting.... Need more reporters like you