Prashant Kishor's Prediction for Odisha... || Editorial Show(EP-170) || ODISHA PULSE

Поділитися
Вставка
  • Опубліковано 20 бер 2024
  • #odishapulse #editorialshow #odishanews #latestodishanews #odishapolitics #bjd #bjp #congress #naveenpatnaik #vkpandian #odishabjp #odishacongress #news18 #narendramodi #prashantkishor #thenewindianexpress #indiatoday #thefederal #timesnow

КОМЕНТАРІ • 325

  • @prakashpanigrahi6393
    @prakashpanigrahi6393 3 місяці тому +86

    ରାଜ୍ୟ ବାହାର ସାମ୍ବାଦିକମାନେ ଓଡ଼ିଶାର ସ୍ଥିତି ଆକଳନ କରିପାରୁଛନ୍ତି ହେଲେ ଆମ ସାମ୍ବାଦିକମାନେ ଚାମଚାଗିରି କରୁଛନ୍ତି

    • @Vinood900
      @Vinood900 3 місяці тому +2

      ୧୦୦୦ % agree

    • @sankarnathmaharana7859
      @sankarnathmaharana7859 2 місяці тому +4

      ଦଳୀୟ ସାମ୍ବାଦିକ ପାଇଁ ହିଁ ଆଜି ଓଡ଼ିଶାର ଏଭଳି ଖରାପ ପରିସ୍ଥିତି ବେଶୀ ଚାମଚା ଗିରି କରୁଛନ୍ତି ଓଡ଼ିଶାର ସାମ୍ବାଦିକ ମାନେ ମୋ ହିସାବରେ ସେମାନେ ଗୋଟେ ଗୋଟେ ବେଇମାନ

    • @bidyutranjanpradhan652
      @bidyutranjanpradhan652 2 місяці тому +1

      ବାହାର ର ଖବରଜିବୀ ମାନେ ଯେ ଚାମଚାଗିରି କରୁ ନ ଥିବେ ସେ କଥା କିଏ କହିବ !!!! ????

    • @sibaprasaddas9431
      @sibaprasaddas9431 2 місяці тому

      😮😮​@@Vinood900

    • @alekhkumarmohanty1073
      @alekhkumarmohanty1073 2 місяці тому

      Because they don't want to displease the BJD .

  • @user-mx3nb3pq3k
    @user-mx3nb3pq3k 3 місяці тому +22

    ପ୍ରଭୁ ଜଗନ୍ନାଥଙ୍କ ନିକଟରେ ବିନମ୍ର ପ୍ରାର୍ଥନା କରୁଛୁ କି ଆଗାମୀ ନିର୍ବାଚନରେ BJD ଦଳକୁ ଧ୍ଵଂସ କରନ୍ତୁ। ଜୟ ଶ୍ରୀରାମ ।

    • @pk-xt8km
      @pk-xt8km 3 місяці тому

      Prabhu rajaniti b karibe..tanka hidabare

    • @hazaelthetiger7225
      @hazaelthetiger7225 2 місяці тому

      Hele Congress ku vote dio

  • @hrudanandasahuofficial
    @hrudanandasahuofficial 3 місяці тому +47

    ବିଜେଡିସରକାର ହଟାନ୍ତୁ ଓଡିଶାବଞ୍ଚାନ୍ତୁ

  • @Xuy788
    @Xuy788 2 місяці тому +7

    ବଢିଆ ହେଲା.. ଆମେ 1 ଲକ୍ଷ ପ୍ରାଥମିକ ଶିକ୍ଷକ ଆଉ ପରିବାର ଯିଏ ଯେଉଁଠି ପାଣ୍ଡା ଦଳ କୁ ହରାଇବ ତାକୁ ଭୋଟ ଦେବୁ.. ସେହିପରି ଗରିବ ମେଧାବୀ ଛାତ୍ର ଛାତ୍ରୀ ସତର୍କ ହୁଅନ୍ତୁ ତମ ର ଚାକିରି ସବୁ ପାଣ୍ଡା ବିକିବ ଆଉ ଆପଣ ମାନେ ଦାଦନ ଖଟିବାକୁ ଯିବେ ନିଶ୍ଚିତ...ବ୍ଲକ ଗ୍ରାଣ୍ଟ ସାର /ଦିଦି ଆଉ Outsourcing କର୍ମଚାରୀ ଯିଏ ଯେଉଁଠି ପାଣ୍ଡୁ ଦଳ କୁ ହରାଇବ ତାକୁ ଭୋଟ ଦିଅନ୍ତୁ..

  • @basantapanigrahi8439
    @basantapanigrahi8439 2 місяці тому +7

    ପି କେ କଣ କହିବେ , ମୋର ସର୍ବଖ୍ୟଣ ଅନୁଯାଇ କଂଗ୍ରେସ ର ଭୋଟ ପ୍ରତିଶତ ନିଶ୍ଚୟ ବଡ଼ିବ,!

  • @Vinood900
    @Vinood900 3 місяці тому +20

    ମୁଁ ବୁଝି ପାରୁନି ଓଡ଼ିଆ news media କାହିଁକି ମେଣ୍ଟ ସପକ୍ଷ ରେ ଲାଗି ପଡିଛନ୍ତି। ସବୁବେଳେ ସେଇ ଗୋଟେ news ବଜେଇ ଚାଲିଛନ୍ତି। ଯେମିତି ମେଣ୍ଟ ହେଲେ ସବୁଠୁ ଅଧିକ ଲାଭ ହେବ ରାଜ୍ୟ news ମିଡିଆ ର। ହେଲେ ଆଜି ଯାଏଁ ଥରେ ନବୀନ ନିବାସ ଯାଇ ନବୀନ କି ପାଣ୍ଡୁ ର interview ନେଇ ପାରିଲେ ନାହିଁ। ଏମାନଙ୍କ level ଏତିକି ରେ ସୀମିତ

    • @pk-xt8km
      @pk-xt8km 3 місяці тому

      Odia asmita

    • @prabhatsinha9996
      @prabhatsinha9996 2 місяці тому +2

      Samaste menta menta houchanti kintu kehi kahunahanti pandiyan kabe tamilnadu jiba se katha kehi uthounahanti

    • @user-db5to6xm1i
      @user-db5to6xm1i 2 місяці тому

      मोदी और शाह जो भी कह रहे हैं उसको करने से ही लाभ है, उड़ीसा में यदि गठबंधन होता है पूरे भारतवर्ष में इसका सकारात्मक प्रभाव पड़ेगा, और मोदी केवल उड़ीसा में नहीं अन्यत्रभी सरलता से जीत जाएंगे, और इसका बाधक मनमोहन सामल बन रहा है यह इस मुर्ख को समझ में नहींआएगा जो उड़ीसा के बीजेपी वालों को समझ में आएगा, उड़ीसा में गठबंधनहोने से हरियाणा में सीट जीत जाएगे यह केवल उड़ीसा का गठबंधन नहीं है, उड़ीसा का गठबंधन दक्षिण भारत को भी प्रभावित कर सकता है किंतु अपने स्वार्थ के लिए उड़ीसा के बीजेपी वाले मोदी को कमजोर कर दे रहे हैं यह मूर्खों को कभी पता नहीं चलेगा, उड़ीसा में गठबंधन होने से उत्तर प्रदेश में 80 सीट जीतने में अति सहज हो जाएगा इसीलिए अपने स्वार्थ को छोड़ना चाहिएथा, किंतु मूर्खों को कौन समझाएगा

  • @manasranjandash1029
    @manasranjandash1029 3 місяці тому +13

    ଧନ୍ୟବାଦ , ଖୁବ ସୁନ୍ଦର ଉପସ୍ଥାପନା 🙏🙏🙏

  • @PrasantaMohapatra-yg8fo
    @PrasantaMohapatra-yg8fo 3 місяці тому +8

    ବିଜେପି ଏକା ଲଢୁ.....
    ସରକାର ହେବା ନିଶ୍ଚିତ।

  • @user-vt7xz5pn5q
    @user-vt7xz5pn5q 2 місяці тому +5

    Congress party jindabad

  • @bijaymohanty2386
    @bijaymohanty2386 3 місяці тому +2

    Excellent analysis. Thanks.

  • @ganeswramohanta5145
    @ganeswramohanta5145 3 місяці тому +27

    ଜୟ ଶ୍ରୀ ରାମ ଜୟ ବିଜେପି

  • @DinabandhuNaik-vq9sv
    @DinabandhuNaik-vq9sv 3 місяці тому +37

    ଓଡିଶା ଲୋକଙ୍କୁ ବୁଝେଇବା ଯାହା କୁକୁରକୁ ବୁଝେଇବା ସହିତ saman

    • @silunayak6482
      @silunayak6482 3 місяці тому +2

      Tu bedha chhua semananka bhitaru jane

    • @makarsenapati1213
      @makarsenapati1213 2 місяці тому

      ତୁ ଶଳା ଟି ବଡ କୁକୁର ଟିଏ

    • @makarsenapati1213
      @makarsenapati1213 2 місяці тому +2

      ତୁ ଶଳା ଓଡ଼ିଶାରେ ରହିବା କଥା ନୁହଁ

    • @dm5665
      @dm5665 2 місяці тому

      BJD paid 1kcr to BJP to save the party from ed cbi

    • @SukantaRout-xw5dx
      @SukantaRout-xw5dx 2 місяці тому

      Sala kuura kahuchi

  • @laxmidharnayak4191
    @laxmidharnayak4191 2 місяці тому +1

    Many many thanks for your presentation.

  • @janardanpanda5378
    @janardanpanda5378 3 місяці тому +21

    ପି କେ ଠିକ୍ ଅନୁମାନ କରୁଛନ୍ତି

  • @lijupradhan3037
    @lijupradhan3037 2 місяці тому +9

    ବହୁତ ବଢିଆ ଜୟ ବିଜେପି ❤❤❤

  • @user-sd4bk9ty3f
    @user-sd4bk9ty3f Місяць тому

    ସେ ପିକେ କ'ଣ ଦିଲ୍ଲୀରେ ବସି ଓଡ଼ିଶାର ଫଳାଫଳ ଜାଣି ପାରୁଛ, ସେ କ'ଣ ଭୁଷପଣ୍ଡିତ,ପଈସା ପାଇଲେ କ'ଣ ନ କୁହନ୍ତି ଲୋକେ?

  • @jubedalabehera.
    @jubedalabehera. 2 місяці тому +3

    Jay Congress

  • @umeshkumarsamal6512
    @umeshkumarsamal6512 2 місяці тому +1

    Pk analysis true

  • @bidyadharbehera3757
    @bidyadharbehera3757 3 місяці тому +4

    Thik achhi

  • @RadhakantaMishra-lg3be
    @RadhakantaMishra-lg3be 2 місяці тому +2

    Only Congress

  • @bijayakumardehury7182
    @bijayakumardehury7182 Місяць тому

    100/100.

  • @user-qn8gp5yc5d
    @user-qn8gp5yc5d Місяць тому +1

    Pk is just like f... Political leader
    Don't trust him. Give him 500cr, then his statement will change

  • @abhimanyubarik2099
    @abhimanyubarik2099 2 місяці тому +2

    ଆମେ ମୋଦୀ ଙ୍କୁ ପ୍ରଧାନ ମନ୍ତ୍ରୀ ଭାବରେ ଏଵଂ ନବୀନ ଙ୍କୁ ମୁଖ୍ୟମନ୍ତ୍ରୀ ରୂପେ ଚାହୁଁ।

  • @sangitasahoo5504
    @sangitasahoo5504 2 місяці тому +1

    Vote for congress ❤❤❤

  • @loknathmeher994
    @loknathmeher994 2 місяці тому +2

    Jai shree Ram Jai Jai shree Ram

  • @Vinood900
    @Vinood900 3 місяці тому +2

    ହେଲେ କେନ୍ଦ୍ର ନେତା ଙ୍କୁ କାହିଁକି ଦେଖା ଯାଉ ନାହିଁ। ସ୍ବାର୍ଥ ରେ ଅନ୍ଧ କେନ୍ଦ୍ର। ଗୋଟେ ପାଲା ଚଲେଇଛନ୍ତି ଆଉ। ଲୋକ ଙ୍କୁ ଅନ୍ଧାର ରେ ରଖା ଯାଇଛି। ହେଲେ ଲୋକେ ଠିକ୍ ସମୟ ରେ ଠିକ୍ ଜବାବ୍ ଦେବେ। ଓଡ଼ିଶା ସ୍ୱାଭିମାନ ର କଥା ୟାକୁ ଲୋକେ ତଳେ ପକେଇବେ ନାହିଁ।

    • @ganeswarnayak7161
      @ganeswarnayak7161 3 місяці тому

      ଓଡ଼ିଆ ମାନେ ବିକ୍ରି ହୋଇ ସାରି ଛନ୍ତି ବନ୍ଧୁ। ଓଡିଆଙ୍କ ର ନା ଅଛି ମାନ ନା ଅଛି ଆତ୍ମ ସମ୍ମାନ।

    • @Vinood900
      @Vinood900 3 місяці тому

      ​@@ganeswarnayak7161ଆପଣ ତ ଓଡ଼ିଶା ସ୍ୱାଭିମାନ ରକ୍ଷା କରିବେ ନା। ସେମିତି ଯାହାର ଆତ୍ମ ସମ୍ମାନ ଥିବ ସେ ଓଡ଼ିଶା ସ୍ୱାଭିମାନ କଥା ଭାବିବ। ଗୋଟେ ଗୋଟେ ପାଣି ବୁନ୍ଦା ରୁ ସମୁଦ୍ର ର ଅବସ୍ଥିତି

    • @santoshkumarrout5094
      @santoshkumarrout5094 2 місяці тому

      ମିଳି ପାରେ ବୋଲି କହିଛନ୍ତି ।
      ମିଳିବା ନିଶ୍ଚିତ ବୋଲି କାହିଁକି କହିଲେ ନାହିଁ ।

  • @jawaharalalpatra215
    @jawaharalalpatra215 3 місяці тому +5

    Jai Sri Ram. Jai B J P.

  • @drpramodamajhi8648
    @drpramodamajhi8648 2 місяці тому

    Odisha only

  • @user-mj6op8bw1t
    @user-mj6op8bw1t 2 місяці тому

    All the educated person of odisha want
    .b.j.p

  • @pabi94
    @pabi94 3 місяці тому +6

    PK is a real pool strategist. Always tells truth.

  • @ramratan3907
    @ramratan3907 3 місяці тому +4

    Pk bujhuchanti pm bujhunahanti

  • @bhabanidas1843
    @bhabanidas1843 2 місяці тому +1

    Great Modi ji welcome

  • @user-fb8fb5qc2n
    @user-fb8fb5qc2n 3 місяці тому +2

    ଓଡ଼ିଶାରେ ଲୋକସଭା ରେ ବିଜେପିର ଆସନ ବଡିବ କିନ୍ତୁ ବିଧାନ ସଭାରେ ନୁହେଁ।

    • @nareshpanda4485
      @nareshpanda4485 3 місяці тому +2

      23ରୁ 40ରୁ 45 ସିଟ ନିଶ୍ଚିତ

    • @Vinood900
      @Vinood900 3 місяці тому

      ସେ କଥା ସମୟ ଆସିଲେ ଜଣା ପଡ଼ିବ

  • @biswambarswain7646
    @biswambarswain7646 2 місяці тому +1

    Jay congress

  • @chandanparidaparida8053
    @chandanparidaparida8053 Місяць тому

    Odisha Congress

  • @akhilchandrabarik6440
    @akhilchandrabarik6440 2 місяці тому

    Gagan discussion.

  • @manindrakumarmohanty3627
    @manindrakumarmohanty3627 3 місяці тому +10

    କିଛି କାମ ଦେବନାହିଁ କାରଣ ବିଜେପି ଓଡିଶାରେ ସରକାର କରି ପାରିବନି ପି କେ କହିଲେଣି ଓଡିଶା ରେ କେତେ ସିଟ ବିଜେପି ପାଇବ,ମନ ଗଡା କଥା କହି ନବୀନ ଭୋଟ କେହି ଭାଙ୍ଗିବାକୁ ଚେଷ୍ଟା କର ନାହିଁ, ମୋଦୀ ଆମକୁ କଣ ଦେଇଛି, ନବୀନ ଭୋଟ କେହି ନେଇ ପାରିବେ ନାହିଁ |

    • @debasisrout5679
      @debasisrout5679 3 місяці тому +2

      Naveen amaku bala gote deichi jaha lagi Naveen ku debu ame kardhe

    • @hazaelthetiger7225
      @hazaelthetiger7225 2 місяці тому

      BJD/Congress ku vote dio

    • @soumyakantapradhan4212
      @soumyakantapradhan4212 2 місяці тому +1

      ​@@debasisrout5679odisha re sabu thhik chalichi.kan nadeichi?

    • @dinabandhutarai49
      @dinabandhutarai49 2 місяці тому +2

      ଅନ୍ତତଃ ଓଡ଼ିଶାକୁ ଭାରତର ଏକନମ୍ୱର ମଦୁଆଙ୍କ ରାଜ୍ୟର ମାନ୍ୟତା ମିଳିପାରିଛି। ଆଉ ଅଧିକ କଣ ଦରକାର?

    • @user-el9ul1yo4m
      @user-el9ul1yo4m 2 місяці тому

      Right

  • @krantikumar8671
    @krantikumar8671 2 місяці тому

    ପରିବର୍ତ୍ତନ ଅବଶ୍ୟମ୍ଭାବୀ।

  • @sanjayakumardehury2504
    @sanjayakumardehury2504 2 місяці тому

    ଭାଡୁଆ

  • @shasibhusanmahanta1868
    @shasibhusanmahanta1868 2 місяці тому

    Right prediction of PK.

  • @maushumisoy904
    @maushumisoy904 2 місяці тому

    ଶୀତତାପ ନିୟନ୍ତ୍ରିତ କକ୍ଷ ର ସର୍ଭେ ଗପ, ସତ୍ୟତା ନାହିଁ,,

  • @kedarbiswal4575
    @kedarbiswal4575 2 місяці тому

    Pk ଙ୍କ କଥା ସେତେ ଠିକ୍ ନୁହେଁ ଵୋଲି ମୋର ଵିଶ୍ଵାସ।

  • @jawaharalalpatra215
    @jawaharalalpatra215 3 місяці тому +3

    Our Odisha journalist are not impartial and couragious.

  • @subaslenka273
    @subaslenka273 2 місяці тому

    Jay sriram

  • @tskshroff7503
    @tskshroff7503 3 місяці тому +1

  • @padmacharanmohanty9324
    @padmacharanmohanty9324 3 місяці тому +4

    Odia voter mendha

  • @Advait23
    @Advait23 2 місяці тому

    Bjp lok sabha re bahut strong achi vidhan sabha re b chance hele strong contender kam!👍

  • @bhagabandash8024
    @bhagabandash8024 19 днів тому

    How much money takes Mr pk from bjp
    Bcoz of no parties in this election don't call him

  • @umeshchandramishra3210
    @umeshchandramishra3210 Місяць тому

    Mr P K 's assessment is always found to be correct

  • @user-fb8fb5qc2n
    @user-fb8fb5qc2n 2 місяці тому

    ପି କେ ର କଥା ସବୁବେଳେ ସତ୍ ହୁଏ ନାହିଁ।ଓଡ଼ିଶା ବିଷୟରେ ତାଙ୍କର ଧାରଣ କମ୍।

  • @sukadevmohanty8054
    @sukadevmohanty8054 2 місяці тому

    ଆଉ ଷ ଣ୍ଢ ପୁରlନା, ମ 7:03 ମନେ ମନେ କନ୍ଦ
    ଖାଆନାମ.

  • @mukkamadi8183
    @mukkamadi8183 2 місяці тому

    Never bjp will be loose with more margin.....

  • @AdamPradhan-fs4zr
    @AdamPradhan-fs4zr Місяць тому

    God bless you Rahul Gandhi and welcome Congress

  • @user-fb8fb5qc2n
    @user-fb8fb5qc2n 2 місяці тому

    କ ଠୁ ପାଇସନେଇ କଣ ଖ ସପକ୍ଷରେ କହିବେ।ଏହିଭଳି ରଣନିତିକର ରାଜ ନୀତିକୁ ଇଭେଣ୍ଟ ମ୍ୟାନେମେଣ୍ଟରେ ପରିଣତ କରିଦେଲେଣି ।ଏହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ।

  • @birenmitramohanty8261
    @birenmitramohanty8261 2 місяці тому

    ଆମ ଓଡ଼ିଶାର ସାମ୍ବାଦିକ ମାନେ ବିକ୍ରି ନହୋଇ ସ୍ୱତନ୍ତ୍ର ରହିବା ଦରକାର ।pk କହିଲେ ଏମାନେ ପ୍ରଚାର କରୁଛନ୍ତି ନିଜର କିଛି ଅଛି ? କିଛି ନାହିଁ ।ଏକଥା ଆମ ଗାଁର ଅପାଠୁଆ ମହିଳା ମଧ୍ୟ କହୁଛନ୍ତି ।ନୂଆ କଣ

  • @user-xy5tq3ge7u
    @user-xy5tq3ge7u Місяць тому

    Kichi hebani. BJP will out from the game

  • @satyendramishra4171
    @satyendramishra4171 3 місяці тому

    💯

  • @sadanandasahoo3707
    @sadanandasahoo3707 27 днів тому

    Pk ଏଇଡି ଫେଲ ମାରିବ।‌

  • @ambujamohandas1220
    @ambujamohandas1220 2 місяці тому

    Truth of India's future has been said by Sri Aurobindo in 1909 in his speech in Uttarpara, Bengal then now West Bengal. Sri Aurobindo said Sanatan Dharma is the Nationalism of India. Then there was no BJP not even Jana Sangha or Rastriya Swayam Sevak Sangha. Rise of RSS, Jana Sangh, BJP are the result of the destiny of this ancient Nation. No one can stop Bharat realising it's Destiny. Narendra Modi is the instrument and after him other more capable instruments will take forward this Nation.

  • @alekhkumarmohanty1073
    @alekhkumarmohanty1073 2 місяці тому

    ଓଡ଼ିଆ ଲୋକ democracy ର ମୂଲ୍ୟ ଜାଣି ନାହାନ୍ତି।They vote like lamb.While in other states the people give votes to opposition to.make it stronger.Here prople give votes to.one party.

  • @debendrasatapathy8512
    @debendrasatapathy8512 2 місяці тому

    ପିକେ କେବଳ ରାଜନୈତିକ ଦଳ ପାଇଁ ଭବିଷ୍ୟ ବାଣୀ କରୁଛନ୍ତି, ସେ ନିଜର ଭବିଷ୍ୟବାଣୀ କହିପାରିବେକି ? ପିକେଙ୍କ ଭବିଷ୍ୟ ବାଣୀ କେବଳ ନିର୍ବାଚନ ସମୟ ରେ ହୁଏ କାହିଁକି?

  • @mauditripati2254
    @mauditripati2254 2 місяці тому

    ଏ ସବୁ ବେକାର କଥା । ନିର୍ବାଚନ ସମୟରେ ଯାହାର ମାଲ ବେଶୀ ନିଶା ହେଉଛି ସିଏ ଯିତିବ ଓଡିଶା ରେ ।

  • @user-hr4dx4sq5w
    @user-hr4dx4sq5w Місяць тому

    ପିକେ କଣ କି ସିଏ ଯାଣିନାହାନ୍ତି‌ କି ଏ ହୋଉଛି ଓଡ଼ିଶା ଏଠି କାହା କଥା ରହିବନି

  • @pramodkumarnayak37
    @pramodkumarnayak37 29 днів тому

    Prashant kishor has no political Idea.

  • @amulyapattanaik2311
    @amulyapattanaik2311 2 місяці тому

    Thanks Mr P. K.

  • @biswamberbhutia3280
    @biswamberbhutia3280 2 місяці тому

    ସଵୁ ଠିକ୍ ନବିନ ପଟନାୟକ କେଵେ ରାଜନୀତି କରିନି ସେ ଭୋଟ କେବଳ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ଯୋଜନା କରି ପାଇଛି। ନବୀନ ପଟ୍ଟନାୟକ ଯେହେତୁ ଵାହାରୁ ଆସିଛନ୍ତି ସେ ଭଲ ଭାବରେ ଜାଣିଛି ଲୋକ ଠୁ କାମ କେଉ ସମୟ ରେ ଭୋଟ ଆତେୟି ହେଵ। ସେ ଯେଉଁ ଦିନ ରାଜନୀତି କରିବ ସେ ଦିନ ବିଜେପି ର। ନା ଲିଭି ଯିବ। ସେ ଚାହିଥୀଲେ ସେକେଣ୍ଡ ଇନିଙଗ ରେ ବିଜେପି ର ମନ୍ତ୍ରୀ ପଦ ପାଇଁ ଏମପି ଟୀକଟ ନେଇଥାନତା

  • @bobbysingh7807
    @bobbysingh7807 2 місяці тому

    Pk paisa khai ki bjp ro mahol bonouchi

  • @amarsahoo1012
    @amarsahoo1012 2 місяці тому

    Right

  • @sarojnayak7137
    @sarojnayak7137 2 місяці тому

    PK କହିଁ 🍾 ପିକେ ନେହିଁ ବୋଲ ରହା ହେ

  • @Mangal-cf1jh
    @Mangal-cf1jh 3 місяці тому

    Odisha people know more than other

  • @PrakashchandraRana-io5zc
    @PrakashchandraRana-io5zc 24 дні тому

    Bjp sarakar odisha re have Jay jagannath Jay shriram

  • @manojpatra6874
    @manojpatra6874 2 місяці тому

    P. K. is 100 percent right

  • @laxmansahoo4681
    @laxmansahoo4681 2 місяці тому

    ଓଡ଼ିଶାରେ ବିଜେପି 80+🎉

  • @user-id3qg4bg8z
    @user-id3qg4bg8z 2 місяці тому +1

    ଜୟ ଶ୍ରୀରାମ

  • @krishnaengineersconsultant1751
    @krishnaengineersconsultant1751 3 місяці тому

    ତମେ ଆଗରୁ ବିଜେଡି ସପକ୍ଷ ରେ କହୁଥିଲ, ଏବେ ପୁଣି କଣ୍ ହେଳକି, ବିଜେପି କୁ ଟେକୁଛ

  • @pratapchandrasamal2396
    @pratapchandrasamal2396 3 місяці тому +2

    ଭଲ କରିବ ବା ଭଲ ସ୍ଥିତିରେ ଅଛି, ଏହାର ଅର୍ଥ ନୁହେଁ ଯେ 23 ଟା 83 ହେଇଯିବ।
    ଓଡ଼ିଶାର ସାମ୍ବାଦିକ ଏବଂ ରାଜନୀତି ସମୀକ୍ଷକ ମାନଙ୍କର ନିଜର କିଛି ଜ୍ଞାନ ବା ବିଶ୍ଳେଷଣ କରିବାର କ୍ଷମତା ନାହିଁ। ଖାଲି କିଏ କଣ କହିଲା ତାକୁ ଆଣି ନିଜ ସୁବିଧା ଅନୁସାରେ ଲୋକଙ୍କୁ ବିଭ୍ରାନ୍ତ କରନ୍ତି। ଏବେ ସବୁ ତଡାଖିଆ ସାମ୍ବାଦିକମାନେ ନିଜ ନିଜର ଗୋଟିଏ ଗୋଟିଏ ଚନେଲ ଖୋଲି ଗୋଟିଏ ଗୋଟିଏ ଦଳ ପାଇଁ ପ୍ରଚାର କରୁଛନ୍ତି। ଆଉ ନିଜକୁ ନିରପେକ୍ଷ ବୋଲି ଦେଖେଇ ହେଉଛନ୍ତି।
    ତମ ଚାନେଲ୍ ସେଇ ଭାତ କଣ୍ଡିରୁ ଗୋଟିଏ।
    କିଛି ନୂଆ ତ କୁହ।

  • @ajaykumarsahoo6991
    @ajaykumarsahoo6991 2 місяці тому

    Sabutharu pachhare achhi, P.k. mahabharatar sahadev nuhe

  • @amulyapattanaik2311
    @amulyapattanaik2311 2 місяці тому

    Thanks. B. J. P. will come to the power.

  • @SaratNayak-zg7zj
    @SaratNayak-zg7zj 2 місяці тому

    Prediction of pk may not be true in case of Odisha. Wait for his prediction.

  • @sanjeebkarmi4764
    @sanjeebkarmi4764 2 місяці тому

    ହଁ ଭୋଟ ଆଗରୁ ଗୋଟେ ଖୁସି ଯାହା 🤣🤣

  • @Mangal-cf1jh
    @Mangal-cf1jh 3 місяці тому +5

    BJD is now on top in Odisha

  • @chagulujena6933
    @chagulujena6933 3 місяці тому +1

    Sir jadi bjd ,bjp menta huhe sabu bhote National Congress ku jiba ,mu pk nka bapa kahuche wate karantu apana,

  • @sadhudas2758
    @sadhudas2758 2 місяці тому

    ଆମ ସାମ୍ବାଦିକ ମାନେ ଭବିଷ୍ୟତ ବିଷୟରେ କିଛି ଜଣା ନାହିଁ

  • @user-zy9pm4wz1p
    @user-zy9pm4wz1p 2 місяці тому

    BJP win moment ku wet karichu Bhai

  • @sankarsansethy7305
    @sankarsansethy7305 2 місяці тому

    Ok opinion

  • @ssahu2140
    @ssahu2140 3 місяці тому +2

    ଓଡ଼ିଶା ପାଇଁ ହୋଇଥିବା ଆକଳନ ସମ୍ପୂର୍ଣ୍ଣ ବ୍ୟର୍ଥ ଯିବ
    ଓଡ଼ିଶାବାସୀଙ୍କ ଆଶୀର୍ବାଦ ଆଉ ଭଲପାଇବାକୁ ପାଥେୟ କରି ବିଜୁ ଜନତା ଦଳ ସମସ୍ତ ସିଟ୍ ପୋଛିନେବ

  • @duryodhanmahanta7766
    @duryodhanmahanta7766 2 місяці тому

    ବିଜେପି 🎉🎉🎉🎉🎉🎉

  • @krushnachandrachoudhury5971
    @krushnachandrachoudhury5971 2 місяці тому

    He/pk is nothing but a opportunist now working for BJP

  • @yashas89
    @yashas89 2 місяці тому

    ଓଡ଼ିଶାରେ କଂଗ୍ରେସ ଚକିତ କରିବ ଲୋକେ ସବୁ ବୁଝି ଲେଣି

  • @numerlogerpredictoralllott466
    @numerlogerpredictoralllott466 2 місяці тому

    Sundar gabesana

  • @gersanbhuyan4647
    @gersanbhuyan4647 2 місяці тому

    Jai Congress party

  • @user-fh5jm3by3h
    @user-fh5jm3by3h 3 місяці тому +1

    Pk toh dhurandar he kabhi bjp ke sath kabhi JD+(U) akhir congress ke sath jitane ka kam kar chuke hai

  • @swapankumarsingadar9204
    @swapankumarsingadar9204 2 місяці тому

    Odisha re BJD jetiki kama karichi, BJP sasita anchan re setiki kama heichi ki?PK Jane BJP ra guptachara.Tanka rajya re BJP ra sthiti kana kahi paru nahanti.Odisha re BJD NO 1 dala.Electrol bond bisaya re kehi charcha Karu nahanti.Jadi BJP Ette paribabala ta hele BJD Upare kanhiki chaap pakauchi menta Kariba pai?Loke sabu bjhuchanti, thik samayare thik jabab diajiba.

  • @purnachandranaak720
    @purnachandranaak720 3 місяці тому +2

    If PK is correct,then why coalition with BJD?Perhaps to save BJD from the corruption already it has done.

  • @sairanjansatapathy8530
    @sairanjansatapathy8530 3 місяці тому +4

    BJP sweep in West Bengal

  • @mohitgamer408
    @mohitgamer408 2 місяці тому

    See Bala janichhi

  • @fakirabehera2555
    @fakirabehera2555 2 місяці тому

    Accept the stand of Congress.

  • @aryabhat_online
    @aryabhat_online 2 місяці тому

    PK has not received his fees that's why he is giving a fake info. Utter rubbish! This time DK from Karnataka will drive the result.

  • @laxmidharanayak3931
    @laxmidharanayak3931 2 місяці тому

    Narendra Modi has bought all media ?

  • @bidyutranjanpradhan652
    @bidyutranjanpradhan652 2 місяці тому

    ପିକେ ର ପୁରା ହେଉଛି : " ପିଇ କରି " !!!