ମାନସ-ବବିଙ୍କ ଭାଇ ଖୋଲିଲେ କମ୍ପାନୀ | Odisha Reporter
Вставка
- Опубліковано 20 жов 2024
- ରାଜ୍ୟସଭା ସାଂସଦ ମାନସ ରଂଜନ ମଙ୍ଗରାଜ ଏବେ ମାତ୍ର 18 ଦିନ ତଳେ ଖୋଲିଛନ୍ତି ଏକ କମ୍ପାନୀ । ନାଁ ହେଉଛି- ଚତୁର୍ଦ୍ଧା ଫାଉଣ୍ଡେସନ୍। ମାନସଙ୍କର ପୂର୍ବରୁ 4ଟି ବ୍ୟବସାୟିକ କମ୍ପାନୀ ଥିଲେ ବି ସମାଜସେବା ପାଇଁ ଏକ କମ୍ପାନୀ ଖୋଲିବାର କାରଣ କ’ଣ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କମ୍ପାନୀ ଆଇନ-2013ର ସେକ୍ସନ-8ରେ ଖୋଲାଯାଇଥିବା ଏହି କମ୍ପାନୀର ଲକ୍ଷ୍ୟ ହେଉଛି ସମାଜସେବା ।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
UA-cam: bit.ly/OdishaRe...
Web: odishareporter.in
Facebook: / odishareporter
Twitter: / odishareporter
Telegram: telegram.me/Od...
Instagram: / odishareporter_official
#OdishaReporter #manasmangaraj #bobbydas #NewCompany #BJDLeader #BlackMoney
ଏମାନଙ୍କୁ ବିଜେପି ସରକାର କିଛି କଲା ଭଳି ମୋତେ କାହିଁ ଲାଗୁନାହିଁ !
କମ୍ପାନୀ ଉପରେ ଚଢାଉ କରାଯାଉ
Otv sabu janichi Baijanta panda ra black money Kouthi Kouthi paisa lagichi????Electric bill jou baki achi Keve daba?????
Why no CBI investigation
Rate ghe pai
କଳାଧନ କଥା ତ କୋଉ ଦିନଠୁ ଶୁଣା ଯାଉଚି , ହେଲେ କେତେ ପରିମାଣରେ ସେସବୁ କଳା ପଡ଼ିଚି କିଛି ଜଣା ପଡୁନାଇଁ ।
People want action against corruption and culprits by bjp govt, not only talking
Arrest Manas mangarajj
otv Malika kala dhana ku dhala kareba pain otv khulini ta.
Naveen chori karithiba tankaku dhala kara Baku chal sighra ED AU IT RAID KARAJAU
BJD ra Drunit jukta tankara kamal😂
Sea Magiha Manas Mangaraj ku turanta bandha.
Bando company