Sei style , sei bhaba, +2 padhila bele 1998 re ama College function re dekhili thi. Ebe 2022 re same bhaba tike bi change heini.. Padha padha , luck bisya re se sendina se bhala katha tiye kahi thile.. aaji bi Mane achhi. Dhanyawad Sauri Bhai. Jai Jagannath
ପୁରୁଣା ସ୍ମୃତି ପୁଣି ଥରେ ଜୀବିତ ହୋଇଗଲା ଧନ୍ୟବାଦ ଭାଇ
A
@@sadanandpadhiary382xixvmhgfki.56
ଠିକ କହିଲ୍ ବହୁତ ସୁନ୍ଦର ଗାଈଛ୍ହନ୍ତି ପୁରୁଣା ଗୀତ ବହୁତ କଷ୍ଟ ଓ ସୃତିମଧୁର୍
T souri is the best singer of odisha.
ପିଲା ଦିନୁ ୟେଇ ଗୀତ ଶୁଣି ଶୁଣି ଆସୁଛି। T sauri ଭାଇ ଙ୍କ ଗୀତ ପୁରା ହୃଦୟ ସ୍ପର୍ଷୀ।।।।
T Souri ଙ୍କ ଏହି ଗୀତ ଶୁଣିଲା ପରେ ମୋ ପାଖରେ ଶବ୍ଦ ନାହିଁ ତାଙ୍କୁ ଧନ୍ୟବାଦ୍ ଯେତେ ଦେଲେବି କମହେବ,🙏🙏🙏🙏🙏
ସେତେବେଳେ ର ଗୀତ ଆଉ ଏମାନଙ୍କ ଭଳି ଗୀତିକାର ଓ ସଂଗୀତକର ଏବେ କାହିଁ
Good brother I'm so happy
2023ରେ ଏ ଗୀତ କଉ ଭାଇ ଭଉଣୀ ମାନେ ଶୁଣୁଛନ୍ତି like କର
In 2024 bro
ସୌରୀ ଭଳି singer ବହୁତ କମ ଅଛନ୍ତି I ସୌରୀ ଆମ ଅନୁଗୋଳ ମାଟିର ପିଲା I ଆମେ ସବୁ ଅନୁଗୁଳିଆ ତା ପାଇଁ ଗର୍ବିତ ❤️❤️❤️
Khamar⭕‼️⭕
❤❤❤❤❤
All odisha proud 👌👌👌
Pura odisha garvita
Odia toka amara
❤️ମୋ ତାଳଚେର ମାଟିର ଜଣେ ସୁନାମ ଧନ୍ୟ କଳାକାର ❤️ ଟି ସ୍ୱରି ଭାଇ ❤️❤️❤️
ତାଙ୍କର ପ୍ରତି ଟି ସଂଗୀତ ଲୁମ ଟାମ୍ପୁରା ଭରା 🌹
R8
Hnn bhai
Jay Jagannath
Jay odisha
Toka talcheria pura ghantiba 🔥
I love black diamond city
Awesome ❤️❤️❤️❤️old is gold forever 👍👍 ଏହି ଗୀତଟି ମୋ ଛୋଟବେଳୁ ଶୁଣି କି ଆସୁଥିଲି, ସେତେବେଳେ ଯୋଉ ହୃଦୟ ସ୍ୱର୍ଶି ଥିଲା ଆଜି ବି ଆପଣଙ୍କର ଏହି ସ୍ଵର ଶୁଣି ମୋ ହୃଦୟ ଛୁଇଁଗଲା। ଧନ୍ୟବାଦ୍
chota bele bi huraday jaanipaaruthila
@@basantakumar1359 😂😂😂
ହୃଦୟ କୁ ଛୁଉଲା ଭଳି ସଂଗୀତ ବହୁତ ସୁନ୍ଦର ଗୀତ ଜୟ ଜଗନ୍ନାଥ
T ସୌରୀ ଙ୍କ ଏତେ ମଧୁର ଥିଲା ଗୀତ ଭାବ ପୂର୍ଣ୍ଣ ଗୀତ ଧନ୍ୟବାଦ 🙏🙏🙏🙏🙏ପୁରୁଣା ସୃତି ମନେ ପଡିଯାଉଛି 👌
୨୦୨୪ ରେ କିଏ କିଏ ଏଇ ଭିଡିଓ ଦେଖୁଚ ଲାଇକ❤କର
Mu dekhuchhi 😅
ପୁରୁଣା ଗୀତ ଚିରସବୁଜ
nice
Bekar song agapari nahi
Always favourite 😢❤😢
ଧନ୍ୟ ସେ ଗୀତିକାର ଆଉ ଧନ୍ୟ ସେ କଣ୍ଠ ଶିଳ୍ପୀ। ମନ ମୁଗ୍ଧ ହେଇଗଲା। Jay Jagannath 🙏
ଭାଇ ଆପଙ୍କର କଣ୍ଠ କିନ୍ତୁ ସେଦିନର ଆଜିର ଆକାଶ ପାତାଳ କିନ୍ତୁ ବହୁତ ସୁନ୍ଦର 🙏
ସ୍ୱରୂପ ନାୟକ ଏମିତି ଓଡିଆ ସଂଗୀତ ଜଗତରୁ ଦୂରେଇଗଲେ ହେଲେ କେତେକ ଅଭୁଲା ଗୀତ ସାଇତିବାକୁ ଦେଇଛନ୍ତି ହୃଦୟ ତଳେ। ଆପଣ ଭଲରେ ଥାଆନ୍ତୁ ।
Hn bhai he made my childhood 🙃
ସେତେବେଳେ ଏହି ଗୀତ ଶୁଣି ଆଖିରେ ଲୁହ asijauthia ଆଜିବି .Respect sir 🙏🙏🙏
7
ଟି ସୌରୀ ଯାହା ବି ଗାଆନ୍ତି ବହୁତ ସୁନ୍ଦର ଗାଆନ୍ତି ...🙏
😭😭
ଲୋମ ତାଙ୍ଗୁରୀ ଉଠେ ଏମିତି ହୁଦୟ ଭରା ଗୀତ ଶୁଣିଲେ old is gold
👌
,,
Mind blowing songs
@satya Prasad dash thank you
ବାଳ ନା 😆😆😆ଜଉ ତ voice
ଗୀତଟି କେମିତି ଲାଗୁଛି କହି ବାକୁ ମୋ ପାଖରେ ଉତ୍ତର ନାହିଁ ଆଶା କରୁଛି ଏମିତି ଗୀତ ଆଗକୁ ହେଲେ ବହୁତ ଖୁସି ଲାଗିବ,,,💐💐💐
Right 👍
ବହୁତ ସୁନ୍ଦର ଗୀତ ଟି ଏହି ଗୀତ ଟି କାହାକୁ ଭଲ ଲାଗେ👍👍👍🙏🙏
ଭାଇ କି ସ୍ୱର ରେ, ଶବ୍ଦ ନାହିଁ କହିବାକୁ❤
ସତରେ ଭାଇ ମୋ ଲୋମ ବି ଟାଙ୍କୁରୀ ଉଠିଲା...... 😳 🤷♂️🎤👌👌👌
ଯେତେ ଶୁଣିଲେ ବି ନୂଆ ନୂଆ ଲାଗୁଛି...... ଏଭଳି ସୁନ୍ଦର ଗୀତ ପାଇଁ ହୃଦୟରୁ କୋଟି କୋଟି ପ୍ରଣାମ.....ସେ ଗୀତିକାର ଙ୍କୁ, କଣ୍ଠ ସିଳ୍ପି ଙ୍କୁ
❤️❤️
Puruna sanskruti puruna Gita bhari bhala laguchi
କୋଡିଏ ବର୍ଷ ତଳେ ତାଙ୍କର ଲାଇଭ ପରଫରମାନ୍ସ ଅତି ନିକଟରୁ ଦେଖିବାକୁ ପାଇଥିଲି, ଆଉ ଆଜି ଦେଖୁଛି. କିଛି ବି ଫରକ ନାହିଁ. Salute you. 💞💞💞
ସ୍ମୃତି କିଛି ସଜ ହେଲେ ! ❤
ସୌରି ବାବୁଙ୍କ ସଙ୍ଗୀତ ସାଧନାକୁ
ସଶ୍ରଦ୍ଦ ନମସ୍କାର🙏
Very nice 👌👌👌 ମନକୁ ଛୁଇଁ ଗଲା ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଭଲରେ ରଖିଥାନ୍ତୁ 🙏🙏🙏🙏🙏🙏
ଟି ସୌରୀ ତାଳ ଭୂଲି ଗଲେଣି। କିନ୍ତୁ ଗୀତ ପୁରୁଣା ସ୍ମୃତି ପୁଣି ମନ ପକେଇ ଦେଲା। beautyful voice
Right
Bhai sathi rabi swain thele ta bhaya thila athi sea nahanty
But there is no words for this song.❤❤
ଆଜିକାଲି ସିଙ୍ଗର ହଗି ପକେଇବେ ଏମିତି golden song ଏହି ଅନ୍ଦାଜ ରେ ଗାଇଲେ...
Edited - ବୋଉ ମୁଁ famous ହେଇଗଲି 😁 1k like ... 😁 ଏତିକି ଯଦି ମୋ insta ରେ follow କରନ୍ତ ଭଲ ହୁଅନ୍ତା 🤣🤣🤣
🤣😂🤣
😄😄😄😄
Right
😂😂😂😂
ତୁମ କମେଣ୍ଟ୍ କୁ ଦିଲ୍ ସେ like
କି ଭାବ ଓଃ ଭାରି ସୁନ୍ଦର....
Super bro👌👌👌 ei Gito sunile sabu smruti manepadi ja emiti au kichi gito gaiele bhala huonta old is a gold super 👌👌👌🥰🥰🥰
2024ରେ ଏହି❤❤❤ ଗୀତ ଶୁଣି ଭାରି ଭଲ ଲାଗିଲା ।
କଣ ତମ କଣ୍ଠ ହେ ଟି ସୌରି ସାର୍ ❤️❤️❤️ ସୋନୁ ନିଗମଂକ କଣ୍ଠ ଆପଣଂକ କଣ୍ଠ ଆଗରେ ବି ମୋତେ କମ ଲାଗେ । ଆପଣ ଟିକେ ଅଧିକ ରୁ ଅଧିକ ଗୀତ ଗ’ନ୍ତୁ 🙏
ବହୁତ ସୁନ୍ଦର ଗୀତ ଟି ଯେତେ ଶୁଣିଲେ ବି ମନ ଭରୁନି,, ଯେବେ ଏକୁଟିଆ ଥିବ ହେଡଫନ ରେ ଏ ଗୀତ ଶୁଣିବ ବହୁତ ରେଲାସ ମିଳିବ ❤
ସୁନ୍ଦର ତୃପ୍ତି ର ଅବସାଦ ନାହିଁ,ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ ।
I missing my childhood time .. Please God let me go back 20 years..
Bhai tum avi vi child hood ka time spend kar sakta ho
@@LOS-99 are you kidding?
ବହୁତ ସୁନ୍ଦର voice sir god bless you 🙏 sir
ଏହି ଗୀତ ଟୀକୁ ଜେତେ ଶୁଣିଲେନି ନୁଆ ଲାଗୁଛି 👍👍❤️
ବହୁତ ସୁନ୍ଦର ପୁରୁଣା ଶ୍ରୁତି ମନେ ପଡ଼ିଲା ଧନ୍ୟବାଦ୍ ଓ ଶୁଭେଛା
What a throw of voice yaar!!!!! No one can replace this voice ever. Love the golden era of "Sita Lo Aji Jaluchi jahara chita Lo...." ❤️❤️❤️
ଭାଇ ଙ୍କ ପାଇଁ 🙏🙏 ଏତେ ସୁନ୍ଦର ସ୍ଵର ଆଜି ସେଦିନ ପରି ଲାଗେ I Hero, Heroin ଆଜି ବି achhanti ହେଲେ ରାଇ ଭାଇ ନାହାନ୍ତି ଏ ଗୀତ ଶୁଣିଲେ ଟି ସଉରି ଭାଇ ଙ୍କ କଥା ମନେ paduchi, new song ନେଇକି ଆସନ୍ତୁ bhai
Mind blowing sir. Jadi bhala laguchi ta like kara 🙏🙏🙏🙏
ଟି ସୌରି ସାର୍ ବହୁତ୍ ବଢିଆ,ତାଙ୍କ ଘରକୁ ଯାଇଥିଲି ,କିଛି ସମୟ ତାଙ୍କ ସହ ମିଶି କ୍ହୁଶି ଲାଗିଲା.
No body can challenge this LIVING LEGEND....THE PRIDE OF ODISHA....🙏
ସୁପର
He is Legendary singer of Odisha
@@pujamallik3827 hi
Right
ଏହି ଗୀତ ଛୋଟବେଳୁ ଶୁଣି ଆସୁଥିଲି ହୁଦୟ ଛୁଇଁଲା ଭଳି ଗୀତ ❤️❤️❤️ଶୁଣି କି ବହୁତ ଭଲ ଲିଗିଲା ଧନ୍ୟବାଦ🙏🙏 jayjagannath
No autotune ..no fake lipsing like today's so-called playback singers...tsauri at his best
Bc usko lip syncing bolte hain😆😆😆
Heart touching song my soul song
ମ୍ୟୁଜିକ୍ କ୍ଲାସିକାଲ ନେଇ ଗୀତ ଟା ଭଲ ହେଇ ପାରିଲା ଧନ୍ୟବାଦ୍ t souri ଭାଇ ❤❤
ପୁରୁଣା ସ୍ମୁତି ଆଜି ପୁଣି ଜୀବନ ପାଇଗଲା
ସତରେ ଆଜି ପୁଣି ପିଲା ଦିନର ସ୍ମୃତି ମନେ ପଡ଼ିଲା ଭାଇ। କି ଯାଦୁ ଅଛି ଏ କଣ୍ଠ ରେ ଭାଇ.... ଏମିତି କଣ୍ଠ ଶିଳ୍ପୀ ଏବେ ଖୋଜିଲେ ବି ମିଲିବେନି। ଧନ୍ୟବାଦ୍ t souri Babu ❤❤❤❤❤
ହୃଦୟ କୁ ଛୁଇଁଲା ଭଲି ପୁରୁଣା ଗୀତ ଶୁଣି ମୁଁ ବହୁତ ଖୁସି ହୋଇଗଲି,
ଏ ହିଟ ଗୀତ ଗାନ ଯେତେ ବେଳେ ଶୁଣିଲେ ନୂଆ।ଧନ୍ୟ ବାଦ ସୌରି ବାବୁ।
କଣ ଲେଖିବି ଶବ୍ଦ କମ୍ ପଡ଼ିବ ଏମିତି କଣ୍ଠ ଶିଳ୍ପୀ ପାଇଁ।
🙏🙏🙏🙏
Very nice ❤
ପୁରା ବୋବାଲ bro
Legend is back 🙏🙏🙏🙏
କି ଚମତ୍କାର କଣ୍ଠସ୍ୱର ଭାଇ..💐🙏🏻
ଆଜିକାଲି ଗୀତରେ କାହିଁ ?
ଭାଇ ଏହି ଗୀତ କୁ ଆପଣ ଆଉ ଥରେ ରଙ୍ଗେଇ ଦେଲେ ବହୁତ ସୁନ୍ଦର ଲାଗିଲା ଭାଇ 🥰🥰
ଟି ସୌରୀ ସାର ଆପଣ କାହଁକି ଏବେ ଓଡ଼ିଆ ଚଳଚ୍ଚିତ୍ରରେ ଗୀତ ଗଉନାହାନ୍ତି, ମୋର ବିଶ୍ୱାସ ଏବେବି ମୋ ଭଳିଆ ବହୁତ ଲୋକ ଅପଣଂକ ଗୀତ ଶୁଣିବା ପାଇଁ ଅପେକ୍ଷ୍ୟାରେ ଅଛନ୍ତି,,
ନିସ୍ଚୟ
Right
Sure
Right
Hmm 😢
ବହୁତ ସୁନ୍ଦର❤️
Superb. Mind blowing outstanding
Uncle 🙏
Souri ଭାଇ ଙ୍କ ପ୍ରତେକ ଗୀତ ଗୁଡିକ real story ❤❤❤❤
This unique voice of T Shouri can not be reproduced in future. ❤❤
ସିଙ୍ଗର କେବେ ମରେ ନାହିଁ, ଲେଖକ ସମ୍ପାଦକ, ନିର୍ମାତା, ଏମାନେ ଭଗବାନଙ୍କ ଉପହାର, ଏମାନଙ୍କ କଣ୍ଠ କବିତା ସ୍ୱର, ଏ ସବୁ କଳା ର କିଛି ,,,,, ❤
His Voice is the best voice till now.
ଗୀତ ଟି ସବୁବେଳେ ହୃଦୟ ଛୁଆ ଥିଲା ଏବେ ବି ଠିକ୍ ସେମିତି ଲାଗିଲା ଏତେ ଦିନ ପରେ ଧନ୍ୟବାଦ ଭାଈ
ଓ କି ସୁନ୍ଦର ଗୀତ
ବହୁତ ସୁନ୍ଦର ଧନ୍ୟବାଦ
ଅତି ସୁନ୍ଦର ହୃଦୟ ଭରା ଗୀତ🌹👍🏻🎵🎵
TSauri is a Very brilliant singer with melodious voice...
No words for him
Hart deef sounds 🔥 v v v
.
..
ଆଜିକାଲି ସିଙ୍ଗର ମାନେ ହଗି ପକେଇବେ ଆଉ ମୁତିପକେଇବେ ବି
🥺🥺🥺ଫେରେଇ ନେଲ ମୋ ପିଲା ଦିନକୁ......
Super wonderful 👍👍👍👍👍👍👍 Singing Dada
Thankuyougoninfspadhsn
Thank you bhaiya very good morning brother ❤❤❤❤
Seta belara movie aau sangita aau dekhi baku miluni.. Jahaku dekhile sunile loma tankuri uthiluthila.. Akhiru luha aasijae...
ଶୁଣି କି ବହୁତ୍ ପୁରୁଣା କଥା ମନେ ପଡିଗଲା ଆଉ ଆଖିରେ 🥺🥺🥺 love you bro ।।
Mind-blowing and terrific voice sir this is not a song ...just a feel from heart❤❤❤❤❤❤❤❤❤❤❤
Sei style , sei bhaba, +2 padhila bele 1998 re ama College function re dekhili thi. Ebe 2022 re same bhaba tike bi change heini.. Padha padha , luck bisya re se sendina se bhala katha tiye kahi thile.. aaji bi Mane achhi. Dhanyawad Sauri Bhai. Jai Jagannath
ସୁପର ଭଏସ
Jewel of Angul College n Odia music industry. This song is a memorable n ever green song .God bless you T Shourie
Legend singer in Odia industry 👏❤️
ପୁରୁଣା ସ୍ମୃତି ପୁଣି ଥରେ ଜୀବନ୍ତ ହୋଇଗଲା ଧନ୍ୟବାଦ ସାର୍
My favourite singer
ଏକ ପ୍ରକାରରେ କହିଲେ ମୋର ମନପସନ୍ଦ ର ଗୀତ ଟିଏ 🥰👌👍🙏
You are real hart touching singer and no can sing in this type of voice alwayes memorable bro t swari you will get long life
Jete sunile b mana chhaduni.....BHAGABAN NKA ASHIRWAD NA HELE EMITI GAAIBAA A S A M B H A B A....Love u Sir...koti pranam
Wow very beautiful voice & song
ପୁରୁଣା ଗୀତ ଶୁଣିଲେ ମୋତେ ମୋ ପିଲାଦିନ ସୋରପଡେ ମୋ ବଡ଼ମା ଘର ବ୍ଲାକ ଏଣ୍ଡ ହ୍ୱାଇଟ ଟିଭି ରେ ବହୁତ ଦେଖିଛୁ ଥାଙ୍କକ୍ୟୁ ଟି ସୌରୀ ଭାଇ
One of our gem going to be old .. and it's hurt me😢😢 we spent our childhood with ur all superhit songs thank you T SOURI SIR🙏🙏
2024 ରେ ବି ଏହି ଗୀତ ଶୁଣିକି ଲେମଟାକୁରି ଲା ବୁହୁତ ସୁଦର ଗୀତ 👌👌👌👌👌👌🙏🙏🙏🙏🙏
Ohhh so beautiful moment
Old always gold..... ❤️👌Thank you so much sir
Music upto mark hei parila ni .....but T shourie Sir is awesome ♥️♥️
ଅତ୍ୟନ୍ତ ହୃଦୟସ୍ପର୍ଶୀ ❤ ଗୀତ ଏବଂ କଣ୍ଠଦାନ
Song & Singer's voice has touched in spirit of humanbeing.
setebela ra Udandi Sita auu e gita ....Akhiru luha dhara dhara bahi jauthilaa 👌👌👌
Masterpiece...... tq Legend
Spb bro feel proud u r fm my town talcher 👌👌💯💯👍👍😊Amazing voice
Old is gold.
T Souri is the best singer of Odisha.
From Dhenkanal I heartily salute U.
Bhai anugul ru sie
Bhai tuma voice ku kahar najar lagi gala but best bahut khusi lagila
My king is back
You should present like this song every day in T V
Sauri bhai🙏(my favorite singar )
Beautiful song 🌺🌺
always my one of favourite. Love you Bro