‘ବବି-ପାଣ୍ଡିଆନଙ୍କ ସହ ମୋର ଝଗଡ଼ା ହୋଇଥିଲା’ |Ex-MLA Pravat Biswal's remarks on Bobby Das & VK Pandian |OR

Поділитися
Вставка
  • Опубліковано 2 жов 2024
  • ଦଳର ପରାଜୟକୁ ନେଇ ପରୋକ୍ଷରେ ବବି ଦାସ ଓ ଭିକେ ପାଣ୍ଡିଆନଙ୍କୁ ଦାୟୀ କଲେ ବରିଷ୍ଠ ବିଜେଡି ନେତା ପ୍ରଭାତ ବିଶ୍ୱାଳ । କହିଲେ ଟିକେଟ୍ ବଣ୍ଟା ସମୟରେ ବବି ବାବୁ ଏବଂ ପାଣ୍ଡିଆନଙ୍କ ସହ ମୋର ଝଗଡ଼ା ହୋଇଥିଲା । ପ୍ରାର୍ଥୀଙ୍କ ପୋଷ୍ଟରରେ କେବଳ ନବୀନ ବାବୁଙ୍କ ଫଟୋ ରଖିବା ଏବଂ ଅନ୍ୟମାନଙ୍କ ଫଟୋ କାଢ଼ିବା ପାଇଁ ପ୍ରସ୍ତାବ ଦେଇଥିଲି । ଶୁଣନ୍ତୁ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରଭାତ ବିଶ୍ୱାଳ କଣ କହୁଛନ୍ତି ।
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #OdishaReporter #prabhatbiswal #cuttack #Vkpandian #pranabprakashdas

КОМЕНТАРІ • 70