ଅଡ଼ୁଆରେ କଂଗ୍ରେସ ବିଧାୟକ ଓ ସାଂସଦ | Odisha Reporter

Поділитися
Вставка
  • Опубліковано 28 жов 2024

КОМЕНТАРІ • 193

  • @sanjayabehera2024
    @sanjayabehera2024 2 роки тому +96

    ମୋ ମତରେ ଦଳ ବଳ ନିର୍ବିଶେଷରେ ଦ୍ରୋପଦୀ ମୁର୍ମୁ ଙ୍କୁ ବିଜେଡି ଓ କଂଗ୍ରେସ ସମସ୍ତ ରାଜ୍ୟ ସଭାସଂସଦ ଭୋଟ ଦିଅନ୍ତୁ

  • @lalitmohanpradhan3427
    @lalitmohanpradhan3427 2 роки тому +21

    Mu bahut khushi ,😀😀 aama Odisha progress aadaku jauchi 🥰🥰🥰🥰🥰🥰🥰 bande utkal Janani 🙏

  • @binodbinod9077
    @binodbinod9077 2 роки тому +50

    ଜିଏ ମାଟି ଦ୍ରୋଦି ସେ କହିବ ପାଟି ଆଗ.. ମୁ କହିବି.. ଆମ ଓଡ଼ିଶା ମା ଆଗ..

  • @duryodhanmahanand6581
    @duryodhanmahanand6581 2 роки тому +5

    ସୁର ଭାଇ ଓ ତାରାପତି ଏ ଦୁଇ ଜଣ ଏକ ସଚୋଟ ରାଜନେତା ଅଟନ୍ତି କିନ୍ତୁ ଏ ମାନଙ୍କର ପରିକ୍ଷା ଆସି ଯାଇଛି ପରିକ୍ଷାରେ ପାସକଳେ ଏ ମାନେ ସମସ୍ତଙ୍କର ହୃଦୟ ଜିଣିଯିଵେ ।

  • @avinashbehera5591
    @avinashbehera5591 2 роки тому +18

    ଏଥର ଜଣା ପଡିବ ରାଜ୍ୟ କଂଗ୍ରେସ୍ ନିଜ ମାଟି ପାଇଁ ରାଜନିତୀ କରେ ନା ପାର୍ଟି ପାଇଁ ।

  • @shriharicharanmandal9208
    @shriharicharanmandal9208 2 роки тому +57

    ଦଳମତ ନିର୍ବିଶେଷରେ ଓଡ଼ିଶାର ସମସ୍ତ ବିଧାୟକ, ସାଂସଦ ଦ୍ରୌପଦୀ ମୁର୍ମୁଙ୍କୁ ଦିୟନ୍ତୁ, ନଚେତ ଓଡିଶାବାସୀ ଅସଲସମୟରେ ପାନେ ଦେବେ.

  • @abhayabehera3507
    @abhayabehera3507 2 роки тому +30

    ସବୁ ପରେ ମୋଦୀ ଙ୍କ ରାଜନୀତି ଆଗରେ Congress fail

  • @digasir6696
    @digasir6696 2 роки тому +17

    ଆଗ ମାଟି ତାପରେ ପ।ର୍ଟି ଏହି ନିତି ରେ ସମସ୍ତ କଂଗ୍ରେସ , ବିଜେଡି , ବିଜେପି, ସ୍ଵାଧୀନ ନେତା, ମାନଙ୍କୁ ଅନୁରୋଧ ଯେ ଓଡ଼ିଶ। ର ଗର୍ବ ଓ ଗୌରବ ପାଇଁ ଦ୍ରୋପଦୀ ମୃମୁ ଙ୍କୁ ରାଷ୍ଟ୍ର ପତି ପାଇଁ ଭୋଟ ଦିଅନ୍ତୁ । ସ୍ଵାଧୀନତା ର 75 ବର୍ଷ ପରେ ଓଡ଼ିଶା ସ୍ଵାଧୀନ ହେଲା ବୋଲି ଆମେ ମାନେ ଭାବିବା

  • @B.hembram8016
    @B.hembram8016 2 роки тому +7

    ଯଦି congress party ନିଜ party ପାଇଁ କାର୍ଯ୍ୟ କରେ, ତାହା ହେଲେ ଆମେ ମାନେ ସମସ୍ତେ ବୁଝିଜିବା। ଦରକାର୍ ଯେ congress party ଭାରତ ବର୍ଷ ସ୍ବାଧୀନ ହେବା ପରଠାରୁ party ପାଇଁ ହିଁ କାର୍ଯ୍ୟ କରିଛି,ଦେଶ ପାଇଁ କି ରାଜ୍ୟ ପାଇଁ କିଛି କରିନାହିଁ କି କରିବବି ନାହିଁ

  • @ranjayarout8592
    @ranjayarout8592 2 роки тому +5

    Jay Jagannath

  • @hrushikeshgopal7740
    @hrushikeshgopal7740 2 роки тому +6

    ଓଡିଶା ର ଗର୍ବ ଦ୍ରୋପଦୀ ମୁର୍ମୁ, ହାତଛଡା କରନ୍ତୁନି, ସମୟ ଆସିଲେ ଜନତା ଜବାବ ଦେବେ

  • @malayadas9357
    @malayadas9357 2 роки тому +6

    ଆଗ ମାଟି ପରେ ଦଳ । ବିରୋଧୀ ଦଳ ମାନେ ନୁହେଁ ଯେ ଶାସକ ଦଳର ପ୍ରତ୍ୟେକ କଥାକୁ ବିରୋଧ କରିବ । ଯାହା ଠିକ ସେଇଟା ସବୁବେଳେ ଠିକ ।

  • @jayhind6187
    @jayhind6187 2 роки тому +4

    ଆଗ ମାଟି ତା ପରେ ପାଟି । ତା ନହେଲେ ୪ କୋଟି ଓଡ଼ିଆଙ୍କ ନାକରାତ୍ମକ ପ୍ରଭାବ ପଡିବ ଏଥିରେ ସନ୍ଦେହ ନାହିଁ ।

  • @subratsingh1319
    @subratsingh1319 2 роки тому +6

    ଏଠି ଜଣାପଡ଼ିବ ଆଗ ମାଟି ନା ପାଟି

  • @ranjanpradhan6104
    @ranjanpradhan6104 2 роки тому +18

    ଏମାନଙ୍କର ନିଜର କୌଣସି ଅକାତ ନାହିଁ

  • @sailaxmibarik5847
    @sailaxmibarik5847 2 роки тому +13

    ଓଡ଼ିଶାର ମା ର ମର୍ଯ୍ୟଦା, ଆଗରୁ ବହୁତ କୁହ ଓଡ଼ିଆ ନାରୀ କୁ ସମ୍ମାନ ଦିଅ, ଠିକ୍ ସମୟରେ କହିଛନ୍ତି ପାଟି ଆଗ, ଠିକ୍ ଅଛି 24 ରେ ମାଁ/ଭଉଣୀ ତମ କଥା ବୁଝିବେ, 19 କଥା ଭୁଲି ଗଲେଣି,ସବୁ ପରେ ସୁର ଭାଇ ଓ ତାରା ଭାଈ ଆଗକୁ ଆସ ଇଏ ଠିକ୍ ରାଜନୀତିର ସମୟ

  • @muodia2002
    @muodia2002 2 роки тому +9

    ଗର୍ବ ର କଥା ଓଡିଶା ପାଇଁ

  • @dolagobindasahoo9267
    @dolagobindasahoo9267 2 роки тому +5

    ଓଡ଼ିଶାର ରାଷ୍ଟ୍ରପତି ପ୍ରାଥିଙ୍କୁ ଯଦି ଓଡ଼ିଶା କଂଗ୍ରେସ ସମର୍ଥନ ନକରେ,ତେବେ ଆଗ ମାଟି ପରେ ପାଟି କହୁଥିବା କଂଗ୍ରେସ ନେତାଙ୍କର କଥାରେ ଯେ କିଛି ମୂଲ୍ୟ ନାହିଁ,ତାହା ସ୍ପଷ୍ଟ ହେଇଯିବ ।

  • @tutudas3427
    @tutudas3427 2 роки тому +2

    ମୋ ମତରେ ରଜ୍ୟକଙ୍ଗ୍ରେସ୍ ରାଷ୍ଟ୍ରପତି ନିର୍ବାଚନରେ ଓଡ଼ିଶାର ସମ୍ମାନ ରକ୍ଷା କରି ନିଜଦଲର ଅସ୍ତିତ୍ଵୋ ରକ୍ଷା କରିବାରେ ଚେଷ୍ଟିତ ହେବେ।ନଚେତ 24 ରେ ପୁରା ପୋଛ୍ହିହୋଇଜିବେ।

  • @narayanpradhan6350
    @narayanpradhan6350 2 роки тому +1

    🙏🙏🙏 jai ho👌👌👌

  • @gyananjayacreations7496
    @gyananjayacreations7496 2 роки тому +8

    ତୁମେ ଭୋଟ୍ ନଦେଲେ କିଛି ଫରକ୍ ପଡିବନି କିନ୍ତୁ ତୁମେ ଓଡ଼ିଶାମଟିକୁ ଭଲପାଅ ନାହିଁ ପ୍ରମାଣିତ ହୋଇଜିବ

  • @sandeepkumarpradhan8997
    @sandeepkumarpradhan8997 2 роки тому +2

    Perfect news

  • @shashankadash9735
    @shashankadash9735 2 роки тому +14

    First Mati, then party.

  • @lokanathbiswal7780
    @lokanathbiswal7780 2 роки тому +2

    ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭଵଃ ତୁହେଃ । ଜୟ ଜଗନ୍ନାଥ।

  • @gopalcharansahoo7585
    @gopalcharansahoo7585 2 роки тому +3

    Go with Odisha.

  • @prahaladsahu5406
    @prahaladsahu5406 2 роки тому +2

    ଦ୍ରୌପଦୀ ମୁର୍ମୁ ଙ୍କୁ କଂଗ୍ରେସ ର MLA, MP ଭୋଟ ନ ଦେଲେ ଓଡିଶା ରେ କଂଗ୍ରେସ ଆଗାମୀ ପାଇଁ ଜ଼ିରୋ ହଇଯିବ, ଏହା ମା ମାଟି ଉତ୍କଳ ପାଇଁ ଗୌରବ, ଜୟ ଜଗନ୍ନାଥ ଙ୍କ ସଭିମାନ ଓ ଗୌରବ . ଜୟ ମା କିଚକେଶ୍ବରୀ 🙏

  • @byangamanbalaram5651
    @byangamanbalaram5651 2 роки тому

    🌹ଵ୍ୟଙ୍ଗ ବାଣ 🌹
    ଓଡିଶା କଂଗ୍ରେସ ର,
    ଜାତି ଯିବ, ପେଟ ପୁରିବ ନାହିଁ 🤓🤓
    ଜୟ ଜଗନ୍ନାଥ
    🙏🙏🙏🙏

  • @nabinbagh62
    @nabinbagh62 2 роки тому

    Jai Hind 🙏🙏🙏

  • @akshayakumarrout2248
    @akshayakumarrout2248 2 роки тому +15

    Gadar Congressi... Mati Agey na.. Dala 🤔🤔 Vote na deley 9 ru 0 haba.. 😄🤔

  • @bibhuprasadmishra705
    @bibhuprasadmishra705 2 роки тому +1

    ଯଦି ଓଡିଶାରୁ କଂଗ୍ରେସ ରାଷ୍ଟ୍ରପତି ପ୍ରାଥୀ ବାଛିଥାନ୍ତା ତାହା ହେଲେ ଓଡିଶା ବିଜେପି କଣ କଂଗ୍ରେସ କୁ ସମର୍ଥନ କରିଥାନ୍ତା ନହେଲେ କଂଗ୍ରେସ ର ପ୍ରାଥୀ ଯଶୋବନ୍ତ ସିଂନ୍ହା ବିହାର ର ଲୋକ ଅଟନ୍ତି ବିହାର ବିଜେପି କଣ କଂଗ୍ରେସ କୁ ସମର୍ଥନ ଦେବ ଏ ହା ବିଜେପି ସ୍ପଷ୍ଟ କରୁ |ଯେ ଯେଉଁ ଦଳ ରେ ଅଛନ୍ତି ଦଳ ର ନିୟମ ରେ ଚାଲିବେ ଏ ହା କୁ ଏକ ପ୍ରସଙ୍ଗ କରିବା ଠିକ ନୁହେଁ |

  • @iswartudu2094
    @iswartudu2094 2 роки тому +2

    ଭାବୁଛି ମାଟି ଆଗେ ପାର୍ଟି ପଛେ

  • @dpsslearn1857
    @dpsslearn1857 2 роки тому +6

    She's a great strongest mindset lady, this post deserves by him.

  • @pitabasalenka3950
    @pitabasalenka3950 2 роки тому +2

    ଯଦି କଂଗ୍ରେସ ଭୋଟ ନ ଦେବ ତେବେ ମାଟି ବିରୋଧୀ ବୋଲି କୁହାଯିବ

  • @gurucharanasahoo9179
    @gurucharanasahoo9179 2 роки тому +2

    Jay,hoo 👍🙏💪❤️

  • @gautamchandrarout605
    @gautamchandrarout605 2 роки тому

    First Odisha

  • @gopalgopinath151
    @gopalgopinath151 2 роки тому +6

    ଆଗୁଆ ଓଡିଶା

  • @Helios692
    @Helios692 2 роки тому

    Dear leader of Congress in Odisha...Do it from your heart ..Ask to your child's and Cosin , What's comes first ,,
    all Should support to Murmu maim

  • @makarasamarath1371
    @makarasamarath1371 2 роки тому

    Jai jagannath

  • @jagadishchandradas4008
    @jagadishchandradas4008 2 роки тому +1

    ଓଡିଆ ଝିଅକୁ ସମର୍ଥନ ନ କଲେ ଓଡିଶାରେ କଂଗ୍ରେସ ବଂଶ ବୁଡା ହେବ।

  • @jibitpadhan958
    @jibitpadhan958 2 роки тому

    Jay jaganath. Jay shri ram

  • @rajendrasahu7912
    @rajendrasahu7912 2 роки тому +7

    Vote na dele jetiki vote paucha ...setiki b paibani...

  • @hemendrasingh2043
    @hemendrasingh2043 3 місяці тому

    ଯାହା ବି ହେଉ ଆଦିବାସୀ ମାନଙ୍କୁ ନିଶା ମୁକ୍ତ କରାନ୍ତୁ ଆଉ ଶିକ୍ଷିତ କରାନ୍ତୁ ଯାହା କିଛି ବନ୍ଦ ହେଉ କି ନ ହେଉ ଆଗ ହାଣ୍ଡି ଆ ବନ୍ଦ ହେଉ

  • @dambarudharhuika7082
    @dambarudharhuika7082 2 роки тому

    ନବୀନ ପଟ୍ଟନାୟକ କହିଛନ୍ତି ନବୀନ ପଟ୍ଟନାୟକ ଯେଉଁଠି ନରେନ୍ଦ୍ର ମୋଦୀ ସେହିଠି ବୁଝିଲେ ତ ଆଉ କେତେବେଳେ କେମିତି ଗୋଟେ କଥା

  • @rangaballavrout8226
    @rangaballavrout8226 2 роки тому

    God.bleseyou

  • @ranjanmallick3133
    @ranjanmallick3133 2 роки тому

    Good decision

  • @sujitpanda1749
    @sujitpanda1749 2 роки тому +2

    ଆମେ ସମସ୍ତେ ଓଡ଼ିଶାବାସୀ ଜାଣିଛୁ , କଂଗ୍ରେସ୍ ଗୋଟିଏ ଜାତୀୟ ଦଳ ,ତେଣୁ ଦଳ ଯେଉଁ ନିଷ୍ପତି ନେବ ତାହା ସମସ୍ତେ ମାନିବା ପାଇଁ ବାଧ୍ୟ । ତେଣୁ ସେମାନଙ୍କ ଉପରେ କୌଣସି ଚାପ ନ ପକେଇବା ଉଚିତ୍ ।

  • @biswalbiswal1314
    @biswalbiswal1314 2 роки тому

    🙏🙏👍

  • @manojkumarbehera6014
    @manojkumarbehera6014 2 роки тому

    ଆଗ ମାଟି ତାପରେ party.

  • @ashoknanda1170
    @ashoknanda1170 2 роки тому +5

    ODIYA MATI AGA
    PARTY PARE
    ODIYA KU SUPPORT KARA
    JAI JAGANNATH

  • @kishorchandrabehera8971
    @kishorchandrabehera8971 2 роки тому

    ସମର୍ଥନ ନ କଲେ, 0 ହେବ, କଂଗ୍ରେସ ଦଳ

  • @rabindrarath1070
    @rabindrarath1070 2 роки тому +1

    Draupadi murmu is the pride of Odisha. All mp of Odisha should support Draupadi murmu.

  • @sureshchandradas88
    @sureshchandradas88 2 роки тому +1

    कांग्रेस को 440 वोल्ट का झटका....अब क्या करेंगे?

  • @kunuahujakunukunu1057
    @kunuahujakunukunu1057 2 роки тому

    💯 Right congres

  • @bibekanandanaik3509
    @bibekanandanaik3509 2 роки тому

    Party design very important for Congress party MLA,MP in Odisha.

  • @rajendradash2758
    @rajendradash2758 2 роки тому

    Odisha conress should support Mrs D Murmu 🙏

  • @chandrapanda7222
    @chandrapanda7222 2 роки тому +4

    ଗିରିଧର ଗମାଙ୍ଗ ର ପରିସ୍ଥିତି ନ ଆସିବା ପୂର୍ଵ ରୁ ଭଲ ଭାବେ ଚିନ୍ତା କରନ୍ତୁ.

  • @ranjitkumarjena8494
    @ranjitkumarjena8494 2 роки тому +3

    Jadi congress party Odisha ra daupadi murmu nku vote nadianti tahele Odisha congress party patan heba ye Odisha ra garba and gourav

  • @binaymohanty1976
    @binaymohanty1976 2 роки тому

    Vote for Yoshwant Sinha as congress leaders.... Country first. India is also our soil.. Without fear. Just vote.

  • @97cR-Indian
    @97cR-Indian 2 роки тому +3

    BJD,JMM , BTP teene party Support karibe

  • @bhograinribloggersapan4381
    @bhograinribloggersapan4381 2 роки тому

    Please everyone accept our Odisha our life

  • @dibyashudevraj
    @dibyashudevraj 2 роки тому

    Ist ଓଡିଶା

  • @pradeepkumarsethy8331
    @pradeepkumarsethy8331 2 роки тому

    ପ୍ରଥମେ ମାଟି ପରେ ପାଟି

  • @luchanjhankar9687
    @luchanjhankar9687 2 роки тому

    My best India

  • @pabitra2723
    @pabitra2723 2 роки тому

    They should vote for suitable candidate
    Everything will be ok

  • @muralidhar9215
    @muralidhar9215 2 роки тому

    Jay Congress

  • @rameshchandrabehera6489
    @rameshchandrabehera6489 2 роки тому +3

    At first Odisha. Then Nation and Party'. Draupadi Murmu is a great and strong lady. I request to all congress MLA and M P kindly vote to Draupadi Murmu.

  • @santoshbarik146
    @santoshbarik146 2 роки тому

    Support to Odisha President Congress team plz

  • @kunuahujakunukunu1057
    @kunuahujakunukunu1057 2 роки тому

    Congress

  • @gunanidhidas2790
    @gunanidhidas2790 2 роки тому

    1.ଆପଣ ଙ୍କ ପରିବାର ଆଗେ ନାଁ ପାଟି ଆଗେ କୁହନ୍ତୁ ?
    2.ଆପଣ ଙ୍କ ମାଟି ଆଗେ ନାଁ ପାଟି ଆଗେ କୁହନ୍ତୁ ?

  • @umakantapradhan9739
    @umakantapradhan9739 2 роки тому +6

    Ethi ru jana jiba congress Odisha ku kete gurutwa deuchi

  • @gaganbiharisamantaray1122
    @gaganbiharisamantaray1122 2 роки тому +3

    BJD vote goes to Draupadi murmu congress vote Draupadi murmu

  • @dituvlogs_
    @dituvlogs_ 2 роки тому +4

    Congress mla au mp drupadi murmu ku na jitaile odisha ra loka mane tanku bhi pane debe

  • @prabinsamal2774
    @prabinsamal2774 2 роки тому +4

    Odisha ku jadi vote na deba tahele Rahul Gandhi valia Tamar Odisha re dasa hena

  • @akshayakurout4136
    @akshayakurout4136 2 роки тому

    Party Aga

  • @dlhr9433
    @dlhr9433 2 роки тому

    Aaga maati maa

  • @ashmitswain5045
    @ashmitswain5045 2 роки тому

    Odisha congress must support Smt Draupadi Murmu.Or less it will be a black spot in Congress's face forever .

  • @duryodhansahoo3718
    @duryodhansahoo3718 2 роки тому +1

    ସିହ୍ନା ସାର୍ ଓ ଦ୍ରୌପଦୀ ମଧ୍ୟରେ ଯିଏ ଜ୍ଞାନୀ ବୁଦ୍ଧିମାନ ତାକୁ ଭୋଟ ଦିଆଯାଉ। Rubberstamp ରାଷ୍ଟ୍ରପତି ଭାରତ ଚାହେନା।

  • @madhusudanroutray3622
    @madhusudanroutray3622 2 роки тому

    Maa marjyada aaga.All should be one.

  • @anilgouda8960
    @anilgouda8960 2 роки тому

    I support droupadi murmu

  • @shyamsundarpati1989
    @shyamsundarpati1989 2 роки тому +1

    First maa Mati then party.

  • @bijaykumarrout4161
    @bijaykumarrout4161 2 роки тому +1

    Sura should be asked

  • @chandrasekharbehera7127
    @chandrasekharbehera7127 2 роки тому

    ସୁର ଭାଇ କୁ ପଚାର

    • @manashpuhan7729
      @manashpuhan7729 2 роки тому

      Sura bhai para kahile Sonia jaha kahiba. Arthat Sonia tankara maa ODISHA tankara nunhe. Sura bhai tikie 2024 katha bhaba matra 2 years. Apananka personality ku loka bhala paanti, apana agni parikhya debe sara ODIA dekhiba.

    • @manashpuhan7729
      @manashpuhan7729 2 роки тому

      Sura bhai para kahile Sonia jaha kahiba. Arthat Sonia tankara maa ODISHA tankara nunhe. Sura bhai tikie 2024 katha bhaba matra 2 years. Apananka personality ku loka bhala paanti, apana agni parikhya debe sara ODIA dekhiba.

  • @rulisapocilps3317
    @rulisapocilps3317 2 роки тому

    No it is clear they wll vote as per party support

  • @sk.tarikuddin785
    @sk.tarikuddin785 2 роки тому

    Congress jindabaad

  • @pinakipanda211
    @pinakipanda211 2 роки тому +2

    କିଛି ହବନି ମୟୂରଭଞ୍ଜ ର କୌଣସି ବିକାଶ ହେବନି , ସେ ତାଙ୍କ ନା ନେବେ, ଆଉ କଂଗ୍ରେସ ତା ନିଜ ଦଳକୁ ସମର୍ଥନ ଦେବା ଉଚିତ୍ ହେବ

    • @tapankumarbehura740
      @tapankumarbehura740 2 роки тому +1

      ଆରେ ଓଡିଶା ମାଟି ku ଟିକେ ଭଲ paao

    • @pinakipanda211
      @pinakipanda211 2 роки тому

      @@tapankumarbehura740 ଭାଇ ମୁଁ ବି ଆମ ଓଡ଼ିଶା କୁ ବହୁତ୍ ଭଲ ପାଏ, କିନ୍ତୁ ଯାହାକୁ ରାଷ୍ଟ୍ରପତି କଲେ ସେ ଓଡ଼ିଆଙ୍କ ପାଇଁ କିଛି ବି କରିନାହାନ୍ତି, ନା ମୟୂରଭଞ୍ଜ ପାଇଁ କିଛି, କରିଛନ୍ତି, କେତେଟା ଇଣ୍ଡଷ୍ଟ୍ରି ଆଣିଛନ୍ତି

  • @k.kamaleswarighatal7347
    @k.kamaleswarighatal7347 2 роки тому +2

    Congress chada
    Bjd other wise
    BJP jai
    Kitchi bhala kamo karanthu🤫

  • @soumyaranjanswain3944
    @soumyaranjanswain3944 2 роки тому +3

    Sabu pare odisha ra mati ma ku dekha nahele auhri talaku khasijiba Congress

  • @sidharthbirua7604
    @sidharthbirua7604 2 роки тому

    Mu v jone congress team ro ahu Mayurbhanj ro v Jodi murmu ku abe vote no debe taha hele bhuli jibi party ku

  • @bibekanandaprusty651
    @bibekanandaprusty651 2 роки тому

    Althogh smt. Murnuji belngs to Odisha, she was politically backed by B.J.P. in her politcal carrier.She must carry out the agenda of political party from which her name was sponsered. On this point of view voting will be as per political decision of difference partiies belong to different ideology.

  • @dhane139
    @dhane139 2 роки тому

    Ji a hau amar kana achi ame kama karibu au khaibu

  • @narottambarik8097
    @narottambarik8097 2 роки тому

    First mati after party

  • @debajanipradhan2915
    @debajanipradhan2915 2 роки тому

    Samaste samarthana kariba katha jehetu Sea ama odisha ra jhia.

  • @romanticsongs-z4d
    @romanticsongs-z4d 2 роки тому

    Jie nadaba nama naba re 2024 re odisha kehi vot debeni

  • @9090571312
    @9090571312 2 роки тому +1

    Twist asigala. 😂

  • @dilipjena28
    @dilipjena28 2 роки тому

    Congrass mla should support otherwise congrass will 0 in 2024

  • @shortsnewsstation6157
    @shortsnewsstation6157 2 роки тому

    Voteee change kariba sethi

  • @i_amhbb
    @i_amhbb 2 роки тому

    Asubidha kouthi rahila jadi birodhi rahibeni?? Ae sarkar kou kamaku???
    Tahele tanku independent candidate kara houni sarba daliya samarthan rahiba..
    Han draupadi murmu nka pain vote magipariba...kintu forcefully nuha..jete jana President candidate achhanti samastanka vote magibar adhikar achhii..
    #I support president murmu

  • @asishnath9023
    @asishnath9023 2 роки тому

    Samasta sadasya ku anurodh Draupadi Murmu ku samarthan diantu.......
    Eha rajniti ru urdhare

  • @debasishpradhan7184
    @debasishpradhan7184 2 роки тому +4

    Aaga mati ta pare party. Na hele odia maph karibeni.

    • @drpradeepkupaikaray6438
      @drpradeepkupaikaray6438 2 роки тому

      ମାଟି ପାଇଁ election ଜିତିଛନ୍ତି ନା ପାର୍ଟି ପାଈଁ?

  • @subhajitmohanty9781
    @subhajitmohanty9781 2 роки тому +1

    Jadi odisha ra gouraba ku pradhnya nadiya jai se jau dala hauna kahik..nacheta bhogiba....9 ru 0 habaku time lagibani