#kolkata

Поділитися
Вставка
  • Опубліковано 11 вер 2024
  • କୋଲକାତା ଆରଜି କର ମେଡିକାଲରେ ଘଟିଥିବା ଘଟଣାକୁ ନେଇ ଅଭିନେତ୍ରୀମାନେ ମଧ୍ୟ ଭୟଭୀତ । କେମିତି ରାତି ଅଧରେ ସୁଟିଂ ସେଟରୁ ଫେରନ୍ତି ? କହିଲେ ଦୁଷ୍କର୍ମକାରୀ ସଞ୍ଜୟ ଯେମିତି କରିଛି, ତାକୁ ସେମିତି ଦଣ୍ଡ ମିଳୁ...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaRe...
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Od...
    Instagram: / odishareporter_official
    #KolkataMurder #RGkarHospital #DoctorRape #OdiaActress #RapeAndMurder #OdishaReporter

КОМЕНТАРІ • 394

  • @Reenabehera0
    @Reenabehera0 22 дні тому +161

    Maha mahima khanda pitha supreme court jaha kahile thik kahile samasta jhia huantu ba maa huantu ba tiki jhia huantu samasta nku strong security darkar Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭🙏🏻😭🙏🏻😭🙏🏻😭😭❤

  • @ProbingVisions
    @ProbingVisions 21 день тому +142

    ମୁଁ ତ କହିବି, ତାକୁ ବାଘ ମୁହଁରେ ଦେଇଦିଅ, ସେତିକି ଖିନ୍ ଭିନ୍ ହୋଇ ମରୁ 👍👍👍

  • @ArjunaMuduli
    @ArjunaMuduli 21 день тому +159

    ସଞ୍ଜୟ ରୟଙ୍କୁ ରାବଣ ପୋଡ଼ି ଭଳି ଜିଅନ୍ତା ନିଆଁ ଲଗେଇ ଦିଅ

    • @jagabandhudakua9592
      @jagabandhudakua9592 17 днів тому +1

      ତାକୁ ବଲି କା ବକରା ବନେଇ କି ଯିଏ ପ୍ରକୃତ ଦୋଷୀ ସିଏ ଏବେ ବି ଖୋଲା ରେ ବୁଲୁଛନ୍ତି ଆଉ ଏହା କୌଣସି ଜଣଙ୍କର କାମ ନୁହେଁ

  • @SradhanjaliSamal-rd2nx
    @SradhanjaliSamal-rd2nx 21 день тому +26

    ହେ ପ୍ରଭୁ ଜଗନ୍ନାଥ ତୁମେ କୁହ ଝିଅମାନେ କଣ ଖେଳନା😭😭 ଏ ପୁରୁଷ ସମାଜ ସବୁବେଳେ ନାରୀମାନଙ୍କ ଉପରେ ଏତେ ଅତ୍ୟାଚାର ଅନ୍ୟାୟ କରୁଛନ୍ତି ହେ ଜଗା କେମିତି ସହୁଛ😭

  • @RebatiNayak-xy3gz
    @RebatiNayak-xy3gz 22 дні тому +176

    ତାକୁ ସେମିତୀ ମାରିବା ଦରକାର ଯେମିତି ସେ ଝିଅ ମରିଚି, ସେମିତି କଷ୍ଟ ପାଇବା ଦରକାର ଯେମିତି ସେ ଝିଅ ପାଇଁଚି, ସେମିତି ଚିତ୍କାର କରିବା ଦରକାର ଯେମିତି ସେ ଝିଅ କରିଚି। କଳବଳ ହେଇକି ମରିବା ଦରକାର 😭😭😞😞

    • @ONLYFORU752
      @ONLYFORU752 21 день тому +2

      Right 👍

    • @durjyodhanbehera3278
      @durjyodhanbehera3278 21 день тому

      Bahut badhia kahila❤❤❤

    • @baidehikisan8402
      @baidehikisan8402 20 днів тому +1

      Absolutely right se jetiki kasta deiki marichi na ta tharu au 10 guna sasti deiki mariba darkar😡😡😡😡

    • @jagabandhudakua9592
      @jagabandhudakua9592 17 днів тому +1

      @@RebatiNayak-xy3gz
      ଏହା ଜଣଙ୍କର କାମ ନୁହେଁ ଭଉଣୀ ଏକ ରୁ ଅନେକ ଅଛନ୍ତି ଏଇ କାଣ୍ଡ ରେ ସାମିଲ ଆଉ ପ୍ରକୃତ ନ୍ୟାୟ ତା ବାପା, ମା ଆଉ ତାର ଅମର ଆତ୍ମା କୁ ମିଳିବ ବୋଲି ମତେ ଲାଗୁନି କାହିଁକି ନା ରାଜନୀତି ପସିସାରିଲାଣି ଆଉ ଯୋଉମାନେ ବି ଏଇ କାଣ୍ଡ କରିଛନ୍ତି ସେମାନେ ବି ରାଜନୀତି ସହିତ ଜଡିତ

    • @RebatiNayak-xy3gz
      @RebatiNayak-xy3gz 16 днів тому

      @@jagabandhudakua9592 right bro 😞😞😭

  • @EVJAMUNAPATRA
    @EVJAMUNAPATRA 21 день тому +58

    Direct ମାରି ଦିଆଯାଉ ଏତେ ସରକାର ଙ୍କୁ ଗୁହାରି କରିବା ଦରକାର ନାଇଁ, କାରଣ ସରକାର ବୁଝି ପାରିବ ନାଇଁ ଏ କଷ୍ଟର

  • @gaytrimisra
    @gaytrimisra 22 дні тому +82

    ଏଇଟା ହେଉଛି ସେଇ ଦେଶ ,ଯୋଉଠି ନାରୀ ଙ୍କ ସନମାନ ପାଇଁ ମହାଭାରତ ହେଇଥିଲା,bt ଏବେ ଦେଖ ........😢😢😢😢

  • @belamatijani
    @belamatijani 21 день тому +31

    ହେ ଭଗବାନ ଝିଅ ମାନଂକ ସହିତ କାହିଁକି ଏମିତି ହେଉଛି 😢😢😢

  • @RudraPattnaik-rj2xr
    @RudraPattnaik-rj2xr 22 дні тому +58

    ଆଜିକାଲି କେହି ନିଜର ନୁହଁ ଘରେ ଘରେ ବିପଦ 😢😢

  • @mamunientertainment278
    @mamunientertainment278 22 дні тому +109

    ମୋ ମତ ଯେ ସେ ସଞ୍ଜୟ କୁ public ପାଖରେ ଛାଡି ଦିଅ ତାପରେ public ଯାହା କରିବା କଥା କରିବ ତାପରେ gov. Rule କରୁ କି ଆଗକୁ ଯଦି କିଏ ଏମିତି କରେ ତାକୁ ବି ଦଣ୍ଡ ମିଳିବ justice for moumita didi

  • @Santoshtadingi-qg8vr
    @Santoshtadingi-qg8vr 18 днів тому +7

    ସରକାର ଯଦି ଦାୟିତ ନେଇପାରିବେ ନାହଁ ଛାଡିଦିଅ ଆମକୁ ଦାୟିତ ଦିଅ ମାଗଣାରେ ବେକ କାଟି ଦେବୁ ଟଙ୍କା ଟି ନେବୁନାହିଁ ପୁରା ମାଗଣାରେ ଉଡ଼େଇ ଦେବୁ

  • @user-pv3nl7ki7l
    @user-pv3nl7ki7l 21 день тому +20

    ସଞ୍ଜୟ ର ଗୁପ ଟାଂଗ କାଟୀ ଦିଆ

  • @saroj1296
    @saroj1296 21 день тому +15

    କେତେ ଗରିବ ଝିଅ ଅକାଳ ରେ ଝଡି ପଡୁଛନ୍ତି। ସେମାନଙ୍କୁ ବି ନ୍ୟାୟ ଦେବା ଦରକାର

  • @user-kp7uz4sz9c
    @user-kp7uz4sz9c 21 день тому +18

    ପୁରୁଷ ପ୍ରଧାନ ସମାଜରେ ପୁରୁଷଙ୍କ ହାତରେ ଆଇନ ଅଛି.. ତ ସେମାନେ ହିଁ ଘୋଡେଇ ଆସୁଛନ୍ତି ଏଭଳି ପୁରୁଷ ଅପରାଧୀ ମାନଙ୍କୁ...ଗୋଟେ ନାରୀ କୁ ପଚାର ଦଣ୍ଡ କଣ ହେବା ଉଚିତ?
    ଦଣ୍ଡ ଏମିତି ଛତିଥରା ଓ ଭୟାନକ ହେବା ଉଚିତ କି ଗୋଟେ ଏକାକିନୀ ନାରୀ କୁ ଦେଖିଲେ ପୁରୁଷକୁ ଲାଗିବ କି ୟାକୁ ଛୁଇଁବି ଯଦି ମରିବି... ମାନେ ସିଧା ଯମପୁର,, ତାହେଲେ ଯାଇ ଯେତେ ନିଶାରେ ଥିଲେ ମଧ୍ୟ ଏମାନେ ନାରୀର ଛାଇ କୁ ବି ସ୍ପର୍ଶ କରିବାକୁ ଡ଼ରିବେ l ଦଙ୍ଗା ସମୟରେ ପୋଲିସ ଲାଠଚାର୍ଜ କରୁଛି,, ସାମାନ୍ୟ ଭିଡ଼ ଗହଳି କଣ୍ଟ୍ରୋଲ କରିବା ପାଇଁ ସାଧାରଣ ଲୋକଙ୍କୁ ଲାଠିଚାର୍ଜ କରୁଛି...ହେଲମେଟ ପାଇଁ ଫାଇନ କରୁଛି,,, ଆଉ ଏ ଭଳି ଜଘନ୍ୟ ଅପରାଧୀ କୁ ଦଣ୍ଡ ଦେଲା ବେଳକୁ ଚୁପ୍,, ହଁ ଗୋଟେ ଝିଅ ର ଅସୁବିଧା କଥା ଏମାନେ ବୁଝିବେ ବା କେମିତି? ଯଦି ବଳାତ୍କାର ପାଇଁ କଠୋର ଦଣ୍ଡ ବିଧାନ ରହିବ,,, ଅନେକ ନେତା ମନ୍ତ୍ରୀ, ବଡ଼ ବଡ଼ ପଦ ପଦବୀଧାରି ପରା ନିମିଷକମଧ୍ୟରେ ଭିତରକୁ ପଳେଇବେ... ଫାଶୀ ଦଣ୍ଡ କିମ୍ବା ଏନ୍କାଉଣ୍ଟର ବ୍ୟବସ୍ଥା କରିବେନି ଏମାନେ! ନିର୍ଭୟା କେସ ରେ ଜଣେ ମହିଳା ଆଡଭୋକେଟ ହିଁ ନାରୀ ର ଦୁଃଖ ବୁଝିପାରି ତାକୁ ନ୍ୟାୟ ଦେଲେ... ତଥାପି ବି ବଳାତ୍କାର ମାନସିକତା ରଖୁଥିବା ଲୋକଙ୍କୁ ଏହା ଦୋହଲେଇ ପାରିଲାନି... କଣ ଲାଭ ହେଲା... ଗୋଟେ ଝିଅ ର ତ କ୍ଷତି ଆଉ କ୍ଷତ ସେମତି ରହିଗଲା ସବୁଦିନ ପାଇଁ... ଆଉ ଛାଡ଼ି ଦେଇଗଲା ନାରୀ ଜାତିଙ୍କ ମନରେ ଆତଙ୍କ l ଏ ଭଳି ନ୍ୟାୟ ସତେ ଯେମିତି ନାରୀ ସମାଜ କୁ ଉପହାସ କରୁଛି ଦୁର୍ବଳ ଓ ଅବହେଳିତ ବୋଲି। ହେଲେ ପ୍ରିକସନ ଇଜ୍ ବେଟର ଦାନ୍ କ୍ୟୋର ନୀତିରେ ଏମିତି କଠୋର ଦଣ୍ଡ ର ବ୍ୟବସ୍ଥା ହେବା ଉଚିତ ରେପ କେସ ର ଇମେଡିଏଟ (ସର୍ବାଧିକ ଗୋଟେ ସପ୍ତାହ) ଇନଭେଷ୍ଟଗେସନ କରି ଦୋଷୀ କୁ ତୁରନ୍ତ ଫାଶୀ ଦିଆଯାଉ କିମ୍ବା ଭୋକିଲା ଜନ୍ତୁ ମାନଙ୍କ ମଧ୍ୟକୁ ଠେଲି ଦିଆଯାଉ ଛଟପଟ ହୋଇ ମରିବା ପାଇଁ ନହେଲେ କମସେ କମ ଗୋଟେ ହାତ କାଟି ତା ମୁହଁରେ ବଡ଼ ବଡ଼ ଅକ୍ଷର ରେ ପର୍ମାନେଣ୍ଟ ଟାଟୁ କରିଦିଅ କି "ମୁଁ ଅମକ ର ବଳାତ୍କରୀ ".... ଆଧାର କାର୍ଡ ରେ ନାଁ ଆଗରୁ ବଳାତ୍କରୀ ଉପାଧି ଲଗେଇଦିଅ ଏବଂ ପ୍ରତ୍ୟେକଟି ଜିନିଷ କିଣିବା ସମୟରେ ଦ୍ରବ୍ୟ ର ୧୦୦୦ ଗୁଣା ମୂଲ୍ୟ ଦବା ବାଧ୍ୟତା ମୂଳକ କରାଯାଇ ସମାଜ ରେ ବଞ୍ଚିବାକୁ ଛାଡ଼ିଦିଅ... ସମାଜ ତାକୁ ସାଇଜ କରିଦେବ... ସେ ନିଜେ ହିଁ ମରିଯିବାକୁ ଚାହିଁବ l
    ନାରୀ ମାନଙ୍କୁ ସର୍ବଦା ଗୋଟିଏ ମାରଣାସ୍ତ୍ର ରଖିବା ପାଇଁ ଅନୁମତି ଦିଆଯାଉ ଏବଂ କମ ସେ କମ ଗୋଟେ ଖୁନ ମାଫ କରିଦିଆ ଯାଉ , ତାପରେ ହେବ ଅସଲ ଖେଳ।
    ନଚେତ୍ ପରିଶେଷରେ ସେଇ ବାସୁଦେବ କୃଷ୍ଣ ହିଁ ଭରଷା, ସେ ହିଁ ରକ୍ଷା କରିପାରିବେ ଏ ନାରୀ ଜାତିକୁ ଆଉ କେହିନୁହେଁ! 😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢😢

    • @jagabandhudakua9592
      @jagabandhudakua9592 17 днів тому

      @@user-kp7uz4sz9c
      ବହୁତ୍ ସୁନ୍ଦର ଉପସ୍ଥାପନା କରିଛନ୍ତି ଆଜ୍ଞା, ଆପଣ କିଏ ମୁ ଜାଣିନି କିନ୍ତୁ ଆପଣ ଯୋଉ କହିଲେ ଯିଏ ବଳାତ୍କାର କରି ମାରି ଦେଉଚି ତାର ହାତ ଗୋଡ କାଟିକି etc etc କରିକି ଛାଡ଼ି ଦିଆଯାଉ.....ଏମିତି କଲେ ମାନବାଧିକାର ବାଲାଏ ଲାଗିଯିବେ ଭାରତ ପଛରେ ଏଇ ମାନବାଧିକାର ବାଲା କୁଆଡେ ଯାଆନ୍ତି କେଜାଣି ଏଇ ସବୁ ଘଟଣା ଯେତେବେଳେ ଘଟେ

    • @user-kp7uz4sz9c
      @user-kp7uz4sz9c 17 днів тому

      @@jagabandhudakua9592 ମହାଶୟ, ଯଥେଷ୍ଟ ସମ୍ମାନ ଜଣାଉଛି କି ଆପଣ ଏଭଳି ଘଟଣା ପ୍ରତି ସମ୍ବେଦନଶୀଳତା ପ୍ରକାଶ କରିଛନ୍ତି। ନାରୀ କୁ ଆପଣ ଯଥେଷ୍ଟ ସମ୍ମାନ ମଧ୍ଯ କରନ୍ତି। ବହୁତ କମ୍ ଜଣ ଥାଆନ୍ତି ଆଜ୍ଞା.. ଯେ କି ନାରୀ ମାନଙ୍କ ପାଇଁ ଚିନ୍ତା କରନ୍ତି ... ଆପଣ ତ ନାରୀ ପାଇଁ ମାନବାଧିକାର କଥା କହିଛନ୍ତି .. ସେଥିପାଇଁ ଧନ୍ୟବାଦ।🙏 ହେଲେ ଦୁଃଖ ର ସହ କହିବାକୁ ପଡୁଛି କି ନାରୀ ର ଦୁଃଖ କେବଳ ଜଣେ ନାରୀ ହିଁ ବୁଝି ପାରିବ.. ଏହା କେବଳ ଆପଣଙ୍କୁ କହୁନାହିଁ ଆପଣଙ୍କ ମାଧ୍ୟମରେ ଏ ସମାଜକୁ କହୁଛି... ସମୟ ଓ ଧୈର୍ଯ୍ୟ ଅଛି ଯଦି ନାରୀ ର ମନର ବ୍ୟଥା କୁ ଶୁଣନ୍ତୁ ଆଜ୍ଞା.. ସମସ୍ତେ ଉପରକୁ ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ ଦେଉଥିଲେ ମଧ୍ୟ ନାରୀ ର ଅନ୍ତର ର ବେଦନା କେହି ବୁଝି ପାରିବେନି ଆଜ୍ଞା.. ଏବେ ଆପଣଙ୍କର ମାନବ ଅଧିକାର କଥା ଉଠାଉଛନ୍ତି ନା ?!! ନାରୀ ତ ଯେମିତି ମାନବ କେଟଗୋରୀ ରେ ଆସେନି ...??? ତାର ଅଧିକାର ଆସିବ ବା କୁଆଡୁ? ତାର ସ୍ବପ୍ନ, ଜୀବନ ଆଉ ଭବିଷ୍ୟତ କୁ କେତେଦିନ ଯାଏ ଏମିତି ପାଦ ତଳେ ଦଳି ଚାଲିଥିବ ଏ ପୁରୁଷ ସମାଜ..??? କହିପାରିବେ??
      ଆଉ ବାକି ରହିଲା ସେ ରାକ୍ଷସ କଥା,,ତାକୁ ମାରିବାକୁ କିଏ ଚାହୁଁଛି? ଦୋଷ ତ କେବଳ ତାର ନୁହେଁ... ସେ କଣ ପ୍ରକୃତ ଦୋଷୀ କି ? ନା ତାକୁ ମାରିଦେଲେ ସବୁ କିଛି ଠିକ୍ ହେଇଯିବ? ହଁ ସେ ଏ ବର୍ବର କାଣ୍ଡ ଘଟେଇଛି ନିଶ୍ଚୟ... ହେଲେ ଏ ସମାଜରେ ହଜାର ହଜାର ପୁରୁଷ ଅଛନ୍ତି ଯେ କି ଏଭଳି ସୁଯୋଗ ଅପେକ୍ଷାରେ ରହୁଛନ୍ତି .. କିଛି ସଫଳ ହେଇଛନ୍ତି କିଛି ହେଇନାହାନ୍ତି... କିନ୍ତୁ ପ୍ରୟାସ ଜାରି ରଖିଛନ୍ତି..କାହାକୁ ଟିକେ ଛୁଇଁଦେବି କାହାକୁ ଟିକେ ଧରିଦେବି... ଇତ୍ୟାଦି ଇତ୍ୟାଦି... ତେଣିକି ସେ ଝିଅ ର ଯାହା ହଉଚି ହଉଥାଉ... ସେଥିରେ ଆମର କଣ ଗଲା? ଏହି ମାନସିକତାର ଅନ୍ତ କେବେହେବ? ପ୍ରକୃତରେ
      ଆମେ ମାରିବାକୁ ଚାହୁଁ ,ତ ସେ କୁତ୍ସିତ ମାନସିକତା କୁ... ଆଉ ଆଶା କରୁ କାଳେ ୟାକୁ ଦଣ୍ଡ ଦେଲେ ଅନ୍ୟମାନେ ସୁଧୁରି ଯିବେ ବୋଲି..
      ତାକୁ ଦଣ୍ଡ ଦେଇ କିମ୍ବା ମାରି କିଛି ଲାଭ ନାହିଁ... ଚୁଚୁନ୍ଦ୍ରା କୁ ମାରିଲେ ହାତ ଗନ୍ଧେଇବ....ଆମେ ତ ପଚାରୁଛୁ ନାରୀ ପ୍ରତି ପୁରୁଷର ଥିବା ଏ ଘୃଣ୍ୟ ମାନସିକତାର ପରିସମାପ୍ତି କେବେ ଘଟିବ? କେବେ ନାରୀ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ହେଇ ବିଚରଣ କରିପାରିବ? ନା , ସେ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଯିବ...
      ବାକି ରହିଲା ଆପଣଙ୍କ ମାନବାଧିକାର ପ୍ରଶ୍ନ......ସେଥିପାଇଁ ତ ... ହାତରେ
      ନମାରି ଭାତରେ ମାରିବା ଅପ୍ସନ୍ ମଧ୍ୟ ଦେଇଛି ,, ଏ ଭଳି ଅଘଟଣ ପରେ କେବଳ ସେ ନାରୀଟି ହିଁ କଳଙ୍କିତ ଆତଙ୍କିତ ହେଇ କାହିଁକି ବଞ୍ଚିବ... ଜୀବନ ଯାକ କଣ୍ଟକିତ ପଥରେ,ଖଣ୍ଡାଧାରରେ ଚାଲୁଥିବ... ସେମିତି ଅଗ୍ନି ପରୀକ୍ଷା ଦେଇଚାଲିଥିବ ??? ଆଉ ଶେଷରେ ଯୁଝି ଯୁଝି ନିଜ ଜୀବନ ହାରିଦେବ? ବାଃ ରେ ସମାଜ ବାଃ.......ବଳାତ୍କାରୀକୁ ମଧ୍ୟ ତା ଟ୍ୟାଗ ତ ମିଳୁ... ପୀଡ଼ିତାକୁ ପୀଡ଼ିତା ହେଇ ବଞ୍ଚିବାକୁ ପଡୁଛି... ହେଲେ ବାଲାତ୍କରୀ କାଲର୍ ଝାଡି ବୁଲୁଛି,, ସେ ତ ଶିକାର କରିଛି,, କଣ ଭୁଲ କରିଛି କି.....ଭୁଲ୍ ତ ନାରୀର...ସେ ପୁରୁଷ ସାମନାକୁ ଯାଇଛି ,, ଘରୁ ଗୋଡ଼ କାଢି ମରଣ କୁ ବରଣ କରିଛି...ଘରୁ ବାହାରକୁ ବାହାରିଲେ ଲାଗୁଛି ଯେମିତି ବାଘମାନଙ୍କ ସାମ୍ରାଜ୍ୟରେ ବିଚରଣ କରୁଥିବା ଛେଳିଟିଏ ସେ! ଆହା... କେତେବେଳେ ଯେ ଶିକାର ହେଇଯିବ ଜାଣିନି.. ଆଉ ଆଇନ୍ ତ ଅଛି ଆଉ ଗୋଟେ ବାଘ ହାତରେ... ସେ କଣ କହିବ ବାଘର ଭୁଲ! ଅସମ୍ଭବ....ଛେଳିମାନେ ନିଜ ସୁରକ୍ଷା ନିଜେ କର... ସଶକ୍ତ ହୁଅ ...ପେପର୍ ସ୍ପ୍ରେ.. ସେଲଫ୍ ଡିଫେନ୍ସ ଇତ୍ୟାଦି ଇତ୍ୟାଦି.....ଫାଲତୁ ଡ୍ରାମା.....ବୋଧ ହୁଏ ଏହିଭଳି ମାଂସଲୋଭି ନରରାକ୍ଷସମାନଙ୍କ କବଳରୁ ରକ୍ଷା କରିବା ପାଇଁ ନାରୀକୁ ଗୃହବନ୍ଦୀ କରି ରଖାଯାଉଥିଲା ଓ ନାରୀର ପ୍ରହରୀ ହୋଇ ଜଗି ଆସୁଥିଲେ ବାପା,ଭାଇ ଓ ଅନ୍ୟ ହିତେଇଶି ମାନେ,, ସେଇଟାକୁ ନାଁ ଦିଆଯାଇଥିଲା ନାରୀର ମର୍ଯ୍ୟାଦା.. ହେଲେ ଯୁଗେ ଯୁଗେ କଣ ନାରୀ ସେମିତି ଜେଲ୍ ରେ ରହିଥିବ ? ହଁ ଆଉ କିଛି ଅନ୍ୟ ଉପାୟ ହିଁ ନାହିଁ... ... ନା.... ଦୂର୍ଗତିନାସିନୀ ମହିଷାମର୍ଦିନି ଦୁର୍ଗା କେବଳ ଦୁର୍ଗାପୂଜାରେ ପୂଜା ପାଇବେ ପେଣ୍ଡାଲ ଉପରେ ... ହେଲେ ତୁ ସୀତା ଙ୍କ ପରି ଅଗ୍ନିରେ ଆହୁତି ଦେଇଚାଲିିଥିବୁ,,,,,,,ତୁ ପୁଣି ଥରେ ସେ ବନ୍ଦୀ ଜୀବନ ବିତାଇବା ଆରମ୍ଭ କର.... ଏଇଠି କେହି ତତେ ବୁଝିପରିବେନି... ଆରେ ତୁ ତ ତୋ ମା ଭୃଣାଶୟରେ ବି ସୁରକ୍ଷିତ ନୁହଁ.. ଆଉ ନ୍ୟାୟ ର ଆଶା କରୁଛୁ କଣ ପାଇଁ???

  • @artgarden24
    @artgarden24 22 дні тому +230

    ମୋତେ ବି ବାର ବାର exam ଦେବାକୁ hyderabad ରୁ ଓଡିଶା ଯିବାକୁ ପଡେ କେତେବେଳେ bus ରେ କେତେବେଳେ train ରେ ସେଇଥିପାଇଁ ମୁଁ ସବୁବେଳେ safety ପାଇଁ spry ନେଇକି ଯାଏ .

  • @user-yk3rl2pg7w
    @user-yk3rl2pg7w 22 дні тому +53

    ଏଇଦୁଗରେ ସବୁ ପଟିସ କରାଯାଏ ଏଇଜୁଗରେ ଆଉକିଛି ନାହିଁ। ଏହାକୁ ତୁରନ୍ତ ପାଶୀ ଦିଆ ଜାଉ

  • @bikia.t.m1688
    @bikia.t.m1688 22 дні тому +15

    ଆଜିକା ଡେଟ୍ ରେ କେହି ନୁହନ୍ତି କାହାରି। ତେଣୁ କରି ନିଜେ ଠିକ୍ ରୁହ ସବୁ କିଛି ଠିକ୍ ହେଇଯିବ। ଜୟ ଜଗନ୍ନାଥ ❤

  • @SudhasmitaDas-im3zi
    @SudhasmitaDas-im3zi 21 день тому +13

    ଇଏ ସେହି ଦେଶ ଇଏ ସେହି ଭୂମି ଯେଉଁଠି ନାରୀ ର ସମ୍ମାନ ପାଇଁ ରାମାୟଣ ମହାଭାରତ ହୋଇଥିଲା 😢

  • @santoshimehendiart
    @santoshimehendiart 21 день тому +6

    ବିଶ୍ଵରୂପ ଦୀ you are right.... actually ସେମାନଙ୍କୁ ଏମିତି beach ରାସ୍ତାରେ ଗୋଡେଇ ଗୋଡେଇ haniba କଥା

    • @user-yi5su6jq4k
      @user-yi5su6jq4k 21 день тому

      Au se jou bedha biswarupa rati paile gandi au dudha halei rils karuchi yaku kana kariba darakar ame ta toka e sabu dekhile banda uthiba na nai kuha taku kuha semiti rils na kariba pai

  • @SunilBadanayak-z5f
    @SunilBadanayak-z5f 21 день тому +6

    ଦିନ କୁ ଦିନ ଗୋଟି ଗୋଟି କରି ଆକୁଲି କାଟନ୍ତୁ sir please 🙏🙏🙏🙏😭😭😭😭

  • @user-if4cz5cc4e
    @user-if4cz5cc4e 22 дні тому +45

    Encounter nuhna Mu kahuchhi zoo re bagha ku diantu plz bichara bagha mane bhokila achhanti eita perfect

  • @Sukigi
    @Sukigi 22 дні тому +21

    ସଳାର ହାତଗୋକୁ ଖଣୃ ଖଣୃ କରି କାଟିଦୀଆ ଯାଉ

  • @AnjuPatra-xh8jm
    @AnjuPatra-xh8jm 22 дні тому +14

    Thik kahile nidhi

  • @hemantiharijan2653
    @hemantiharijan2653 21 день тому +7

    ତାଙ୍କ ପରିବାରକୁ ନ୍ୟାୟ ନ ମିଳିଲେ ଆଉ ଦଶୀ କି ଛାଡୀ ଦେଲେ ସମସ୍ତେ ସେମିତି କରିବେ ତାକୁ ଦଣ୍ଡ ମିଳିବା ଉଚିତ

  • @samirkumar1951
    @samirkumar1951 21 день тому +5

    ଯେଉଁ ଜିନିଷ ଆଖି ଆଗରେ ଦେଖାଯାଉଛି ତାହାକୁ ଅନ୍ଧ ପରି ବିଶ୍ୱାସ କରିବା ଭୁଲ୍ l ଗୋଟେ ଝିଅ କୁ ରେପ୍ କରି (ମାରିଦିଆ ଗଲା) ମାନେ ଏ ଘଟଣା ରେ କେବଳ ଜଣେ ହିଁ ଦୋଷୀ ନୁହ ଆହୁରି ମଧ୍ୟ ସାମିଲ ଅଛନ୍ତି, ସେମାନେ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି l

  • @AnuParida-n9l
    @AnuParida-n9l 20 днів тому +3

    Chiki jahabi kahichhanti Sabu thhik tq chiki Didi I am proud of you❤❤😘😘😘

  • @SudhasmitaDas-im3zi
    @SudhasmitaDas-im3zi 21 день тому +20

    ସଞ୍ଜୟ ର ଗୁପ୍ତାଙ୍ଗ କୁ କାଟି ଦିଆଯାଉ 😂

  • @KamalkishorSingh-vh2rh
    @KamalkishorSingh-vh2rh 21 день тому +6

    ଫାଶୀ ନୁହଁ ଗୋଡ଼ ହାତ କାଟି ଦିଆଯାଉ

  • @biranchirath6660
    @biranchirath6660 22 дні тому +13

    Right sister

    • @rinkinayak8401
      @rinkinayak8401 14 днів тому

      Mo matare ta deha ki kati se kata jagare Luna Lanka dia jemiti se pachi pachi maru

  • @user-if4cz5cc4e
    @user-if4cz5cc4e 22 дні тому +15

    Tq twinkle mam for your advice

    • @user-yi5su6jq4k
      @user-yi5su6jq4k 21 день тому +1

      Ta swami taku chadichi kana pai tike pacharila

    • @user-if4cz5cc4e
      @user-if4cz5cc4e 21 день тому +1

      Celebrity mananka Thu marriage inspiration nabani

  • @swarajyanayak6559
    @swarajyanayak6559 21 день тому +4

    ଦୋଷୀ କୁ ଫାସୀ ଦିଆଯଉ

  • @minaranijena3345
    @minaranijena3345 15 днів тому +1

    ଗୋଟେ ଗୋଟେ ଅଙ୍ଗ କାଟି ଲଙ୍କା ଆଉ ଲୁଣ ଛିଟା ଦିଆ ଯାଉ ଏହି ଭଳିଆ ଅମଣିଷ କୁ

  • @SumiDas-kp4xf
    @SumiDas-kp4xf 17 днів тому +1

    ଆମେଘର୍ଭ କରି ଥାଉ ଆମ ଭାରତ ଆମ ଓଡିଶା ହେଲେ କଣ ହେବ ଏଠି ତୋ ସୁର ଖ୍ୟା ଜାଗାରେ ଅସୁରକ୍ଷା କାମହେଉଛି ପ୍ରଥମେ ମେଡିକାଲ ଓ ମନ୍ଦିର ଥାନା ସ୍କୁଲ କଲେଜ ସବୁଠୁଟି ରାକ୍ଷସ ଗଣ ଅଛନ୍ତି ଆମେ ନାରୀ ଝିଅ ମା ଭଉଣୀ ମାନେ କେମିତି ସୁରକ୍ଷୀ ତୋ ରହିପାରିବୁ ସରକାର ସେହିଭଳି କଡାସୁ ରକ୍ଷା କରିବା ଦରକାର ଆମେ ନାରୀ ଏବେବି ଅସୁରକ୍ଷା ଅଛୁ 🙏ସେ ଆମଣି ସକୁସେଝିଅ ର ବାପା ମା ଙ୍କ ହାତ କୁ ଟେକି ଦେବାଦରକାର ସେ ଯାହା କରିରିବେ ପବିଲିକି ତା ହା ମିଶି ଭାରତ ବସି କରିବା ଦ ରକା 🙏🙏🙏🙏🙏🙏🙏🙏🙏🙏🌺

    • @user-sh4ej6qq4y
      @user-sh4ej6qq4y 11 днів тому

      Apana jiabi heithantu kintuthiki kahuchhanti

  • @pradeepkumarbiswal5710
    @pradeepkumarbiswal5710 18 днів тому +1

    ସହି ଝିଅ କୁ ଠାକୁର ରେ ସାହା ହୁଅ।❤❤❤❤❤❤❤❤😢😢😢😢😢😢

  • @dharmendrasahu6008
    @dharmendrasahu6008 20 днів тому +1

    Serial ସବୁ ବନ୍ଦ କରାଯାଉ ଆଗ। ଏଇ ଶାଳୀ ମାନେ ସବୁ ଖରାପ message ଦେଉଛନ୍ତି society କୁ।

  • @ananyalenka3608
    @ananyalenka3608 21 день тому +3

    Twinkle apa thik kahichanti 👍🏻nija pakhare kichi na kichi rakhiba katha 🙍🏻‍♀️

  • @SradhanjaliSamal-rd2nx
    @SradhanjaliSamal-rd2nx 21 день тому +2

    ସେ କଲିକତା ହେଉ ବା ଓଡ଼ିଶା କେଉଁଠି ବି ନାରୀ ସୁରକ୍ଷିତ ନୁହେ 😔😭

  • @lijapulei9778
    @lijapulei9778 17 днів тому +1

    Yes current 👍👍🙏🙏🙏😭😭😭😭💔

  • @subhalaxmidas1042
    @subhalaxmidas1042 20 днів тому +1

    Right

  • @user-kp7uz4sz9c
    @user-kp7uz4sz9c 6 днів тому

    ମହାଶୟ, ଯଥେଷ୍ଟ ସମ୍ମାନ ଜଣାଉଛି କି ଆପଣ ଏଭଳି ଘଟଣା ପ୍ରତି ସମ୍ବେଦନଶୀଳତା ପ୍ରକାଶ କରିଛନ୍ତି। ନାରୀ କୁ ଆପଣ ଯଥେଷ୍ଟ ସମ୍ମାନ ମଧ୍ଯ କରନ୍ତି। ବହୁତ କମ୍ ଜଣ ଥାଆନ୍ତି ଆଜ୍ଞା.. ଯେ କି ନାରୀ ମାନଙ୍କ ପାଇଁ ଚିନ୍ତା କରନ୍ତି ... ଆପଣ ତ ନାରୀ ପାଇଁ ମାନବାଧିକାର କଥା କହିଛନ୍ତି .. ସେଥିପାଇଁ ଧନ୍ୟବାଦ।🙏 ହେଲେ ଦୁଃଖ ର ସହ କହିବାକୁ ପଡୁଛି କି ନାରୀ ର ଦୁଃଖ କେବଳ ଜଣେ ନାରୀ ହିଁ ବୁଝି ପାରିବ.. ଏହା କେବଳ ଆପଣଙ୍କୁ କହୁନାହିଁ ଆପଣଙ୍କ ମାଧ୍ୟମରେ ଏ ସମାଜକୁ କହୁଛି... ସମୟ ଓ ଧୈର୍ଯ୍ୟ ଅଛି ଯଦି ନାରୀ ର ମନର ବ୍ୟଥା କୁ ଶୁଣନ୍ତୁ ଆଜ୍ଞା.. ସମସ୍ତେ ଉପରକୁ ବେଟି ବଚାଓ ବେଟି ପଢ଼ାଓ ସ୍ଲୋଗାନ ଦେଉଥିଲେ ମଧ୍ୟ ନାରୀ ର ଅନ୍ତର ର ବେଦନା କେହି ବୁଝି ପାରିବେନି ଆଜ୍ଞା.. ଏବେ ଆପଣଙ୍କର ମାନବ ଅଧିକାର କଥା ଉଠାଉଛନ୍ତି ନା ?!! ନାରୀ ତ ଯେମିତି ମାନବ କେଟଗୋରୀ ରେ ଆସେନି ...??? ତାର ଅଧିକାର ଆସିବ ବା କୁଆଡୁ? ତାର ସ୍ବପ୍ନ, ଜୀବନ ଆଉ ଭବିଷ୍ୟତ କୁ କେତେଦିନ ଯାଏ ଏମିତି ପାଦ ତଳେ ଦଳି ଚାଲିଥିବ ଏ ପୁରୁଷ ସମାଜ..??? କହିପାରିବେ??
    ଆଉ ବାକି ରହିଲା ସେ ରାକ୍ଷସ କଥା,,ତାକୁ ମାରିବାକୁ କିଏ ଚାହୁଁଛି? ଦୋଷ ତ କେବଳ ତାର ନୁହେଁ... ସେ କଣ ପ୍ରକୃତ ଦୋଷୀ କି ? ନା ତାକୁ ମାରିଦେଲେ ସବୁ କିଛି ଠିକ୍ ହେଇଯିବ? ହଁ ସେ ଏ ବର୍ବର କାଣ୍ଡ ଘଟେଇଛି ନିଶ୍ଚୟ... ହେଲେ ଏ ସମାଜରେ ହଜାର ହଜାର ପୁରୁଷ ଅଛନ୍ତି ଯେ କି ଏଭଳି ସୁଯୋଗ ଅପେକ୍ଷାରେ ରହୁଛନ୍ତି .. କିଛି ସଫଳ ହେଇଛନ୍ତି କିଛି ହେଇନାହାନ୍ତି... କିନ୍ତୁ ପ୍ରୟାସ ଜାରି ରଖିଛନ୍ତି..କାହାକୁ ଟିକେ ଛୁଇଁଦେବି କାହାକୁ ଟିକେ ଧରିଦେବି... ଇତ୍ୟାଦି ଇତ୍ୟାଦି... ତେଣିକି ସେ ଝିଅ ର ଯାହା ହଉଚି ହଉଥାଉ... ସେଥିରେ ଆମର କଣ ଗଲା? ଏହି ମାନସିକତାର ଅନ୍ତ କେବେହେବ? ପ୍ରକୃତରେ
    ଆମେ ମାରିବାକୁ ଚାହୁଁ ,ତ ସେ କୁତ୍ସିତ ମାନସିକତା କୁ... ଆଉ ଆଶା କରୁ କାଳେ ୟାକୁ ଦଣ୍ଡ ଦେଲେ ଅନ୍ୟମାନେ ସୁଧୁରି ଯିବେ ବୋଲି..
    ତାକୁ ଦଣ୍ଡ ଦେଇ କିମ୍ବା ମାରି କିଛି ଲାଭ ନାହିଁ... ଚୁଚୁନ୍ଦ୍ରା କୁ ମାରିଲେ ହାତ ଗନ୍ଧେଇବ....ଆମେ ତ ପଚାରୁଛୁ ନାରୀ ପ୍ରତି ପୁରୁଷର ଥିବା ଏ ଘୃଣ୍ୟ ମାନସିକତାର ପରିସମାପ୍ତି କେବେ ଘଟିବ? କେବେ ନାରୀ ମୁକ୍ତ ଆକାଶର ମୁକ୍ତ ବିହଙ୍ଗ ହେଇ ବିଚରଣ କରିପାରିବ? ନା , ସେ ସ୍ବପ୍ନ ସ୍ବପ୍ନ ରେ ହିଁ ରହିଯିବ...
    ବାକି ରହିଲା ଆପଣଙ୍କ ମାନବାଧିକାର ପ୍ରଶ୍ନ......ସେଥିପାଇଁ ତ ... ହାତରେ
    ନମାରି ଭାତରେ ମାରିବା ଅପ୍ସନ୍ ମଧ୍ୟ ଦେଇଛି ,, ଏ ଭଳି ଅଘଟଣ ପରେ କେବଳ ସେ ନାରୀଟି ହିଁ କଳଙ୍କିତ ଆତଙ୍କିତ ହେଇ କାହିଁକି ବଞ୍ଚିବ... ଜୀବନ ଯାକ କଣ୍ଟକିତ ପଥରେ,ଖଣ୍ଡାଧାରରେ ଚାଲୁଥିବ... ସେମିତି ଅଗ୍ନି ପରୀକ୍ଷା ଦେଇଚାଲିଥିବ ??? ଆଉ ଶେଷରେ ଯୁଝି ଯୁଝି ନିଜ ଜୀବନ ହାରିଦେବ? ବାଃ ରେ ସମାଜ ବାଃ.......ବଳାତ୍କାରୀକୁ ମଧ୍ୟ ତା ଟ୍ୟାଗ ତ ମିଳୁ... ପୀଡ଼ିତାକୁ ପୀଡ଼ିତା ହେଇ ବଞ୍ଚିବାକୁ ପଡୁଛି... ହେଲେ ବାଲାତ୍କରୀ କାଲର୍ ଝାଡି ବୁଲୁଛି,, ସେ ତ ଶିକାର କରିଛି,, କଣ ଭୁଲ କରିଛି କି.....ଭୁଲ୍ ତ ନାରୀର...ସେ ପୁରୁଷ ସାମନାକୁ ଯାଇଛି ,, ଘରୁ ଗୋଡ଼ କାଢି ମରଣ କୁ ବରଣ କରିଛି...ଘରୁ ବାହାରକୁ ବାହାରିଲେ ଲାଗୁଛି ଯେମିତି ବାଘମାନଙ୍କ ସାମ୍ରାଜ୍ୟରେ ବିଚରଣ କରୁଥିବା ଛେଳିଟିଏ ସେ! ଆହା... କେତେବେଳେ ଯେ ଶିକାର ହେଇଯିବ ଜାଣିନି.. ଆଉ ଆଇନ୍ ତ ଅଛି ଆଉ ଗୋଟେ ବାଘ ହାତରେ... ସେ କଣ କହିବ ବାଘର ଭୁଲ! ଅସମ୍ଭବ....ଛେଳିମାନେ ନିଜ ସୁରକ୍ଷା ନିଜେ କର... ସଶକ୍ତ ହୁଅ ...ପେପର୍ ସ୍ପ୍ରେ.. ସେଲଫ୍ ଡିଫେନ୍ସ ଇତ୍ୟାଦି ଇତ୍ୟାଦି.....ଫାଲତୁ ଡ୍ରାମା.....ବୋଧ ହୁଏ ଏହିଭଳି ମାଂସଲୋଭି ନରରାକ୍ଷସମାନଙ୍କ କବଳରୁ ରକ୍ଷା କରିବା ପାଇଁ ନାରୀକୁ ଗୃହବନ୍ଦୀ କରି ରଖାଯାଉଥିଲା ଓ ନାରୀର ପ୍ରହରୀ ହୋଇ ଜଗି ଆସୁଥିଲେ ବାପା,ଭାଇ ଓ ଅନ୍ୟ ହିତେଇଶି ମାନେ,, ସେଇଟାକୁ ନାଁ ଦିଆଯାଇଥିଲା ନାରୀର ମର୍ଯ୍ୟାଦା.. ହେଲେ ଯୁଗେ ଯୁଗେ କଣ ନାରୀ ସେମିତି ଜେଲ୍ ରେ ରହିଥିବ ? ହଁ ଆଉ କିଛି ଅନ୍ୟ ଉପାୟ ହିଁ ନାହିଁ... ... ନା.... ଦୂର୍ଗତିନାସିନୀ ମହିଷାମର୍ଦିନି ଦୁର୍ଗା କେବଳ ଦୁର୍ଗାପୂଜାରେ ପୂଜା ପାଇବେ ପେଣ୍ଡାଲ ଉପରେ ... ହେଲେ ତୁ ସୀତା ଙ୍କ ପରି ଅଗ୍ନିରେ ଆହୁତି ଦେଇଚାଲିିଥିବୁ,,,,,,,ତୁ ପୁଣି ଥରେ ସେ ବନ୍ଦୀ ଜୀବନ ବିତାଇବା ଆରମ୍ଭ କର.... ଏଇଠି କେହି ତତେ ବୁଝିପରିବେନି... ଆରେ ତୁ ତ ତୋ ମା ଭୃଣାଶୟରେ ବି ସୁରକ୍ଷିତ ନୁହଁ.. ଆଉ ନ୍ୟାୟ ର ଆଶା କରୁଛୁ କଣ ପାଇଁ???

  • @dhirendranathrout3005
    @dhirendranathrout3005 22 дні тому +8

    ଏହା ପାଇଁ ଏଡ୍ଭାନ୍ସ୍ ଶିକ୍ଷା ହିଁ ଦାୟୀ।

  • @SaratSahu-u9i
    @SaratSahu-u9i 18 днів тому +1

    Very
    Good

  • @soumyaranjansahoo367
    @soumyaranjansahoo367 21 день тому +1

    Twinkle di apana bilkul thik katha kahile

  • @s.mishra9509
    @s.mishra9509 21 день тому +4

    Neha pura thik kahichi ....ekdum thik katha

    • @user-yi5su6jq4k
      @user-yi5su6jq4k 21 день тому

      Au sie jou bedha chiki rati pahile gandi dudha halei rils karuchi kana thik karuchi ame toka banda uthiba na nai kuha

  • @hulashmajhi7571
    @hulashmajhi7571 19 днів тому +1

    ମମତା ବାନାର୍ଜୀ ସହିତ ଆସାମୀ ମାନଂକୁ ଫାସି ହଵାଦରକାର

  • @pramodbehera9995
    @pramodbehera9995 22 дні тому +13

    Right kahichi chiki

  • @kailashsahoo8919
    @kailashsahoo8919 17 днів тому

    Right sister ଏଠି ଆଇନ ଅନ୍ଧ ସରକାର ହାରାମି

  • @SasmitaMahanta-h5r
    @SasmitaMahanta-h5r 21 день тому +2

    Right🙏🙏🙏🙏

  • @madhusmitanayak332
    @madhusmitanayak332 21 день тому +1

    Hlo Tapu dii... Gd job didi.... ❤

  • @debashissuna1737
    @debashissuna1737 17 днів тому

    Thank biswarupa madam

  • @kameswargochhayat
    @kameswargochhayat 21 день тому +2

    ବିଶ୍ଵରୂପା ବେଧେଇ କେତେ ଡେଂଜର ରେ ବାପ ରେ କିଂନ୍ତୁ ଦଣ୍ଡ ଦେବା ଦରକାର ଆଇନ ଅନୁସାରେ

  • @sarojsethi1129
    @sarojsethi1129 21 день тому +1

    Thiki kahila nidhi

  • @asissahoo2046
    @asissahoo2046 19 днів тому

    Right,,, didi,, bisowrupa,,,, amiti kale thiki👍🏾👍🏾👍🏾👍🏾

  • @Indumatijakakaindumatijakaka
    @Indumatijakakaindumatijakaka 21 день тому +1

    Right kahicha chiki didi

  • @SaiSardha-sm9cn
    @SaiSardha-sm9cn 14 днів тому

    ମୋ ମତ ରେ, ସେ ଯେମିତି କରିଛି ତାକୁ ବିଲକୁଲ ସେମିତି କରାଯାଉ, ଖିନବୀନ କରି, ମାରିଦିଆ ଯାଉ 🙏🏻🙏🏻🙏🏻plz

  • @ranajitPradhan-bk6ub
    @ranajitPradhan-bk6ub 21 день тому +1

    I support you sister

  • @user-lk6qr2sh4k
    @user-lk6qr2sh4k 21 день тому +2

    Kalakaara mane thik kahiche samaste nehaa tike adhika bhala kahichati

  • @HabilMunda-i1t
    @HabilMunda-i1t 18 днів тому

    Thank you madam

  • @AdityaPatra-ru2zd
    @AdityaPatra-ru2zd 19 днів тому

    Absolutely right

  • @ganeswarmahanta1254
    @ganeswarmahanta1254 22 дні тому +2

    ଦୃଢ ଆଇନ୍ ଗଢିବା ପାଇଁ ଭୋଟର୍ ମାନେ ସ୍ୱର ଉଠାଉ ନାହାନ୍ତି କାହିଁକି? ଅଶ୍ୱିନୀ ଉପାଧ୍ୟାୟଙ୍କ ଭାଷଣ କେତେ ଜଣ ଶୁଣନ୍ତି?ନେତା ମାନେ ତେଲଲୁଣ ମାଗଣାରେ ଦେବାକୁ କହି ଭୋଟ ନିଅନ୍ତି। ଆଇନ୍ କାନୁନ୍ ଯୁଗକୁ ନେଇ ବଦଳିବା ଦରକାର। ମାତ୍ର ଚାପରେ ରହି ସରକାର କାହିଁକି ପଦକ୍ଷେପ ନେବ?କାରଣ ମାଗିଖିଆ ଲୋକେ ହିଁ ଏବେ ବାସ୍ତବ ଭୋଟର। ବୁଦ୍ଧିଜୀବୀ ମାନେ ଭୋଟ ଦିଅନ୍ତି ନାହିଁ।ଆମ ଦେଶରେ ଦୋଷ କରୁଥିବା ଲୋକ ଦୋଷୀ ସାବ୍ୟସ୍ତ ହେବାକୁ ସେମିତି ଭଲ ଆଇନ୍ ନାହିଁ। ରାଜନେତାମାନେ ନିଜକୁ ସୁହାଇଲା ପରି ଆଇନ୍ ଗଢନ୍ତି।

  • @B.abhilipsa
    @B.abhilipsa 22 дні тому +6

    Jhia mane b kharap najar pakeibaku kahaku sujog nadeba darkar

    • @dhananjaya7060
      @dhananjaya7060 21 день тому

      Semti kichi nahi....tuma jaha dress wear karucha kara...tuma freedom tuma hatare. Kahan pai dariki tuma mana pasand ra dress b pindhinani na kn. It's the MAN, THE SOCIETY should be blamed. Why always parents ask their daughter to gharu bahari buni, chota kapda pinndhinuni, good touch bad touch etc etc sikhanti....a sbu gote pua ku b sikheiba darkar j gote u should not look at women in the wrong way. So tuma hisab re tume jia au tuma freedom ra right use kara. Best of luck 🤞

    • @B.abhilipsa
      @B.abhilipsa 21 день тому

      @@dhananjaya7060 exactly ...you are absolutely right..buttttt.....eai katha ame samaste janichanti kichi jhia.....kichi jhia manakna painn Anya jhia mane suffer hauchanti...nija pasand ra dress pindhiba thhik butt eta limit re haba darkar... freedom b limit re haba darkar....girl always be a girl....auu mote ta emiti lagee jadi gote jhia tk bhalase ready heiki baharaku chali jae pua mane taku emiti najar re dekhanti jemiti eta society ra gote badhyatamulaka jinisa kii...gote jhiaku sabu bele emiti najarre dekhiba....100 percent fault boys manaknara thile 10 percent fault kichi jhiamanakna ra b rahuchii.....jaha dwara sabu jhia suffer hauchanti....both has the fault...butt I am not telling about Dr moumita's case..itss totally frightening....mu sei actress manakna statement re kahili bcoz kichi loka semanakna thu influence huanti.... that's ittt....

  • @MotigrinsmiSabar
    @MotigrinsmiSabar 16 днів тому

    ସଞ୍ଜୟ କୁପାଶିଦିଆଯାଉ

  • @SantoshKumarHaripal
    @SantoshKumarHaripal 17 днів тому

    ଝିଅ ହଉ କି ମାଆ ହୁଅନ୍ତୁ ଭଲ ଗାଡ଼ ଦରକାର୍ ଆଜ୍ଞା ❤
    ଜୟ ଜଗନ୍ନାଥ 😂😂😂😂😂😂😂
    ଜୟ ଜଗନ୍ନାଥ 😂😂😂😂😂😂😂
    ଜୟ ଜଗନ୍ନାଥ 😂😂😂😂😂😂😂
    🙏🙏🙏🙏🙏🙏🙏🙏🙏🙏🙏😂😂😂😂😂😂😂😂😂😂😂❤❤❤❤❤❤❤❤❤❤❤

  • @hariharparida8147
    @hariharparida8147 22 дні тому +5

    Sanjay ra back side re koumane achhanti semanku dekha

  • @KhusiMohanti
    @KhusiMohanti 21 день тому +2

    Nidhi didi jaha kahile ki tanka hata dine goda dine Kati fopadi daba darkar ame jhia Amara kn ae duniya re banchibara adhikar nahi 78 independence day gala kn ame satare swadhin ache jadi aji ka date re amiti haba tahale jhia Mane baharaku jiba ku daruchanti tahale maumita mam nku ta Naya miliba darkar na tanka bapa maa tanku ate kasta re patha padhei ki jane doctor kareithile se ta khali duty sari rest nabaku ta hin jaithile Naa Nara rupi rakhyasha tanku rape Kari jantrana nidare suaideichi
    Janma Kari thiba bapa maa nku be jhia ra deadbody dekheileni gote jhia ku jadi Naya miluni na tahale ame agaku kn asa Kariba 😮😮😢😢😭😭🥹🥹😔😔

  • @avi__editz__246
    @avi__editz__246 20 днів тому

    Right semitihi Taku darkar

  • @DLKBOY104
    @DLKBOY104 21 день тому +1

    Please justice 😤🙏✅️😭

  • @UpendraDas-n4n
    @UpendraDas-n4n 21 день тому

    ସେ ସଳାକୁ ଟାଣି ଆଣି ଲିଙ୍ଗ ଆଖି ଗୋଡ଼ ହାତ କାଟି
    ରୋଡ ରେ ବସାଇ ଦିଅନ୍ତୁ
    Kanun କିଛି କରି ପାରିବେ ନାହିଁ

  • @user-sh4ej6qq4y
    @user-sh4ej6qq4y 11 днів тому

    Satare sharakar kichhi gote karantu please🙏🙏🙏🙏🙏

  • @STUTISHREE300
    @STUTISHREE300 18 днів тому

    Be Strong

  • @SusantRaut-xe7jz
    @SusantRaut-xe7jz 16 днів тому

    sata kahile sister birat satya

  • @sunitalohar5692
    @sunitalohar5692 21 день тому

    Right Kotha kohichonti nidhi didi

  • @pradeepkumardas1469
    @pradeepkumardas1469 21 день тому

    Biswarupa didi tome tik kohicha semiti korajauu

  • @SunitaSethy-p1k
    @SunitaSethy-p1k 21 день тому +1

    ଠିକ୍ କହିଲ ଦିଦି😂😂😂

  • @madhumitajena643
    @madhumitajena643 21 день тому +1

    Nidi didi correct katha kahichanti

  • @prashantswain3406
    @prashantswain3406 19 днів тому

    Right👍

  • @SumiDas-kp4xf
    @SumiDas-kp4xf 17 днів тому

    ଆମେହେଉଛି ନାରୀ କହିଲେ ଗୋଭୋର କଥା କାହିଁ କି ନା ଆମେପିଲାବେଳୁ ବାପାମାନଙ୍କର କଥା ମାନି ଭଲ ଶିକ୍ଷା ଜ୍ଞାନ ପାଇଥା ୟୁ ପୁଅ ମାନଙ୍କୁ ଜ୍ଞାନ ବାପାମା ଦେଇନଥା ଠିଁ

  • @sabitapadhi6433
    @sabitapadhi6433 21 день тому +1

    ନିଆଁ ଜାଳି ତାକୁ ପକାଇ ଦିଅ

  • @RajuBhoi-kc8zb
    @RajuBhoi-kc8zb 21 день тому

    Ryt kahicha didi 😡😡😡😡😡😡😡

  • @Reenabehera0
    @Reenabehera0 22 дні тому +6

    Fast se mahisasur pasu amanisa pasu ku kachadi kachadi piti piti olata tangi dia au taku ta akhire kacha re kana karidia hata anguthi ku kati dia tapare ta sabu anga ku kachare kati dia tapare se jau je mu ehi dosa jhia sathire kali ehi danda milila 😭😭😭😭😭😭😭😭😭😭😭😭😭😭😭😭😭🙏

  • @SantoshKumarHaripal
    @SantoshKumarHaripal 17 днів тому

    😂😂😂😂😂😂ଦୟାକରି ସଞ୍ଜୟ ଦଣ୍ଡ ଦିଅନ୍ତୁ ସରକାର ଆଜ୍ଞା 😂😂😂😂

  • @prativaparida2569
    @prativaparida2569 15 днів тому

    Right didi Semitikara jau

  • @srilekhanaik8204
    @srilekhanaik8204 21 день тому

    Right katha hahichi

  • @UlashGoud
    @UlashGoud 21 день тому

    Good

  • @PrakashPanda-rl7ev
    @PrakashPanda-rl7ev 21 день тому

    ଆମେ ଜାହା କରିବା ତାହା ଭୋଗିବା କର୍ମର ଫଳ‌

  • @kishornayak8188
    @kishornayak8188 22 дні тому +1

    Thik kahuchanti biswarupa se papi ku gote gote din jantrana diya jau

  • @user-dv9gr9nl5n
    @user-dv9gr9nl5n 16 днів тому

    Right now

  • @MandakiniHembram-bm1oj
    @MandakiniHembram-bm1oj 21 день тому

    Right didi semiti kariba darakar

  • @RanjanGouda-m2h
    @RanjanGouda-m2h 21 день тому

    Right inn

  • @saroj1296
    @saroj1296 21 день тому

    ଅପେକ୍ଷା କାହିଁ କରୁଛ

  • @Niharikakar-c3k
    @Niharikakar-c3k 16 днів тому

    ମୁଁ ତ କହିବି ତାକୁ ନନ୍ଦନକାନନ କୁ ଛାଡି ଦିଅ 🐅 ବାଘ ଓ ଭାଲୁ କୁ ଖାଇବାକୁ ଦିଅ 🐅

  • @shivansisandhya123
    @shivansisandhya123 21 день тому +2

    Nedhi di sata kahu chhanti

  • @anusayajena6091
    @anusayajena6091 16 днів тому

    Yes nidhi di thik kahicha taku semiti hi kasta dia jau

  • @gitanjalidas4818
    @gitanjalidas4818 21 день тому

    Twinkle apa pura right katha kahichanti😥

  • @subhasmitajenaRinu
    @subhasmitajenaRinu 21 день тому

    Right di 100%

  • @susanta659
    @susanta659 22 дні тому +7

    Dakhi chdi shutting kara late night ra shutting karantundhi

  • @BashantiNaik-mp7mj
    @BashantiNaik-mp7mj 14 днів тому

    ସଇତାନ,କୁ,,ପାଶି,,ଦିଆ,,ଜାଉ,,,ଝିଅ,,ମାନେ,, ଶାନ୍ତି,ରେ,,ରହିବେ

  • @CrazyBabySanAcharya
    @CrazyBabySanAcharya 21 день тому

    Moumita Di Tama Tension Niyani Ama Samate Tama Saha Achu Tama Atmaram Ku Santi Milu

  • @saipriya-consultancy
    @saipriya-consultancy 21 день тому

    Se lokaku bagha pakhare Kati Kati dai diyantu sir please

  • @satyam6619
    @satyam6619 21 день тому

    ନାରୀ ଯେମିତି ବର୍ତମାନ ସୁନ୍ଦର ଦେଖାଯାଉଛି ଆଉ ନାରୀଙ୍କ ଯୋଉ ଅଙ୍ଗ ଅଛି ମାନେ ବୁଝି ପାରୁଥିବେ...
    ଯୋଉ ଅଙ୍ଗ ପୁରୁଷ ଦେଖି attract ହୁଏ ସେଇଟା କୁ କେହି ରୋକି ପାରୁନାହାନ୍ତି. ଏଇଟା କାରଣ. ସେ ଶଳା ମଦୁଆ ଯେମିତି rape କଲା ବହୁତ ନିଷ୍ଟୁର ଆଉ କ୍ରୁର. ତାକୁ କୁମ୍ଭୀର ମୁହଁ ରେ ପକାଯାଉ. 🙏