Hirakud Dam || ହୀରାକୁଦ ବନ୍ଧ || World's Longest Earthen Dam in Odisha
Вставка
- Опубліковано 10 лют 2025
- Jay Jagannath 🙏
Hirakud Dam is the longest earthen dam in the world, located on the Mahanadi River in Sambalpur district, Odisha. Its construction began in 1948 and was completed in 1957, making it India’s first multipurpose river valley project. The dam stretches over a length of 25.8 kilometers, forming a massive reservoir.
Hirakud Dam plays a crucial role in irrigation, flood control, and hydroelectric power generation, significantly benefiting the farmers and industries in the region. It stands as a remarkable example of engineering excellence and nature's beauty combined. The scenic views from the dam attract tourists from across the country, making it a popular destination in Odisha.
ଜୟ ଜଗନ୍ନାଥ 🙏
ହିରାକୁଦ୍ ବନ୍ଧ ହେଉଛି ଦୁନିଆର ସବୁଠୁ ଲମ୍ବା ମାଟିର ବନ୍ଧ, ଯାହା ଓଡିଶାର ସମ୍ବଲପୁର ଜିଲ୍ଲାରେ ମହାନଦୀ ନଦୀ ଉପରେ ରହିଛି। ଏହାର ନିର୍ମାଣ 1948 ମସିହାରେ ଆରମ୍ଭ ହୋଇଥିଲା ଏବଂ 1957 ମସିହାରେ ଦେଶକୁ ଭେଟ ଦିଆଗଲା। ଏହି ବନ୍ଧର ଲମ୍ବାଇ ହେଉଛି 25.8 କିଲୋମିଟର ଏବଂ ଏହା ଭାରତର ପ୍ରଥମ ମଲ୍ଟିପର୍ପସ୍ ପ୍ରୋଜେକ୍ଟ।
ହିରାକୁଦ୍ ବନ୍ଧ ବୃହତ୍ ଜଳସମ୍ଭାର ସୃଷ୍ଟି କରିଛି ଯାହା ଚାଷୀମାନଙ୍କ ଜଳସଞ୍ଚୟ ଏବଂ ବିଦ୍ୟୁତ ଉତ୍ପାଦନରେ ଭୂମିକା ରଖେ। ଏହା ଭାରତରେ ବନ୍ଧ ବ୍ୟବସ୍ଥାପନ ଓ ପ୍ରକୃତି ସୂନ୍ଦର୍ଯ୍ୟର ଉତ୍କୃଷ୍ଟ ଉଦାହରଣ। ହିରାକୁଦ୍ ବନ୍ଧରୁ ଚାରିପାଖର ଦୃଶ୍ୟ ଅତ୍ୟନ୍ତ ଆକର୍ଷଣୀୟ ଏବଂ ପର୍ଯ୍ୟଟକମାନଙ୍କ ପାଇଁ ଏକ ଲୋକପ୍ରିୟ ସ୍ଥାନ।
Thank You
#HirakudDam
#LongestEarthenDam
#MahanadiRiver
#OdishaTourism
#NatureAndEngineering
#HirakudScenicBeauty
#IncredibleIndia
#TravelOdisha
#HydroPower
#IrrigationWonder
#ExploreSambalpur
#TouristAttraction
#EngineeringMarvel