‘ମୋବାଇଲ୍ ହିଁ କାଳ କଲା’ |Balabhadra Pahandi Accident |Ratha Yatra 2024 |Jagannath Swain Mohapatra |OR

Поділитися
Вставка
  • Опубліковано 9 лип 2024
  • #ମୋବାଇଲ୍_କାଳ_କଲା
    କାହିଁକି ପଡିଗଲେ ବଡ଼ ଠାକୁର । ସତ କହିଦେଲେ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗୁନାଥ ସ୍ୱାଇଁ ମହାପାତ୍ର । କହିଲେ ରଥ ଉପରେ ସମସ୍ତଙ୍କ ହାତରେ ମୋବାଇଲ । ଆଉ ତାହା ହିଁ କାଳ କଲା...
    Odisha Reporter is one of the best Odia news portal in Odisha. Get all the news updates in Odia.
    ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
    UA-cam: bit.ly/OdishaReporteronUA-cam
    Web: odishareporter.in
    Facebook: / odishareporter
    Twitter: / odishareporter
    Telegram: telegram.me/Odisha_Reporter_o...
    Instagram: / odishareporter_official
    #LordBalabhadra #JayJagannath #PuriAccident #ChariotsOfGod #OdishaReporter

КОМЕНТАРІ • 154

  • @rathabehera7554
    @rathabehera7554 17 днів тому +35

    ମୋବାଇଲ ଆମ୍ଭେ ଭିତରକୁ ନେଲେ କିଳା ସେବାୟତ ମାନେ ନେଲେ ଲିଳା

    • @sadasibarath5472
      @sadasibarath5472 17 днів тому +1

      Puri mandir Puri panda mankara bopa sampati tanka pai niyam kanoon kichi nai

  • @balaramnanda9224
    @balaramnanda9224 17 днів тому +44

    ସରକାର ପଣ୍ଡା ମାନଙ୍କ ପ୍ରତି କୋଠର ଆଇନୀ କରାଯାଉ ଜୟ ଜଗନ୍ନାଥ

    • @be_human23
      @be_human23 17 днів тому

      ଦଇତାପତି

  • @janmenayak625
    @janmenayak625 17 днів тому +22

    ସେବାୟତ ମାନେ ସେବା କରିବାକୁ ଯାଉନାହାନ୍ତି ସେଲ୍ଫି ନେବାକୁ ଯାଉଛନ୍ତି ଭକ୍ତ ଭଗବାନଙ୍କୁ ଦର୍ଶନ କରିବେ କଣ ଏମାନଙ୍କୁ ଦର୍ଶନ କରିବେ

  • @BijayKumarGhanaoffical
    @BijayKumarGhanaoffical 17 днів тому +39

    ପୁରା ସତ କଥା କହି ଛନ୍ତି 👍

  • @user-cw9gp5ty9f
    @user-cw9gp5ty9f 17 днів тому +16

    ନିର୍ଦ୍ଦିଷ୍ଟ ସେବାକୁ ନିର୍ଦ୍ଦିଷ୍ଟ ସଂଖ୍ୟକ ଦକ୍ଷ ସେବାୟତମାନଙ୍କ ଦ୍ବାରା କରାଗଲେ ଗୁଡ଼ିଏ ସମସ୍ଯାରୁ ମୁକ୍ତି ମିଳିବ । ଏହାକୁ କଡ଼ା କଡ଼ି ଭାବେ ପାଳନ କରାଯିବା ଉଚିତ। ଜୟ ଜଗନ୍ନାଥ, ... ...

  • @bijayapppradhan4563
    @bijayapppradhan4563 17 днів тому +23

    ଯେଉଁ ମାନେ ଅବହେଳା କରିବେ ପ୍ରଭୁଙ୍କର କାମ ରେ। ସେମାନେ ସାରାଜୀବନ ଅବହେଳିତ ହୋଇରହିଯିବେ।

  • @dillipmohanty1000
    @dillipmohanty1000 17 днів тому +29

    ସମସ୍ତଙ୍କ ପାଈଁ ନିୟମ ସମାନ ହେବା ଦରକାର। ମୋବାଇଲ ବ୍ଯାନ୍ ହେବା ଦରକାର। ସ୍ବୟଂ ଜଗନ୍ନାଥଙ୍କ କାମରେ ।

  • @radhakrishnapatra852
    @radhakrishnapatra852 17 днів тому +55

    ମୋବାଇଲ୍ ନୁହେଁ ଭାଙ୍ଗ ନିଶା

    • @mahadevkasebak6794
      @mahadevkasebak6794 17 днів тому +1

      Right 😢

    • @niranjanandsaraswatisarasw5439
      @niranjanandsaraswatisarasw5439 17 днів тому

      Arey Murkh tumko pata nahi Pandit log Bhaang KHAATEY pur kabhi vaisey ghatna nahi hui, mobile Tera pass hai bolkey kuch bhi twit mut karo

    • @pragnyapatra3593
      @pragnyapatra3593 17 днів тому

      True

    • @rrsvlogs44
      @rrsvlogs44 17 днів тому

      ସତ କଥା

    • @deviprasad8319
      @deviprasad8319 16 днів тому +1

      ୧୦୦% ଠିକ୍। ଏଣିକି ଭାଙ୍ଗ ସବୁ ନିଃଶୁଳ୍କ ବିତରଣ କରାଯାଉ ଲୋକ କଲ୍ୟାଣ ଉଦ୍ଦେଶ୍ୟରେ।

  • @harekrishnatripathy7344
    @harekrishnatripathy7344 17 днів тому +9

    ରଥଯାତ୍ରା କୁ ଯେଉଁ ମାନେ ଚଢିବା କଥା i card issue ହେବ କଥା. ପୋଲିସ ଢିଲା achi

  • @maheshpadhan4462
    @maheshpadhan4462 17 днів тому +11

    ବହୁତ ସନଖ୍ୟା ରେ ସେଵାୟତ ରଥ ଉପରେ ରହୁଛନ୍ତି,10 ରୁ 15 ଟା ରହିଲେ ଚଳନ୍ତାନି

  • @Sinusahoowd2dm
    @Sinusahoowd2dm 17 днів тому +16

    ଆଉ ସିଏ ଆଉ treand ରେ ରହିବନି । ହେଲେ ସେ ବଦମାସ୍ ମାନେ ଜାଣି ପାରୁନାହାନ୍ତି ଯେ ସିଏ ଜାହା ର ସେବା ରେ ନିୟୋଜିତ ସବୁ କିଛି ସେଇ ମହାପ୍ରଭୁଙ୍କୁ ଙ୍କ ର ପାଦତଳେ 😢

  • @kkpattnaik4511
    @kkpattnaik4511 17 днів тому +8

    ସାଧାରଣ ମଣିଷ ରୋ ଯୋଗ୍ୟୋତା ପାଇଁ ଯେମିତି ପରୀକ୍ଷା ନେଇ ଚାରିକି ଦିଆ ଯାଏ,ସେମିତି ସେବାୟତ ଙ୍କ ଯୋଗ୍ୟୋତା ପାଇଁ ପରୀକ୍ଷା କରି ସେବା କରିବାକୁ ଦେଇଥାନ୍ତେ ତା ହେଲେ ଆଜି ମାଳ ମାଳ ମନ୍ଦିର ରେ ଦେଖା ଯାଇ ନିଥାନ୍ତେ । ଆଉ ରୀତି ନୀତି ରେ କାର୍ଯ୍ୟ ଚାଲି ଥାଆନ୍ତା ଯେମିତି ଆଜି ଯାଏ ଚାଲୁଛି

  • @Sasmita-wt5gh
    @Sasmita-wt5gh 17 днів тому +8

    . ସ୍ନାନ ପୂର୍ଣ୍ଣିମା ରେ ଯେମିତି ହଉଚି ରଥ ଯାତ୍ରାରେ ସେମିତି ପ୍ରଭୁଙ୍କ ସାମ୍ନାରେ ଖାଲି ସେବକ ଭକ୍ତ ପ୍ରଭୁଙ୍କ ଦର୍ଶନ କରିବେ ନା ସେବାୟତ ଙ୍କ ର ଦର୍ଶନ କରିବେ ବହୁତ୍ ଦୁଃଖ ଲାଗେ କେତେ ଦୂରଦୂରାନ୍ତରୁ ଭକ୍ତ ମାନେ ଆସୁଛନ୍ତି ପ୍ରଭୁଙ୍କୁ ଟିକେ ଦର୍ଶନ କରିବା ପାଇଁ ହେଲେ ଏ ସେବାୟତ ମାନେ ଭକ୍ତ ମାନଙ୍କ ଠାରୁ ସେ ଅଧିକାର ଛଡେଇ ନଉଛନ୍ତି

  • @ramakantmahanta6994
    @ramakantmahanta6994 17 днів тому +10

    ଅଣ ସେବାଅୟତନ୍ଙ୍କୁ ଆଦୌ ରଥ ଉପରକୁ ଚଢାଅନ୍ତୁ ନାହିଁ

  • @pabitramishra145
    @pabitramishra145 17 днів тому +18

    ରଥ ଉପରକୁ ମୋବାଇଲ ଫୋନ ବାରଣ କରାଯାଉ ।

  • @santoshbehera1687
    @santoshbehera1687 17 днів тому +5

    ସେବାୟତ ମାନେ ମଂଦିର କୁ ଯିବା ବେଳେ କ'ଣ ପାଇଁ ମୋବାଇଲ ନେଇ ଯାଉଛନ୍ତି । ଏହା ତ ସାଧାରଣ ଲୋକଙ୍କ ପାଇଁ ମନା । ସେମାନଙ୍କୁ କାହିଁକି ନେଇ ଯିବାକୁ ଅନୁମତି ଦିଆଯାଉ ନାହିଁ କିନ୍ତୁ ସେବାୟତ ନେବେ ଆଉ କଥା ହେବେ । ଭଲ ବିଚିତ୍ର ନିୟମ । ହାୟ.... ହାୟ ....

  • @dilipkumarjena4458
    @dilipkumarjena4458 17 днів тому +6

    ଏମାନଙ୍କ ପାଇଁ କିଛି ଆଇନ କାନୁନ ନାହିଁ । ।

  • @RamaChandrastatus9793
    @RamaChandrastatus9793 17 днів тому +1

    ବାହୁଡ଼ା ଯାତ୍ରା ପାଇଁ ନୂତନ ଯୋଗ୍ୟତା ଧାରୀ ସେବାୟତ ନିଯୁକ୍ତ କରାଯାଉ

  • @rathabehera7554
    @rathabehera7554 17 днів тому +6

    ଶ୍ରୀମନ୍ଦୀର ପରିସର ଭିତରେ ସେବାୟତମାନେ ବହୁତ ହଉକତ କରୁଛନ୍ତି ସରକାର ପଦକ୍ଷେପ ନେବା ଦରକାର

  • @soansarvesgochhayat6215
    @soansarvesgochhayat6215 17 днів тому +13

    କେବଳ ମୋବାଇଲ

  • @user-qr2zs8ih4c
    @user-qr2zs8ih4c 17 днів тому +3

    ସେବାୟତ ମାନଙ୍କୁ ଶିକ୍ଷା ଦେବାପାଇଁ ଠାକୁର ସ୍ୱାଇଛା ରେ ଲୀଳା କଲେ 🙏 ଜୟ ଜଗନ୍ନାଥ 🛕🛕🛕

  • @subhabratasahoo914
    @subhabratasahoo914 17 днів тому +1

    .ସେବାୟତ ମାନେ ନିଜ ଦୋଷ ସ୍ଵୀକାର କରୁଛନ୍ତି | କିନ୍ତୁ ଆଇନ ମନ୍ତ୍ରୀ କହୁଛନ୍ତି ପ୍ରଭୁଙ୍କ ଲୀଳା l ସାବଧାନ ।

  • @Shripatitapabana
    @Shripatitapabana 17 днів тому +3

    ଅନ୍ତତଃ ସେବାୟତମାନଙ୍କ ଉପରେ ସରକାର ଶ୍ରୀମନ୍ଦିର, ରଥ ରେ ମୋବାଇଲ ଧରିବା ଉପରେ ରୋକ ଲଗାନ୍ତୁ, ସେବାୟତ ଆଉ ନିଷ୍ଠାପର ହୋଇ ମହାପ୍ରଭୁଙ୍କ ସେବା କରୁନାହାନ୍ତି ☹️☹️।

  • @pramodranjanpattanayak5946
    @pramodranjanpattanayak5946 17 днів тому +2

    ଏତେ ଗୁଡିଏ ସେବାୟତ ରଥ ଉପରକୁ ଯିବାପାଇଁ ପ୍ରଶାସନ କାହିଁକି ବାରଣ କଲା ନାହିଁ | ରଥ ଉପରକୁ ମୋବାଇଲ ନେବା ପାଇଁ ଅନୁମତି ଦେବା ଉଚିତ୍ ନୁହେଁ | ଠାକୁରଙ୍କ କାର୍ଯ୍ୟରେ ଏମିତି ଅବହେଳା କଲେ ଠାକୁର ନିଜେ ଠିକ୍ ଖେଳ ଦେଖେଇଦେବେ |

  • @sisirrana9188
    @sisirrana9188 16 днів тому

    ଭକ୍ତ ମାନଙ୍କୁ ମୋବାଇଲ୍ ମନା
    କିନ୍ତୁ ସେବାୟତ ମାନଙ୍କୁ କାହିଁକି ମୋବାଇଲ୍, ପ୍ରବେଶ
    ଏଇତ ବଡ଼ ଭୁଲ୍
    ଆଉ ପାପ ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ,
    ନୟନ ପଥଗାମୀ ଭବ ତୁମେ
    🙏🙏🙏

  • @gitagathakikahani5256
    @gitagathakikahani5256 17 днів тому

    ଆରେ ଆପଣ ମାନେ ଭଗବାନ ଙ୍କ ସେବାୟତ ଆପଣ ଯଦି ଭଗବାନ ଙ୍କୁ ଏପରି କରିବେ ତାହାଲେ ସାଧାରଣ ଭକ୍ତ କଣ କରିବେ 😢😢😢 ଜୟ ଜଗନ୍ନାଥ

  • @Skgbul470
    @Skgbul470 17 днів тому +3

    ହିରୋ ପଣ୍ଡା ମାନଙ୍କୁ ହଟାଇ ଦିଆଯାଉ,

  • @ramachandrapanda7858
    @ramachandrapanda7858 17 днів тому +1

    🙏ବହୁତ ସୁନ୍ଦର ଉପଦେଶ ।
    ବନ୍ଦେ ମାତରମ୍ ।

  • @arsamal
    @arsamal 17 днів тому +7

    ଏକଦମ୍ ଠିକ୍ କଥା

  • @mamatapradhan7519
    @mamatapradhan7519 17 днів тому +6

    Right

  • @JogeswarMajhi-lt7hj
    @JogeswarMajhi-lt7hj 17 днів тому +2

    ସେବାୟତ ପରା ପ୍ରଭୁ ଙ୍କ ଠାରୁ ଉର୍ଦ୍ଧ୍ ରେ ସେମାନେ ଯାହା ବି କରନ୍ତୁ,,ଆମ ଓଡ଼ିଆ ଙ୍କ ଜିଭ ରେ ହାଡ ନାହିଁ,,

    • @-Jena_jena
      @-Jena_jena 17 днів тому

      Are bhi sebayat kn bala mundi semane jati re sabar kintu hmm
      Semane manisa manu nahanti

  • @sorotoka9717
    @sorotoka9717 17 днів тому +5

    Ek dum thik

  • @MNanda-fv8sc
    @MNanda-fv8sc 16 днів тому +1

    Jay jaganntha ❤parbhu Balabhadra gi ki Jay ho

  • @debiprasaddas7603
    @debiprasaddas7603 17 днів тому +3

    ଦଣ୍ଡନୀୟ ଅପରାଧ

  • @bijayaharichandan1592
    @bijayaharichandan1592 17 днів тому +1

    ସେବକମାନେ ଅତି ଉଦ୍ଧତ ସେମାନଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆଗଲେ ଓଡ଼ିଆ ଜାତିର ସନମାନ ରହିବ

  • @rrsvlogs44
    @rrsvlogs44 17 днів тому

    ସେବାୟତ ମାନଙ୍କ ମୋବାଇଲ ଫୋନ ବ୍ୟବହାର ଉପରେ କଟକଣା ଲଗାଯାଉ

  • @ajitdash229
    @ajitdash229 17 днів тому +2

    Jay Jagannath.Really true.Now you have find exact wrong point.

  • @user-cl8he2de7c
    @user-cl8he2de7c 17 днів тому

    ସବୁ ତାଙ୍କରି ମାୟା ଏହି ମଣିଷ କିଛି ବୁଝିପାରିବନୀ

  • @subhamgamer497
    @subhamgamer497 17 днів тому +2

    Jay jagannath 🙏🙏🙏🙏🙏😭😭

  • @user-cu5mi8em4t
    @user-cu5mi8em4t 17 днів тому +3

    ମୋବାଇଲ ନିଶା ନାଆଗିଚି

  • @harekrushnabehera3138
    @harekrushnabehera3138 17 днів тому

    ଆପଣମାନେ କେହି କିଛି ଜାଣି ନାହାନ୍ତି । ଏ ସବୁ ତାଙ୍କରି ଇଚ୍ଛା ରେ ବାବା ।

  • @RajaKhan-ci6dk
    @RajaKhan-ci6dk 17 днів тому +2

    Jay shree jagannath mahaprabhu 🙏🙏🙏

  • @JJComunicationJJ90
    @JJComunicationJJ90 17 днів тому +1

    ବଡ଼ ନନା ଠିକ୍ କହିଛନ୍ତି ଭାଗଵନ୍ନକୁ ଏତେ ପାଖରୁ ଫଟୋ ନିଆ ଯାଇନି,କିନ୍ତୁ ଏ ଭଣ୍ଡ ସେବାୟତ ସେଲ୍ଫି ନେଇ ଭଗଵାନ ଙ୍କୁ viral kari insta reel banouchanti

  • @kamdevbhoi4005
    @kamdevbhoi4005 17 днів тому

    ID Card karajau au Mobile Phone restriction karajau,Jai Shree Jagannath Swami,Koti naman ❤❤❤

  • @avijitmohantyofficial8506
    @avijitmohantyofficial8506 17 днів тому +2

    According to mythology, Lord Balabhadra, the elder brother of Lord Jagannath, falls off the chariot (ratha) during the Rath Yatra festival in Puri, while traveling to Gundicha Temple, due to a curse from Goddess Gundicha.
    The story goes that Lord Balabhadra had promised his wife, Revati, that he would never leave her alone. However, during the Rath Yatra, he leaves her behind to accompany his brother Lord Jagannath to Gundicha Temple. Goddess Gundicha, who is Lord Jagannath's aunt, feels neglected that Lord Balabhadra did not visit her first before joining the Rath Yatra. She curses him, saying that he will fall off the chariot during the journey.
    This incident is reenacted every year during the Rath Yatra festival, where the idol of Lord Balabhadra is deliberately dropped from the chariot, symbolizing the fulfillment of the curse. The fallen idol is then ritually purified and restored to the chariot, signifying Lord Balabhadra's repentance and reconciliation with Goddess Gundicha.
    This mythological story adds a layer of depth and meaning to the Rath Yatra festival, highlighting the importance of family relationships, promises, and devotion.

  • @lunarayinstrumental
    @lunarayinstrumental 17 днів тому

    Om💥

  • @dbalrajudora8702
    @dbalrajudora8702 16 днів тому

    Apana right katha kahichhanti, ID karajiba darkar and mobile bane karajiba darkar

  • @shubhendupattanayak5227
    @shubhendupattanayak5227 17 днів тому

    Sari plan prabhu ka he
    Jay Jagannath meri prabhu
    Tere shukriya koti koti pranam prabhu jay Jagannath 108 bar
    Dil se prabhu ❤❤❤❤
    Meri prabhu

  • @subhashreebarik6661
    @subhashreebarik6661 17 днів тому

    Jay jaganath 🙏🙏🙏

  • @sukantabehera4551
    @sukantabehera4551 17 днів тому

    Action heu ea sabyat upre heu.
    Samasta odisha basi nku request
    Action paien demand karantu.
    Ebhali paristhithi.

  • @SPD1206
    @SPD1206 17 днів тому +2

    Over confidence only

  • @chittaranjanswain1859
    @chittaranjanswain1859 15 днів тому

    I am agree to the comment..

  • @RAJESHpradhan01994
    @RAJESHpradhan01994 17 днів тому +1

    ଏମାନେ ସେବାୟତ ନା ଆଉ କଣ

  • @lunarayinstrumental
    @lunarayinstrumental 17 днів тому

    Tirupati balaji, big statue in andhra.....they never move it to smwhere still ppl revere greatly.

  • @India11646
    @India11646 17 днів тому

    Justice should be prevailed....

  • @lunarayinstrumental
    @lunarayinstrumental 17 днів тому

    we should b logical in d name of Dharm.
    Bt We believe in fantacy instead of fact.
    🚩🚩🚩

  • @prakashviewsupdatesanalysi9759
    @prakashviewsupdatesanalysi9759 17 днів тому

    Thik Kahichanti Mahodaya

  • @sibamaharana7082
    @sibamaharana7082 17 днів тому +3

    Jaga ku naki re rajaniti kara nahi ea jagata ra thukar jaganantha

  • @gunduchicharannath6509
    @gunduchicharannath6509 17 днів тому +1

    Prakruta Katha kahi chanti sir.aha hi mukhya karana.

  • @20NEW-MUSIC
    @20NEW-MUSIC 17 днів тому

    ତମେ ପରା ଜଗନ୍ନାଥଙ୍କ ବାଡ଼ଗ୍ରାହୀ ସେବାୟତଙ୍କୁ ସୄଖଳିତ କରିବା କାହା କାମ ? ତୁମେ ମାନେ ଯଦି ଟଙ୍କା ପାଇଁ ଗୋରୁଖିଆ ମମତା ବାନାର୍ଜୀ ଘରକୁ ଚାଲିଗଲ ଯଜ୍ଞ କରିବା ପାଇଁ, ସେତେବେଳେ ଟୋକା ସେବାୟତ ତୁମ କଥା କାହିଁକି ଶୁଣିବେ | ଆଜି ଯାହା ବିଶୃଙ୍ଖଅଁଳା ଘଟିଛି ସବୁ ତୁମ ଭଳି ବରିଷ୍ଠ ସେବାୟତ ମାନଙ୍କ ଖାମ ଖେୟାଲ ମନୋଭାବ ଯୋଗୁଁ | ତୁମ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯାନୁଷ୍ଠାନ ହେବା ଉଚିତ ଓ 6 ମାସ ଯାଏଁ ମନ୍ଦିର ପ୍ରବେଶ ଉପରେ ରୋକ ଲଗାଯାଉ, ସବୁ ଠିକ ହୋଇଯିବେ |

  • @India11646
    @India11646 17 днів тому

    Jadi Bhakta nka pain mobile ban ta hele sevayata nka pain bi same rule heba darkar..
    Jai Jagannath 🙏

  • @Foodrecipes054
    @Foodrecipes054 17 днів тому +1

    Jay jagannath Jay jagannath Jay jagannath Jay jagannath 🙏🏻🙏🏻🙏🏻🙏🏻🙏🏻🙏🏻🙏🏻🙏🏻😭😭😭😭😭😭😭😭😭😭😭

  • @maitri56
    @maitri56 17 днів тому

    Theek kahile.

  • @prasantasahu7996
    @prasantasahu7996 17 днів тому +1

    Ete Panda ratha re kan pain

  • @lunarayinstrumental
    @lunarayinstrumental 17 днів тому

    DHARMA is a matter of sublim .

  • @pradeepnahak3573
    @pradeepnahak3573 16 днів тому

    Jaha bidhi ra bidhan thila ghatila,agaku b ghatiba🙇🙇🙇Jay jagannath

  • @bikramcharanmalik6734
    @bikramcharanmalik6734 17 днів тому

    Nana,🎉❤️🎉
    Mobile uppare katakana karajau. 🎉
    Jay jagannath swami 🙏

  • @madhusudanmohanty4319
    @madhusudanmohanty4319 17 днів тому

    Failure of jagannath temple administration. Reason is total puri sebayat was loaded on the Balabhadra Rath.

  • @GangadharMartha-sc8xg
    @GangadharMartha-sc8xg 17 днів тому +2

    Tu me mane mobile use kariba ame kan nathia amar mobile nahi

  • @user-ot3vf5ot3t
    @user-ot3vf5ot3t 17 днів тому

    Maha Prabhu sebayat manku satka chanukah darakar

  • @ashishdas-qi5xs
    @ashishdas-qi5xs 17 днів тому +1

    Aau tume jete seva kale bi aau sevayat heiparibani ...karan sabubele tame nijaku jagannath pravunku nija kandhei karila aam thakuranku selfi point karidela...tapare tuma manka comiti thik nahi gurujan manku laghujan manu nahanti

  • @RahulKumar-zm1gc
    @RahulKumar-zm1gc 17 днів тому +1

    Kaain ? Bhakta nku ta bhari rule dekhao , mobile not allowed boli, au sebayata kan pain mobile use karibe ma ? Kan khali bhakta paain rules ???

  • @harprasadsenapati3945
    @harprasadsenapati3945 16 днів тому

    Yekdam thik katha kahichanti kebala Mobile 📱 jogu sabu nata .

  • @bharatipadhy6277
    @bharatipadhy6277 17 днів тому

    🔥🔥🔥🔥🔥😭😭😭

  • @swagatsubhadarshan9091
    @swagatsubhadarshan9091 17 днів тому

    ID card sahita..kichi count limit rahiba darkar..at a time kebala setiki maha prabhunka seba Kari paribe..nahele agaku ahuri kichi ghatiba..Maha prabhu hau chanti ama parichaya...tanku abahela bahut badhuchi

  • @user-hg7vc2ux4l
    @user-hg7vc2ux4l 17 днів тому

    Sebayata number should be restricted.Mobile,bhanga,gutukha should be banned.

  • @niranjanmishra3792
    @niranjanmishra3792 17 днів тому +1

    Morning shows the day.This is the signing of BJP government how they can give justice to the people ?.How they will able to keep Odia Asmita ? What they had committed before the election. If the Mr. Majhi wants to establish good governance as well good administration, first should take action against the objectionable criminals of former government to give justice to the people.

  • @user-bf3sc5hf3d
    @user-bf3sc5hf3d 17 днів тому

    Lord Krushna spoiled his dynasty because of too much self arrogance of Jadavas,similarly "The Panda and the Daitapati also" will be spoiled accordingly. Jagannath never excuse the miss behaving server's of the Temple .B carefull for the future. Jai Jagannath.

  • @debiprasadpanda6241
    @debiprasadpanda6241 17 днів тому

    Mohan sir
    Turanta sertelite hau ki cc tv camera re chinhata karantu kie kie sabu sebayat mob dharichhanti ki Sethi bada thakuranka pakhare maja nauchhanti sr mananku chinhata kari min 10years danda bidhan karantu🙏

  • @govindadas7095
    @govindadas7095 17 днів тому +1

    Mobile ban haba nihati abasyaka

  • @p.kbarik4443
    @p.kbarik4443 17 днів тому

    Pl shows actual & real news not support ruling party

  • @user-fp8zm1qd3o
    @user-fp8zm1qd3o 17 днів тому

    Plz limit the Sevayats on the chariot

  • @suvashchandraswain391
    @suvashchandraswain391 16 днів тому

    Lawlessness

  • @SwetaTripathy-sb7tz
    @SwetaTripathy-sb7tz 14 днів тому

    Right I'd card karajau and mobile permission na karajau

  • @hemantarout9587
    @hemantarout9587 17 днів тому

    Hare krishna mobile kahiki kalaheba kathare achi jmana jede ta prabhu sede sabu khama khiali re bhagaban Krishna sebaheuchi

  • @India11646
    @India11646 17 днів тому

    Those culprits should be banned from their service to serve God for their whole life...

  • @dasarthimahala4260
    @dasarthimahala4260 17 днів тому

    Technology abhab technician rahile bhala .nana jaha kahile mobile kahariku dia najau.

  • @karamjitsatpathy5404
    @karamjitsatpathy5404 17 днів тому

    Prabhu sabu januchanti sabu tanka ichha

  • @RadharaniBarik-dh3rz
    @RadharaniBarik-dh3rz 17 днів тому

    Ame thankuranku sampurna dekhi parunanhu ehi sebayata mananka pain 😢😢

  • @user-pl5yh6gf3e
    @user-pl5yh6gf3e 17 днів тому

    Jagunida already Unesst❤

  • @marker1343
    @marker1343 17 днів тому

    ପଣ୍ଡା ମାନେ ସବୁ ମାଗିହା

  • @jyotiprakash8639
    @jyotiprakash8639 17 днів тому

    ସବୁ କାଳିଆ ର ଲିଳା

  • @ashokkumarnayak1648
    @ashokkumarnayak1648 17 днів тому

    Bhanga Nisha & Mobile in hand
    Indisciplined young inexperienced boys sevayats

  • @KailashBaliarsingh-fd7tc
    @KailashBaliarsingh-fd7tc 17 днів тому

    Bisrunkhalita acharananhi dai

  • @santoshnayak2083
    @santoshnayak2083 17 днів тому

    Mota gold chain or mobile ban karjuuu sabu sebayat pai...rule for new sarkar...please

  • @sadasibarath5472
    @sadasibarath5472 17 днів тому

    Jebe mobile Puri mandir vitre allow nahi then maha Prabhu pakhre kimti allow hauchi pujari manaka pakhre ... Reels kariye Puri panda

  • @santoshkumarmohapatra78
    @santoshkumarmohapatra78 17 днів тому

    ଗାଲୁଆଙ୍କ ବାରବାଟି ଚାଷ,

  • @user-lq6zi7il3o
    @user-lq6zi7il3o 17 днів тому

    Brounsugar Nisa

  • @pradeepnahak3573
    @pradeepnahak3573 16 днів тому

    E a heini kichhi,dekha agaku kn heuchi

  • @cool2sachi
    @cool2sachi 17 днів тому +1

    Tamara hin bhul…. Please accept kara…..