Jadi Nida Nihati Lage Adha Ratire | Mu Kiye Tumara | Babul Supriyo | Srikant Gautam | Sun Music Odia

Поділитися
Вставка
  • Опубліковано 21 вер 2024
  • Sun Music Odia ପ୍ରସ୍ତୁତ କରୁଛି "ମୁଁ କିଏ ତୁମର" ଆଲବମର ଏକ ସୁପରହିଟ ସୁନ୍ଦର ଓଡ଼ିଆ ଆଧୁନିକ ଗୀତ "ଯଦି ନିଦ ନିହାତି ଲାଗେ ଅଧ ରାତିରେ" । ଏହି ଗୀତଟିକୁ ଗାଇଛନ୍ତି ସୁପ୍ରସିଦ୍ଧ ଓଡ଼ିଆ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ରଚନା କରିଛନ୍ତି ଶ୍ରୀକାନ୍ତ ଗୌତମଏବଂ ସଂଗୀତରେ ସଜେଇଛନ୍ତି
    ଶାନ୍ତିରାଜ ଖୋସଲା, ଗୀତଟିରେ ଅଭିନୟ କରିଛନ୍ତି ବିଦୁସ୍ମିତା ଓ ଦୀପକ , ଏହାର ନିର୍ଦ୍ଧେଶନା ଏବଂ ପ୍ରଯୋଜନା କରିଛନ୍ତି ଶ୍ରୀକାନ୍ତ ଗୌତମ ।
    ଯଦି ଭିଡ଼ିଓଟି ଆପଣଙ୍କ ମନକୁ ଛୁଇଁଥାଏ ତେବେ ଭିଡ଼ିଓଟିକୁ ଲାଇକ ଓ ଶେୟାର କରନ୍ତୁ ଏବଂ କମେଣ୍ଟ କରି ଆପଣଙ୍କ ମତାମତ ଜଣାନ୍ତୁ । ଏହିପରି ସୁନ୍ଦର ସୁନ୍ଦର ଓଡ଼ିଆ ଆଧୁନିକ ଗୀତ ଶୁଣିବା ପାଇଁ ଆମ ୟୁ ଟ୍ୟୁବ ଚ୍ୟାନେଲ କୁ ସବସକ୍ରାଇବ କରନ୍ତୁ ।
    ► Please Like, Share, Comment & Don't Forget To Subscribe Our Channel Sun Music Odia.
    ► To Subscribe Our Channel Click On: / sunmusicodia
    ► Video Credits
    ♫ Album Name: Mu Kiye Tumara
    ♫ Song Name: Jadi Nida Nihati Lage Adha Ratire
    ♫ Singer: Babul Supriyo
    ♫ Lyrics: Srikant Gautam
    ♫ Music Director: Shantiraj Khosla
    ♫ Artists: Deepak & BIdusmita
    ♫ Producer & Director: Srikant Gautam
    ♫ Production House: Sun Music
    Listen Jadi Nida Nihati Lage -
    Amazon Music: amzn.to/3SZXnND
    Jio Saavn: bit.ly/3ElPGwY
    Gaana: bit.ly/3T1Ntee
    Spotify: spoti.fi/3yjGMwl
    Wynk: bit.ly/3rBOA8M
    UA-cam Music: bit.ly/3SExX8A
    Apple Music: apple.co/3CzkUQa
    ► Enjoy & stay connected with us!
    ♦ Facebook: / sunmusicofficial
    ♦ Twitter: / sunmusicodia
    #SunMusicOdia #JadiNidaNihatiLageAdhaRatire #BabulSupriyo #SrikantGautam #ShantirajKhosla #Deepak #Bidusmita #MuKiyeTumara #SrikantGautamHits #SunMusicModernHits #OdiaSong #OdiaModernSong #BidusmitaAlbum #BabulSupriyoHits #BabulSupriyoOdiaSongs
    ► Copyright Disclaimer
    Copyright © of The Content Belong To Sun Music. Any Reproduction Or Illegal Distribution Of The Content In Any Form Will Result In Immediate Action Against The Person Concerned.

КОМЕНТАРІ • 1 тис.

  • @Astarangcreater
    @Astarangcreater 11 місяців тому +38

    2024 ରେ କିଏ କିଏ ଏ ଗୀତ ଶୁଣିବାକୁ ଚାହୁଁଛନ୍ତି ❤ Like ଆଉ Cmnt କର😂

  • @nabinchandrapangi4649
    @nabinchandrapangi4649 8 місяців тому +88

    2024 ରେ କେଉଁମାନେ ଏହି ଗୀତ ଶୁଣୁଛ ❤

  • @DebashisCreation
    @DebashisCreation 2 місяці тому +4

    ଜୀବନ ରେ ଏମିତି କିଛି ସ୍ମୃତି ଅନେକ ଅଛି ଏବଂ ତୁମେ ଅନେକ ସମୟରେ ତୁମ ଛବି ଦେଖିବାକୁ ଚେଷ୍ଟା କରିଛି। ହେଲେ ତୁମେ ସ୍ୱପ୍ନ ରେ ଅସ ତଥାପି ତକିଆ କାଢି ସୂଇଲେ ବି ନିଦ ଲାଗେନା❤

  • @ratindranathdas4808
    @ratindranathdas4808 2 роки тому +34

    ବହୁତ ସୁନ୍ଦର ଲେଖା ଗୀତ ଶୁଣିଲେ ପୁରୁଣା କଥା ମନେପଡ଼ିଯାଏ
    ଧନ୍ୟବାଦ 🙏🏻🙏🏻🙏🏻

  • @sanjaykhara3076
    @sanjaykhara3076 3 роки тому +8

    ଗୋଟେ ଦିନ ଥିଲା କେଇ ଜଣେ ମତେ ଏଇ ଗୀତ ପରି କୋଉଥିଲା ସେ ମୋପାକରେ ନାହିଁ

  • @susantdalei612
    @susantdalei612 Рік тому +20

    ଏହି ଗୀତ ଜିଏ ଶୁଣିବ ସିଏ ଦୁଃଖ ରେ ଥିଲେ ସିଏ ଖୁସି ହୋଇ ଯିବ 😍🌹💫👍👍

  • @janardanadev3845
    @janardanadev3845 2 роки тому +95

    ଜଦି ନିଦ ନିହାତି ଲାଗେ ଅଧ ରାତିରେ
    ଜଦି ନିଦ ନିହାତି ଲାଗେ ଅଧ ରାତିରେ
    ତକିଆ ମୁଣ୍ଡ ତଳୁ କାଢି ଦବ
    ନହେଲେ ନହେଲେ ମୋ କଥା ମନେ ପଡିବ
    ଜଦି ମେଘ ନିହାତି ବରଷେ ଦି ପହରେ
    ଜଦି ମେଘ ନିହାତି ବରଷେ ଦି ପହରେ
    ଝରକା ଧିରେ ଆଉଜେଇ ଦବ
    ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
    ମୋ କଥା ମନେ ପଡିବ
    ଥିରି ଥିରି ସଞ୍ଜ ଢ଼ଳୁଥିବ
    ଥିରି ଥିରି ଜହ୍ନ ଉଠୁଥିବ
    ମିଠା ସପନର ପଥେ ପଥେ
    ଚାଲି ଆସ ଭାରି ଭଲ ହବ
    ହୋ ଦୂରୁ ଧାଇଁ ଧାଇଁ ଆସୁଥିବ
    ବାହୁ ବନ୍ଧନରେ ବନ୍ଦୀ ହବ
    ସାରା ସାରା ରାତି ଭଲ ହବ
    ନିଦେ ନିଦେ ତମେ ପାଖେ ଥିବ
    ଜଦି ନିହାତି ନଜର ପଡେ ଜହ୍ନ ଉପରେ
    ହୁଁ...ଜଦି ନିହାତି ନଜର ପଡେ ଜହ୍ନ ଉପରେ
    ଦେଖି ନଦେଖି ମୁହଁ ଫେରେଇ ନବ
    ନହେଲେ ନହେଲେ ମୋ କଥା ଆରେ ମନେ ପଡିବ
    ମୋ କଥା ମନେ ପଡିବ
    ଆଖି ପତା ଜମା ଖୋଲିବନି
    କାଳେ ଭଲ ସ୍ବପ୍ନ ଭାଙ୍ଗି ଯିବ
    ହଉ ଅବା ପଛେ ମିଛେ ମିଛେ
    ସପନେ ତ ନିଶ୍ଚେଁ ଦେଖା ହବ
    ହୋ ଜହ୍ନ ହେଇ ଜୋସ୍ନା ବିଞ୍ଚୁଥିବ
    ଫୁଲ ହେଇ ବାସ୍ନା ବାଣ୍ଟୁ ଥିବ
    ଅଲେଖା ମୋ ମନ କାଗଜରେ
    ତମ ନାଁ ଲେଖି ଦେଇଯିବ
    ଜଦି କେବେ ବି ପାଅ ମୋ ଚିଠି ବହି ଭିତରେ
    ହୁଁ ଜଦି କେବେ ବି ପାଅ ମୋ ଚିଠି ବହି ଭିତରେ
    ନପଢି ଆଉ ଥରେ ଲୁଚେଇ ଦବ
    ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
    ଜଦି ନିଦ ନିହାତି ଲାଗେ ଅଧ ରାତିରେ
    ହୁଁ ଜଦି ନିଦ ନିହାତି ଲାଗେ ଅଧ ରାତିରେ
    ତକିଆ ମୁଣ୍ଡ ତଳୁ କାଢି ଦବ
    ନହେଲେ ନହେଲେ ମୋ କଥା ମନେ ପଡିବ
    ଜଦି ମେଘ ନିହାତି ବରଷେ ଦି ପହରେ
    ହୋ ଜଦି ମେଘ ନିହାତି ବରଷେ ଦି ପହରେ
    ଝରକା ଧିରେ ଆଉଜେଇ ଦବ
    ଆରେ ନହେଲେ ନହେଲେ ମୋ କଥା ମନେ ପଡିବ
    ମନେ ପଡିବ
    ମୋ କଥା ମନେ ପଡିବ

    • @mr_arbit___
      @mr_arbit___ Рік тому +3

      ❤❤❤❤😮😮😮😮

    • @GUDDUDAS_143
      @GUDDUDAS_143 Рік тому +5

      ଭାଇ ସୁଣି ସୁଣୀ ଲେଖିଲ ନା ଅଗରୁ ମାନେ ଥିଲା

    • @taraninayak5679
      @taraninayak5679 Рік тому

      😢❤😮😢😅🔝🔝🔝🐭🏠🤣🤣❤[pma\0

    • @srabanimohapatra3030
      @srabanimohapatra3030 Рік тому +1

      🎉🎉🎉🙏

    • @sksanji3070
      @sksanji3070 10 місяців тому

      Nice

  • @user-gj6pr2yu5v
    @user-gj6pr2yu5v 10 місяців тому +3

    ଶ୍ରୀକାନ୍ତ ସାର ପ୍ଲିଜ ଏଇଭଳି ଗୀତ କରନ୍ତୁ ହୃଦୟକୁ ବିଦାରି ଦେଉଛି ଶୁଣିଲାକୁ ପୁରୁଣା ପ୍ରେମକୁ ଭୁଲିହେଉନି

  • @yashraj...alittlestaVBO
    @yashraj...alittlestaVBO 3 роки тому +13

    2021 kie kie a song sunucha... ❤️❤️

  • @amarkumarpal5340
    @amarkumarpal5340 8 місяців тому +5

    ଅତି ସୁନ୍ଦର ଭାବରେ ଗୀତ ରଚନା କରିଥିଲେ

  • @uttammunda8419
    @uttammunda8419 5 років тому +16

    Mera bachpan ka favorite song ❤😍😍

    • @nrushima.p
      @nrushima.p 2 роки тому +1

      To ta odia januchu kahibi paruchu babhi bi paruchu lekhila bele odia lekhunu hindi kai sorei heuchi

  • @barshadas1146
    @barshadas1146 3 роки тому +50

    2021 ରେ ଏ ଗୀତ ସେମିତି ଲାଗୁଛି ❤️❤️❤️❤️

  • @malaybarik2648
    @malaybarik2648 2 роки тому +4

    👌👌👌Nice song.ଓହ ଚାଲୁ😀😀😀

  • @soubhagyakumar5177
    @soubhagyakumar5177 3 роки тому +27

    Old is gold ଏ ଗିତ ସୁଣିଲେ ନିଦ ଆସିଯାଏ,,, ମୋର ବହୁତ ପସନ୍ଦ ,,,,,

  • @hrudanag2838
    @hrudanag2838 3 роки тому +12

    Bidhusmita is very beautiful her young age.

  • @niranjannayak2700
    @niranjannayak2700 3 роки тому +3

    ଧନ୍ୟ ବାଦ ଶ୍ରୀକାନ୍ତ,ବାବୁଲ ସୁପ୍ରିୟ ,ଶାନ୍ତିରାଜ ଖୋସଲା ସାର୍

  • @maheshnayak5433
    @maheshnayak5433 5 років тому +20

    ବାବୁଲ ସୁପିୟ ଆଉ ଥରେ

  • @nirupamanirupamasahoo9096
    @nirupamanirupamasahoo9096 4 роки тому +5

    Super👌👌👌👌
    Waya old is gold☺
    Bahut sundar gita👍👍👍👍👍

  • @satyabratasamantaray2241
    @satyabratasamantaray2241 3 роки тому +49

    କବି ର କବିତା ସ୍ୱତଃସ୍ପୃତ ଭାବରେ ଝରଣା ଟିଏ ହୋଇ ବହିଯାଏ ହୃଦୟ ମଧ୍ୟରେ ଥିବା କେଉଁ ଏକ ନିଭୃତ କୋଣରୁ. କଳ୍ପନା ରାଇଜ ରେ ବିତରଣ କରି ଖୋଜି ବୁଲିଥାଏ ଶବ୍ଦ ସମୂହ ଓ ନିଜର ଅନୁଭବ କୁ. ପ୍ରଶଂସା କରିବା ପାଇଁ ବିଶେଷଣ ର କମ ଅନୁଭବ ହେଉଛି. ଧନ୍ୟବାଦ ଶ୍ରୀକାନ୍ତ ସାର.

  • @narayanbnumia6085
    @narayanbnumia6085 3 роки тому +7

    One of my favourite singer & Music Director Babul Suprio & Shanti Raj Khosla

  • @duryodhannayak629
    @duryodhannayak629 Рік тому +8

    Old is gold 🥇🥇..

  • @bibhuprasadmantri2149
    @bibhuprasadmantri2149 4 роки тому +4

    Gita suniba ta emiti na.............Pura Dil khus heijiba

  • @ashoknag3973
    @ashoknag3973 2 роки тому +8

    ବହୁତ ସୁନ୍ଦର ଗୀତ

  • @gurubhahansdah955
    @gurubhahansdah955 7 місяців тому +1

    Old childhood memories with this song 😇😇😇❤️❤️❤️❤️❤️

  • @Subhabatra
    @Subhabatra 3 роки тому +5

    ଭଲ ଗିତ....
    ମୁ ଗଭୀର ଭାବରେ ପସନ୍ଦ କରେ....?

  • @chiranjikumarnaik8977
    @chiranjikumarnaik8977 3 роки тому +1

    Puruna kotha mone podijauchhi.... So romantic.

  • @anupamjyotidas2760
    @anupamjyotidas2760 2 роки тому +5

    Old is gold

  • @snbbariha251
    @snbbariha251 3 роки тому +5

    sun music thanks lots 👌

  • @banamalibehera8781
    @banamalibehera8781 2 роки тому +3

    Khub sundar Geeta o geeta rachana of srikanta goutam.

  • @sudamkraska3471
    @sudamkraska3471 4 роки тому +2

    ଆଧୁନିକ ସଗୀଂତ କେବେ ଭୁଲି ହୁଏନା🌷🌻

  • @subashnayak2275
    @subashnayak2275 6 років тому +26

    Super hit song , Credit goes to Mr.Goutam !!

  • @swadhinbehera7214
    @swadhinbehera7214 Місяць тому

    ଦୀପକ ଭାଇଙ୍କ ପାଇଁ gote like hau ❤️

  • @subashchandramohanty4915
    @subashchandramohanty4915 2 роки тому +5

    Old is gold heart touching son

  • @Richard_printed
    @Richard_printed 7 місяців тому +13

    2024 ରେ ଏ ଗୀତ କେମିତି ଲାଗୁଛି

  • @subratraaznanda3028
    @subratraaznanda3028 4 роки тому +5

    Nice song most romantic song

  • @dharmanandasethi5797
    @dharmanandasethi5797 Рік тому +6

    Me tooo ମୁ ବି 2023 ରେ ବି ଏଇ song ଶୁଣୁଛି ଯେତେ ଶୁଣିଲେବି ମୁ କେବେ ବାଭେନା ଯେ ମୁ ଏକା 🥰🥰🥰❤❤❤

  • @G_creation666
    @G_creation666 4 роки тому +6

    So beautiful deepak bhai

  • @msbfunny765
    @msbfunny765 26 днів тому

    2024 re Sabu old git vl lagu chhe ❤🎉

  • @bikramdeep9507
    @bikramdeep9507 4 роки тому +14

    ଏ ଗୀତ ମୋର ବହୁତ ପସନ୍ଦ ମୋ ହୃଦୟକୁ ଛୁଇଁଯାଏ

  • @manadalai8819
    @manadalai8819 3 роки тому +1

    Mate bahut bahut pasand Odia old song

  • @rukminimishra5573
    @rukminimishra5573 Рік тому +3

    Beautiful very nice best performance thanks to all from Rukmini production jai jagannath jai

  • @jalakantapradhan1323
    @jalakantapradhan1323 Рік тому

    Bhai re song tiku sunile mo puruna sruti Mane padijae mo pila Dina ktha ......miss my childhood

  • @prabhakarhoufa2989
    @prabhakarhoufa2989 Рік тому +4

    Old is gold..

  • @gopinathdharua3362
    @gopinathdharua3362 5 років тому +1

    Babul Supriya dada Odia. Sang super hit

  • @biswanathamohanta8522
    @biswanathamohanta8522 5 років тому +12

    ଦିନ ଥିଲା ଏଗୀତର କିଛି କାହାଣୀ ମୋ ଜୀବନ ର ଅଧା ଅଧା

  • @Rskanhaa783
    @Rskanhaa783 3 місяці тому +1

    Aku kuhanti album video❤❤

  • @ManojKumar-qn1wx
    @ManojKumar-qn1wx Рік тому +3

    My favorite album ❤❤❤ Babul

  • @srabanimohapatra3030
    @srabanimohapatra3030 Рік тому

    It's 2023 August now.. Barish + bus door sit + Earphone =FEEL IT 😅😅😅😅

  • @gkhandei2973
    @gkhandei2973 3 роки тому +23

    2021 କଣ ମୁଁ ଏଇ ଗୀତ ସବୁ ବର୍ଷ ଶୁଣି ଆସୁଚି

  • @anuragpanda628
    @anuragpanda628 7 місяців тому

    2024 re be pura bhala laguchi ea gita❤❤❤❤❤

  • @laxmanbagarti2025
    @laxmanbagarti2025 4 роки тому +3

    Gita jete Puruna he Levi. Bhala lage 😘

  • @subashdalai8893
    @subashdalai8893 4 роки тому +3

    Chali asa bhari bhala haba 😘😘😘😘😘😘😘😘

  • @mukul2451
    @mukul2451 3 роки тому +33

    Old Childhood Memories with this song 😇💖

  • @prasantakumarjena5140
    @prasantakumarjena5140 5 років тому +3

    Babul Supriyo My Favorite Singer

  • @anilmallick9267
    @anilmallick9267 4 роки тому +3

    Very nice song👌💘🌹🌷🌻...

  • @subhadarshinisahoo6768
    @subhadarshinisahoo6768 4 роки тому +7

    Wow!!!!!! So sweet ♥️♥️♥️♥️♥️

  • @geligeli6749
    @geligeli6749 6 місяців тому

    Mu aji 2024 mrche 4 re mu sunuchu 6 thara suni sarila pare ahuri ichha hauchi sunibaku❤

  • @im_mukti
    @im_mukti 5 років тому +18

    ବହୁତ ସୁନ୍ଦର ଗିତ ସୁନ୍ଦର ଠୁ ସୁନ୍ଦର
    ହେଲେ ଏବେ ଆଉ ଏ ଭଳି ଗିତ ଆସୁନି

  • @uplovershorts8762
    @uplovershorts8762 2 роки тому +4

    Old is very very pure god heart touching

  • @pratapkumarmahapatra9171
    @pratapkumarmahapatra9171 4 роки тому +5

    Beautiful song my heart touch

  • @GUDDUDAS_143
    @GUDDUDAS_143 Рік тому +2

    My favourite song ❤

  • @jyotiranjan6269
    @jyotiranjan6269 4 роки тому +5

    Excellent music composition with singing voice by babuli supriyo

  • @sadasibmaharana8263
    @sadasibmaharana8263 6 років тому +1

    babul.suprio.best.singer.in.india

  • @ganeshbishoyi5206
    @ganeshbishoyi5206 4 роки тому +3

    Supar dupar vdo👌👌👌

  • @pradipkumarsahu2327
    @pradipkumarsahu2327 4 місяці тому

    Watching these type of melodious songs in home theater, fantastic

  • @umakantameher2269
    @umakantameher2269 4 роки тому +5

    Super song..

  • @letsexplore2201
    @letsexplore2201 Рік тому

    2022 October re bi ei gita ku mane pakai sunuchi❤️❤️❤️❤️❤️

  • @bipinswain6848
    @bipinswain6848 4 роки тому +4

    Old albums ❤️💙💛💛💙💛💛💙❤️

  • @subhalaxmi2978
    @subhalaxmi2978 Рік тому +2

    I love 💕 you song❤️❤️❤️💕💕❤️❤️❤️🥰🥰🥰🥰❤️❤️❤️❤️❤️

  • @NirmalKumar-yo8ce
    @NirmalKumar-yo8ce 4 роки тому +4

    I love odia song

  • @TechRaju143
    @TechRaju143 Рік тому +1

    ମନ ମୋର କିଣି ନେଲା ❤

  • @akshayakumargouda1349
    @akshayakumargouda1349 3 роки тому +3

    Very nice. Video

  • @shashidharpal8543
    @shashidharpal8543 3 роки тому +2

    Nice vediosong

  • @sunilkumarnayak9856
    @sunilkumarnayak9856 5 років тому +4

    Very very very nice song 👍😊

  • @shashiksntadas7464
    @shashiksntadas7464 Рік тому +2

    My all time favourite song

  • @ashalatasamal377
    @ashalatasamal377 2 роки тому +4

    Beautiful song 😍😍😍

  • @umakanta1235
    @umakanta1235 4 роки тому +3

    Jadi nida na heba adha ratire odiya album sunile nida aasijiba

  • @sarojdashsarojdash1061
    @sarojdashsarojdash1061 4 роки тому +4

    Nice sang

  • @tarapadamidya3281
    @tarapadamidya3281 3 роки тому +2

    Very 🌹 Nice Babul Da

  • @sambhu5727
    @sambhu5727 3 роки тому +4

    Odia album hero only one Deepak

  • @umeshmohanta5924
    @umeshmohanta5924 4 роки тому +2

    Old is gold.bahut khub Surat flings.

  • @babucreative7869
    @babucreative7869 2 роки тому +3

    Excellent 👍👍

  • @superiorgaming5852
    @superiorgaming5852 8 місяців тому

    Chota thila time re ae song bhala lagunathila but abe Jana paduchi old song sabu kahiki ama bapa mana nku bhala lage😂vibe to hai bhai

  • @tusarkantapatra3459
    @tusarkantapatra3459 4 роки тому +3

    How beautiful old songs these r 🤗🤗🤗🤗🤗🤗🤗

  • @sms.soumya..gaming390
    @sms.soumya..gaming390 9 місяців тому

    2024 is coming but the song is rising🎉🎉❤❤

  • @durjyabehera191
    @durjyabehera191 4 роки тому +5

    👌👌👌

  • @anilkumardas6083
    @anilkumardas6083 2 роки тому +2

    A geeta jete sunile bi nua pari lage 🖤💗🖤

  • @prakashchandrapradhan8312
    @prakashchandrapradhan8312 4 роки тому +4

    Evergreen song.....nice

  • @prasenjitmal8332
    @prasenjitmal8332 4 роки тому +2

    Nice Odisha song

  • @srikantmajhi9314
    @srikantmajhi9314 4 роки тому +3

    My favorite singer babul supryo and Kumar Sanu lalit Kumar Shakti Mishra Suresh wadkar I love you all 5 Singer

  • @baidyanathpingua7155
    @baidyanathpingua7155 5 років тому +1

    Babul Supriya,s all songs is heart touching .Babul Supriya great singer Odia album song ,l love all songs of Babul Supriya, Thank you , love you Babul Supriya singer,

  • @sameerkumarpattnayik8723
    @sameerkumarpattnayik8723 5 років тому +6

    Babuli suprio 🌹 very nice romantic song my favorite 💓💕

  • @susantagiri4252
    @susantagiri4252 4 роки тому +1

    Wah wah kuade gala se gita au dina..

  • @johargonsay8606
    @johargonsay8606 4 роки тому +3

    Nice video

  • @biswajeetbiswal8746
    @biswajeetbiswal8746 Рік тому +2

    Super duper song old is gold

  • @taranisenbarik4309
    @taranisenbarik4309 5 років тому +10

    ଅଭୂଲା ସୃତି

  • @pintubera4669
    @pintubera4669 2 роки тому +1

    Darun im bangoli Babul dada

  • @ishnuprasadmhapatra7346
    @ishnuprasadmhapatra7346 4 роки тому +5

    Mastt Song....

  • @Mrjena1999
    @Mrjena1999 Рік тому

    2023 ରେ ଏ ଗୀତ କୋଉମାନେ ଶୁଣୁଛ ❤

  • @rohithnanaka1539
    @rohithnanaka1539 4 роки тому +3

    My childhood song... my brother like this song using..