Special Story | Hoax calls plague 108 emergency services in Odisha

Поділитися
Вставка
  • Опубліковано 16 лис 2022
  • Special Story | Hoax calls plague 108 emergency services in Odisha
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 544

  • @taranishenbehera7381
    @taranishenbehera7381 Рік тому +201

    ଏମାନେ ଆମ ଦେଶର କଳଙ୍କ ଏମାନଙ୍କୁ କୋଠର ରୁ କୋଠର ଦଣ୍ଡ ଦେବା ଦରକାର

    • @crazyboychinu6546
      @crazyboychinu6546 Рік тому

      Emiti abhadra pila manonku jail ku daba katha

    • @Biswa3593
      @Biswa3593 Рік тому

      Kire bala karibe sarakara esabu bjd loka nahele ete sahasa kahara haba
      Aau modi bala gote adhara no. Dei no. kiniba katha kahila kintu se no. 1000 loka use karuchhanti
      E rajaniti bahut mahanga padiba 2030 re

    • @kumarsaheb007
      @kumarsaheb007 Рік тому

      Mobile hack କରାଯାଉ

    • @soudamininaik1932
      @soudamininaik1932 Рік тому

      Amanku kathor Dand dia

  • @sweet_cmple__
    @sweet_cmple__ Рік тому +53

    ନିଜ ପିଲାମାନଙ୍କୁ ପାଠ ପଢାଇବା ସହ ସଂସ୍କାର ମଧ୍ୟ ଶିକ୍ଷା ଦେବା ଉଚିତ । ଯାହା ଏମାନଙ୍କ ପାଖରେ ନାହିଁ । ଏମାନଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯିବା ଉଚିତ୍।

  • @Jotrimay
    @Jotrimay Рік тому +111

    ଶଳା ତୋ ପାଇଁ ଆମ ଲୋକ ମାରିବେ ତାଙ୍କୁ କଠୋର ରୁ କଠୋର ଦଣ୍ଡ ଦିଆ ଯାଉ
    ଦୟାକରି ସରକାର ଆବିଷୟରେ ଧିଆନ ଦିନ୍ତୁ 🙏🙏

  • @iamnatlina
    @iamnatlina Рік тому +50

    ତାଙ୍କ ନାଁ, ଠିକଣା, ଲୋକଲୋଚନକୁ ଅଣା ଯାଉ । ଜାତୀୟ ରାଣ୍ଡୁଆ ପୁରସ୍କାର ଦିଆଯାଉ ।।

  • @ratankumarmahapatra7086
    @ratankumarmahapatra7086 Рік тому +20

    Police କୁ ଲାଞ୍ଚ ଦରକାର ସେମାନେ କଣ ପାଇଁ ବୁଝିବେ ତୁମ କଥା, ନବୀନ ପଟ୍ଟନାୟକ action ନିଅନୁ

  • @bibhuyoutubeindia
    @bibhuyoutubeindia Рік тому +182

    ନାରୀଙ୍କୁ ସଂମାନ ଦିଅ କାହିଁକି ଏମିତି ହଉଛ ରେ

    • @editinggirl2245
      @editinggirl2245 Рік тому +6

      Absolutely right

    • @amarkumarpal5340
      @amarkumarpal5340 Рік тому +6

      ଏ ମାନଙ୍କୁ ତୁରନ୍ତ ଦଣ୍ଡ ଦିଆଯାଉ

    • @chikun1
      @chikun1 Рік тому

      Nari nuha 108 ku sanman dia avali chutiya kama na kari actual rogi hele call kara. Emti kama karibare achi ta sanga mane paraspara sah emti kara 108 ki 100 ki customer care ku call kariki nuha chutiye sale

    • @maheshbehera7093
      @maheshbehera7093 Рік тому +2

      Right bro

    • @akashsahoovlogs2385
      @akashsahoovlogs2385 Рік тому +2

      Nari mane ta nija sanman nije harauchanti 🤬🤬🤬

  • @parshurambarik1763
    @parshurambarik1763 Рік тому +51

    ସରକାରଙ୍କୁ ଅନୁରୋଧ 🙏ଏଭଳି କରୁଥିବା ଲୋକଙ୍କ ବିରୋଧ ରେ ଦୃଢ଼ କାର୍ଯ୍ୟାନୁଷ୍ଠନ ନିଆଯାଉ। ଏଠି ଲୋକେ ସେବା ଦେବେ ଆହୁରି ଲୋକଙ୍କୁ ଠୁ କଥା ଶୁଣିବେ, ସେମାନେ କଣ ବାର ମାସିଆ।😠 ଯିଏ ଯାହା କହିଦେବ ସେମାନେ ଶୁଣିବେ।

    • @saishaktidanceinstitute2563
      @saishaktidanceinstitute2563 Рік тому +3

      କିଛି ହବନି...ଆମେ BJD ଲୋକ.... ଆମେ ଯାହା ଇଚ୍ଛା କରିବୁ....ବିଜେଡି କୁ ଆମେ ସେଇଟି ପାଇଁ VOTE ଦଉଚୁ

    • @parshurambarik1763
      @parshurambarik1763 Рік тому +1

      @@saishaktidanceinstitute2563 ଆଜିକା date re strike hin kichi ସମସ୍ୟା ର ସମାଧାନ କରିବ। ଯେତିକି call center re job କରୁଛନ୍ତି ଯାଇକି ସରକାର ଙ୍କ ଆଗରେ ଧାରଣା ଦିଅନ୍ତୁ କି ଆମକୁ fraud call re ହଇରାଣ କରା ଯାଉଚି।

    • @samikshyasaho
      @samikshyasaho Рік тому +1

      Right

  • @burudisummaiofficial6200
    @burudisummaiofficial6200 Рік тому +45

    Customer ପାଇଁ ଆଜି ଆମେ ଶାନ୍ତିରେ ଅଛୁ ତାଙ୍କୁ Respect ଦିଅ ଆଉ ଶାନ୍ତିରେ ରୁହ ।।
    ନ ହେଲେ ୧୯୯୮ ମସିହା ଭଳି ନିଜେଦୌଡୁଥିବ ।।

  • @Guru73
    @Guru73 Рік тому +16

    ସାଇବର ଥାନା ପୋଲିସ କ'ଣ କରୁଛି । ଏମାନଙ୍କୁ ଧରିକି ଥାନା ପୁରାଅ।।।।।

  • @chandrasekharhansdah1888
    @chandrasekharhansdah1888 Рік тому +62

    ଝିଅ ବଦଳରେ ପୁଅ ମାନଙ୍କୁ ରଖନ୍ତୁ ଭଲ ହବ 👍👌👌🙏

    • @bijaybindhani9566
      @bijaybindhani9566 Рік тому +1

      Right

    • @bantisambit4009
      @bantisambit4009 Рік тому

      Right

    • @crazyboychinu6546
      @crazyboychinu6546 Рік тому

      Kn pain jhia mane kn aei pila manonko pain jhia mane kn kichi job karibeni na kn aei bhali pila manonku bholo se warning daba katha

    • @bikashofficial720
      @bikashofficial720 Рік тому +1

      Right

    • @jssonu2204
      @jssonu2204 Рік тому +2

      ଝିଅ ଙ୍କ ବଦଳରେ ପୁଅ କଣ ପାଇଁ ... ଝିଅ ମାନେ କଣ ତାଙ୍କ କାମ କରୁନାହାନ୍ତି କି... ଯେଉଁମାନେ ଏମିତି ହଇରାଣ କରୁଛନ୍ତି ତାଙ୍କୁ goverment ଦଣ୍ଡ ଦେବା ଉଚିତ୍।

  • @alokpradhan8430
    @alokpradhan8430 Рік тому +7

    କାହାକୁ ସମ୍ମାନ ଦେବା ନଦେବା ଅଲଗା କଥା କିନ୍ତୁ କାହାକୁ ଅସମ୍ମାନ କରିବାର ଅଧିକାର ଆମର ନାହିଁ । ଏମାନଙ୍କୁ ପର୍ଯ୍ୟାପ୍ତ ଦଣ୍ଡ ଦିଆଯିବା ଦରକାର । ନିଶ୍ଚୟ ଦଣ୍ଡ ଦିଆଯାଉ ।

  • @odiastorytvodia
    @odiastorytvodia Рік тому +16

    Emiti karani Original patient hairan Hebe😔

  • @pabitrameher2658
    @pabitrameher2658 Рік тому +16

    ଏମାନଙ୍କ ନମ୍ବର ଟ୍ରାକ କରିକି ଏମାନଙ୍କୁ ଉଚିତ ଦଣ୍ଡ ଦେବା କଥା

  • @prahlladpradhan
    @prahlladpradhan Рік тому +14

    ମହିଳା ମାନଙ୍କୁ ଏହି ସେବାରେ ଦିଆନଯାଇ ପୁରୁଷମାନଙ୍କୁ ଦିଆଯାଉ ଆଜ୍ଞା ଏହିଭଳି କେବେ ହବନି

    • @pramodbehera2737
      @pramodbehera2737 Рік тому +1

      Eita right decision nuhe bhai

    • @yashomatinaik9295
      @yashomatinaik9295 Рік тому

      Tuma chintadhara pura bhul

    • @barsharanisahu6161
      @barsharanisahu6161 Рік тому

      ହରେ ହୋଲପେରଟ ଗାଡେ ମର ତତେ ଲାଜ ଲାଗୁନି କି ଏମିତି କଥା କହୁଛୁ

    • @amareshkumar2706
      @amareshkumar2706 8 місяців тому

      Eita kete dura thic nije thare bhabiki dekhantu .

  • @burudisummaiofficial6200
    @burudisummaiofficial6200 Рік тому +12

    Call centre ରୁ ଯଦି କୌଣସି ଅସୁବିଧାର ସହଜ ସୁବିଧାଯୋଗାଇ ଦିଆଯାଉଛିି ତେବେ customer ସହିତ ଏହିଭଲି ବେବହାର କଣ ପାଇଁ ??? ଲୋକ ଏତିକି ବୁଝିପାରୁନାହାନ୍ତି ଯେ ଆମ ସହାୟତା ପାଇଁ call ଆସିଛି ।। ଏଭଳି ହେଲେ vice process executive ପାଇଁ କେହିବି କାମକରିବେ ନାହିଁ ।ତୁରନ୍ତ ଏଥି ପାଇଁ କିଛି ଭଲ ପଦକ୍ଷେପ ନିଆଯାଉ ..🙏🙏🙏

    • @saishaktidanceinstitute2563
      @saishaktidanceinstitute2563 Рік тому

      କିଛି ହବନି...ଆମେ BJD ଲୋକ.... ଆମେ ଯାହା ଇଚ୍ଛା କରିବୁ....ବିଜେଡି କୁ ଆମେ ସେଇଟି ପାଇଁ VOTE ଦଉଚୁ

  • @budhadevturuk7231
    @budhadevturuk7231 Рік тому +8

    Ye fake call kriba ଲୋକ ଙ୍କୁ dhari police samasta nka ସମ୍ମୁଖ ଲଂଗଳା କରି ପିଟିବା କ୍କଥ ଆ

  • @Jotrimay
    @Jotrimay Рік тому +14

    ଶଳା ଘୁଷୁରୀ ଗିହା 😭😭😭🙏🙏

  • @msamal9058
    @msamal9058 Рік тому +19

    Take Strict action against those culprits

  • @user-ff7qw8eh6r
    @user-ff7qw8eh6r Рік тому +2

    Please immediately action nia jau

  • @dehurybikash2004
    @dehurybikash2004 Рік тому +4

    Immediately take action 😡😠

  • @chandrasekharnayaka9658
    @chandrasekharnayaka9658 Рік тому +2

    ଯଦି ବିଜ୍ଞାନ ଏତେ ଉନ୍ନତି ହେଇଛି ନମ୍ବର ଟ୍ରାକ୍ କରି ସେ ଲୋକ କୁ ଖୋଜି ବାହାର କରି ସାରା ଜୀବନ ଜେଲ୍ ଭିତରେ ରଖି ଦିଅନ୍ତୁ ସେମାନେ ନିଜ କଲା କର୍ମ ର ଜେଲ୍ ଭିତରେ ଯେମିତି ଭୋଗିବେ ।ଆଉ ଅନୁତାପ କରିବେ ।

  • @IASaspairant
    @IASaspairant Рік тому +9

    ପୂର୍ବ ରୁ ଏପରି ପିଲା ମାନେ ଝିଅ ମାନଙ୍କ ପାଇଁ ପାଗଳ ହେଉ ନ ଥିଲେ , ହେଲେ ଏବେ ଯେଉଁ ଭଳି ଭାବରେ - ସିନେମା , ସିରିଏଲ୍ ରେ ଭଲ ପାଇବା କୁ ଦେଖାଜାଉଛି , ପିଲା 5th class ରୁ ବି କୋଉ ଝିଅ କୁ ଦେଖି ଭଲ ପାଉଛନ୍ତି , ଆମ ଘର ପାଖରେ ଗୋଟେ ପିଲା 5th class ରେ ପଢୁଛି , ଗୋଟେ ଝିଅ କୁ School ରେ propose କରି ଦେଇଛି , କୋଉଠୁ ଏସବୁ ଶିଖିଲା ସେ ? ଫିଲ୍ମ ରେ ଯେଉଁ ଭଳି ଭାବରେ Love , Romance ଦେଖାଉ ଛନ୍ତି ଏସବୁ ଦେଖି ଯୁବପିଢି ଏସବୁ କରୁଛନ୍ତି , ଜଣେ ପୁଅ ମାନେ ସିଏ ଭାବିବ ମୋର ଗୋଟେ Girlfriend ଦରକାର୍

  • @Natkhatbrain
    @Natkhatbrain Рік тому +2

    ଏ ଶଳl ଙ୍କୁ ମାଡ଼ ଦରକାର୍, ନମ୍ୱର୍ note kariki rakhiki ,ଏମାନଙ୍କର emergency time ରେ ନଗଲେ ଠିକ୍ ଶାସ୍ତି ପାଇବେ ଏମାନେ

  • @omgopen5769
    @omgopen5769 Рік тому +3

    ଯେଉ ମାନେ ଫକେ call କରୁଛନ୍ତି ।।। ସେମାନଙ୍କର ସିମ୍ କୁ ବନ୍ଦ କରି ଦେବାର।। ବ୍ୟବସ୍ଥା କରନ୍ତୁ।।।।

    • @saishaktidanceinstitute2563
      @saishaktidanceinstitute2563 Рік тому +1

      କିଛି ହବନି... ନବୀନ ଅଛି ମାନେ ଆମର କିଛି ହବନି.... ଆମେ BJD ଲୋକ.... ଆମେ ଯାହା ଇଚ୍ଛା କରିବୁ....ବିଜେଡି କୁ ଆମେ ସେଇଟି ପାଇଁ VOTE ଦଉଚୁ

  • @binodbluevibrator8073
    @binodbluevibrator8073 Рік тому +4

    ଯୋଉ ମାନେ 108call ସେଣ୍ଟର call କରିକି ହଇରାଣ କରୁଛନ୍ତି ସେମାନଙ୍କୁ ସୁଳି ରେ ଚଢ଼େଇ ଦିଅ।

  • @mr.nayakcreation
    @mr.nayakcreation Рік тому +1

    କିଛି ଆମ୍ବୁଲାନ୍ସ ଡ୍ରାଇଭର ପଇସା ମାଗୁଛନ୍ତି ସେଥିପାଇଁ ଧ୍ୟାନ ଦିଅନ୍ତୁ

  • @Bobal_Comedy
    @Bobal_Comedy Рік тому +5

    ଏମିତି କରିବେ କହିବେ ଆମକୁ ambulance ମିଳୁନି

  • @rinkylulu6371
    @rinkylulu6371 Рік тому +18

    କାହା ଜୀବନ ସହ ଖେଳନ୍ତୁ ନାହିଁ ଦୟାକରି, ଏମିତି ଅଭଦ୍ର ଙ୍କୁ ଫାସୀ ଦିଅନ୍ତୁ.

    • @saishaktidanceinstitute2563
      @saishaktidanceinstitute2563 Рік тому

      କିଛି ହବନି... ନବୀନ ଅଛି ମାନେ ଆମର କିଛି ହବନି.... ଆମେ BJD ଲୋକ.... ଆମେ ଯାହା ଇଚ୍ଛା କରିବୁ....ବିଜେଡି କୁ ଆମେ ସେଇଟି ପାଇଁ VOTE ଦଉଚୁ

    • @abdullatifkhan2787
      @abdullatifkhan2787 Рік тому

      @@saishaktidanceinstitute2563 kichi asu idha hebani ame bjp toka

  • @sampadpradhan9266
    @sampadpradhan9266 Рік тому +2

    Take action CM sir 🙏

  • @ashujeeviaj119
    @ashujeeviaj119 Рік тому +6

    Take some immediate action
    .

    • @trinathbehera2792
      @trinathbehera2792 Рік тому

      ଏମାନଂକୁ ଦଣ୍ଡ ମିଳିଵା ଦରକାର ର

  • @biranchisuna8353
    @biranchisuna8353 Рік тому +2

    ଯେଉଁମାନେ 108 କୁ ଏ ଭଳିଆ କରୁଛନ୍ତି ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବା କଥା ଏଥି ପାଇଁ ପୋଲିସ ପ୍ରଶାସନ ଉଚିତ ପଦେକ୍ଷେପ ନେବା ଜରୁରୀ ଅଟେ

  • @hariharaamanatya9976
    @hariharaamanatya9976 7 місяців тому +1

    ଏମାନଙ୍କୁ ଫାଶୀ ଦେବା ଦରକାର । କାହିଁକି ନାଁ ଏମାନଙ୍କ ପାଇଁ ଜନଙ୍କ ଜୀବନ ଚାଳିଜିବ

  • @atozkirtanvideo
    @atozkirtanvideo Рік тому +1

    ମାଗିଆ ବିଜେଡି ସରକାର ରହିଲେ ଏହିପରିକା ଅବସ୍ଥା ହୁଏ

  • @debarajmeher8907
    @debarajmeher8907 Рік тому +1

    ଯେଉଁମାନେ ଏମିତିଆ କାମ କରୁଛନ୍ତି ତାଙ୍କୁ ସାରା ଜୀବନ ପାଇଁ ଜେଲ ଦଣ୍ଡ ହେବା ଦରକାର

  • @tanishalifestyle358
    @tanishalifestyle358 Рік тому +1

    ଶଳା ମାନଙ୍କୁ ସେ ଆମ୍ବୁଲାନ୍ସ ରେ ମେଡିକାଲ କୁ ନେଇ ତାଙ୍କର ସେ ଡିଆସ ଟା କଟିଦୀୟା ଯାଉ,, ଭଲ ହେବ ,,

  • @kishorkumarbhitiria323
    @kishorkumarbhitiria323 Рік тому +3

    Call Tracking kari..Kesh...lagai dia...Daribar kan.. Achhi👍👍

  • @IA--RojalinMohapatra
    @IA--RojalinMohapatra Рік тому +2

    Those peoples are do it,pls change urself and ur bad mindset .Kindly request to u🙏

  • @niranjannlahajal9851
    @niranjannlahajal9851 Рік тому +2

    Police why not action??

  • @Nickey_45-22
    @Nickey_45-22 Рік тому +4

    Punishment darkar.....

  • @shanislifestyle3044
    @shanislifestyle3044 Рік тому +3

    Bbsr DCP sir plz plz a ବଦମାସ୍ ମାନଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଉ plz

  • @diptibardhan271
    @diptibardhan271 Рік тому +1

    ଏ ମାନଙ୍କ ବିରୁଦ୍ଧରେ ଆକ୍ସନ ନିଆଯାଉ ଏ ମାନଙ୍କୁ ଉତ୍ତମ ମଧ୍ୟମ ହେଲେ ପୁରା ସାଇଜ୍ ହେଇଯିବ

  • @amareshkumar2706
    @amareshkumar2706 8 місяців тому +1

    Strict action should be taken against them.

  • @kabitachannel9080
    @kabitachannel9080 Рік тому +1

    O My Good🙏

  • @Mrutyunjay_Pradhan
    @Mrutyunjay_Pradhan Рік тому +1

    Police କିରା କରୁଛି।। ଶଳାକର ନମ୍ବର ଟ୍ରେସ କରି ଖାଲି ଗା... ରେ ତାତିଲା ଚେଙ୍କ ଦଉନି ।।

  • @d.fashion2500
    @d.fashion2500 Рік тому +3

    ସବୁ ପାଗଳ ଆମ ଏ ଓଡ଼ିଶାର ।।।।

  • @santoshbarik7586
    @santoshbarik7586 Рік тому +4

    Bahuta Dina pare mu dekhili O TV bhala news dekhaela good work . Amite news dekhantu loke O TV ku support karibe 🙏

  • @odia_vlogger_swagatika
    @odia_vlogger_swagatika Рік тому

    Ati abhadra

  • @chhabilalgoud4335
    @chhabilalgoud4335 Рік тому +1

    ଏମାନଙ୍କୁ ଶୀଘ୍ର ଧରାଯାଉ ଆଉ କାର୍ଯ୍ୟନୁଷ୍ଠାନ କରା ଯାଉ

  • @prananath118
    @prananath118 Рік тому

    କଡ଼ା କାର୍ଯୟାନୁଷ୍ଠାନ ହେବା ଦରକାର୍ 🙏🏻
    Please respect to girls

  • @birendrasabar7480
    @birendrasabar7480 Рік тому

    Respect woman

  • @sumitpradhan2095
    @sumitpradhan2095 Рік тому

    Right

  • @vikramkesharibehera1616
    @vikramkesharibehera1616 Рік тому

    ଏଥିପାଇଁ ମୋର ଓଡିଶା ଏବଂ ଭାରତ ସରକାର ପ୍ରତି INDIAN ଲୋକ ମାନଙ୍କ ପାଇଁ ଗୋଟିଏ Mobile ନମ୍ବର Aadhar ନମ୍ବର କୁ ଦେଖି ଲିଙ୍କ କରାଯାଇ ଦିଆଯାଉ, ଏମିତି କଲେ ଆଉ କେହି ହଇରାଣ କରିବେନି, ଯଦି କେହି କରନ୍ତି ତାଙ୍କ ଉପରେ Police Action ନେଇ Jail କୁ ପଠେଇ ଦେଉ

  • @kunalstar9789
    @kunalstar9789 Рік тому

    ଏମିତି ଲୋକଙ୍କୁ ତାଙ୍କ ନମ୍ବରକୁ ଟ୍ରେସ୍ କରି କଠୋର ଦଣ୍ଡ ଦିଆଯାଉ। ଏମିତି ଲୋକ ମାନେ ଆମ ରାଜ୍ୟର ଆମ୍ବୁଲାନ୍ସ ସେବାଛକକୁ ବଦନାମ କରୁଛନ୍ତି

  • @bishnucharanbehera570
    @bishnucharanbehera570 Рік тому

    Ai bhali loka nka pai ama rajya nasta hauchhi.. He jagannath ai bhali loka nku uchit sikhya diantu

  • @ranjitsethi3674
    @ranjitsethi3674 Рік тому +1

    ଏମାନଙ୍କୁ ଖାସୁ କରିଦିଅ

  • @bibekanandasethy2818
    @bibekanandasethy2818 Рік тому

    Val katha

  • @IA--RojalinMohapatra
    @IA--RojalinMohapatra Рік тому +1

    Immediately take some step against them

  • @suryakantasubudhi6914
    @suryakantasubudhi6914 Рік тому +1

    Punishment dia frst... News re show kale kn heba.

  • @rball8026
    @rball8026 Рік тому

    108 customer service ku location tag system diyadibaa darakara
    Location tag diya gale caller kou location ru call karuchhi..
    Janapadiba...
    Otherwise mobile number ru aadhar card ru address check system subidha diya jaau..
    Then police duty...

  • @pabitrarana5493
    @pabitrarana5493 8 місяців тому

    ଏଭଳି fek କଲ କରୁଥିବା ବ୍ୟକ୍ତି ମାନଙ୍କୁ କାର୍ଯ୍ୟାନୁଷଠାନ ଗ୍ରହଣ କରିବା ଉଚିତ୍।

  • @pratapmaity2499
    @pratapmaity2499 Рік тому +1

    ଏଥି େର ପୁରୁଷ େଲାକମାନଙ୍କ ୁ posting ଦିଆଯାଉନି

  • @SAHOO-Sangram_Uploaded_Videos
    @SAHOO-Sangram_Uploaded_Videos 8 місяців тому

    OTV ଭାଇ 20sec advertising
    ବେକାର
    News ଦେଖିବୁ ନା ad ?

  • @bikashkumardash2638
    @bikashkumardash2638 Рік тому

    ଶଳା ହାରାମି ତୁମମାନଙ୍କ ପାଇଁ କେତେ ରୋଗୀଙ୍କର ଅସୁବିଧା ହଉଛି କେମିତି ସଂସ୍କାର ଦେଇଛନ୍ତି tuma ବାପା ମା

  • @niranjanmaity8227
    @niranjanmaity8227 Рік тому

    ସବୁ ଆମ ମୁଖ୍ୟମନ୍ତ୍ରୀ ଙ୍କ ଦୋଷ... ଏତେ ସବୁ ମାଗଣା କଣ ପାଇଁ...!! ଗ୍ରାମାଞ୍ଚଳ ରେ ପ୍ରତି ମେଡିକାଲ ରେ ଦୁଇଜଣ ଲେଖାଏ ଭଲ ଡାକ୍ତର ରଖୁ ନାହାନ୍ତି..!!ଏ ମାଗଣା ଯୋଜନା ଯେତେଦିନ ପର୍ଯ୍ୟନ୍ତ ବନ୍ଦ ହୋଇନାହିଁ ସେତେ ଦିନ ପର୍ଯ୍ୟନ୍ତ ଓଡିଶା ଏମିତି ଗରିବ ହୋଇ ରହିବ....!!

  • @BJP.fanclub283
    @BJP.fanclub283 8 місяців тому

    ସେମିତି ଭି ambulance kete ବେଳେ ଠିକ୍ ଟାଇମ ରେ ଆସୁଛି ଯେ । Ambulance available ନାହିଁ , ସମୟ ଲାଗିବ ଆପଣ ମେଡିକାଲ୍ ନିଜ ଗାଡ଼ି ରେ ଆଣି ଆସନ୍ତୁ । ଏଇ ସବୁ excuse ଦେଉଛନ୍ତି।

  • @RDMCREATION
    @RDMCREATION Рік тому

    ସେତି ପାଈଁ ଓଡ଼ିଶା ଏତେ ତଳକୁ ଅଛି ଏତିକି ଜାଣି ପାରୁନାହାନ୍ତି ଲୋକ ମାନେ

  • @dharmendrapalakia9246
    @dharmendrapalakia9246 Рік тому

    Take action plz sir

  • @DJ_AMIT_MIX
    @DJ_AMIT_MIX Рік тому +1

    ଏସବୁ କଥା ରୁ ଲାଗୁଚି ଏ ଭାଷା ଗୁଡିକ ପଶ୍ଚିମ ଓଡ଼ିଶା ର ଭାଷା ମୁ ଭଲ ଭାବେ ଜଣେ ଉପକୂଳ ଓଡ଼ିଶା ଲୋକ ଏମିତି କରିବେନି 🙏

    • @animeshsatpathy3536
      @animeshsatpathy3536 Рік тому

      @@cricketXD42sala adibasi asikhita ...purba odisha re sabu sikhita

    • @animeshsatpathy3536
      @animeshsatpathy3536 Рік тому

      @@cricketXD42 Tu call kariki amiti karuchu

    • @animeshsatpathy3536
      @animeshsatpathy3536 Рік тому

      @@cricketXD42 Jhia pila heichu jhia pila bhali raha ... over smart habaku chesta karni .... mind it

  • @trinathsahoo4543
    @trinathsahoo4543 Рік тому

    Police administration should be punished them 🙏

  • @user-ff7qw8eh6r
    @user-ff7qw8eh6r Рік тому

    Eighter really And important emergency call bi. Problem hei jibo

  • @shyamsundar4572
    @shyamsundar4572 Рік тому

    Intejar kis baat ki... Sir Ji action imdily......

  • @Dugu_babu
    @Dugu_babu Рік тому

    ସେହିପରି ବଦମାସ୍ ଲୋକଙ୍କୁ ଗୁଡ଼ାଇ ଗୁଡ଼ାଇ ମାର‌ ସଳା ମାନେ

  • @sureshsahoo6134
    @sureshsahoo6134 8 місяців тому

    ଯେଉଁ ଫୋନ ରୁ ଏଭଳି ଖରାପ ବ୍ୟବହାର କରାଯାଉଅଛି ସେ ନମ୍ବର କୁ ଯାଞ୍ଚ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ ତାହା ହେଲେ ଏଭଳି ଫୋନ କଲ୍ ହେବ ନାହିଁ

  • @pinkypriyanka5886
    @pinkypriyanka5886 Рік тому

    Right Jhia Badala re Pua Mananku Rakhantu Sir Plzzz Karana Ama Gariba ku Jadi 108 Na miliba Tahele Ama Desha Chaliba Kemiti.... A Gariba Loke Kn Karibe Barbad Heijibe ....Mora Anurodha Swikar Karantu Plzzz 🙏 Sir

  • @ritanjalisahoo7514
    @ritanjalisahoo7514 Рік тому

    A call center on Bhubaneswar re achi ???

  • @niranjanchhualsingh1915
    @niranjanchhualsingh1915 Рік тому

    ସିମ କିଣିଲା ବେଳେ ଆଧାର କାର୍ଡ଼ ଯୋଉ ନେଉଛନ୍ତି ତାହେଲେ କୋଉ କାମର ଲାଗୁଛି

  • @suryakanta8836
    @suryakanta8836 Рік тому

    Odisha government ku request karuchhi se person nka upare action nia jau

  • @umakantbag4800
    @umakantbag4800 Рік тому

    ଏ ମାନଙ୍କ ନମ୍ୱର୍ କୁ ବନ୍ଦ କରି ଦିଅ 🙏

  • @jhasa6140
    @jhasa6140 Рік тому

    Starting call asuchhi prasasana soichhanti ki?

  • @pradoshkumar7833
    @pradoshkumar7833 Рік тому

    କେତେ ବଡ଼ ଗାଲୁଆ ଲୋକ କିରେ.ଏମୀତି ରେ ବି 108 ବଦନାମ ଅଛି.ଆଉ ଏମାନେ ଯୋଉ କାରନାମା କରୁଛନ୍ତି ସେମାନଙ୍କ ର ଯେତେବେଳେ ସତରେ ଆମ୍ବୁଲାନ୍ସ ଦରକାର ପଡିବ ଏମାନେ ଆସିବେନି.ତାପରେ ଖଟିଆ ରେ ବୁହା ହେଇକି ଜିବ.କାର୍ଯ୍ୟାନୁଷ୍ଠାନ ହେବା ଦରକାର.

  • @Hkp912
    @Hkp912 Рік тому

    Call centre ରେ ପୁଅ agent ରଖା ଯାଉ।

  • @user-jn3oo4py7e
    @user-jn3oo4py7e 8 місяців тому

    ବକାଚଦା ସରକାର କଣ କରୁଛି ନମ୍ବର ଟ୍ରାକିଂ କରି ଆରେଷ୍ଟ୍ କରୁ ନାହିଁ କଣ ପାଇଁ? ବଧ ହୁଏ ସରକାର ଙ୍କର ଲୋକ ହି ଏମିତି କରୁଥିବେ।

  • @asitrout7659
    @asitrout7659 Рік тому

    🙏🙏😭😭ଜୟ ଜଗନ୍ନାଥ

  • @MKCHINDA
    @MKCHINDA 7 місяців тому

    Sei lokanku danda Dia sir

  • @jujhi981
    @jujhi981 Рік тому +1

    Police action please

  • @eveningswim3268
    @eveningswim3268 Рік тому +1

    Number Track kara and please arrest.

  • @djlipuangul7707
    @djlipuangul7707 Рік тому +1

    Call Asuthiba Mobile No Track Kari Police Dio

  • @gobindamalik4895
    @gobindamalik4895 Рік тому +1

    ଯୋଉ ମାନେ କଲ କରି ଥିଲ ଏବେ ଗାଣ୍ଡୀ ମରା police thana re

  • @akhilasethi8485
    @akhilasethi8485 Рік тому

    Jeu jeu number re fake call jauchhi Sei number ditels bahara kari... panishment deba darakara....🤬😡

  • @RockstarPankajofficial
    @RockstarPankajofficial Рік тому

    ଏମିତିଆ ଲୋକକୁ ସମ୍ବିଧାନ ରେ ଦଣ୍ଡ ନଥିବ ତା ଦଣ୍ଡ ଦିଆ ଯାଉ।

  • @abhimanyudash8360
    @abhimanyudash8360 Рік тому +1

    Police kebala badabadiank kathaku seriou nianti.. hau dekhiba.. authare hele kuha.. samaya hele jiba..etc ..

  • @ratankumarmahapatra7086
    @ratankumarmahapatra7086 Рік тому +1

    ତୁରନ୍ତ action ନିଅନୁ police station number କୁ tipe କରନ୍ତୁ

    • @saishaktidanceinstitute2563
      @saishaktidanceinstitute2563 Рік тому

      କିଛି ହବନି... ଏଇଟା BJD ra ଏରିଆ......Police ଆମ Support ରେ ଯିବ.....ନବୀନ ଅଛି ମାନେ ଆମର କିଛି ହବନି.... ଆମେ BJD ଲୋକ.... ଆମେ ଯାହା ଇଚ୍ଛା କରିବୁ....ବିଜେଡି କୁ ଆମେ ସେଇଟି ପାଇଁ VOTE ଦଉଚୁ

  • @ranjandalabehera98
    @ranjandalabehera98 Рік тому +1

    arrest them

  • @Ganeshpujaalifestyle344
    @Ganeshpujaalifestyle344 Рік тому +3

    Marana kale biparita budhi jie michhua radhua gapa janithiba se hi bujhipariba ..👍Karn emti thata dine jiban neijiba

  • @sakuntala3604
    @sakuntala3604 Рік тому +1

    Lokanku kamoo Dio
    Semanaku busy re rokho
    Emiti koribaku samaya paibeni

  • @akramrout9549
    @akramrout9549 Рік тому

    ମୋ ପାଖରେ ପାୱାର ଥିଲେ ମୁଁ ସେମାନଙ୍କ ଗଳା କାଟି ଦିଅନ୍ତି

  • @vijaychowdhury7995
    @vijaychowdhury7995 Рік тому

    Track their calls and must punish them

  • @bagarngichannel6344
    @bagarngichannel6344 Рік тому

    ପୋଲିସ୍ କଣ କରୁଛି
    ଏମାନକ ପାଇଁ ଲୋକ ହଇରାଣ ହେଉଛନ୍ତି

  • @NagaSamurai
    @NagaSamurai Рік тому

    ଭାଇ 1.45 ଟାଇମ ଟା ଟିକେ ଶୁଣିଲ🤣🤣🤣🤣

  • @kartiknayak147
    @kartiknayak147 Рік тому

    Immediately action police