Jataka..rashi...Agura sabu micha...jie rasi jataku dekhi baha hauchi..tankara kn divorce hauni...jie luchi ki paleiki baha hau chanti...semane kn khusi re rahu rahanti...mu support karuchi...ratha sir nku❤❤❤❤
Ebe Bina jati Bina jataka aau Bina jautuka re bibaha khub jor re chalichi aau dampati Mane khusi achanti. Bibaha heuchi duiti manara Milana.Bhala bujhamana .yethi .Jatakara abasykata nahi.
Shivaay Namah. It is for the information of the panelist that Astrology is not confined to India. There are Chinese, Mayan, Babylonian, Egyptian etc. astrology. It is not only used for personal prediction, also have been used in mundane predictions for rain, draught, war etc. As the panelist have less or wrong idea, their views are limited regarding astrology. Personal views are accepted, not wrong views. Astrology is prevalent across globe in many countries and their are practitioners of western astrology too. Any individual has full right not to follow astrological principles, but no right to negate it. There are scriptures like Parasara Hora Sastra, Bhrigu Samhita or Jaimini Upadesha Sutra etc. to evident astrology. It is not a damn superstition. Namah Shivaay.
ଜାତକ ରାଜଜୋଟକ ହେଲେମଧ୍ୟଁ ନିଜର କର୍ତ୍ତବ୍ୟ କର୍ମ ଠିକ୍ ନରଖିଲେ ଜୀବନ ବିଗିଡି ଯିବ ।
ତାହେଲେ କର୍ତ୍ତବ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ। ଜାତକ ନୁହେଁ।
Jibana re khusire rahibaku echa achi jadi kebe bi jyotisha upare bharasa karantu nahin.
Right
ସବୁ ବେକାର କଥା
ଜାତକ ନମିଳାଇ କ'ଣ ଲୋକମାନେ ଭଲରେ ରହୁନାହାନ୍ତି କିମ୍ବା ମିଳାଇକି ଲୋକମାନଙ୍କର ବିବାହ ବିଚ୍ଛେଦ ହେଉନାହାନ୍ତି କି ?
ସବୁ ଭାଣ୍ଡାମି ଓ ଟଙ୍କା ଲୁଟିବା କଥା
ଜାତକରେ ଯାହା ହେବାର ଥିବ ସେଇୟା ହେବ ଓ ଏହାକୁ କେହି ବଦଳାଇ ପାରିବେ ନାହିଁ
ଭବାନୀର ଧର୍ଯ୍ୟ ର ଅଭାବ। ସେ ହିଂସା ଆଚରଣ କରୁଛନ୍ତି।
😂
ଭବାନୀ ବାବୁ ଙ୍କୁ ଆୟତ କରନ୍ତୁ।ଗାୟକ ପରି ଗା ଇ ଚାଲିଛି
ମୋର ଜାତକ ରାଜଯୋଟକ ହୋଇଥିଲା . ମୋର ବିବାହ ୨୦ ବର୍ଷ ହୋଇଗଲା. ଆମର ଦାମ୍ପତ୍ଯ ଜୀବନ ସୁଖମୟ ହୋଇଛି. ମୋ ବାପା ଜଣେ ଭଲ ଜ୍ଯୋତିଷ.ଓ ବାସ୍ତୁ ବିଦ୍.
Jay Jagannath 🙏
ମୋର ଜାତକ ମେଳକ ସମ୍ପୂର୍ଣ ଦୋଷାବହ। କିନ୍ତୁ ବୈବାହିକ ଜୀବନ ଉତ୍ତମ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ 🙏🙏ଧନ୍ୟବାଦ 👍
ମୋ ଜାତକମେଳକ ହୋଇ ବିବାହ ହୋଇ ନାହଁ🎉 କିନ୍ତୁ ଦୁଇ ଜଣଙ୍କ ର ସବୁ ସମୟରେ ଝଗଡ଼ା ଲାଗି ରହୁଛି,ଏଣୁ ଜାତକ ମେଳକ ନିହାତି ଦରକାର
ଭାଇରେ ଯାହାର ଯାହା ଇଛା ତାହା କରୁ l ଯିଏ ଜ୍ୟୋତିଷ କୁ ବିଶ୍ୱାସ କରିବା କଥା କରୁ l ଯିଏ ନ ବିଶ୍ୱାସ କରୁଛି ନକରୁ l ଅସୁବିଧା କଣ??
Pratap sir I like you ❤❤❤❤❤❤❤❤❤❤❤
Hetu badi write ❤❤❤❤❤❤❤
Right Katha kahuchantyi rama Chandra babu
Everything is right we should have to manage proper..
Thank you
JAY JAGANNATH 🙏 🙏
Good argument
ପ୍ରତାପ ସାର୍ 🙏🙏🙏
Right 👌👌
Tume se jatira right kahibani
ରଥବାବୁଙ୍କ ବ୍ୟକ୍ତିଗତ ଉଦାହରଣ ୧୪୦ କୋଟି ଜନସାଧାରଣ ପାଇଁ ପ୍ରଯୁଯ୍ୟ ନୁହେଁ.....
ଟାଉଟର୍ ଜ୍ୟୋତିର୍ବିଦ କୁ ଟିକେ ଚୁପ୍ କରାନ୍ତୁ ସାର୍
୨୪ ଘଣ୍ଟା କହିବାକୁ ହେଲେ ଭବାନୀ ବାବୁ ଅଟକି ବେ ନାହିଁ।କାରଣ ବେପାର ଚାଲିବ ନାହିଁ।ଗୋଟେ ଜାତକ ଦେଖିଲେ ୧୦୦୦ ନେଉ ଛନ୍ତି।
4000ନେଉଛନ୍ତି
ଜଣଙ୍କ ପରେ ଜଣେ ବକ୍ତବ୍ୟ ରଖିଲେ ଶୁଣିବା ଠିକ ହେବ , କିନ୍ତୁ ନ ଶୁଣି ସାରି ଉତ୍ତର ଦେଉଛନ୍ତି , ଯାହାକି ଠିକ ଭାବେ ଉତ୍ତର ଆସୁ ନାହିଁ।
Mama's sugetion is NICE
ଜାତକ ଉପରେ ବିଶ୍ୱାସ ନ ଥିବା ଲୋକ ମାନଙ୍କ ସଂଖ୍ୟା କେତେ ଯେ ସେମାନଙ୍କ ମତ ସାର୍ବଜନୀନ ହୋଇଯିବ।
ପ୍ରଥମ ବିଷୟ ହେଉଛି ଜାତକ ସହିତ ଉଭୟ ପରିବାର ପରସ୍ପରକୁ ଠିକ୍ ଚିନ୍ହିବା ଆବଶ୍ୟକ।
ମିଛ ସତ ଠକାମି ପ୍ରତି ମଧ୍ୟ ଦୃଷ୍ଟି ରହିବା ଆବଶ୍ୟକ।
ପ୍ରତାପ ବାବୁ ବୟସ ଅଧିକ ହେବାରୁ ମୁଣ୍ଡ କାମ କରୁନି ଭାଷାରେ ସଞ୍ଜମତା ରଖନ୍ତୁ
ଭବାନୀ ପଣ୍ଡିତ କାହିଁକି ଚିତ୍କାର କରି କଥା ବାର୍ତ୍ତା କରୁଛି କଣ ବେପାର ବୁଡ଼ିବା ଭୟରେ ।
ମାନସିକ ବିକୃତ ଓ ସାଳିନତା ଅଭାବ ବ୍ୟକ୍ତି ଙ୍କୁ ଏମିତି ପ୍ରୋଗ୍ରାମ ରେ କାହିଁକି ଡାକୁଛନ୍ତି
Right 👍
ଆଲୋଚନା ସ୍ୱାଗତଯୋଗ୍ୟ ତର୍କ ବି କରାଯିବା ଉଚିତ। ମାତ୍ର ଜଣେ କହିଲା ପରେ ଆଉଜନେ କହିବା ଦରକାର। ଏ ଥିପାଇଁ ଦୀର୍ଘ ସମୟ ର ଆଲୋଚନା ଆବଶ୍ୟକ। ତାପରେ ଏ ଅଘରି ମାନଙ୍କୁ ଯୋଉଠି ପୁରାଯାଏ ଏମାନେ ତାକୁ ପଣ୍ଡ କରିଦିଅନ୍ତି। ସମସ୍ତେ ସମସ୍ତଙ୍କ ମତ କୁ ସ୍ନମ୍ମାନ ଦେବା କରକାର କିନ୍ତୁ ଏମାନେ ସେୟା କରିଛନ୍ତି କି ?
Jataka..rashi...Agura sabu micha...jie rasi jataku dekhi baha hauchi..tankara kn divorce hauni...jie luchi ki paleiki baha hau chanti...semane kn khusi re rahu rahanti...mu support karuchi...ratha sir nku❤❤❤❤
କେତେ ଜାତକ ମିଳେଇଲେ ମଧ୍ୟଁ ଉଭୟଙ୍କୁ ନୀତି ନିୟମରେ ରହିବାକୁ ପଡିବ ନିଜେ କର୍ମ ନକରି ଜ୍ୟୋତିଷ ଶାସ୍ତ୍ର କୁ ଦୋଷ ଦେବା ଠିକ୍ ନୁହେଁ। ଶାସ୍ତ୍ରି ଭୁଲ କରିପାରେ କିଛି ଶାସ୍ତ୍ର ଭୁଲ ନୁହେଁ । ପାଣ୍ଠି ଲୋକମାନେ ଶାସ୍ତ୍ରରେ ବିବାଦ ପୁରାଇ ଶାସ୍ତ୍ରକୁ ଭୁଲ ପ୍ରମାଣିତ କରନ୍ତି ସମୟରେ ବ୍ରହ୍ମତତ୍ତ୍ୱ ସାଧକ ଏବଂ ସାଧିକା ଆସି ଶାସ୍ତ୍ରକୁ ଶଂସୋଧନ କରନ୍ତି ।
ବିବାହ ପାଇଁ ଜାତକ ମେଳକ ଜରୁରୀ ,ମୁ ଏଥିରେ ସହମତ ,compatibility dekhantu. କିନ୍ତୁ ଜାତକ ଦେଖିଲେ ଝିହ କିମ୍ବା ପୁଅ ମିଳିବ ଭାରି କଷ୍ଟ ।
ଭୄଗୁ ସଂହିତା ଅନୁଯାୟୀ ମେଳକ ହେଲେ ଶୁଭଂକର ହୋଇଥାଏ ଦାମ୍ପତ୍ଯ ଜୀବନ.
Absolutly coorect ratha sir.
ଆଗକାଳରେ ନୀତିନୀୟମ ପରମ୍ପରା ସେତବେଳପାଈ ହୁଏତ ଠିକ୍ ଥାଇପାରେ। କିନ୍ତୁ ବର୍ତ୍ତମାନ ପାଇଁ ଏହାଭୂଲ୍କ ପ୍ରଣାମ ହେବ
ପ୍ରତାପ ରଥ ଙ୍କ ବ୍ୟବହାର ସଂଯତ ରଖନ୍ତୁ କାରଣ ଟିଭି ରେ ସମସ୍ତେ ଦେଖୁଛନ୍ତି
ରାମ ଚନ୍ଦ୍ର ବାବୁ ସଂଯମତା ରକ୍ଷା କରନ୍ତୁ.
Very strong arguments...👍👍👍 Next time make a debate on caste system...
ପ୍ରତାପ ବାବୁ ଆପଣ ଜଣେ ସୁପର ପାଗଳ।କାରଣ କଥା କହି ଜାଣନ୍ତିନି।ସଂଯମତା ରକ୍ଷା କରନ୍ତୁ
0 23:27 23:32 😊😊😊😊😊😊😊😊😊😊😊😊😊😊
😊😊😊😊@@drsaradamishra7761
ଯୋଉ ମାନେ କୋହୁଚନ୍ତି ଯୋତ୍ରିବିଦ୍ୟ କୁ ମାନ ପରମ୍ପରା କୁ ମାନ ସେଇମାନଙ୍କ ଘରର ପିଲାମାନେ ବିଦେଶ ରେ ପାଠ ପଢ଼ୁଛନ୍ତି ସାଇନ୍ସ ଉପରେ ବିଶ୍ୱାସ କରନ୍ତି
ପ୍ରତାପ ରଥ କଥାରେ ଦୁନିଆଁ ଚାଲିବନି ।
ଆଉ କଣ ତମ କଥାରେ ଦୁନିଆ ଚାଲିବା ମୁ ଗୋଟେ କଥା ବୁଝପାରୁନାହିଁ ତମେ ପାଠ ପଢି ଥିବା ଲୋକ ଅନ୍ଧ ବିଶ୍ବାସ କେମିତି କରୁଛ
So violence why is it necessary n healthy?Nice opinion maam thank you 🙏
ଆଜିକାଲି ବିବାହ ଅର୍ଥ ହେଉଛି ବିଜ୍ଞାନ ବାହ
ତା ହେଲେ ଘର କରିବା ବେଳେ ବାସୁସାସ୍ତ୍ର କାହିଁକି ଦେଖନ୍ତି।
ସମସ୍ତେ ଦେଖନ୍ତି ନାହିଁ।
Madam is right
ଯଦି ସମ୍ବିଧାନ କହିପାରୁଥାନ୍ତା କାହାର ଜୀବନ ସୁଖମୟ ହେବ ତାହେଲେ ସମ୍ବିଧାନ ଦ୍ୱାରା ସବୁ ବିବାହ ହୋଇ ସମସ୍ତେ ସୁଖିି ହୋଇପାରୁଥାନ୍ତେ ଆଉ ସମ୍ବିଧାନରେ ଡାଇଭର୍ସ ବୋଲି କିଛି ନଥାନ୍ତା ଆଉ ବିବାହ ପରେ କିଏ କାହାକୁ ମର୍ଡର କଲା କିଏ କାହାକୁ ଯୌତୁକ ମାଗିଲା ଏବଂ ବିବାହ ପରେ ସମସ୍ୟା ଗୁଡିକର ବିଚାର ସମ୍ବିଧାନରରେ ନଥାନ୍ତା ।
ତାହାଲେ ଜାତକ ଦେଖି ଯୋଉମନେ ବାହା ହୋଇଛନ୍ତି ସେମାନେ ଖୁସିରେ ରୋହୁଛନ୍ତି ଆପଣ କୋହୁଚନ୍ତି କଣ୍ ସତ କଥା ଦୁନିଆରେ ବୋହୁତ ପରିବାର ଜାତକ ଦେଖି ବାହା ହେଲାପରେବି ସ୍ବାମୀ ସ୍ତ୍ରୀ ଙ୍କ ମଧ୍ୟରେ ପଡୁନି
Bhabani Babu katha kahiba ku diantu
Ratha sir
Right
ଜଣେ ପ୍ରତାପ ବାବୁ ତାଙ୍କ ଆଦର୍ଶରେ ଦେଶକୁ ଉଦ୍ଧାର କରିଦିଅନ୍ତୁ।
ପ୍ରତାପ ରଥ କିଛି ଜାଣିନି
ରାମଚନ୍ଦ୍ରାବାବୁ ଙ୍କ ଭଳି ଜଣେ କହିବେ ଓ ସମସ୍ତେ ତାଙ୍କ କଥାକୁ କେତେ ଦୂର ଗ୍ରହଣ କରନ୍ତି ଦେଖିବା କଥା।
ତେଣୁ ଏପରି ତର୍କ ଅଯଥା ଓ ମିଡିଆ ବାବୁଙ୍କ କିଛି କାର୍ଯ୍ୟକ୍ରମ ନଥିଲେ ଏମିତି ସବୁ ଉପସ୍ଥାନନା କରି ଲୋକଙ୍କ ଟାଇମ୍ ପାସ୍ କରିବା କରିବା କାମ ଚାଲୁ।
ଷାଟ୍ ଆପ୍ ଶବ୍ଦ ମଧ୍ୟ ବ୍ୟବହାର ହୋଇଗଲା।
ମିଡ଼ିଆ ମଜା ନେଉଛି।
Good.. hetubadi ..
ମିଡିଆ ଵାଲାଙ୍କୁ ପ୍ରତାପ ବାବୁ ଓ ରାମଚନ୍ଦ୍ରାବାବୁ ଙ୍କ ବ୍ୟତୀତ ଆଉ କାହାକୁ ଆଣି ଏ ଇ ଲଢେ଼ଇ କରାଉ ନାହାନ୍ତି କାହିଁକି?
ନୂଆ ଲୋକଙ୍କୁ ଆଣିଲେ ଲଢେ଼ଇ ଆହୁରି ଯମକ ହୋଇଥାନ୍ତା।
ଏ ଜାତକ ପାଇଁ ମୋ ଭଲ ପାଇବା ମୋତେ ମିଳିଲାନି. 😭
😢😢😢😢
❤ନନ୍ଧିଘୋଷ ଟିଭି କୁ ଅନୁରୋଧ କରୁଛି ଆଇନ,ସମ୍ବିଧାନ ବିଷୟରେ ଆଲୋଚନା କରନ୍ତୁ ।ଦେଖିବ voltar କେତେ ମାତ୍ର ତାଙ୍କ ଆଇନ ରେ ଠିକ ଅଛନ୍ତି। ଜ୍ୟୋଥିସ ଶାସ୍ତ୍ର ଅଛି କିନ୍ତୁ ମତ ଭିନ୍ନ ହୋଇଛି
ଯାହା ବାଟରେ ସିଏ ଯାଅ ହେ।ଏତେ ସମୟ ବରବାଦ କାହିଁକି। ଖାଇବା ହଜମ ହେଉନି ବୋଧ ହୁଏ।
ତା ମାନେ ଆପଣ କୋହୁଛନ୍ତି ଯେ ଯିଏ ଚୋରିକରି ଖାଉଛି ଖାଉ ଯିଏ ଲୁଟିକି ଖାଉଛି ଖାଉ ଆମେ କେହି କିଛି କହିବା ନାହିଁ ଦେଶରେ ଆଇନ୍ କାନୁନ୍ କନ୍ ଦରକାର ଉଠେଇ ଦିଅ
ଦଶମେଳକରୁ ପାଞ୍ଚମେଳକ ରାଜଜୋଟକ ହେଲେ ଅଟୋମେଟିକ ମେଳକ ହୋଇଯାଏ ବାକି ପାଞ୍ଚଟାରୁ କେତେମିଶୁଛି ସେଇଟା ଦେଖାଯାଏ ।
Jotish ଶାସ୍ତ୍ର ସତ୍ୟ
ବସିଷ୍ଟ ରାମ ଓ ସୀତା ଙ୍କ ଜାତକ ଦେଖି ଥିଲେ,ହେଲେ ସେମାନଙ୍କ ଜୀବନ ରେ ଏତେ ଦୁଃଖ କାହିଁକି ଆସିଲା ।
Bhagabaana ram o krishna jaatakamilei baahahoinathile mana misibaa nihaatijaruri khusi jibana paain
ପୁରୁଷ ରୋଜଗାର କରି ସ୍ତ୍ରୀକୁ ଦେଇଦେଲେ ସବୁ ସମାଧାନ। ବାଃ କି ବିଚିତ୍ର ବୁଦ୍ଧି।
ସେଇଆ ନୁହଁକି ଆଜି ରୋଜଗାର ପଇସା କମେଇବ ପରିବାର ପୋଷଣ କରୁଛନ୍ତି ତ ଭଲ ଯଦି ପଇସା ନାହିଁ କି ପୁଅ କି ଝିଅ କି ସ୍ତ୍ରୀ କେହି ପଚାରି ବେନି ମୋ ମାୟା ସଂସାର କେହି ନୁହଁ କାହାର
Right this debate
ପ୍ରତାପ ବାବୁ, ଏଠି ବର୍ଣ୍ଣ ଅଲଗା ଜ୍ୟୋତିଷ ବିଦ୍ୟା ରେ ଆପଣ କଳା ଓ ଧଳା କଣ କହୁଛନ୍ତି ,ଆପଣ କିଛି ନ ବୁଝି ଯୁକ୍ତି କରନ୍ତୁ ନାହିଁ,ଆପଣ ବିଜ୍ଞନ ଛଡା ଆଉ କିଛି ଜାଣନ୍ତି ନାହିଁ,ଆମେ ବିଜ୍ଞନ କୁ ଅବମାନନା କରୁନୁ କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅଛି।
ମୁଁ ୯ମ ରେ ପଢ଼ୁଥିବା ବେଳେ ମୋ ମାଆ ଜୌତିଷଙ୍କୁ ଜାତକ ଦେଖାଇବାରୁ ସେ କହିଥିଲେ ମୁଁ ଏପରି ଚାକିରୀ କରିବି ଯେ ସେ କେବଳ ଲୁହାର ଚଳନ୍ତି ବ୍ୟବସ୍ଥାରେ ଥିବ । ଟଙ୍କାଟା ଲୁହାରେ ଏବଂ ଏହା ଚଞ୍ଚଳା ଭାବି ମୁଁ ଏହା ଏକ ବ୍ୟାଙ୍କର ଚାକିରୀ ବୋଲି ଚିନ୍ତା କରି ଅର୍ଥଶାସ୍ତ୍ର ସମ୍ମାନରେ ସ୍ନାତକ ହେଲି, ତା ଆଗରୁ ମୁଁ ରେଲୱେରେ ମ୍ୟାଟ୍ରିକ ପୋଷ୍ଟରେ ଦରଖାସ୍ତ କରି ସିଲେକ୍ଟ ହୋଇଥିଲି ଏବଂ ପରେ ଯେତେ ଚେଷ୍ଟା କଲା ପରେ ମଧ୍ୟ ଶେଷ ପର୍ଯ୍ୟନ୍ତ ସେହି ଚାକିରୀରେ ରହିଲି। ପରେ ମୁଁ ଅନୁଭବ କରିଥିଲି ମୋ ୯ମ ଶ୍ରେଣୀର ଜୌତିଷଙ୍କୁ ମୋ ପୁଅର ବିବାହ ବେଳକୁ ସେ ଆଉ ନଥିଲେ। ଏବେ ପୁଅ ପାଇଁ ମୋତେ କୋର୍ଟର ଚକର କାଟିବାକୁ ପଡୁଛି ଗୋଟେ ମୁର୍ଖ ଜୌତିଷଙ୍କ ପାଇଁ ।
ବାହାଘର ରେ ପରସ୍ପର ପ୍ରତି ସମ୍ମାନ ଭରସା ଓ ସବୁଠୁ ବେଶୀ ବିଶ୍ଵାସ ରହିବା ନିହାତି ଜରୁରୀ।
Prabhu Ramachandra nka bibaha purbaru jataka aau bibaha bele Puja mantra bhala hoenathilaki je Rama aau Sitanka bicheda hela?
Very interesting debate 😂😂😂..... Please make next debate on caste system...
ସବୁ ମିଛ
ସମ୍ବିଧାନର ଧମକ ଦେଇ ପ୍ରତାପ ରଥ ଆଉ ହେତୁ ବାଦିମାନେ ଗୁଣ୍ଡେଇ କରିବାକୁ ଚାହୁଁଛନ୍ତି ପ୍ରତାପ ରଥ ଯାଇ ସମ୍ବିଧାନ ଦ୍ୱାରା ଜ୍ୟୋତିଷ ଶାସ୍ତ୍ର କୁ ବେନ କରିଦଉନି ତାହାଲେ ଜଣାପଡ଼ିବ ବଡ଼ ବୀର ପୁରୁଷଟା ହିଁ ବିବାହ ପାଇଁ ସମ୍ବିଧାନର ସୁଖିି ଗ୍ୟାରେଣ୍ଟ ମେଳକ ବି ପ୍ରତାପ ରଥ କାଢ଼ିବ ନହେଲେ ବିଜ୍ଞାନ ଦ୍ୱାରା ସୁଖିି ବିବାହ ମେଳକ ଜ୍ଞାରେଣ୍ଟ କାଢୁ । ବୁଢା ହେଲାଣି ଆଜିପର୍ଯ୍ୟନ୍ତ ଏଗୁଡାକ କରିନି କାହିଁକି ଯଦି ଏଡେ ବିଜ୍ଞଲୋକଟା ଏଗୁଡାକ ସବୁ କରିନି କାହିଁକି ମିଡ଼ିଆ ଆଗରେ ବସି ଝଗଡ଼ା କରୁଛି ମୁର୍ଖ କୋଉଠିକାର ସମ୍ବିଧାନଟା ଖାଲି କଣ ତୋ ପାଇଁ ତିଆରି ହୋଇଛି ?
ସମ୍ବିଧାନ ଦ୍ୱାରା ବରକନ୍ୟାଙ୍କର ମିଳନ ବ୍ୟବସ୍ଥା କିଛି ଅଛିକି ସମ୍ବିଧାନ କହିପାରିବ କି କୋଉ ବରକୁ କୋଉ କନ୍ୟା ବିବାହ କଲେ ଜୀବନସାରା ସୁଖରେ ଚଳିବେ ?
ଗାୟାଲ ଭଳି ଗର୍ଜନ କରୁ ଛନ୍ତି
7:21 7:21
ଜ୍ୟୋତିଷ ଶାସ୍ତ୍ର ରେ ବିଶ୍ୱାସ ରଖନ୍ତ୍।ସମ୍ମାନ ଦିଆନ୍ତୁ
Govt should eradicate castisim as for example general obc st sc sebc from constitution there is one cast named man
Property share Kara Prathamesh,sabu bramun Mane madi basi cganti
ରାମଚନ୍ଦ୍ର ଟିଉବ ଟାୟାର
ମୁଣ୍ଡରେ ଲାଗିଛି ମାଙ୍କଡ ଜାଲ୍
Ebe Bina jati Bina jataka aau Bina jautuka re bibaha khub jor re chalichi aau dampati Mane khusi achanti.
Bibaha heuchi duiti manara Milana.Bhala bujhamana .yethi .Jatakara abasykata nahi.
Adhunik chintadhŕa o puŕatan chintadhar sahit ladhei . Purna gyani kieje kahathu janiba .
ଜାତକଟାକୁ କଣ ଭାବୁଚ
Yotisha barsaka agaru prediction karuchi, kebe purnima, amavasya, grahan heba, ebam tahahin heuchi, kintu scientific prediction of rain, earth quake bhi thik haunahi
Jane kahisaribapare aujane kahantu chadhei kahantu nahi
Manilethakuranamanilekukúra😊
Pratap bala janeche
Ramchandra babu apana. Bapa Kia. Janichanti
ଫାଲତୁ ଲୋକ ମାନଙ୍କୁ ନେଇକି କୌଣସି ଜାତି କୁ ଅପମାନ କରନ୍ତୁ ନାହିଁ ତୁମେମାନେ ଆଜି କାହା ପାଇଁ ବଞ୍ଚିଛ ରେ
Jati pain banchichhu..
Jiya pakhya aji kali thiki Jataka dauanahanti.jatka ru bhuta kichi jana padiba.but thiki time ,place,date dala halaa.
Jotisa bidya achi ahamu abamananaa karihebani
Jahar.jaha.bisys.sabu.thiki
Shivaay Namah. It is for the information of the panelist that Astrology is not confined to India. There are Chinese, Mayan, Babylonian, Egyptian etc. astrology. It is not only used for personal prediction, also have been used in mundane predictions for rain, draught, war etc. As the panelist have less or wrong idea, their views are limited regarding astrology. Personal views are accepted, not wrong views. Astrology is prevalent across globe in many countries and their are practitioners of western astrology too. Any individual has full right not to follow astrological principles, but no right to negate it. There are scriptures like Parasara Hora Sastra, Bhrigu Samhita or Jaimini Upadesha Sutra etc. to evident astrology. It is not a damn superstition. Namah Shivaay.
Bhavani's prediction is not correct and demanding high charge.
Jataka anek jarure.anek loka achhante jeunmane jataka re biswas karante nhi,tennu jataka teare kare na thante.jaha dwara jataka mela karajae na tha a.
ଆଜ୍ଞା !! ଯେଉଁ ମା ଗିହା ଟା କହୁଛି ତଣ୍ଟିଆ ମାରିବା କଥା ! ତାକୁ ଆଗ ତଣ୍ଟିଆ ମାରି ଉଠାଇ ଦିଅନ୍ତୁ। ହେତୁବାଦୀ ବାଲା କୁ ମଧ୍ୟ ତଣ୍ଟିଆ ମାରି ବାହାର କରି ଦିଅନ୍ତୁ ତାପରେ ଚର୍ଚ୍ଚା କରନ୍ତୁ।
ପଇସା ପାଇଁ ସବୁ ସମ୍ଭବ ହଉଛି ତମେ ସତ କୁ ମିଛ ବୋଲି ପ୍ରମାଣ କରିଦେବ।
ହରସ୍କୋପ ଇଜ୍ ଦି ଟ୍ରୁ ଆଇଡଣ୍ଟି କାର୍ଡ ଅଫ୍ ଏନିବଡି ଗିଭେନ୍ ବାଏ ଆଷ୍ଟ୍ରୋ ଗଭର୍ଣ୍ଣମେଣ୍ଟ ଲର୍ଡ ସନ୍ ।
jatak melak thik
Astrology gives a trained of life
but you want that yotisha will change your destiny
Nastik mananka pain yotish is nothing
Rath babu au ramachra babu jadi jatipratha mananti nahi tebe prathame tanka pilamanank bibhaha harijana adibasi pilanka bibaha prathame Tv re dekhantu
Voltair ତମେ law ଛଡା ଅଧିକା କିଛି ଜଣା ନାହିଁ।
SC st Kota kuade jiba jati pratha uthe diantu scst uthei diantu
Ramachandra balua
Mo mata ee jataka na dekhi bhala behavior ,income dekhi bahaghara kara
Medical science bina banchiba kastakar.
Hetubadi wrong.