Please help me
ମୁଁ ବାଙ୍ଗାଲୋର ଅଛି ଯେତିକି ରୋଜଗାର ହଉଛି କିଛି ଘଟୁ ନାହିଁ ମୁଁ ଗୋଟିଏ ଫାମିଲ ଲୋକଟି ପାଞ୍ଚଳ ଭାବେ ଶିଖିବା ପାଈଁ ଚାହୁଁଚି
ମୁଁ ଫେବୃଆରୀ ମାସ ୧୮ ତାରିଖରେ ଯିବି ମୁଁ ଆପଣଙ୍କୁ ଭେଟିବା ପାଇଁ ଚାହୁଁଚି ମୋର ଯେତିକି ଭରସା ଅଛି ଆପଣେ ମନା କରିବେନି ବହୁତ ହଇରାଣ ହେଉଛି ଏସବୁ ଭଲଭାବରେ ଶିଖିବାର ଅଛି ଏତିକି ଟିକେ ଆପଣେ ସାହାଯ୍ୟ କରନ୍ତୁ
Very nice video bro...
Thank you