ନବୀନଙ୍କୁ ହରାଇ ହୋଇଥିଲେ ବଧାୟକ, ଏବେ ହରାଇବେ ପଦ! ||Nirbhay Suchana
Вставка
- Опубліковано 8 жов 2024
- ରାଜ୍ୟରେ ବିଜେପିକୁ ବିଜୟ ମୁକୁଟ ପିନ୍ଧାଇଥିଲା ୨୪ ନିର୍ବାଚନର ଜନାଦେଶ । ହାରିଥିଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେପିର ଲକ୍ଷ୍ମଣ ବାଗ ଅପରାଜେୟ ନବୀନଙ୍କୁ ଚଖାଇଥିଲେ ପରାଜୟ ସ୍ୱାଦ । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଜୋର ଧରିଥିଲା ଚର୍ଚ୍ଚ । ଆଉ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାରେ ଲକ୍ଷ୍ମଣ ବାଗ୍ । କିନ୍ତୁ ଏବେ ପଡ଼ିଯାଇଛନ୍ତି ବିବାଦରେ । କିଛି ଦିନ ତଳେ କଂଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ନୋଟିସ କରିଥିଲେ ହାଇକୋର୍ଟ ||Nirbhay Suchana
#politicsnews #bjp #bjd #naveenpatnaik #laxmanbag
Watch NirbhaySuchana and stay tuned for all the breaking news in Odia !
Nirbhaya chuchana is odisha's leading Odia Digital News Channel. NirbhaySuchana News channel covers latest news in Politics, panel discussion, Entertainment, Ollywood,Bollywood, business and sports.
#Tarzama #Tarjama #NirbhayaSuchana #OdishaNews #Bhubanewswar #OdishaPolitics #Politics
Like, Share and must Comment.
Subscribe This Channel & Must Click The Bell Icon 🔔.
Thanks For Watching
Nirbhay Suchana
UA-cam Link: / nirbhaysuchana
Facebook Link: / nirbhaysuchanaofficial
Instagram :
ଜୟ BJD ନବୀନ
Evm chora
ବହୁତ ଭଲ ହେବ 🎉
ନିର୍ଭୟ ସୂଚନା ନବୀନ ଦଳରୁ କେତେ ପାଇଛି ଓ ବର୍ତ୍ତମାନ କେତେ ପାଉଛି ?
Yes sir
Jay Naveen patnayak sir 👍
Odisha highcourt Abe BJP packet re😂
Jumlabjp 😂😂😂😂😂😂😂😂😂😂😂😂😂😂😂😂😂😂😂
ଦିବାସପନ ନବୀନ ପାଗଳ ବୁଢା ର। ବୁଢା ପ୍ରକୃତି ଖରାପ। ନବୀନ ଡଷ୍ଟବିନ୍
No 1 CM Naveen pattanaik 🙏 jindabada
@@userskmohanty87 ସେଥିପାଇଁ ତୋ ହାରିଲା kantabanji ରେ ପୁଣି 16000 ଭୋଟ ରେ
Mo banda ta maghia
Bjp desha ru hatiba darkar
NABIN BUDHA RA AUHRI LOBHA SASAN GADI RE BASIBA PAIN, BINA GADI RE KAN SEBA KARIHEBA NAHI KI ?
By election hele magiha hariba final
Jumlabjp 😂😂😂😂😂
ସପନ ଦେଖୁଚୁ ବୋଧେ ବୁଢା ନବୀନ ଭଳି। ନବୀନ ଡଷ୍ଟବିନ୍।
@@brajakishorepadhi4022 wait kar dekhibu kia sapan dekhuchi