No Free Electricity, No Pension Hike: ସରକାର ହେଲା ଉତାରୁ ଉଲଟିଗଲା କଥା , କାହିଁ ଗଲା ବିଜଲି କାହିଁ ଗଲା ଭତ୍ତା

Поділитися
Вставка
  • Опубліковано 28 вер 2024
  • For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #BJPPromiseFail #OdishaPolitics #ElectionPromises #FreeElectricity #PensionHike #OdishaFrustration #BJPFailsOdisha

КОМЕНТАРІ • 348

  • @sambalpur57
    @sambalpur57 День тому +98

    BJP ସରକାର ଲାଇନ୍ ବିଲ୍ 300 ୟୁନିଟ ଛାଡ୍ କରାଯାଉ ,, ଭତା 3000 ହଜାର କରାଯାଉ

  • @chandrakantakumbhar9113
    @chandrakantakumbhar9113 День тому +65

    ଜେନ ପ୍ରତିଶୃତି ଦେଇଥିଲେ ଗୁଠେ ବି ନାଇ ରଖିଲେ,300 ୟୁନିଟ ବିଜଳି, ଭତ୍ତା ବି 3000 ,ପ୍ରତ୍ୟେକ ମହିଳା ମାନଙ୍କୁ ପ୍ରତି ମାସରେ 1000 ଲେଖା ଦେମୁ ବଳି କହିଥିଲେ ସୁଭଦ୍ରା 50000କେ ଦୁଇ କିସ୍ତି କରି ଦେମୂ ବଲିଥିଲେ ହେଲେ ସବୁ ଫେଲ୍ ମାରିଛେ,ଦବଲ୍ ଇଞ୍ଜିନ ସରକାର ହେଲେ ବନେ ଫାଇଦା ନ ରହେମୁ ବଳୁ ଥିଲେ ହେଲେ ତାର ପରିଣାମ ଆଜି ଲୋକ ଭୁଗୁଛନ

    • @RajeshSahu-en5rh
      @RajeshSahu-en5rh День тому

      ଲୋକଙ୍କୁ ଭୂଆ ବୁଲାଲେ bjp ବାଳେ
      ଜେନ କଥା କହେଶନ ସେକଥା କେବେ ସଫଳ ନି ହୁଏ 😢😢😢

    • @runubehera8559
      @runubehera8559 23 години тому

      P​@@RajeshSahu-en5rh

  • @Runa_patra
    @Runa_patra День тому +64

    ଛାଡ ହୋ ବିଜେପି ନେତା ତୁମର କଥା ଠିକ୍ ନାଇଁ 😄😄

    • @AnilKumar-mu5zh
      @AnilKumar-mu5zh День тому +1

      😂😂😂

    • @KirtiMahana
      @KirtiMahana День тому +1

      ଲୋକଙ୍କୁ ଭକୁଆ ବନେଇ କରି ଭୋଟ ନେଲେ 2029କେ😂ଭୋଟ ପାଇବେ ସୁଇକରି

    • @tikeswarNeha
      @tikeswarNeha День тому +1

      Bjd nu ta bjp aaru thakua aaye ho

  • @sudamcharanprusty
    @sudamcharanprusty День тому +38

    ମେଡ଼ ମ ଓଡ଼ିଆ ଲୋକ ଏ ମିତି ବିଜେପି
    ସରକାର ବେଳେ ହୀନ ସ୍ତା ହେବେ।
    ଆଗକୁ ଖାଇବାକୁ ମିଳିବନି

  • @Abhi-panda
    @Abhi-panda День тому +14

    ବିନାଶ କାଳେ ବିପରୀତ ବୁଦ୍ଧି, bjp ଠକି କରି ଜିତିଚେ ସେଣ୍ଟର୍ ରେ ଆଉ ଷ୍ଟେଟ ରେ ବି। ନବୀନ ବାବୁଙ୍କର ବି ସବୁ ଯୋଜନା କେ ବନ୍ଦ୍ କରିଦିଅ।।next election re bjp ସଫା ହୋଇଯିବା ଓଡ଼ିଶା ନୁ।

  • @narenmahakur7805
    @narenmahakur7805 День тому +16

    ସହେବାର ଧଯ୍ୟ ଆଉ ନାହିଁ ଯାହାବି କହିଲ ପୁଟା ଛିଡ଼ିଯିବା

  • @କଳ୍କୀ
    @କଳ୍କୀ День тому +31

    BJP ହଟେଇବା ଓଡ଼ିଶା ବଞ୍ଚାଇବା ଜୟ ଜଗନ୍ନାଥ ❤

  • @prasantapattanaik862
    @prasantapattanaik862 День тому +13

    ୩୦୦ ୟୁନିଟ ମାଗଣା ବିଜୁଳି କହିବ ଦେଲା ବେଳେ ଶହେ ସର୍ତ କରିବ ହୋ ଠକ ଦଲ୍।ତମେ ଆଉ ତମର କଥା ଫସ୍ କା ବା*.

  • @ODISHABHAI-eq8jq
    @ODISHABHAI-eq8jq День тому +15

    ଏ ଗୋଟିଏ ଭୋକିଲା, ଓ ମିଛୁଆ ସରକାର 👍🏾👍🏾

  • @pranabaswain9900
    @pranabaswain9900 День тому +24

    Super michhuya BJP sarakar Chhi chhi Chhi chhi

  • @brundabanrout9655
    @brundabanrout9655 День тому +9

    ଅଂଧଭକ୍ତ ନେତା ମାନେ ମିଛୁଆ, ଗାଲୁଆ, ବାହାପିଆ, ଟାଉଟର, ବେଈମାନ ଏବଂ ବିଶ୍ୱାସଘାତକ, ଛି... ଛି... ଛି. ଧିକ... ଜୟ ଜଗନ୍ନାଥ

  • @RadheshyamBag-m4h
    @RadheshyamBag-m4h День тому +45

    BJD nabin jindabad cm ❤❤❤❤❤

  • @user-su2ln3dg9u
    @user-su2ln3dg9u День тому +32

    ଏମାନେ ବୈମାନ ନମ୍ବର 1

  • @DillipBhoi-mu1dk
    @DillipBhoi-mu1dk День тому +19

    ଆସବାMP, MLA ନିର୍ବାଚନ ଅପେକ୍ଷା କରବାର କେ ପଡ଼ବା, ହେଲେ ଧର୍ମେନ୍ଦ୍ର ପ୍ରଧାନ ସେ ସମୟ ନେ ପଶ୍ଚିମ ଓଡ଼ିଶାର ଜନ ସାଧାରଣ ଙ୍କୁ ଉତ୍ତର ଦେଇ ପାର୍ବେ ତ ଅଜ୍ଞ୍ୟା?

    • @HariHaraSahu-zj5xt
      @HariHaraSahu-zj5xt День тому +4

      Uttar kana debe chhadaho

    • @Abhi-panda
      @Abhi-panda День тому

      ହଁ ହଁ ସେ ଉତ୍ତର ଦେବେ

    • @anadisethy1378
      @anadisethy1378 День тому

      ​@@Abhi-pandaଉତ୍ତର କାଣା ଦେବା ଧର୍ମେନ୍ଦ୍ର ଫୁସିଆ, ଜହଲିଆ,ଜେଲ୍ ରେ ଦିନ କାଟି କାଟି ଯାଇଛେ।ପଶ୍ଚିମ ଓଡ଼ିଶା ଆଇଲେ ଇଲେକ୍ସନ ବେଲ୍ କେ ମାରବେ ହେତାକେ ନବଦାସ୍ ଭଳିଆ

    • @GnsCreations
      @GnsCreations День тому

      କଡା ଜବାବ୍ ଦେମା BJP ସରକାରକେ

  • @BasudebSahoo-m9t
    @BasudebSahoo-m9t День тому +18

    ମୋଦି -ପ୍ରତ୍ୟେକ ଏକାଉଣ୍ଟ ରେ 15 ଲକ୍ଷ 😅😅😅😅😅😅ଧର୍ମେନ୍ଦ୍ର ପଧାନ -300ୟୁନିଟ ବିଜୁଳି ପୁରାପୁରି ମାହାଳିଆ 😅😅😅😅😅😅😅ପୁହେ ଭକୁଆ ବନେଇ ଦେଲ ବୋ 😅😅😅😅😅😅😅😅😅

  • @LwReality
    @LwReality День тому +9

    ସବୁ ଲୋକ ଆସି କି ବିରୋଧ କରିବା ଦରକାର ହେଲେ ସରକାର କରିବ.. ନହେଲେ ବିଜେପି ସବୁ ଏମିତି କହି ଜିତି ଥିବ ଆଉ ଲୋକେ ଦରଦାମ୍ ବୃଦ୍ଧି ରେ.. ଶିକ୍ଷା ସ୍ୱାସ୍ଥ୍ୟ ରେ ବି କିଛି ପାଇବେ ନାହିଁ..

  • @NabakisshorMahakud-di3xn
    @NabakisshorMahakud-di3xn День тому +62

    ମାଗିହା ଧର୍ମେନ୍ଦ୍ର ପ୍ରଧାନ ଗୁହ ଖାଇଲା ତୁଣ୍ଡ ରେ ଭାଷଣ ଦେଇଥିଲା ଯୁମୁଲା ପାଟି ବିଜେପି

  • @BikashDas-e7d
    @BikashDas-e7d День тому +6

    କହିଥୀଲ କଣ ପାଇଁ ଏଇଥର ସରକାର ଗଢିଛ ଆଉ ଓଡିସା ରେ ଜିବନରେ ବିଜେପି ଆସିବ ନାହିଁ ଆମର ଭୁଲ୍ ହେଇଗଲା ନବୀନ ସାରେ ଜାହା କହିଥୀଲେ କଥାରେ ଦାମ୍ ଅଛି

  • @Sami-wg9es
    @Sami-wg9es День тому +6

    ଅନ୍ଦ୍ରାପ୍ରଦେଶ ରେ ତୋ ବିଜୁଳି ଫ୍ରି ଦିଆ ହଉଛି ଓଡିଶା ରେ କଣ ପାଇଁ ଦିଆ ଅବ ନାହିଁ

  • @indrapati1910
    @indrapati1910 День тому +5

    Election ପୂର୍ବରେ ଭାଙ୍ଗ ମାଡ଼ କରିଥିଲେ 😂😂😂😂 ଆମକୁ ବକୁଆ ବନେଇଲେ ନି

  • @ashrutdas8565
    @ashrutdas8565 День тому +6

    3500 ଆଜି ପର୍ଯ୍ୟନ୍ତ ମିଳି ନାହିଁ।

  • @RoyRana-z8i
    @RoyRana-z8i День тому +6

    K v sigh deo kichhi nei Jane or Khap katha kouche ita k Kia bhat dela j

  • @HarapriyaJena-n7p
    @HarapriyaJena-n7p День тому +7

    Kudegala300.unit.bjp.kahithibarakhiparilaki

  • @jagmogansahu2345
    @jagmogansahu2345 День тому +6

    Bhatta 3000/ pressure kara jau government ku

  • @ThabiraMahananda-s9x
    @ThabiraMahananda-s9x День тому +5

    ଛାଡ ହୋ ତମ୍ବୁ ୩୦୦ ୟୁନିଟ ବିଜଲି

  • @RamPutel-ir6cl
    @RamPutel-ir6cl День тому +5

    ହାରାମି ର ବାପ ବିଜେପି.. କେ କେତେ ଦେବ ବେଲେ ନେବା ଦେବାର ଟା ଭୁଲି ଯା

  • @benudharanti5195
    @benudharanti5195 День тому +15

    ପହରା chenel. ସବୁ ବେଳେ ବିଜେଡି କେ ସପୋର୍ଟ କର୍ଷି. ଜୟ ବିଜେଡି.❤❤

  • @PratikkumarDas-vt6yv
    @PratikkumarDas-vt6yv День тому +6

    ପଲ୍ଲବୀ ନାନୀ ଜୁହାର 🙏🙏ତମର ବହୁତ ବଡ଼ fan ଏ ମୁଇ ତମକେ ଭେଟବାର କେ ତରସି ଯାଉଛେ ନାନୀ 💕💕💕

  • @arjunmohanta233
    @arjunmohanta233 День тому +2

    ଛାଡ଼ ହୋ ଆମ୍ଆଦମୀପାର୍ଟି ବିଜୁଳି free ଦେଇ ଚାଲିଛି❤ ଦିଲ୍ଲୀ,ପଞ୍ଜାବ.....ଏହା ପରେଧୀରେଧୀରେ ଓଡିଶା ଛୁଇଁବ❤❤❤❤😂

  • @dhananjayabehera8686
    @dhananjayabehera8686 День тому +4

    ଗୁଟେ ଇଲେକ୍ସନ ନ ଖାଲି ବିଜେପି

  • @sony1569
    @sony1569 День тому +5

    Tomer seta muhnu nuhese..

  • @saumyaranjanpanda5347
    @saumyaranjanpanda5347 День тому +2

    ଉପ ମୁଖ୍ୟମନ୍ତ୍ରୀ ଏମାନେ ଗ୍ରହ ନୁହନ୍ତି। ଟିକେ ସମସ୍ତେ ଭଲକରି ଶୁଣନ୍ତୁ ସେ କଣ କହୁଛନ୍ତି। ଏ ହେଉଛି ଓଡ଼ିଆ ଅସ୍ମିତା। ଗୃହ କୁ ଗ୍ରହ କହିଲେଣି।

  • @HarishKetaki
    @HarishKetaki День тому +4

    ଛାଡ଼ ହୋ ତମର କଥା ର ଦାମ ନାଇନା ହୋ

  • @santoshdash5352
    @santoshdash5352 День тому +2

    ଓଡିଶା ବାସୀ be like 😂😂😂😂 dogla😂😂😂ଦୋମୁହାଁ ନୀତି 🤣🤣🤣🤣🤣🤣ବିଜେପି 😢😢😢😢😢😢

  • @raghabamahakur1593
    @raghabamahakur1593 День тому +2

    ଆସିଗଲା bjd ଚାଟୁକାରିତା ଚାନେଲ। କେନ୍ ନେ ସୁଇ ପଡ଼ି ଥିଲ କାଏ।

  • @BishwanathSethiBishwa
    @BishwanathSethiBishwa День тому +2

    ସତ କେନସିଟା ନୁହେ କଁଚା ମିଛ କହେସି ବିଜେପି,ଲୁକୁ ଭୂଆ ବୁଲାସି ।

  • @sudamsahu187
    @sudamsahu187 День тому +2

    ଆମକୁ free ବିଜଲୀ ଦରକାର ନାହିଁ ଓଡିଶା ନେ କାମ ଦରକାର

  • @NarottamSa-n1w
    @NarottamSa-n1w День тому +3

    ସବୁ ଜାଗା ନ ବିଜେପି ଠକୀ ଚାଲିଛେ

  • @AnilkumarDas-fi1jg
    @AnilkumarDas-fi1jg День тому +2

    Bjp sarkar hela super michua katha kuha sarkar Odisha re 300 unit fir bijuli debe kahithile dharmendra 3000 bhata 60 bars lokonku , mado bandoheb kahile , gote kalenahi Odisha lokanku bhuabulaila bahot neigala chadho Modi kahicanti sabutharu fhalut Odisha Bjp sarkar Jay Jagannath

  • @agreeculturelifestyle7298
    @agreeculturelifestyle7298 День тому +2

    ୫ ବଛର୍ ଗା ନିନି
    Bjp ତା ପରେ ସୁଇଥିବାନ

  • @prasannasahu71
    @prasannasahu71 День тому +2

    ନବୀନ କହିଥିଲା ଧାନ ର ବୋନସ 100 ଟଙ୍କା ଦେମି ବୋଳି କହି ଥିଲା କେନ୍ତା ନାଇଁ ଦେଖାଲ ତମର ମୁହେଁ ଲାଜ ନାଇଁ lagbar

  • @srimantasahu9231
    @srimantasahu9231 День тому +3

    ଛାଡ ହୋ.......🤓🤓🤓

  • @UdayanathSodi
    @UdayanathSodi День тому +1

    କୁଆଡେ ଗଲା 300ୟୁନିଟ ଫ୍ରୀ ଅହି ହଁ ଦ୍ରମେନ୍ଦ୍ରପ୍ରଦାନ

  • @manojpadhi2287
    @manojpadhi2287 День тому +2

    Nirat satya katha didi.....but media b ek pakhia hebar ta...democracy lagi bahut khatra....

  • @DhaneJankar
    @DhaneJankar День тому +1

    ଛାଡହ ଧର୍ମେନ୍ଦ୍ର ପ୍ରଧାନ ଗୁଟେ ମନ୍ତ୍ରୀ ଆରୁ ମୁଢ଼ି ଗୁଟେ ଟିଫିନ୍

  • @santoshpradhanfoodvlogs
    @santoshpradhanfoodvlogs День тому +1

    Aehi bhatta pain o subhadra yojana raa tanka pain Munda kharap hei galani samastankar, SUBHADRA APAKHYA JAGANNATH@ HUSBAND BESI DUKHA PAUCHI..Bodh huay kichi Dina vitaray...balabhadra tanka loka mananku mili pararay jay balabhadra 🙏🙏🙏

  • @ChittaRanjanSahani
    @ChittaRanjanSahani День тому +1

    ଚାଡ଼ ହୋ ବିଜେପି ହେଲା ଜୁମୁଲା ଦଳ ମୁଦି ଗ୍ୟାରେଣ୍ଟି

  • @prasannasahu71
    @prasannasahu71 День тому +1

    ସବୁ ବିଜେଡି ଯନ୍ତ୍ରୀ ମାନେ ଧରା ପଡୁଛନ୍ତି ଦେଖ

  • @bijalalnag70
    @bijalalnag70 День тому +1

    ପେନସନ 3500 ନ ଦେଲେ bjp ମୋହନ ମାଝି ଗରିବ 2029 ରେ ମେଡମ ଦେଖିବେ

  • @gadadharbehera2520
    @gadadharbehera2520 День тому +1

    ସାରେ ମିଛ କାହିଁକି କହିଲେ, ଭୋଟ ନେବା ପାଇଁ ଏମିତି କହିଛୁ କୁହନ୍ତୁ

  • @BanchhanidhiPanda
    @BanchhanidhiPanda День тому +1

    ଜନତାନାଂ ମିଥ୍ୟା ବାକ୍ୟଂ ଚିରକାଳ ନ ତିଷ୍ଟତି ମର୍କଟ ସ୍ୟ ଗଲେ ବନ୍ଧା ମଳିକା ମାଳିକା ଯଥା

  • @worldringtonezone781
    @worldringtonezone781 День тому +1

    ଛାଡ଼ ହୋ 😂😂 ମତେ ତ ଇଟାକୁ ହୁଡ ହୁଡ଼ bagir lagla na

  • @sachinbhoi9375
    @sachinbhoi9375 День тому +1

    Tikli tukula gute lagaba go kapale churi Chura Gute pindhba hate Mela disuchhe ❤

  • @Koshalmatirkhabar
    @Koshalmatirkhabar 20 годин тому

    ଚାଷୀ ମାନଂକୁ 100 ଟଙ୍କା ବୋନସ ଦେମୁ ବଲି ବିଜେଡି ର ନବୀନ ବାବୁ ସୋହେଲା ରେ କହିଥିଲେ ସେଟା ତ 24 ବରଷ ହେଇ ଗଲା ନାଇଁ ଦେଲେ ଆରୁ ଇହାଦେ ଇ ସବୁ ମିଳି ଥିତା ବୋଲି କାଏଁ ଲାଜେ କହୁଛ ଯେ ପୂହୁପା ଚେନେଲ ହେତିର ଉତ୍ତର ଦେବ ତ ପୂହୁରା ଚେନେଲ ବାଲେ

  • @AkshayakumarParida-k4z
    @AkshayakumarParida-k4z 21 годину тому

    B J P ସରକାର ଧୋକାବାଜ ନିଜର ଗାରେଣ୍ଟି କଥା୩୦୦୦ଭତାନଦେଇ ଭତାଧାରିକୁଂ କଣପାଇଠକି ଚାଲିଛ ଏନିରଲଜ ମିଛୁଆ କୁଂ ଧର୍ମ ସହିବନି ଧ୍ବଂସ ହୋଇଯିବଜଗନାଥବୁଝିବେ

  • @anantachandrasamal3428
    @anantachandrasamal3428 21 годину тому

    ଏ ସରକାର ଆସିବା ପର ଠାରୁ, ଏତେ power cut ହେଉଛି ଯେ, ଇଲେକ୍ଟ୍ରି bill ରେ ଆପେ ଆପେ , ଛାଡ଼ ହୋ....400 unit ର ପଇସା କମିଯିବ 😄😄

  • @suryanarayankaanra5843
    @suryanarayankaanra5843 День тому

    ଓଡିଶା ର ଲୋକ ଭାବୁଛନ୍ତି ଯିଏ ମାଗଣା ଦେବା ଆମକୁ ସେ ଆମର ଘଇତା ବୋଲି....... ଆଉ ଗୋଟେ କଥା କହେମି ଯେ ଆମେ ସାଧାରଣ ଜନତା ଭାବି ଚିନ୍ତି ଭୋଟ ଦେବାର କଥା.... ଅତି ଲୋଭରେ ପ୍ରାଣୀ ମାରେ

  • @manishapattanayak2152
    @manishapattanayak2152 День тому

    ଜୟ ନବୀନ ପଟ୍ଟନାୟକ Sir ଜିନ୍ଦାବାଦ🙏🏻
    ଜୟ ବିଜେଡି❤️👍🎉
    ଓଡ଼ିଶା ବଞ୍ଚାଅ👍
    ବିଜେପି ହଟାଅ 👍

  • @govindanaik6289
    @govindanaik6289 День тому

    ତୁମେ ଯଦି ଗୋଟେ V News BJD AGAINST ରେ ବନେଇଛନ ବେଳେ LINK TK SHARE KARUN.....
    GODI MEDIA
    ଛି ଛି

  • @Sudhansuranjan86
    @Sudhansuranjan86 День тому

    ପଲ୍ଲବୀ ମେଡ଼ମ୍, ଆର୍ ଟିକେ ସମଲ ପୁରୀ ଭାଷା କହେବାର ଲାଗି ଚେରେଷ୍ଟା କରନ୍‌, ଉପସ୍ଥାପନା ଶୈଲି ବନେ ଲାଗୁଛେ, ମସଲପୁରୀ ଟିକେ ଅଧ୍ କା କହେଲେ ଆର୍ ଖଣେ ବନେ ହେତା 🙏🙏🙏

  • @anadisethy1378
    @anadisethy1378 День тому

    କେଭି ସିହଦେଓ କେ ଦେଖ୍ ଲେ ତ ରାଗ୍ ଲାଗୁଛେ,ପୁଅ କୋଶଳ୍ ର ନା ରେ ଜିତିଛେ।ଏବେ ଉଲ୍ ଟା କଥା କହୁଛେ।ଆର୍ ଧର୍ମେନ୍ଦ୍ର ଫୁସିଆ ର୍ କଥା ଛାଡ।ଆଇଲା ଥର -ବାଳ ଥିବଯେ ଖାଇବ ସୁନୁ ପାମ୍ପୁଡି।ହେନ୍ତିବି ଆମର୍ ପଶ୍ଚିମ ଓଡ଼ିଶା ର୍ ଲୁକର୍ ପ୍ରତି ଅବହେଳା କରାହ ଉଛେ।

  • @Babu11158
    @Babu11158 День тому

    2029 ବେଳକୁ ବିଜେପି ଦେଶରୁ ସ୍ୱାହା ହେଇଯାଉ ବୋଲେ ଆନନ୍ଦେ ଏକ ବାର୍
    ହରିବୋଲ

  • @s.mohapatra-i1k
    @s.mohapatra-i1k День тому

    କେନ୍ଦ୍ରାପଡ଼ା ପଣ୍ଡା ମଧ୍ୟ କହି ଥିଲା ଯେ ଓଡିଶାରୁ ଶସ୍ତା ବିଜୁଳି ତାମିଲନାଡୁ ଯାଉଛି ଏବେ କୁୟେଡ ଗଲା

  • @PramodMajhi-j3h
    @PramodMajhi-j3h День тому

    ବିଜେପି ସରକାର ୩୦୦ ୟୁନିଟ ବିଜଲୀ ଆର ୩୦୦୦ ଟଙ୍କା ଭତ୍ତା ଲାଗି ପଞ୍ଚଯାତ ନିର୍ବାଚନ ହାରବା
    ଏଇଟା ସତ ହାଏ ।

  • @Iam_Soumya_Ranjan
    @Iam_Soumya_Ranjan День тому +1

    Electricity, Pension subidha nai diu 6anda ho

  • @tktk-u5l
    @tktk-u5l День тому

    Ld କଥାରେ ନାହିଁ ଓଡ଼ିଆ ପ୍ରଥମରୁ ବୋକା ଆଜି ବି ବୋକା. ମଣିଷ ନିଜସ୍ୱ କାର୍ଯ୍ୟ କରିବା ପାଇଁ ଅନ୍ୟକୁ କଥାରେ ବଶ ବନେଇ ଥାଏ. କେମିତି କଥାଟି ହାସଲ କରିହେବ.
    ଟଙ୍କା ପାଇଁ ହୋଉ କି ଜିତିବା ପାଇଁ ହୋଉ. କି ଜାଗା ପାଇବା ପାଇଁ ହୋଉ. ଠିକ
    ସେହିପରି ରାଜନୀତି ନେତାମାନେ ଜିତିବା ପାଇଁ କିଛି ମିଛ ବାର୍ତ୍ତା ପରିପ୍ରକାଶ କରିଥାନ୍ତି.
    ମିଛ ଆଜି ନୁହେଁ ମିଛ ବି ମହାଭାରତରେ ବି ପ୍ରୟୋଗ କରାଯାଇଥିଲା. ମହାଭାରତର ମିଛ ପ୍ରୟୋଗ କରାଯାଇଥିଲା ଧର୍ମର ଜୟ ପାଇଁ ଆଉ ଏବେ ମିଛ ଧର୍ମ ପାଇଁ ନୁହେଁ.
    ନିଜର ସ୍ୱାର୍ଥ ପାଇଁ. ଏହାହିଁ ସତ୍ୟ.

  • @BibhutiMishra-im2nh
    @BibhutiMishra-im2nh День тому +1

    ODISA re CONGRES ra Abhaba lagi BJP ra raj

  • @UditkumarMajhi-y5l
    @UditkumarMajhi-y5l День тому

    ଆପଣ ଖାଲି PJP ର ପଛେ ପଡ଼ିଛନ
    ଆଗରୁ BJD ସରକାର୍ ବହୁତ୍ ପ୍ରତିସୃତି ଦେଇଥିଲା ସେ ବି ପୂରଣ ନାହିଁ କରି

  • @MadhabBhola-oo9ud
    @MadhabBhola-oo9ud День тому +2

    Jai nabini

  • @trilochanpatra2020
    @trilochanpatra2020 День тому

    ଛାଡ ହୋ, ହେ ଭାତ ତୁନ ନାଇଁ ଖାଇବାର ମୋଦୀ ର ଗୁଁ ଖାଉଛେ। ଆଉ k v singhdeo ଇ ତ କଚା ଗୁଁ ଖାଉଛେ

  • @dambarudharsahu7109
    @dambarudharsahu7109 День тому +4

    ପଶ୍ଚିମ୍‌ ଓଡିଶା ନେତା ମାନେ କଟକିଆ ମାନଙ୍କର ଗିଜ୍‌ ଚାଟୁଛନ... ଛି ଛି.. ଲେଜ୍‌ ଲାଗୀବାର କଥା ନେତା ମାନଙ୍କୁ 😡

  • @rajanikantapradhan668
    @rajanikantapradhan668 23 години тому

    ସବୁ ମାଗଣା ଖିଆ ଅଭ୍ୟାସ ଛାଡ ହୋ
    ଦେଶ କାଙ୍ଗାଳି ହେଇ ଯିବା

  • @arunakumarkata6903
    @arunakumarkata6903 День тому

    କଷ୍ଟ କଲେ କୃଷ୍ଣ ମିଳେ ୩୫୦୦ ଭତ୍ତା ପାଇବା କେହେଲେ କୁକୁର ମାକର ଭଳିଆ ଜିଁବା କେ ପଡିବା

  • @sumantasahu5118
    @sumantasahu5118 День тому

    ବିଜେପି ବିଜେଡ଼ି ର କଥା ଛାଡ ହୋ ଓଡ଼ିଶା କେ ଦୁହେଁ ଯାକର ଖାଇ ଦେଲେ ମିଶିକରି ବି ଆର୍ ଆଜି ଅଲଗା ହେଇ କରି ବି।

  • @debarchanofficial26
    @debarchanofficial26 День тому

    ଠକି କରି BJP ସରକାର ହେଲା ସବୁ ଠକି ଦେଲା ସଭା ରେ କୁକୁର ହେନ୍ତା ଭୁକୁଲେ ଗୁହ ଖାଇଦେଲେ, ଆପଣ ମାନେ ଖୁସି ତ, ଜୟ ନବୀନ

  • @alokkumarbhoi9058
    @alokkumarbhoi9058 День тому

    ବିଜେପି ସରକାର ମିଛୁଆ ସରକାର ଆମ ୱଢିସାର ଲଯୀମିମାତା ଛାଡି ଚାଲିଗଲେ 😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂😂

  • @RKJSTx
    @RKJSTx День тому

    ପଲବି ମ୍ୟାଡ଼ାମ ତମେ ଟିକେ ବିଜେପି ସରକାରର ଜୁମଲା କଥା ପଶ୍ଚିମ ଓଡ଼ିଶାରେ ପ୍ରଚାର କର

  • @shibaprasadpattnaik5492
    @shibaprasadpattnaik5492 День тому

    Badhia topic Right topic. 💯 Sat katha ra... Bade Sundar ne Bujhei Dela. Lok mane Bujhi par le . Dhanyabad Subhechha O Subha kamana PAHARA NEWS CHHANEL. 🙏

  • @santoshpradhanfoodvlogs
    @santoshpradhanfoodvlogs День тому

    Bjp ku tanka pain o bijuli pain voter ae garib janata vote dei chanti..tribar sata katha..mu kahuni...lokay kahu chanti...sarkar ku bujhiba katha thila...LOKAY BOLEBAY KAANA ?🙏🙏💯

  • @arunakumarkata6903
    @arunakumarkata6903 День тому

    ବ୍ୟବସ୍ଥା ନାଇଁ ନା ବେଳେ ତୁମର ବୁଆର ବାଣ କହୁଛ ରେ ମାଗିହା ମନେ

  • @PramodBhai-hf4ke
    @PramodBhai-hf4ke День тому

    ସୁଭଦ୍ରା ପଇସା କୁ ବିଜୁଳି bill ଦେଇଦେବ,,,,

  • @brajasundarsahoo1590
    @brajasundarsahoo1590 День тому

    ଏ ହେଉଛି ତାଙ୍କର ଅସଲ ଚେହେରା । ଜାଣି ରଖନ୍ତୁ l

  • @sunilkumardash4859
    @sunilkumardash4859 День тому

    ଆଗାମି election କେ ଭୋଟ ମାଗି ଆସବ

  • @maheshpadhan4462
    @maheshpadhan4462 День тому

    ଛାଡ ହୋ ତମ ଆଉ 29 ସାଳେ ଶାସନ ନାଇ କରିପାର,

  • @rudramahananda4069
    @rudramahananda4069 День тому

    ମୋର samiya news ର ତଳେ ସବୁ ନିଉଜ

  • @shibaprasadpattnaik5492
    @shibaprasadpattnaik5492 День тому

    Bui Center Aru State... Minister mane kete Bele Kn kahu Chan Semane Jani Nai Parbar . Narendra Modi na Nai nei Kari kana gute Kari Parbe Ki.

  • @kartiknath3162
    @kartiknath3162 23 години тому

    Eka maghake sita jaeni. Puni thare magha asiba. Setebele BJP janinba.

  • @ghugaracademy760
    @ghugaracademy760 День тому

    ୧ ନଂ ଠକୁଆ ସରକାର ଇଟା। ବହୁତ୍ ଠକସନ୍ ଇମାନେ ।

  • @Amit-o7s4p
    @Amit-o7s4p День тому

    ଆଉ ଥରେ ଜିତଲେ ଦେବ କେ..... ଲୋକ କୁ ଭକୁଆ ବନାଉଛ

  • @DFT77816
    @DFT77816 22 години тому

    Bjp ଏକ ଧୋକେବାଜ୍ party

  • @dingarkumbhar2024
    @dingarkumbhar2024 День тому

    ବୋଧେ ଧର୍ମେନ୍ଦ୍ର ପ୍ରଧାନ, ମୂଖ୍ଯ ମନ୍ତ୍ରୀ ହେଇଥିଲେ ସମ୍ଭବ ହେଇଥିତା ନିର୍ବାଚନ ପ୍ରତିଶ୍ରୁତି।

    • @purnagond4367
      @purnagond4367 День тому

      Bhul re BJP jitigola .. BJP jitibi boli bhabi nothila seithi pain dunia Sara micha pratisruti deithile .. Abe kichi kriprinahanti

  • @Iamherofromdandikasole
    @Iamherofromdandikasole День тому

    ଛାଡ଼ ହୋ ବାଳ ବିଜେପି ବାଳ କଥା କହି ଜିତିଛି 👎😄😀😘😄👎

  • @mukundameher8098
    @mukundameher8098 День тому

    ବହୁତ ସୁନ୍ଦର କଥା କହିଛ ପଲ୍ଲବୀ

  • @onlinesolution998
    @onlinesolution998 21 годину тому

    Sarakar kamjori dekhabar ta media kam aye baki sete bele mamita meher case biasayare pade b kichi ni kahi e pahara bale kene thile ho

  • @ManoranjanBag-rt2lf
    @ManoranjanBag-rt2lf День тому

    Hariyana re bjp bijuli.. bhatta.. demu kahuche odisha re k ne heba

  • @narendranaik6973
    @narendranaik6973 День тому

    ବିଜେଡି ପହେଳା ସହେ ବଳୁଥିଳା ପରେ ପଚାଶ ଉନିଟ ବ ଏ ଳେ

  • @GaganaMishra
    @GaganaMishra День тому

    ଲେଗଲ ତୋ ପେନ୍ସିଓଂ 3000 urgent

  • @KunalBarik-uv7jh
    @KunalBarik-uv7jh День тому

    ଛାଡ଼ ହୋ....... ଇ ବିଜେପି ନେତା ମାନେ ମାଗିହା ଆନ

  • @bishnuprakashsuna
    @bishnuprakashsuna День тому

    60-80 years are not getting Subhadra money also 😢😂😂😂😂

  • @davidpahad3
    @davidpahad3 День тому

    କେବ୍ କେ ଦେବେ ଆଜ୍ଞା ୩୦୦ ୟୁନିଟ ବିଜ୍ ଲି