Pandit Kashinath Mishra Ji is a pure bhakt. He never asks money, even to Small girls he respects called Maa. 🙏🙏He is pure soul. Media pandit ji ko bina jaane unke sath galat kar raha hai. Aap sabhi ko darna chahiye ek pure soul ko badnaam mat karo.
किसी के कुछ भी कह देने से सत्य बदलेगा नहीं, सत्य सत्य ही रहता है । पंडित काशीनाथ मिश्राजी धर्म और गौमाता के लिए काम कर रहे हैं और हम उनके साथ है। जय जगन्नाथ 🙏🏻❣️ No matter what anyone says, the truth will not change, truth remains truth. Pandit Kashinath Mishraji is working for religion and cow and we are with him. Jai Jagannath 🙏🏻❣️
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।
Pandit Kashinath Mishra Ji is a pure bhakt. He never asks money, even to Small girls he respects called Maa. 🙏🙏He is pure soul. Media pandit ji ko bina jaane unke sath galat kar raha hai. Aap sabhi ko darna chahiye ek pure soul ko badnaam mat karo.
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ମହାପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ। ମିଡିଆରେ ପ୍ରଚାର,ପ୍ରସାର ହେଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ଆଶ୍ରମକୁ ଆମେ ବହୁତ ବାର ଯାଇଛୁ ସେପରି କିଛି ବି ସେଠାରେ ହେଉନି । ବିନା ପ୍ରମାଣରେ ଅପପ୍ରଚାର ଚାଲିଛି , କେହି ବି ସତ୍ୟ ପ୍ରକାଶ କରିବାକୁ ଚାହୁଁ ନାହାନ୍ତି ଏବଂ ଦୁଃଖର ବିଷୟ ସମସ୍ତ ମିଡିଆ ସେପରି । ଗୋଟେ ବି ମିଡିଆ ଚାନେଲ୍ ସତ୍ୟ ପ୍ରକାଶ କରିବାକୁ ଚେଷ୍ଟା କରୁନାହାନ୍ତି। ସତ୍ୟକୁ ଖୋଜି ସତ୍ୟର ପ୍ରକାଶ କରିବା ପାଇଁ ଅନୁରୋଧ।
किसी के कुछ भी कह देने से सत्य बदलेगा नहीं, सत्य सत्य ही रहता है ।
पंडित काशीनाथ मिश्राजी धर्म और गौमाता के लिए काम कर रहे हैं और हम उनके साथ है।
जय जगन्नाथ 🙏🏻❣️
No matter what anyone says, the truth will not change, truth remains truth.
Pandit Kashinath Mishraji is working for religion and cow and we are with him.
Jai Jagannath 🙏🏻❣️
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ janichu। ମିଡିଆରେ ପ୍ରଚାର,ପ୍ରସାର ହେଉଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା। ଆଶ୍ରମକୁ ଆମେ ବହୁତ ବାର ଯାଇଛୁ ସେପରି କିଛି ବି ସେଠାରେ ହେଉନି । ବିନା ପ୍ରମାଣରେ ଅପପ୍ରଚାର ଚାଲିଛି , କେହି ବି ସତ୍ୟ ପ୍ରକାଶ କରିବାକୁ ଚାହୁଁ ନାହାନ୍ତି ଏବଂ ଦୁଃଖର ବିଷୟ ସମସ୍ତ ମିଡିଆ ସେପରି । ଗୋଟେ ବି ମିଡିଆ ଚାନେଲ୍ ସତ୍ୟ ପ୍ରକାଶ କରିବାକୁ ଚେଷ୍ଟା କରୁନାହାନ୍ତି। ସତ୍ୟକୁ ଖୋଜି ସତ୍ୟର ପ୍ରକାଶ କରିବା ପାଇଁ ଅନୁରୋଧ।
ସତ୍ୟ କଣ ଆପଣ ଜାଣିଛନ୍ତି
Pandit kashinath mishra bhot aacha kam kar rahe hai unhone jo trisandhya di hai usse bhot parivertan hua hai
Bhanda baba se i am koraput
Andha bhakta.....
ଆମେ ବୈକୁଣ୍ଠ ଧାମ ଆଶ୍ରମ ଯାଇଛୁ। ପଣ୍ଡିତ କାଶୀନାଥ ମିଶ୍ର ଙ୍କୁ ଏବଂ ପ୍ରଭୁ ଙ୍କୁ ଭଲ ଭାବ ରେ ଜାଣିଛୁ।
ସୋସିଆଲ ମିଡ଼ିଆ/ ନିଉଜ୍ ଚ୍ୟାନେଲ ବା ପ୍ରିଣ୍ଟ ମିଡ଼ିଆ ଯାହା ବି ଆଜି ସେମାନଙ୍କ ବିଷୟ ପ୍ରଚାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ମିଥ୍ୟା, କାଳ୍ପନିକ। ଯେଉଁ ମିଡ଼ିଆ ସତ୍ୟ ଧର୍ମ ର ପ୍ରଚାର ଓ ପରିପ୍ରକାଶ କରିବା କଥା, ଆଜି ମାୟା ଜାଲ ରେ ପଡ଼ି ବ୍ୟବସାୟ ଅର୍ଥ ଉପାର୍ଜନ ଏବଂ ସ୍ୱାର୍ଥ ମୋହ ରେ ପଡି ମିଥ୍ୟା ପ୍ରଚାର ଚଲେଇଛନ୍ତି ସେମାନେ ସତ୍ୟ କୁ ଖୋଜି ସତ୍ୟ ର ପରିପ୍ରକାଶ କରିବା ପାଇଁ ଅନୁରୋଧ।🙏🙏