Odisha Business Man arranges marriage for poor girls

Поділитися
Вставка
  • Опубліковано 23 вер 2024
  • Odisha Business Man arranges marriage for poor girls.
    Argus News is Odisha's fastest-growing news channel having its presence on satellite TV and various web platforms. Watch the latest news updates LIVE on matters related to politics, sports, gadgets, business, entertainment, and more. Argus News is setting new standards for journalism through its differentiated programming, philosophy, and tagline 'Satyara Sandhana'.
    To stay updated on-the-go,
    Visit Our Official Website: www.argusnews.in/
    iOS App: bit.ly/ArgusNew...
    Android App: bit.ly/ArgusNew...
    Live TV: argusnews.in/l...
    Facebook: / argusnews.in
    UA-cam : / theargusnewsodia
    Twitter: / argusnews_in
    Instagram: / argusnewsin
    Argus News Is Available on:
    TataPlay channel No - 1780
    Airtel TV channel No - 609
    Dish TV channel No - 1369
    d2h channel No - 1757
    SITI Networks - 18
    Hathway - 732
    GTPL KCBPL - 713
    & other Leading Cable Networks
    You Can WhatsApp Us Your News On- 8480612900
    #goodnews #youngbusinessman #Berhampur #generosity #Happiness #poorgirl #Odisha #ArgusNews

КОМЕНТАРІ • 667

  • @rourkelasodiavloggerreema2930
    @rourkelasodiavloggerreema2930 2 роки тому +44

    ଯେଉଁଠି ନିଜ ଲୋକ ପଚାରୁନାହାନ୍ତି ଏଇଠି ଏଇ ପରିବାର ଲୋକ କେତେ ଖୁସି ହେଉଛନ୍ତି❤❤❤ମଣିଷ ପଣିଆ ଆଜି ବି ବଞ୍ଚିଛି ଏହାର ଉଦାହରଣ🥰🥰God bless u all🙏

    • @anilpadhiary8285
      @anilpadhiary8285 2 роки тому

      Are dide tuma ku mo Rana plj tikia kua mu bi jibi a vhauni nka khatiki mu bi kichi sahajaya karibi

  • @sureshjena5978
    @sureshjena5978 2 роки тому +176

    ବହୁତ ବହୁତ ଧନ୍ୟବାଦ ଭିକି ବାବୁ। ଭଲ ମଣିଷ ଏ ଦୁନିଆରେ ଅଛନ୍ତି। ଭଗବାନ ତୁମର ମଙ୍ଗଳ କରନ୍ତୁ।

  • @jhunanayak3033
    @jhunanayak3033 2 роки тому +47

    ବହୁତ ଭଲ କାମ କରୁଛନ୍ତି ,ଭଗବାନ ଆପଣଙ୍କୁ ଆହୁରି ଦିଅନ୍ତୁ ଆପଣ ମାନେ ଆହୁରି ବହୁ ଲୋକଙ୍କୁ ସାହାଯ୍ୟ କରନ୍ତୁ। ଭଗବାନ ଆପଣଙ୍କ ସବୁ ଇଛା ପୂରଣ କରନ୍ତୁ।

  • @Subhrajyoti_19
    @Subhrajyoti_19 2 роки тому +15

    ବହୁତ୍ ବହୁତ୍ ଧନ୍ୟବାଦ୍ । ପ୍ରଭୁ ଜଗନ୍ନାଥ ସଦା ସର୍ବଦା ଆପଣଙ୍କୁ ଖୁସିରେ ରଖନ୍ତୁ ବିକି ଭାଇ ଏବଂ ଭାଉଜ । ଆପଣ ଦେବ ଦୂତ୍ ସାଜି ଏ ଗରିବ ଝିଅକୁ ସାହାଯ୍ୟ କରିଥିବାରୁ ବହୁତ ବହୁତ୍ ଧନ୍ୟବାଦ୍ ଜଣାଉଛୁ ।

  • @Stirling675
    @Stirling675 2 роки тому +30

    ମୋ ଜୀବନରେ ଆଜି ପର୍ଯ୍ୟନ୍ତ ମୁଁ ଦେଖି ନାହିଁ ଓଡ଼ିଶା ରେ ଏମିତି ଲୋକ ବି ଅଛନ୍ତି ଯେଉଁମାନେ ଏମିତି ସାହାଯ୍ୟ କରନ୍ତି ଗରୀବ ଲୋକଙ୍କୁ। ଭଗବାନ ସେମାନଙ୍କୁ ଆହୁରି ଧନ ଦୌଲତ ରେ ଭରିପୂର୍ଣ୍ଣ କରନ୍ତି । ଭିକି ଭାଇ ତମକୁ ଭଗବାନ ଖୁବ ସୁଖରେ ରଖନ୍ତୁ।

  • @debashispattanaik5709
    @debashispattanaik5709 2 роки тому +28

    Highly Appreciable work. May God bless Vicky Babu & his family.👏👏

  • @cool_mk4315
    @cool_mk4315 2 роки тому +74

    He is the real hero for our society 🙏🙏🙏🙏

  • @dipakkumarbal8318
    @dipakkumarbal8318 2 роки тому +101

    ଆପଣଙ୍କ ଏହି ମାନବିକତା ପାଇଁ ସଲାମ ଜଣାଉଛି l ଭଗବାନ ନିଶ୍ଚୟ ଆପଣଙ୍କ ମଙ୍ଗଳ କରିବେ ଭାଇ l ଜୟ ଜଗନ୍ନାଥ 🌹🌹🌹

  • @mukeshbehera4511
    @mukeshbehera4511 2 роки тому +23

    Salute 🙌ଲୋକ ମାନଙ୍କୁ ମୋର ଅନୁରୋଧ ଜୈତୁକ ପାଇଁ ବାହାଘର ନଭାଙ୍ଗନ୍ତତୁ ।ଜୈତୁକ ନେବାରୁ ଦୁରେଇ ରୁହନ୍ତୁ

  • @kanhucharan5487
    @kanhucharan5487 2 роки тому +53

    ଭିକି ଭାଇ ଙ୍କୁ ମୋର ହୃଦୟରୁ ଧନ୍ୟବାଦ ଜଣାଉଛି, ଭଗବାନ ଆପଣଙ୍କ ଙ୍କୁ ଆଶ୍ରିବାଦ କରନ୍ତୁ ଯେମିତି ଆପଣଙ୍କର ଉତ୍ତର ଉତ୍ତର ଉନ୍ନତି ହୋଉ

  • @subham8897
    @subham8897 2 роки тому +38

    ସୁନ୍ଦର ହୃଦୟ ଥିବା ମଣିଷ 🥰

  • @gatikrushnadhal5232
    @gatikrushnadhal5232 2 роки тому +48

    ଭଗବାନ ତୁମର ମଙ୍ଗଳ ଓ ଦୀର୍ଘାୟୁ କରନ୍ତୁ ।ଜୟ ଶ୍ରୀ ଜଗନ୍ନାଥ

  • @jyotiranjanrana4375
    @jyotiranjanrana4375 2 роки тому +53

    Living Example of Humanity. u r the real hero for the society.

  • @shibabehera2751
    @shibabehera2751 2 роки тому +13

    Thank you biki bro,God bless you.I pray to God your business develops day to day and you help the poor girls, keep it up.

  • @laduromeo2538
    @laduromeo2538 2 роки тому +7

    କେତେ ମହାନ୍ ତୁମ ହୃଦୟ ,, ଧନ୍ୟ ତୁମେ ଭାଇ ଆଉ ଭାଗ୍ୟବାନ ସେ ଭଉଣୀ,, ଭଗବାନ ତୁମ rupare ହିଁ ଅଛନ୍ତି

  • @Naresh_Behera
    @Naresh_Behera 2 роки тому +46

    କଳା ଟଙ୍କା ରଖିଛ ଯଦି ନେତା ମନ୍ତ୍ରୀ କିଛି ଶିଖ , ନ ହେଲେ ଅପମୃତ୍ୟୁ ରେ ସବୁ ଯିବ ରେ ଧନ

  • @routsusanta2326
    @routsusanta2326 2 роки тому +8

    ଏ ହେଉଛନ୍ତି ରିଅଲ ରେ ପ୍ରକୃତ ହିରୋ,ଦେଖନ୍ତୁ ଆମ ଅନ୍ ରିଅଲ ହିରୋହିରୋଇନ ମାନେ,ବହୁତ ବହୁତ ଧନ୍ୟବାଦ୍ ଭିକି ବାବୁ

  • @biplabkumardas3893
    @biplabkumardas3893 2 роки тому +13

    Dear sir and madam I salute you
    For helping hands
    Lord JAGANNATH WILL BLESS YOU

  • @shivanshspandanspandan7507
    @shivanshspandanspandan7507 2 роки тому +8

    U r real hero of our society.Many many thanks for ur good personalities & good humanities. U& ur family members r real God 🙏🙏🙏🙏🙏🙏🙏

  • @pabitrasingh9796
    @pabitrasingh9796 2 роки тому +27

    ଅଶେଷ ଅଶେଷ ଧନ୍ୟବାଦ ଭାଇ ଭିକି ଭାଇ।🙏🙏🙏।ଭଗବାନ ତୁମକୁ ଆମ ଆୟୁଷ ଦେଇଦିଅନ୍ତୁ।ଭଗବାନଙ୍କ ପାଖରେ ଏତିକି ବିନତି ସଦା ସର୍ବଦା ତୁମ ସାଙ୍ଗରେ ରୁହନ୍ତୁ।ଜୟ ଭାରତ ଜୟ ଓଡ଼ିଶା।🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳🇮🇳

  • @realjobsodisha9111
    @realjobsodisha9111 2 роки тому +28

    BROTHER YOU ARE THE REAL HERO ....

    • @smitamohanty3313
      @smitamohanty3313 2 роки тому

      Mu jane gariba mote kichhi help. Darkar. Achhi

  • @hemantabhoi4524
    @hemantabhoi4524 2 роки тому +14

    Great humanity congratulations 👏

  • @khusbulifestyle5403
    @khusbulifestyle5403 2 роки тому +51

    ମୁଁ ଏଇ ବିଷୟ ରେ ଗୋଟିଏ କଥା କହିବି । ନେତା ରାଜ ନେତା ମାନେ କିଛି ସିଖନ୍ତ୍ନ।

    • @thirdeye9492
      @thirdeye9492 2 роки тому +1

      ନର୍କ ନର୍ଦ୍ଦମା ର କୀଟ
      ପାପ ପଙ୍କେ ଲଟ ପଟ
      ରାଜ୍ୟ ରାଜକୋଷ ଗିଳି ସାରିଲେଣି
      ତଥାପି ନ ପୂରେ ପେଟ 😭😂

    • @sasmitasethi3161
      @sasmitasethi3161 2 роки тому

      Right

  • @odiapilasaumya4967
    @odiapilasaumya4967 2 роки тому +11

    ସତରେ ଭାଇ ଯଦି ତୁମ ପରିସବୁ ଯୁବ ପିଡ଼ି ହୋଇଯାନ୍ତେ ତାହେଲେଦୁନିଆରେ ଆଉ କେହି ଗରୀବ ରୁହନ୍ତେନି great bro I love you bro

  • @bibhutibhusanmallick6871
    @bibhutibhusanmallick6871 2 роки тому +1

    Highly Appreciated . You r doing a great noble job for the society. A Real Hero you r. May God bless you and ur family. 💐💐🙏🙏

  • @panigrahicreation-hu6fd
    @panigrahicreation-hu6fd 2 роки тому +6

    ସତରେ ଭିକି ବାବୁ ଜଣେ ନିଆରା ମଣିଷ,,, ଭଗବାନ୍ ମଙ୍ଗଳ କରନ୍ତୁ,,,, ଜୟ ଜଗନ୍ନାଥ

  • @kumarcreation8658
    @kumarcreation8658 2 роки тому +2

    ଭିକି ଭାଇ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ

  • @lipikanayak9122
    @lipikanayak9122 2 роки тому +5

    Amiti ka humanity samasta nka pakhare rahiba darakara🙏🙏love u bhai❤❤dilse salute🙏🙏

    • @godgift888
      @godgift888 2 роки тому

      God bless you

    • @godgift888
      @godgift888 2 роки тому

      Always helping mentality bring a humanity's

  • @sadboysumit
    @sadboysumit 2 роки тому +2

    2 bhai and bhauja really great I salut 🙏❤️

  • @Jay_shivshankar
    @Jay_shivshankar 2 роки тому +5

    ଗରିବ ଲୋକଙ୍କୁ ସେବା କରୁଥିବାରୁ ଭଗବାନ ନିଶ୍ଚୟ ଆପଣଙ୍କୁ କୋଟିପତି ସଫଳ ବ୍ୟବସାୟୀ କରିବେ ।

  • @binodbag8798
    @binodbag8798 2 роки тому +3

    Great Work 'Vicky Bhai'.May God Bless u.Keep Doing.Thanks.

  • @kunipurti9168
    @kunipurti9168 2 роки тому +5

    U r great bro 🙏🙏🙏🙏 God bless you. Keep it up the good work.

  • @basantapujari774
    @basantapujari774 2 роки тому +7

    ଭାଇ ତମ ପାଇ ମୁ ଭଗବାନ ପାଖରେ ପ୍ରାର୍ଥନା କରେ କି ଆପଣ ଙ୍କ ଦୀର୍ଘ ଆୟୁଷ ହେଉ।

  • @sanjaynayak9081
    @sanjaynayak9081 2 роки тому +8

    God bless him...

  • @shreeyaancreations9546
    @shreeyaancreations9546 2 роки тому +10

    ଭାଇ ଧନ୍ୟବାଦ ଭଗବାନ ମଙ୍ଗଳ କରନ୍ତୁ

  • @sweetmom4592
    @sweetmom4592 2 роки тому +2

    God may bless you... with a lot of wealth and good will

  • @babupatnaik9767
    @babupatnaik9767 2 роки тому +2

    ଭଗବାନ ତୁମ୍ଭର ମଙ୍ଗଳ କରନ୍ତୁ ଓ ତୁମର ଉତରୁତର ଉନ୍ନତି ହେଉ।

  • @srideviranisaanvirani2413
    @srideviranisaanvirani2413 2 роки тому +1

    Very nice Bhai god bless you amiti aagaku karichalantu 🙏🙏🙏🙏

  • @sumitaghuta182
    @sumitaghuta182 2 роки тому +3

    ବିକି ଭାଇ ମୋର କେହି ଭାଇ ନାହାନ୍ତି ମୋର ଭାଇ ହେବ ମୋର କିଛି ବି ଦରକାର ନାହିଁ, ଖାଲି ଭାଈ ର ଭଲ ପାଈବା ଦରକାର please 🙏🙏

  • @deepikarout974
    @deepikarout974 2 роки тому +2

    Bahut bahut dhanyabad vicky bhai... Aau gote family emiti asubidha re achhanti apan jadi help kichhi karante bahut bhala huanta..

  • @malayakanhar9769
    @malayakanhar9769 2 роки тому

    ବହୁତ ବହୁତ ଧନ୍ୟବାଦ ଭିକି ଭାଈ। ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ 🙏🙏🙏 Jay Jagarnath 🙏🙏🙏

  • @banamalikishan5015
    @banamalikishan5015 2 роки тому +2

    Biki Bhai tumar family au tame bahut. Khus re rahibo love from sundargarh

  • @rashmitabehera6607
    @rashmitabehera6607 2 роки тому +1

    God bless your family.. thank you so much viki sir.. good job 🙏 you are great.

  • @Narayansahu111
    @Narayansahu111 2 роки тому +2

    Great👏👏👏👏👏 bhagwaan apnku bhalre rakhantu, au apn amiti samasta nku sahajya krntu

  • @thirdeye9492
    @thirdeye9492 2 роки тому +2

    Humanity still prevailed
    Help for No reasons
    Thanks 👍👍💚

  • @himansudehury2080
    @himansudehury2080 2 роки тому +1

    ଭିକିବାବୁ ଧନ୍ୟବାଦ ଭଗବାନ ମଙ୍ଗଳକରନ୍ତୁ

  • @rasmitabehera5190
    @rasmitabehera5190 2 роки тому +1

    such a great humanity person. bagawaan sabubele khushi re rakhantu

  • @khageswarjena8219
    @khageswarjena8219 2 роки тому +2

    I am proud of you( vicky vai and family). May god bless you.

  • @ph2700
    @ph2700 2 роки тому

    Very nice bhai. Bhagaban apananku duniya ra sabu khushi diantu. Tame emiti khushi bantu tha.

  • @muralibehera3409
    @muralibehera3409 2 роки тому +1

    ବହୁତ ଭଲ କରୁଛନ୍ତି ଭାଇ 🙏🙏🙏🙏🙏🙏🙏🙏❣️

  • @biswajitpradhan8346
    @biswajitpradhan8346 2 роки тому +4

    I admire you 🙏 great work indeed.

  • @santoshraula2929
    @santoshraula2929 2 роки тому +2

    ଭାଈ ତମକୁ ସାଲାମ❤🌹🌹🌹🙏🙏🙏🙏🙏👍👍👍

  • @sasmitapati677
    @sasmitapati677 2 роки тому +1

    You are the real hero Viki God bless you always

  • @jagannthmalik8850
    @jagannthmalik8850 2 роки тому

    Sbsulstley right nice humanbeing and. God bless. You my desr brother. And sister. And. I meet for you kind. Information. So nice. Msy. Please in. God Jagannath. So thanks.

  • @kirtikrishnaktv704
    @kirtikrishnaktv704 2 роки тому

    Jay Jagannath Viki Babu Really u r God in marriage parson.God bless you Life time..🙏🙏🙏🙏🙏🙏🙏🙏🙏

  • @shreesantoshsai9360
    @shreesantoshsai9360 2 роки тому +1

    ପ୍ରଭୁ ଜଗନ୍ନାଥ ତମକୁ ବହୁତ୍ ଭଲ ରେ ରଖନ୍ତୁ ଜୟ ଜଗନ୍ନାଥ

    • @gangadharkhatua8267
      @gangadharkhatua8267 2 роки тому

      👍👍👍👍👍👍👍👍ଜଗନାଥ ଆପଣ ଙ୍କର ମଙ୍ଗଳ କରନ୍ତୁ 🙏🙏🙏

  • @miniTV4
    @miniTV4 2 роки тому

    ବିକି ଭାଇ ଆମ ସମସ୍ତଙ୍କର ଭାଇ । ବିକି ଭାଇ ପରି ଭାଇ ଏ ସଂସାର ପାଇଁ ବା ଏ ସମାଜ ପାଇଁ ଅବଶକ୍ୟ l ଧନ୍ୟବାଦ୍ ବିକି ଭାଇ l

  • @bulbulpriyadarshini7092
    @bulbulpriyadarshini7092 2 роки тому

    Viki babu bhagwaan tama paribarku khusire rakhatu amiti sabudin pain milimisi ruha god bless u

  • @jhinaketansaunta1823
    @jhinaketansaunta1823 2 роки тому +2

    ବହୁତ ବହୁତ ବଡିଆ ବିକୀ ଭାଈ

  • @pritirekha3001
    @pritirekha3001 2 роки тому +3

    U are great biki bhai🙏🙏🙏🙏🙏👌👌👌

  • @laxminaik6590
    @laxminaik6590 2 роки тому

    ଭାଇ ଭଗବାନ କ ପାଖରେ ପ୍ରାର୍ଥନା କରୁଛି ତୁମର ଏହି କଉସଳ‌‌ ଆଗକୁ ବଢୁ । ଆଉ ତୁମକୁ ଖୁସିରେ ରଖିଥାନ୍ତୁ ................... ଧନ୍ୟବାଦ ଭାଇ

  • @sudamakarjeekoinpursubhadr4570
    @sudamakarjeekoinpursubhadr4570 2 роки тому +1

    ଭଗବାନ ଆପଣ ପରିବାର ଭଗବାନ ଆଶିର୍ବାଦ କରୁ

  • @prasantamallick4357
    @prasantamallick4357 2 роки тому

    No word to say thanks to you 😢😢😢 khusire akhiru luha asigala...
    Thanks great humanity 🙏🙏🙏🙏🙏❤️❤️❤️❤️❤️

  • @adarshajeevan1315
    @adarshajeevan1315 2 роки тому

    ଉତ୍ତମ ଚିନ୍ତାଧାରା🙏
    ମାନବିକତାର ଉତ୍ତମ ପରାକାଷ୍ଠା ପ୍ରଦର୍ଶନ କରିଥିବାରୁ ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ🙏

  • @hmandal8923
    @hmandal8923 2 роки тому +1

    Great initiative 👏 God bless them all

  • @Cutyvlogs1
    @Cutyvlogs1 2 роки тому +1

    ଭିକି ଭାଇ 🙏🙏🙏 ଭଗବାନ ସବୁ ଝିଅକୁ ଏମିତି ଭାଇ ମିଳୁ ଆଉ ବାପା ମା ଙ୍କୁ ଏମିତି ପୁଅ ମୋର ତ କିଛି ଦରକାର୍ ନାହିଁ ବାସ୍ ମୋ ଭାଇ ଠା ରୁ ସ୍ନେହ ଓ ଭଲ ପାଇବା ଟିକେ ପାଆନ୍ତି କି 😢 ।

  • @sanjuktasuna2138
    @sanjuktasuna2138 2 роки тому +1

    I'm proud of you he is the best in the world God bless u

  • @allinonepriyankapadhy9810
    @allinonepriyankapadhy9810 2 роки тому

    proud of you Bhiki Bhai.....Tama paie ama gna proud fill karuchi ......God bless you Bhai

    • @arnav317
      @arnav317 2 роки тому

      Plz vicy bhai contact number

  • @Adivasi563
    @Adivasi563 2 роки тому

    You are not a man you're a real super man, New God of odisha🙏🙏🙏,

  • @pradeepparidaa
    @pradeepparidaa 2 роки тому

    U r Pride of Odisha #Helpone

  • @Bijaymallick8548
    @Bijaymallick8548 2 роки тому +1

    Vicky Bhai aap real hero bhai god bless you

  • @nibeditapradhan8496
    @nibeditapradhan8496 2 роки тому

    Bahut bahut dhanyawad Viki bhai and bhauj....

  • @magicianadityakumarsalepur6415
    @magicianadityakumarsalepur6415 2 роки тому +1

    Beautiful humanity🙏🏻🙏🏻

  • @nrusingharoul7389
    @nrusingharoul7389 2 роки тому

    ଜୟ ଜଗନ୍ନାଥ ଭାଇ ମାନଙ୍କୁ ଭଲରେ ରଖନ୍ତୁ 🙏🙏🙏

  • @santanukumar7960
    @santanukumar7960 2 роки тому

    Bahut bhala kama karicha bhai Jay Jagannath Swami 🙏🙏

  • @laxmidharcreation
    @laxmidharcreation 2 роки тому

    Really hero bro sabubele emiti help kar god tum sahit achanti

  • @entertainment4you...974
    @entertainment4you...974 2 роки тому

    Vicky bhai...you r proud of Odisha..

  • @aloknayak8934
    @aloknayak8934 2 роки тому +3

    Salute you Bro ...🙏🙏🙏

  • @basudevsahu3985
    @basudevsahu3985 2 роки тому

    Thanks, Viki bhai, really, you are a great .

  • @swagatikasendha3970
    @swagatikasendha3970 2 роки тому +3

    You are great brother🙏🙏

  • @amitkumargouda3163
    @amitkumargouda3163 2 роки тому

    Biki bhai & bhauja & ur family ku vagaban sabubele khusi re rakhantu 🙏🙏

  • @sunilkumarsandha7215
    @sunilkumarsandha7215 2 роки тому

    Brother you are the real hero for our society. God bless you bro

  • @debasishbarik1383
    @debasishbarik1383 2 роки тому

    Odisha re emti b loka achanty great man yar 🙏🏻

  • @manojsahoo7449
    @manojsahoo7449 2 роки тому

    Wow great great bro , you are like a legend , I am really pleased

  • @dibyagiri1006
    @dibyagiri1006 2 роки тому

    Aapananka kn kahi dhanyavaad dabu jete kahilebi kam haba.u r the real hero.aapananku ara janmmare mo bhai kari diantu jagannatha.🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @babubhai406
    @babubhai406 2 роки тому

    Bhai .Aau Bhaujo ku mora 108 pranaam Aapanaku 🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🌹🙏🙏🙏🙏🙏🙏🙏🙏

  • @tejaswinipadhan3523
    @tejaswinipadhan3523 2 роки тому

    Bahut Badhia Bhai...The real Hero🙏🙏🙏

  • @RajeshDas-bs8iw
    @RajeshDas-bs8iw 2 роки тому

    Bhai jay Jagannath mahaprabbhhu tama ku khusii re rakhanttu 🙏🙏

  • @fagulakada3007
    @fagulakada3007 2 роки тому

    Very good jobs thank you

  • @madhabswain7377
    @madhabswain7377 2 роки тому

    You are great brother you are a real hero keep it up and God bless you brother

  • @manjulatasahu1765
    @manjulatasahu1765 2 роки тому

    Bahut dhanyabad bhai, real hero bhai

  • @pradhanproject2221
    @pradhanproject2221 2 роки тому +1

    Brother and vaujo your family is so great.

  • @bikashsahoo7552
    @bikashsahoo7552 2 роки тому

    Beki vhi tame vagaban thanks vhi i like it Tama upare vagaban ka asribad rahiba

  • @gitamallik9321
    @gitamallik9321 2 роки тому

    Thank you so much bhai.🙏🏻🙏🏻👌🏽💞💖💞

  • @rameshbehera4537
    @rameshbehera4537 2 роки тому

    ବହୁତ ବହୁତ ଧନ୍ୟବାଦ୍ 🙏🙏🙏🙏🙏🙏🙏🙏

  • @dishasabar7132
    @dishasabar7132 2 роки тому +1

    Great work 👏 👍

  • @ashalatapanda5463
    @ashalatapanda5463 2 роки тому

    Ati sundar Vicky Bhai,agei chala ,God bless you vai

  • @santoshkumarmajhi7177
    @santoshkumarmajhi7177 2 роки тому

    Vicky babu... Good job... God bless you

  • @mahakaalyt7964
    @mahakaalyt7964 2 роки тому

    Bhai hobo to emity.... Best of luck jhumuri bhaunin😊 thank u so much biki bhai

  • @bishnuprasadpradhan8966
    @bishnuprasadpradhan8966 2 роки тому +2

    Great job