ଚପଲ ଦେଖାଇଲା ମଦ ବେପାରୀ ଭାଟି ଭଙ୍ଗିଦେଲେ ଉତ୍ୟକ୍ତ ମହିଳା || MAYURBHANJ NEWS

Поділитися
Вставка
  • Опубліковано 6 лип 2024
  • For latest Odisha News Follow us:
    LIKE | COMMENT | SHARE | SUBSCRIBE
    Visit:
    UA-cam: / konarklive
    Facebook: / konarklive24x7
    Twitter: / konarklive
    #KONARKLIVE #BALASORE NEWS
    Contact - 7978697833

КОМЕНТАРІ • 175

  • @SumanKumar-vn9qw
    @SumanKumar-vn9qw Місяць тому +59

    ବହୁତ ଭଲ
    ମାଡିଚାଲ ନାରୀଶକ୍ତି

  • @user-zq8yy7zf4z
    @user-zq8yy7zf4z Місяць тому +40

    ମାନ୍ଯଵର ମୂଖ୍ୟ ମନ୍ତ୍ରୀ ଯଦି ଅବକାରୀ ବିଭାଗ କୁ
    ଦାଇତ୍ୱ ନ ଦେଇ ଏ ମାଆ ମାନକୁଂ ଏହି ଦାଇତ୍ୱ ଦିଅନ୍ତି ଏକା ମାସରେ଼ ଓଡ଼ିଶା ରେ ସବୁ ମଦ ଭାଟି
    ଠପ୍ ହେଇଯାନ୍ତା | ମାଆ ମାନଙ୍କୁ ପ୍ରଣାମ 🙏🙏
    ଜୟ ମାଆ ଦୂର୍ଗା 🙏

  • @ABproduction143
    @ABproduction143 Місяць тому +33

    ମଦ ବନ୍ଦ ମୟୁରଭଞ୍ଜରୁ ଆରମ୍ଭ ବହୁତ ଭଲ ପଦକ୍ଷେପ .......

  • @NarasinghaMalabisoy
    @NarasinghaMalabisoy Місяць тому +39

    ବହୁତ ଗୁରୁତ୍ବପୁର୍ଣ କାମ ଆରମ୍ଭ କରିଥିବାରୁ ମା ମାନଙ୍କୁ ଧନ୍ୟବାଦ ଏମିତୀଓଡ଼ିଶା ସାରା ହୋଇଥିଲେ ଓଡ଼ିଶା ବାସୀ ଶବୁ ଉପକ୍ରୁତ ହୋଇଥାନ୍ତା

  • @bismatchhatria3408
    @bismatchhatria3408 Місяць тому +32

    ପୋଲିସମାନେ ଟଙ୍କା ଖାଇଛନ୍ତି

  • @user-tw9le4mi8w
    @user-tw9le4mi8w Місяць тому +62

    ବହୁତ୍ ଭଲ ହୋଇଛି ଏମିତି ଓଡ଼ିଶା ସାରା ଚାଲୁ

  • @dukhukishku4403
    @dukhukishku4403 Місяць тому +14

    ଏମିତି ହେବା ଦାରକାର ପ୍ରସାଶନ ଶୋଇ ପଡିଛି। PC ନେବାରେ ବ୍ୟସ୍ତ

  • @tuduasit9746
    @tuduasit9746 Місяць тому +25

    ଜଦି ଗାଣ୍ଡୀ ରେ ଦମ୍ ଅଛି ତୋ ଲାଇସେନ୍ସ ବାଲା ମଦ ବନ୍ଦ କର ନାରୀ ଶକ୍ତି

  • @pinky6776
    @pinky6776 Місяць тому +5

    ସରକାର କିଛି କରିବନି ତମେ ଏମିତି ଆଗକୁ ମାଡିଚାଲ ମା ମାଉସି ମାନେ

  • @balaramsethi9484
    @balaramsethi9484 Місяць тому +12

    ମଦ ଦୋକାନ ବନ୍ଦ ନ କରି ମଦ company ବନ୍ଦ କରିବା ଉଚିତ୍

  • @NIRANJANRout-bl6gk
    @NIRANJANRout-bl6gk Місяць тому +9

    ନିଆଁ ଲଗେଇ ଦିଅ ମଦ ଦୋକାନ ରେ

  • @sunamnaik6682
    @sunamnaik6682 Місяць тому +6

    ନାରୀ ନୁହେଁ ରାଗିଲେ ନାରାୟଣୀ ରୂପ ଧାରଣ କରନ୍ତି। ବହୁତ୍ ଭଲ କରିଚନ୍ତି ମାଆ ମାନେ ଏମିତି ଯଦି ଆନ୍ଦୋଳନ କରନ୍ତେ ତାହାଲେ ଓଡ଼ିଶା ରୁ ମଦ ବନ୍ଦ୍ ହୋଇପାରିବ good 👍

  • @jitubeherajitubehera
    @jitubeherajitubehera Місяць тому +3

    ବହୁତ ଭଲହେଇଛି ଭାଉଜମାନେ ମାଡିଚାଲ ଯାହା ହେବ ଦେଖାଯିବ

  • @hansdahram1271
    @hansdahram1271 Місяць тому +19

    ନାରୀ ଶକ୍ତି ତା ମଧ୍ୟ ମୟୂରଭଞ୍ଜ ଆଦିବାସୀ । ମାନିବାକୁ ପଡ଼ିବ । ଏପରି କାହିଁକି ନକରିବାକୁ ବା କରିବାକୁ ଆମେ ସମର୍ଥନ କରିବା ?ଶତ ସମର୍ଥନ ଆଦିବାସୀ ନାରୀ ନାରାୟଣୀ ମାନଙ୍କୁ ।

  • @somanathkhara8368
    @somanathkhara8368 Місяць тому +3

    ବଢିଆ କଲ ମହିଳା ଦଳ।

  • @statusforyous4u268
    @statusforyous4u268 Місяць тому +13

    ପ୍ରଶାସନ ବେପାରୀ ମାନଙ୍କ ଠାରୁ ପଇସା ଗାଉଥିଲା
    ଓଡ଼ିଶା ସରକରଙ୍କୁ support କରୁଥିବାରୁ ଧନ୍ୟବାଦ୍

  • @kalandimurmu3303
    @kalandimurmu3303 Місяць тому +3

    ୟାକୁ ହିଁ କୁହାଯାଏ ଉଇ ର ଏକତା। ନାରୀ ଏକତା ଜିନ୍ଦାବାଦ୍

  • @user-tf9yl7df3g
    @user-tf9yl7df3g Місяць тому +2

    ବିଦେଶୀ ମଦ ଦୋକାନ ମଧ୍ୟ ଭାଙ୍ଗି ଦିଅ

  • @saleskumargiri6187
    @saleskumargiri6187 Місяць тому +2

    ଏ ବୁଆ ଏତେ କଥା ।ମୋହନ ସରକାରଙ୍କ ହାତରେ ସୈନିକ ପୋଲିସ୍ ବଳ ଯାଗାରେ ଏ ମହିଳା ମାନେ ଘରକାମ ଛାଡି ଏତେ ବଡ ବଡ କାମ କରୁଛନ୍ ।ଆମେ ଅନ୍ଡିରା ହୋଇ କିସ କରୁଛୁ? ଆଉ ପିଇବାକେ ନାଇଁ ମିଲେ ନ । ସତେ ଯେନ୍ତା ମା ସୁଭଦ୍ରା ରାଗରେ କାଲ୍ କେ ରଥ ଚକା ଭାଙ୍ଗେମେ ।ଯାହା ହେଉ ଆମର୍ ସବ୍ କର୍ ମଙ୍ଗଳ ହେଉ ।

  • @Subash_Murmu
    @Subash_Murmu Місяць тому +3

    ଓଡ଼ିଆ ର ମଦ ବେପାରୀ ଧ୍ୟାନ ଦିଅ ଯେ ଏବେ ତୁମର ବେପାର କୁ ଛାଡି ଭଲ କାମ କର ନ ହେଲେ ତମେ ଏମିତି ରାସ୍ତା ରେ ମାଡ଼ ଖାଇ ବ

  • @user-fj6iq5uy4y
    @user-fj6iq5uy4y Місяць тому +7

    ନାରି ଶକ୍ତି ଯିନଦା ଵାଦ୍

  • @pradeepmishra9661
    @pradeepmishra9661 Місяць тому +5

    ମା ମାଉସୀ ମାନେ ମଦ ଭାଟି ବଦ୍କରିଦେଲେ ମୁଁ ବହୁତ୍ ଖୁସି ଆମ ଏରିଆରେ ଜଦି ବଦ୍ ହେଇଥାନ୍ତା ତାହେଲେ ବହୁତ୍ ଭଲ ହୁଅନ୍ତା

  • @haraprasadmahanta4657
    @haraprasadmahanta4657 Місяць тому +2

    ଓଡିଶା ନାରୀ ଜାଗା ମଦ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ପାଖକୁ ସାକ୍ଷାତ କର, ପୋଲିସ କାହିଁକି ମଦ ବେପାରୀ ଆକ୍ସନ ନେଉ ନାହିଁ

  • @sumantisurin
    @sumantisurin 29 днів тому +1

    ଦିଦି ମାନେ ବହୁତ ଭଲ କରିଛନ୍ତି ଓଡ଼ିଶାରେ ମଦ ବିକ୍ରି ବେଦ ହେବା ଦରକାର

  • @chintamanimajhi640
    @chintamanimajhi640 24 дні тому +1

    ଧନ୍ୟବାଦ ମାଆ ମାଉସୀ ମାନଙ୍କୁ

  • @manaskanhar6798
    @manaskanhar6798 Місяць тому +2

    ବୋହୁତ ଭଲ ହେଇଚି ❤❤❤❤❤❤❤

  • @satyabannaik4539
    @satyabannaik4539 Місяць тому +3

    ନାରୀ ଭଲରେ ଲଷ୍ମୀ l ରାଗିଗଲେ ନାରାୟଣୀ l ନିର୍ଘାତ ରାଗିଗଲେ ମା ଦୁର୍ଗା l ନାରୀଶକ୍ତି ଜିନ୍ଦାବାଦ l ଜାଣି ନାହିଁ ତାଙ୍କ ପାୱାର l ଟାଣିଟୁଣୀ ଝିକି ଫିଙ୍ଗି ଦେଲେ l ମନ୍ଦିର, ଅଙ୍ଗନବାଡି, ସ୍କୁଲ ସାମ୍ନାରେ ମଦ ଦୋକାନ ରହିବା କଥା ନୁହେଁ କିନ୍ତୁ ଥିଲା l ମଦ ବେପାରୀ ଲୋକଙ୍କୁ ମାଡ଼ ତ ଦେଲ ଷଣ୍ଢ ଭଳିଆ କିନ୍ତୁ ଏବେ ଛପୁଛ କାହିଁକି ? ସେଠୁ ଉଠେଇ ନିଅ l ରାଗି ଗଲେ ଥରେ ଆଦିବାସୀ କାହାରି ନୁହେଁ l ମାଡକୁ ମହାଦେବ ଙ୍କ ଭୟ ଆଉ ୟେ କି ଛାର l ଯ ପଳାୟତି ଶଃ ଜୀବତି l ଏ ପଟେ ଦେଶର ଶ୍ରେଷ୍ଠ ସିଟ ରେ ଜଣେ ଏଇ ଏରିଆରୁ ଆଉ ଏପଟେ ଆଉ ଜଣେ l ଆଗ କଥା ଛାଡ଼ l ଆଉ ସେ ନାହିଁ l ଭାବିଛି ସବୁ ମଦୁଆ ମୋର ମୋତେ ସାହାଯ୍ୟ କରିବେ କାହିଁ ସେମାନେ କୁଆଡେ ଗଲେ ମଦୁଆ ସେନା l ମାଡ ନାଁ କହିଲେ ମାଡୁଆ ବି ପିଠି ଜାକି କି ଦୌଡିବ l ଭଲ ହେଲା l ପ୍ରଶାସନ ଯଉଠି ପାରୁନି ସେଠି ଏଇ ମହିଳା ଶକ୍ତି ହିଁ ଏକମାତ୍ର ଭରଷା l ତେଣୁ ଭଲ କି ଚିନ୍ତା କର ପୁଣି ସେହି ଜାଗାରେ ପାଲ ବାନ୍ଧିବୁ ନା ସେଠୁ ଯିବୁ l ପରିବା ଫରିବା ବେପାର କର l ଏ ସୁବିଧା ଧନ୍ଦା ଛାଡ଼ l ଏତେ ସବୁ ମଦୁଆ କୁଆଡେ ଗଲେ ଜଣେ ବି ଦେଖା ଯାଉ ନାହାନ୍ତି? ବିପଦ ବେଳେ କେହି ଦେଖା ଦେବେନିରେ ଭାଇ ମନେ ରଖିଥା l ସମ୍ପଦ କାଳେ ସର୍ବେ ସଖା ବିପଦେ ନ ଦିଅନ୍ତି ଦେଖା l ଆଦିବାସୀ ରାଗିଗଲେ ଥରେ ମୁଚେଦଏନା ମାନେ ଶେଷ l ମଦ ବେପାରୀ ତୁ କାହା ବଳରେ ମୋର କେହି ଛୁଡ଼ି ପାରିବୁ ନାହିଁ l ଯା ଯଉଠିକି ଯିବ ଯା l ଏବେ କାଁହିଁ ସେ ହିରୋଗିରୀ l ଜାଣିନୁ ବୋଧେ ଏମାନେ ଥରେ ରାଗିଗଲେ ମଲlଲୋକ କୁ ବି ପିଟି ପିଟି ମାରିଦେବେ l

  • @user-me8nx4yc9v
    @user-me8nx4yc9v Місяць тому +2

    I support you narisakti

  • @supaymunda7527
    @supaymunda7527 Місяць тому +1

    Bahut bhala heichi 👍👍

  • @DEV_bhai380
    @DEV_bhai380 Місяць тому +3

    ମାଗିଆ ନାରୀ ଶକ୍ତି

  • @nakulnaik1423
    @nakulnaik1423 Місяць тому +4

    Local ପୋଲିସ ପ୍ରଶାସନ ବଟି ନେଇ ମଦ କାରବାର କୁ ପ୍ରତ୍ସାହିତ କରୁଛନ୍ତି! ମାଆ ମାନେ ଉଚିତ ପଦକ୍ଷେପ ନେଇଛନ୍ତି 🙏🙏🙏🙏🙏🙏

  • @geetaraniofficialsantali1289
    @geetaraniofficialsantali1289 Місяць тому +1

    ବିଦେଶୀ ମଦ ଦୋକାନକୁ ବନ୍ଦ କରି ଦେଖାଅ

  • @purnanandadas4468
    @purnanandadas4468 Місяць тому +2

    Maa mananku bahut bahut dhanyawad,

  • @prasantakumarmohanta7062
    @prasantakumarmohanta7062 Місяць тому +1

    Very Very Good Job

  • @forgeteverything2756
    @forgeteverything2756 Місяць тому +2

    good work

  • @thirdeye9492
    @thirdeye9492 Місяць тому +2

    ନବୀନା ଗଲା.. ଓଡିଶାରେ ମଦର ବନ୍ୟା ବୁହାଇ ଦେଲା.... ଧନ୍ୟବାଦ ମାଆମନେ ତୁମକୁ 🙏🏼🙏🏼

    • @balaramsethi9484
      @balaramsethi9484 Місяць тому +1

      ଗୁଜରାଟ ରେ କଣ ମଦ ଦୋକାନ ବନ୍ଦ ଅଛି

  • @user-ih1br6qm9s
    @user-ih1br6qm9s 29 днів тому +1

    Good job 👍👍👍

  • @udaymohanta8192
    @udaymohanta8192 Місяць тому +4

    Very good

  • @user-gl6dd4se5l
    @user-gl6dd4se5l Місяць тому +1

    Very good dada ❤❤❤❤❤

  • @DharniDharJaypuria-tq8gp
    @DharniDharJaypuria-tq8gp 27 днів тому +1

    Very good 👌👌

  • @dushmanthjani3574
    @dushmanthjani3574 Місяць тому +1

    very good maa mane👍👍👍👍

  • @NareshMajhi-kr2gs
    @NareshMajhi-kr2gs Місяць тому +1

    Good news ❤📢

  • @Jagat-qw6sm
    @Jagat-qw6sm 6 днів тому +1

    Very nice

  • @pramodnial5082
    @pramodnial5082 Місяць тому +1

    Bahut bhal

  • @SikhaHembram-p5j
    @SikhaHembram-p5j Місяць тому +1

    Sabas🙏🙏🙏good

  • @padmini-cz3xt
    @padmini-cz3xt Місяць тому +1

    Thank you bhauni

  • @2duRusikaofficel
    @2duRusikaofficel Місяць тому +1

    ପୋଲିସ ର କାମ କଣ ଆପଣ କୁହୁନ୍ତ ....ସଳା ପୋଲିସ ଚର ପଇସା କେତେ ନେଉଛି

  • @GourishankarParida
    @GourishankarParida Місяць тому +1

    Good very good

  • @SubhransiRout
    @SubhransiRout 29 днів тому +1

    Bahutu val❤

  • @niranjanmarandi1514
    @niranjanmarandi1514 Місяць тому +2

    Bohut bholo heichhi handia,modo bond hobadorkar

  • @krishnaprasadrath
    @krishnaprasadrath Місяць тому +1

    Bhala heichi. Mada bhati bhanga hoichhi. .Bandhi ki badantu samastanku jounmane separi karuchhanti.🙏 Jai ♥️🇮🇳🔥 Hind 🙏

  • @bismatchhatria3408
    @bismatchhatria3408 Місяць тому +2

    ମହନ ସାର୍ ଙ୍କୁ ଜଣାନ୍ତୁ, ଏବଂ

  • @akashpradhan2910
    @akashpradhan2910 Місяць тому +1

    Very good nice super

  • @samuhansdahofficial7120
    @samuhansdahofficial7120 Місяць тому +1

    Good work

  • @BidyadharMarndi-s5t
    @BidyadharMarndi-s5t Місяць тому +1

    Jay adivasi hirla marnburu

  • @masahansdah5336
    @masahansdah5336 Місяць тому +1

    Good news thank you

  • @Budhiram183
    @Budhiram183 Місяць тому +1

    Very good👍

  • @gopirajbindhani5874
    @gopirajbindhani5874 Місяць тому

    Right 👍

  • @prakashbeshra4087
    @prakashbeshra4087 Місяць тому

    👏👏👏👏

  • @manoranjansingh5209
    @manoranjansingh5209 Місяць тому +1

    English ମଦ counter ରେ attack କର....

  • @mamatabadaraita9212
    @mamatabadaraita9212 29 днів тому

    Very very thanks 🙏🙏 ma

  • @rajanakumaerpradhanrkpradh6029
    @rajanakumaerpradhanrkpradh6029 Місяць тому

    Good news

  • @user-ug1co4tb8m
    @user-ug1co4tb8m Місяць тому

    ଦମ୍ ଅଛି ଯଦି ବଡ ବଡ ମଦ ଦୋକାନକୁ ଭାଗ ।
    ଏ ଗରିବ ଲୋକଙ୍କୁ କାହିଁକି ହୋଇରାଣ କରୁଛ।

  • @chittaranjanabeshra6887
    @chittaranjanabeshra6887 Місяць тому +1

    ଛୁଟ କାଟ ମଦ ଭାଟି ଭାଙ୍ଗିଲେ କଣ ହେବ, ନାରୀ ଶକ୍ତି ର ଯଦି ଏତେ ଦମ୍ ଅଛି , ତାହେଲେ ମୁଖ୍ୟ କାରଖାନା ଭାଙ୍ଗି ଦେଖନ୍ତୁ ଦେଖିବା 😂😂😂

  • @BalabhadraRana-fr6ss
    @BalabhadraRana-fr6ss Місяць тому +1

    ଠିକ କରିଛ

  • @ChandramaNayka
    @ChandramaNayka 29 днів тому

    Very good maa mane

  • @purnapradhan1549
    @purnapradhan1549 26 днів тому +1

    Government is giving scope to liquor business,you first charge to government.

  • @ramachandramurmu9863
    @ramachandramurmu9863 Місяць тому

    Bohut bholo

  • @user-en4gb5zq9s
    @user-en4gb5zq9s Місяць тому

    Good

  • @user-ug5mi7sc4o
    @user-ug5mi7sc4o Місяць тому +1

    Good decision

  • @laxmannaik1163
    @laxmannaik1163 Місяць тому +1

    Good good

  • @Salmahembram-mc1wt
    @Salmahembram-mc1wt Місяць тому +1

    👌👌👌👌👌👌👌👌👌👌

  • @raghunathhembram5881
    @raghunathhembram5881 Місяць тому +1

    Morada block ro, praay sabu gaan re modo chalichhi.
    Modo 100% bandh heba darkar.
    Guarantee kahuchhi gaan re gaan re modo bepar chalichhi.

  • @ranjitrana7361
    @ranjitrana7361 Місяць тому +1

    ଆରେ,ମାଆ,ତୁ,ପ୍ରର୍କୁତରେ,ଭୁଲ

  • @DashoHembram
    @DashoHembram Місяць тому +1

    ❤❤❤❤❤❤❤❤❤❤❤❤❤❤❤❤❤❤

  • @mohammedfiroj9333
    @mohammedfiroj9333 Місяць тому +1

    Arrest culprit on basic of new law....

  • @radhashyam982
    @radhashyam982 Місяць тому

    very good didi

  • @rockin-rk
    @rockin-rk Місяць тому +9

    ଏ ବାଳ ତୁମେ ଯେଉଁ ମହିଳା ସମିତି ବାଲା ସ୍କୁଟି ମୋବାଇଲ ସରକାର ଠାରୁ ପାଉଛ ତାହା ସବୁ ମଦ ବିକା ଟାକ୍ସ ପଇସାରୁ ଆସୁଛି ।

  • @user-pn4rw2th8t
    @user-pn4rw2th8t Місяць тому

    Beautiful karicha agoru karibara thila

  • @user-ls4lz8qi9y
    @user-ls4lz8qi9y 27 днів тому

    Bhala

  • @krushnaverygoodsirsanta7275
    @krushnaverygoodsirsanta7275 29 днів тому

    very Good very good❤😂😂😂😂😂

  • @raundemurmu
    @raundemurmu 29 днів тому

    Bahut bhala maa mane agaku madichala bapa mane toh sath deunahanti

  • @jagannathmunda2354
    @jagannathmunda2354 27 днів тому

    News ବାଲା ଘାଟିଆ audio quality

  • @archanabarik2330
    @archanabarik2330 Місяць тому

    Chalu sanstha chalu.....

  • @jagenku.hembram9362
    @jagenku.hembram9362 Місяць тому

    Well come to nari sakti

  • @KabindraKumar-q1y
    @KabindraKumar-q1y Місяць тому

    Right decision

  • @abanipradhan
    @abanipradhan Місяць тому

    ତୁମେ କଣ,,,,,,,,,, କରୁଥିଲ 😂😂😂😂

  • @user-me8nx4yc9v
    @user-me8nx4yc9v Місяць тому

    Mhon sir କୁଆଡେ ଗୋଲେ କୀ

  • @pintudandapat8692
    @pintudandapat8692 Місяць тому

    Direct cm pakhore complaint koro . E manoku nia logei dio

  • @manasranjanbehera8987
    @manasranjanbehera8987 Місяць тому

    ଦେଶୀ ମଦ ଖାଲି ବନ୍ଦ ହେଲେ କଣ ହେବ ଦେଶୀ ମଦ ରୁ ହାଣ୍ଡିଆ ରସି ସବୁଠୁ ଡେଞ୍ଜରସ କାରଣ ହାଣ୍ଡିଆ ରସି ବନ୍ଦ ହେଲେ ଚାଉଳ rate କମିଯିବ

  • @chaitanyabarik8833
    @chaitanyabarik8833 Місяць тому

    Best of luck

  • @aratimohanty3922
    @aratimohanty3922 Місяць тому

    Right

  • @khudilalhansdah2848
    @khudilalhansdah2848 Місяць тому

    Right defe

  • @susantadas6487
    @susantadas6487 Місяць тому

    Nice matru Sakti

  • @biswanathsethi8499
    @biswanathsethi8499 Місяць тому

    Stri lokoanay ek dum bhala kama karuchanti dhanya baad

  • @jagannathmunda2354
    @jagannathmunda2354 27 днів тому

    ପ୍ରଥମେ କାଉଟର୍ ମଦକୁ ବନ୍ଦକର ଗାଣ୍ଡିରେ ଦମ୍ ଆଛିତ ଆଉ ତମର ସ୍ବାମୀ ମାନଙ୍କୁ ସମାଳ ସକାଳ ସଂଧ୍ୟା ହେଲେ ଖାଲି ମଦ ପିଉଛନ୍ତି କୋୖଣସି କାମ ନାହିଁ 😂

  • @NARENDRANATHBANKIRA
    @NARENDRANATHBANKIRA Місяць тому

    Good good good

  • @NarendraSingh-bv3qi
    @NarendraSingh-bv3qi Місяць тому

    Emiti heba darakara mada Banda heba darakara

  • @stnews2475
    @stnews2475 Місяць тому

    Bhola step

  • @kumarbag1566
    @kumarbag1566 Місяць тому

    Maa Mane jaha kal kichhi thik kalni 😂😂😂😂😂