ମହୋଦଧି ଆଳତୀ | MAHODADHI ALATI | JAY JAGANNATHA TV

Поділитися
Вставка
  • Опубліковано 17 жов 2024
  • "ଜୟ ଜଗନ୍ନାଥ ଟିଭି ଚାନେଲ" ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମ୍ପୂର୍ଣ୍ଣ ସମର୍ପିତ ଓଡ଼ିଶାର ଏକମାତ୍ର ଆଧ୍ୟାତ୍ମିକ ସାଟେଲାଇଟ ଚାନେଲ I ଏହି ଚ୍ୟାନେଲରେ ଘରେ ବସି ପ୍ରତ୍ୟେକ ଦିନ ଜଗନ୍ନାଥ ଧାମ ପୁରୀ ରୁ LIVE ଦେଖନ୍ତୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି,ଶ୍ରୀପତିତପାବନଙ୍କ ମଙ୍ଗଳ ଆଳତୀ, ପତାକାଲାଗି ଦର୍ଶନ,ସନ୍ଧ୍ୟା ଆଳତୀ ,ଶ୍ରୀମନ୍ଦିର ପହୁଡ଼ ନୀତି,ଶ୍ରୀକ୍ଷେତ୍ରରୁ ଭକ୍ତଙ୍କ ଅନୁଭୂତି ଏବଂ ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବର ର ସିଧା ପ୍ରସାରଣ I ଏହି ଚାନେଲ ରେ କୌଣସି ବିଜ୍ଞାପନ ଚାଲୁନାହିଁ, ତେଣୁ ଆପଣମାନେ ଶ୍ରୀଜୀଉଙ୍କ ଦର୍ଶନ ଏବଂ ସମସ୍ତ ଲୀଳାର ନିରବିଛିନ୍ନ ସିଧା ପ୍ରସାରଣ ଦେଖି ପାରିବେ I
    "ଜୟ ଜଗନ୍ନାଥ ଟିଭି" ହେଉଛି ସିଦ୍ଧାର୍ଥ ଟେଲେଭିଜନ ନେଟୱର୍କ ର ଚତୁର୍ଥ ଚାନେଲ I ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲଙ୍କ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିଵା ଅହେତୁକ ଭକ୍ତି ଭାବ ତଥା ଓଡ଼ିଶା ଏବଂ ଓଡିଶା ବାହାରେ ଥିବା ଜଗନ୍ନାଥ ପ୍ରେମୀ ଜନସାଧାରଣଙ୍କ ପାଇଁ ଏହି ଟେଲେଭିଜନ ଚାନେଲର ସୃଷ୍ଟି...ଆସନ୍ତୁ ଆମେ ସମସ୍ତେ ମିଶି ଜଗନ୍ନାଥ ଚେତନା କୁ ବିଶ୍ୱ ଦରବାର ରେ ପ୍ରତିଷ୍ଠିତ କରିବା I
    ଜୟ ଜଗନ୍ନାଥ🙏🙏🙏
    Watch "JAY JAGANNATH TV" on DTH:
    TATAPLAY-1799, Dish TV -1397, Airtel -615, Sun Direct-490, Videocon D2H -1397
    Also available on all cable networks.
    For More Info please contact - 6372804618
    Also, visit our other social media pages :
    Facebook: bit.ly/3kxvE7A
    Instagram: bit.ly/3KEpYDF
    UA-cam: bit.ly/3KAQeyD
    Twitter: bit.ly/38JpX3U
    #jayjagannathtv #namitaagrawal #sidharthtv #ଜୟଜଗନ୍ନାଥଟିଭି #sitaramagrawal #patitapaban_arati #patakalagidarshan #rathayatralive #purilive #JagannathPuriLIVE #rathayatra2022 #রথযাত্রা #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #रथयात्रा #उल्टारथ #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम #ஜேஜெகன்னாத் #jayjagannath #patitapaban_mangal_arati #snanapurnima #snanayatra #Snanajatra #snana

КОМЕНТАРІ • 33

  • @baazigarcreation180
    @baazigarcreation180 2 місяці тому +1

    Jay Jagannath

  • @sumitrarana1977
    @sumitrarana1977 2 місяці тому +1

    ଜୟ ଜଗନ୍ନାଥ ପ୍ରଭୁ

  • @ChandanMohanty-mc9xg
    @ChandanMohanty-mc9xg 2 місяці тому +1

    Om laxminarayan nam ⭕‼️⭕🙏

  • @lovestoryforu9
    @lovestoryforu9 2 місяці тому +1

    ଜୟ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ମା ଲକ୍ଷ୍ମୀ ❤❤❤❤ ପ୍ରଣାମ ଘେନ ମୋର ହେଁ ମଣିମା ❤❤❤❤

  • @ChandanMohanty-mc9xg
    @ChandanMohanty-mc9xg 2 місяці тому +1

    ହେ ପ୍ରଭୁ କାଳିଆ ସାଆନ୍ତ ତୁମ କୁମୋର କୋଟି କୋଟି ପ୍ରଣାମ 💅

  • @ChandanMohanty-mc9xg
    @ChandanMohanty-mc9xg 2 місяці тому +1

    ଜୟ ଶ୍ରୀ ଲକ୍ଷ୍ମୀକାନ୍ତ ନମ୍ଃ ⭕‼️⭕

  • @ChandanMohanty-mc9xg
    @ChandanMohanty-mc9xg 2 місяці тому +1

    ହେ କାଳିଆ ଠାକୁର ମୋର ଉପରେ କୃପା କରନ୍ତୁ ମୋର ମନକଥା ତୁମ କୁ ସବୁ ବେଳେ ଜଣାଉଛି ତୁମେ ହିଁ ମୋର ଏକମାତ୍ର ସାହାରା ଅଉ କେହି ନାହାନ୍ତି ଜୟ ଶ୍ରୀ ଜଗନ୍ନାଥ

  • @dipanshuvermaa5618
    @dipanshuvermaa5618 2 місяці тому +1

    Jay ho tirtha raj maha prbhu jay Jagannath 😢😢⭕❗⭕🙏🏽🙏🏽🫂

  • @Tradeholic727
    @Tradeholic727 2 місяці тому

    Jai shree Jagannath 🙏
    Jai maa Laxmi 🙏

  • @prabhatsahoo8461
    @prabhatsahoo8461 2 місяці тому

    Jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami jai jaganaath swami 🙏🙏🙏🙏👏👏👏👏🌹🌹🌹🌹

  • @dharmendraagasti8745
    @dharmendraagasti8745 2 місяці тому +1

    Jay jagannath Swami nanyan patha gami babha tume 🙏🌿🌱⭕‼️⭕🙏⭕‼️🙏🌿🌱🌲🪵🏵️🌺💐🌼🍀🚩🌷🍌🥭🍃🌾🌻🍁🪷🌹🌳🥀🙏⭕‼️⭕🙏⭕‼️⭕🌿🌱🌲🪵🪷🍁🌼🚩🍃🥭🍌🌺⭕‼️⭕🙏

  • @skrushnareddy6796
    @skrushnareddy6796 2 місяці тому +1

    ଓମ୍ ନମଃ ଶ୍ରୀ ତୀର୍ଥ ରାଜ ମହୋଦଧି ନମଃ
    ଓମ ନମଃ ସତ୍ୟ ନାରାୟଣ ନମଃ
    ଓମ ନମଃ ଭଗବତେ ବାସୁଦେବାୟ ନମଃ
    ଓମ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ 😊
    🕉️🕉️🙏🕉️🙏🕉️🙏🕉️🙏🕉️🙏🙏🕉️🕉️🙏🍂🌻🌸🌸🚩🏵️🍁🍒🥥🥥🙌🌼🌺🍋🏳️🌷🥀💐🍌🍌💖💖🍊🌹🌹🙌🏻💮🪔⭕‼️⭕

  • @DebasmitaDebasmita-sr7mk
    @DebasmitaDebasmita-sr7mk 2 місяці тому +1

    Jay Jagannath🚩🙏🙏🙏

  • @uttamkumarjena9223
    @uttamkumarjena9223 2 місяці тому +1

    Jay shri jagannath swami mahaprabhu ⭕‼️⭕🕉🕉🕉🌿🌿🌿🚩🚩🚩🔔🔔🔔🥥🥥🥥🥥🥥🥥🥭🥭🥭🌼🌼🌼🌸🌸🌸🌺🌺🌺🌷🌷🌷💐💐💐🪔🪔🪔🪔🙏🙏🙏🙏🙏🙏🙏🙏

  • @bichitrabiswal4884
    @bichitrabiswal4884 2 місяці тому +1

    𝐉𝐚𝐲 jagannath🙏🙏🙏

  • @Silentkiller-ps3rk
    @Silentkiller-ps3rk 2 місяці тому

    Jay Jay Shree Tirtharaj Mahodadhi Maharaj ki Jay 🙏🙏🙏

  • @subhuuthefoodiegurl1387
    @subhuuthefoodiegurl1387 2 місяці тому

    Jay shree jagannath Swami Nayan Patha Gami bhava tume mahabahu ❤

  • @pratapkumarsahoo5811
    @pratapkumarsahoo5811 2 місяці тому

    HARIBOLA,HARIHARIBOLA,HARIHARIBOLA

  • @skrushnareddy6796
    @skrushnareddy6796 2 місяці тому +2

    ଓମ୍ ନମଃ ଶ୍ରୀ ଲକ୍ଷ୍ମୀ ନାରାୟଣ ନମଃ
    🙏🕉️🙏🕉️🍂🌻🌸🌸🌿🚩🏵️🍁🍒🥥🥥🙌🙌🌼🌼🌺🍋🏳️🏳️🌷🥀💐🍌🍌💖💖🍊🌹🙌🏻💮🪔⭕‼️⭕

  • @swetakantapradhan548
    @swetakantapradhan548 2 місяці тому

    Jay jagannath🙏🙏🙏

  • @jayaprakashdash6918
    @jayaprakashdash6918 2 місяці тому +1

    ଜୟ ଜୟ ଜଗନ୍ନାଥ ଜୟ ଜୟ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଜଗନ୍ନାଥ ଜୟ ପ୍ରଭୁ ଶ୍ରୀ ଚତୁର୍ଦ୍ଧାମୂର୍ତ୍ତି ଜୟ ମାଁ ମହାଲକ୍ଷ୍ମୀ ଜୟ ପ୍ରଭୁ ଶ୍ରୀ ସମୁଦ୍ର ରାଜ ମହୋଦଧି 🌹🙏

  • @MITASETHI-z7o
    @MITASETHI-z7o 2 місяці тому +1

    jay jay shree jagannath swami nayan patha gami bhaba tume 🪔⚫❗🌑🌿🙌🙏🙏🌹🙏🙏
    translate to odia

  • @snehalatasahoo8205
    @snehalatasahoo8205 2 місяці тому +1

    Mam UA-cam re live deantu please 🙏🏻

  • @rabindranathpradhan4378
    @rabindranathpradhan4378 2 місяці тому

    Jay sri jaganath swami Nayan path gami bhaba tume prabhu 🙏🙏🙏🙏🙏🙏🙏🙏

  • @shibaprasadkandi6292
    @shibaprasadkandi6292 2 місяці тому

    Jay Jagannath Swami nayana patha gami bhaba tume 🙏🌸🙏🌸🙏🌸🙏🌸🙏🌸🙏

  • @pranatipradhan1139
    @pranatipradhan1139 2 місяці тому +1

    ଓଁ ଶ୍ରୀ ଲକ୍ଷ୍ମୀ ନାରାୟଣ ନମୋ ନମଃ,,,, ପ୍ରଣାମ ତୀର୍ଥ ରାଜ ମହୋଦଧି 🛐ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ 👏🏻👏🏻👏🏻🪷🪷🪷👏🏻👏🏻👏🏻

  • @pratapkumarsahoo5811
    @pratapkumarsahoo5811 2 місяці тому

    JAYRAMAPATIKIJAY❤❤❤❤❤❤❤❤❤

  • @mangulumahanta6222
    @mangulumahanta6222 2 місяці тому

    Tirtha raj namastubhyam

  • @sasmitabiswal3011
    @sasmitabiswal3011 2 місяці тому

    Jai jai shree jagannath koti koti pranam good night help everyone always mahapravu 🌾🪔🕉️👏🤲🙏🙏🙏🙏🙏🙏🙏🙏🙏🙏🙏🙏

  • @pratapkumarsahoo5811
    @pratapkumarsahoo5811 2 місяці тому

    JAYBARUNARAJATUMAPADEANANTAKOTIPTANAMA

  • @TrinathSwain-hz4kk
    @TrinathSwain-hz4kk 2 місяці тому

    Jay Jagannath

  • @astumitamohanty1159
    @astumitamohanty1159 2 місяці тому

    Jay shree jagannath🙏

  • @jasminswain
    @jasminswain 2 місяці тому

    Jay shree Jagannath 🙏