ଗାଁରେ ଜେଜେଙ୍କ ପୁଅ ବୋହୂ କାଠ ଚୁଲିରେ କଲେ ମଟନ

Поділитися
Вставка
  • Опубліковано 2 жов 2024
  • ଗାଁରେ ଜେଜେଙ୍କ ପୁଅ ବୋହୂ କଠାଚୁଲିରେ କଲେ ମଟନ#youtube#tumarijeja#video#viral #trending#viralvideo #funny
    #comedy
    #music
    #facts
    #vlog
    #minivlog
    If You Like My Channel Please Subscribe , Like, Share @Tumari JEJA
    Follow Me On
    social media links:
    UA-cam: / tumari_ JEJA
    Instagram-: / arabinda_sarangi_jeje
    Facebook: / arabinda.sarangi.9
    -------------------------------------
    ---------------------------------------
    #youtube
    #youtuber
    #viral
    #trending
    #video
    #comedy
    #funny
    #like
    #subscribe
    #instagram
    #instagood
    #follow
    #music
    Don't Forget To Like, Comment,Share
    [ THANKS FOR WATCHING THIS VIDEO ]
    ------------------------------------------------------------------------------------------------------------------------
    Arabinda sarangi @jeja
    artist
    senior actor in olywood industry
    Foodie and Love to Travel
    mutton curry recipe,mutton curry,how to make mutton curry,mutton curry restaurant style,mutton recipe,mutton curry by spice eats,mutton curry in pressure cooker,tasty mutton curry,spicy mutton curry,curry mutton recipe,eid special mutton curry,mutton curry recipe in hindi,pressure cooker mutton curry,easy mutton curry,mutton recipes,mutton,mutton masala,mutton curry ranveer brar,mutton curry andhra style,mutton gravy
    village,village life,village & pillage,village cooking,the village,village cooking channel,wrabel the village,village food,village family,faraway village,un village,village vlog,resident evil village,faraway village family,wrabel the village lyrics,village life vlog,the village lyrics,lyrics the village,the village wrabel,minecraft village,villager,azerbaijan village life,village war,lyrics wrabel the village,the village lyrics wrabel
    fire cooking,open fire cooking,fire,cooking,campfire cooking,cooking with fire,live fire cooking,open fire cooking setup,cooking over fire,open fire cooking meat,open fire cooking grill,over the fire cooking,outdoor cooking,open fire,open fire cooking steak,asmr cooking,open fire grilling,camp cooking,primitive cooking,forest cooking,fire cooking pit,cooking fire pit,cooking asmr,fire cooking tips,open fire cooking fish
    village life,village,travelling to village,village food,travel to village,china village,mongolia village life,village life china,africa village life,english village,english village life,#travelling,nepal village life,travelling blogger,mongolian village life,village life in pakistan,village life punjab,uk village,traditional village life,tenkasi village life,#village,village life in madagascar,village life pakistan,pakistan village life

КОМЕНТАРІ • 348

  • @entertainment4you...974
    @entertainment4you...974 2 місяці тому +4

    ଗାଁ ର ମଜ଼ା, ଗାଁ ପରିବେଶ ନିଆରା.....
    ଆପଣ ଙ୍କ ଭଳି ଜଣେ ଉଚ୍ଚକୋଟୀର କଳାକାର ଙ୍କ ଗାଁ ଏଇଟା ବୋଲି ଜାଣିନଥିଲୁ... ଆପଣଙ୍କ ଗାଁ କଳାକାର ଙ୍କ ଏନ୍ତୁଡ଼ିଶାଳ.... ମା ସୁଦାମବତୀ ଅପେରା ବହୁତ ପ୍ରସିଦ୍ଧ.... ଆପଣଙ୍କ ପରିବାର ରେ ଏମିତି ସ୍ନେହଶ୍ରଦ୍ଧା ଦେଖି ଭଲ ଲାଗିଲା.... ନେମାଳ ଅଚ୍ୟୁତାନନ୍ଦ ମହାପୁରୁଷ ଙ୍କ ପାଖକୁ ଯାଇ ଥରେ ଭିଡ଼ିଓ କରନ୍ତୁ ଭଲ ଲାଗିବ.... ଗାଁ ର ଯାନିଯାତ୍ରା ର ମଜ଼ା ଅଲଗା..... ପରିବାରରେ ସ୍ନେହ ଶ୍ରଦ୍ଧା ଭାତୃଭାବ ରହିଲେ ପରିବାର ପୂର୍ଣ୍ଣ ହୁଏ.... ମି ପୁଚୁପୁଚୁ ଙ୍କ ଭିଡ଼ିଓ ବି ଆମେ ଦେଖୁ.... ବହୁତ ମଜ଼ା ଲାଗେ..... 😄😄😄😄😄
    ଆପଣ ଦୀର୍ଘାୟୁ କାମନା କରୁଛି.... ଜେଜେ..... 🙏🙏🙏🙏🙏

    • @Tumari_JEJA
      @Tumari_JEJA  2 місяці тому

      Dhanyabad. Nemal jiabar achi. Nishchay karibi

  • @swapnabaral3008
    @swapnabaral3008 3 місяці тому +21

    ଜେଜେ ଆପଣଙ୍କର ଗାଁ ସୁନ୍ଦର 😊 ପରିବାର ସହିତ ଯୋଉ ଖୁସି ଭଲପାଇବା ମିଳେ ଆଉ କୋଉଠି ମିଳେ ନାହିଁ ❤ ସତରେ ଜେଜେ ଗାଁ ହେଉଛି ଆମ ସ୍ବର୍ଗ 🏞️🌅 ସୁନ୍ଦର ହୋଇଛି ଭିଡିଓ 👍❤️

  • @Sapatdey
    @Sapatdey Місяць тому

    Mee Madam apana bahoot bhagyaban.... Ete sundar family paichanti..... ❤

  • @Faltutokarafaltuvideo
    @Faltutokarafaltuvideo 2 місяці тому

    ଅତି ସୁନ୍ଦର 🙏

  • @AnnoyedArchery-rr8oz
    @AnnoyedArchery-rr8oz 3 місяці тому +17

    ସବୁ କିଛି ବହୁତ୍ ବଢିଆ ଲାଗିଲା। ଜେଜେ ମା ବହୁତ୍ ସୁନ୍ଦର । ଆଉ ଶିବୁନା ନଦୀ ରେ କାହିଁକି ଗାଧଉଛ କୁମ୍ଭୀର ଟାଣି ନେବାର ଖବର ଆମେ ପ୍ରାୟ ଖବର ପଢୁଛେ ତଥାପି ନଦୀ ରେ ଗାଧେଇ ବିପଦ କୁ ନିମନ୍ତ୍ରଣ କରୁଛେ।💐

  • @trinathsahoo1782
    @trinathsahoo1782 2 місяці тому +5

    ଆଜି ତମକୁ subscribe କଲି ଜେଜେ...❤

  • @Sapatdey
    @Sapatdey Місяць тому +1

    Really Jeja nka vlog extra ordinary.

    • @Tumari_JEJA
      @Tumari_JEJA  Місяць тому

      @@Sapatdey ଧନ୍ୟବାଦ

  • @sonalimishra1594
    @sonalimishra1594 3 місяці тому +104

    ମି ପୁଚୁ ପୁଚୁ ତମେ ଯେତେ ପାଠ ପଢ଼ିଲେବି ନିଜ ଶଶୁର କଥା ମାନୁଚ ବହୁତ୍ ଭଲ❤❤❤❤❤❤❤❤❤❤

    • @satyapriyasahoo5
      @satyapriyasahoo5 3 місяці тому +13

      ପାଠ ହିଁ ତ ସଂସ୍କାର ସିଖାଏ ନା

    • @sonalimishra1594
      @sonalimishra1594 3 місяці тому +2

      ପୁରା ଠିକ୍ କହିଲେ ସାହୁ ବାବୁ ଆପଣ💐💐💐💐💐💐

    • @ayeshapanda123
      @ayeshapanda123 3 місяці тому +3

      Patha re lekha thaekii bada loka nka katha manibeni boli...aeita saskara jaha sabu odia nka pkahre automatic rahithae

    • @anitasahoo9505
      @anitasahoo9505 3 місяці тому

      ❤❤❤❤❤❤

    • @anitasahoo9505
      @anitasahoo9505 3 місяці тому

      🙏🙏🙏🙏

  • @every__tricks9850
    @every__tricks9850 2 місяці тому +2

    ସତ କଥା କହିଲେ ଜେଜେ ଗାଁ ଠୁ ସୁନ୍ଦର କଉଠୀ ବି ନାହିଁ।।।

  • @biswaranjanbisoi8731
    @biswaranjanbisoi8731 3 місяці тому +2

    Bahut sundar videos ❤❤❤❤❤❤

  • @ranjeebkumarmohanty2106
    @ranjeebkumarmohanty2106 3 місяці тому +2

    Great family
    Great father,Great son sarangi babu

  • @srikantamahapatra436
    @srikantamahapatra436 2 місяці тому

    Jeje nku prabhu jagannath dirghayu karantu,,,sabu bele first class ruhantu,,,, first class,,, first class,, first class,,,jeje ,,
    jai jagannath. 🙏

    • @Tumari_JEJA
      @Tumari_JEJA  2 місяці тому

      @@srikantamahapatra436 semiti bhal paiba thau ❤

  • @entertainment4you...974
    @entertainment4you...974 2 місяці тому +2

    ବହୁତ କିଛି ରହିଗଲା... ଗାଁ ମନ୍ଦିର, ଆଖଡ଼ା ଘର... Cricket ground ସବୁ ବୁଲି ଦେଖେଇବେ next ଥର..... ସେଇ ଆଶାରେ ରହିଲୁ

    • @Tumari_JEJA
      @Tumari_JEJA  2 місяці тому

      Thik katha lekhicha... Barsa pain kichi kariparilini

  • @birasurendrasahu8611
    @birasurendrasahu8611 2 місяці тому +9

    ପୁରୁଣା ଓଡ଼ିଆ ଚଳଚ୍ଚିତ୍ରରେ ଆପଣକଂ ଅଭିନୟ ଦେଖି ଆମେ ବଡ଼ ହେଇଚୁ,ବହୁତ୍ ଦିନ ପରେ ପୁଣି ଥରେ ଆପଣଙ୍କ vdo ଦେଖି ବହୁତ୍ ଖୁସି ଲାଗିଲା,,ଆଉ ଆପଣ ଯେଉଁ ଗାଆଁ କଥା ଦେଖେଇଲେ ସେଟା ସବୁ ବଳେ ସ୍ମରଣୀୟ ଅଟେ । ଆପଣଙ୍କୁ ଦେଖିଲା ପରେ ସେ ପୁରୁଣା ଦିନର ସିନେମା ସବୁ ମନେ ପଡ଼ି ଗଲା । ଜେଜେ 🙏।

    • @Lillyvlog784
      @Lillyvlog784 2 місяці тому

      ଜେଜେ ଆପଣଙ୍କ ଭାଈ ବୋହୂ ଆପଣଙ୍କୁ ଦେଖି ମୁଣ୍ଡରେ ଓଢନୀ ଟାଣିବା କଥା ନା,ଆମ ଗାଁ ରେ ଦେଢ଼ସୁରଙ୍କୁ ଦେଖିଲେ ମୁଣ୍ଡରେ ଓଢନି ଟାଣନ୍ତି ଖାଲି ଆମ ଗାଁ ରେ ନୁହେଁ ପାଖ ଆଖରେ ଜେତିକି ଗାଁ ଅଛି , ମତେ ଆପଣଙ୍କ କଥା ଶୁଣି ବାକୁ ଭଲ ଲାଗେ ଆଉ ଭିଡ଼ିଓ ମଧ୍ୟ ଦେଖିବାକୁ ଭାଲ ଲାଗେ ❤❤❤

  • @ajayajena319
    @ajayajena319 2 місяці тому +2

    ଗାଁର ବୋହୂ, ମୁଣ୍ଡରେ ଓଢଣୀ ନାହିଁ।ଏହା ପସନ୍ଦ ଲାଗୁନି।ବୋହୂ ହେଉ କି ଭାଇବୋହୂ ଜେଜେ ଜଣେ ମାନ୍ୟ ବ୍ୟକ୍ତି ଓଢ଼ଣା ଦେବା କଥା। ଆଜିକାଲି ସେ ସମ୍ମାନ ଆଉ ନାହିଁ। ଜେଜେଙ୍କ ଛୋଟ ଗାଁଟି ଖୁବ୍ ସୁନ୍ଦର ❤️।

  • @mamuni3575
    @mamuni3575 2 місяці тому +1

    ଯେଜେ ପ୍ରଣାମ

  • @biswabhusanpradhan4656
    @biswabhusanpradhan4656 2 місяці тому

    Very nice your village jeje

  • @dhaneswarsingh4019
    @dhaneswarsingh4019 3 дні тому

    Ok

  • @maheshbehera1356
    @maheshbehera1356 2 місяці тому

    Good family jeje all the best and me puch puch madam apakananka all comedy 😂😂is very super 👍👍👍

  • @spandancreationodisha4533
    @spandancreationodisha4533 2 місяці тому +1

    ଷଢଙ୍ଗୀ ମଉସା 🙏ଓଳିକି ❤️🙏ଜୟ ଶ୍ରୀ ଜଗନ୍ନାଥ 🙏

  • @anu.world95
    @anu.world95 8 днів тому +2

    ଆଜିର ଦିନରେ କେତେ ସୁନ୍ଦର ଜିନିଷ ଗାଁ ରେ ବହୁତ ମଜା ଲାଗେ

  • @sameerpatra345
    @sameerpatra345 2 місяці тому +1

    ଜୟ ଜଗନ୍ନାଥ ସାର୍

  • @naraharinayak5057
    @naraharinayak5057 6 днів тому

    Very nice 👍👍❤❤

  • @teachervloggerjunoon5867
    @teachervloggerjunoon5867 2 місяці тому +1

    ଆପଣଙ୍କ ନାଁ କୋଉ ଗୋଟେ ଚଳଚ୍ଚିତ୍ରରେ ଗଣେଶ ଥିଲା,ସେ ଫିଲ୍ମ୍ ଗୁଡ଼ାରେ ଆପଣ ଭାରି cute ଲାଗୁଥିଲେ ମଉସା 🙏🏻🙏🏻

  • @NirupamaJena-px5qy
    @NirupamaJena-px5qy 2 місяці тому

    Sir bahut bhala lagila

  • @chinmayeeanurupamohapatra8004
    @chinmayeeanurupamohapatra8004 2 місяці тому

    Auu mo hurday ru aei gaon ku pranam kain aete bhala talented nipuna aete bhala kalakar auu aete bhala manish ama odisha ku deithibaru ame samste sei gaon ku auu uncle apnka bapa mama nku hurday ru dhanya bad❤❤❤❤❤

  • @Ayushmanhota-p3u
    @Ayushmanhota-p3u 2 місяці тому

    Gaan sabubele gaan ai tara maja niara

  • @rajeshrauta2427
    @rajeshrauta2427 2 місяці тому

    Very nice love you jeje

  • @rasmiranjansahoo5373
    @rasmiranjansahoo5373 3 місяці тому +1

    Jejemaa bahut sundar

  • @natureofodisha3080
    @natureofodisha3080 3 місяці тому +1

    Beautiful family members God bless you ❤️ Jai shree Ram 🎉🎉🎉🎉

  • @Jitujinu1
    @Jitujinu1 3 місяці тому +1

    THANKS FOR 830 SUBSCRIBER ❤🙏👍🙏
    LOVE U ALL❤❤❤
    ଆପଣ ମାନେ ଏମିତି ସପୋର୍ଟ କରୁଥାନ୍ତୁ 🙏👍
    ଆମ ପୁଅ ର acting କେମିତି ଲାଗୁଛି comment କରିବାକୁ ଭୁଲିବେନି 🙏🙏🙏

  • @iamthebestiamfree8836
    @iamthebestiamfree8836 2 місяці тому

    oh Jeje ,Jejema bht young achanti. 🙏

  • @BiswaPradhan-qy5vc
    @BiswaPradhan-qy5vc 2 місяці тому +4

    ଜେଜେ ମୁଁ ବହୁତ ବ୍ଲଗ ଦେଖିଛି ଆପଣଙ୍କ ବ୍ଲଗ ଅତୀ ସୁନ୍ଦର I fall in love your blog jeja

    • @Tumari_JEJA
      @Tumari_JEJA  2 місяці тому

      @@BiswaPradhan-qy5vc dhanyabad

  • @NirupamaJena-px5qy
    @NirupamaJena-px5qy 2 місяці тому

    Mo didi pura odiani bahut sundar lagucha

  • @pujakar8186
    @pujakar8186 2 місяці тому

    Jeje apananka gaon bahut sundar ghara parivar bi bahut bhala

  • @abhayasahoo5149
    @abhayasahoo5149 2 місяці тому

    Ohhhh first class jeje 🙏

  • @jupiter4910
    @jupiter4910 Місяць тому

    Ei bayasare mutton , machha ahuri khauchanti, oil pura chhadantu, Bahut bhala lagila.

  • @villain9934
    @villain9934 2 місяці тому +2

    ସବୁ ଠାରୁ,,,ବହୁତୁ ଦୁଖ ଲାଗେ ନିଜ ଲୋକ ଜେବେ ଆମ ନାଁ ଜାଣି ପାରନ୍ତିନି,,,,,

  • @pitambarpradhan6348
    @pitambarpradhan6348 3 місяці тому +3

    ଓଡ଼ିଆ ଙ୍କ ପରମ୍ପରା କେବେ ଭୁଲି ହବନି

  • @subashgill8668
    @subashgill8668 Місяць тому

    ଆମ ଗାଁ ପାଖ ରେ ଆପଣଙ୍କ ଗାଁ

  • @nrupamajhi9654
    @nrupamajhi9654 3 місяці тому +8

    Love &.affection of village always
    memorable,

  • @Sai-tv655
    @Sai-tv655 2 місяці тому

    So beautiful

  • @itishree8227
    @itishree8227 2 місяці тому

    Sundar family

  • @nityanandamohanty2252
    @nityanandamohanty2252 2 місяці тому +2

    ଜେଜେ କେବେ ଦେଖା ହେବ ଆପଣଙ୍କ ସହ ଫୋନ୍ ନମ୍ବର ଦେବେ

  • @JagamohanJena-l3p
    @JagamohanJena-l3p 2 місяці тому +1

    ଗାଁ ରୁ ସଭିଙ୍କ ଜନ୍ମ ଗାଁ ରୁ ସଂସ୍କାର ସଭ୍ୟତା ଚାରିଆଡେ ବ୍ୟାପିଥାଏ... ତେଣୁ ଗାଁ ର ଆପଣ ଙ୍କ ସମସାମୟିକ ବୟସ ର ଲୋକଙ୍କ ଭିଡ଼ିଓ ଦେଖାନ୍ତୁ ଦୟାକରି... 🙏

  • @smrutiranjandas6573
    @smrutiranjandas6573 3 місяці тому +17

    ଗାଁ ର ପରିବେଶ ନିଆରା,ଆଉ ପରିବାର ସହ ଗାଁ ବୁଲିବା ଭାଗ୍ୟରେ ଥିଲେ ମିଳେ❤️❤️❤️❤️🙏🙏

  • @sanjayamaharathi6728
    @sanjayamaharathi6728 2 місяці тому

    Great family🎉🎉🎉🎉🎉🎉❤❤❤❤❤❤

  • @shreeganeshcommunication4611
    @shreeganeshcommunication4611 2 місяці тому +1

    Guest mane kain ki kasta karu cha he 😂😂😂

  • @diptimayeemoharana8443
    @diptimayeemoharana8443 2 місяці тому

    Aji apananku subscribe kali Jaje.. Namaskar kmiti achhanti jeje

  • @reshmapatra2285
    @reshmapatra2285 3 місяці тому

    Very nice video jeje

  • @pyarimohanmohapatra22
    @pyarimohanmohapatra22 2 місяці тому +1

    ଭାଇନା ପ୍ରଣାମ ଆମ ଗାଁ ଆଡେଆସିକିବୁଲାବୁଲିକରିକିଗଲ ବହୁତ ବହୁତ ଧନ୍ୟବାଦ

  • @P.-Malay
    @P.-Malay 3 місяці тому +8

    ବହୁତ ଭଲ ଲାଗିଲା ଆଜ୍ଞା 🙏

  • @rakeshmahapatra2517
    @rakeshmahapatra2517 2 місяці тому +1

    ଜେଜେ ଆପଣ ଗୋଟେ ଭୁଲ କଲେ ଆଜି କଦଳୀ ପତ୍ର ରେ ଆମିଷ ଖାଇବା ଟା ଠିକ୍ ନୁହ

  • @ashokkumarmuduli5659
    @ashokkumarmuduli5659 2 місяці тому

    🎉🎉🎉

  • @suchitramishra771
    @suchitramishra771 2 місяці тому

    Blog to bhala lagila Apana ahuri blog karantu. Mr.Chikan toh satare chikan❤

  • @Hungers-Cafe
    @Hungers-Cafe 3 місяці тому

    Didi tame tama family bahut bhala

  • @satyaranjan2867
    @satyaranjan2867 2 місяці тому

    Nice video 😊😊😊😊😊

  • @entertainment4you...974
    @entertainment4you...974 2 місяці тому +1

    ସଂସ୍କାରି ବୋହୂଟିଏ ପାଇଛନ୍ତି ସେଇଟା ବଡ କଥା......

  • @baisakhiparida8090
    @baisakhiparida8090 2 місяці тому

    so cute 😆😆😆😆😆😆😆

  • @alokkumarrath9457
    @alokkumarrath9457 3 місяці тому

    Awesome ❤❤❤

  • @somyaranjannayak3536
    @somyaranjannayak3536 2 місяці тому +1

    ନେମାଳ ରୁ 6/7କିମି ଗଲେ ଏଇ ଗାଁ ପଡିବ

  • @Runukunu
    @Runukunu 3 місяці тому +8

    ବହୁତ ସୁନ୍ଦର 🙏🙏

  • @duryodhansahoo4164
    @duryodhansahoo4164 2 місяці тому +1

    ତୁମର ବହୁ ତୁମର ପ୍ରିୟ ବନ୍ଧୁ ଙ୍କ ଝିଅ ନା ଜେଜେ

  • @lagnamaafamily5345
    @lagnamaafamily5345 2 місяці тому +1

    ବାବୁନି ଭାଇନା,କୁନାନାନି,ସୋନାଲି କେମିତି ଅଛ

  • @OD07.life-vlogs
    @OD07.life-vlogs 3 місяці тому

    Jeja maa puraa kasi au 😂😂

  • @PriyanssiSahoo
    @PriyanssiSahoo 3 місяці тому

    Jeje namaskar... Gote sata katha kahibi jeje maa jemiti college re padhila pari laguchanti 😅jeje kebe angul ade asantu 😊

  • @dasniranjanrinku
    @dasniranjanrinku 3 місяці тому +1

    ଆମ ଘର ଉତ୍ତରକୂଳ ସୁଦାମବତୀ ପାଖରେ

  • @Pradeep-f8g
    @Pradeep-f8g 2 місяці тому

    😊❤😊

  • @SamarSekha
    @SamarSekha 3 місяці тому

    Very nice

  • @ritupanda8633
    @ritupanda8633 Місяць тому +1

    Happy family 🎉🎉🎉❤ bahut badhiya lagila uncle video dekhi

  • @sasmitaswain6210
    @sasmitaswain6210 2 місяці тому +2

    Sir e video dekhi mana khus heigala love u all ❤🙏 jay Jagannath 🙏

  • @subhashreesahoo8908
    @subhashreesahoo8908 3 місяці тому +1

    Happy family ❤❤❤

  • @SonaliSwain-h2w
    @SonaliSwain-h2w 2 місяці тому

    Jj❤

  • @sarojpadhy5535
    @sarojpadhy5535 3 місяці тому

    Jeje apankara video samajare sneha sradha bhalapaiba brudhi kareibare bahut sahayak.

  • @ajitjena6471
    @ajitjena6471 3 місяці тому

    Apanbi tale basiki khaithili ahuri bhal heithanta sir ❤❤ jaha hau ganre khusi kuthi milibni😊

  • @NamitaMishra-y1w
    @NamitaMishra-y1w 3 місяці тому +1

    ଗାଁ ସାଙ୍ଗେ କାହାରି ତୁଳନା ନାହିଁ...

  • @jayantipradhan2435
    @jayantipradhan2435 2 місяці тому

    ❤❤🙏👌👌👌

  • @AjitRaut-i1d
    @AjitRaut-i1d 3 місяці тому +1

    Ame 1990 re tuma comedy dekhi hasithau...

  • @anshuman_727
    @anshuman_727 2 місяці тому +1

    ଜେଜେ ଆପଣଙ୍କ ଗାଁ କେଉଁଠି?

  • @ଦୈତାରୀ_ଦାସ_ବାଲେଶ୍ୱର_ସୋର

    ଜଗନ୍ନାଥ ଙ୍କ ଆଶୀର୍ବାଦ ଆପଣଙ୍କ ପରିବାର ଉପରେ ଏମିତି ରହିଥାଉ 🙏

  • @sanjuktasahoo3403
    @sanjuktasahoo3403 3 місяці тому

    🥰🥰

  • @Smileking1997
    @Smileking1997 3 місяці тому +2

    ଓହୋ ଜେଜେ ତମେ ବି first class 👌👌👌👌

  • @Punerukhati
    @Punerukhati 3 місяці тому

    Mausa namaskar😊
    Gaon video dekhiki bhut khushi lagila
    Bhubaneswar re ghar piladina pura city re katichi gaon ra emti paribesa dekhile bhut khushi haejey Kash amar be emti gaon thanta chuti re gaon ku jiba chuli roseye,nae bandha,chal ghare khaeba bhut miss kare😢bhai didi enjoy Kara bhala re

  • @lovelyresmaa6599
    @lovelyresmaa6599 3 місяці тому

    Wow❤❤❤❤

  • @prasantamohapatra900
    @prasantamohapatra900 2 місяці тому

    Tame kahila boli subscribe karili jeje aji

    • @Tumari_JEJA
      @Tumari_JEJA  2 місяці тому

      @@prasantamohapatra900 dhanyabad ❤

  • @smitaranibehera1007
    @smitaranibehera1007 2 місяці тому

    Jeje mu puja insta ra apnak video bahut vala lagila mate mu suscribe karideichi jeje 👏

    • @Tumari_JEJA
      @Tumari_JEJA  2 місяці тому

      @@smitaranibehera1007 dhanyabad ❤

  • @bibhutibhusan8454
    @bibhutibhusan8454 3 місяці тому +5

    Jay jagannath 🙏

  • @mrinalmitra7981
    @mrinalmitra7981 2 місяці тому +1

    Jeje tomo gaon bohut bholo, aau somaste bhi bohut bholo... Love you jeje ❤❤❤❤❤

  • @BhagyadharaAcharjya
    @BhagyadharaAcharjya 2 місяці тому +1

    ଜେଜେ ସାପ ନାହାତ୍ନୀ

  • @sbsatyavlogger
    @sbsatyavlogger Місяць тому +1

    ସତରେ ଜେଜେ ଗାଁ ବହୁତ୍ ସୁନ୍ଦର ❤❤

  • @jyotiranjan6269
    @jyotiranjan6269 Місяць тому

    ଜେଜେ ଆପଣଙ୍କ ଗାଁ ନାମ କଣ କେଉଁ ଜିଲାରେ କୁହନ୍ତୁ

  • @Pradhan-uz2ki
    @Pradhan-uz2ki 2 місяці тому +1

    Amisa kadalipatra re khantini 🙏🙏🙏

  • @dharmendrasahoo4197
    @dharmendrasahoo4197 Місяць тому

    Bhai jhia ko kan jhiari kahi parunu... Oho bbsr rahuchi para... Bhai ra pua jhia ko janinu

  • @gopakrishnadas2127
    @gopakrishnadas2127 3 місяці тому

    Pune re kouti achanti?

  • @JubiraniCraft
    @JubiraniCraft 3 місяці тому

    🥰🥰🥰🥰

  • @theamazingworldodisha
    @theamazingworldodisha 2 місяці тому

    The Amazing World Odisha Best Channel💓

  • @nibeditamaharathi8836
    @nibeditamaharathi8836 3 місяці тому

    🙏🙏🙏

  • @pratapcreation...9319
    @pratapcreation...9319 2 місяці тому +2

    ଅତି ସୁନ୍ଦର ପ୍ରୟାସ

  • @satyaranjandash388
    @satyaranjandash388 3 місяці тому +2

    ଭାଇନା ମୁ ତୁମ ଗାଁ ପାଖର, ମେହେନ୍ଦିପୁର ର,ଭଲ ଲାଗୁଛି vedio

  • @bikashkumarmohanty1611
    @bikashkumarmohanty1611 3 місяці тому

    Jeje Sambalpur asantu 🙏