100ବର୍ଷ ରେ ପାଦ ଥାପିଲା/ଯଦୁପୁର (ଜେନାସାହି ମଞ୍ଚ)ବ୍ରହ୍ମଗିରି ପୁରି /ଲଢେଇ ଜୋରଦାର

Поділитися
Вставка
  • Опубліковано 13 вер 2024

КОМЕНТАРІ • 21

  • @AmitKumar-gh7dj
    @AmitKumar-gh7dj 2 місяці тому

    Dhanyabad.dasha babu.
    JAY BHABANI

  • @user-S.S.Behera
    @user-S.S.Behera 4 місяці тому

    ସୁନ୍ଦର ପରିବେଷଣ କରିଛନ୍ତି କିନ୍ତୁ ସମ୍ପୂର୍ଣ ପାଲା upload କରନ୍ତୁ

  • @pradiptakumarDash.
    @pradiptakumarDash. 4 місяці тому

    Odia pala ଚ୍ଯାନେଲ୍ କୁ ଧନ୍ୟବାଦ.

  • @brahmanadabehera2396
    @brahmanadabehera2396 4 місяці тому

    Channel ku dhanyabad .bahut bhala prasar.ସ୍ବାଗତ ଯୋଗ୍ୟ❤

  • @milinaik-hp4se
    @milinaik-hp4se 4 місяці тому

    😮🎉🎉🎉🎉😂

  • @ahalyapadhi2524
    @ahalyapadhi2524 4 місяці тому

    🎉କାହିଁକିଏମିତି ହ ଉଛ ଦୁଇ ଜଣ ତୁମ ର କଣ୍ଠ ଭଲ ଅଛି ସନାତନ ଦାଶଙ୍କ ପାଲାଭଲ ପୁରା ଣ କୁନେଇକି ପାଲା

  • @satyabrataparida1925
    @satyabrataparida1925 4 місяці тому +1

    ଆପଣଙ୍କ ଚ୍ୟାନେଲ କୁ ଧନ୍ୟବାଦ ଏପରି ନୂତନ ଭାବରେ ପ୍ରସାର କରିଥିବାରୁ ।

  • @DupunPujari
    @DupunPujari 4 місяці тому +1

    ସନାତନ ଦାସ ସାର୍ ଭଲ ପାଲା କରୁଛ

  • @gaganamallick5007
    @gaganamallick5007 4 місяці тому +1

    Sana das no 1

  • @DupunPujari
    @DupunPujari 4 місяці тому

    🎉

  • @gnyanendraswain1067
    @gnyanendraswain1067 4 місяці тому

    Good

  • @prajnadas9532
    @prajnadas9532 4 місяці тому +1

    Sachi Dash is a less qualified person and standard less Palagayak of Odisha Now-a-days.

  • @dhaneswarbehera5669
    @dhaneswarbehera5669 4 місяці тому +2

    Sanatan sir pala bahut bhala

  • @nabakishorerana8844
    @nabakishorerana8844 4 місяці тому +3

    ଗାୟକ ସନାତନ ଦାଶ ଙ୍କ ଭଳି
    ଗାଇବା ଗାୟକ ଓଡ଼ିଶାରେ ଏବେ ନାହାଁନ୍ତି l
    କେବେ ଜନ୍ମ ହେବେ କହି ହେବ ନାହିଁ l All rounder
    Gayak. ଧନ୍ୟବାଦ

    • @rameshchandrabehera366
      @rameshchandrabehera366 4 місяці тому

      Michha, tankathu ahuri vala vala gayak achhanti.

    • @nabakishorerana8844
      @nabakishorerana8844 4 місяці тому

      @@rameshchandrabehera366 ହରି ନାଥ ଓ ନିରଞ୍ଜନ କର ଙ୍କ ବ୍ୟତୀତ ପ୍ରାୟ ଅନେକ ଗାୟକ ଙ୍କ ପାଲା ଦେଖିଛି l ଅନେକ ଦିବଂଗତ ହେଇଗଲେଣି, ବର୍ତ୍ତମାନ ନୂଆ ଗାୟକ ପିଢ଼ିଙ୍କୁ ବି ଦେଖୁଛି l କିନ୍ତୁ ସନାତନ ଦାଶ ଭଳି ପରିପୂର୍ଣ୍ଣ ଗାୟକ ଅତୀତ ରେ ନଥିଲେ, ବର୍ତ୍ତମାନ ବି ନାହାଁନ୍ତି l ମୋ ଘରଠାରୁ ଦଶ କିଲୋମିଟର ମଧ୍ୟରେ କୋଡିଏଟା ପାଲା ଅନୁଷ୍ଠାନ l ସେଥି ମଧ୍ୟରୁ 100 ବର୍ଷିଆ ଅନୁଷ୍ଠାନ ପନ୍ଦରଟି l
      ଆପଣଙ୍କ ଜାଣିବାରେ ଯଦି ଏମିତି All rounder ଗାୟକ ଅଛନ୍ତି, ସେମାନଙ୍କ ନାଁ କୁହନ୍ତୁ, ତାଙ୍କ ପାଲା ଦେଖିବା l

  • @bkprdhanvlogs
    @bkprdhanvlogs 4 місяці тому

    Sanatan das best

  • @user-bc2uy8kr6j
    @user-bc2uy8kr6j 4 місяці тому

    Thanks

  • @nabakishorerana8844
    @nabakishorerana8844 4 місяці тому +2

    ସଚ୍ଚି ବାବୁଙ୍କର
    କେବଳ ବାୟାମନ ସ୍ବର l
    ଆପଣଙ୍କ ପାଲା ପରିବେଷଣ Method ଠିକ ନାହିଁ l
    କଥାରେ ସ୍ୱରରେ ମାଧୁର୍ଯ୍ୟ ନାହିଁ l

  • @dhaneswarbehera5669
    @dhaneswarbehera5669 4 місяці тому

    Good