ସେ ମୋ ପାଇଁ ସବୁ କିଛି, ହେଲେ Husband ନୁହେଁ : Varsha Priyadarshini

Поділитися
Вставка
  • Опубліковано 14 гру 2024

КОМЕНТАРІ • 3,4 тис.

  • @itschandankhatry6355
    @itschandankhatry6355 2 роки тому +11

    ଅନୁଭବ ମହାନ୍ତି ❤️
    ଷଣ୍ଢ Of ଓଡ଼ିଶା ❤️
    Best Heo Of ଓଡ଼ିଶା ❤️
    AND Very Good Person ❤️
    HE is Not Bad 👍🏻
    Love ଅନୁଭବ ଭାଇ ❤️

  • @yug0619
    @yug0619 2 роки тому +15

    ଅନୁଭବ ଠିକ୍ ଥିଲେ ଏବେ ବି ସେ ହିଁ ଠିକ୍
    ହେ ପ୍ରଭୁ ଜଗନ୍ନାଥ🙏🙏🙏 ଅନୁଭବ ଭାଇଙ୍କୁ ନ୍ୟାୟ ମିଳୁ🙏🙏🙏🙏🙏🙏🙏🙏🙏🙏🙏

  • @pradeeppalei2995
    @pradeeppalei2995 2 роки тому +31

    ମୁଁ ଆଗରୁ ଅନୁଭବ ଭାଇ ର କଥା ବିଶ୍ୱାସ କରୁଥିଲି କରୁଛି ମଧ୍ୟ ଜୟ ଜଗନ୍ନାଥ ସ୍ଵାମୀ

  • @lokanathbehera8577
    @lokanathbehera8577 2 роки тому +12

    ବହୁତ୍ ବଢିଆ କହିଛନ୍ତି ।🙏 ଜୟ ଜଗନ୍ନାଥ

  • @purusottampatra4470
    @purusottampatra4470 2 роки тому +78

    ଓଡ଼ିଶା ର ଗୋଟେ ହିରୋ ଯିଏ ଓଡ଼ିଶା ଗଣମାଧ୍ୟମ ର ଅସଲ ମୁଖା ଖୋଲିଦେଲେ King always king

    • @biswajitrout2797
      @biswajitrout2797 2 роки тому

      Corect Bhai ,aa sabu bahutu agaru karibara thila anubhab babu nku,sahi samay re sahi jabab 👍

  • @Asishi3379
    @Asishi3379 2 роки тому +12

    ଭାଇ ତମ କଥା ପୁରା ଠିକ୍ 👍👍💗💗 ମୁଁ ବି ଅନୁଭବ ଭାଇ କୁ ସମର୍ଥନ କରୁଚି 👍🙏💗 ତମ କଥା ମୋ କଥା ପୁରା ସମାନ 👍

  • @romanrinku482
    @romanrinku482 2 роки тому +442

    ଭାଇ ତମ ଭାବନା ଯାହା ଥିଲା,, ମୋର ବି ସେଇଆ ଥିଲା,,, କିନ୍ତୁ ଏବେ support to ଅନୁଭବ ଭାଇ,,,

    • @OdiaHungama
      @OdiaHungama  2 роки тому +21

      Anubhav seems to be the victim.

    • @romanrinku482
      @romanrinku482 2 роки тому +13

      @@OdiaHungama lier barsa is a silent villain,,,,,,

    • @amitkumardas3988
      @amitkumardas3988 2 роки тому +6

      @@romanrinku482 Right

    • @dhananjayabal6820
      @dhananjayabal6820 2 роки тому +10

      Mu b semiti bhabuthili bt now we support anubhav

    • @amitkumardas3988
      @amitkumardas3988 2 роки тому +9

      @@dhananjayabal6820 janicha bhai ama pua mananka problem kn seita hauchi,pua mane pua mananka thik katha re b support nakari,jhia mananku support karanti simpati painki,sethipainki jhia mane ajikali indrachandra manu nahanti

  • @prakashbhoi292
    @prakashbhoi292 2 роки тому +95

    ସତ୍ୟ ସବୁବେଳେ ସତ୍ୟ ନିଶ୍ଚୟ ନ୍ୟାୟ ମିଳିବ ଭାଇଭଗବାନ ତୁମର ମଙ୍ଗଳ କରନ୍ତୁ ଭାଇ ❤️❤️

  • @bhagabansahoo1588
    @bhagabansahoo1588 2 роки тому +28

    ଅନୁଭବ ଙ୍କୁ ବହୁତ କଷ୍ଟ ଦେଇଛି ବର୍ଷା

  • @akashdas477
    @akashdas477 2 роки тому +9

    ଭାଇ ଆପଣଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଆପଣ ଏକଦମ100% ସତ କଥା କହିଛନ୍ତି ମୁ ଆପଣଙ୍କ କଥାରେ ଏକମତ🙏

  • @allodishanews788
    @allodishanews788 2 роки тому +106

    ଅନୁଭବ ଭାଇ ଙ୍କ ସମର୍ଥକମାନେ like କରନ୍ତୁ

  • @djbdibya6325
    @djbdibya6325 2 роки тому +41

    ଭାଇ ଏକଦମ୍ ଠିକ୍ କହିଲ ଭାଇ... ଅନୁଭବ ସାର୍ ଆଗରୁ ଭଲ ଥିଲେ ଏବେ ବି ଅଛନ୍ତି.. ଜୟ ଜଗନ୍ନାଥ 🙏

  • @rajjena4219
    @rajjena4219 2 роки тому +17

    ମୁଁ ଗୋଟିଏ କଥା ପଚାରି ବାକୁ ଚାହୁଁଛି, ଅନୁଭବ ମହାନ୍ତି କଣ ପାଇଁ ଏତେ ଦିନ ଅପେକ୍ଷା କଲେ । ନିଜ ସ୍ତ୍ରୀ କୁ ପାଖରେ ରଖି ଛାଡିଲେ କାହିଁକି ?? ଏଇଟା ରେପ୍ ବୋଲି କୌଣସି ଆଇନ୍ ନାହିଁ । As a husband he is right to keep physical relationships with his wife. And it is not a rape..
    It is my personally opinion🙏

  • @universeanimals4650
    @universeanimals4650 2 роки тому +125

    ଭାଇ ମାନେ ଅନୁଭବ sir ଙ୍କ ଭିଡିଓ ଦେଖି ମୁଁ କାନ୍ଦି ପକାଇଲି sorry ଭାଇ ତମ କୁ ଆମେ ମାନେ ଖରାପ୍ ବୋଲି ଭାବୁ ଥିଲି ଭାଇ ଆମର ବହୁତ୍ କଷ୍ଟ ସହିଲେଣି ଆଉ ଦେଖି ହଉନି come back soon brother ବର୍ଷା ଦିଦି ଅନୁଭବ sir ଙ୍କୁ କାଟି ବର୍ତ୍ତମାନ ରାଜନୀତି ସହିତ ଫିଲ୍ମ୍ ବି କରୁଛନ୍ତି wow ଦିଦି wow

  • @aadyashamohanty6886
    @aadyashamohanty6886 2 роки тому +10

    Being a female, I was also thinking, Varsha was right, Anubhav was the culprit but after watching the full video of Anubhav Mohanty, now I m damn sure that He is absolutely right.. And Varsha is the culprit and should be punished by the court of God. Jay Jagannath

  • @allinonerupeswar840
    @allinonerupeswar840 2 роки тому +120

    ଅନୁଭବ ନ୍ୟାୟ ମିଳୁ। ଓଡିଶା ବନ୍ଦ ଡାକରା ହୋଉ,।।।

  • @UNIQUESANDHYA
    @UNIQUESANDHYA 2 роки тому +37

    ମୁଁ ଅନୁଭବ ମହାନ୍ତି ଙ୍କ 1 hour video ଦେଖିଲା ପରେ ମୋ ମନରେ ବହୁତ୍ question ଆସୁଛି କି ବର୍ଷା ସତରେ ଝିଅ ନା ନାହିଁ ନା ଖାଲି mrg karithile ତାଙ୍କ କ୍ୟାରିଅର ପାଇଁ bcz ଅଧିକ fan ମାନେ ଅନୁଭବ ଙ୍କ movie ଦେଖିବାକୁ ଯାଆନ୍ତି ନାକି ବର୍ଷା ଙ୍କର ତାଙ୍କ କ୍ୟାରିଅର step ଚଢ଼ିବ ପାଇଁ ଅନୁଭବ ଙ୍କ କାନ୍ଧ darkar ଥିଲା

  • @pradeepmohapatra7854
    @pradeepmohapatra7854 2 роки тому +6

    My brother Anubhab,I know you very well since 2010 in hotel Swasti Premium,I felt from my heart that you are honest,sincere,courageous and open heart personality.I always appreciate your hard work.I always believe that you walk on right way.God and we people are always with you and definitely you will win 🏆 over injustice.God bless u ever.

  • @sangeetanayak25
    @sangeetanayak25 2 роки тому +216

    Fully support for Anubhav bhai.. truth in his eyes.. plz get him justice.. we all know the truth.. dont worry bhai we all r with u

    • @rjmusic5740
      @rjmusic5740 2 роки тому +2

      I fully support for Anubhav bhai... Truth in his eyes please get him justice.... We all know the truth.. Don't worry bhai we all r with u

    • @rajeshkumarnayak1057
      @rajeshkumarnayak1057 2 роки тому

      ତମ ତୁଣ୍ଡ ସତୁଣ୍ଡ ହଉ ଭଉଣୀ

    • @purusottamsingha6044
      @purusottamsingha6044 2 роки тому +1

      Faltu katha kahanibe

  • @myindia7508
    @myindia7508 2 роки тому +19

    ଅନୁଭବ ଭାଈର ଜୟ ହଉ । ଭାଈ ଆମର ପ୍ରେମକରିକ ବାହାହେଇ ଏତେକଷ୍ଟପାଇଲେଣିଯେ । ମୋତେ ବାହାଘର ନାଁ ସୁଣିଲା ବେଳକୁ ଡରଲାଗୁଛି

  • @jitendranathmurmu164
    @jitendranathmurmu164 2 роки тому +5

    Love both ଭେଦ ଭାବ କାହିଁକି, ବର୍ଷା ଆମର ଅନୁଭବ ଆମର,supert supert କହିକି ସେମାନଙ୍କୁ ଅଲଗା କରନ୍ତୁ ନାହିଁ। ଧର୍ମ, ସତ୍ୟ ର ହେବ ଜୟ 🙏

  • @amanstarcreation6437
    @amanstarcreation6437 2 роки тому +88

    ଠିକ କଥା କହିଲେ ଭାଇ, ବର୍ଷା ର ପାଟିରୁ ସ୍ଵାମୀ ବୋଲି ପଦୁଟି ବାହାରିଲା ନାହିଁ, ଆରେ ୟେ କି ପ୍ରକାର ନାରୀ, ୟେ ନାରୀ ନା ପୁରୁଷ ନା ହିଂଜିଡ଼ା କିଛି ବୁଝି ହଉନି ଏ କି ପ୍ରକାର ଜନ୍ତୁ🤔🤨

    • @archanaprusty5779
      @archanaprusty5779 2 роки тому +6

      Barsha priyadarshi gote hinjeeda😆👍👍👏👏

    • @smrutisethi1406
      @smrutisethi1406 7 місяців тому +1

      ତାର କଣା ଏତେ ଛୋଟ ଯେ ଆଙ୍ଗୁଠି ଗଳିଲେ ଫାଟିଯିବ। ସେଇଥିପାଇଁ ଦୁନିଆ ଆଗରେ ବାହାନା କରୁଛି।

  • @parampitar_santan
    @parampitar_santan 2 роки тому +110

    ମୁଁ ପ୍ରଥମ ରୁ ଜାଣିଥିଲି ଏଇ ବର୍ଷା ପକ୍କା ଖିଲାଡ଼ି।
    ପୁରା ଠିକ୍ କଥା କହିଛନ୍ତି ଭାଇ ।
    ଅନୁଭବ କୁ ନ୍ୟାୟ ମିଳୁ।
    କେବଳ ଅନୁଭବ କୁ ନୁହଁ ଏମିତି ଅନେକ ନାରୀ , ନାରୀ ହେଇଛନ୍ତି ବୋଲି ପୁରୁଷ ମାନଙ୍କ ର ବହୁତ୍ ଫାଇଦା ନେଉଛନ୍ତି । ଛିଃ ଛିଃ।

  • @pratikroshansahoo3005
    @pratikroshansahoo3005 2 роки тому +17

    Justice For Anubhav Mahanty♥️🙏

  • @ajitpkr4
    @ajitpkr4 2 роки тому +6

    ଆପଣ ଙ୍କ analysis ବହୁତ୍ ଭଲ, ହେଲେ ଟିକେ ତମେ ତମେ ଏତେ ଉଚ୍ଚାରଣ ନ କରି ଆପଣ କହିବା ଅଭ୍ୟାସ ପକେଇଲେ ଅଧିକ ଭଲ ଲାଗିବ

    • @OdiaHungama
      @OdiaHungama  2 роки тому +3

      Oops.... Apana apana kahile... long distance relationship bhalia laguchi. Tame tame kahile.... nijara nijara feel hue. Any way.... I ll try

    • @mrp1441
      @mrp1441 2 роки тому

      Right

  • @siprarawal
    @siprarawal 2 роки тому +21

    Fully support for anubhav mohanty sir 🙏
    Justice For #Anubhavmohanty

    • @manoramanayak5444
      @manoramanayak5444 2 роки тому

      Anubhav mohanty bahuta bhala mu saibabanku takna pain prathana kare se bhalre ruhantu baba tanka dukha bujhantu om sai ram

  • @yug0619
    @yug0619 2 роки тому +1

    Correct katha kahicho Bhai

  • @kadambinirout1690
    @kadambinirout1690 2 роки тому +13

    Absolutely right bhai, l support Anubhav bhai. Because he is a good and true person.

  • @viratkohlifanclub296
    @viratkohlifanclub296 2 роки тому +35

    Anubhav is the best of all time. so support anubhav..

  • @kishunbaske2214
    @kishunbaske2214 2 роки тому +1

    Sata katha bhai

  • @roitodivya8592
    @roitodivya8592 2 роки тому +11

    Ur 100% rights bro iam support to anubhab mohanty

  • @dipakkumarbal8318
    @dipakkumarbal8318 2 роки тому +31

    ପ୍ରକୃତ ସତକଥାଟି କହିଛନ୍ତି ଭାଇ l ଜୟ ଜଗନ୍ନାଥ 🙏

  • @Mrdhirendravlogs
    @Mrdhirendravlogs Рік тому +2

    Love you anubhav😊bro

  • @sanatanrout3482
    @sanatanrout3482 2 роки тому +381

    ଭାଇ ମୁଁ ବି ଅନୁଭବ ମହାନ୍ତି କୁଂ ଖରାପ ଭାବୁଥିଲି କିନ୍ତୁ ମୁଁ ତାକଂ ଭିଡିଓ ଦେଖି ସାରିବା ପରେ ମୋର ଆଖି ଖୋଲିଗଲା.....ଛି ଛି ବର୍ଷା ଆମ ଭାବନା ସହ ଖେଳିଲା....

  • @RMSTAR550
    @RMSTAR550 2 роки тому +77

    ଅନୁଭବ ର କିଛି ବି ଭୁଲ ନାହିଁ ଅନୁଭବ ଭାଇ ବିଜୟ ତୁମର ହିଁ ହେବ

  • @k.kanhar
    @k.kanhar 2 роки тому +22

    ଆପଣ ଠିକ୍ କହିଛନ୍ତି ଆଜ୍ଞା ..
    ମୁଁ ଆଗରୁ ବି ଅନୁଭବ ମହାନ୍ତି ଙ୍କ ସମର୍ଥନ ରେ ଥିଲି ଏବଂ ବର୍ତ୍ତମାନ ମଧ୍ୟ ତାଙ୍କ ସମର୍ଥନ ରେ ଅଛି।

  • @insiteodiyagamer4578
    @insiteodiyagamer4578 2 роки тому +16

    Right sir you are so great

  • @rjmusic5740
    @rjmusic5740 2 роки тому +115

    I fully support for Anubhav bhai... Truth in his eyes please get him justice.... We all know the truth.. Don't worry bhai we all r with u

  • @nsahoo548
    @nsahoo548 2 роки тому +10

    I also saw yesterday's video of Anubhav Mohanty. he speaks from his heart and he will get Justice soon. 🙏🙏

  • @debadattamohanty8902
    @debadattamohanty8902 2 роки тому +164

    କାହିଁକି ଏତେ ଦୁଃଖ ଦେଉଛୁ ବର୍ଷା ତୋର ମନ ରେ ଟିକିଏ ଦୟା ନାହିଁ ।ତାର ପୁଣି ତ ବଂଶ ଉଧାର ପାଇ ସନ୍ତାନ ଦରକାର ।

    • @jiteshbehera6752
      @jiteshbehera6752 2 роки тому +4

      Chakka barsa, 🤣🤣🤣

    • @uttambaba6800
      @uttambaba6800 2 роки тому

      Darkar nanhi..

    • @swarnalatadash2734
      @swarnalatadash2734 2 роки тому +6

      ମାଆ ହେବାକୁ ଅଯୋଗ୍ୟ
      ତେଣୁ ସେ ନାତକ କରୁଛି

    • @Dhanush143_71
      @Dhanush143_71 2 роки тому +7

      Name ta sina barsa kintu jibana ta ku maru bhumi kari dela ....

    • @wifi-meme9188
      @wifi-meme9188 2 роки тому

      @@Dhanush143_71 wah.. Bhai kn kahila pura Thik....

  • @rishikesh4340
    @rishikesh4340 2 роки тому +24

    ଏଇଠି ବର୍ଷା, ଅନୁଭଵଙ୍କ ସ୍ବାମୀ ରୂପ ବିଷୟରେ ଆଦୌ କହି ନାହାନ୍ତି , ତା ମାନେ ସେ ଅନୁଭବ ଙ୍କୁ ସ୍ବାମୀ ବୋଲି କେବେ ଭାବି ନାହାଁନ୍ତି ।
    ମୋ ଭାବନା ବି ସତ୍ୟ ଲାଗିଲା
    I am full support to Anubhab

  • @lalatendunath2100
    @lalatendunath2100 2 роки тому +16

    Bro 😎! For the 1st time I liked your video! What ever you told , we are having same feelings!!!

  • @JkPany
    @JkPany 2 роки тому +5

    Good analysis 👍👍👍
    ତୁମ ସାହସ କୁ ଧନ୍ୟବାଦ 👍👍👍

  • @swarnadigitaldiary
    @swarnadigitaldiary 2 роки тому +34

    Well said bhai. I fully support Anubhav bhai. He was silent for last 2 yrs and now he raised his voice on social media. Because he also have rights to live peacefully. Justice must be served.

  • @satyadas8923
    @satyadas8923 2 роки тому +1

    Bhai perfectly explained 🙏

  • @tiludas3089
    @tiludas3089 2 роки тому +231

    ନାରୀ ର କେତେ ରୂପ ରେ ଭାଇ । ଛି ମୁଁ ବି ଭାବୁଥିଲି ବର୍ଷା ଭଲ ବୋଲି,କିନ୍ତୁ ସେ କେବଳ ଅନୁଭବ ଙ୍କୁ ହଇରାଣ କରିବା ଉଦ୍ଦେଶୟରେ ଅଛନ୍ତି। ନହେଲେ ତ ସେ ଦିବୋର୍ସ ଦେଇ ଦୁହେଁ ଖୁସିରେ ରହିବାକୁ ଚେଷ୍ଟା କରିଥାନ୍ତେ।ଆଉ ରହିଲା ଅନୁଭବ ଙ୍କ ବାନ୍ଧବୀ କଥା ବର୍ଷା ଶାରୀରିକ ଖୁସି ପାଇଁ ଯଦି ବଞ୍ଚିତ କରିବ ଅନୁଭବ କଣ ଭାଇ ଯେକୌଣସି ପୁରୁଷ ତାହା କରିବ ଆପଣ ମାନେ ଆପଣମାନେ କଣ କରିଥାନ୍ତେ ଯଦି ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଶାରୀରିକ ଖୁସି ରୁ ବଞ୍ଚିତ କରିବା

    • @asishpradhan12
      @asishpradhan12 2 роки тому +10

      Nai bhai tanku purusara sukha darkar nai.tanku kukura na hele ghoda ra kadali darkar , atiki re bhujhilu ame sabu barsa ra.

    • @saumyaranjan8917
      @saumyaranjan8917 2 роки тому +4

      ଆଶିଷ ଭାଇ ସତ କହିଲ, ଏଇଭଳିଆ ଦରକାର

    • @sasmitasahoo.739
      @sasmitasahoo.739 2 роки тому +2

      Same

    • @asishpradhan12
      @asishpradhan12 2 роки тому

      @@sasmitasahoo.739 satare tama pai sabu thile vl huanta

    • @utkalbabydas1763
      @utkalbabydas1763 2 роки тому

      Thik kotha

  • @DEEPAKKUMAR-df3zx
    @DEEPAKKUMAR-df3zx 2 роки тому +11

    Finally we are supporting Anubhav............💯💯💯💯💯👍👍👍👍🤣

  • @ଚୁଡ଼ାମଣିନାଗ୍
    @ଚୁଡ଼ାମଣିନାଗ୍ 2 роки тому +30

    ଦାଦା ଅନୁଭବ ଏତେ କଷ୍ଟ ରେ ରହୁ ଥିଲା
    କେମିତି ହେ ଭଗବାନ୍
    ତୁମ ମନକୁ ବୁଝି ପାରିଲା ନି ସେ ବର୍ଷା
    କିଛି ହବନି ଦାଦା ନମସ୍କାର
    କି। ତୁମେ ଆଉ ଡରୀବା ଦରକାର ନାହିଁ
    କେତେ ଉଡ଼ୁଛି ଉଡୁ ଦେଖା ଯିବା

  • @satyajitparida9497
    @satyajitparida9497 2 роки тому +196

    Same to u bro ମୁଁ ବି first ଅନୁଭବ ଙ୍କୁ ଖରାପ୍ ଭାବି ଥିଲି but ତାଙ୍କର ସେହି ଲାଷ୍ଟ୍ vdo ଦେଖି ସରିଲା ପରେ sure ହେଇ ଗଲୁ

  • @surendrabarad5260
    @surendrabarad5260 2 роки тому +76

    କୌଣସି ପିତୃ ମାତୃ ସଂସ୍କାର ପାଇଥିବା ଦୁହିତା ଏ ପରି ଉଗ୍ର ରୂପ ଧାରଣ କରି ପାରିବେ ନାହିଁ,,ଅନୁଭବ ଧନ୍ୟବାଦ 😭😭

  • @odiaalltypegame9060
    @odiaalltypegame9060 2 роки тому +2

    Mo Anubhav Bhai World Ra Samastanka Tharu Best 👌

  • @stitipragyanayak600
    @stitipragyanayak600 2 роки тому +58

    ଅନୁଭବ ଭାଇ ହେଉଛନ୍ତି ଠିକ୍

    • @biswajitrout2797
      @biswajitrout2797 2 роки тому +1

      Barsha mdm nku divorce dabaku pblm kana, anubhav babu is correct and true ,i support anubhav mohanty 👍, Jai Jagannath 🙏

  • @kartikeswarnayak4789
    @kartikeswarnayak4789 2 роки тому +99

    ମୁଁ ଆଗରୁ କହୁଥିଲି ଏବେ ବି କହୁଛି ଯେ ବର୍ଷା ଗୋଟେ ଖରାପ ପ୍ରକୃତିର ଝିଅ । ଅନୁଭବ ବୋଲି ଵଞ୍ଚିଛନ୍ତି ।ତାଂକ ଜାଗାରେ ଅନ୍ୟ କିଏ ହେଲେ ସୁଇସାଇଟ କରି ଦେଇ ଥାନ୍ତା । ଅନୁଭବ କୁ ମାରିବା ପାଇଁ ବର୍ଷା ର ଗୋଟେ ପ୍ଲାନ୍ ଥିଲା ।ବ ଅକ୍ଷର ପରା😄😄😄

    • @ratikantamausumi848
      @ratikantamausumi848 2 роки тому +1

      Anuvab banchigala sanman ku dari,ta upare odisha govt.aou kendrapara Jilla ra jau valapaeeba lokanka thu milithila,se varasa karithiba lokanku kemiti thakiparithante.

    • @kartikabariha8431
      @kartikabariha8431 2 роки тому +2

      ସତକଥା

    • @mali-hi8nu
      @mali-hi8nu 2 роки тому +1

      ମୁଁ ଆଗରୁ କହୁଥିଲା ଆଉ ମୁଁ ଏବେ ବି କହୁଛି ଯେ ଅନୁଭବ ସାର୍ କୁହୀ ମୁଁ କହୁଛି ଭଲ ମନିଷ କେବେ ମିଛ କଥା କହିବେ ନାହିଁ

    • @Mr.Introvert_5510
      @Mr.Introvert_5510 Рік тому +1

      Thik kahila bhai😆😆

    • @Asisbaiyari
      @Asisbaiyari 17 днів тому

      anubhab mohanty to pura bhala jana paduchi

  • @minilatanayak1245
    @minilatanayak1245 2 роки тому +4

    100% you are correct♥️

  • @stylestar486
    @stylestar486 2 роки тому +108

    I am always support to Anubhav bhai
    🙏🙏🙏🙏🙏🙏🙏🙏🙏🙏🙏🙏🙏

  • @mamimami8924
    @mamimami8924 2 роки тому +8

    Justice for Anubhav Bhai.🙏🙏

  • @Biswa-Ranjan04
    @Biswa-Ranjan04 2 роки тому +1

    ବର୍ଷା ପ୍ରୀୟ ଦର୍ଶିନୀ ପୃଥିବୀର ପ୍ରଥମ ମହିଳା ଯିଏକି ବାହା ହେବା ର 6 ବର୍ଷ ପରେ ମଧ୍ୟ କୁଆଁରି ଅଛନ୍ତି

  • @ରୋମୀଓ
    @ରୋମୀଓ 2 роки тому +52

    ମୁଁ ଭି ଅନୁଭବ ଭାଈ କୀ ସପଟ କରୁଛି ଅନୁଭବ ଭାଈ ହୋଉଛେ ଓଡିଶାର ରିଏଲ୍ ହିରୋ ଧର୍ମ ର ହବ ଜୟ ଅନୁଭବ ଭାଈ ହୀ ବିଜୟୀ ହେବେ

  • @gayatri2604
    @gayatri2604 2 роки тому +49

    Justice for Anubhav mohanty

  • @Akash-op8dj
    @Akash-op8dj 2 роки тому +8

    I can understand the pain of Anubhav because imagine if your wife will not let you to touch her how can a husband tolerate it 😓😰😓😰😓😓😓😓😰😓😓😰

  • @jenasakin8386
    @jenasakin8386 2 роки тому +12

    ଏ ବେଧୀ ଟୋକିର ଭୁଲ୍ ଅଛି ପୁରା ପ୍ରଥମେ ମୁଁ ଅନୁଭବଙ୍କୁ ଖରାପ୍ ଭାବିଚି

  • @kcdasfishcatcher
    @kcdasfishcatcher 2 роки тому +70

    ଭାଇ ପୁରୁଷ ମାନେ ମିଶି ଓଡିଶା ବନ୍ଦ ଆହ୍ଵାନ ଦେବା 3 ଦିନ ପର୍ଯ୍ୟନ୍ତ ଚାଲିବ। ତୁରନ୍ତ ଫାଇନାଲ କର ।
    କଣ ଭାଇ ମାନେ ରାଜି ତ । ଜଦି ଭାଇ ଏକମତ ସମାଧାନ କର ।

  • @shyambhuyan9641
    @shyambhuyan9641 2 роки тому +2

    ସାର୍ ଜାହା କହିଲ ଟିକ୍

  • @interestingbaat
    @interestingbaat 2 роки тому +29

    Bhai ବର୍ଷା ଅନୁଭବ କୁ ମାରିକି ହିଁ ଶାନ୍ତି ନେବେ

  • @pritampandit2234
    @pritampandit2234 2 роки тому +4

    Apana thik katha kahichanti sir
    Thank you 🙏🙏🙏

  • @kameswarYouTubeExpress
    @kameswarYouTubeExpress 2 роки тому +1

    Good information report 🙏

  • @raazkishore9348
    @raazkishore9348 2 роки тому +25

    ମହା ଚାଲାକି ବର୍ଷା ଆଣ୍ଟି ଆଉ ମାତ୍ର ଦୁଇ ତିନି ବର୍ଷ ରୂପ ଯଉବନ ଅଢେଇ ଦିନ

  • @cbmbalarammohapatra222
    @cbmbalarammohapatra222 2 роки тому +66

    ଅନୁଭବ, ବର୍ଷା ପାଇଁ ବିକଳ କାରଣ ସ୍ତ୍ରୀ ବୋଲି ଭାବନ୍ତି । କିନ୍ତୁ ବର୍ଷା ତ ନାରୀ ନୁହନ୍ତି ସେ 3rd Gender ସେ କାହିଁ କି ସ୍ବାମୀ ପାଇଁ ବିକଳ ହେବ?ତା ନହେଲେ ସେ ଦିଲ୍ଲୀ ବମ୍ବେ ଦେଖେଇବା ପାରେ ଖସି କରି ବୁଲୁଛି । କାରଣ ସେ 3rdGender ବୋଲି ଅନୁଭବ ଆଗରେ ଧରାପଡ଼ି ଜିବ । କାରଣ ସେଦିନ ଓଡ଼ିଶାର ଜନସାଧାରଣ ଜାଣିବେ,ଛକା ର ମାୟାବୀ ନାରୀ ରୂପ ।ଜଦି ପ୍ରକୃତ ନାରୀ ତାହେଲେ ନାରୀ ର କର୍ତ୍ତବ୍ୟ କର । ନଚେତ୍ ନାରୀ ରୂପୀ ଛକା,ଜଣେ ପୁରୁଷ କୁ ଏପରି ଦଣ୍ଡ ଦିଅନାହି । କିମ୍ବା IPC 376 ର ଭୟ ଦେଖାଅ ନାହିଁ । କାରଣ ତମ ମାୟାବୀନି ରୁପ ସମସ୍ତେ ଜାଣିଲେଣି । ତମକୁ କେବଳ କୁମ୍ବିପାକ ନର୍କ ଅପେକ୍ଷା କରିଛି

  • @Niyamatyoutube...6834
    @Niyamatyoutube...6834 2 роки тому +2

    I support Anubhab bhai.& we are always with you bhai ........justice justice justice for Anubhab bhai

  • @ZeeMusicLab
    @ZeeMusicLab 2 роки тому +5

    Anubhab is Right........
    sabu Odisha basi Anubhab ku support kara 🙏🙏🙏🙏🙏

  • @Altruist2005
    @Altruist2005 2 роки тому +55

    We all support anubhav mohanty after knowing the true facts🙏

  • @koyacomedy
    @koyacomedy 2 роки тому +1

    Please ଦୟାକରି 100% ଠିକ୍
    ଯଦି ଅନୂଭବବଙ୍କୁ ଭାବୁଛନ୍ତି ତାହାଲେ
    ଲାଇକ୍ ବର୍ଷାଇ ଦିଅନ୍ତୁ

  • @laxmidharpal5552
    @laxmidharpal5552 2 роки тому +36

    Sexual relation is a biological requirement of the body.It is the law of nature.

  • @der394
    @der394 2 роки тому +25

    I support Anubhav, you are absolutely right.

  • @madhuriproduction2558
    @madhuriproduction2558 2 роки тому +1

    ଅନୁଭବ ଭାଇ ଏକଦମ ଠିକ i like u

  • @manishanaik7380
    @manishanaik7380 2 роки тому +5

    Thanks Sir 🙏 justice for Anubhav Sir 🙏

  • @rajubindhani1890
    @rajubindhani1890 2 роки тому +27

    ଭାଇ ଆପଣ ଠିକ୍ କହିଛନ୍ତି

  • @shreyasambhabna
    @shreyasambhabna 2 роки тому +4

    Very nice explanation Bhai keep it up👍

  • @swarnalatadash2734
    @swarnalatadash2734 2 роки тому +16

    ବର୍ଷା ସ୍ତ୍ରୀ ହେବାକୁ ଅଯୋଗ୍ୟ

  • @Twins_Lifestyle
    @Twins_Lifestyle 2 роки тому +4

    ଭାଇ ମୁଁ ବି ପ୍ରଥମେ ଅନୁଭବ ଭାଇଙ୍କୁ ଖରାପ ଭାବିଥିଲି କିନ୍ତୁ ଅନୁଭବଙ୍କ ସେ ଭିଡ଼ିଓ ଦେଖି ତାଙ୍କ ଉପରେ ଦୟା ଆସୁଛି

  • @UNIQUESANDHYA
    @UNIQUESANDHYA 2 роки тому +30

    ମୁଁ ବି ଅନୁଭବ ମହାନ୍ତି ଙ୍କ movie ଦେଖେନି ହେଲେ ଗୋଟେ କଥା ମୁଁ ଝିଅ ହିସାବରେ ଗୋଟେ ଝିଅକୁ ନିନ୍ଦା କରୁନି କୁହନ୍ତୁ ଗୋଟେ କଥା ଆମକୁ ଯଦି ଆମ ସ୍ବାମୀ ପାଖରେ ଥାଇକି ଟିକେ ନ ପଚାରନ୍ତି ତ ଆମ ମୁଣ୍ତ ଗରମ ହେଇଯାଉଛି ଏଠି କିନ୍ତୁ ସ୍ତ୍ରୀ ହେଇକି ପାଖ ମାଡୁ ନାହାନ୍ତି ତ ye ସତରେ ଝିଅ ତା ।

  • @prakashbehera-nc9jp
    @prakashbehera-nc9jp 2 роки тому +4

    Very true bhaiji , really she has crossed all her limits, now I will sure support anubhav sir

  • @OyeBabloo_
    @OyeBabloo_ 2 роки тому

    ଏଇ ସମାଜ ରେ ଗୋଟେ ପୁଅ ସେ ପର୍ଯ୍ୟନ୍ତ ଦୋଷୀ ଯେ ପର୍ଯ୍ୟନ୍ତ ସେ ନିର୍ଦ୍ଦୋଷ ବୋଲି ପ୍ରମାଣିତ ନ ହେଇଛି, ଆଉ ଗୋଟେ ନାରୀ ସେ ପର୍ଯ୍ୟନ୍ତ ନିରୀହ ଓ ନିର୍ଦ୍ଦୋଷ ଯେ ପର୍ଯ୍ୟନ୍ତ ସେ ଦୋଷୀ ବୋଲି ପ୍ରମାଣିତ ନ ହେଇଛି । ସମାଜ ର ନିଷ୍ଠୁରସତ୍ୟ💔

    • @Bandeutkaljanani
      @Bandeutkaljanani 2 роки тому

      ua-cam.com/users/shortsjwLias9viU8?feature=share🙏

  • @salony9826
    @salony9826 2 роки тому +32

    ପ୍ରଥମ ଅନୁରୋଧ ମୋର🙏 କି କେହି ଭୂଲ ମୋତେ ବୁଝବେନି । ମୁଁ ଏଠି ମୋର ମତ ରଖୁଛି ଭାଈ ଓ ଭଉଣୀମାନେ। ପ୍ରଥମତଃ ସମାଜରେ ରୀତି ବଦ୍ଧ ଭାବେ ଚଳି ଆସିଛି ପିଢୀ ପରେ ପିଢୀ କି ....
    ଝିଅ ଜନମ ପର ଘରକୁ ,,,,ଆଉ ସେଇ ଝିଅଟେ ବଡ଼ ହେଲା ପରେ ,,ତାକୁ ସଂସାର ଚଳେଇବା ପାଇଁ
    ମା,ବାପା, ଗୁରୁଜନ ଲୋକେ ନାନାଦି ପ୍ରକାରର ଶିକ୍ଷା ଦିଅନ୍ତି । ଦୁଃଖ ବା ସୁଖ ହେଉ ସବୁ ସମୟ ସହ ଶାଶୁଘର ର ଓ ସ୍ୱାମୀ ର ପରିବାରକୁ କେମିତି ଏକାଠି
    ରଖିବା .....etc.....etc...ତାପରେ,ଗୋଟେ ନିୟମ ସବୁବେଳେ ଲାଗୁ ହୁଏ କି ଯେ ପର୍ଯ୍ୟନ୍ତ ଝିଅ ବାହା ନ ହୋଇଛି ସେ ପର୍ଯ୍ୟନ୍ତ,,ଅନ୍ୟ ପର ପୁରୁଷ ସହ link ରେ ନ ଆସିବା । କୋୖଣସି ପ୍ରକାର ପ୍ରଲୋଭନରେ ପଡ଼ି ପରପୁରୁଷ କୁ ନିଜର ଭାବି ତାକୁ ସବୁ ଅଧିକାର,ଓ ଇଜ୍ଜତ ଦେହ ଦେଇଦବା ,, କାଳେ ଝିଅଟେ ଅବାଟରେ ଯାଈ ଭୁଲ୍ ବାଟରେ ଗୋଡ଼ ଖସେଇଦବା ......ଏପରି ନାନାଦି ପ୍ରକାରର ଚିନ୍ତା ସବୁବେଳେ ଗୋଟେ ବଢିଲା ଝିଅ ପାଇଁ ତା ଘରଲୋକଙ୍କ ଡର ଲାଗିରହିଥାଏ । ଜଗିବାକୁ ପଡ଼ିଥାଏ ହାତକୁ ଦି ହାତ ନହେଲା ଯାଏ ।
    କାହିଁକିନା ବାହାଘର ଏକ ଦାୟୀତ୍ବ ହୋଇଥାଏ ଉଭୟ ନାରୀ ଓ ପୁରୁଷଙ୍କ ପାଇଁ । ଆଉ ଏହା ସହିତ
    ବିବାହ ଏକ ପବିତ୍ର ବନ୍ଧନ ଦୁଇ ଦେହ ଓ ଦୁଇଟି ମନର ।ଏହା ଉଭୟଙ୍କ ସେକ୍ସ ରିଲେସନ୍ ପାଇଁ ହିଁ ଜରୁରୀ କାରଣ ବିନା ବିବାହ ସେକ୍ସ relation କୁ କୋୖଣସି parents କି ସମାଜ ସ୍ୱୀକୃତି ଦିଏନି ।
    କିନ୍ତୁ ବିବାହ ଅର୍ଥ ଉଭୟେ ଉଭୟଙ୍କ ପ୍ରତି ପ୍ରେମଭାବ ବନାଇ ରଖିବା । ଯଦି ଗୋଟେ ସ୍ୱାମୀ ତା ସ୍ତ୍ରୀ ର ଦେହରେ ଅଧିକାରୀ ନୁହେଁ ତ ବିବାହ ସେଠି କ'ଣ ଗୋଟେ ଲୋକଦେଖାଣିଆ ନାଟକ ନୁହେଁ କି ??
    ଯଦି ସ୍ୱାମୀ ସ୍ତ୍ରୀ କୁ ନିଜର କରି ନ ପାରିବ ଶରୀରକୁ
    ଅଧିକାରୀ କରିବ ସ୍ତ୍ରୀ ଟି କେବେ ଶାନ୍ତିରେ ରହିବ ନାହିଁ ସେପରି ତଦନୁରୂପ ପୁରୁଷ ଅବସ୍ଥା ବି, same 2 same ...। ଯାହାଫଳରେ କି ଦାମ୍ପତ୍ୟ ଜୀବନ
    ଦୁଃଖ କଷ୍ଟଭରା ହୋଇକି ପରିବାର ରେ ବି ଅଶାନ୍ତି ସୃଷ୍ଟି କରିବ । ସେଥିପାଇଁ ଭଗବାନ ଦାମ୍ପତ୍ୟ ଜୀବନ ରେ ସବୁ ସମ୍ପର୍କ କୁ ଯୋଡି ଛନ୍ତି ,। ଯେଉଁଥିରେ କି ସବୁ ରସ ଭରି ରହିଛି ଲଜ୍ଜା,ପ୍ରେମ ,କାମ ମନୋମାଳିନ୍ୟ,ରାଗ ରୁଷା ଅଭିମାନ .... ଇତ୍ୟାଦି
    ଏହି ରସକୁ ମନଭରି ଉପଭୋଗ କରିବା ଉଚିତ୍
    ଗୋଟେ ସ୍ୱାମୀ କୁ ନିଜର କରିବାକୁ ସ୍ତ୍ରୀ ପାଖରେ ସବୁ ଗୁଣ ଆଗରୁ ହିଁ ଦେଇଛନ୍ତି , ସୁନ୍ଦରତା,ଗୁଣ, ଚରିତ୍ର
    ଓ ସ୍ୱାମୀ କୁ ଆକର୍ଷଣ କରିବା ପାଇଁ ଯଥାଶକ୍ତି ଓ ସକ୍ଷମତା ଯଥେଷ୍ଟ ଭାବେ ଭରିରହିଛି । ସେପରି ପୁରୁଷ ଙ୍କ ପାଖରେ ବି ନିଜ ସ୍ତ୍ରୀ କୁ ନିଜର କରିବାକୁ
    ସବୁକିଛି ଆକର୍ଷଣ କରିବା ର ସକ୍ଷମତା ଭରି ଦେଇଛନ୍ତି । ଆଉ ସ୍ତ୍ରୀ ଟିଏ କୁ ଓ ସ୍ୱାମୀ ଟିଏ କୁ ବୁଝିବା ଦରକାର କି ଏ ଦେହ କେବଳ ସେ ହିଁ ଅଧିକାରୀ ଯିଏ ଦୁନିଆ ଆଗରେ ସବୁଦିନ ପାଇଁ
    ନିଜର କରିଛି । ଧନ୍ୟବାଦ 🙏

    • @pinkidas2471
      @pinkidas2471 2 роки тому

      RIGHT bro 💯💯💯💯💯💯💯👍👍👍👍👍👍💯💯💯💯💯

    • @salony9826
      @salony9826 2 роки тому

      @@pinkidas2471 🙏 thanks

    • @desicookingwithnini1181
      @desicookingwithnini1181 2 роки тому

      Right

    • @Asisbaiyari
      @Asisbaiyari 17 днів тому

      mu bi athi kichhi kahibaku chahe ki asabu jaha apana lekhi chhanti taha kebala gote kahanira sobha diye na ki bastabare taha huani kahinki na sabu kasta au dukha nariku hin sahibaku padichhi aji barsa nka bisayare anubhab jahabi abhijoga ani chhanti taha je ketedur satya saeta kebala bhagaban jananti kintu sabu jugare ahipari ghatana gote narijibanare ghatithaye ghatichhi ghatuchhi madhya setebele bi gote nari ta swamiku hin saman au maryada deyi asichhi aji gote purusa uparaku Katha asila belaku kn na mu ae kasta sahi paruni barsa oki nataka

  • @sanjuktamajhi8823
    @sanjuktamajhi8823 2 роки тому +7

    U are right bro i am supporting anubhav sir ame achhu anbhav sir

  • @prasantkumar8603
    @prasantkumar8603 2 роки тому +2

    ମୂଁ ଅନୁଭବ ମହାନ୍ତି ଙ୍କୁ ସପୋର୍ଟ କରୁଛି. ବର୍ଷା ଙ୍କୁ ଯେତେ ଦଣ୍ଡ ଦେଲେ ବି କମ୍ ଅଟେ, କାରଣ ସେ ସ୍ତ୍ରୀ ଧର୍ମ ଆଦୌ ପାଳନ କରିନାହାନ୍ତି, କେବଳ ଅନୁଭବ ମହାନ୍ତି ଙ୍କ ଫାଇଦା ଉଠେଇ ଛନ୍ତି, ତାଙ୍କୁ ସ୍ତ୍ରୀ ସୁଖ ତ ଦେଇନାହାନ୍ତି ବରଂ ମାନସିକ ଯନ୍ତ୍ରଣା ଦେଇଛନ୍ତି. ଯଦି ବର୍ଷା ଅନୁଭବ କୁ ପସନ୍ଦ କରୁନାହାନ୍ତି ତା ହେଲେ ଡିଭୋର୍ସ କାହିଁ ଦେଉନାହାନ୍ତି, ସେ ଅନୁଭବ ଦେହରେ ଜୋକ ପରି ଲାଗିରହି ଅନୁଭବ ର ସବୁକିଛି ଶୋଷଣ କରୁଛି, ବର୍ଷା ଙ୍କୁ କଠୋର ଦଣ୍ଡ ମିଳିବା ଦରକାର,

  • @satyanarayanjena1808
    @satyanarayanjena1808 2 роки тому +11

    We support you Anubhab Bhai keep it up God bless you bro ❤🙏

  • @biswajitbarik4780
    @biswajitbarik4780 2 роки тому +5

    Justice for anubhav bhai pls 🥺🙏

  • @sakuraraco
    @sakuraraco 2 роки тому

    Tq u . 1st time bhala lagila vdo apanankra

  • @mrbglmaking1895
    @mrbglmaking1895 2 роки тому +8

    ବର୍ଷା କୁ ଘୋଡା ଵାଣ୍ଡ ଦରକାର ମଣିଷର ନୁହେଁ

  • @g_nayak
    @g_nayak 2 роки тому +9

    Right 👍

  • @jayjagannath572
    @jayjagannath572 2 роки тому +1

    ଆରେ ସେ ଖାଲି actor ନୁହଁ , politician ବି ,,, ହୁଏତ ଭୋଟ ପାଇଁ ଏମିତି ହଉଥିବ 👍

    • @prasantdas849
      @prasantdas849 2 роки тому

      Barsha tate mrg kariba tension Ne na

  • @sharmilikunar3347
    @sharmilikunar3347 2 роки тому +10

    Ki... Comedy.. Hasi hasi tale padigali ବର୍ଷା ଙ୍କ ପାଇଁ ଅନୁଭବ ଗାଇଡ୍ hei ପାରିବେ, ବାପା ହେଇ ପାରିବେ, director, maa, friend sabu hei ପାରିବେ ହେଲେ ସ୍ଵାମୀ hei paribeniii..... 💕 💕 💕

  • @shubhatech7822
    @shubhatech7822 2 роки тому +45

    Pura correct. Anubhab is correct as per the wife and husband relationship matters.

  • @amandash7643
    @amandash7643 2 роки тому +6

    Justice for Anubhav Mohanty 🙏🏻

  • @Tales_of_lipi
    @Tales_of_lipi 2 роки тому +13

    Justice for Anubhav Mohanty ♥️🙏

  • @pradeepkumarsatapathy6391
    @pradeepkumarsatapathy6391 2 роки тому +66

    ଆସ ଭାଈ ଆମେ ଜଜ୍ ହେଇଯିବା, କୋର୍ଟ ଯାଉ ଚୁଲିକି, ସବୁ ତଥ୍ୟ ଆଉ ସତ୍ୟକୁ ଆଧାର କରିକି ଆମେ ସବୁ ନିଷ୍ପତ୍ତି ନେବା କିଏ ଠିକ୍ ।
    ଭାଈ ତମ ବୁଦ୍ଧିକୁ ମାନିଗଲି ବା .....

    • @CHITRASENASAHOO
      @CHITRASENASAHOO 2 роки тому

      ତୁ ଜଜ ହ ଆଗ

    • @claymate5826
      @claymate5826 2 роки тому

      Court thi gaaxxd marei jisan

    • @laxmipryiya7847
      @laxmipryiya7847 2 роки тому

      👍👍👍😀😃😄😁😁😅😂🤣🙃😏😊☺️🤔🤔🤨🥱🥳🥳🥳

    • @bikashdas9791
      @bikashdas9791 2 роки тому

      peleipua tu judge habu aga

    • @pradeepkumarsatapathy6391
      @pradeepkumarsatapathy6391 2 роки тому

      @@bikashdas9791 ଆରେ ବାଳ , ମୁଁ କଣ ଲେଖିଛି ଭଲସେ ବୁଝ । କୋର୍ଟ ର ଜଜ୍ ଆମେ ନୁହଁ ତାହେଲେ ଆମେ କେମିତି କହିବା କିଏ ଠିକ କିଏ ଭୁଲ ?

  • @ganeswardutt8624
    @ganeswardutt8624 2 роки тому +3

    ଅନୁଭବ ଭାଇ ଭଲ

  • @drmadhumitadas6982
    @drmadhumitadas6982 2 роки тому +6

    Thik kahile vai 100%.......mu b same anubhav nku thik vabu nathili .....au se 1hr ra video dekhiba pare ...mu b sata janiparili .......Varsa jaha b kale aji jae kichi thik kaleni .....

  • @dhananjayabal6820
    @dhananjayabal6820 2 роки тому +15

    We support anubhav