#boudh

Поділитися
Вставка
  • Опубліковано 13 вер 2024
  • ବୌଦ୍ଧ ଜିଲ୍ଲା ମନୁପାଲି ପନଚାୟତ ର ଷାଣ୍ଢପାଲି ଗ୍ରାମ ର ବିକାଶ ଛତ୍ର, ଏବଂ ନବୀନ ଦନ୍ତା ସ୍ବତନ୍ତ୍ର ନିଜସ୍ବ ଉଦ୍ୟମରେ ମାଁ ମାହେଶ୍ୱରୀ କ୍ଷେତ୍ରପାଳୀନୀ ଦଣ୍ଡ ନାମ ଦେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି।। ଏହା ଦିର୍ଘ ୧୭ ଦିନ ଧରି ଦଣ୍ଡ ଯାତ୍ରା ଚାଲୁ ରହିବ।। ମେରୁ ଅର୍ଥାତ୍ ପଣାସଂକ୍ରାନ୍ତି ରେ ସମାସ୍ତ ହେବ।। ତେଣୁକରି ଆପଣ ମାନକଂର ସାହାଯ୍ୟ ସହଯୋଗ ନିହାତି ଆବଶ୍ଯକ।। ଯାହା ଶକ୍ତି ଆପଣ ସାହାଯ୍ୟ ସହଯୋଗ କରିପାରିବେ. /- ୭୮୫୩୯୧୭୪୧୦

КОМЕНТАРІ • 10