ପୁରୀ ବଡଦାଣ୍ଡରେ ଉଠିଥିବା ରାଜନୈତିକ ବିବାଦର ଅନ୍ତ କେଉଁଠି || Naveen Patnaik || Rath Yatra || News95 Odia

Поділитися
Вставка
  • Опубліковано 6 жов 2024
  • #odisha #rathayatra #purijagannathtemple #jaganathtemple #puri #worldfamous #politics
    ପୁରୀ ବଡଦାଣ୍ଡରେ ଉଠିଥିବା ରାଜନୈତିକ ବିବାଦର ଅନ୍ତ କେଉଁଠି || Naveen Patnaik || Rath Yatra || News95 Odia
    #news95odia #naveenpatnaik #insult #bjd #cmmohanmajhi #oppositionleader #lose #dharmendrapradhan #unionminister #stage #politician #government #bjpgovernment #odishagovernment #odia #politics #government #odianews #byte #odishapolitics #ajirakhabar #odishanews #viralvideo #trending #viralkhabar
    News95 Odia is one of the leading news hub that provides you with comprehensive up-to-date Odia news coverage from all over Odisha and India. We provide here 24/7 latest Odia top Stories, Politics News in Odia, Odia Breaking Stories, Odia live news, Current Affairs News in Odia, Sports News in Odia, Business News in Odia, Entertainment News in Odia, Astrology News in Odia, Spirituality News in Odia, and many more here only on #news95odia #naveenpatnaik
    II LIKE II
    II SHARE II
    II SUBSCRIBE II
    Follow us on:-
    Instagram :- / news95odia
    Facebook:- / news95odia
    Twitter :- / news95odia
    ==============================================
    #news95odia #odisha #odishanews #odianews #breakingnews #politics #government

КОМЕНТАРІ • 406

  • @kalpanasamal8462
    @kalpanasamal8462 2 місяці тому +121

    ନବୀନ ସାର ମଣିଷ ପରି ମଣିଷ ଜଣେ ସେ ଅନନ୍ୟ ତାକଂର ତୁଳନା କାହା ସହ ହୋଇନପାରେ🙏💯

    • @JogeswarMajhi-lt7hj
      @JogeswarMajhi-lt7hj 2 місяці тому

      ଧର୍ମେନ୍ଦ୍ର ଙ୍କ ର ମଣିଷ ପଣିଆ ଦେଖା ଗଲା ନାହିଁ,,,

    • @suryakantbehura
      @suryakantbehura 2 місяці тому

      @@JogeswarMajhi-lt7hj au kn na seita ta thik katha nele nabina patnayak tanku pranam kale kintu se ana dekha kale

    • @rozasaiodiakitchen
      @rozasaiodiakitchen 2 місяці тому

      Right

    • @jageswarmahanta1433
      @jageswarmahanta1433 2 місяці тому

      Bala na jadi ate chahuthile Kan pae horeile

  • @riteshbehera1631
    @riteshbehera1631 2 місяці тому +48

    ନବୀନ ବାବୁ ଜିଂଦାବାଦ ❤❤❤❤

  • @AmitMajhi-n6e
    @AmitMajhi-n6e 2 місяці тому +127

    ଜୟ ବିଜେଡି ଜୟ ଜିନ୍ଦାବାଦ ନବୀନ ସାର

  • @ranajitkumarmohanty9740
    @ranajitkumarmohanty9740 2 місяці тому +19

    ଯେଉଁ ସଂସ୍କାର ନବୀନ ବାବୁ ତାଙ୍କ ପିତାଙ୍କ ଠାରୁ ପାଇଛନ୍ତି, ସେ ସଂସ୍କାର ଅପସଂସ୍କାରୀ ମାନଙ୍କ ଠାରୁ କାହିଁ ଆଶା କରିବା?
    ଜୟ ଜଗନ୍ନାଥ ସ୍ୱାମୀ 🙏🙏🙏

  • @debarajprusty1733
    @debarajprusty1733 2 місяці тому +48

    ନବୀନ ସାରେ ତୁମେ ମହାନ୍

  • @RAGHUNATHBEHERA-z3l
    @RAGHUNATHBEHERA-z3l 2 місяці тому +51

    ନବୀନ ସାର୍ ଆପଣଙ୍କ ଅବଦାନ ମହାନ

  • @lasanajani
    @lasanajani 2 місяці тому +117

    ନବୀନ ସାର୍ ସମସ୍ତ ମନ୍ତ୍ରୀଙ୍କଠାରୁ ଅଲଗା ସେକାହାକୁ ଦେଖି ଅସନମାନ କରିବାକୁ ଚେଷ୍ଟା କରନ୍ତି ନାହିଁ ନିଜେ ଅପମାନ ପାଇଲେ ମଧ୍ୟ ଅନନ୍ୟାକୁ ଅପମାନ ଦିଅନ୍ତି ନବୀନ ସାର୍ ହିଁ ମହାନ୍

    • @satyasagarbhuyan8949
      @satyasagarbhuyan8949 2 місяці тому +2

      At the time of death of Biju pattanaik, Bansi Panda, Pyari mohaptra, where was Nabin ?

    • @binadas3165
      @binadas3165 2 місяці тому +2

      Tilaku tala Kariba tumar abhyas

    • @Pandajyoti7079
      @Pandajyoti7079 2 місяці тому +1

      @@lasanajani tikhe kahilo

    • @padmalnaik8017
      @padmalnaik8017 2 місяці тому

      Are kukura karinahanti

    • @KariaMajhi-x2w
      @KariaMajhi-x2w 2 місяці тому

      Bhai tume kahuna nabin pandian ku pakhare kahinnki rakhithile achhi apanaka pakhare jabab

  • @bijayasahoo6943
    @bijayasahoo6943 2 місяці тому +27

    ମୋହନ ମାଝି ମୁଣ୍ଡଟା ପରା ସେ ସନମାନ ଶିଖିଵ କେଉଁଠୁ

  • @NakulNayak-v6x
    @NakulNayak-v6x 2 місяці тому +6

    ନବୀନବାବୁ ସ୍ୱୟଂ ନାରାୟଣଙ୍କ ଅଂଶ 🙏🙏🙏🙏

  • @prasantkumarmallick5636
    @prasantkumarmallick5636 2 місяці тому +50

    ବିଜେପି ଏକ ଅହଂକାର ଦଳ.. ଆଉ ଅଳ୍ପ ଦିନ

  • @Kishormallik-h4e
    @Kishormallik-h4e 2 місяці тому +26

    Ama odisha Naveen odisha 💚💚💚💚

  • @mdjikria9657
    @mdjikria9657 2 місяці тому +39

    ନବୀନ ବାବୁଙ୍କ ଉପସ୍ଥିତି ରେ ନିଜକୁ ନିଉନ ଭାବୁଥିବେ ବା ଅନୁଭବ କରୁଥିବେ

    • @jageswarmahanta1433
      @jageswarmahanta1433 2 місяці тому

      Sata katha nobin thila bele kahaku buhiki nela meti katha barta karucha

  • @DasharathKhillo-zm9cd
    @DasharathKhillo-zm9cd 2 місяці тому +15

    ମହନ ମାଝୀ ଜଣେଅଅଙ୍କାରୀ ଶରଖାର

  • @nityanandasahoo2533
    @nityanandasahoo2533 2 місяці тому +18

    Proud of our Ex CM Navin pattanaik sir

  • @AMEbalangiriahero
    @AMEbalangiriahero 2 місяці тому +13

    ଗର୍ବ ଭାଙ୍ଗିଯିବା ଜଲ୍ଦୀ

  • @kanhudas3308
    @kanhudas3308 2 місяці тому +8

    ନବୀନ sir love u ଅଉ ମୋହନ ସରକାର bay bay ଖାଲି ତ ରାଗ 🤣🤣👏👏

  • @prakashexpressbhadrak6783
    @prakashexpressbhadrak6783 2 місяці тому +47

    ଜୟ BJD

  • @tarakantaagasti1405
    @tarakantaagasti1405 2 місяці тому +13

    ମୋହନ ବାବୁ ଶିଷ୍ଟା ଚାର ଶିଖନ୍ତୁ

  • @satyanarayanamishra365
    @satyanarayanamishra365 2 місяці тому +48

    Mr. Nabin patnaik is great all the time for odisha ---

  • @Bhagya7683
    @Bhagya7683 2 місяці тому +3

    ନବୀନ ସାର ଏମିତି ଏକ ମଣିଷ ଯେ କି କଉ ବିରୋଧୀ ନେତା ଙ୍କ ନା ରେ କହିନାହାନ୍ତି ଖାଲି pandian ପାଇଁ ଏ ବର୍ଷ ଖରାପ ହେଇ ଗଲେ

  • @nilamadhabajena9091
    @nilamadhabajena9091 2 місяці тому +86

    ବିଜେପି ର ଗର୍ବ ହେଇଗଲାଣି

  • @SureshChandraSahoo-qs4bp
    @SureshChandraSahoo-qs4bp 2 місяці тому +8

    Naveen sir great leader of our odisha cm no1❤

  • @AkashPaik-s7h
    @AkashPaik-s7h 2 місяці тому +17

    Navee pattanayak is great

  • @dillipbehera-lv8sl
    @dillipbehera-lv8sl 2 місяці тому +9

    ପିମ୍ପୁଡି ଶୀର୍ଷକୁ ଗଲେ ଯେମିତି ନିଜକୁ ଭାବେ ବଡ ବୋଲି ଠିକ ସେମିତି ଆମ ନୂଆ ମୂର୍ଖ ମନ୍ତ୍ରୀ ନିଜକୁ ବହୁତ ବଡ ବୋଲି ଭାବୁଛନ୍ତି

  • @gagansabat3366
    @gagansabat3366 2 місяці тому +8

    ମୋହୋନ ଗାଡିଚେରଲାଗିଛି କଧ କି ଜାଣିବ ସନମାନ ନୁଆ ମୁରୁଖ ମଅତିରି

  • @swapnilraja1409
    @swapnilraja1409 2 місяці тому +14

    Naveen hin Raja❤❤❤

  • @timepasscreative6794
    @timepasscreative6794 2 місяці тому +53

    ଗର୍ବ ଗଞ୍ଜନ୍ ନର ହରୀ ଗର୍ବ ନ ରଖନ୍ତି କାହାରି

  • @SanatanMahalik-k3f
    @SanatanMahalik-k3f 2 місяці тому +40

    Mohana Majhi chura garba Naveen sir BJD no1 cm I love you Naveen sir

  • @nabaghanhantal7157
    @nabaghanhantal7157 2 місяці тому +8

    Thank you dharmendra sir
    You are great
    🙏🙏🙏🙏🙏

  • @AmaraBehera-qd5fo
    @AmaraBehera-qd5fo 2 місяці тому +11

    Jaya BJD Naveen Patnaik 💚💚💚 amoro nataa Naveen Patnaik 💚🔥🙏

  • @upendrasahoo6172
    @upendrasahoo6172 2 місяці тому +10

    Love you nabin sir❤❤ great cm

  • @syedazizerasul274
    @syedazizerasul274 2 місяці тому +9

    Ama Odisha ra Raja / Mukhya mantri Nabin Patnayak thile achanti and rahibe ❤

  • @SusantaRout-gt3jk
    @SusantaRout-gt3jk 2 місяці тому +6

    Naveen sir really great

  • @bad_boy_lover_0084
    @bad_boy_lover_0084 2 місяці тому +38

    ଆରେ ଯେତେ ବେଳେ pandian ସମସ୍ତ BJD ନେତା ମାନଙ୍କୁ ମଞ୍ଚ କୁ ଉଠାଇ ନଦେଇ ଅପମାନିତ କରିଥିଲେ ସେତେବେଳେ ତମେ କଣ କରୁଥିଲ । ତାହା ଅପମାନ ନୁହେଁକି ।

  • @Ambassador_Christ
    @Ambassador_Christ 2 місяці тому +28

    Long live Naveen Patnaik 😢😢😢

  • @PrashantKumarNayakNayak
    @PrashantKumarNayakNayak 2 місяці тому +15

    ବିଜେପିର ଗର୍ବ ଅହଂକାର ଭାଙ୍ଗିଯିବ

  • @RudraprasanBiswal
    @RudraprasanBiswal 2 місяці тому +3

    ଆଉଥରେ ଇଲକସନ୍ କରାଯାଉ ଗୋଟେ ଭୁଲ କରିଛନ୍ତି ଓଡ଼ିଶା ବାସୀ

  • @patitakumarchoudhury9855
    @patitakumarchoudhury9855 2 місяці тому +2

    ନବୀନ ମହା ସମୁଦ୍ର, ମୋହନ ଛୋଟ ଝରଣା ଟିଏ 🙏

  • @llipunvlog206
    @llipunvlog206 2 місяці тому +3

    ମୋହନ ବାବୁଙ୍କ ଏଭଳି ଆଚରଣ ଆମ ରାଜ୍ୟ ପାଇଁ ଦୁର୍ଭାଗ୍ୟ ଜନକ କଥା 🎉ଭିତରେ ନମ୍ର ଓ ଶାନ୍ତ ସରଳ ରୂପ ଦେଖାଇ ଓଡ଼ିଆ ଲୋକଙ୍କୁ ଠକିବାକୁ ଚେଷ୍ଟା କରନ୍ତୁ ନାହିଁ ନହେଲେ ଗତ 5ବର୍ଷ ଆପଣଙ୍କୁ ଖୁବ୍ ମହଙ୍ଗା ପଡିପାରେ ମୋ ଜାଣିବାରେ ଆପଣ ବହୁତ ଭଲ ଲୋକ ବୋଲି କିନ୍ତୁ ଏ ଭଳି ଆଚରଣ ଛି ଛି ଛି

  • @dillipdigal3486
    @dillipdigal3486 2 місяці тому +2

    ନବୀନ ବାବୁ ଜିନ୍ଦାବାଦ

  • @damayantitewari4185
    @damayantitewari4185 2 місяці тому +3

    Ahankara ,garba bihina manisa tea.... you are great 👍 Nabin sir... Always God bless you...i pray to lord Jagannath for your good health...

  • @kartiksahoo1360
    @kartiksahoo1360 2 місяці тому +8

    Nabin babu Odia ra odisha ra garba Jay Jagannath Jay nabin

  • @RMBOYBALASORE
    @RMBOYBALASORE 2 місяці тому +3

    I love you Naveen sir 🙏🙏💞😘😘

  • @Dasmathembram1626
    @Dasmathembram1626 2 місяці тому +9

    Next election bjd jindabad 😂😂

    • @jagdishgouda533
      @jagdishgouda533 2 місяці тому

      Next election bela ku nabin patanayak Mari jaithiba😅😅😅😅

    • @Deva5577-i3c
      @Deva5577-i3c 2 місяці тому

      ​@@jagdishgouda533ବହୁତ୍ ଧନ୍ୟବାଦ🙏ନବୀନଙ୍କ ଆୟୁଷ ଆହୁରି ବଢ଼ିଗଲା👍

  • @KisanRaika-j9m
    @KisanRaika-j9m 2 місяці тому +2

    ମୋହନ sir ଗର୍ବ ଅନୁଭବ କରୁଛନ୍ତି

  • @rubyswain5115
    @rubyswain5115 2 місяці тому +34

    Dharmendra kara mahanata ku dhanya bad

  • @gopabandhubehera453
    @gopabandhubehera453 2 місяці тому +2

    ମୋହନ ମାଝି ଜଣେ ଆଦିବାସି ହଉହଉ ମୁଖ୍ୟମନ୍ତ୍ରୀ ହେଇ ଜାଉଛନ୍ତି ମୁଖ୍ୟମନ୍ତ୍ରୀ ପାଇଁ ସେ ସମ୍ପୁର୍ଣ୍ଣ ଅଯୋଗ୍ୟ ତେଣୁ ଆମେ ବିଜେପିର ଶୀର୍ଷ ନେତ୍ରୁତୋ କୁ ଅନୁରୋଧ କରୁଛୁ ଅନ୍ତତ ପକ୍ଷେ ଧର୍ମେନ୍ଦ୍ର ପ୍ରଧାନ କୁ ମୁଖ୍ୟମନ୍ତ୍ରୀ କରାଜାଉ

  • @ashokbadajena8568
    @ashokbadajena8568 2 місяці тому +1

    ନବୀନ ଓଡ଼ିଶାକୁ ସବୁ ପରମ୍ପରା ଛାର ଖାର କରିଦେଲା ତେଣୁ ଠିକ୍ କରିଛନ୍ତି ପୁରା,,,,

  • @trilochanmohanty-rc2rl
    @trilochanmohanty-rc2rl 2 місяці тому +2

    ନବିନ ବାବୁ ଙ୍କଠାରୁ ବି ଜେ ପି କିଛିଶିଖିବା ଉଚିତ୍ ।

  • @rabijena4494
    @rabijena4494 2 місяці тому +10

    Jay jagannath sir

  • @Jaysrikrishna00
    @Jaysrikrishna00 2 місяці тому +3

    Nabin sir is great

  • @lipianshuvlogs
    @lipianshuvlogs 2 місяці тому +1

    ପୂର୍ବତନ ମୁଖୟମନ୍ତ୍ରୀ ହିସାବରେ ତାଙ୍କ ପାଇଁ ଗୋଟେ ଆସନ ପଡ଼ିବା କଥା,ସେ କଣ ପାଇଁ ଧର୍ମେନ୍ଦ୍ର ଙ୍କ ସିଟ୍ ରେ ବସିଲେ,

  • @BisKkr
    @BisKkr 2 місяці тому +13

    Amara bjd jindabad

  • @ganeshmohanty7324
    @ganeshmohanty7324 2 місяці тому +8

    Bhai Mane apana Mane BJP ku bhot dei bahut bada bhul karidela ,parbiartana chalichi ethi sabu bikri heijiba odisha ruu airport,mines,land sabukichi..he bhagwan ama odisha pain nabin sir thikthileee...

  • @prasantahota6659
    @prasantahota6659 2 місяці тому +9

    ନବୀନ ପଟ୍ଟନାୟକଙ୍କୁ କିଛି ଅସମ୍ମାନ କରା ଯାଇନି।ସମ୍ପୁର୍ଣ୍ଣ ସମ୍ମାନ ପ୍ରଦାନ କରାଯାଇଛି।

  • @annandbarik581
    @annandbarik581 2 місяці тому +2

    Naveen sir bhalia mohan heiparibani

  • @Ambassador_Christ
    @Ambassador_Christ 2 місяці тому +9

    Naveen Patnaik 😢😢

  • @bidhubhusansamantasinghar4792
    @bidhubhusansamantasinghar4792 2 місяці тому +38

    ତମ ଭଳି ମିଡ଼ିଆ ଏଡ଼େ ମିଛୁଆ ,

  • @Peteijhampdi
    @Peteijhampdi 2 місяці тому +1

    Great CM Nabin❤❤❤😂😂❤❤

  • @umeshchandraswain8578
    @umeshchandraswain8578 2 місяці тому +2

    ଏ ନବୀନ ପଟ୍ଟନାୟକ ଦୁର୍ନୀତି ଖୋର ତାଙ୍କୁ ଉପରକୁ ନେଇ ବିଜେପି ବହୁତ ବଡ ଭୁଲ କରିଛି

  • @TrecKumar
    @TrecKumar 2 місяці тому +1

    ଯିଏ ସମ୍ମାନ କରିବା ଜାଣିନି ସିଏ କଣ ସମ୍ମାନ ପାଇବ।

  • @rubyswain5115
    @rubyswain5115 2 місяці тому +14

    Bee cm Jane adibasi sampradaya sea rajaniti hU ki beheb Jana nahin

  • @anilkumarsethi1765
    @anilkumarsethi1765 2 місяці тому +6

    ତତେ ଜଣା ନାହିଁ ବୋଧେ ମୋହନ ମାଝୀ ଆମ ମୁଖ୍ୟ ମନ୍ତ୍ରୀ ଆଉ ନବୀନ ବାବୁ ଜଣେ ବିଧାୟକ

    • @shineboysiba9238
      @shineboysiba9238 2 місяці тому +1

      Tama ghare heithiba cm ama pai ama Naveen babu hni cm

  • @RudraPrasad-k6l
    @RudraPrasad-k6l 2 місяці тому

    ସାମ୍ନାରେ ମିଠା ମିଠା କଥା କହୁଥିବା ଲୋକ କେତେବେଳେ ଯେ ତୁମ ପଛରେ ଛୁରୀ ମାରିବେ ତାହା ତୁମେ ନିଜେ ବି ଜାଣି ପାରିବନାହିଁ ଜେମିତିକି ଆମ mohan babu I love you naveen sir

  • @AmitPanda-u4o
    @AmitPanda-u4o 2 місяці тому +7

    ମୁର୍ଖ news

  • @DolamaniBagarty-dc3bw
    @DolamaniBagarty-dc3bw 2 місяці тому +2

    ବେଶି ଦିନ ନ୍ନୈ ରହେ ବିଜେପି ସରକାର

  • @subhashreejena4064
    @subhashreejena4064 2 місяці тому

    Hmmm ଏ ଗର୍ବ ରହିଲେ ହେଲା
    ଆମ ନବୀନ ବାବୁ ଙ୍କ ଭଳି କେହି ନୁହନ୍ତି କି କେହି ହେଇ ପାରିବେନି ।

  • @damodarparida498
    @damodarparida498 2 місяці тому

    ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିତ୍ବ ଆଗରେ ମୋହନ ମାଝି ଆଦୈ।
    ତୁଳନୀୟ ନୁହନ୍ତି। ସୂର୍ଯ୍ୟ ନିକଟରେ
    ଜୁଳୁଜୁଳିଆ ପୋକପରି ।

  • @minatidash-t6p
    @minatidash-t6p 2 місяці тому +1

    ଯୋଡି ଜାଡ଼ିକି ବଦନାମ କରିବା କାମ

  • @ZaaraKhaaraMarakaMara
    @ZaaraKhaaraMarakaMara 2 місяці тому +2

    Chaprasi ku jadi collector bana dia jaye tahale eyiya haba au.

  • @manashabehera6615
    @manashabehera6615 2 місяці тому

    Jay Jagannath 🙏🙏🙏

  • @tanujkumarsahoo2437
    @tanujkumarsahoo2437 2 місяці тому +1

    ତୁମ କହିବା ଅନୁଯାୟୀ ରାଷ୍ଟ୍ରପତି ବି ତଳକୁ ଓହ୍ଲାଇ ଆସି ନେବା କଥା ଯିଏ ହେଲେ ତ ଆସିଲେ ତାଙ୍କୁ ନେଇକି ମଞ୍ଚ ଉପରକୁ , ଜିରା ରୁ ଶିରା ବାହାର କରି ଦେଖିଲେ ହେବ କି

  • @sasadharamishra5139
    @sasadharamishra5139 2 місяці тому

    କ୍ଷମତା ରେ ଥିବା ବେଳେ ନବୀନ ପଟ୍ଟନାୟକ କାହାକୁ ଦେଖା କରୁ ନ ଥିଲେ।

  • @miluvai2231
    @miluvai2231 2 місяці тому +1

    ଆରେ ଭାଈ ମୋହନ ମାଝୀ sir ତ ଉଠିକି ଛିଡ଼ା ହେଲେ ହାତ ଯୋଡିଲେ ତା ଛଡ଼ା କେହିବି ଜଣେ ଆସି ନବୀନ sir ଙ୍କୁ ଉପରକୁ ପାଛୋଟି ନେଲେ ନା । କଣ ସେଇ ମୋହନ ମାଝୀ ଆସିଥିଲେ ହେଇଥାନ୍ତା ନହେଲେ ନାହିଁ । ଆଉ କିଛି କାମ ନାହିଁ ତ ତୁମର ଏଇ ବେକରିଆ କଥା କହି ଲୋକମାନଙ୍କୁ ଭୁଆଁ ବୁଲାଉଛ । ସେମାନଙ୍କ ଭିତରେ ଭଲ ସମ୍ପର୍କ ଭଲ ସମ୍ମାନ ଦିଆନିଆ ଚାଲିଛି ଏଇ ଟିକେ ଟିକେ କଥାକୁ ନେଇ ତମର କାଇଁ ଫାଟୁଛି । ଏ ବାଳ Chanel କୁ Suscribe କରି ବଡ଼ ଭୁଲ୍ କରିଛି ମ

  • @KailasChPat
    @KailasChPat 2 місяці тому

    ମୋହନ ମାଝୀ କଣ ନବୀନ ବାବୁଙ୍କୁ କାଖେଇ ସବୁଆଡ଼େ ବୁଲୁଥାନ୍ତେ?

  • @surendradharuaofficial7323
    @surendradharuaofficial7323 2 місяці тому +1

    New ବାଲା କୁ ମାଡ଼ ଦରକାର

  • @lipunbarik5530
    @lipunbarik5530 2 місяці тому +1

    ଯିଏ ହେଲେ ତ ଆସିଲେ pachhati ନେଲେ ତମର phatuchi କଣ

  • @PujaBehera-yd2fi
    @PujaBehera-yd2fi 2 місяці тому

    Mhona majhi murkha mantri Naveen sir 💓💕❤️ jindabad

  • @laxmansahoo4681
    @laxmansahoo4681 2 місяці тому

    ତମେ କେମିତିକା ଓଡ଼ିଆ 🎉

  • @dipudalbehera2732
    @dipudalbehera2732 2 місяці тому

    ମିଛୁଆ ନ୍ୟୁଜ୍ ଚାନେଲ ତୁ ଆଗେ ତିଷ୍ଟି କି ରହ ।

  • @beautydigal7029
    @beautydigal7029 2 місяці тому

    Naveen Patnaik is real hero

  • @ChitrasenMajhi-b3e
    @ChitrasenMajhi-b3e 2 місяці тому

    Jay BJD jay Naveen sir 💙💙💙💙💙 odisha legend Naveen sir 💙💙💙💙💙

  • @allhadinipatel1655
    @allhadinipatel1655 2 місяці тому

    ମୋହନ ମାଝୀ ର ଗର୍ବ

  • @bbsenapati2245
    @bbsenapati2245 2 місяці тому +4

    Loka janati asli CM kia

  • @ashokghibala
    @ashokghibala 2 місяці тому +1

    Jay BJD

  • @Rameshbehera7157
    @Rameshbehera7157 2 місяці тому

    ଠିକ ହୋଇଛି 🙏🙏🙏

  • @ratikantapati4239
    @ratikantapati4239 2 місяці тому +2

    Jay bjd

  • @Reallifeshorts-mw9rk
    @Reallifeshorts-mw9rk 2 місяці тому

    ଭାଇ ତୁମେ କେମିତି ଜାଣିଲ କି ନିବୀନ ବାବୁ ଙ୍କୁ ମୋହନ ମାଝୀ ଅଣ ଦେଖାକଲେ ଓଡ଼ିଆ ଲୋକ ଅନ୍ଧ ନୁଁହନ୍ତି

  • @alokkumarmallik3313
    @alokkumarmallik3313 2 місяці тому +1

    Jay nabin sir
    Great man

  • @BhagabatBehera-z8u
    @BhagabatBehera-z8u 2 місяці тому +1

    Jay nabini

  • @kushabehera7169
    @kushabehera7169 2 місяці тому

    Only five years ମୋହନ ମାଝି

  • @sushantamohanty1314
    @sushantamohanty1314 2 місяці тому +1

    ଆଉ କଣ ସମସ୍ତେ ଆସି ଗୋଡ ତଳେ ପଡିଥାନ୍ତେ

  • @sanjauakumar8999
    @sanjauakumar8999 2 місяці тому

    ତମେ କୁ ସଂମାନ ଦେଉଥିଲ ଲଜ୍ୟା ନାହିଁ

  • @KailasChPat
    @KailasChPat 2 місяці тому

    25 ବର୍ଷ ର ରଥ ଯାତ୍ରା ରେ ନବୀନ୍ ବାବୁ କେତେଥର ଆସିଥିଲେ?

  • @kalishparida8069
    @kalishparida8069 2 місяці тому +1

    ନବିନକଣବାଣ୍ଡମୁଣ୍ଡୀକି

    • @mrbachankumar
      @mrbachankumar 2 місяці тому

      @@kalishparida8069 tu maa giyi ta sey bedha chu jaraja santana

  • @maaayisha1531
    @maaayisha1531 2 місяці тому

    Naveen Patnaik sar 🙏

  • @PrakashkumarPradhan-eb4fl
    @PrakashkumarPradhan-eb4fl 2 місяці тому +10

    BJP bada garba😢😢😢

  • @baishalipattnaik4340
    @baishalipattnaik4340 2 місяці тому +1

    Naveen Pattnaik already gote respected ireplaceble leader❤
    Cm padavi hatiki v CM Aura hin tankar ... Murkha CM mohan majhi ra respect darkar nahi kahku

  • @kartikpatra2346
    @kartikpatra2346 2 місяці тому

    ମାନେ ରହିଲ 😂 ଆଗକୁ ଦେଖାଯିବ

  • @AmarjeetSingh-fl3vv
    @AmarjeetSingh-fl3vv 2 місяці тому

    Naveen Patnaik❤