Today, I got blessings that I cannot forget for years to come: PM Modi

Поділитися
Вставка
  • Опубліковано 9 тра 2024
  • ଫୁଲବାଣୀ ସଭାରେ ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି ।
    #PMModi #OdishaVisit #ElectionCampaign #Phulbani #OTV
    OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
    Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
    Stay tuned for all the breaking news !
    Visit Our Website odishatv.in/
    News In Odia: otvkhabar.in/
    Android App: bit.ly/OTVAndroidApp
    iOS App: bit.ly/OTViOSApp
    Watch Live: odishatv.in/live-tv
    UA-cam: goo.gl/Ehz6OP
    Watch our latest news in English: bit.ly/3wTgKxc
    Facebook: / otvkhabar
    OTV English Facebook : / otvnews
    Telegram @otvtelegram @otvkhabar
    Twitter: / otvnews
    Instagram: / otvnews
    #OdishaTV #OTV

КОМЕНТАРІ • 66

  • @Devi_odisha
    @Devi_odisha 24 дні тому +6

    ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଦୃଢ ବିଶ୍ୱାସ ଓ ନିଷ୍ପତ୍ତି ପାଇଁ ଆଜି ଓଡ଼ିଶା ଏକ ସ୍ୱତନ୍ତ୍ର ରାଜ୍ୟ ଭାବରେ ପରିଚିତ ହୋଇ ପାରିଛି।

  • @DEEPAK-763
    @DEEPAK-763 24 дні тому +8

    ଓଡ଼ିଶାବାସୀ ଆଜି ଗର୍ବିତ ନବୀନବାବୁଙ୍କ ଭଳିଆ ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଅଛନ୍ତି। ଯିଏକି ବାରମ୍ବାର ଦେଶରେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀର ଆସନ ଜିତିପାରିଛନ୍ତି ଓ ପ୍ରଶଂସା ଲାଭକରିଛନ୍ତି।

    • @samirakumarpradhan4270
      @samirakumarpradhan4270 24 дні тому

      To bhali murkha gongu ...
      Aji odisha ra odia loka dadan..
      Tote laj nahi.. chi chi odisha re au key odia lok nahanti.. jey odia katha kahi paruni taku ame cm kn paie Kariba..??
      Odisha ru Bjd sasan hataoooooo gunda sasan hataoooooo..
      Change kar .. paribatn kar..
      Jay Jagannath 🙏🏻🙏🏻💌

    • @samirakumarpradhan4270
      @samirakumarpradhan4270 24 дні тому +2

      Apan jemiti lekhicha odia re..
      Amo cm navin amiti odia re lekhi parib ki..??
      Chi chi aa sarkar ku laj lagib..
      Change karibuu odisha basi samst misi
      Jay shree Ram 🙏🏻🙏🏻

    • @basanta3109
      @basanta3109 24 дні тому +1

      ମାଗଣା ମଦୁଆ ନବୀନ ପଟ୍ଟନାୟକ

  • @Kumar_freefire
    @Kumar_freefire 24 дні тому +7

    ଓଡିଶବାସୀଙ୍କ ଉନ୍ନତିପାଇଁ ଦିନରାତିକାମ କରୁଛନ୍ତି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ଯୁବଗୋଷ୍ଠି ମାନଙ୍କୁ ଆଗକୁ ଆଣି ସମୃଦ୍ଧ ଓଡିଶା ଗଡ଼ିବାରେ ପ୍ରମୁଖ ଭୂମିକା ରହିଛି ମୁଖ୍ୟମନ୍ତ୍ରୀଙ୍କର ।

  • @SimuKar
    @SimuKar 24 дні тому +13

    ଯଦି ବିଜେପିର ଏତେ ଲୋକପ୍ରିୟତା ରହିଛି, ସରକାର ଗଠନ କରିବାର ଦମ୍ ରହିଛି ତେବେ ଜଣଙ୍କ କଥାକୁ କାହିଁକି ବିକୃତ ଓ କଦର୍ଥ କରି ପ୍ରଘଟ କରୁଛି? ଏହା କେଉଁ ରାଜନୀତିର ପରିଚାୟକ!

  • @Sujitking_sahoo
    @Sujitking_sahoo 24 дні тому +5

    ମୋ ସରକାର ତଥା 5T ମାଧ୍ୟମରେ ଓଡ଼ିଶାରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିପାରିଛନ୍ତି ନବୀନବାବୁ। କୃଷି, ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡିଶା ଦେଶରେ ମଡେଲ ରାଜ୍ୟହିସାବରେ ପରିଗଣିତ।

  • @Muna_Muduli
    @Muna_Muduli 24 дні тому +8

    ଯେତେ ସବୁ ଭଲ କାର୍ଯ୍ୟ ହୋଇଛି ଓଡ଼ିଶାରେ ତାହା ପାଇଁ ବିଜେଡି ଦଳର ନେତାମାନଙ୍କୁ ଓ ଆମ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଯେତେ ପ୍ରଶଂସା କଲେ ମଧ୍ୟ କମ୍ ପଡ଼ିବ।

    • @munu_31
      @munu_31 24 дні тому +1

      😂😂😂😂

    • @samirakumarpradhan4270
      @samirakumarpradhan4270 24 дні тому

      Tote laj nahii bjd gunda .. chi chi
      Aa sarkr chalib nahi odisha re
      Jay shree Ram ♈

  • @abhayacharanapatra3502
    @abhayacharanapatra3502 24 дні тому +1

    ଜୟ ଜଗନ୍ନାଥ
    ଜୟ ଶ୍ରୀ ରାମ
    Modiji ଓଡ଼ିଶାକୁ କିଛି କମ୍ ଦେଇନାହାନ୍ତି
    ଏଥର କମଳ ଖେଳିବ

  • @SujataRam565
    @SujataRam565 24 дні тому +8

    ଯିଏ ଆମ ସ୍ୱାସ୍ଥ୍ୟ କଥା ବୁଝିଛି, ଆମ ଘର ଭୋଟ ତାକୁ ଯାଉଛି। ଆମ ଘର, ପଡିଶା ଘର ସଭିଙ୍କର ଭୋଟ କେବଳ ଆଉ କେବଳ ନବୀନଙ୍କୁ।।।

  • @user-eg7ii7nb6p
    @user-eg7ii7nb6p 24 дні тому +2

    ଜୟ ଜଗନ୍ନାଥ

  • @prustynaresh3875
    @prustynaresh3875 24 дні тому +1

    Jay shree Ram 🙏🙏🙏🇮🇳🇮🇳🇮🇳

  • @harisankarbhola6889
    @harisankarbhola6889 24 дні тому +3

    Jay jagannatha ❤️

  • @Debu_pradhan
    @Debu_pradhan 24 дні тому +5

    ପୁଣୀ ନିର୍ବାଚନ ଜିତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭରତର ସବୁଠୁ ଅଧିକ ଦିନଧରି ମୁଖ୍ୟମନ୍ତ୍ରୀ ଭାବେ ସେବା ଦେବାର ଗୌରବ ଅର୍ଜନ କରିବାକୁ ଯାଉଛନ୍ତି ।

  • @manojkumarsaint7803
    @manojkumarsaint7803 24 дні тому +9

    Jay Shree Ram

  • @khetromohanmalik
    @khetromohanmalik 24 дні тому

    mera pm mera sabhimaan hai kamol kheliga namo again🌺

  • @GayatriRoul-ih9xq
    @GayatriRoul-ih9xq 24 дні тому

    Thanks Modi sir🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏🙏

  • @satyabratabarik2753
    @satyabratabarik2753 24 дні тому

    Jai Sri ram

  • @Ashok_Samratbjd
    @Ashok_Samratbjd 24 дні тому +6

    ନବୀନ ବାବୁ ଜଣେ ନେତା ନୁହଁନ୍ତି ସେ ଓଡିଶାର ହଉଛନ୍ତି ଜନ ନାୟକ l ଲୋକମାନଙ୍କ ପାଇଁ କରାଯାଇଥିବା ତାଙ୍କର ପ୍ରତେକ ପ୍ରଦକ୍ଷପ ସ୍ୱାଗତଯୋଗ୍ଯ l

    • @basanta3109
      @basanta3109 24 дні тому

      ତା ବୋପା ଜନନାୟକ,ସେ ଜନ ନାୟକ, ଶଳା ମୂର୍ଖ ଗିହାଳି ପିଲେ ତମେ କାହା ଔରସରୁ ଜନ୍ମ ହେଇଛ ବେ

  • @banshidhar212
    @banshidhar212 24 дні тому +5

    ସମଗ୍ର ଓଡିଶାବାସୀଙ୍କର ପ୍ରିୟ ହେଉଛନ୍ତି ନବୀନ ସରକାର. ଦୀର୍ଘ 24ବର୍ଷ ଧରି ଓଡ଼ିଶାବାସୀ ନବୀନ ସରକାରଙ୍କ ସହିତ ଅଛନ୍ତି ଆଗକୁ ଆଉ ରହିବେ ମଧ୍ଯ l

  • @Baalan_Thanusukodi
    @Baalan_Thanusukodi 24 дні тому +1

    ମୋଦୀ ଜନସାଧାରଣଙ୍କୁ କ୍ଷମା ମାଗିବା ଉଚିତ ଯେ ସେ 1 କିଲୋଗ୍ରାମ, 2 କିଲୋଗ୍ରାମ ଚାଉଳ ଏବଂ ଗରିବ ଏବଂ ମଧ୍ୟବିତ୍ତ ଲୋକଙ୍କ ଦ୍ୱାରା କିଣାଯାଇଥିବା ଗହମ ଉପରେ ଜିଏସ୍ଟି ଲଗାଇଥିବାବେଳେ ଧନୀମାନଙ୍କ ଦ୍ୱାରା କିଣାଯାଇଥିବା 26 କିଲୋଗ୍ରାମ ଚାଉଳ ଏବଂ ଗହମ ଉପରେ ନୁହେଁ। ଦେଶ ତାଙ୍କ ପରିବାର ବୋଲି ମୋଦୀ କେତେ ଦିନ ପର୍ଯ୍ୟନ୍ତ ଛଳନା ଜାରି ରଖିବେ? ସେମାନେ କେବଳ ଗରିବଙ୍କ ପାଇଁ ଜିଏସ୍ଟି ଟ୍ୟାକ୍ସ ଆଣିଛନ୍ତି କି? ଏହା ହେଉଛି ରାମ ରାଜ? - ରାମଲାଲା |

  • @akshayakumarbhol4132
    @akshayakumarbhol4132 24 дні тому

    Modi hai to mumkin hai. Fir ekbar Modi sarkar.

  • @user-ir1dh1ts6v
    @user-ir1dh1ts6v 22 дні тому

    ❤❤❤❤❤❤❤❤ modi❤❤❤❤❤

  • @apkstatus9807
    @apkstatus9807 24 дні тому

    Jay jaganath❤❤🙏🏻🙏🏻

  • @santoshpurohit7553
    @santoshpurohit7553 24 дні тому

    jay jagannath.jay shree ram

  • @Sekhar_Dash
    @Sekhar_Dash 24 дні тому +4

    ଓଡ଼ିଶା ର ଶିକ୍ଷା ଠାରୁ ସ୍ବାସ୍ଥ୍ୟ ଓ କୃଷି ଠାରୁ କ୍ରୀଡା ସମସ୍ତ କ୍ଷେତ୍ରରେ ସମୀକ୍ଷା କରି ସବୁଥିରେ ଉନ୍ନତି ଆଣି ଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l

  • @anitaxess1820
    @anitaxess1820 24 дні тому

    Religion is personal matter, it should not be the issue of political matter

  • @user-tn9er5mj1i
    @user-tn9er5mj1i 24 дні тому

    Jay maa samalei ❤❤ Naveen Patnayak jindabad 🎉🎉🎉

  • @srcreation6151
    @srcreation6151 24 дні тому

    Jai shree Ram💪💪💪

  • @SandhyaRaniPatra-vd5qm
    @SandhyaRaniPatra-vd5qm 24 дні тому +1

    Jai nabin patnaik

  • @AbhinashAbhi-lz8yf
    @AbhinashAbhi-lz8yf 24 дні тому

    Jay shree Ram 🙏 Jay ho modi ❤️

  • @KesabSahu-ue3eg
    @KesabSahu-ue3eg 24 дні тому

    Jay sri ram

  • @sagarmohanty9675
    @sagarmohanty9675 24 дні тому

    Jay Bjd Jay Naveen🎉

  • @fact-knowledge-ent.9636
    @fact-knowledge-ent.9636 24 дні тому

    Watching in 2x still slow

  • @sita494
    @sita494 24 дні тому +4

    Jay hind Jay congress ethara rahul gandhi priminister koi nahi rok sakta @

  • @rajendradeshmukh8666
    @rajendradeshmukh8666 24 дні тому +2

    BJP 🇮🇳 BJP jai

  • @harishjena5838
    @harishjena5838 24 дні тому

    Jay Shri Ram Jay BJP

  • @user-ro1ii2zh9n
    @user-ro1ii2zh9n 24 дні тому

    Jay jagannath only bjp bjp bjp

  • @sadanandagouda8264
    @sadanandagouda8264 24 дні тому

    HIV vaccine kebe bahariba

  • @ChandrasekherSwain
    @ChandrasekherSwain 24 дні тому

    Chandra Sekher Swain, Aur, Eke, Bar, Modiji, jay,Hindustan ❤❤❤❤❤❤❤❤❤❤❤

  • @rockkyi593
    @rockkyi593 24 дні тому

    Jai BJP

  • @user-nx4vq4zu3n
    @user-nx4vq4zu3n 24 дні тому

    Jai modi

  • @laxmidharanayak3931
    @laxmidharanayak3931 24 дні тому

    Narendra Modi failed to give fifteen lakh rupees to each account holder.

  • @user-ir1dh1ts6v
    @user-ir1dh1ts6v 22 дні тому

    Bjp gida bad❤❤❤❤❤❤

  • @vasundharaofficial
    @vasundharaofficial 24 дні тому

    Bjd hatao odisha ku kichi na kichi nuva hobo , bjd only nijo swarth pai kotti kotti durinithi kori khaiba pai bjd, odisha ku gorib 🍷🍻 modho re no 1 koriba pai bjd but odisha ku kichi na kichi nuva koriba pai bjp sarkar darakar

  • @suttamcharan682
    @suttamcharan682 24 дні тому

    Jay shree ram 🙏🙏🙏🙏🙏🙏🙏🚩🚩🚩🚩🚩🚩🚩

  • @venomyt5106
    @venomyt5106 24 дні тому +1

    Are. Sabu bele Nabi na ku kahi amane. Gali deu chanti. Kahi nabina ta ete kahuni tara gote pada katha re dam achi. Au amane. Aji asibe Kali chali jibe. Domuha. Sar kar.

  • @SandhyaRaniPatra-vd5qm
    @SandhyaRaniPatra-vd5qm 24 дні тому

    Godi media

  • @exitgamer9943
    @exitgamer9943 24 дні тому +1

    OTV BJP ra kukura

  • @exitgamer9943
    @exitgamer9943 24 дні тому +1

    OTV BJP ra. kukura

  • @akshyabehera2608
    @akshyabehera2608 24 дні тому

    Faku odisha re only bjd

  • @DillipNayak-vb6ux
    @DillipNayak-vb6ux 24 дні тому

    Jai shree Ram

  • @BabuliNayak-yg6hy
    @BabuliNayak-yg6hy 24 дні тому

    Jai BJP

  • @DillipNayak-vb6ux
    @DillipNayak-vb6ux 24 дні тому

    Jai BJP