Special Story | Fraudster dupes bank manager on pretext of returning damaged goods in Berhampur

Поділитися
Вставка
  • Опубліковано 26 гру 2024

КОМЕНТАРІ • 266

  • @barunabehera
    @barunabehera 2 роки тому +30

    Bank managerକି peon ମୁଁ କିଛି ଜାଣିପାରୁନି

  • @sibaprasad5351
    @sibaprasad5351 2 роки тому +8

    ବ୍ଯାଙ୍କ ବାବୁ କଣ ଜାଣିନାହାନ୍ତି anydesk app ଟା ରିମୋଟ କଣ୍ଟ୍ରୋଲ ଆପ ବୋଲି, ତମେ ତ ଅଧିକାରି ହେଇ ବୋକା ବନି ଯାଉଛ, ତମେ ତମ customer ରୁ କଣ ସୁରକ୍ଷା ଦେବ।।। ବ୍ଯାଙ୍କ ବାଲା ହୋଇ ଯଦି ଏମିତି କରିବ ତାହାଲେ ସାଧାରଣ ବ୍ଯକ୍ତି କଣ କରିବେ 😂😂😂😂

  • @durgamadhabasahoo4218
    @durgamadhabasahoo4218 2 роки тому +40

    ଏମିତି କମ୍ପ୍ୟୁଟର ଅଶିକ୍ଷିତ ଲୋକଙ୍କୁ ବ୍ୟାଙ୍କ୍ ର ମ୍ୟାନେଜର କରିବା ବିପଦ ପୂର୍ଣ୍ଣ ଅଟେ। ଯାହା ହଉ ବ୍ୟାଙ୍କ୍ ରୁ ଠକେଇ ହୋଇନି ନହେଲେ ଏମିତି ଲୋକ ଥିଲେ ଠକେଇ ହେବା ସହଜ ଆଉ ସାଧାରଣ ଲୋକ ବସି କାନ୍ଦିବା ଟା ଫାଇନାଲ, ଏମାନେ ସବୁ ଦୋଷ ଲୋକଙ୍କ ଉପରେ ଲଦି ଦେଇ ନିଜେ ନିର୍ଦ୍ଦୋଶୀ ହୋଇଯିବେ।

    • @kumarsahoo7987
      @kumarsahoo7987 2 роки тому +3

      Bhai thik katha kahila... Computer knowledge r abhaba. Nija bhul pani app bhi kharap heigala..!!!

    • @sanjaykumarkhuntia529
      @sanjaykumarkhuntia529 2 роки тому +2

      ଭାଇ ଠିକ କହିଛନ୍ତି ଏମିତି ଲୋକ ଙ୍କୁ ତୁରନ୍ତ ଚାକିରୀ ରୁ ବର୍ହିସ୍କୃତ କରନ୍ତୁ

    • @binodbehera5545
      @binodbehera5545 2 роки тому +2

      ବ୍ୟାଙ୍କ ଵାଲାଙ୍କ ଏ ଅବସ୍ଥା ତ ସାଧାରଣ ଲୋକଙ୍କ କଣ ହେବ

    • @BikashKumar-ww7em
      @BikashKumar-ww7em 2 роки тому

      Exactly bhai

  • @PravanjanBehera
    @PravanjanBehera 2 роки тому +18

    You must understand that Google is just a search engine. You have to choose right information from many options..

  • @balakrushnarath4854
    @balakrushnarath4854 2 роки тому +14

    ଆପଣ ବ୍ୟାଙ୍କ କର୍ମଚାରୀ ପରା.. ଏଇଭଳି ମୂର୍ଖ ଭଳି କଥା କୁହନ୍ତୁ ନାହିଁ..... ଯୋଉ ପର୍ଯ୍ୟନ୍ତ ଆମେ ଏନିଡେସ୍କ ଅପ୍ପଲିକେସନ ର ନଅ ଗୋଟି ନଂବର କହିବା ନାହିଁ ସେ ପର୍ଯ୍ୟନ୍ତ ଆମର କୋ ଶଳା ଆକାଉଣ୍ଟ ରୁ ଟଙ୍କା ଟିଏ ବି ନେଇ ପାରିବ ନାହିଁ

  • @vikramkesharibehera1616
    @vikramkesharibehera1616 2 роки тому +13

    ବ୍ୟାଙ୍କ ମ୍ୟାନେଜେର Sir, ଆପଣଙ୍କ ଆକାଉଣ୍ଟ ରୁ ଯେଉଁ ଖାତା କୁ ଯାଇଛି, ଚେକ କରନ୍ତୁ, ଅସୁବିଧା ରହିଲା କେଉଁଠି, ଯେଉଁ ଖାତା କୁ ଯାଇଛି ସେ ଖାତା ନାଁ ରେ Police କାମ କରୁ, police ମଧ୍ୟ କେମିତି କରିବ, ସେ ତ ପୁଣି ଲାଞ୍ଚ ମାଗିବ ନା

  • @dhanukrishnachannel5902
    @dhanukrishnachannel5902 2 роки тому +22

    ଏଥିରୁ ଜଣା ପଡୁଛି ,କାଉ ଅତି ସିଆଣିଆ ହେଇ ଘୁ,,,,,,,ଖାଏ 😄😄😄

  • @RupeshKumarPanda-so4pm
    @RupeshKumarPanda-so4pm 2 роки тому +5

    bank manager ଚାକିରି ପଇସା ଦେଇକି ପାଇଛି bodhe ପିଅନ ହେବା ଯୋଗ୍ୟ ସ୍ମାର୍ଟ ସିଟି ର ସ୍ମାର୍ଟ ମ୍ୟାନେଜର

  • @deepaksahoo1062
    @deepaksahoo1062 2 роки тому +19

    All job pain staff posting chalichi
    But cyber security job pain posting bahut low
    This is the main problem

  • @prasantacreations
    @prasantacreations 2 роки тому +18

    ଆଉ କେମିତି ଶିଖିବେ କେଜାଣି? ବ୍ୟାଙ୍କ ର ଷ୍ଟାଫ ତ ଏମିତି କରିବେ..... Download କରୁଥିଲ କାହିଁକି....

  • @farmcharm
    @farmcharm 2 роки тому +12

    Manager ଙ୍କ ଘଟଣା ପୂର୍ବରୁ, ଏସବୁ ବିଷୟ ରେ ବେଶୀ ଜ୍ଞାନ ନଥିଲା, ପରେ ଜ୍ଞାନ ଆସିଛି

  • @jyotiranjannayakvlogs367
    @jyotiranjannayakvlogs367 2 роки тому +17

    Any Desk app ବିଷୟରେ କଣ ଆପଣ ଜାଣିନଥିଲେ କି??? ପଞ୍ଚମ ଶ୍ରେଣୀ ପିଲା ପରା ସେଇ app ବିଷୟରେ କହି ଦେବେ 😆

  • @ajitkumarsamal1733
    @ajitkumarsamal1733 2 роки тому +9

    Without knowing about any technology how you installed and provide access to them?

  • @salkhanhansda4833
    @salkhanhansda4833 2 роки тому +11

    India post payment bank is safe and secure method for UPI transaction because it is Govt Service. It doesn't require any Bank account to be linked with UPI. IPPB has its own A/C Number. OTP is required in every steps which secure your Transaction. Transaction message sent to your mobile no. and Email also.

  • @surajkumarrout2312
    @surajkumarrout2312 2 роки тому +14

    May be sir is not up-to-date.... Don't 🔍 customer care number on Google ..... This message always from cyber security department

  • @salkhanhansda4833
    @salkhanhansda4833 2 роки тому +15

    କେଡ଼େ ମୂର୍ଖ ଲୋକ ... ଜଣେ Apps install କରିବା ପାଇଁ କହୁଛି,ଆପଣ ଙ୍କୁ ଟିକେ doubt ହେଲାନି ! Don't give Permission to any doubtful Apps to read your message, use camera, microphone,GPS etc . They are able to Hack your mobile through the App you have installed.

  • @biswajitsahoo8543
    @biswajitsahoo8543 2 роки тому +6

    Anydesk is a remote access app. Why did you downloaded that. He is not a very big hacker. He accessed your mobile remotely. So he required no OTP

  • @alokaloktripathy2472
    @alokaloktripathy2472 2 роки тому +2

    ସରକାର ଙ୍କୁ ଅନୁରୋଧ କି ଏ ସବୁ ଆପ ବନ୍ଦ କରନ୍ତୁ

    • @balakrushnarath4854
      @balakrushnarath4854 2 роки тому

      ଏଇ ଭିଡିଓ ରେ ଯାହା ଦେଖା ଯାଇଛି ସବୁ ମିଛ....
      ଆପ୍ଲିକେସନ ଦଉନ୍ଲୋଡ କରୁ କରୁ ଏକାଉଣ୍ଟ ଖାଲି ହୋଇଯିବ ବୋଲି କୁହା ଯାଇଛି ଯାହାକି ପୁରା ଡାହା ମିଛ....
      ଅପ୍ପଲିକେସନ କାହିଁକି ବନ୍ଦ କରାଯିବ....ଚାଲି ନ ଜାଣି ବାଟ ର ଦୋଷ........
      ଏଇ ଅପ୍ପଲିକେସନ ତି ଭଲ ପାଇଁ ତିଆରି ହୋଇଛି...
      ମାତ୍ର ଏହାକୁ ଚୋର ମାନେ ଠକି ଵା ପାଇଁ ବ୍ୟବହାର କରୁଛନ୍ତି......ଆମେ ଯୋଉ ପର୍ଯ୍ୟନ୍ତ ନିଜର ବ୍ୟକ୍ତିଗତ ତଥ୍ୟ nine ଡିଜିଟି ଦେଇ ନାହୁଁ କୋଉ ଶଳା ଆମର ଆକାଉଣ୍ଟ ରୁ ଟଙ୍କା ଟିଏ ବି ନେଇ ପାରିବ ନାହିଁ...
      ଧରି ନିଅନ୍ତୁ ଆପଣ ଓଡିଶା ରେ ଅଛନ୍ତି
      ଆଉ ମୂଁ ଅଛି ବାଙ୍ଗଲୋର ରେ
      ଆଉ ମୋ ପ୍ରତି ଆପଣଙ୍କ ର ବିଶ୍ୱାସ ବି ଅଛି ..
      ଏଇ ସ୍ଥିତି ରେ ଯଦି ଆପଣ ଙ୍କର ମୋବାଇଲ ରେ କିଛି ସମସ୍ୟା ଥାଏ.... ଆଉ ମୋତେ ଏଥିପାଇଁ ସାହାର୍ଯ୍ୟ ମାଗନ୍ତି.... ତାହେଲେ ମୂଁ ଏଇ ଅପ୍ପଲିକେସନ ମାଧ୍ୟମ ରେ ମୂଁ ଆପଣଙ୍କ ମୋବଇଲ କୁ access କରି ମୋବଇଲ କୁ ଠିକ କରି ପାରିବି.... ସତର୍କ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ
      ଜୟ ଜଗନ୍ନାଥ 🙏🙏🙏

    • @sbishwal1999
      @sbishwal1999 2 роки тому

      Ei app kebala cyber police station re use hebaku diantu

  • @sid5356
    @sid5356 2 роки тому +3

    ଭଲ ହେଇଛି, ଏଇ ପ୍ରୋବ୍ଲମ ଆମ ସହ ହେଇ ଥାଆନ୍ତା କେତେ ଜ୍ଞାନ ଦେଇ ଥାନ୍ତେ 😂 ଏଇ ମାନେ ହଉଛନ୍ତି ବ୍ୟାଙ୍କ ର ମୋଷ୍ଟ ଇଣ୍ଟେଲିଯେଣ୍ଟ ଲୋଗ 😂 ଯାହା ହଉଚି ସବୁ ଭଗବାନ୍ ଙ୍କ ଇଚ୍ଛା 😂

  • @sukantapatra3296
    @sukantapatra3296 2 роки тому +1

    ଆପଣଙ୍କ ଛୁଆଙ୍କ ସାହାଯ୍ୟ ନେଲେନି କାହିଁକି ବା??

  • @sanjaykumarkhuntia529
    @sanjaykumarkhuntia529 2 роки тому

    ଆପଣ ଜଣେ ବାଙ୍କ maneger ହୋଇ ଛନ୍ତି ବୋଲି କହୁଛନ୍ତି anydesk କେମିତି ଜାଣିନାହାନ୍ତି କହୁଛନ୍ତି କେମିତି ।

  • @crezysandha1002
    @crezysandha1002 2 роки тому

    Thank you for your experience which help others

  • @bidyadhardash2619
    @bidyadhardash2619 2 роки тому

    Thank you Digital India

  • @mr.m7929
    @mr.m7929 2 роки тому

    ସାର୍ଟ କୁ ସର୍ଟ କହି ଇଂଲିଶ ଚୋବେଇଲେ କଣ ହବ, ଗୁଗଲ ରୁ କଷ୍ଟମର କେୟାର ନମ୍ବର ଖୋଜୁଛ।🙄

  • @daskiran7864
    @daskiran7864 2 роки тому

    Thanks for News

  • @NewsKaBhai5594
    @NewsKaBhai5594 2 роки тому +1

    ଗଂଜେଇ ଟାଣିକି ସୋଇପଡ଼ 🤣😁🤣🤣🤪

  • @mythoughts3907
    @mythoughts3907 2 роки тому

    ମୁଁ ଜାଣିଛି ଏ app ର ବ୍ୟବହାର

  • @toonodisha
    @toonodisha 2 роки тому +8

    u give the acess to him,its not hack its your totally fault

  • @odiafilmkahani22
    @odiafilmkahani22 2 роки тому

    Very good

  • @mukeshsamal4823
    @mukeshsamal4823 2 роки тому +4

    It's not hacking before installing any app you should know everything about that

  • @djdipuremix6952
    @djdipuremix6952 2 роки тому

    ଆପଣ ଏନିଡେସ୍ ବିଷୟ ରେ କଣ ଜାଣି ନାହାନ୍ତି

  • @devilboyguddu247
    @devilboyguddu247 2 роки тому

    Bhai anydesk app re chhota pilate bi emt thakami karidaba

  • @gopabandhu3409
    @gopabandhu3409 2 роки тому +3

    any desk kana apanku Jana nahin , very good

  • @RIDER_KING_9387
    @RIDER_KING_9387 2 роки тому +4

    ସଳା ତମେ ମାନେ ଅଧିକ ସିଖିତ ଭାବୁଛ ମନେ ମନେ ଗା**** ମରା ପ୍ରଥମେ ତତେ କେମିତି ସରକାରୀ ଚାକିରି ମିଳିଛି ମୁଁ ଭାବୁଛି

  • @mystic7426
    @mystic7426 2 роки тому +1

    Earliear banks sent SMS warning people not to share OTP, CVV, password and other credentials, but bank never sent any warnings regarding any links or remote access apps. It is only about a year that banks are sending warnings to customers regarding links and remote access apps. So people who have lost money through links and remote access apps prior to bank's warnings, bank should take responsibility and refund customer's money. After bank started issuing warnings regarding links and remote access apps, then also in most cases customers cannot be held responsible, because most bank's have not implemented realtime fraud check mechanisms and fraud check calls. If realtime fraud check mechanisms and fraud check calls are implanted by banks, then banking frauds will come down to a very very great extent, even if credentials are shared by mistake or any remote access app is installed in customer's device. So bank's are responsible for most of the frauds, not customers, but banks in order to hide their failures in protecting customer's money, put the blame on the customers.

  • @badalpattanayak1408
    @badalpattanayak1408 2 роки тому +1

    ଆଗୋରୁ ଟିକେ ଭାବିଲେନି 🤦 କି ବ୍ୟାଙ୍କ କର୍ମଚାରୀ ହେଇଛନ୍ତି

  • @munapati786
    @munapati786 2 роки тому +1

    Jay Jagannath ji ki jai ho

  • @subhasismishra5030
    @subhasismishra5030 2 роки тому +1

    As a banker that is not good not expected from you

  • @yuvirays9919
    @yuvirays9919 2 роки тому +2

    Even factory reset might not have solve the problems.. kindly recheck it

  • @biranchimahapatra3363
    @biranchimahapatra3363 2 роки тому

    ଜିନିଜ ଫେରେଇ ଦେବା ବହୁତ ଇଜି ଏହି ବାବୁକଁର କିଛି ଭୁଲ ଜୋଗୁ ଏହି ଘଟଣା ଘଟିଛି । କେହି ଜିନି଼ସ ଆଣିବାକୁ ଜାଅନ୍ଚି ନାହିଁ ସେମାନେ ଡୋର ଟୁ ଡୋର ଦେଇ ପଇଷା ନିଅନ୍ତି । ରିଫଣ୍ଡ କରିବା ସମୟରେ ସେମାନେ ତାକଁ ମୋବାଇଲିରେ ଫଟୋ ଉଠାଇ ଅପଡେଚ କରନ୍କି ତୁମ ତୁମର ମୋବାଇଲ କାହିଁକି ଦେବ ତୁମ ନିଜ ମୋବାଇଲି କିଛି ଦରକାର ନାହିଁ ।

  • @santosnayak4989
    @santosnayak4989 2 роки тому

    Vai any desk neichi phone ta pura ta control re .

  • @ALOKRANJANNAYAK
    @ALOKRANJANNAYAK 2 роки тому

    ୟାକୁ ଆଗ ଚାକିରୀ ରୁ ବରଖାସ୍ତ କର ତା ପରେ ଯାହା

  • @CutiyRitisavlog
    @CutiyRitisavlog 2 роки тому

    Ok

  • @subashsahoo671
    @subashsahoo671 2 роки тому

    How much account took away?

  • @IRONFIST1580
    @IRONFIST1580 2 роки тому +6

    Ati lova kale emti hue.... Amazon, Flipkart, etc etc reputed application or website ru order na kariki sasta jinisa lova re benaami o nua nua website ru order Kahinki karuthila?? Tame gote Bank employee heiki bi AnyDesk valiaa application aau latest information bisaya re kemti updated rahuna?? Eaita tamara bhul.

    • @kumarsahoo7987
      @kumarsahoo7987 2 роки тому

      Right

    • @kanhucharan5303
      @kanhucharan5303 2 роки тому

      Apana gote bank karmachari anydisk Kan apan jani nahanti. Bada dukha ra katha

  • @subodhapatra
    @subodhapatra 2 роки тому +1

    Anydesk ku sue kari deleni? Mu jetiki janichi, anydesk re ame across systems copy paste kari pariba. Kintu anydesk dwara hack kari hebani.

  • @RakeshKuPanda
    @RakeshKuPanda 2 роки тому

    ଆପଣ ଜାଣିନାହାନ୍ତି yenidesk instal କରିବା କଥା ନୁହେଁ ବୋଲି

  • @d-i-m-p-l-egirlanu8682
    @d-i-m-p-l-egirlanu8682 2 роки тому

    Ki app kahile????

  • @chinmayaparamguru3296
    @chinmayaparamguru3296 2 роки тому +1

    Babu Anydesk re kahaku share deba katha nuhe, eita screen shraing app jouthire jadi file permission dia jae then anydesk can access all your local files, so semane manipulate kariki looti nele. You should know about the application.

  • @guddukakitchen6666
    @guddukakitchen6666 2 роки тому

    Any desk jani nahanti kemiti manager hle

  • @dibyajyotiparida5946
    @dibyajyotiparida5946 2 роки тому +2

    Lol bank employee 😁😁😁🤣🤣🤣🤣

  • @statusking2177
    @statusking2177 2 роки тому

    Any desk & team viewer good not for mobile phone's
    It's only for Pc

  • @suryapati7069
    @suryapati7069 2 роки тому

    Govt should take action like terrorist ..

  • @rashmitadas1852
    @rashmitadas1852 2 роки тому +2

    Bank ra karmachari haiki any desk bisayare janinahanti...oh god..au Jane Tama system ku remote re control Kariba ..Kia vala kama re use kare ta Kia misuse kare..

  • @deepakpatra1770
    @deepakpatra1770 2 роки тому

    any desk app installed karibaku gale hii lekhichii kii 🎉remote access your phone or pc

  • @ranjitsethi3674
    @ranjitsethi3674 2 роки тому

    App ର name ଅଛି anyDesk remote but ଏ remote word ପଢ଼ି sir ଙ୍କର tk bi dought ହେଲାଣି, OTP au କଣ ଦରକାର ତମ phone hack ହେଲାପରେ

  • @odiafilmkahani22
    @odiafilmkahani22 2 роки тому

    Any dask re bi gote code aasithiba aapane deithibe

  • @rockingrocky6242
    @rockingrocky6242 2 роки тому

    Any desk app ru thakidele aapananku any desk app hau6i aapana nka mobile ku access karinebe se se jaha chahibe taha karibe

  • @satyabanbariha6939
    @satyabanbariha6939 2 роки тому

    Jamaa ru b anydesk ap download karantu Nahi !!!!

  • @nomoresee8502
    @nomoresee8502 2 роки тому

    Bhai kharap bhabibani apana bank manager ra jogya nuhan..

  • @ArunKumar-bp5lo
    @ArunKumar-bp5lo 2 роки тому +5

    trusted webiste ru na kini , OTP share na kara but full control daidia 🤣🤣🤣

  • @jonyjony9090
    @jonyjony9090 2 роки тому +3

    Flipkart, amazon, meeso ku chadiki au sasta re kinucha 😂😂😡😡sasta ru hinasta😂

    • @YDKMe7
      @YDKMe7 2 роки тому

      Meeso ru b data leak hauchi aji hin mote gote call assithila kahila luck draw re 10 lakh ra gote car uthichi🤣🤣🤣🤣

    • @jonyjony9090
      @jonyjony9090 2 роки тому

      @@YDKMe7 😂

  • @hrusikeshvideo9462
    @hrusikeshvideo9462 2 роки тому +2

    Samasta computer usur Ku janaachhi anidesk kana. Hele gote bank bala heiki jananahi

  • @myvillageverybeautiful1270
    @myvillageverybeautiful1270 Рік тому

    ବଡ଼ ମୂର୍ଖ ରେ ତୁ ଭାଇ

  • @sanjayakumar3695
    @sanjayakumar3695 2 роки тому +1

    Ki bank babu, any desk kana janini, ebhali loka bankre chakiri paain jogya nuhen

  • @animeshdas7967
    @animeshdas7967 2 роки тому

    Msg Kan kariba dakr....kahila pa anydesk app install karichi ..upare kahuchi ki anydesk band karau....chali na Jani bata ra dosa

  • @kamalpanda1
    @kamalpanda1 2 роки тому

    remote app is necessary for technician, meeting

  • @spradhan2412
    @spradhan2412 2 роки тому

    Anydesk app re jane gote jagare basi aau jananka desktop ya phone ku control kariba.. Beaware of anydesk app

  • @gangakabasi1988
    @gangakabasi1988 2 роки тому

    Moro bi semitihei tila mujanki order korini meesho app ru

  • @uttamgiri3741
    @uttamgiri3741 2 роки тому

    Sir apono kou duniya achonti... Any desk houchi remote control app this is bed,

  • @mukeshmuduli
    @mukeshmuduli 2 роки тому

    Any desk install karidela.. Bank staff apana e paryanta janiparileni any desk app kan

  • @Alokranjanpal134
    @Alokranjanpal134 2 роки тому

    from which site you ordered?

  • @pratyushrath
    @pratyushrath 2 роки тому

    ଚାଲି ନଜାଣି ବାଟର ଦୋଷ

  • @bharatknowledge55
    @bharatknowledge55 2 роки тому

    Amazon re Emiti hauchi ki

  • @kamalpanda1
    @kamalpanda1 2 роки тому

    any desk,team viewer same app it is for remote use of mobile and computer

  • @amarlokvlog
    @amarlokvlog 2 роки тому +1

    Sir meeshore epare hauchhi ki

  • @amarkumardas9972
    @amarkumardas9972 2 роки тому

    Sir Any desk is a screen share app But apana Anydesk Screen share No Naa debe Thele Apanka system re entry kariparibeni.Khela heigala sir ✌️✌️

  • @biswamberbhutia3280
    @biswamberbhutia3280 2 роки тому

    ଏ କର୍ମଚାରୀ ମିଛ କହୁଛି ତମ ୟୁ ପି ଆଇ ଆଇଡି ଵିନା ଟଙ୍କା ଉଠୃଇ ହେଵନି ଯେହେତୁ ତମେ ୟୁ ପି ୟା ଆଇଡି ଦେଈଛ ପାଶ୍ଓଆଡ ଦେଇଛ। ତମେ ମିଛ କହୁଛ। ଆପ୍ଲିକେସନ ଡାଉନଲୋଡ କରିଛ କିନ୍ତୁ ବିନା ୟୁ ପି ଆଇ ଆଇଡି ବିନା ହେଵନି। ଆଉ ଗୋଟିଏ କଥା ଏ ଫ୍ରଡ ଜିନିଷ ଶନିବାର ଓ ରବିବାର ଦିନ କରାଯାଏ

  • @basictechnology5859
    @basictechnology5859 2 роки тому

    Any desk aap mane semane tuma system hau ki mobile heu sethire semane operat kariparibe.

  • @goodnews8762
    @goodnews8762 2 роки тому

    Sei ANY DESK app ta hin gotey fraud app ta

  • @rkpanda1515
    @rkpanda1515 2 роки тому +1

    A loka Anydesk ra use janini. Kemiti bank job paela ?

  • @Debashishsonu
    @Debashishsonu 2 роки тому

    Mo saha eamiti Ford heichi kn karibi please help me

  • @laxmilalitamallick4757
    @laxmilalitamallick4757 2 роки тому

    Ate Illiterate... Mananku sbi re job but amaku nae.... 😡😡😡

  • @RaviSingh-li6wu
    @RaviSingh-li6wu 2 роки тому

    Labho hela kaala
    E bisoye re ete news baharichhi tothapi jaani parila nee🙄🙄

  • @sanjibsa5151
    @sanjibsa5151 2 роки тому

    Sir Mor v 37000 tanka sabu gala net Of kari thile ba mobile ta of kari thile thik hoithanta.

  • @s_sethichannel1383
    @s_sethichannel1383 2 роки тому

    Bank manager heiki anydesk download kariki access dauchi semananku bank re bodhe chaparasi kama Kara sir

  • @sanjibkumarmishra5364
    @sanjibkumarmishra5364 2 роки тому

    Sabu bank acct upi re link? Interesting.

  • @BikashVlogs38448
    @BikashVlogs38448 2 роки тому

    ଏ ବେଶୀ ସିଆଣୀଆ ହେଇଗଲା 😂

  • @badrinathsahoo5161
    @badrinathsahoo5161 2 роки тому

    ଗୋଟିଏ କଥା କହିବି ଆପଣକୁଁ ଆଜ୍ଞା
    ସସ୍ଥା ରୁ ହିନସ୍ଥା ଆଜ୍ଞା
    ଫେସବୁକ୍ ରୁ ଦେଖି ଏଡ୍ କୁ କ୍ଲିକ୍ କରି ଅଳ୍ପ ପଇସା ରେ ଜିନିଷ ଆଣିବେ ତ ଏମିତି ହେବା ନା।
    ଆପଣ ଯଦି ଏମିତି ଫସିବେ ଆଉ ଆମେ କାହାକୁ କଣ କହିବା
    ଆପ ବନ୍ଦ କଲେ କଣ ହବ ଆପଣ କଁ ଭଳି ମୂର୍ଖ ମାନକୁଁ ଆଗ ବିନା sc/st ରେ ଚାକିରି ଦେବା ବନ୍ଦ କରିବା ଦରକାର ଆଜ୍ଞା।।।।

  • @saradaswain7600
    @saradaswain7600 2 роки тому

    Anydesk means gadbad....should careful at that time

  • @ansumansahoo3606
    @ansumansahoo3606 2 роки тому

    Kichhi janinahanti semane khali gote app ra misuse karuchanti.

  • @anjalibairiganjan65
    @anjalibairiganjan65 2 роки тому +2

    AME thakamira sikar na heba boli se janeile pls tanku thata karantuni.

  • @sujitkumarkarna4611
    @sujitkumarkarna4611 2 роки тому +1

    Proud of u sir

  • @jaminikantadash1208
    @jaminikantadash1208 2 роки тому

    Aapan jahabi kuhanyltu online tanka karabara ta bilkul safe nuha

  • @kalandisahu4807
    @kalandisahu4807 2 роки тому

    Sir Google re any num fack save achi

  • @bindhyabasinijena7841
    @bindhyabasinijena7841 2 роки тому

    Anydesk app pakeile ta jane phone and computer sabu control karipariba, eta ta agaru bi govt. kahichi tv re

  • @gaganpepsico2369
    @gaganpepsico2369 2 роки тому

    Bank nunha aapananku gosalare chakir milibar thila

  • @satyapattnaik9586
    @satyapattnaik9586 2 роки тому

    Bank staf haeki any desk install karucha... Kameti tumaku job meluchi bank re puni...

  • @sona5397
    @sona5397 2 роки тому

    Any desk app ta nija phone ku Anya jane chaleiba app

  • @ionoxsoftware9466
    @ionoxsoftware9466 2 роки тому +3

    Are you a qualified manager or peon?

    • @aswiniswagatsahoo1643
      @aswiniswagatsahoo1643 2 роки тому +1

      Exactly bro... If you don't have any idea about Anydesk application so why you are installing this application in you mobile phone... First of all you have to know that what is the actual use of this application ...