ଛାତ ଉପରେ କରନ୍ତୁ ଖମ୍ବଆଳୁ ଚାଷ

Поділитися
Вставка
  • Опубліковано 8 лип 2021
  • Arabinda Sahoo
    KRUSHI SAMPADA
    ଖମ୍ବାଆଳୁ ବା ମାଟିଆଳୁ କୁ ଆମେ ଜମିରେ ଚାଷ କରିଥାଉ।ଯେଉଁଠାରେ ଜମିର ସୁବିଧା ନାହିଁ ସେହି ସ୍ଥାନ ରେ ଛାତ ଉପରେ ମାଟିଆଳୁ ଚାଷ କରାଯାଇପାରିବ।
    ଖମ୍ବାଆଳୁ ର ବିଭିନ୍ନ କିସମ ମଧ୍ୟରେ
    ଶ୍ରୀ ରୁପା ଶ୍ରୀ କୀର୍ତି ଓ ହାତୀଖୋଜ ଅନ୍ୟତମ
    ଭଲ କିସମ ବିହନ CENTRAL TUBER CROP REASEARCH INSTITUTE BARUNDA ଭୁବନେଶ୍ୱର ଠାରୁ ପାଇ ପାରିବେ
    ଏହା 8-10ମାସ ମଧ୍ୟରେ ଅମଳ ହୋଇଥାଏ
    THANK YOU
    KRUSHI SAMPADA
    WATCH NEXT:
    ମହୁମାଛି ଦଳ କେମିତି ଧରିବା
    • ମହୁମାଛି ଦଳକୁ କିପରି ଧରି...
    ତାଲିଘରା ଘାସ ନିୟନ୍ତ୍ରଣ
    • ଧାନ ତାଲିଘରା ର ଘାସ ନିୟନ...
    ନଡ଼ିଆ ଗୋଟମା ଝଡୁଛିକି
    • ନଡ଼ିଆ ଗଛର ଗୋଟମା ଝଡ଼ିବାର...
    #krushisampada #yamcultivation #roofgardening #yam #yamcultivationodia

КОМЕНТАРІ • 18