ଧରା ପଡିଗଲେ ଭଣ୍ଡ ଭଗବାନ I Malika Bachana I
Вставка
- Опубліковано 19 вер 2024
- ମାଳିକା #ମାଳିକାବଚନ #ମାଳିକାବିଚାର #କଳିଯୁଗ କଥା#bhavisyamalika #endofkaliyug #guptafact #jaiphulamalika #kalkiavatar #malikabachana #malikarahasya #malika #panchasakha #achyutanandamalika #achyutananda #bibhutibhusan #@BiswasAbiswasAndhabiswa
ସନାତନୀ ମନେ ଆଜି କିଛି ସିଖିବା ଦରକାର, ବହୁତ ଭଲ ଲାଗିଲା ଆପଣଙ୍କ କଥାସବୁ ଶୁଣି।
Moar pita anadi anant Jagnnathnk sreecharanre bhrutyar anant koti praanam🙏
Moar maa adimata mahalaxmink sreecharanre bhrutyar anant koti praanam🙏
Aapank charanre bhrutyar anant koti praanam🙏
Atyant hrudaysparsi alochana
ଚପରାସୀ ବିଭୁତି ଭୁଷଣ ପାଲ୍ ଭାଇ 🙏
ଚମତ୍କାର ଉପସ୍ଥାପନା। ଧନ୍ୟବାଦ। ଜୟ ଶ୍ରୀଜଗନ୍ନାଥ ।❤
ପ୍ରକୃତ ଭଗବାନଙ୍କର ଜାଗା ଜମି ହଡ଼ପ କରି ନିଆଯାଉଛି, କିନ୍ତୁ ନକଲି ଭଗବାନ ସ୍ବରୂପ ବାବା ଗୁରୁ ହୋଇ ଦେଶର ବିଭିନ୍ନ ସରକାର ମାନଙ୍କୁ ପ୍ରଭାବିତ କରି ଜନସେବା କରିବା ଆଳରେ ସରକାରୀ ଓ ଗରୀବଙ୍କର ଜାଗା ଜମି ଦଖଲ କରି ଆତ୍ମ ବଡିମା ପ୍ରକାଶ କରି ଶିଷ୍ୟ ମାନଙ୍କ ଦ୍ଵାରା ପ୍ରଭାବ ବିସ୍ତାର କରି ଆସୁଥିବା ଦେଖାଯାଏ ।
ସେମାନଙ୍କର ମଧ୍ୟ କୌଣସି ଅନିଷ୍ଟ ହୁଏ ନାହିଁ ସରକାରୀ ସୁରକ୍ଷା ମିଳିଯାଏ ।
Babu nka charana re Mora Ananta koti pranam Jay shree Ananta gopala Swami
Jay Sri Anantagopal 🙏🙏🙏🙏
Bahut sunder and sata Katha
❤
🙏🙏🌹ପ୍ରଣାମ. ଜୟଜଗନ୍ନାଥ
Ananta gopal namaha
Ananta gopal namhh
Jay shree jagannath Swami
Super
Jay jagarnath
Sir telling correct
95%babajis are bhandua