Odisha Likely to Increase Number of Blocks and Tehsils: Revenue Minister Suresh Pujari

Поділитися
Вставка
  • Опубліковано 16 січ 2025

КОМЕНТАРІ • 4

  • @subashpradhan3586
    @subashpradhan3586 19 днів тому +2

    ରାଜସ୍ବ ଗ୍ରାମ ମଧ୍ୟ ବଢ଼ାଯାଉ , ସୁନ୍ଦର ଚିନ୍ତା ଧାରା ଧନ୍ୟବାଦ୍ ।

  • @RanjanKumar-mx1ki
    @RanjanKumar-mx1ki 19 днів тому

    ସବୁ ହେଉ ହେଲେ
    ରାଜ୍ୟରେ ଯୋଉ ଲକ୍ଷ୍ୟ ଲକ୍ଷ୍ୟ ଗରିବ ଓ ମଧ୍ୟବିତ୍ତ ମାନେ ଦୀର୍ଘ ୫୦ ବର୍ଷ ରୁ ଉର୍ଦ୍ଧ ହେବ ସ୍ଥାଇ ଭାବରେ ଘର ଦ୍ୱାର କରି ଜୀବିକା ନିର୍ବାହ କରି ରହିଆସୁଛନ୍ତି ସରକାରୀ ଜାଗାରେ ସେମାନଙ୍କ ପାଇଁ କଣ ପଦକ୍ଷେପ ନେବେ
    ଲୋକଙ୍କୁ ସେହି ଗ୍ରାମ ରୁ ଉଠାଇ ଦେବା ନା
    ସେମାନଙ୍କ ନାଁରେ ସେ ଜାଗା କୁ ପଟ୍ଟା କରିଦେବେ l
    କାରଣ ଏହା ଗତ ୧୯୭୦ ର ଜମି ସର୍ବେକ୍ଷଣ ର ଭୁଲ ନୀତି ଯୋଗୁଁ ଘଟିଛି l
    ଅନ୍ୟପକ୍ଷରେ ସେହି ବର୍ତମାନ କେବଳ ସେହି ଲୋକଙ୍କ ଉତ୍ତରାଧି କାରି ମାନେ ରହୁଛନ୍ତି ସେମାନେ କଦାପି ସେହି ସ୍ଥାନ ଓ ଗ୍ରାମ ଛାଡିକି ଯାଇ ପାରିବେ ନାହିଁ

  • @sachinsabata4170
    @sachinsabata4170 19 днів тому

    Right

  • @ame_odia501.
    @ame_odia501. 19 днів тому

    Aladhia p balbilre heu jaya jaga nata