God Bless You very nice 👍👍👍 voice and very nice music 💓💓💓 God Bless You all of you 💟💟💟🙏🙏🙏 ଏମିତି ଗାୟକ ଙ୍କୁ ପ୍ରଭୁଙ୍କ ଗୀତ ଗାଇବାକୁ ସୁଯୋଗ ଦିଅ ବହୁତ ସୁନ୍ଦର ହେଇଛି ପ୍ରଭୁଙ୍କ ଗୌରବ ହେଉ
Beautiful composition and lyrics dear Sundar Babu. Most important thing is singing. The voice of the singer is most attractive & devotional. "Praise the LORD".
Biutiful song❤❤❤❤❤❤❤
Mind blowing song and singing ❤
Good bless you super heichi bro❤❤❤
God Bless You very nice 👍👍👍 voice and very nice music 💓💓💓 God Bless You all of you 💟💟💟🙏🙏🙏 ଏମିତି ଗାୟକ ଙ୍କୁ ପ୍ରଭୁଙ୍କ ଗୀତ ଗାଇବାକୁ ସୁଯୋଗ ଦିଅ ବହୁତ ସୁନ୍ଦର ହେଇଛି ପ୍ରଭୁଙ୍କ ଗୌରବ ହେଉ
God Bless You 🙏🙏🙏💖💖💖
Very very nice song sir god bless you ❤❤❤❤❤❤❤
Beautiful composition and lyrics dear Sundar Babu. Most important thing is singing. The voice of the singer is most attractive & devotional. "Praise the LORD".
Everything is Mind-blowing
Praise God ❤
Very nice and heart touching song god bless you
ଦଉଦା ଭାଇ,
ତମ team କୁ ବହୁତ ବହୁତ ଧନ୍ୟବାଦ ଏମିତିକା ଗୀତ, ଓ singer ଟିକୁ
ଆଣିଲା ପାଇଁ
ଅତି ଭାବପୂର୍ଣ୍ଣ ଗୀତଟିଏ, praise the lord
ସୁନ୍ଦର ଅତି ସୁନ୍ଦର ଗୀତ... 🙏🙏
ବହୁତ ସୁନ୍ଧର ହଇଛି ଗୀତ PRAISE THE LORD✝️
ବହୁତ ସୁନ୍ଦର ର ଗୀତ ହୃଦୟ ସ୍ପର୍ଶି ଲାଗିଲା, ପ୍ରଭୁ ଆପଣଙ୍କୁ ସୁନ୍ଦର କଣ୍ଠ ଦେଇଛନ୍ତି, ପ୍ରଭୁ ଙ୍କର ଧନ୍ୟବାଦ ହେଉ
Praise The Lord 🙏 Name Of In The Jesus Christ 🙏
Wonderful music arrangement
Smile babu❤❤❤❤
Awesome bro
ଏହିପରି ଗୀତ କେବେ ଶୁଣି ନଥିଲି ❤❤❤ ପ୍ରଭୁ ତୁମ ଗିତରେ ବହୁ ମାତ୍ରରେ ଆଶିର୍ବାଦ କରନ୍ତୁ ଆମେନ୍ 🙏🙏🙏 ଜୟ ଯିଶୁ
God bless you brother so sweet song
So beautiful song ✝️✝️✝️
Probhunka namo jaya heu ❤
What a peaceful song 💓💓
ମୁଁ ପ୍ରଥମେ ଧନ୍ୟବାଦ୍ ଦେବାକୁ ଚାହେଁ ବହୁତ୍ ଭଲ Singer କୁ ବାଛି ଥିବାରୁ, ଏମିତି singer କୁ ଆମ odia ଖ୍ରୀଷ୍ଟୀୟ ବିଶ୍ବାସୀ ମାନେ କେହିବି ଦେଖୁ ନାହାନ୍ତି ଖାଲି Human & Sashank ଙ୍କୁ ହିଁ ଜାଣିଛନ୍ତି, ମୁଁ କହୁନି କି ସେମାନେ ଭଲ ଗାଉ ନାହାନ୍ତି ବୋଲି, କହିବା ତୋ ଦୂରର କଥା ମୋ ଭାବନାରେ ହିଁ ଆସିବନି, ମୁଁ କହିବା କଥା ଏବେ ଯେତେ Christian Devotional song karibe S.Jitu ଦେଲେ ବହୁତ୍ ଭଲ ଲାଗିବ, କାହିଁକି ନା S jitu ର ବହୁତ୍ Heart touching Feeling Voice, କିଏ କିଏ S.Jitu ର Fans Like କର,Sundar ଭାଇ ଯାହା ହେଉ ଗୋଟେ ଏମିତି ଗୀତ ଲେଖିଲ ଯେ ରକ୍ତ, ଶିରା ,ପ୍ରସିରା କୁ ଛୁଁଚି, ବହୁତ୍ ଭଲ ହେଇଛି, ପ୍ରଭୁ ଆଶୀର୍ବାଦ କରନ୍ତୁ, ପ୍ରଭୁଙ୍କର ମହିମା, ପ୍ରଶଂସା ହେଉ, ଧନ୍ୟବାଦ୍,ଜୟ ଯୀଶୁ
Very nice song ❤️❤️❤️❤️
🙏🙏🙏🙏nice song bhai amen amen🙏🙏🙏🤜
Voice super ❤️❤️
Absolutely it's a wonderful devotional song ❤❤❤❤
Beautiful lyrics Sundar Bhai God Bless You ❤️❤️❤️❤️
@@parsuramsagariaofficial1408 laja laguni ki beautiful kahuchanti
@jamesrinku1995 ଆପଣଙ୍କୁ ଭଲ ଲାଗିଲା କି ନାହିଁ ସେହିଟା ମୁଁ ଜାଣିନି But ମୋତେ ଭଲ ଲାଗିଲା ହୃଦୟ ସ୍ପର୍ଶି କଲା ସେଥିପାଇଁ Beautiful ଲେଖିଲି ସେଥିରେ କଣ ଭୁଲ ହେଲା
@parsuramsagariaofficial1408 "ଦୁଃଖ ର ବିଷୟ" 😢
👇
ଯେଉ ନାମ ରେ ସୁସ୍ଥ ଅଛି
ଯେଉ ନାମରେ ଉଦ୍ଧାର ଅଛି
ଯେଉ ନାମରେ ପରିତ୍ରାଣ ଅଛି
ଯେଉ ନାମ ରେ ଅନନ୍ତ ଜୀବନ ଅଛି
ଯେଉ ନାମରେ ମୁକ୍ତି ଅଛି
ସେ ନାମ କିଛି ନୁହ କେବଳ ଗୋଟିଏ ନାମ
ଆକାଶ ତଳେ ମନୁଷ୍ୟ ମାନଙ୍କ ମଧ୍ୟରେ" ପ୍ରଭୁ ଯୀଶୁ "ନାମ ଥରେ ମଧ୍ୟ ଉଚ୍ଚାରଣ ହେଉ ନାହିଁ 😢 ।
ସୁନ୍ଦର ଭାଈ କେମିତି ଗୀତ ଲେଖୁଚ ?
ସାହିତ୍ୟିକ ଶଦ୍ଧ ଜ୍ଞାନ ଅଛି ଗୀତ ଲେଖିବାର କୌଶଳ ଅଛି ବୋଲି ଲେଖିଛ ନା ପ୍ରଭୁ ଙ୍କ ଗୌରବ କରିବା ପାଇଁ ଲେଖିଛ ?
ପ୍ରଭୁ ଯିଶୁ ଖ୍ରୀଷ୍ଟ ତମକୁ ସଦବୁଦ୍ଧି ଦିଅନ୍ତୁ ।
ଦେବତା ଇଶ୍ଵ ପ୍ରତିମା ଏଇ ସବୁ କଥା ଯଦି ଉଲ୍ଲେଖ କରିଚ ତେବେ ନିଶ୍ଚୟ ୟେ ହିନ୍ଦୁ ଦେବତା ମାନକୁ ଶ୍ରଦ୍ଧାଞ୍ଜଳି ଦେଇଚ ।
ଆଉ ଦାଉଦ ଭାଈ କାହା ପାଇଁ ଏତେ ଟଙ୍କା ଖର୍ଚ୍ଚ କରୁଚ ଏଇ ସବୁ ମୂଲ୍ୟ ହିନ
ବାଇବେଲ ରେ ଉଲ୍ଲେଖ ଅଛି ଗୀତ ରଚକ ଦାଉଦ ଗୀତ ବାଦ୍ୟ କର ତାଳ ଦେଲା ବେଳେ ଏନେଇ ଅନେକ ମନ୍ଦ ଆତ୍ମ ଦୂରେଇ ଯାଉଥିଲା । ଆଉ ତମେ ଏଇଠି ଚଳ ଚିତ୍ର ଗାୟକ କୁ ଅଭିନୟ କରେଇ ଅର୍ଥ ଉପାର୍ଜନ ଚିନ୍ତା ରେ ବ୍ୟର୍ଥ ଖର୍ଚ୍ଚ କରୁଚ । ଏଇ ସବୁ ଅର୍ଥ ହିନ ଭାଈ । 😢😢 ଆଉ ନିମ୍ନ ରେ ଅନେକ ଭାଈ ଭଉଣୀ ମାନେ ଭଲ ହେଇଚି ବଢିଆ ହେଇଛି ବୋଲି ମନ୍ତବ୍ୟ ରଖୁଥିବା ଭାଈ ଭଉଣୀ ମାନେ କୋଉ କାନରେ ଏଇ ଗୀତ ଶୁଣୁଚ ? ଖ୍ରୀଷ୍ଟୀୟ ସଙ୍ଗୀତ ମାନେ ଆତ୍ମିକ କାନ ରେ ଶୁଣ। ଯଦି ଆତ୍ମିକ କର୍ଣ୍ଣ ରେ ଶୁଣୁ ନାହାନ୍ତି ତେବେ ୟା ଠୁ ହଜାର ଗୁଣା ଶ୍ରେୟ ରଚନା ଚଳଚ୍ଚିତ୍ର ରେ ହେଇଚି ଯାଇକି ଶୁଣନ୍ତୁ । କଣ ହେଲା ଦୁନିଆ କିଛି ବୁଝି ହଉନି ।
କ୍ଷମା କରିବେ
@parsuramsagariaofficial1408 ଆଉ ଆପଣଙ୍କୁ ହ୍ରୁଦୟ କୁ ସ୍ପର୍ଷ କଲ ନାଇ wah ଆଜ୍ଞା wah । U have to give an account 😔
Bohut sundar song 🎵 ♥️ hallelujah 🙌 👏 🎶 ❤️
ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁ ମୂଲ୍ୟ ନାମର ଧନ୍ୟବାଦ ହେଉ, ଅତି ସୁନ୍ଦର୍ ମନ ଛୁଆଁ ଗୀତ ଟିଏ ହେଇଛି, ଏହି ଗୀତ ମାଧ୍ୟମରେ ପ୍ରଭୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ Amen🙏❤🎉
ବଢ଼ି ହା ହେ ଛି ବା ଇ ଗୀତ ଧନ୍ୟବାଦ
ଗୀତ ଟି ବହୁତ ଭଲ ଲାଗିଲା ଭାଇ l କିନ୍ତୁ ପ୍ରଭୁ ଯୀଶୁଙ୍କ ଗୀତରେ "ଯୀଶୁ" ଶବ୍ଦ ଶୁଣିବାକୁ ମିଳୁନି😞😞 l ଆହୁରି ଅଧିକ ଭଲ ହେଇ ଥାନ୍ତା 🙏
Ja heu ete Dinapare sundara kantha sunili ehi Gita dinasara 24 ghanta sunuchi dhanyavad ❤❤❤🎉
ବହୁତ ଭଲହଇଛି ପ୍ରଭୂ ବହୁଳ ଭାବେ ପ୍ରଭୁସେବାରେ ବ୍ୟବହାର କରନ୍ତୁ ଏହି ଟିମ କୁ praise the lord amen 👍👍👍 🙏🙏🙏🙏🙏
Very nice song praise the Lord
Very nice song and S.jitu bhai also so great, super voice.GOD BLESS YOU.❤
PRAISE THE LORD 🎉🎉🎉🎉
Voice super bro😊😊😮😮
Beautiful song after a long time. ❤ May The Almighty God Jesus Christ bless all the team members. ❤🙏✝️
Hallelujah hallelujah 🙏🙏
Wow ki hrudaya sparshi song ! Continue like this bro .....God bless you
ବହୁତ ବହୁତ ବଲ ଏଇଛି
Such a most beautyfull devotional song god bless u all the team ✝️
And special thanks to sundar bhai god bless u
Peaceful song ❤❤
Best of luck Daud babu. GOD bless you for your initiative. Praise the Lord
verry nice song sri good probhu asirbad karu
Very nice song ❤🎉
Hallelujah glory to God very nice song and voice praise the Lord ❤❤❤❤❤❤❤❤
A geeto ku jete sunile b mono bhoruni mind blowing composition ❤❤❤❤
Gitati bhala laguchi Bhai Prabhu tumaku asirbada karantu
Very nice song
God bless you bhai ❤❤❤
Super ❤❤
Praise the lord 🙏🏻❤❤❤❤❤
Very nice song brother God bless you.
Praise the lord sir heart touching song God bless u all 🙏✝️❤❤❤
Very nice song ❤Good bless
you
Outstanding singing bro
Praise the lord ♀️♀️♀️♀️👍
Amazing amazing amazing ! Song
nc vc bhai 👍👍👍👍👍👍👍
Badhia heichhi Babu❤❤ Praise The Lord
Bahut Sundar Gita heichi ❤
Nice brother very nice song God bless you ❤❤
What a sweet voice sir superb ❤❤❤❤
❤ Praise Jesus
Soooo wonderful song bhai may God bless you
Nice brother very nice song God bless you to create more and more song for Almighty God ❤❤
Bahut sundar heichhi bhai Gita ❤❤❤
Very nice song brother sundar God bless you
You choosen right way continue.......God is with you
So naic soing singing🎤👍
Nice ❤jesus song
❤❤❤❤hart biet song
Excellent👍👍👍💯 praise the Lord Super voice
New voice s jitu Bhai, sahita ishwar b bholo heichhi
Praise the lord
Beauti full song
Praise the lord ✝️ 🙌 🙏
Hallelujah praise the lord 🙌 Prabhu ki Mahima ho
Praise the lord 🙏🙏🙏 bahut bahut sundar laguchhi Gita
ସବୁଠାରୁ ଆଲୋଗା ହେଇଛି ❤
ବହୁତ ବଲ ଏଇଛି
Nice song bro ❤❤❤❤❤❤❤
Love jitu bhai❤❤❤ nice Christian song
Wow very beautiful voice
Wah wah..... ❤❤❤❤.... Jaha b kuho bhai Sundar kumar bhainka Songs 👌👌
Very good brother keep growing in jesus..... ✝️✝️✝️
O my god waO bhayankar voice🎉🎉
New humansagr 🎉🎉❤❤
Super heichhi
wonderful singing bhai
God gifted voice
Congratulations to the whole team for giving this beautiful song.
Praise the lord hallelujah hallelujah ❤❤❤❤❤❤❤❤❤❤❤❤❤❤amen
ହାଲେଲୁୟା ପ୍ରଭୁଙ୍କ ଧନ୍ୟ ବଦ୍ ହେଉ ଭାଇ ପ୍ରଭୁଙ୍କ ପାଇଁ ଗୀତ କିନ୍ତୁ ଯୀଶୁ ନାମ ମିଶିବା ଆବଶ୍ୟକ,
Achhi bhai, Parameswara boli lekha achhi, dekha
Praies the lord
Super song lyrics music
Wonderful song bro God bless you
Praise the lord hallelujah 🙏🏻
Very nais sar years voyes and sang very quit ❤❤⛪⛪
👍Praise the lord amen Amen 🙌🙌
Press the lord ❤❤❤❤
Song badhia heichi Bhai ❤, God bless you and your entire team
Bhai jaha kahucha kuho kintu sundar bhainka lekha ku au kia paiba nahin praise tha lod mana ku chuin deichi ❤❤❤
Praise the Lord 🙏🙏
Absolutely amazing