Violent Clash Claims Life in Balangir | Land Dispute Incident: ଅଏଁଲାଶାରୀ ଗାଁନେ ମର୍ଡର୍ !

Поділитися
Вставка
  • Опубліковано 14 жов 2024
  • ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅଏଁଲାଶାରୀ ଗାଁନେ କାକା ଆର୍ ଖୁଡି ନିଜର୍ ପୁତୁରା କେ ହତ୍ୟା କରିଥିବାର୍ ଅଭିଯୋଗ୍ । ଜମିବାଡିକେ ନେଇକରି ଆଗରୁ କାକା କାଳିଆ ଭୋଇ ଆର୍ ପୁତୁରା ସମୀର ଭୋଇ ଙ୍କର୍ ଭିତରେ ଝଗଡା ଥିଲା । ଆଘରୁ ଭିତରେ ଭିତରେ କୁହୁଲୁ ଥିବାର୍ ଗୁଲମାଲ୍ ଗୁରବାର୍ ସକାଲୁ ବଢିଯାଇଥିଲା । ହଠାତ୍ କାଲିଆ ଭୋଇ ଙ୍କର୍ ପୁଓ ଦୀପକ ଭୋଇ ଆସିକରି ସମୀର୍ ଉପରେ ଟାଙ୍ଗିଆ ଚୋଟ୍ ମାରିଥିଲା । ପରେ କାକା ଖୁଡି ମିଶିକରି ସମୀରକେ ମାରି ଦେଇଥିବାର୍ ଅଭିଯୋଗ୍ ହେଇଛେ
    For more such updates, please Like, Comment, and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    UA-cam- / paharaa24x7
    Instagram- / paharaa24x7
    Twitter- / paharaa24x7
    WhatsApp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #Odisha #Paharaa #BalangirNews #LandDispute #FatalIncident #BalangirCrime #IndianNews #LocalNews #BreakingNews #CrimeNews #BalangirUpdates #NewsAlert

КОМЕНТАРІ • 1