ବ୍ୟାସେ ଶୁଣୁଛ | Byaase Sunucha | Short Film | Odia Short Film | Sidharth Goutam | Dipanwit
Вставка
- Опубліковано 5 жов 2024
- An unanimous Artist confronts The Pioneer of Odia literature Byaasakabi Fakir Mohan, to lament about the current state of the Odia Language and how it has been looked down upon by the elites of the state.
Will his voice be heard ? Or there's something beneath his personality that is yet to be revealed ?
Credits
Byaase Sunucha
Cast : DIPANWIT
Screenplay, Direction & Editing : Sidharth Goutam
Producer : Somesh Mahapatra & Ashutosh Panda
Story, Dialogue & Lyrics : Sumit Panda
DOP : Biswajit Kuldi
DI/Colorist : Maheswar Patra
Conformist : Jitendra Sethi ( Digital Dreams)
Motion Graphics: Sidharth Goutam.
Assistant Director : Hari Shankar
BGM : Abhishek
Music : Bunny Mohanty
Song : Sunucha?
Lyricist : Sumit Panda
Music Director and Singer : Bunny Mohanty
Music Arranger : Abhishek Panigrahi
Recording Engineer, Mix & Master Engineer : Somesh Satpathy
Sound Design & Background Score : Shakti Swaroop
🔔 Get alerts when we release any new video. TURN ON THE BELL ICON on the channel! 🔔
SUBSCRIBE to Amara Muzik channel for Odia Songs and movie videos
bit.ly/2am9M9E
Contact Us:
info@amaramuzik.in
Connect with us on
♦ Facebook: / amaramuzik
♦ Instagram: / amaramuzik
♦ Twitter: / amaramuzik
#AmaraMuzik #ByaaseSunucha #ବ୍ୟାସେଶୁଣୁଛ
© Amara Muzik 2022
ANTI-PIRACY WARNING *
This content is Copyright to Amara Muzik. Any unauthorized reproduction, redistribution or re-upload is strictly prohibited of this material. Legal action will be taken against those who violate the copyright of the following material presented!
Odia | Odia Songs | Odia Music | Odia Album | Odia Movie | Ollywood | Odisha | Odia Song | Odia Music Video | Amara Muzik | Amara Muzik Odia | Odia Sad Song | Odia Romantic Song | Odia Video | Odia Full Film | New Odia Song | Odia Short Film | Short Film | Short Film Odia
ସୁମିତ ପଣ୍ଡାବାବୁଙ୍କ ଲେଖା ପାଇଁ ତାଙ୍କୁ ମୋର ବିଶେଷ ଧନ୍ୟବାଦ ..ଯେଉଁ ମାନଙ୍କ ପ୍ରଚେଷ୍ଟାରେ ଏତେ ସୁନ୍ଦର କ୍ଷୁଦ୍ର ଚଳଚିତ୍ର ଟି ହୋଇପାରିଛି ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଭଲପାଇବା.. ଭାବୁଛି ୟାକୁ ଦେଖିଲା ପରେ କିଛି ଲୋକକଂ ଓଡ଼ିଆ ଭାଷା ପ୍ରତି ଶ୍ରଦ୍ଧା ସମ୍ମାନ ବଢିବ.. 🙏 ଜୟ ଉତ୍କଳ, ଜୟ ଜଗନ୍ନାଥ 🙏
ରାଜୁ ଭାଇ ଆପଣମାନଙ୍କୁ କିଛି କରିବାକୁ ପଡ଼ିବ କାହିଁକିନା ଆମେ new generation besi actor nku follow କରୁଛୁ ।
ଆପଣ short video/movie ମାଧ୍ୟମରେ କିଛି କରିବାକୁ ଚେଷ୍ଟା ଚଳାଇଥିବାରୁ dhanyabad 🙏।
Bande utkala janani Raju bhai apana kichi odia sanskurti pai karantu plese😢
ରାଜୁ ଭାଇ.... ସବୁଠୁ ଭଲ କମ screenplay director କରି ଛନ୍ତି.. ତାଙ୍କୁ ବି ଶ୍ରେୟ ଦିଆଯାଉ 👍👍
@@Rashje Dhanyabaad :-) 🙏
ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗେ ନିଜ ମାତୃଭାଷା ❤️। ପ୍ରତ୍ୟେକ ଓଡ଼ିଆ ଏହି ପଦକୁ ଅନୁସରଣ କରିବା ଉଚିତ୍।
Madam dhanyvad
ହେଲେ ମହାଶୟା ସବୁ ଓଡ଼ିଆ ଝିଅ ତମ ଭଳି ନୁହନ୍ତି, ଜାଣି ଖୁସି ଲାଗିଲା।
Kandeidela
G Bhala sister 🙏🙏🙏💐🙏
Hna
ଏ କ୍ଷୁଦ୍ର ଚଳଚ୍ଚିତ୍ର ଟି ଦେଖିସାରିଲା ପରେ ଯଦି ମୁଁ ଇଂରାଜୀ ରେ ପ୍ରଶଂସା କରିବି ତାହାଲେ ଏ ଚଳଚ୍ଚିତ୍ର ର ମାନେ କିଛି ରହିବନି। ଖୁବ୍ ଅଳ୍ପ ସମୟ ଭିତରେ ବହୁତ କିଛି ବୁଝେଇଦେଇ ଗଲା ଏ ଚଳଚ୍ଚିତ୍ର । ବ୍ୟସେ ଶୁଣିଲେ କି ନ ଶୁଣିଲେ ମୁ ଜାଣିନି କିନ୍ତୁ ଏ ଓଡ଼ିଶା ର ଯୁବ ନିହାତି ଶୁଣିଛି ବୋଲି ଆଶା କରୁଛି।😊
ବହୁତ ଶୁଣିଥିଲି।
ଆଜି ଦେଖିଲି।
ପ୍ରଶଂସା କରିବାକୁ ଶବ୍ଦ ନାହିଁ।
୨୦୨୪ ଉତ୍କଳ ଦିବସ ରେ ପୁଣି ଦେଖୁଛି.... ❤😊
If people of the odia industry have started thinking like this... Then golden days are coming. 👏🏻👏🏻
ବହୁତ୍ ବହୁତ୍ ଧନ୍ଯବାଦ। ନିର୍ମାତା, ନିର୍ଦେଶକ, ଲେଖକ ଏବଂ ଚଳଚ୍ଚିତ୍ର ର ସମସ୍ତ ସଦସ୍ଯ ଓ ଆମର ମ୍ଯୁଜିକ୍ ର ସମ୍ପୁର୍ଣ ଦଳ ପକ୍ଷରୁ ଆନ୍ତରିକ ଧନ୍ଯବାଦ।
ଭାଇ ଓଡ଼ିଆ ଆସୁନି ନା ଲେଖିବାକୁ କହିବାକୁ ଲାଜ ଲାଗୁଛି , ଖାଲିତ ଇଂରାଜୀ ଆଉ , ଦେହକୁ ନେବେନି
@@friendscreationbhadrak3688 ଇଂରାଜୀ କିଛିଟା ସ୍ୱଳ୍ପ ମାରାତ୍ମକ କାହିଁକି ନା ଇଂରାଜୀ ଶବ୍ଦ ଗୁଡାକ ଆମେ ଚିହ୍ନଟ କରିପାରୁଛୁ ଯେ ଏହା ଇଂରାଜୀ ବୋଲି। କିନ୍ତୁ , ହିନ୍ଦୀ/ଉର୍ଦ୍ଦୁ ମହା ମାରାତ୍ମକ କାରଣ, ଏଗୁଡ଼ିକ ଓଡ଼ିଆ ଭିତରେ ମିଶେଇ କହିଲେ ଅଧିକାଂଶ ଲୋକେ ଜାଣି ହିଁ ପାରନ୍ତିନି। ଯେମିତିକି ଏହି କ୍ଷୁଦ୍ର ଚଳଚ୍ଚିତ୍ରରେ ' କମେଇବା ', ଢେର୍ ତାକତ୍ ଶବ୍ଦ ବି କୁହାଯାଇଛି।
ବ୍ୟସେ ଶୁଣୁଛ ,,, ରେବତୀ ଆଉ ଥରେ ଫେରୁଛି,,,
True....
ଓଡ଼ିଆ ଭାଷା ପ୍ରତି ଥିବା ଶିଥିଳ ମାନସିକତା ଉପରେ ଶକ୍ତ ଚାପୁଡ଼ା ଟିଏ 💔
Masterpiece ❤
Indeed
ସତରେ
ଗର୍ବରେ କୁହ ମୁଁ ଓଡ଼ିଆ❤️
ବନ୍ଦେ ଉତ୍କଳ ଜନନୀ 🙏🙏
"ବ୍ୟାସେ ଶୁଣୁଛ"
୧୨ ମିନିଟ୍ ମଧ୍ୟରେ ଅତି ସୁନ୍ଦର ଚିତ୍ରଣ ଓ ହୃଦୟସ୍ପର୍ଶୀ ଉପସ୍ଥାପନା l
ଧନ୍ୟବାଦ ଟିମ୍ 🙏🙏
ଓଡ଼ିଆ ଭାଷା ଠୁ ଆମେ ଅଜାଣତରେ ଦୂରେଇ ଦୂରେଇ ଗଲେ ବି ଏ ଭାଷା ଆମକୁ ସର୍ବଦା ନିଜର କରି ରଖିବ। ଆମେ ଓଡ଼ିଆ ଆଉ ଏଟା ହେଉଛି ଆମ ପରିଚୟ, ଆଉ ଆମେ ଏଥିପାଇଁ ଗର୍ବିତ🙏 ଏ ଭାଷା କହି, ପଢ଼ି ଆଉ ଶିଖି ଆମେ ଛୋଟ ରୁ ବଡ ହେଇଚୁ ଆଉ ୟାଠୁ ଦୂରେଇ ଯିବା ଅସମ୍ଭବ ♥️
ଯେଉଁଠି ଲେଖକକୁ ସମ୍ମାନ ନାହିଁ ,ଯେଉଁଠି ଶୁଦ୍ଧ ଓଡ଼ିଆ କହିଲେ ଲୋକେ ମୂର୍ଖ ଭାବନ୍ତି ସେ ରାଜ୍ୟ କେବେ ଆଗକୁ ବଢ଼ି ପାରିବନି 🙏...........ଆଜ୍ଞା ହଁ ଏଠି ଇଂରାଜୀ ହିନ୍ଦୀ ମିଶାଇକରି କହିଲେ ଲୋକଙ୍କୁ ଶିକ୍ଷିତ ବୋଲି କୁହାଯାଏ ☺️........" bhaiyaaa excuse me!" ଯୁଗରେ "ଆଜ୍ଞା ଟିକେ ଶୁଣିବେ !" ବହୁତ୍ ପଛରେ 👍....
ପୁରା ଠିକ କଥା କହିଛନ୍ତି କିଛି ଲୋକ ଜ୍ଞାନ ମାନେ ଇଂରାଜୀ ଭାବିସରିଲେଣି ଯିଏ ଭଲ ଇଂରାଜୀ କହିଲା ସେ ଭଲ ପାଠୁଆ .....ପ୍ରକୃତ ପାଠୁଆ ତା ସିଏ, ଯିଏ ନିଜ ମାତୃଭାଷା ର ମହତ୍ତ୍ୱ ବୁଝିପାରେ ଆଉ ସମ୍ମାନ କରେ
ବ୍ୟାସେ ନିଶ୍ଚେ ଶୁଣିବେ !
ଲଗାତାର ଭାବେ ୨ ରୁ ଅଧିକ ଥର ଦେଖୁଥିବା ନିଛକ ଓଡ଼ିଆ କାହାଣୀ ।
❤️❤️❤️❤️❤️
ଦେହ ଶୀତେଇ ଗଲା ଦେଖିକି। ଦମଦାର ଅଭିନୟ ଆଉ ଆମ ଆଗାମୀ ପିଢ଼ିକୁ ଏକ ବହୁତ ଭଲ ଶିକ୍ଷା। ଆପଣଙ୍କ ପୁରା team କୁ ମୋର ଧନ୍ୟବାଦ୍।
❤️
I love you .. manaku nabana just semti kahi deli aau 😗
@@ismartdeba7408 No issues.Thank you
@@krishnasahoo4598 Lol 😂 I was just kidding plz don't mind ....
@@ismartdeba7408 I didn't mind. Chill
ଏଇ ଭଳି ଫିଲ୍ମ ହେଲେ ସମସ୍ତେ ଦେଖିବେ ନିଶ୍ଚୟ ଦେଖିବେ । ଏଇ ୧୨ ମିନିଟ୍ ଫିଲ୍ମ ଦେଖି ଆଖିରୁ ଲୁହ ଆସିଗଲା। ଭଲ ଦିନ ଖୁବ୍ ଶୀଘ୍ର ଆସିବ ।🙏🙏🙏 ଜୟ ଜଗନ୍ନାଥ 🙏🙏🙏
ବହୁତ୍ ଖୁସି ଲାଗିଲା ଏମିତି ଗୋଟେ ଚଳଚ୍ଚିତ୍ର ଦେଖି ଯାହା ବେଦନା ଓ ଗର୍ବର ସହିତ ଓଡ଼ିଆ ହେବାର ଗୌରବ ମନେପକାଇଛି। ଓଡ଼ିଶାର ପ୍ରତିଟି ଓଡିଆଙ୍କୁ ନିଜ ଭାଷା ଓ ରାଜ୍ୟର ପରିଚୟକୁ ଜୀବିତ ରଖିବା ଦାୟିତ୍ଵ ତୁଲାଇବାକୁ ହେବା ତେବେ ସିନା ରାଜ୍ୟ ଆଗକୁ ବଢିବ ଓ ଦେଶର ଉନ୍ନତିରେ ସାଥୀ ହୋଇ ଚାଲିବ ☺️
ଓଡ଼ିଆ ଭାଷା ପ୍ରତି ଜଣେ ଓଡ଼ିଆର ପ୍ରୀତି ଆଜି ବିଲୁପ୍ତପ୍ରାୟ .. ଲୋପ ହେବା ପୂର୍ବରୁ ସମସ୍ତେ ମିଳିମିଶି ଆମ ମାତୃଭାଷାକୁ ରକ୍ଷା କରିବା🙏🏻 ଚମତ୍କାର ଅଭିନୟ କରି ବାସ୍ତବତାକୁ ଉପସ୍ଥାପନା କରିଥିବାରୁ ଅଶେଷ ଧନ୍ୟବାଦ👌👌
ବାଲେଶ୍ୱର ମାଟିର ସନ୍ତାନ, ଓଡ଼ିଆ ସାହିତ୍ୟ ବ୍ରହ୍ମାଣ୍ଡ ର ସୁଦକ୍ଷ ସେନାପତି... ହେ ବ୍ୟାସେ ଫକୀର ତୁମକୁ ସହସ୍ର ଦଣ୍ଡବତ 🙏❤🙏
❤️❤️🙏🙏
@@Indiaerrr ke bharat ajira naa agara,jadi ajira tahene bharata boli kichhi nanhi aau jadi agara tahene sie Pakistan ra bi pua 😂😂😂,most of the idiot peoples are always from odisha and mostly from the Mughalbandi areas like Cuttack balasore puri khordha etc and recently south and western odisha
@@ବିନୋଦକୁମାରବିଶ୍ଵାଳ right brother
ଜୀବନ୍ତ ଅଭିନୟ.... 👌👌👌
ଏଠି ତୁମରି ଆଗରେ ସହରର ବୟସ ବଢୁଛି.... ମଣିଷ ବୁଢା ହଉଛି ଆଉ ସହରର ଯୌବନ ବଢୁଛି... ପ୍ରତିଟି ଶବ୍ଦ ମନଛୁଆଁ ❤️
ଆଉ କିଛି ଶବ୍ଦ ନାହିଁ ଲେଖିବାକୁ 🙏
ବ୍ୟାସେ ଶୁଣୁଛ ର ସମସ୍ତ ଟିମ୍ କୁ ଧନ୍ୟବାଦ୍।
କେବଳ ବ୍ୟାସେ ନୁହଁ, ସାରା ଓଡିଶା ଶୁଣୁଛି । ବର୍ତ୍ତମାନ ସାରା ବିଶ୍ଵକୁ ଶୁଣେଇବାର ବେଳ ଆସିଛି । ଆଗେଇ ଚାଲ....
Yess...... madichala 😅
ପ୍ରଥମ ଧନ୍ୟବାଦ୍ ଦେବି ସମସ୍ତ - ବ୍ୟାସେ ଶୁଣୁଛ -ସଦସ୍ୟ ମାନଙ୍କୁ 🙏💐💐 , ମୁଁ ବେଶୀ କିଛି କହିବିନି , ଖାଲି ଏତିକି କହିବି
ବହୁତ୍ କଷ୍ଟ ଲାଗୁଥିଲା ଏଇ ଚଳଚ୍ଚିତ୍ର ଦେଖିବା ସମୟରେ କାହିଁକି ନା ବୋଧେ ଆମେ ଭୁଲି ଯାଇଛେ ସେଇ ଓଡିଶାର ଓଡିଆ ଭାଷା ଆଉ ତାର ସେଇ ପୁରୁଣା ସମୟ ର ଓଡ଼ିଶା ପ୍ରସିଦ୍ଧ ବ୍ୟକ୍ତି ବିଶେଷ ମାନଙ୍କୁ ।
ଆଜି ଏହି କଥା କୁ ଆପଣ ମାନେ ବହୁତ୍ ସୁନ୍ଦର୍ ଅଭିନୟ ମାଧ୍ୟମରେ ଜଣାଇ ଥିବାରୁ ବହୁତ୍ ବହୁତ୍ ଧନ୍ୟବାଦ୍। ସେଥିପାଇଁ ଓଡ଼ିଶା ର ଗର୍ବ ଗୌରବ ବା ପ୍ରତ୍ୟେକ ଓଡିଆ ର ନାଥ ଶ୍ରୀ ଜଗନ୍ନାଥ ଙ୍କୁ ମୋର ପ୍ରଣାମ
🙏🌿 ଜୟ ଜଗନ୍ନାଥ 🌿🙏
"ହେଉ ପଛେ ସେ ନିକୃଷ୍ଟ, ମୋ ଭାଷା ମୋତେ ଶ୍ରେଷ୍ଠ ।"
ବହୁତ ବଢିଆ ଲାଗିଲା ଏ ଧାରା । ଜଡ଼ିତ ସମସ୍ତଙ୍କୁ ଶୁଭେଚ୍ଛା 💐
କେବେ ନିକୃଷ୍ଟ ନଥିଲା ଓଡିଆ କି ଆଜି ନାଁହି
ସେ ସତ୍ୟ-ପ୍ରତୀତ ମିଥ୍ୟା କାଢିଦେ ମନରୁ ଭାଇ
@@SubhakalyanSahoo ଏହା ଫକୀରମୋହନଙ୍କ ଲିଖିତ ଧାଡି । ଏଥିରେ ହୀନମନ୍ୟତା ନୁହେଁ ବରଂ ସ୍ୱାଭିମାନର ବାର୍ତ୍ତା ଦିଆଯାଇଛି । " ହେ ଭାଷା ବିରୋଧୀମାନେ, ତୁମ ପାଇଁ ଏ ଭାଷା ଯାହା ହେଉନା କାହିଁକି, ମୋ ପାଇଁ ଏହା ଶ୍ରେଷ୍ଠ । "
ଭଲା ଗୋଟେ ମାତୃଭାଷl କିସ ହେବ ଭାଇ
କାମ ଚଳିଯାଉଅଛି ରୁଣ୍ଡାଇ ପୁଣ୍ଡାଇ
କୁକୁର କିମ୍ପାଇ ଗୋଟେ ତେ।ଳିବଯେ ଘର
ଚାଟିବୁଲେ ବାରମିସା ଅଇଁଠା ପତର".......||
ଆମ ଓଡିଆ ସାହିତ୍ୟ କୁ ଜୀବନ୍ତ କରି ଗଢି ତୋଳିଥିବା ସମସ୍ତ ଲେଖକ ଙ୍କୁ ମୋର ଦଣ୍ଡବତ ପ୍ରଣାମ 🙏
ବହୁତ୍ ବହୁତ୍ ଧନ୍ଯବାଦ। ନିର୍ମାତା, ନିର୍ଦେଶକ, ଲେଖକ ଏବଂ ଚଳଚ୍ଚିତ୍ର ର ସମସ୍ତ ସଦସ୍ଯ ଓ ଆମର ମ୍ଯୁଜିକ୍ ର ସମ୍ପୁର୍ଣ ଦଳ ପକ୍ଷରୁ ଆନ୍ତରିକ ଧନ୍ଯବାଦ।
🥺🥺🥺🥺🥺🥺
🙏🙏🙏
My wife is Kolkata based. She always show me the cultural greatness of Kolkata through their movie,web series content etc. Finally I have something to show her. The creator of this kind of content must be assured and encouraged by people so that we can have more short stories, Web series and movies like this in future.
Please don't mind,tell your wife that today Kolkata is made by British people not by Bengali,and whole of west Bengal is under our odisha kalinga empire till 16 th century starting from anaga vhima deva to narsigh deva to kapilendra deva,the kuruma bedha fort in medinipur that was in western bengal was made by odisha ruler kapilendra deva,most of bengali come to puri to see jagannath temple because of that,we have bigger culture than them,jai jagannath,jai gajapati kapilendra deva,jai kalinga
@@rashmiranjanswain7547 👍👍👍🥰
ଏଇଠି ଭାଇ ଭୁଲ୍ କରିଦେଲ
ଓଡ଼ିଆ ରେ କହିଥିଲେ ଭଲ ହେଇଥାନ୍ତା
ଆମେତ ନିଜଠୁ ଆରମ୍ଭ କରିପାରିବା ଓଡ଼ିଆ ଲେଖିବା ଓଡ଼ିଆ କହିବା
ଭାଇ ଭାଉଜଙ୍କୁ କୁହ ରସଗୋଲା ଓଡ଼ିଶାର
ଭାଉଜ କୁ ଦମନ ନେଇକି ଯାଇ, ଆଉ କିଛଦିନ ପରେ ପ୍ରତୀକ୍ଷା କୁ।
ନୁହେଁ ଏ କ୍ଷୁଦ୍ର ଗଳ୍ପ, ବିଶାଳ ଏହାର ବ୍ୟାସ❤️
ବ୍ୟାସ କବି ଫକୀରମୋହନ ସେନାପତି ✨🙏
ଦେହ ଶୀତେଇ ଗଲା🥺🥺🥺 ଖୁବ୍ ସୁନ୍ଦର ଭାବେ ଚିତ୍ରଣ କରାଯାଇଛି ❤️❤️❤️
ଏକ ଶକ୍ତିଶାଳୀ କାହାଣୀ.... 🙏🏻🙏🏻🙏🏻
ଏ କାହାଣୀରେ ଚରିତ୍ର ପ୍ରଶ୍ନ କରିଛି
ସମାଜକୁ ସଂସ୍କୃତି ବିଷୟରେ
ସାହିତ୍ୟିକ ମାନଙ୍କୁ ଭାଷା ବିଷୟରେ
ବୁଦ୍ଧିଜୀବି ମାନଙ୍କୁ ପ୍ରକୃତ ଶିକ୍ଷା ବିଷୟରେ
ନାରୀମାନଙ୍କୁ ପ୍ରକୃତ ସ୍ୱାଧୀନତା ବିଷୟରେ
ସରକାରଙ୍କୁ ଆମ ରୁଗ୍ଣ ବ୍ୟବସ୍ଥା ବିଷୟରେ
....
ପ୍ରଂଶସା କରିବାକୁ ଶବ୍ଦ ନାହିଁ... ❣️❣️❣️❣️
ଏହା ଏକ ଉଦାହରଣ ହୋଇ ରହିବ ଏହି ଚଳଚ୍ଚିତ୍ର।
"ବ୍ୟାସେ ଶୁଣୁଛ" ପ୍ରଣାମ ଆପଣଙ୍କ ଇଛାଶକ୍ତି ଓ ଚିନ୍ତାଧାରାକୁ, ପରିକଳ୍ପନାକୁ, ଅଭିନୟ, ସଙ୍ଗୀତ, ନିର୍ଦ୍ଦେଶନାକୁ... ମହାନ ଉଦ୍ଦେଶ୍ଯ ରଖି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଧନ୍ଯବାଦ❣️ 🙏🏻✍️👌
ଏତେ ବଡ କଥାଟିକୁ ସମ୍ପୂର୍ଣ୍ଣ ସରଳ ଭାବରେ ବୁଝେଇ ଦେଇଥିବାରୁ ଆଉ ତାକୁ ସମସ୍ତ ଲାେକଙ୍କ ପାଖରେ ପହଞ୍ଚାଇ ଥିବାରୁ ଆମର Muzic Team ଙ୍କୁ ଧନ୍ଯବାଦ🙏
🔥au Dipanwit bhai and Director sir ଙ୍କୁ ବି ଧନ୍ଯବାଦ 🔥
ବହୁତ୍ ଦିନ ପରେ ଓଡ଼ିଆ ରେ ଗୋଟେ ବହୁତ ଉଚ୍ଚ କୋଟି ର ସିନେମା ଟେ ଦେଖିବାକୁ ପାଇଲି ସେଇଟା ଛୋଟ ହଉପଛେ 👌👌 ଆମେ ଓଡ଼ିଆ ଆମ ଭାଷା ବଢିଆ ❤️
ସୁନ୍ଦର ଅଭିନୟ ସାଙ୍ଗକୁ ଚମତ୍କାର ବିଷୟ। ଏପରି ଚାଲିଲେ ଓଡ଼ିଆ ସିନେମା ବି ସମସ୍ତଙ୍କ ଦ୍ଵାରା ଆଦୃତ ହେବ।
The line "ଏଇ ରେବ ଗଲା" 👌👌👌
ଯେତେ ପ୍ରଶଂସା କଲେ ବି କମ୍ ହେବ,....ବହୁତ୍ ବଢିଆ ,ମନକୁ ଛୁଇଁଗଲା,ବହୁତ୍ ବହୁତ୍ ଧନ୍ୟବାଦ୍,ଜୟ ଜଗନ୍ନାଥ 🙏🏼🙏🏼
ଭାଇ ତୁମ ଅଭିନୟ ବହୁତ ବଢିଆ ହୃଦୟକୁ ଛୁଇଗଲା ,ବହୁତ ସୁନ୍ଦର story
କମ ସମୟ ଭିତରେ ବହୁତ କିଛି କହିଦେଲ,,,,, ହୃଦୟ କୁ ଛୁଇଁ ଗଲା👍🏻 🙏🏻🙏🏻
କଳାକାର ଦୀପନ୍ଵିତଙ୍କ ଚମତ୍କାର ଅଭିନୟ। ଧନ୍ୟବାଦ ଟୀମ। ଓଡ଼ିଆଙ୍କୁ ଜାଗ୍ରତ କରାଇଥିବାରୁ, ହାର୍ଦ୍ଦିକ ଅଭିନନ୍ଦନ। ଶୁଭେଚ୍ଛା ଭବିଷ୍ୟତର।
ସେ ନିଶ୍ଚିତ ରୂପେ ଶୁଣିଛନ୍ତି ।ନଚେତ୍ ଏ ଫିଲ୍ମ ଏତେ ସଫଳ ଚିତ୍ରାୟନ ହୋଇ ପାରିନଥାନ୍ତା ।
ଧନ୍ୟବାଦ ଟିମ୍ ର ସମସ୍ତଙ୍କୁ ।
ମୋବାଇଲ୍ ରେ ଆଜି କାଲି ପୃଷ୍ଠା ଲେଉଟୁଛି, ଥାକ ରେ ସଜା ବହି ଏବେ ଶେଷ ନିଃଶ୍ୱାସ ନେଉଛି🙏🏻
ନିଖୁଣ ଅଭିନୟ 👌🏻❤️ ଚମତ୍କାର ନିର୍ଦେଶନା 🙏🏻 ଓଡ଼ିଆ ପୁଣି ଜାଗିଉଠୁ 🚩 ବ୍ୟାସେ ଶୁଣୁଛ ❤️🙏🏻
Thik
ଏହି short film ଟି ଦେଖିଲା ପରେ କାଇଁ କେ ଜାଣି ମନଟା ବହୁତ ଖୁସି ହୋଇଗଲି, ଏତେ ସୁନ୍ଦର ଧାରଣା, ଏତେ ସୁନ୍ଦର କାହାଣୀ, ✨✨✨✨✨✨✨✨✨✨✨
ଧନ୍ୟବାଦ୍ ଭାଇମାନେ ଏମିତି ଗୋଟିଏ ମନ ଛୁଆଁ ସ୍ୱଳ୍ପ କାହାଣୀ ଉପସ୍ଥାପନ କରିଥିବାରୁ🙏🙏
ଆମେ ଓଡ଼ିଆ ଆମ ଭାଷା ସବୁଠାରୁ ବଢ଼ିଆ
ବ୍ୟାସେ ଶୁଣୁଛ ର ସମସ୍ତ ସଦସ୍ୟ ଙ୍କୁ ବହୁତ ବହୁତ ଧନ୍ୟବାଦ 🙏🏻
ଜୟ ଜଗନ୍ନାଥ ⭕️❕️⭕️
ଏଇ ୧୨ ମିନିଟ୍ ର କାହାଣୀ ଆଜିର ଓଡ଼ିଆ ସିନେମା ଠୁ ଖୁବ୍ ସୁନ୍ଦର ହେଇଚି
ଅତ୍ୟନ୍ତ ଉଚ୍ଚକୋଟିର | ଏମିତି short film ଆଗକୁ ହେବା ଦରକାର |
ଖୁବ୍ ସୁନ୍ଦର ଉପସ୍ଥାପନା I
ସମସ୍ତ କର୍ମକର୍ତ୍ତାଙ୍କୁ ହୃଦୟରୁ ଶୁଭେଚ୍ଛା I
❤💐
ରହି ନାହିଁ କେହି ରହିବ ନାହିଁ ଏ ଭବ ରଙ୍ଗଂଭୂମି ପରେ।
ସର୍ବେ ନିଜ ନିଜ ଅଭିନୟ ସାରି ବାହାରିବେ କାଳ ବେଳେ।।
ଚମତ୍କାର
ବହୁତ ସୁନ୍ଦର ଲାଗିଲା ପରିକଳ୍ପନା ଟି।
Dipanwit bhai nku mu 2015 ru dekhiasuchi tanka acting 🙏
ଆଖି ରୁ ଲୁହ ଆସିଗଲା ଭାଇ । ଚଳିତ ଏବଂ ଆଗାମି ପିଢ଼ି ପାଇଁ ଦେଇ ଥିବା ଏକ ସୁନ୍ଦର ଏବଂ ହ୍ରୁଦୟଭେଦି ବର୍ତ୍ତା ପାଇଁ ଆପଣଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ ଭାଇ ।
ରେବତୀ ଚରିତ୍ର ର comparison ରୁ ହିଁ ଫିଲ୍ମ ଟା ଭଲ ଲାଗିଲା, ସକାଳ ହେବା ପରେ ଡାକମୁନିସ ଗପ ର ଚରିତ୍ର comparison old age home ସହ କରିଥିଲେ ପୁରା full package ହେଇଥାନ୍ତା, ଆଗକୁ ଏମିତି ଅଲଗା ଧାରଣ ର short ଫିଲ୍ମ ଆଶା କରାଯାଏ, ଧନ୍ୟବାଦ 🙏
ଗୋଟି ଗୋଟି ଶବ୍ଦ ଛାତିରେ ତୀର ଭଳି ବିନ୍ଧିଗଲା!!
ବ୍ୟାସେ ଆପଣେ ନିଶ୍ଚିତ ଭାବେ ଶୁଣିଥିବେ ଆଉ ଗର୍ବ ଅନୁଭବ ମଧ୍ୟ କରିଥିବେ ବୋଲି ମୁଁ ଦୃଢ଼ ନିଶ୍ଚିତ!
ବ୍ୟାସେ ଆପଣେ! ଏମିତି ହିଁ ଆଶୀର୍ବାଦ କରୁଥାଅ ଓଡ଼ିଆ ଭାଷାକୁ!
ମୋ ଓଡ଼ିଆ ଭାଷା ସଫଳତାର ଶୀର୍ଷକୁ ଯାଉ! ଏହା ହିଁ ମହାପ୍ରଭୁଙ୍କ ପାଖେ ଅଳି!🛐🌸
ଟିମ୍ "ବ୍ୟାସେ ଆପଣେ" ର ସଫଳତା କାମନା କରୁଛି!♥️🍁
ସତରେ ଓଡିଶା ରେ ଲୋକ ଙ୍କୁ ଏଇ ଭଳି ପୁରାତନ ଓ ଐକିକ କଥା ପୁର୍ଣ ଫିଲ୍ମ ଦରକାର ନାହିଁ ଏଠି ଦରକାର ଅଣ୍ଟା ହଲା ନାଚ ଆଉ ରୋମାନ୍ସ ପୁର୍ଣ ଫିଲ୍ମ...
ସତରେ ହୃଦୟ କୁ ଲାଗିଲା ଏହି ଫିଲ୍ମ
ରୋମାଞ୍ଚକ ❤️
ସତ ନମସ୍କାର ବ୍ୟାସ କବି - ଫକୀର ମୋହନ ସେନାପତି
ମନକୁ ଛୁଇଁଗଲା... ହୃଦୟସ୍ପର୍ଶି ମଧ୍ୟ 🙏🏼 ଶିକ୍ଷଣୀୟ ଓ ସୁନ୍ଦର ଉପସ୍ଥାପନା ❤️
`ବ୍ୟାସେ ଶୁଣୁଛ ´🥺କାହାଣୀ ଜୀବନ୍ତ ଯାହା ଏକ ନୂତନ ସୃଷ୍ଟି ସମ୍ଭବ କରେ | ସଂଳାପ ଅତ୍ୟନ୍ତ ଉଚ୍ଚକୋଟୀର 🙇♀️
"Mu Odisha Kahuchi"
GOOSEBUMPS 🥺🥺🔥🔥
TIME has come and will stay forever ❤️
ବହୁତ ସୁନ୍ଦର ପରିଭାଷା ଓ ପରିକଳ୍ପନା,ଆଜି ବି ସେ ଆମ ପାଖରେ ଜୀବନ୍ତ ଅନେକ ଲେଖକ କବିଙ୍କ ପାଇଁ ସେ ପ୍ରେରଣା ର ଉତ୍ସ ତାଙ୍କ ସମୟରେ ସେ ଥିଲେ କଲମ ର ବାଦସା ଆଜି ବି ସେ ବାଦସା ମାମୁଁ ,ରେବତୀ,ଛଅମାଣ ଆଠଗୁଣ୍ଠ,ଲଛମା ଆଜି ବି ପ୍ରସିଦ୍ଧ ସେଥିପାଇଁ ତୋ ତାଙ୍କୁ ବ୍ୟାସକବି,କଥା ସମ୍ରାଟ,ସରସ୍ଵତୀ ଭାବରେ ଫକିର ମୋହନ ସେନାପତି ଜୀବିତ
ଏକ ସୁନ୍ଦର ପ୍ରୟାସ ... ... ଅନେକ କଳାକାରଙ୍କୁ ଅନୁପ୍ରାଣୀତ କରିବ ଏ କାହାଣୀ......ଏ ଭଳି ପ୍ରୟାସ ଜାରି ରଖାଯାଉ ....
ଆମ ଉତ୍କଳ ମାଟିର ଗର୍ବ ଓ ଗୌରବ।🙏🙏🙏🙏
ବ୍ୟାସ କବି ଫକୀର ମୋହନ ସେନାପତି।🙏🙏🙏🙏
Best forever 🥺❤️
ପ୍ରତ୍ୟେକ ଧାଡ଼ି, ଶବ୍ଦ ଓଡ଼ିଆ ପ୍ରାଣକୁ ଖେଞ୍ଚି ଉଠେଇବାରେ ପ୍ରତିଜ୍ଞା ଯେପରି ।
ସବୁ ପରେ ଏକା ବ୍ୟାସେ ହିଁ ଶୁଣିବେ ନୀରବରେ ....
ଆନ୍ତରିକ ଧନ୍ୟବାଦ ଭାଇ ❤️ ଏତେ ସୁନ୍ଦର ଭାବ ଭରିଥିବା ପାଇଁ ❤️
"ସଂକ୍ରାନ୍ତିରେ ଜାତ ସଂକ୍ରାନ୍ତିରେ
ହତ ସଂକ୍ରାନ୍ତି ତୁମ ବୈଶଷ୍ଟ,
ତୁମ ଚରଣରେ କୋଟି ପ୍ରଣିପାତ
ଘେନ ହେ କଥା ସମ୍ରାଟ ।"🙏🙏
"ବ୍ୟାସେ ଶୁଣୁଛ" ବାସ୍ତବିକ୍ ବହୁତ ସୁନ୍ଦର ଏବଂ ଉଚ୍ଚକୋଟିର କ୍ଷୁଦ୍ର ପରିକଲ୍ପନାଟେ...ବର୍ତ୍ତମାନ ଇଂଗ୍ରାଜୀ ଭାଷା ବୋଲୁଥିବା ବାବୁମାନଙ୍କ ପ୍ରତି ଏକ ଶକ୍ତ ପ୍ରହାର ସଦୃଶ..... ସମସ୍ତେ ଏବେଠାରୁ ଜାଗ୍ରତହୋଇ ଫକିରମୋହନଙ୍କର ଶ୍ରମକୁ ସାକାର କାରିବା ପାଇଁ ଚେଷ୍ଠିତ ହେବା.
ଆଜି ଉତ୍କଳ ଦିବସ। ଜାଣିନି କାହିଁକି ପୁଣି ଥରେ ଫେରିବାକୁ ଇଛା ହେଲା, ଏ ସବୁ ଶଦ୍ଦ ପାଖକୁ। ❤❤❤ ସରମ ଆଜି ଲାଗୁଛି ସତରେ, ଶୁଣିଲେ ଆମର ଓଡ଼ିଆ; ମିଛରେ ଖାଲି ବାହା ବାହା ନେଉ ଆମେ ଯେ ଓଡ଼ିଆ ବଢିଆ। ବାସ୍ ଶଦ୍ଦ ନାହିଁ ବଖାଣିବା ଲାଗି❤❤❤
His acting in Daman movie is mind blowing, extraordinary
ଭାଇ ବ୍ୟସେ ଶୁଣୁଚ ର ଆହୁରି ଅଧ୍ୟାୟ କର ଭାଈ ଦୟାକରି । ବହୁତ ଭଲ ଲାଗିଲା
"ମୁଁ ଓଡ଼ିଶା କହୁଛି"
ବ୍ୟାସେ ଶୁଣୁଛ।
SUMIT BHAI & TEAM ❤️
ବହୁତ ଭଲ ଲାଗିଲା ଭାଇ । ଆପଣଙ୍କ ଅଭିନୟ ପୁରା ନିଆରା ମନ ଛୁଆଁ ପୁରା ପ୍ରାକୃତିକ ।ଓଡ଼ିଆ ସିନେମା ଜଗତକୁ ଆପଣଙ୍କ ପରି ଅଭିନେତା ଓ ନିର୍ଦ୍ଦେଶକ ନିହାତି ଆବଶ୍ୟକ।🙏🙏ଲେଖା ତ ବହୁତ ମନ ଛୁଆଁ। ଧନ୍ୟବାଦ 🙏🙏🙏🙏
ଖୁବ୍ ସୁନ୍ଦର ହେଇଛି 👌👌....ବହୁତ ସୁନ୍ଦର ବାର୍ତ୍ତା....
ଓଡ଼ିଶାକୁ ଭଲ ପାଇବା, ଆମ ଭାଷାକୁ ଭଲ ପାଇବା, ଓଡ଼ିଆ କହିବାରେ ଗର୍ବ ଅନୁଭବ କରିବା, ଆମ ପିଲାମାନଙ୍କୁ ଓଡ଼ିଆ ଶିଖେଇବା, ତାହେଲେ ଯାଇ ସିନା ମାତୃଭୂମିକୁ ଆହୁରି ସମୃଦ୍ଧ ଓ ସୁନ୍ଦର କରି ପାରିବା....🙏🙏
Got goosebumps..when I heard Beeyase. Now it's time to stand to protect our mother tounge. Outstanding performance. Salute
Why are you people always in a fighting mood? 😀😀😀
Simply we Individually need to love it and speak pure Odia and read and sing and promote. No body is attacking Odia bhasa so no need to protect it. Rather you have stopped loving it so start loving it.
Hypocrisy, epate ame odia bhasa ku support karuchhu kintu dialogue ta english re maribu, nahele status Kami jibani..
@lalatendu92 ଇଟା ତ ଶ୍ୟାୟ କଥା
Dipanwit is the true gem of odia industry..
Fakir mohan senapati is the soul of every odia.. feeling proud
Hypocrisy, epate ame odia bhasa ku support karuchhu kintu dialogue ta english re maribu, nahele status Kami jibani..
@@Lalatendu92 ଆପଣ ଅବଶ୍ଯ ସତ କଥା କହିଲେ ହେଲେ ମୋର English ରେ Comment କରିବାର ଅଭିପ୍ରାୟ ଏହା ଥିଲାଯେ ଏଇ କଥାଟି ସମସ୍ତଙ୍କ ବୋଧଗମ୍ୟ ହେଉ । ଓଡ଼ିଆ ଭାଷାରେ ନିପୁଣ ନୁହଁ ମୁଁ ତଥାପି ମୋ ଭାଷାକୁ ନେଇ ମୁଁ ଗର୍ବ କରେ । ଧନ୍ୟବାଦ 🙏🏻
ମାନିଗଲି sir🙏🙏
ଲେଖା କୁ, Direction କୁ, ପୁରା ଭିଡ଼ିଓ କୁ ଆଉ ଖାସ କରିକି our fan and future ollywood ର mega Actor Dipanwit 😍😍😍😍ଙ୍କୁ
Love from ପାରଳାଖେମୁଣ୍ଡି 😍😍
ଜୟ ଜଗନ୍ନାଥ 🙏
ଅତି ସୁନ୍ଦର୍ । ମଜା କଥା ହେଲା, ଓଡ଼ିଆ ଭାଷା ପ୍ରତି ସମର୍ପିତ ଏଇ କଥାଚିତ୍ର ର ବାହା ବାହା କରୁଥବା ଅଧିକାଂଶ ଲୋକ ମାନେ ଏଠି ଇଁରାଜୀ ରେ ମତ ଦେଉଛନ୍ତି । ବିଶ୍ୱାସ ହଉନି ଯଦି ନିଜେ ଦେଖିନିଅ ଭାଇ ମାନେ ।
ଏହି ମନୋଭାବ ଓ ଦୃଷ୍ଟିକୋଣ ର ଅପେକ୍ଷା ଥିଲା ଓଡ଼ିଆ industryଠାରୁ। ଖୁସି ଲାଗୁଚି। ମୋ ଇଚ୍ଛା ଏହି ପରି ଚଳଚ୍ଚିତ୍ର ଆହୁରି ବନା ଜଉ, ମୋ ଏବଂ ମୋ ସିଶ୍ଵସ୍ ସବୁ ଓଡ଼ିଶାବସି ଙ୍କ ତରଫ ରୁ ସମ୍ପୂର୍ଣ୍ଣ ସହଯୋଗ । ଜୟ ଜଗନ୍ନାଥ। 🙏
ଅତି ସୁନ୍ଦର ଉପସ୍ଥାପନା ସିଦ୍ଦାର୍ଥ ଗୌତମ ଓ ସୁମିତ୍ ପଣ୍ଡା।
ସତରେ ଆମ ପଶ୍ଚାମିକତା ଉପରେ ଶକ୍ତ ଚାପୁଡ଼ା ଟିଏ ମାରିଦେଲ 😔😭। ଖାଲି ବ୍ୟାସେ ନୁହଁ ସାରା ଓଡିଶା ଶୁଣିବ, ନିଶ୍ଚେ ଶୁଣିବ 🙏😭😭😭
ଭାଇ।। କଥା ପଦେ କହିଲେ❤️
Right 👍
ସତରେ ଆମେ ଆମ ନିଜସ୍ବ ଭୁଲି ଗଲୁଣି । ବ୍ୟାସେ ସୁଣୁଛ ଟି ❤️❤️❤️❤️
ବ୍ୟାସେ ସୁଣୁଛ ଅତି ସୁନ୍ଦର କାହାଣୀ ପୁରା ଓଡ଼ିଆ ଛୁଙ୍କ ❤️
ସତରେ କଣ ବ୍ୟାଶେ ଶୁଣିବେ ଆଜିର ଏଇ ବୈଜ୍ଞାନିକଙ୍କ କଥା.....ସତରେ କଣ ରେବ ପୁଣି ଫେରିବ ତା ଚୁଲି ଆଉ ପାଉଁଶ ବୋଳି ହୋଇ......ବହୁତ୍ ବଢିଆ ଅଭିନୟ .....ଧନ୍ୟବାଦ୍
Proud of you Sumit Panda....
ଛାତି ଭିତରଟା କୋରି ହେଇଯାଉ କି ଅଣନିଃଶ୍ବାସୀ ହେଇ ଯାଉ କଲମ ସବୁବେଳେ ବୋଲ ମାନେ ନା ! ଆଉ ହଁ ଆଉଥରେ ରେବତୀ ଲେଖି ହେବ ନାହିଁ କଦାପି ନୁହଁ ! Speechless with your dialogue and lyrics .... Excellent acting by Dipanwita ❤️❤️❤️
We have lost the legend Mihir Das but we have got another Mihir Das as Dipanwit Dasmohapatra.. ❤❤❤ Spectacular acting and dialogue delivery. It's more than 15 times I'm watching this. Also showing those who had almost left watching Odia movies. This is content..
ବହୁତ ସୁନ୍ଦର ଅଭିନୟ, ଭଗବାନ ଙ୍କ ନିକଟରେ ଏତିକି ପ୍ରାର୍ଥନା, ଆପଣ ଆଗକୁ ବହୁତ ବଡ଼ କଳାକାର ହୁଅନ୍ତୁ,ହେବେ,ଏହା ମୋର ବିଶ୍ବାସ ❤️
ବହୁତ୍ ସୁନ୍ଦର୍ କାହାଣୀ,, 😭😭😭😭😭 ଏବଂ
ଅତି ସୁନ୍ଦର ଅଭିନୟ ଭାଇ,,,👍👍
ଆରେ ଭାଇ ଏଇ actor ଜଣକ ଆମ ଓଡିଆ ସିନେମାକୁ ବହୁତ ଆଗକୁ ନେଇଯିବେ ସୁଂଦର ଅଭିନୟ ଦେହ ସିତେଇ ଉଠିଲା । ଭବିଷ୍ୟତ ରେ ତମେ ବେଶି ଆଗେଇବ ।
ବ୍ୟାସେ ଶୁଣୁଛ... ଆଉ ଥରେ ତୁମେ କଲମ ଧର 🥺🥺🙏❣️
ସତରେ ଦେହ ଶୀତେଇ ଗଲା। ଅସାମାନ୍ୟ ଲେଖା। ଚମତ୍କାର ସଂଳାପ। ଅତୁଳନୀୟ ଅଭିନୟ।
I liked dipanwit more than babushan in daman.. He is a gem.. Hope for odia industry.
Pratikshya Tankara gote film ebe Release Heichi...Support diantu nahele ye bhalia actor au milibeni Industry ku
ସୁନ୍ଦର କଥା ବସ୍ତୁ....ସାଙ୍ଗକୁ ସୁନ୍ଦର ଅଭିନୟ
"ବ୍ୟାସେ ଶୁଣୁଛ" 🙏
ଟିମ କୁ ଧନ୍ୟବାଦ ଏହିପରି ଏକ କଥା ବସ୍ତୁ କୁ ଅତି ନିଖୁଣ ଭାବେ ଉପସ୍ଥାପନା କରିଥିବା ରୁ..... 🌿
ମାତୃଭୂମି ମାତୃ ଭାଷା ରେ ମମତା ଜା ହୃଦେ ଜନମି ନାହିଁ..ତାକୁ ଯଦି ଜ୍ଞାନୀ ଗଣ ରେ ଗଣିବା...ଅଜ୍ଞାନେ ରହିବେ କାହିଁ........ଖୁବ ସୁନ୍ଦର ଥିଲା 💗...ହୃଦୟ କୁ ଛୁଇଁଗଲା.
ଓଡ଼ିଆ ଭାଷା କୁ ଅବହେଳାର ପରିଣାମ ଉପରେ ଅତି ସୁନ୍ଦର ଜବାବ। ଅତି ସୁନ୍ଦର ହେଇଛି 👍👍
ରସା ତଳ ଗାମୀ ଆମ ଭାଷା କୁ ବଂଚେଇବା ରେ ଏହା ଗୋଟେ ଉତ୍ତମ ପଦକ୍ଷେପ, ଆଗକୁ ଏମିତି ଜାରି ରଖ ଭାଇ 🙏🏻
It's masterpiece❤️
ବହୁତ୍ ଭଲ ଲାଗିଲା.... ଏହା ଏକ ଅପ୍ରିୟ ସତ୍ୟ✨
ଓଡ଼ିଆ ଭାଷାର ସମ୍ମାନ ନିଜେ ଓଡ଼ିଆ ହିଁ କରୁନାହାନ୍ତି..ତ ଆଉ କିଏ ଅବା କରିବ
ଏହି କାହାଣୀ ଟା ହୃଦଯ କୁ ଛୁଇଁ ଗଲା ❤️
Ethi gaon thile sina loke gaunli bhasa bujhibe ....what a meaningfull diloge ...realy toched my heart
ଆମେ ଓଡ଼ିଆ ଓ ଆମ ଓଡ଼ିଶା । ଆମ ଓଡ଼ିଆ ଭାଷା ଆଉ ସାହିତ୍ୟ ଅତି ସୁନ୍ଦର । ଆଉ ସେଥି ପାଇଁ ଆମେ ଗର୍ବିତ ❤️
ବ୍ୟସେ ଶୁଣିବେ ନିଶ୍ଚୟ 🙏
I'm Marathi can't speak Odia...but just love the beauty of Odia culture and wanna love to learn it proudly...i wanna say to all my brothers of Odisha to please protect ur langauge especially from Hindi...here in Maharashtra Marathi is losing every single day coz of Hindi...May Odia proper like no other...Odia and Marathi two beautiful sister languages🥺🥰
Yes bro there are many similarities between two languages
@@debabratsamantray7662 yep i love Odia wholeheartedly as beautiful as my Marathi❤️
Seriously, 💯% correct Bro, I am living with one of my friend, he is from Kolhapur, he understands mine languages and me too to him. Very sweet Odia and Marathi language. And also I can tell little bit of Marathi; "Changlaye Kaye; Jevan jhala kaye?"
ମୁଁ ବହୁତ ଖୁସି ଯେ କମେଣ୍ଟ ରେ ଅଧିକ ଭାଇ ଭଉଣୀ ମାନେ ଓଡ଼ିଆ ରେ ନିଜର କଥା କୁ ଲେଖିଛନ୍ତି,ମୁଁ ପ୍ରଥମେ ଇଂରାଜୀ ରେ ଲେଖିଥିଲି ପରେ ଚେଷ୍ଟା କରି ଓଡ଼ିଆ ରେ ଲେଖିଛି...ସତରେ ଆମେ ଓଡ଼ିଆ ଭାଷା କୁ ଭୂଳିଯାଉଛନ୍ତି......
ଓଡ଼ିଆ ସାହିତ୍ୟ ପ୍ରେମୀ ମାନେ କେବଳ ଗୋଟିଏ କମେଣ୍ଟ ଦିଅ# ବ୍ୟାସେ ସୁଣୁଛ ❤️🙏
ଆମେ ଅଛୁ। ବହୁତ୍ ବହୁତ୍ ଧନ୍ଯବାଦ। ନିର୍ମାତା, ନିର୍ଦେଶକ, ଲେଖକ ଏବଂ ଚଳଚ୍ଚିତ୍ର ର ସମସ୍ତ ସଦସ୍ଯ ଓ ଆମର ମ୍ଯୁଜିକ୍ ର ସମ୍ପୁର୍ଣ ଦଳ ପକ୍ଷରୁ ଆନ୍ତରିକ ଧନ୍ଯବାଦ।
@@Amaramuzikodiasatare mun sabdahina. 🙏🙏🙏chota kathatie kintu prashnabachi srusti kala mana re. Ete chamatkar srusti tie pachare jeun srusti manaska manisha manankara hata ba samprukti,semananka nama gudaka ingragi re kanhiki???
ହଁ
ଶବ୍ଦ ସହ ଅଭିନୟ ଖୁବ ସୁନ୍ଦର ହୋଇଛି ସାର୍...
କର୍ପୂର ସିନା ଉଡ଼ି ଯାଇଚି କନା କେବଳ ପଡ଼ିଛି ତଥାପି ତାର ବାସ୍ନl ସାରା ଓଡ଼ିଆ ଜାତି ର ମନ ମୁଗ୍ଧ କରେ.....
ନାହାନ୍ତି ବ୍ୟାସେ କି ନାହାନ୍ତି ମେହେର ଅଛନ୍ତି ତ ବଡ ବଡ଼ୁଅl ଯାହାଙ୍କ ତୁଣ୍ଡରେ ଇଂରାଜୀ ହିନ୍ଦି ସୁଅ ଖେଲିଯାଏ ଓଡିଆ ଶବ୍ଦ ହୁଏ ଅଳିଆ ....
ଧନ୍ୟବାଦ୍ ସାର୍ ବହୁତ ସୁନ୍ଦର୍ ସଂଯୋଜନା କରିଛନ୍ତି 🙏🙏
ଧନ୍ୟବାଦ ଦେବା ପାଇଁ ଭାଷା ପାଉନି। ଏପରି ଉଚ୍ଚ କୋଟୀର ବାର୍ତ୍ତା ସୁପ୍ତ ଓଡ଼ିଆ ମନରେ ଭାଷା ପ୍ରେମ ବିଦ୍ରୋହ ସୃଷ୍ଟି କରିବ।
ବ୍ୟାସେ ପୁଣି ତୁମେ କଲମ ଧର.. ଆଉ ଶୁଦ୍ଧ ଓଡ଼ିଆ ଭାଷାରେ ବି ବହି ଲେଖି ହୁଏ ତାହା ଓଡ଼ିଆଙ୍କୁ ଶିଖାଇ ଦିଅ..🙏
ବ୍ୟାସେ ଶୁଣୁଛ ❤️
Dipanwit Bhai You are going to Be Real Star of Ollywood Very Natural Acting
What an amazing writing, acting n screen play...!!!! Jadi odia industry eibhali script, actor and screen play ku neiki kama karibe tahele industry bahut uparaku jiba....
Hypocrisy, epate ame odia bhasa ku support karuchhu kintu dialogue ta english re maribu, nahele status Kami jibani.
ହୃଦୟକୁ ସ୍ପର୍ଶ କରିଗଲା, ଅତି ଜୀବନ୍ତ ଭବରେ ଉପସ୍ଥାପନ କରିଛନ୍ତି, 🙏🙏🙏
ସତରେ ଗୋଟେ ପ୍ରକୃତ କଳାକାର । ଓଡ଼ିଆ ଭାଷା କୁ ବଞ୍ଚାଇବା ପାଇବ ବହୁତ ଭଲ ପ୍ରୟାସ।