JA JA TUI HELUNA BEWAFA // KUNDAL K CHHURA & MANBI // NEW SAMBALPURI SONG // 4K VERSION FULL VIDEO

Поділитися
Вставка
  • Опубліковано 29 кві 2021
  • #Ja_Ja_Tui_Heluna_Bewafa
    #Kundal_K_Chhura_And_Manbi
    #Muralidhar_Sagaria_Official
    ============= ବିଶେଷ ସୂଚନା ==============
    ଏହି ଭିଡିଓ କେବଳ ‛‛ MURALIDHAR SAGARIA OFFICIAL ’’ UA-cam CHANNEL ପାଇଁ, ଏହାକୁ ଅନ୍ୟକେହି ଆମର ବିନା ଅନୁମତି ରେ
    ତାଙ୍କ UA-cam CHANNEL ରେ Audio ଆଉ DJ ଛାଡ଼ି ପାରିବେ ନାହିଁ!
    ଯଦି କେହି ଏହାକୁ ଅବମାନନା କରନ୍ତି ତାହାଲେ ଆମେ ବିନା INFORMATION
    ରେ COPYRIGHT STRICK କରିବୁ !
    :-- ANTI PIRACY WARNING --:
    This Content Is Copyright To ‛‛Muralidhar Sagaria Official’’ UA-cam Channel.Any Unauthorized Reproduction,Redistribution DJ Audio
    Version Video Or Reupload Is Strictly Prohibited Of This Material,
    Legal Action Will Be Taken AgainstThose Who Violate The Copyright Of The Following Material Presented,
    Audio Credit :--✽ ✽ :--✽ ✽
    ✽ Song :- Ja Ja Tui Hehuna Bewafa
    ✽ Singer :- #Kundal_K_Chhura_Manbi
    ✽ Lyrics :- #Muralidhar_Sagaria
    ✽ Music :- #Hemanta_Kathar
    ✽ Audio Producer :- #Muralidhar_Sagaria
    ✽ Vst :- #John_Niranjan_Pandey
    ✽ Mpc :- #Bishikesan_Deep
    ✽ Edit / Camera :- F.A Didital (Digam)
    ✽ Track :- D.R Studio (Khariar)
    ✽ Mixing / Mastering :- Satyam Sangeet Studio (Bargarh)
    ✽ Rhythm.By :-Nibash,Balram,Raja(Group)
    ✽ Poster :-Karan Sahoo
    ✽UA-cam Channel :- #Muralidhar_Sagaria_Official
    🎧 Download & Online Stream 🎧
    🎵🎧JioSaavn :- www.saavn.com/s/song/oriya/Ja...
    🎵🎧Apple Music :-music.apple.com/in/album/jaja...
    🎵🎧Wynk Music :- open.wynk.in/sTFJ4MDPAhb
    🎵🎧Gaana:- gaana.com/song/jaja-tui-helun...
    🎵🎧UA-cam Music:- • JA JA TUI HELUNA BEWAF...
    🎵🎧Spotify :-open.spotify.com/track/1FQMpO...
    🎵🎧Facebook :-
    🎵🎧Instagram :-
    🎵🎧Hungama :-
    Search On 30's Other Online Streaming Stores
    Lyrics……...🖊️🖊️🖊️
    =_==_=== ଯା ଯା ତୁଇ ହେଲୁନ ବେୱାଫା =_==_==_=
    ✽ ✽ :-- Kundal --: ✽ ✽
    ଲଭମି ବେବି ଲଭମି ସୋନା ...
    ବଲି କଲୁ ମତେ Porce
    ଦୁଇଁ ଚାର ଦିନ୍ ଗଲାକେ ଉଡାଲୁ ମୋର୍ ହୋଷ ...୨ ଥର
    ​✽ ✽ :-- Manbi --: ✽ ✽
    ଲଭମି ବେବି ଲଭମି ସୋନ
    ବଲି କଲୁ ମତେ Propose
    ଫିର୍ ​କାଏଁ ହେଲା ଜେ ବାବୁ ଦେଉଛ ଦୋଷ୍ ...୨ ଥର
    ✽ ✽ :-- Kundal --: ✽ ✽
    ​ମୁଇଁ ଜାନି ଗଲିନ କଥା...
    ​ତୁଇଁ ଖୋଜି ପକ୍କାନ ଅଲଗା ଟା .. ୨ ଥର
    ​ଯା ଯା ତୁଇଁ ହେଲୁନ ବେୱାଫା
    ​RETURN ତତେ LOVE କରି .....
    ​ଆଉ ନାଇଁ ଖାଏରେ ଧୋକା …
    ✽ ✽ :-- Manbi --: ✽ ✽
    ​ନୁହେଁ ସେ ମୁଇଁ ଆଉ ତୁମର ବେୱାଫା
    ​ତୁମର ଗଳଥି ର ସଜା
    ​ପାଇଁଛ ତୁମେ ଗୋ ରାଜା...
    ✽ ✽ :-- Kundal --: ✽ ✽
    ​ତତେ FIRST TIME ଯେବେ ଦେଖି
    ​ମୁଇଁ ହେଲି ଲୋ IMPRESS ....
    ​ଭାବି ନାଇଁ ଥିଲି ସେ ଏ ଦିନ ର ଠାନୁ
    ​ମୁଇଁ ମୋର୍ PRINCESS ....
    ✽ ✽ :-- Manbi --: ✽ ✽
    ​କାଏଁ ହେଲା ଜେ ସବୁ କଥା କରୁଛ ତମେ YAAD ...
    ​ଦିଲ୍ ଯଦି ଭାଙ୍ଗିଛେ ହେଲେ ଗୋ କରୁଛ ଫରିୟାଦ୍ …
    ✽ ✽ :-- Kundal --: ✽ ✽
    ​ମୁଇଁ ଜାନି ଗଲିନ କଥା...
    ​ତୁଇଁ ଖୋଜି ପକ୍କାନ ଅଲଗା ଟା .. ୨ ଥର
    ​ଯା ଯା ତୁଇଁ ହେଲୁନ ବେୱଫା
    ​RETURN ତତେ LOVE କରି .....
    ​ଆଉ ନାଇଁ ଖାଏରେ ଧୋକା ...
    ✽ ✽ :-- Manbi --: ✽ ✽
    ​ନୁହେଁ ସେ ମୁଇଁ ଆଉ ତୁମର ବେୱାଫା
    ​ତୁମର ଗଳଥି ର ସଜା
    ​ପାଇଁଛ ତୁମେ ଗୋ ରାଜା...
    ✽ ✽ :-- Kundal --: ✽ ✽
    ​ଆଉ ନାଇଁ କର ମୋର୍ ଉପରେ ....
    ​ତୁଇଁ ହିଁ ଲୋ ଏହେସାଷ୍....
    ​ତୁଇଁ ମୋର୍ ନାଇଁ ହେଲେ ବିଇ
    ​କିଛି ନାଇଁ ହୁଏଁ ନୁସକାନ୍....
    ✽ ✽ :-- Manbi --: ✽ ✽
    ​ତମେ ହେନ୍ତା ଆଉ ନାଇଁ କହ ନ କରି ଦିଅ ମାପ୍
    ​କାନ ଧରି କହୁଛେ ଦିଅ ONE ମୋର୍ CHANCE
    ✽ ✽ :-- Kundal --: ✽ ✽
    ​ମୁଇଁ ଜାନି ଗଲିନ କଥା...
    ​ତୁଇଁ ଖୋଜି ପକ୍କାନ ଅଲଗା ଟା .. ୨ ଥର
    ​ଯା ଯା ତୁଇଁ ହେଲୁନ ବେୱାଫା
    ​RETURN ତତେ LOVE କରି .....
    ​ଆଉ ନାଇଁ ଖାଏଁ ରେ ଧୋକା ....୨ ଥର
    ✽ ✽ :-- Manbi --: ✽ ✽
    ​ନୁହେଁ ସେ ମୁଇଁ ଆଉ ତୁମର ବେୱାଫା
    ​ତୁମର ଗଳଥି ର ସଜା
    ​ପାଇଁଛ ତୁମେ ଗୋ ରାଜା...୨ ଥର
    // Like // Share // Subscribe // Comments//
    ✽ ✽ :- UA-cam -: ✽ ✽~ / @muralidharsagariaoffi...
    ✽ ✽ :- WhatsApp -: ✽ ✽~wa.me/message/YJDYUK37TUSVA1
    ✽ ✽ :- Facebook -: ✽ ✽~ / muralidhar.sagaria.52
    ✽ ✽ :- Instagram -: ✽ ✽~ / muralidharsagaria143
    ✽ ✽ :- Twitter -: ✽ ✽~ MURALIDHARSAGA6?s=09
    ✽ :-- #Muralidhar_Sagaria_Official_Presents --: ✽
    Contact 📞 No :-- 9668143086 / 9861377218
    ✽ :-- All Copyright Reserved By Muralidhar Sagaria Official ---:✽
    ଆପଣମାନଙ୍କୁ ଏ ଭିଡିଓ ଟି ଯଦି ଭଲଲାଗିଥାଏ ତେବେ ଆମ Channel ଙ୍କୁ Like ଏବଂ Share କରନ୍ତୁ। ଆମ ସହଯୋଡିହୋଇ ପାଇଁ ଏବଂ ନୂଆ ନୂଆ Video ର Notification
    ପାଇବା ପାଇଁ “#MURALIDHAR_SAGARIA_OFFICIAL ” ର UA-cam Channel ଙ୍କୁ Subscribe କରନ୍ତୁ ଓ Bell🔔ର Button ନିଶ୍ନୟ ପ୍ରେସ୍ କରନ୍ତୁ।ଧନ୍ୟବାଦ୍ !!

КОМЕНТАРІ • 1,3 тис.