ନକଲି ସନ୍ନ୍ୟାସୀ ପାଣ୍ଡିଆନ ଉବାଚ, ମୋହନ ନୁହେଁ ନବୀନ ଏବେ ବି ମୁଖ୍ୟମନ୍ତ୍ରୀ! | ତେରଛା ବାଣ | Terachha Baana

Поділитися
Вставка
  • Опубліковано 4 жов 2024
  • Join this channel to get access to perks:
    / @terachhabaana

КОМЕНТАРІ • 83

  • @ramachandrasahoo2001
    @ramachandrasahoo2001 3 місяці тому +2

    Approciated analysis

  • @swadhikarbetaj3768
    @swadhikarbetaj3768 3 місяці тому +9

    ପାଣ୍ଡିଆନ ମୋହନ ବାବୁଙ୍କ ବାଳବଙ୍କା କରିପାରିବ ନାହିଁ।ରାଜନିତିର ଗଣ୍ଡମୂର୍ଖ ହେଉଛି ପାଣ୍ଡିଆନ।

    • @27n275
      @27n275 2 місяці тому

      Gg

  • @niharranjandas1353
    @niharranjandas1353 3 місяці тому +5

    ମୁର୍ଖ ପଣ୍ଡିଆଁ ନ, ଯେତେ ଅଧିକ କହିବ ବିଜେପି ର ଲାଭ, ବିଜେଡି ର କ୍ଷତି ଅଧିକ ହେବ

  • @hemantkumarsingh1387
    @hemantkumarsingh1387 3 місяці тому

    very good analysis.

  • @chitraguptadas2921
    @chitraguptadas2921 3 місяці тому +7

    ପାଣ୍ଡିଆନ ବୃଦ୍ଧା ବେଶ୍ୟା ତପସ୍ୱିନୀ

    • @alokaranjandash9853
      @alokaranjandash9853 3 місяці тому +1

      ଭାଇ ଏ ବାକ୍ୟଟି ଠିକ୍ ଯେ ଏଥିପାଇଁ ବି ସେ ଯୋଗ୍ୟ ନୁହନ୍ତି । ଯଦି ସେ ସତରେ ସନ୍ୟାସ ନେଇଥାନ୍ତେ ତା ହେଲେ ଏ ବାକ୍ୟଟି ତାଙ୍କ ପାଇଁ ପ୍ରଜୁଯ୍ୟ ହୋଇଥାନ୍ତା । ସେ ଜଣେ ମିଛୁଆ,ଠକ୍ ଓ ପ୍ରବଞ୍ଚନା ।

  • @sidd5547
    @sidd5547 3 місяці тому +5

    ନବୀନ ଲୋକ ଙ୍କ ମୁଖ୍ୟମନ୍ତ୍ରୀ ନଥିଲା, ଲୋକ ମରା ମୁଖ୍ୟମନ୍ତ୍ରୀ ଥିଲା। ଆଉ ସିଏ କେବେହେଲେ ମୁଖ୍ୟମନ୍ତ୍ରୀ ହେବ ନାହିଁ କାରଣ ଲୋକ ତା ଭୟଙ୍କର ସୈତାନ୍ ଋପ ଦେଖିଦେଲେ

  • @ritesh.panipani4472
    @ritesh.panipani4472 3 місяці тому +6

    ପାଣ୍ଡିଆ ବେସ୍ତ ହୁଅ ନାହିଁ.... ତୁମର ବିଚାର ହେବ

  • @Awarenesstalk6379
    @Awarenesstalk6379 3 місяці тому +1

    ବହୁତ ଭଲ ଉପସ୍ଥାପନା

  • @PrasantKumarSwain-f5t
    @PrasantKumarSwain-f5t 3 місяці тому +2

    ନବୀନ ପଟ୍ଟନାୟକ ଜନତାଙ୍କ ହାରି ଗୁହାରି ଶୁଣିବାକୁ କେବେ ଜନତାଙ୍କ ଗହଣକୁ ଯିବାର କେବେ ଆମେ ଦେଖିନୁ । ବେହିଆ ଶବ୍ଦଟି ସେ ତାମିଲି ପାଇଁ ମଧ୍ଯ ନିଅଣ୍ଟ ।

  • @ajayjena909
    @ajayjena909 3 місяці тому +6

    Pandu has no right to comment our CM after retirement from politics.

  • @trilochanpatnaik6321
    @trilochanpatnaik6321 3 місяці тому +4

    ଯିଏ ପଚିଶ ବର୍ଷର ଶାସନ କାଳରେ ଗୋଟିଏ ଦିନ ମୁଖିଆଙ୍କ ଅଭିଯୋଗ ପ୍ରକୋଷ୍ଟ ଲୋକଙ୍କ ଗୁହାରି ଶୁଣିବାକୁ ଦିନେ ହେଲେ ଖୋଲି ନ ଥିଲେ ସେ ବଡ଼ ବଡ଼ କଥା କହିଲେ ଲୋକେ ହସିବେ ଏହି ତହୁଁ ଫଳ ହେବ। ତୁମ ଡ଼କାୟତ ଙ୍କୁ ପଚିଶ ବର୍ଷ ଓଡ଼ିଶାବାସୀ ଦେଖିଲେ। BJD ଦଳର ଅବଶିଷ୍ଟ ନେତା ପାଞ୍ଚ ବର୍ଷ ଅପେକ୍ଷା କରି ଦେଖ। ବାଉଳା କାହିଁକି ହେଉଛ ପାଣ୍ଡିଆ।

    • @SarojMajhi-g6y
      @SarojMajhi-g6y 3 місяці тому

      Jagate.kebel.jane.hasibe.mohan.bhai.sahit.Nabin.sahit.tulana.karanahidurniti.grasta.Nabinku.bjpghant.ghodouthila.jadibjp.ghantaghoda.chadidelen..jharpadajibasuniscita

  • @sachikantasahoo6981
    @sachikantasahoo6981 3 місяці тому +3

    ପାଣ୍ଡୁ କୁ ଯଦି ଝରପଡା ଜେଲ ପଠେଇ ଦିଆ ଯାଏ ତେବେ ସେ ଚୋରି କରିଥିବା ପ୍ରାୟ 70 ରୁ 75 ହଜାର କୋଟି ଟଙ୍କା କେମିତି ଆଦାୟ କରାଯିବ ସେଇଟା ବି ଚିନ୍ତା କରନ୍ତୁ 🙏🏼

  • @sharatchandrapradhan2009
    @sharatchandrapradhan2009 3 місяці тому +1

    Mohan ch Majhi is the People CM. only.

  • @hiranyasingh6680
    @hiranyasingh6680 3 місяці тому +4

    ପାଣ୍ଡୁ କୁ ଆପଣ ଆପଣ କୁହନ୍ତୁ ନାହିଁ । ତୁ ତା କରି କୁହନ୍ତୁ । ଏ ସଲା ଆପଣ ର ଯୋଗ୍ୟ ନୁହେଁ ।

    • @sachikantasahoo6981
      @sachikantasahoo6981 3 місяці тому +1

      Right ✔️✔️
      ମୁଁ ତ ଚୋର ମାଗିଆ କହୁଚି

    • @ALLINONE-wm3dr
      @ALLINONE-wm3dr 3 місяці тому

      ଆପଣ ନୁହେଁ ତାକୁ ଚୋର ଖଣ୍ଟ ଆଉ ଦୋ ଅକ୍ଷରୀ କହିଲେ ବି କମ ହେବ

  • @alloffyou4995
    @alloffyou4995 3 місяці тому +2

    ସେ ମାଆ ଗିହା ପାଣ୍ଡିଆ
    କଥା ଆପଣ ଦୟାକରି
    ଆଲୋଚନା ‌କରନ୍ତୁ
    ନାହିଁ

  • @radhashyamsahoo756
    @radhashyamsahoo756 3 місяці тому

    Bhai welcome

  • @trilochanpatnaik6321
    @trilochanpatnaik6321 3 місяці тому +2

    ସେ ତାମିଲ ସନ୍ୟାସୀ କୁ କୁହନ୍ତୁ ନବୀନ ବାବୁ ( ଟେରଛା ବା ଣ) ଯାହା କହୁଛି ତାହା ପବ୍ଲିକ ରେ ଏକୁଟିଆ ଆସି କହୁ। ତାହେଲେ ଜାଣିବା ତା ଗୁରୁ ନବୀନ ବାବୁ ଓ ପାଣ୍ଡିଆ ପ୍ରତି କେତେ ଲୋକ ପ୍ରିୟତା ଅଛି। ଶଳା ବନ୍ଦ କୋଠରି ଭିତରେ ରହି ବଡ଼ ବଡ଼ କଥା କାହିଁକି କହୁଛି।

  • @hemantkumarsingh1387
    @hemantkumarsingh1387 3 місяці тому +2

    Pandian is a villain in odisha politics.

  • @rajiblochansahoo9863
    @rajiblochansahoo9863 3 місяці тому +7

    Pandu tautor ta

  • @durgaprasadsamantaray7084
    @durgaprasadsamantaray7084 3 місяці тому +2

    ଶୈଳେ ଶୈଳେ ନ ମାଣିକ୍ୟଂ ମ୍ଉକ୍ତିକଂ ନ ଗଜେ ଗଜେ
    ସାଧବୋ ନ ହୀ ସର୍ବତ୍ରଂ ଚନ୍ଦନଂ ନ ବନେ ବନେ।

  • @bijayakumarchoudhury959
    @bijayakumarchoudhury959 3 місяці тому

    ଜଲଦି ଏ ଦୁଇଟାକୁ police custody ରେ ରଖି ପଚରା ଯାଉ।

  • @prafullaparida8638
    @prafullaparida8638 3 місяці тому +2

    Who retired from politics has no right.colour change poltician.

  • @duryodhanmahanta7766
    @duryodhanmahanta7766 3 місяці тому

    ପାଣ୍ଡିଆନ୍ ବିଜେଡି କୁ ବିନାଶ କରିବାପାଇଁ ରହିଛି।

  • @satyabansahu3696
    @satyabansahu3696 3 місяці тому

    👌 reply

  • @sharatchandrapradhan2009
    @sharatchandrapradhan2009 2 місяці тому

    Mohan is people CM not other

  • @dhaneswardas7823
    @dhaneswardas7823 3 місяці тому

    ସମସ୍ତେ କହି ହେଉଛନ୍ତି, ହେଲେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କାହିଁକି ହେଉ ନାହିଁ। ସବୁ ମୋହନ ସରକାର ଦେଖି ଚୁପ୍। ଆପଣ କହି କହି ବି ଚୁପ ହେବେ।

  • @agoodcitizen-b3o
    @agoodcitizen-b3o 3 місяці тому

    Janata sabu janta

  • @hemantkumarsingh1387
    @hemantkumarsingh1387 3 місяці тому +1

    Pandian was trying to be CM,now he is frustrated and giving false statements.

  • @manojkumardas1991
    @manojkumardas1991 3 місяці тому

    That's why he handed over the governance to Pandian.

  • @parameswarmahanta-rv5or
    @parameswarmahanta-rv5or 2 місяці тому

    ପାଣ୍ଡୁ ଧୂଳି କରିଖାଇ ଥିବା ସବୁ ଟଙ୍କା ଜବତ କରାଯାଉ

  • @SwarnaMohanty-pm8gm
    @SwarnaMohanty-pm8gm 2 місяці тому

    Super Naveen sir 🎉

  • @KanhucharanaBhoi
    @KanhucharanaBhoi 3 місяці тому +1

    Right sir

  • @munakumar5538
    @munakumar5538 2 місяці тому

    ପାଣ୍ଡିଆନ୍ 5T ନାଁ ରେ ଓଡ଼ିଶାରେ emergency ଚଳାଇଥିଲା, ଏବଂ ଏହାକୁ ସେ ମାଇଚିଆ ହିଞ୍ଜଡା ନବୀନ ସବୁ ok କରି ପୁରା ଓଡ଼ିଶାକୁ କବଳିତ କରିଥିଲା l ଏଣୁ Pandian, ବବି, କୁଟେ, ଆଶିଷ୍ ସିଂ jadi ଜେଲ ନଯିବେ ତାହେଲେ bjp ର popularity କମିବ

  • @maheswarbadatyamasm9616
    @maheswarbadatyamasm9616 3 місяці тому

    pandia super cm !

  • @bibhutibhushandhall7659
    @bibhutibhushandhall7659 3 місяці тому

    Chief Minister name is Mohan Charan Majhi but not Nabacharan Majhi you uttered in the above show

  • @Awarenesstalk6379
    @Awarenesstalk6379 3 місяці тому

    ପାଣ୍ଡିଆଙ୍କୁ ଲାଜ ଲାଗିବା କଥା

  • @chhabindramansingh73
    @chhabindramansingh73 3 місяці тому +3

    ପାପାଣ୍ଡୁଆ କିବାଳ କୁକୁର, କି nbinaa କି ବାଳ ଦୁଇଜଣ କୁକୁର ହାରାମି ଓଡ଼ିଆ ଙ୍କୁ ବର୍ବାଦ କରିଛନ୍ତି, ସେ ମାଗିହା ପାଣ୍ଡୁଆ କିଏ ଓଡ଼ିଆ ଙ୍କ କଥାରେ ମୁଣ୍ଡ ପୁରାଉଛୁ ନିର୍ଲଜ କୁକୁର, କୋଉଦିନ ତୁ ଜେମିତି ନବଦାସକୁ କଲୁ ସେଇଆ ଭୋଗିବୁ, 5ଟଙ୍କିଆ ଖାଦ୍ୟ ଓଡ଼ିଆ ଙ୍କର କ୍ଷତି ଆକୁ ବନ୍ଦ କରାଯାଉ, ଏ ପଇସାରେ ନଦୀ ମାନଙ୍କରେ ବ ବନ୍ଧ ହେଉ କିମ୍ବା ଶୀତଳ ଭଣ୍ଡାର ହେଉ, ଲକ୍ଷ୍ମୀ ବସ ଯେଉଁ ଗୁଡିକ ଲାଭରେ ଚାଲୁଛି ଚଲା ନଚେତ ବନ୍ଦକର, ଓଡ଼ିଆ ଙ୍କ ପଇସା ବର୍ବାଦ କରନା, bjd ଦୁର୍ନୀତି କୁ ପର୍ଦାଫାଶ କରି ସମ୍ପତି ବ୍ୟାଯାପ୍ତ କରୁ bjp ନଚେତ ଲୋକଙ୍କ ଆକ୍ରୋଶ ର ଶିକାର ହେବ bjp

  • @pranabeshmohanty9455
    @pranabeshmohanty9455 3 місяці тому

    Odisha bujet tiari pai call asini, odisha re must knowledge thiba lokana,nije bujipara nije katha

  • @ALLINONE-wm3dr
    @ALLINONE-wm3dr 3 місяці тому

    ବିନାଶ କାଳେ ବିପରୀତ ବୁଦ୍ଧି.... କିଛି ନ କହି ଚୁପ ରହିଥିଲେ ବଞ୍ଚି ଯାଇଥାନ୍ତେ.. କିନ୍ତୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କୁ X ହ୍ୟାଣ୍ଡଲ ରେ ଟାର୍ଗେଟ କରୁଛନ୍ତି... ଆଗକୁ ଚରମ ଅସୁବିଧା ର ସମୁଖୀନ ହେବେ ଜଣା ପଡ଼ିଗଲାଣି.... ହଜମ ହେଉନି ତାଙ୍କୁ ଏମିତି ଲୋକ ମାନେ ନିର୍ବାଚନ ରେ ପାନେ ଦେଇଛନ୍ତି... ପାଗଳ ଭଳିଆ ହେଉଛନ୍ତି ପାଣ୍ଡିଆନ ଆଉ ତାଙ୍କ ଚମଚା ମାନେ

  • @shibaagrawal9155
    @shibaagrawal9155 3 місяці тому

    Pandian ku pachara Naveen Patnaik cheatfund paisa kana kala

  • @jyotsnamayeebehera4388
    @jyotsnamayeebehera4388 3 місяці тому

    Pandian hatao odisha banchao

  • @DEKU_BAKKA
    @DEKU_BAKKA 3 місяці тому

    Padian sir great work odissa 🎉🎉🎉🎉🎉

  • @ArjunSwain-o9w
    @ArjunSwain-o9w 3 місяці тому

    What is the reason between nabin and pandu. Whey weakness for pandu.

  • @chakradharsahoo3684
    @chakradharsahoo3684 3 місяці тому

    Sir, we are happy to listen your talk. Expecting reaction of BJP.People are waiting for the action of new government. Let anybody comment any thing. Even government has not completed one month why all these questions.

  • @ramachandrapanda7858
    @ramachandrapanda7858 3 місяці тому +2

    Top most EPISODE. Many thanks for your such DEEP AND SUPER THOUGHT.

  • @AchintyaBiswal
    @AchintyaBiswal 3 місяці тому

    Pandian is telling lie. He is a habitual lier. During 24 years of BJD govt. Naveen had never gone to the people once. It is a very shame. Pandian should salute Mohan govt. as the later is meeting the common people directly and addressing their grievances on the spot. Pandian should be put behind the bar for the massive minning corruption in Odisha.

  • @DEKU_BAKKA
    @DEKU_BAKKA 3 місяці тому

    BJP sarakar Ranga badalei dala

  • @gangadhardash3430
    @gangadhardash3430 3 місяці тому +1

    🎉🎉🎉🎉

  • @swarnapravagiri6953
    @swarnapravagiri6953 3 місяці тому

    Pandutugalutupalanahelaeemaribu

  • @sureshdash8597
    @sureshdash8597 3 місяці тому

    Nabin bandara mukhyamantri

  • @prabhatsahoo2923
    @prabhatsahoo2923 3 місяці тому

    Pandu nobody will believe you once again. It is better you leave Orissa.

  • @alokaranjandash9853
    @alokaranjandash9853 3 місяці тому +1

    He is always a cheater.

  • @agoodcitizen-b3o
    @agoodcitizen-b3o 3 місяці тому

    Nabeen bi michha kahanti michhua se

  • @snehasmitasahu7125
    @snehasmitasahu7125 3 місяці тому

    Pandu ku laja madunahi salaku

  • @debidasimohanty4356
    @debidasimohanty4356 3 місяці тому

    E lokata kana manisa.....keu grader...

  • @swarnamohanty3121
    @swarnamohanty3121 3 місяці тому +1

    Vote kia besi paichi ? Naveen 1 crore 1 lakh , BJP 1 crore 40 thousand only .so who is the real CM?

  • @agoodcitizen-b3o
    @agoodcitizen-b3o 3 місяці тому

    Dalma kahapaisare? Deuthile

    • @agoodcitizen-b3o
      @agoodcitizen-b3o 3 місяці тому

      Corporate house tharu Chanda nei deuthile michh kanhiki kahugcha

  • @DEKU_BAKKA
    @DEKU_BAKKA 3 місяці тому

    Nabin sir best CM

  • @Brosujit
    @Brosujit 3 місяці тому +1

    ଏ ମଉସା କାହିଁକି ଆଉ ଭିଡ଼ିଓ ପକେଇଲ ଏ ଭିଡିଓ କୁ କାଲି ସନ୍ଧ୍ୟା ବେଳେ ଦୁର୍ଗା ମାଧବ ମିଶ୍ର ତାଙ୍କ channel ରେ ପକେସାରିଲେଣି,ସେ ସବୁ views ନାଇଗଲଣି, ତୁମଠୁ ବଢିଆ ଅନ୍ଦାଜ୍ ରେ,ସେ ବହୁତ୍ ପୁରୁଣା journalist, ତମେ ନୁଆ ପଇସା କମେଇବା ପାଇଁ ଭିଡିଓ ପକୌଚ, ଖାଲି ପାଣ୍ଡିଆଁ ର ଧରୁଚ,କିଛି views ହେବାର ନାହିଁ,ଜା ସୋଇ ପଡ଼ିବ,🎉

  • @urmilamishra8575
    @urmilamishra8575 3 місяці тому

    A michhua katha kanhiki sunucha

  • @agoodcitizen-b3o
    @agoodcitizen-b3o 3 місяці тому

    Taar sabu michh

  • @bishnucharantripathy8938
    @bishnucharantripathy8938 3 місяці тому

    Are you sure that BSKY started after Ayusman Bharat? Check it properly. Can present CM continue this grievance redressal system? It is just impossible. Just wait and watch how this government is functioning . Pet dogs are barking for BJP when someone criticizes BJP.

  • @dilipkumarsingh3445
    @dilipkumarsingh3445 2 місяці тому

    ଚାଟୁକାର

  • @krushnachandranayak8081
    @krushnachandranayak8081 3 місяці тому

    Tu Godi media.