September 18, 2024 ପଞ୍ଚମ ପଢ଼ା ଝିଅଙ୍କୁ ଗଣ ଦୁଷ୍କର୍ମ କରି ହତ୍ୟା କଲେ ଦୁର୍ବୁତ୍ତ ମାନେ , ସରକାର ଏହାର ତଦନ୍ତ କର

Поділитися
Вставка
  • Опубліковано 8 жов 2024
  • ଆସନ୍ତୁ ଆମେ #halchal66_news ଦେଖିବା । ଆମ ଏହି ୟୁଟୁବ୍ ଚନେଲ ଗରିବ ,ଦୁଖୀ ,ରଙ୍କି , ଦରିଦ୍ର ,ପିଡିତା ନିଷ୍ପେସିତ ମାନଙ୍କର ସେବା ମନବୃତିରେ ସୃଷ୍ଟି ହୋଇଅଛି ।
    ଶିକ୍ଷା ,ସ୍ୱାସ୍ଥ୍ୟ ,ଗମନା ଗମନ ସହ ପଲ୍ଲୀ ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଏହି #halchal66 ପରିବେଷଣ କରିଥାଏ । ଆମକୁ ଯୋଗାଯୋଗ କରିବାକୁ ମୋ E mail tprabhanjan@gmail.com my phone number is #9778022779 #9777220474 ରାତି ଦିନ ଆପଣମାନଙ୍କ ସେବାରେ । ଲାଲୁ #karkara #ପ୍ରଭଞ୍ଜନ_ତ୍ରିପାଠୀ #prabhanjan_tripathy #66 #police_public_press

КОМЕНТАРІ • 57

  • @AkashMirgan-v5e
    @AkashMirgan-v5e 18 днів тому +5

    ମାଗିଆ ମାନଙ୍କୁ ପାଶୀ ଦିଆଯାଉ

  • @Abhijeetzenil
    @Abhijeetzenil 21 день тому +6

    ବହୁତ ଦୁଃଖଦ ଘଟଣା 😢😢 ଦୋଷୀ କୁ ଫାଶୀ ଦଣ୍ଡ ଦେବା ଦରକାର

    • @halchal66
      @halchal66  20 днів тому

      ନିଶ୍ଚିତ ଭାବରେ

  • @kjhhj6645
    @kjhhj6645 21 день тому +4

    Mohan babu joldi kichi action nio no hele bohuto kharap hebo gao boli bhabo nahi case dobae ba ku chesta koro nahi.....

  • @gopalpradhani7466
    @gopalpradhani7466 21 день тому +10

    ପାସି ଦିଅ ମାଗିବାକୁ

    • @halchal66
      @halchal66  21 день тому

      ନିଶ୍ଚିତ ଭାବରେ

  • @MankuGond-ic4rb
    @MankuGond-ic4rb 21 день тому +8

    ଦୋରି କି,ପାଷିଦିଆଜାଉ

    • @halchal66
      @halchal66  21 день тому

      ନିଶ୍ଚିତ ଭାବରେ

  • @padubhatraofficial5893
    @padubhatraofficial5893 19 днів тому +4

    ଧନ୍ୟବାଦ, ପୂର୍ବତନ ବିଧାୟକ ଭୂଜବଳ ମାଝୀ ମହୋଦୟ

    • @halchal66
      @halchal66  18 днів тому

      ଧନ୍ୟବାଦ ଜଣାଉଛି

  • @raajmumarChannel
    @raajmumarChannel 20 днів тому +4

    ପାସି ଦିଅ

  • @SibaramBhatra-j3m
    @SibaramBhatra-j3m 21 день тому +3

    Nabarangpur police dasi ku dharile dhanybaad debe nabarangpur basi

    • @halchal66
      @halchal66  20 днів тому

      ଧନ୍ୟବାଦ

  • @MangalPujari-if4dr
    @MangalPujari-if4dr 20 днів тому +4

    First semanonku dhariki guptanga kati diajao tapare gote gote hata godo kati diajaou

  • @motirambhatara8959
    @motirambhatara8959 21 день тому +5

    ଦୁଃଖର ବିଷୟ

  • @NSkantKumar
    @NSkantKumar 13 днів тому +1

    ଯୀଶୁ ପଥ ଯୀଶୁ ସତ୍ୟ ଯୀଶୁ ହିଁ ଅନନ୍ତ ଜୀବନ 🎉🎉
    ପାପରୁ କ୍ଷମା ଅନନ୍ତ ନର୍କ ଦଣ୍ଡରୁ ରକ୍ଷା ସ୍ୱର୍ଗୀୟ ଅନନ୍ତ ଜୀବନ ଶାନ୍ତି ବିଶ୍ରାମ ସାନ୍ତ୍ଵନା ପାଇବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ବାସ କର 🎉🎉
    ପାପର ଦୁନିଆଁ ଅସ୍ଥାୟୀ ଜୀବନ ଈଶ୍ୱର ବିଶ୍ବାସ ମଧ୍ୟରେ ଏହା ହିଁ ଜୀବନର ସାର ସତ୍ୟ 🎉🎉

    • @halchal66
      @halchal66  13 днів тому

      @@NSkantKumar
      କାହିଁ କେଉଁ କାଳରୁ ଖ୍ରୀଷ୍ଟପୂର୍ବ ରୁ ଭାରତ ବର୍ଷରେ ଶ୍ରୀ ରାମ ପ୍ରଭୁ ରାଜତ୍ୱ କରି ରାମ ରାଜ୍ୟ ଗଠନ କରିଥିଲେ , ରାବଣ ବଧ ମଧ୍ୟ ହୋଇଥିଲା ଋଷି ବାଲ୍ମୀକିଙ୍କର ରାମାୟଣ ପଢ଼ିଲେ ଜଣାପଡେ ଆମ ଭାରତ ବର୍ଷରେ କୌଣସି ଧର୍ମ ନ ଥିଲା , କେବଳ ଭଗବାନ ଶ୍ରୀ ରାମ କୃଷ୍ଣ ଜଗନ୍ନାଥଙ୍କ ବ୍ୟତୀତ ଆମ ଭଗବାନ କେହି ନାହିଁ , ହେ ଭାରତ ବାସୀ ଆସନ୍ତୁ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ କୃଷ୍ଣ ହରେ ହରେ , ହରେ ରାମ ହରେ ରାମ ରାମ ରାମ ହରେ ହରେ ସଂକୀର୍ତ୍ତନ କରି ଏହି କଳି କାଳରେ ବିଧର୍ମୀ ଅତ୍ୟାଚାରୀ ,ମାନବ ଠାରୁ ପଶୁ ହତ୍ୟା କାରୀ ଗୌ ମାତାଙ୍କର ହତ୍ୟା କାରୀଙ୍କୁ ଏହି ସଂସାରରୁ ମୁକ୍ତି ଦିଆଇବା । ପ୍ରାଣୀଙ୍କ ପ୍ରତି ଦୟାଭାବ ରଖି , ଅବାଟୁଆଙ୍କୁ ବାଟକୁ ଆଣିବା ,,,, ଜୟ ଶ୍ରୀ ରାମ
      ଅହିଂସା ପରମ ଧର୍ମ , ଧର୍ମର ଜୟ ହେଉ ପାପର କ୍ଷୟ ହେଉ ।।।। ବନ୍ଦେ ମା ଭାରତୀ ।।।।।।।

    • @NSkantKumar
      @NSkantKumar 13 днів тому

      @@halchal66
      ତୁମ ଧର୍ମ କେତେ ଭାଗ ଅଛି ? କାହିଁ କେତେ କାଳରୁ ଅର୍ଥ କୌଣସି ନିଶ୍ଚିତତା ନାହଁ, ଅନିର୍ଦ୍ଧିଷ୍ଟ, ପ୍ରମାଣ ହୀନ, କାଳ୍ପନିକ, କଥାବସ୍ତୁ, କୌଣସି ହିତ ହୀନ, କୌଣସି ଗଣନାର ଅଜ୍ଞାନତା, ବିକାଶର ଅଜ୍ଞାନତା, ଅନ୍ଧତା, ଅନ୍ଧ ବିଶ୍ଵାସ, ସଂକୀର୍ଣ୍ଣତା ହିଁ କେବଳ ! ତୁମର ଅନେକ ଅଜ୍ଞାନତା ଖ୍ରୀଷ୍ଟ ଯୀଶୁଙ୍କ ଦ୍ବାରା ଦୁରିକୃତ ହେଇଚି ! ଏବେ ମନ ପରିବର୍ତ୍ତନ କର ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଵିଶ୍ଵାସ କର ଅନନ୍ତ ଜୀବନ ପାଇବ ! କି ଜ୍ଞାନ ତୁମର ଯୀଶୁଙ୍କ ବିହୁନେ ??

  • @ghasinayak4616
    @ghasinayak4616 21 день тому +3

    😢

  • @babulibagh5429
    @babulibagh5429 19 днів тому +1

    Right 👍 bhai

    • @halchal66
      @halchal66  18 днів тому

      ନିଶ୍ଚିତ ଭାବରେ

  • @Jugalhikoka777
    @Jugalhikoka777 18 днів тому +1

    ଏମିତି ଦୁଷ୍ଟ ମନକୁ ଦଣ୍ଡ ଦେବଦରକାର ଆଇକାମବନାଇ

  • @gopalpradhani7466
    @gopalpradhani7466 21 день тому +3

    😅😂😂😂

  • @damusingbhatara3894
    @damusingbhatara3894 21 день тому +2

    😭😭😭😭😭😭😭😭

    • @halchal66
      @halchal66  21 день тому

      😥😥😥😥😪😓😓😴

  • @TankadharBhatra-fz7jb
    @TankadharBhatra-fz7jb 21 день тому +1

    Ahita houchi modara.power jaisambidhan.

  • @GjsjY
    @GjsjY 17 днів тому +1

    Ki niye miluchi

    • @halchal66
      @halchal66  16 днів тому

      @@GjsjY
      ଏବେ ମିଳିବ ବୋଧେ

  • @BlesonBagh
    @BlesonBagh 21 день тому +3

    Phasi dio

  • @GopiKhunti
    @GopiKhunti 20 днів тому +1

    Fasi diajau

    • @halchal66
      @halchal66  20 днів тому

      @@GopiKhunti ନିଶ୍ଚିତ ଭାବରେ

  • @raghukumbhar287
    @raghukumbhar287 14 днів тому +1

    Pasidia jahu

    • @halchal66
      @halchal66  14 днів тому

      ନିଶ୍ଚିତ ଭାବରେ

  • @SushantaMuduli-j4s
    @SushantaMuduli-j4s 21 день тому +2

    Fashi. Digia

  • @NanadaGouda
    @NanadaGouda 21 день тому +1

    😂😂😂😂😂😂

  • @NarendraMajhi-ol4kt
    @NarendraMajhi-ol4kt 21 день тому +1

    😂😂

  • @bhagabanmurmu-p1x
    @bhagabanmurmu-p1x 13 днів тому +1

    Sola mananku dhoro aau tanko guptanga kato kukuro manongkor

    • @halchal66
      @halchal66  12 днів тому

      କାଟି ଦେବା କଥା କା

  • @KuniMajhi-he9sg
    @KuniMajhi-he9sg 20 днів тому +1

    Dukho ro Bisayo

    • @halchal66
      @halchal66  20 днів тому

      @@KuniMajhi-he9sg
      ନିତାନ୍ତ ରୂପେ

  • @BalarambhatraBalaram-wc5tp
    @BalarambhatraBalaram-wc5tp 21 день тому +1

    Dakar bisay

  • @MamataGouda-m8b
    @MamataGouda-m8b 20 днів тому +1

    Bahut joldi action nia jau dosi ku danda dia jau.

    • @halchal66
      @halchal66  20 днів тому

      ନିଶ୍ଚିତ ଭାବରେ

  • @puranmajhi1590
    @puranmajhi1590 16 днів тому +1

    Sala kufasi diajau