ମଡର୍ଣ୍ଣ ନାରୀର ମାଣବସା ଗୁରୁବାର | Traditional Wife vs Modern Wife | Papu Pom Pom Comedy | Aeita Bayata

Поділитися
Вставка
  • Опубліковано 27 лис 2024

КОМЕНТАРІ • 375

  • @Mr.AkAlok
    @Mr.AkAlok 2 роки тому +56

    ଯେଉଁମାନେ ମା" ଲକ୍ଷ୍ମୀଙ୍କୁ ପୂଜା କରନ୍ତି ଓ ଭଲ ପାଆନ୍ତି ନିଶ୍ଚୟ ଗୋଟିଏ like କରିବେ... 🥰🥰 ଜୟ ମା" ଲକ୍ଷ୍ମୀ 🥰🥰

  • @ranjannaik8833
    @ranjannaik8833 2 роки тому +19

    ପପୁ ସାର ସର୍ବ ପଥମେ 🙏 ପପୁ ସାର ସବୁବେଳେ ଓଡିଆରେ କଲଚର ଯାହା ଚାଲିଛି ସତ୍ୟ ଘଟଣା । ଏହି ସବୁ ବିଷୟକୁ ସବୁବେଳେ ପପୁ ସାର ଆଣୁଥିବାରୁ ଆପଣଙ୍କୁ ଅସେସ ଅସେସ ଧନ୍ୟବାଦ । ସମସ୍ତ ଦର୍ଶକ ମାନଙ୍କୁ ଅନୁରୋଧ ପପୁ ସାରଙ୍କ ପାଇଁ 👍ଗୋଟିଏ ଦିଅନ୍ତୁ ।

  • @niharkantabehera9776
    @niharkantabehera9776 2 роки тому +67

    ବହୁତ ଭଲ ଶିକ୍ଷା,,,
    ଆମ ଭାରତୀୟ ସଂସ୍କୃତି ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି,,,
    ବିଶେଷ କରି ଆମ ଓଡ଼ିଆ ସଂସ୍କୃତି ଲୋପ ପାଉଛି
    ଜୟ ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ ଭବ ତୁମେ 🙏🙏🚩🇮🇳

  • @odiakahani2
    @odiakahani2 2 роки тому +150

    ଯେଉଁ ମାନେ ଏ କମେଣ୍ଟ ପଢୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ ତାଙ୍କ ଚଲା ପଥକୁ କୁସୁମିତ କରନ୍ତୁ 🙏🙏🌺

  • @hunterchiku5223
    @hunterchiku5223 2 роки тому +17

    ସବୁ episode ରେ କିଛି ଶିଖିବା କଥା ଅଛି ଯାହା କି ଆମ ସଂସ୍କୃତି କୁ ପୁନାର୍ବୃତି ହୋଇପାରିବ
    ଏମିତି ଆଗକୁ ଆହୁରି ଭଲ ଭଲ episode ଆସୁ

  • @purusottamnayak6984
    @purusottamnayak6984 2 роки тому +25

    କମେଡି ଦ୍ବାରା ଆମ ସମାଜକୁ ଭଲ ବାର୍ତ୍ତା

  • @sng-rk3ow
    @sng-rk3ow 2 роки тому +5

    କହୁ କହୁ କହିଦେଲ ଅତି ସୁନ୍ଦର କଥା ବୁଝି ପାରିଲେ ବୁଝ ନହଲେ ସେଇ ମୂର୍ଖ ହେଇ ରହିଥା।।ଆଆଆ

  • @ajaykumarmohanta5073
    @ajaykumarmohanta5073 2 роки тому +14

    ଅତି ସୁନ୍ଦର....
    ଜୟ ମା ଲକ୍ଷ୍ମୀ 🙏

  • @DrRashmirekhajena
    @DrRashmirekhajena 2 роки тому +13

    ଖୁବ୍ ସୁନ୍ଦର episode 🙏🙏 tq so much for a beautiful episode

  • @deepakbird
    @deepakbird Рік тому +4

    ଏହିଭଳି ଭିଡ଼ିଓ ଦେଖିବା ସମୟର ସଦୁପଯୋଗ ବୋଲି ମୁଁ ଭାବୁଛି।
    ଜୟ ଜଗନ୍ନାଥ 🙏🏿

  • @kumudinimohapatra9180
    @kumudinimohapatra9180 Рік тому +2

    Ati sundar supper
    Bahu sundar uttm
    Bahut badhia laguchi

  • @jitendrapanigrahi3240
    @jitendrapanigrahi3240 2 роки тому +8

    ଚମତ୍କାର ଅଭିନୟ ପପୁ ଭାଈ

  • @radhakrishna7245
    @radhakrishna7245 2 роки тому +3

    ବହୁତ ସୁନ୍ଦର କାର୍ଯ୍ୟକ୍ରମ ।ଧନ୍ଯବାଦ ଭାଇ ଏମିତିଆ ଭାରତୀୟ ସଂସ୍କୃତି ପରମ୍ପରାର ଭିଡିଓ କରି ଯୁବ ପୀଢିକୁ ସୁଶିକ୍ଷା ଦେଇପାରିବ ।

  • @doli7840
    @doli7840 Рік тому

    ଅତି ସୁନ୍ଦର ଭାବନା ସୃଷ୍ଟି କରୁଛି ଭାଇ ଏହି ଭିଡିଓ ଅତି ଆକର୍ଷଣୀୟ

  • @truptiranjan863
    @truptiranjan863 2 роки тому +10

    ଜୟ ଜଗନ୍ନାଥ 🙏🙏🙏 ଅତି ସୁନ୍ଦର ଉପସ୍ଥାପନା 👍💞💚💞

  • @kunaprasad5058
    @kunaprasad5058 2 роки тому +3

    ବହୁତ୍ ସୁନ୍ଦର । ପିତୃପୁରଷ ମାନଙ୍କ ନାଣ୍ଡି ମୁଖି ଶ୍ରାଦ୍ଧ ବୟାନ। ଲୋକ ମାନ ଙ୍କୁ ଶାସ୍ତ୍ର ମତ କୁ ଯଦି ସିଧାସଳଖ ଗ୍ରହଣ ନ କରୁଛନ୍ତି ତାହେଲେ ତା ପଛରେ ଥିବା ବିଜ୍ଞାନ କୁ ବୁଝିବାକୁ ଚେଷ୍ଟା କରନ୍ତୁ। ତାହେଲେ ସତ କି ମିଛ ଜାଣିପାରିବେ। କେବଳ କେତୋଟି ଅନ୍ଧ ବିଶ୍ୱାସର ଦ୍ୱାହି ଦେଇ ଥଟ୍ଟା ମଜା ରେ ଉଡ଼ାନ୍ତୁ ନାହିଁ।

  • @benupaninag8586
    @benupaninag8586 Рік тому +3

    ବହୁତ ଭଲ ଜ୍ଞାନ👌👌👌👌

  • @managobindabarik674
    @managobindabarik674 Рік тому +1

    ପପୁ ଭାଇ ତମକୁ ସତ ସତ 🙏🏻🙏🏻🙏🏻🙏🏻🙏🏻🙏🏻
    ତମ ର ଜ୍ଞlନ ଅପାର..... ତମେ ହଉଛ multitelented........ ତମେ ଆମ ଓଡିଶା ର ଗର୍ବ ଆଉ ଗୌରବ..... ତମ ପରି କେହି telented ନ ଥିଲେ,,, କି କେହି ହେବେନି.......!!autumetic word ବାହାରିବ........ 💗💗💗💗💗💗u
    ଜୟ ଜଗନ୍ନାଥ 🙏🏻🙏🏻🙏🏻🙏🏻

  • @prasantapanda2132
    @prasantapanda2132 2 роки тому +11

    ଅତି ସୁନ୍ଦର ଅଭିନୟ ❤️❤️❤️❤️❤️💜💜💜💜💜

  • @rabindrapradhan-8222
    @rabindrapradhan-8222 11 місяців тому

    ପପୁ ବାବୁ ରାଜୀବ ବାବୁ ବିକାଶ ସର୍
    ନଖିଆ ବାବୁ ଓ ଟୁକୁନା stylish ଙ୍କ
    acting bahut natural
    ମୋର ଘର ମୟୂରଭଞ୍ଜ
    ଜୁହାର

  • @pramilabehera6886
    @pramilabehera6886 2 роки тому +3

    Badhiaa... badhiaa bahutu badhiaa 👍👌

  • @rudranarayanswain7210
    @rudranarayanswain7210 2 роки тому +25

    100% correct. Odia cultural have its own value.

  • @mr.duke7102
    @mr.duke7102 2 роки тому +8

    Love you papu vai ❤️❤️
    Most talented actor of the world. ❤️❤️🔥🔥Real talented. Be healthy always, god bless you.

    • @dileswarbagh4753
      @dileswarbagh4753 11 місяців тому

      ❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤❤ sa

  • @ipsitaabhilipsasamal8989
    @ipsitaabhilipsasamal8989 2 роки тому +9

    Talented personality hela Papu pom pom💐💐💐💐💐💐

  • @aproudjagannathbhaktkaling6054

    ଜୟ ଜଗନ୍ନାଥ Jay Jagannath 🚩🚩🚩

  • @mssucheta7652
    @mssucheta7652 2 роки тому +1

    ସାରଗର୍ଭକ,ନୀତି ଆଦର୍ଶ ପ୍ରଣୋଦିତ ବାସ୍ତବଧର୍ମୀ କାର୍ଯ୍ୟକ୍ରମ । ସମସ୍ତ କଳାକାର ନିଖୁଣ ଅଭିନୟ କରିଛନ୍ତି । ଏଥିରୁ ଅନେକ ଶିକ୍ଷା କରିବାର ଅଛି । ଧନ୍ୟବାଦ ।

  • @rakeshkumarsahoo6123
    @rakeshkumarsahoo6123 2 роки тому +14

    Outstanding team performance best episode ever👌👌👌

  • @Biggy007
    @Biggy007 2 роки тому +2

    ପପୁ ଭାଇ କଂ ଆତି ଚମତ୍କାର ଅଭିନୟ👌👌

  • @sonalipanda7213
    @sonalipanda7213 2 роки тому +2

    Bahut sundar natako au abhinaya. Society Ku amo culture aau tradition bisoyore janiba darkar.

  • @bishnubaarik6802
    @bishnubaarik6802 2 роки тому +2

    ହଁ ଆଜ୍ଞା ଏବେ ହିରୋ ନି ଗୋଟେ ବାହା ହେଲେ ଏବେ

  • @bishnumaharana7500
    @bishnumaharana7500 2 роки тому +5

    Mora papu sir ati nijara bhali laghucahnti kintu kebe mu nija akhire dekhi nahi jaha tv re dekha chi you tube re dekhu chi jaha mora kintu mana ku chuhi jauchi

  • @betexshyamsundar990
    @betexshyamsundar990 Рік тому

    ସଚେତନ କରିଥିବାରୁ ଧନ୍ୟବାଦ.ଲୋକକୁଂ ଫିଉଜ କରିବ ନିଶ୍ଚୟ.

  • @sadhananayak5393
    @sadhananayak5393 2 роки тому +25

    nice acting papu sir..u r d best actor in our industry..

  • @LABASIBANI
    @LABASIBANI 2 роки тому +2

    ପପୁ ଭାଇ ତମେ ଲକ୍ଷ୍ମୀ ପୁରାଣ ଭିଡିଓ ଗୀତ upload କର୍

  • @supriyarout2182
    @supriyarout2182 2 роки тому +7

    Satare Papu vai you legend

  • @dailydose4192
    @dailydose4192 2 роки тому +4

    Sabu episode dekhe samastanku bahut bahut dhanyabad....
    ATI Sundara bhabare paribeshan karichhanti

  • @swapnasart2118
    @swapnasart2118 2 роки тому +2

    Papu vai voice super

  • @manasojha8093
    @manasojha8093 2 роки тому +13

    This Episode is beautiful 🥰.... outstanding Papu bhai and all team members... thank you so much for this.....bahut kichhi sikhibaku milila.....

  • @dev.soumya-369
    @dev.soumya-369 2 роки тому +5

    17:04🤣😂🤣BTW,The entire team did a fantastic job of portraying our culture while showcasing the realities of modern society.Wishing to see more content like this in future...Kudos to the team 👍😊

  • @imaz7617
    @imaz7617 2 роки тому +1

    Jete comedy...dekhile be ...Papu bhai nk ... comedy tale... only.. mopai🔥🔥🔥🔥🔥🔥

  • @aadhikari7615
    @aadhikari7615 2 роки тому +1

    ଧନ୍ଯବାଦ ପପୁ ଭାଇ ବହୁତ ସୁନ୍ଦର 🙏ଜୟ ଜଗନ୍ନାଥ🙏🙏🙏🙏🙏

  • @suvendusekhardutta1364
    @suvendusekhardutta1364 2 роки тому +1

    ପ୍ରକୃତ ଜ୍ଞାନ ୟାକୁହିଁ କୁହାଯାଏ 👍

  • @muralising7003
    @muralising7003 Рік тому +3

    Sara bharata basi ku Bhala message deucha Papu bhai 👍sanatana dharma ku bancheiki rakhantu, Jaya Jagannath 🙏🚩🚩🚩 sanatan dharm ku mojare udantu nahi🙏 bande utkala janani...

  • @rabirout7101
    @rabirout7101 2 роки тому +35

    One of the finest episode ever.....😍😍 Wonderfully presentation by papu Bhai you're true gem's in odia .. industry.....

  • @srikantkumar9142
    @srikantkumar9142 2 роки тому +1

    Khatranak

  • @DrRashmirekhajena
    @DrRashmirekhajena 2 роки тому +17

    Great effort to save our culture,nice presentation by papubhai n team...

  • @supravaswain4737
    @supravaswain4737 2 роки тому +1

    Bahut sundar video heichi

  • @madhabanandapradhantwenty2135
    @madhabanandapradhantwenty2135 2 роки тому +1

    ବହୁତ୍ ବଢିଆ ଲାଗିଲା,,,,,, ବହୁତ୍ ଭଲ ରେ ପରିବେଷଣ କଲ

  • @dharmendrabagarty5833
    @dharmendrabagarty5833 Рік тому +1

    Papu is best

  • @dugulutulia7750
    @dugulutulia7750 2 роки тому +3

    Nice bhai

  • @nibeditabarick5837
    @nibeditabarick5837 2 роки тому +1

    Bahut bhala sikshya

  • @PSLENKA
    @PSLENKA Рік тому

    Bahut badhia lagila

  • @satyabratasamal6414
    @satyabratasamal6414 4 дні тому

    ପପୁ ବାବୁ ଯେଉଁ ମାର୍ଗ ଦର୍ଶନ ଦେଲେ ତାହା ପ୍ରତ୍ଯକ୍ଷ ସଶକ୍ତିକରଣ। ଏହା ଆମ ସଂସ୍କୃତି। କିନ୍ତୁ, ବିଡମ୍ବନା ଏହି ଯେ ଆମେ ଧୀରେ ଧୀରେ ଏଥିରୁ ଦୂରେଇ ଯାଉଛୁ। ଏବେ ବି ସମୟ ଅଛି, ସୀମା ମଧ୍ୟରେ ରହିବା ଶିଖନ୍ତୁ ଓ ଖୁସିରେ ରୁହନ୍ତୁ।

  • @Ajitsahoo645
    @Ajitsahoo645 2 роки тому +2

    ଆଜି କାଲି ସ୍ତ୍ରୀ ତ ସ୍ଵମୀ ଙ୍କୁ ଗୁରୁବାର ରେ ଗୋଇଠା ମାରୁଛନ୍ତି

  • @bijayajena1666
    @bijayajena1666 Рік тому

    ପପୁ ଭାଇ ସୁନ୍ଦର ଅଭିନୟ 👌👌👌

  • @dibasrout6410
    @dibasrout6410 Рік тому +1

    22.0 22 5 true line

  • @Reactions-n8c
    @Reactions-n8c Рік тому

    Wonderful.......the intelligent papu pom pom

  • @soubhagyaranjanmohanty3667
    @soubhagyaranjanmohanty3667 2 роки тому +6

    Very nyc.... I am waitting every week for new episode.... All the best team👍

  • @lipukumar5607
    @lipukumar5607 2 роки тому

    ଅତି ସୁନ୍ଦର 👌well Performances 😘

  • @ratandas257
    @ratandas257 2 роки тому +3

    My mother language Odia 🇧🇩🇧🇩🇧🇩🇧🇩

  • @thirdeye9492
    @thirdeye9492 2 роки тому +5

    Nice conclusion.. Our culture rituals festivals r soo scientific.. great.. Thanks to All.. 👍👍❤️

  • @hariadas8365
    @hariadas8365 2 роки тому +2

    Bohut Sundar laguchhi. Emiti amoku hasauthantu au bujhauthantu. Amo sankrutiku pradarsana karantu. Thanks for all artists in this episode.

  • @smileboy9582
    @smileboy9582 2 роки тому +3

    🤣🤣🤣 ଖୁବ୍ ସୁନ୍ଦର 🤣🤣🤣

  • @SidharthaSahoo
    @SidharthaSahoo Рік тому

    ବହୁତ ସୁନ୍ଦର ପରିବେଶଣ ପପୁ ଭାଇ 🙏🌹🌹 ❤😊

  • @imtiajsidique499
    @imtiajsidique499 2 роки тому +3

    Good for current situation

  • @bibhuprasad1423
    @bibhuprasad1423 Рік тому

    Papu sir u r an extraordinary...

  • @ayashkantaray1483
    @ayashkantaray1483 Рік тому

    Nice video message 👍 but ଭାଉଜ ମାନେ ଟପା Top ହେଇଛନ୍ତି ❤

  • @sipunkumar41
    @sipunkumar41 2 роки тому +2

    Sabu video re kichi na kichi nua nua Gyana miluchi .Thanks evali show karuthibaru🙏🙏

  • @Travelholicsanjib
    @Travelholicsanjib 2 роки тому +1

    Bahut bholo lagila

  • @anjananayak747
    @anjananayak747 2 роки тому +1

    ସୀତା, ସାବିତ୍ରୀ, ଦ୍ରୌପଦୀ, ଏମାନେ ସବୁ ରାଜକୁମାରୀ!ତେଣୁ ସେମାନେ ଶିକ୍ଷା ନେଇଥିବେ!ଯୁଗ ଅନୁସାରେ ଚଳିବା ଉଚିତ

  • @rajsangamdigital9431
    @rajsangamdigital9431 2 роки тому +1

    ଅତି ସୁନ୍ଦର 🙏🙏🙏

  • @haridas5442
    @haridas5442 2 роки тому +4

    ପପୁ ଭାଇ ତମର ମାଟି ଘର 🏠 ନାଁ ,ଝୋଟି ଟା ମାଟିରେ ସୁଭାପାଏ ପକ୍କା ଘର ପାଏନା

  • @nirmalamohanty1913
    @nirmalamohanty1913 Рік тому

    ପପୁ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍, କମେଡି ଭିତରେ ବି ଲୋକ ମାନଙ୍କୁ ଜାତୀୟ ସଂସ୍କୃତି ବିଷୟରେ ବି ଶିକ୍ଷା ଦେଉଛନ୍ତି, ମୋ ତରଫ ରୁ ଆପଣଙ୍କୁ ସତ୍ ସତ୍ ପ୍ରଣାମ ଜଣାଉଛି,🙏🙏🙏🙏😅😂😂

  • @dibakarpanda1110
    @dibakarpanda1110 11 місяців тому

    Vari maza lagichi😂

  • @trilochanprusti4719
    @trilochanprusti4719 2 роки тому +1

    Thanks papu bhai

  • @muktikantaswain5695
    @muktikantaswain5695 2 роки тому +2

    11:30 superb Papu bro

  • @chhabinaik4197
    @chhabinaik4197 2 роки тому +3

    What a tellented person is papu, i like very much this episode, education with covmedy

  • @santosh_official143
    @santosh_official143 2 роки тому +5

    Nice episode
    ହସି ହସି ମୋ ପେଟ ଦରଜ ହେଇଗଲା 🤣🤣🤣

  • @pateljet
    @pateljet 2 роки тому +2

    Papu ji bahut bhala episode. No episode is without a good message to the society. Thank you very much.

  • @saurav-369-yt
    @saurav-369-yt 2 роки тому +2

    ଏ ଭିଡିଓ ର ପ୍ରଶଂସା କେମିତି କରିବି ଜାଣି ପାରୁନି, ତେଣୁ ଏହା କୁ ମୋର 🙏🏼 ।

  • @rajsabar2085
    @rajsabar2085 2 роки тому +3

    Best actor and singer comedian Papu sir 🙏🙏🙏

  • @babukhatua3880
    @babukhatua3880 Рік тому

    ମା 🙏🙏🙏🙏

  • @swadeshpradhan6012
    @swadeshpradhan6012 Рік тому +1

    Love you Pappu Sir ankhe khol di apne.

  • @Ajitsahoo645
    @Ajitsahoo645 2 роки тому +1

    ଅତି ସୁନ୍ଦର ଭିଡ଼ିଓ 🙏🙏

  • @bhabanisankarjena3033
    @bhabanisankarjena3033 2 роки тому +4

    What a talant Papu bhai, 🙏🏻

  • @bidyasagarparida8419
    @bidyasagarparida8419 2 роки тому +2

    Bhala barta deuchha bhai sabu sikha re bahu mane

  • @SubashChandrabhuyan-l9x
    @SubashChandrabhuyan-l9x 11 місяців тому

    Beautiful ❤❤❤

  • @SantoshPanikoili
    @SantoshPanikoili Рік тому +1

    Excellent performed ❤️❤️

  • @shibabratapanda1199
    @shibabratapanda1199 2 роки тому +6

    Papu Bhai, really you are a born talent.Your acting is very concrete and possesses a tremendous message. I respect your intellect and creativity.....carry on....may God bless you....

  • @amiyaranjancreation1837
    @amiyaranjancreation1837 2 роки тому +7

    Instant Chakulia panda 🥰💐

  • @rks807
    @rks807 2 роки тому

    Pragyan Bhai best

  • @kumarsanu949
    @kumarsanu949 Рік тому

    Gazab🙏🙏🙏

  • @rbkumarcreations3765
    @rbkumarcreations3765 Рік тому

    Fabulous

  • @manojkumarrath
    @manojkumarrath 2 роки тому +2

    Out standing keep it up

  • @MANASSIR24
    @MANASSIR24 2 роки тому +3

    କମେଣ୍ଟ ପଢି ହସିବା ସହ ଟିକେ ଭିତରକୁ ନିଅ। ଅତ୍ୟାଧୁନିକତା ଛାଡି ନିଜ ସଂସ୍କୃତି କୁ ରଖ

  • @uttamdas7908
    @uttamdas7908 2 роки тому +1

    Sunder episode

  • @GeminiMusicalFan
    @GeminiMusicalFan Рік тому

    😀😀🥳🥳 Very talented papu

  • @Sikhyabharati
    @Sikhyabharati 2 роки тому

    ଲକ୍ଷ୍ମୀ ନାରାୟଣ କଳି କିଏ ଦେଖିଥିଲା
    ସ୍ୱାମୀ ଟାକୁ ଛୋଟ କରି ସ୍ତ୍ରୀ ବଡ଼ ହେଲା।
    ସ୍ୱାମୀ ସ୍ତ୍ରୀ କେହି ବଡ଼ କେହି ସାନ ନୁହଁ
    ସମସ୍ତେ ସମାନ ଏଠି ମିଳିମିଶି ରୁହ।।
    ଭଲ ଲାଗିଲା ପପୁଭାଇଙ୍କ କମେଡି 🤓

  • @JAYBADAMRAJAAKBHAI
    @JAYBADAMRAJAAKBHAI 2 роки тому +2

    Bikash sir reaction wow nice

  • @buntydesifitness6615
    @buntydesifitness6615 2 роки тому +2

    I love you papu bhai...Thank you this director