ସେ ଅନେକ ଦିନ ମୋ ପାଇଁ ଖାଇବାକୁ ଆଣି ନିଜେ ଓପାସ ରହିଛନ୍ତି ,ଜଗାଙ୍କୁ ପାଇ ବହୁତ ଖୁସି:ଇତିଶ୍ରୀ Itishree Jaga

Поділитися
Вставка
  • Опубліковано 20 бер 2023
  • Odisha Bhaskar is one of the leading Dailies and Digital Platforms of the state and is coming up with various objectives and issues of human interest since last 17 years. Odisha Bhaskar not only bought a revolution in the media sector but also set a new standard in journalism in Odia vernacular. Odisha Bhaskar delivers reliable information across all platforms.
    Follow Us On
    linktr.ee/OdishaBhaskar
    ANDROID APP- play.google.com/store/apps/de...
    OUR WEBSITE - odishabhaskar.com/
    FACEBOOK - / odishabhaskar
    TWITTER - / odishabhaskar
    INSTAGRAM - / odishabhaskar
    #OdishaBhaskar #BreakingNews #LatestNews

КОМЕНТАРІ • 1 тис.

  • @jyotsnaswain1548
    @jyotsnaswain1548 Рік тому +125

    ଧନ୍ୟ ରେ ମଣିଷ ତୁ ଧନ୍ୟ ତୁମ ଲୀଳା,,,ଆଉ ଧନ୍ୟ ତୁମେ ଚାନେଲ ବାଲା,,,,କେତେ ଲୋକ କଷ୍ଟ ରେ ଅଛନ୍ତି ସେଗୁଡ଼ାକ ଦେଖା ଯାଉନି ,,,,,,really tusi great hou😢

  • @chinmayaofficial-07
    @chinmayaofficial-07 Рік тому +9

    ନିହାତି ଭାବରେ ଏ ଚାନେଲ କୁ ଗୋଟେ ଆୱାର୍ଡ଼ ମିଳୁ। କାହିଁକି ନା, ସବୁ ଟାଇମ ରେ ସବୁ ଜାଗା କୁ ଯାଇ ଏମିତି freindly କଥା ହଉଛନ୍ତି। Reel vs real ଜିନିଷ। ମୁଁ word ରେ ବି describe କରି ପାରୁନି। Great channel 👍🙏

  • @miraclethought1599
    @miraclethought1599 Рік тому +184

    ସାଙ୍ଗ ମାନେ କଣ ଲାଗୁଛି ଏମାନଙ୍କ ଇଣ୍ଟରଭିୟୁ ନେବା ନିହାତି ଜରୁରୀ ଧନ୍ୟ ରେ ଚାନେଲ ଵାଲା

    • @bijaylaxmi9426
      @bijaylaxmi9426 Рік тому +5

      Ae news ru Samaj ku kn Barta miluchi .ae jhia nija swami ra hoe parila nahi se kn au kahara hoe pariba ....

    • @prabhatidas8938
      @prabhatidas8938 Рік тому +4

      Kn kou bhasa re kahibi ae bilei ku

    • @suryacreationss
      @suryacreationss Рік тому

      ua-cam.com/video/RyNxf0uF9aw/v-deo.html

    • @rabipalei7252
      @rabipalei7252 Рік тому +4

      Bhaskar news ta gote bekaria news seithi lagi bekaria loka nka bait neuchi

    • @mdcreationbdk
      @mdcreationbdk Рік тому +4

      Bhaskar news TRp pani kukura bi interview nebe

  • @PkMusicodia2
    @PkMusicodia2 3 місяці тому

    he bhagabana

  • @tapasranjanvlog
    @tapasranjanvlog Рік тому +60

    ଏଇ ନିୟୁଜ କେବଳ ହିଁ କେବଳ... ଭାସ୍କର ଚାନେଲ ବାଳ ର 👍

  • @dharmendrapradhan8549
    @dharmendrapradhan8549 Рік тому +28

    ଇଏ ତାହେଲେ ଗୋଟେ ଘଇତା ଛାଡି ଆଉ ଏ ଟୋକା ପରମ ନିର୍ଲଜ ମୁଁହଁl ସେଇଥିରେ ଏତେ ଭାଉ ଯେମିତି ଗୋଟେ ମହାନ୍ କାର୍ଯ କରିଛନ୍ତି ଦି ଜଣ ଯାକ ଆଉ ଏ କଙ୍କି ରିପୋର୍ଟର ବେଲଜ୍ୟା ଟୋଟାଲ ଉପରେ ତିନି ଜଣ ଯାକ ଝlବଡ😂😂

  • @sabitaprusty8035
    @sabitaprusty8035 Рік тому +125

    ଭଲ ପାଅ,କିନ୍ତୁ ଅନ୍ଧ ନ ହୁଅ।ପ୍ର ସ୍ତ୍ରୀ ହରଣ, ପୁଣି ଗୋଟିଏ ଝିଅ ଅଛି।ଧନ୍ୟ ରେ ଅଲାଜୁକ, ଅଲାଜୁକ ସତୀ ସାବିତ୍ରୀ। ଧନ୍ୟ କହିବ ଏ ନିୟୁଜ ବାଲାକୁ।

  • @RNEntertainment222
    @RNEntertainment222 Рік тому +21

    କଉଠୁ ମିଳୁଛି ଏ ସବୁ news

  • @odm333sangram2
    @odm333sangram2 Рік тому +60

    ଭାଇ ରେ କିଏ ଅଛ ମତେ ଟିକେ ବିଷ ଆଣି ଦେବ କି ମୁଁ ଖାଇ ଆଜି ମରିଯିବି ବେଲଜ୍ୟ ମିଡ଼ିଆ କୁ ବେଲଜ୍ୟ ରିପୋଟର

  • @kingcobra2275
    @kingcobra2275 Рік тому +36

    ଘଇତା ଛାଡ଼ି ବାଜତ ମାଇକିନିଆ 😂😂😂😂

  • @akashykumar2686
    @akashykumar2686 Рік тому +6

    ବହୁତ ସାନ୍ତ ଜଣା ପଡୁଚି ଜାଲ ଲାଗୁନୀ ତମ କୁ ଦେଖି ଲାଗୁ ତମେ ବହୁତ ଭଲ କାହିଁକି ନା ଜଣକୁ ଛାଡି ଆଉଜଣ ପାଖେ ମଜା ଅଲଗା ଜଣ କ ସଂସାର ଉଯାଡି ଆଉଜଣ କୁ ଧରିଚୁ ଧନ୍ଯବାଦ ସେ ମା ବାପାଙ୍କୁ ଆଉ ତୋ ପରିବାର ବୁଲି କୁ ତୋ ଝିଅ ବଡ ହେଲେ ତାକୁ କହିବୁ ଏତୋ ଦୁଇ ନବର ବାପା। ଲାଜ ଲାଗୁନୀ ମିଡିଆ ଆଗେକହୁଚୁ ଛି।

  • @AnilKumar-qs9uq
    @AnilKumar-qs9uq Рік тому +18

    ମୁଁ ପ୍ରଭୁ ଜଗନ୍ନାଥ ଙ୍କୁ 🙏ଗୁହାରି ଏ ଭଳିଆ ବେଧେଇ ଙ୍କୁ ଗରମ ତେଲ ରେ ପକେଇକି ମାରିବା କଥା.

  • @riyaskitchen4600
    @riyaskitchen4600 Рік тому +12

    ଥରେ ହେଲେ ସେ ଛୋଟ ଝିଅଟା କଥା ଭାବିଲୁନି ତତେ ଟିକେ ଖରାପ ଲାଗୁନି।ଯିଏ ପଚାରୁଛି ସେ ବଡ ଅଲାଜୁକି।

  • @luckymahakud8645
    @luckymahakud8645 Рік тому +5

    Bahut thanks bhai nku.

  • @dinabandhumajhi2686
    @dinabandhumajhi2686 Рік тому +1

    God bless you

  • @rairanjanjena7171
    @rairanjanjena7171 Рік тому +101

    କଳିଯୁଗରେ ବେଧି ସଂଖା ବଡ଼ି ଗଲାଣି ଗୋଟିଏ କଦଳୀ ଭଲ ଲାଗୁନି

  • @LIFESTYLE34768
    @LIFESTYLE34768 Рік тому +64

    ଆମ ଜୀବନ ରେ ବହୁତ୍ ଦୁଃଖୁ ଆସିବ ଯିବ ତ ମନେ ନୁହେଁ ଆମେ ସ୍ବାମୀ କୁ ଛାଡି ଦେବା

  • @mrrajesh5336
    @mrrajesh5336 Рік тому +60

    ସବୁ ସୁକୁଟି ଗୋଟେ ଜାଗାରେ ଭେଟ.

    • @lizabehera6029
      @lizabehera6029 Рік тому

      Gote chota chasama pindi

    • @lizabehera6029
      @lizabehera6029 Рік тому +3

      Tate jaga laza nahi anya stree ki aniki ghara karuchu

    • @playeroftheyear9398
      @playeroftheyear9398 Рік тому +2

      ​@@lizabehera6029 ଲାଜ ଥିଲେ ଆଣି ଥାନ୍ତା କି,, ଜଗା କୁ ଫସେଇ ଦେଇଛି,,,ବଡ କଦଳୀ ଖାଇବା ପାଇଁ

    • @aishwaryamaharatha69
      @aishwaryamaharatha69 Рік тому +1

      Moti gudaku kehi pacharantini🤣🤣

    • @rabipalei7252
      @rabipalei7252 Рік тому +4

      E toki ta ku dekhile mote ta munha ku chepa palei ba ku bi icha hauni

  • @padmnijena6670
    @padmnijena6670 Рік тому +11

    Satare emiti pua duniaara bahutu kam achhanti khusire ruha

  • @kailashchandraswain604
    @kailashchandraswain604 Рік тому +53

    ଜଣଙ୍କ ଆଖିରେ ଲୁହ ଦେଇକି ତୁ ସଳା ଖୁସିରେ ରହିବୁନି ମରିବୁ

  • @swatisagarika8212
    @swatisagarika8212 Рік тому +176

    ଯାହା ହେଉ ନିଜ ଜୀବନ କୁ ବାଜି ଲଗାଇ ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ଭାସ୍କର news channel ଏତେ ଭଲ ଖବର ଟେ ନେଇ ଆସିଛି 😅😅

  • @sanjaykumarmoharana1893
    @sanjaykumarmoharana1893 Рік тому +12

    ସଂସାର ଭଙ୍ଗା ଭାସ୍କର ଚାନେଲ କଣ ସମାଜ କୁ ବାର୍ତ୍ତା ଦଉଚ ଛି ଛି

  • @Subhasidhu
    @Subhasidhu Рік тому +4

    Really great bro

  • @luckymahakud8645
    @luckymahakud8645 Рік тому +13

    Bhala re ruha ❤❤❤❤

  • @punammohanty4327
    @punammohanty4327 Рік тому +11

    ବାହା ନ ହୋଇ କି ଏତେ ବାହା ହୋଇଥିଲେ କେତେ

  • @renubalamohapatra7437
    @renubalamohapatra7437 Рік тому +7

    ନିଜ ବର ଛାଡି ଆଉ ଗୋଟାଏ ବର ରଖିଛୂ ଲାଜ ଲାଗୁନି।

  • @atanughadei6952
    @atanughadei6952 Рік тому +20

    ଏ ବେଧି reporter କୁ ଖାଲି ଘୀଆ. ବେଧି କୁ
    କଉଠି କଣ ପାଈଁ ଯାଉଛି news ବନେଇକି ଛାଡି ଦଉଚି

  • @poonambhoi3207
    @poonambhoi3207 Рік тому +6

    God bless u......

  • @MiniKitchen1239
    @MiniKitchen1239 Рік тому +91

    ଏମିତି news ଦେଖେଇଲେ ଭବିଷ୍ୟତ ଲୋକ କଣ ଶିଖିବେ ୟେ ମାନଙ୍କ ଠାରୁ ଧନ୍ୟ ତମେ ତମ channel ବି ଧନ୍ୟ ଏମିତି ଲୋକ ଙ୍କୁ ଆଣି ଖବର ପ୍ରସାରଣ କରୁଛନ୍ତି 🙏🙏🙏

    • @jasminemusicodia3424
      @jasminemusicodia3424 Рік тому +2

      ଏନ୍ଯୁଜ୍ ପରକିୟାପ୍ରିତିକୁ ପ୍ରମୋଟ କରଉଚନ୍ତି ମୋବାଇଲ୍ କିଏ ଦେଲା ଧରିବାକୁ

    • @suryacreationss
      @suryacreationss Рік тому

      ua-cam.com/video/RyNxf0uF9aw/v-deo.html

    • @pujaDas_143
      @pujaDas_143 9 місяців тому

      😂😂😂😂😂

  • @Hajjwnns
    @Hajjwnns Рік тому +58

    ଯେତେ ଯାହା ହେଲେ ବି ଡବଲ କଦଳୀର ମଜା ଅଲଗା ଅଛି ଇତିଶ୍ରୀ madam
    ଏମିତି ବହୁତ କମ୍ ଲୋକ ଅଛନ୍ତି ଡବଲ୍ କଦଳୀ ଖାଇ କି bite ଦେଉଛନ୍ତି କ୍ୟାମେରା ସାମ୍ନା ରେ

  • @crazydanceld7602
    @crazydanceld7602 Рік тому +1

    Very good 👍👍 emiti agaku agei chala 👍

  • @rani1495
    @rani1495 Рік тому +311

    Really 🤔🤔 ଏଇଟା ଗୋଟେ news ତିନି ଜଣଙ୍କ ଦେହ ରେ 3kg ମାଂସ ନ ଥିବ but କି କଥା ରେ ଭାଇ କିଛି ଶିଖିବା କଥା dekhao

  • @bkmanoj6057
    @bkmanoj6057 Рік тому +12

    Oh god ,save the World

  • @Queensandhya143
    @Queensandhya143 Рік тому +25

    ଭାଇ ଭଉଣୀ ସମ୍ପର୍କ ରୁ ପ୍ରେମ ସମ୍ପର୍କ ଛି ଛି ଅଲାଜୁକ

  • @sneharanveer6401
    @sneharanveer6401 Рік тому +19

    Itisree Tama bhagya vala 2nd option milichi tamuku jhia mananku 2nd option hin miluni ❤️ I'm happy for your love khusi re ruha God bless you both ❤️❤️❤️

  • @rupalirupa359
    @rupalirupa359 Рік тому +12

    ଭାଉଜ ପ୍ରେମ ମିଠା🤩

  • @Love-travelling
    @Love-travelling Рік тому +7

    May god bless u . Jaha b hou aau dui jono kebe b ologa heboni . Nijo upore biswas rakhibo sabubele. All the best

  • @ajayakumarbehera-db2oi
    @ajayakumarbehera-db2oi Рік тому +4

    Sabas Bhaskar news bala

  • @ldsahoo5047
    @ldsahoo5047 Рік тому

    Hey bhagawan !!! Aou ketey abhadra heipariba ye odia Samaja !

  • @reignhouse
    @reignhouse Рік тому +86

    Rip bhasakar

  • @bibhutibhusansahu6970
    @bibhutibhusansahu6970 Рік тому +6

    ଭଗବାନ କୁ ଟିକେ ଡର ରେ ଏମିତି କଣ ପାଇଁ ହେଇଛ

  • @madhusmitanayak6089
    @madhusmitanayak6089 Рік тому +6

    Badhia point dharucha didi

  • @manashibarik5710
    @manashibarik5710 Рік тому

    👍👌🏻ok

  • @dipakrout7758
    @dipakrout7758 Рік тому

    Good news😮

  • @theparamhub
    @theparamhub Рік тому +46

    OPSC aspirants please note it.Very important in exam point of view.

  • @RaniRani-rf8ek
    @RaniRani-rf8ek Рік тому +2

    Bahut vala re raha 👌👌👌👌👌👌

  • @puspa6410
    @puspa6410 11 місяців тому

    ❤❤

  • @lipimayeepalei6089
    @lipimayeepalei6089 Рік тому +1

    Supar

  • @allinonechannel9270
    @allinonechannel9270 Рік тому +74

    ଭାସ୍କର news ବାଲା ମୋତେ ଲାଗୁଚି ତୁମକୁ କିଛି video na ମିଳିଲେ ଶୀତ ଦିନରେ କୁକୁର ମାନେ jauta କରନ୍ତି ତୁମେ ସେଇଟା ବି video upload କରିଦେବ

  • @subhashreejena8654
    @subhashreejena8654 Рік тому +12

    Ate bada bada prativa manaku aama akhi samna ku aanuchanti 🙏

  • @pujapuja3489
    @pujapuja3489 Рік тому

    Right

  • @AlokKumarAD1102
    @AlokKumarAD1102 Рік тому +1

    Thank u bhaskar news emiti kimbadanti Jodi ku samna ku anithibaru

  • @aparajitapradhan7168
    @aparajitapradhan7168 Рік тому +4

    Pravu Jagannath tuma mananku SAHAYAK huantu

  • @bahanpatirout3620
    @bahanpatirout3620 Рік тому +15

    ଭାଇ ତୋ ବୁଦ୍ଧିକୁ ମାନିବାକୁ ପଡ଼ିବ ଗାଈ ସହିତ ବାଛୁରୀ ଫ୍ରୀ ପାଇଗଲୁ

  • @budhiabharati6425
    @budhiabharati6425 Рік тому +1

    କି family ରେ ମାଘିଆଁ ତମର ସେ ମାନେ ବି support କରୁଛନ୍ତି

  • @saishraddhaworld324
    @saishraddhaworld324 Рік тому +15

    Nari jati ra kalanka tu.. Swami chhua ku chhadik athi sati dekhauchhu.. To swami bahut vala, sarala.. Ta saralata ra faida nelu.. Tu kebe b khushi re rahiparibunu.. Swami na hela nahi chhua taku b chanhiluni.. Ch hi.. Dhanya re nari tu..

  • @barshapriyadarshinii
    @barshapriyadarshinii Рік тому +9

    ଏତେ ଶାନ୍ତ ଶିଷ୍ଟ କଥା କହି ଆସୁନି ପୁଣି ତମକୁ ପଟେଇଲେ କେମିତି ,,,...

    • @playeroftheyear9398
      @playeroftheyear9398 Рік тому +2

      ମାଇକିନା ଟା ଫସେଇ ଦେଇଛି😮

  • @hungrystomach9969
    @hungrystomach9969 Рік тому +8

    Jaha hou manibaku padiba...samaj ku tume bahut vala sikhya doucha.....tuma ku ta award daba katha....

  • @TruptiBarik-oj5vm
    @TruptiBarik-oj5vm Рік тому +1

    Very good chuprahile sabu bhala Jia janakara nuha seia au kahara bi nuha

  • @nrusinhatripathy6930
    @nrusinhatripathy6930 Рік тому +8

    ମୁଁ ମୋ ପକ୍ଷୀ ରାଜ ଙ୍କୁ ସବୁବେଳେ ଡାକୁଛି।🙏♥️

  • @BKR337
    @BKR337 Рік тому +7

    ଚସମା ମାଡାମ ତମେ ମୋର ପୁରବ ଜନମର ସାଥି😁

  • @debasmitanaik3426
    @debasmitanaik3426 Рік тому +3

    ଭାଷ୍କର news ଜିନ୍ଦାବାଦ......ଯାହା ହେଉ ତମେ ଏତେ ଭଲ ଭଲ news ସବୁ ଦଉଛ.... ଲାଜ ଲାଗୁନି ଅଲଜ୍ୟା ଗୁଡାକ ଛି....

  • @djrkram4152
    @djrkram4152 9 місяців тому

    ଜଗା ଗାଡ଼ି ମରେଇବ😅ସଏଇସମୟ କୁଅପେଖୀଆ😊😊😊 11:13

  • @animakar5176
    @animakar5176 10 місяців тому

    Vala karicha.jauthi vala lagiba rahiba

  • @badalswain3116
    @badalswain3116 Рік тому +5

    ଭାଇ ତତେ ବି ଛାଡିକି ଚାଲିଯିବ 😢

  • @Rock-qq8dk
    @Rock-qq8dk Рік тому +9

    ମୋତେ ଏଇ news ବାଲି କୁ ଗେହୀ ବାକୁ ମନ

    • @odiasong1430
      @odiasong1430 Рік тому

      Bhai ମୋର ବି ଏଇ news ବାଲି କୁ ଗେହୀ ବାକୁ ଇଛା ହେଉଛି

  • @susantagouda8448
    @susantagouda8448 Рік тому +4

    ଜୟ ଭାସ୍କର ଜୟ 😮😮😮😮😮😮😮

  • @bapiray6069
    @bapiray6069 Рік тому +4

    ରିପୋଟର ମଝି ରେ ମଝି ରେ ବଢିଆ ପେଲୁଛି 😂

  • @ashokmuni8793
    @ashokmuni8793 Рік тому +8

    ଭାସ୍କର ବାବୁ ତମକୁ ଏଭଳିଆ ଘଇତା ଛାଡି,ଭଗୋଡି ଆଉ ମାଇପ ଚୋର ଭାଡୁଆ ମିଳୁଛି ଇଣ୍ଟରଭିଉ ନେବାପାଇଁ,

  • @mrrahul3429
    @mrrahul3429 Рік тому +8

    Ye lady reporter nku prema interview naba bahut pasand

  • @anjuanjana9348
    @anjuanjana9348 8 місяців тому

    ଭାଉଜ ତୁମେ ଗୋଟେ ଘର ଆଉ ଗୋଟେ ସ୍ବାମୀ କୁ ନେଇ ଯେତେବେଳେ ଚଳି ପାରିଲନି। ଏବେ କଣ ଆଉ ଗୋଟେ ଘର ଆଉ ଗୋଟେ ସ୍ବାମୀ କୁ ନେଇ ଚଳି ପାରିବ । ଯଦି ସବୁ କିଛି problem କୁ ନେ଼ଇ ଚଳିଲ ତୋ ଠିକ୍ ଅଛି । ଯଦି problem ନେ଼ଇ ଚଳି ପାରିବନି ତୋ ସମାଜ ତୁମକୁ କଣ କହିବ । ଏମିତି ରେ ତୁମକୁ ସମାଜ ବହୁତ୍ କିଛି କହୁଥିବ । 😮😮😮

  • @krushnachandramishra.7783
    @krushnachandramishra.7783 Рік тому +14

    May Almighty god blessed U.

  • @crickethungama313
    @crickethungama313 Рік тому +10

    ପାନିଆ ସାଙ୍ଗରେ ଉକୁଣି ଫ୍ରି 🤣🤣🤣🤣🤣🤣🤣🤣🤣🤣🤣

    • @sasmidigal6730
      @sasmidigal6730 Рік тому

      🤣🤣🤣 amiti katha mind re kemiti aasuchhi bhai 🤣🤣🤣🤣😂😂😂🤣🤣🤣

  • @sisirbehera1262
    @sisirbehera1262 Рік тому

    😮

  • @djrkram4152
    @djrkram4152 9 місяців тому

    ଜଗା ଗାଡ଼ି ମରେଇବ😅ସଏଇସମୟ କୁଅପେଖୀଆ😊😊😊 11:13 ବାଳ ଅଛି

  • @abinashswain964
    @abinashswain964 Рік тому +8

    True love never end 😂

  • @odianihatarandhaCN
    @odianihatarandhaCN 11 місяців тому +4

    ଛୋଟ ବେଳେ ସାଙ୍ଗ ମାନେ କହୁଥିଲେ ୩ଟା ବଣୀ ଚଢ଼େଇ ଦେଖିଲେ ଅଶୁଭ ହେଲେ ଆଜି ଭୁଲ୍ ବସତ ଭାସ୍କର channel ଯୋଗୁ ଦେଖିଲି ଯାହା ହବ 😂

  • @sagensakamofficial8619
    @sagensakamofficial8619 Рік тому

    Ehi Vali news pain
    Bhaskar news ku award mili ba Katha,Dhanya re Bhaskar news

  • @Littlebaivesh
    @Littlebaivesh Рік тому

    satare bahut bhala.....nispati ❤

  • @saiansuman623
    @saiansuman623 Рік тому +4

    ବେଧେଇ ନାଟ ଚାଲିଛି ଏଠି

  • @babitaswain6552
    @babitaswain6552 Рік тому +15

    Se gote swami chhadiki asichi. To saha kemiti rahiba. Wait kara se au kaha pakhaku jiba

  • @chittaranjannaik1636
    @chittaranjannaik1636 10 місяців тому

    ହଁ ଲୋ ମାଆ ଦୁଦୁ ଖିଆ ଛୁଆ ଟା ଆଉ

  • @bhojrajlifestyle3685
    @bhojrajlifestyle3685 Рік тому +1

    Bhala lagila ..Nice ❤❤

  • @crazydanceld7602
    @crazydanceld7602 Рік тому +6

    Nija future gadhibare 2 jana 2 jana ku help kara 👌👍

  • @sudhansubarik7544
    @sudhansubarik7544 Рік тому +19

    ଜଗା ର 🥒ବଡ ସେଥି ପାଇଁ, ମାଉସୀ କୁ ପସନ୍ଦ ଆସିଲା... ମାଡ଼ି ଚାଲ..

  • @GOUTAM1991BAPUN
    @GOUTAM1991BAPUN Рік тому

    ଅଲଗା ନିଉଜ୍ ଚ୍ଯାନେଲ୍ ତା ଜାଗାରେ ଠିକ୍ ଅଛି ।
    ଏଇଟା ବଦମାସ୍ ମାଲିକ ଟା । ଝିଅ ଟା କାହିଁକି ଏମିତି ଲୋକଙ୍କ ପାଖକୁ ଇନ୍ଟରଭିଉ ପାଇଁ ଯାଉଛି କେଜାଣି, ଝିଅର ବି ଭୁଲ୍ ରହୁଛି
    ନିଉଜ ଏଡିଟର ଭଲଭାବେ ଜାଣିଛି ଏଇଟା ଗୋଟେ ଖରାପ ଇନ୍ଟରଭିଉ ଜାଣିକି ସେ କରୁଛି ,କାହିଁକି ନା ଖରାପ ହେଲେବି ଲୋକ ଦେଖିବେ ଭିଓର୍ସ ବଢିବ ।

  • @chittamahientertainment4187

    ଏ ଗା ସବୁ ଭାଡୁଆ ଗା,ମା ଗେ------ହିଁ ସାମି ଛୁଆ କୁ ଛାଡି ଗେଁହା କମ୍ ହେଲା ଆଗ ଘଈତା ପାଖରେ

  • @lipikadas8422
    @lipikadas8422 Рік тому +4

    Swami ku chadiki to chehera ru jana padhuchu kete khusi re achhu

  • @harapriyaswain4030
    @harapriyaswain4030 Рік тому +7

    Raja jotoka jodi aau😂😂😂

  • @Sunspanda-ms4lq
    @Sunspanda-ms4lq Рік тому +1

    ଜତା,ମାଳ, ଗଟେ,ଦିଓରେ,ମିଡ଼ିଆ,ବାଲିକୁ,, ଟି କେ,ଖରାପ,ଲାଗୁନି,,

  • @barsharanipatra9650
    @barsharanipatra9650 Рік тому

    ଏତେ ଯଦି ଭଲ ପାଇବା ଅଛି ଆଉ କାହା ସହ ଭିଡିଓ ବନେଇବକୁ ଡ଼ରୁଛ କଣ ପାଇଁ କଣ ଭଲ ପାଇବା ସୋରି ଯିବ ବୋଲି ଡୋରଲଗୁଛି

  • @kumarbapi-tk5vi
    @kumarbapi-tk5vi Рік тому +3

    God bless you brother and sister

  • @Subrat_hots
    @Subrat_hots Рік тому +17

    କୋଉ ଗାଇ ର ଗୋବର

  • @rashmirekhamohanty7154
    @rashmirekhamohanty7154 Рік тому

    Valare ruha

  • @somsish.kanhar8025
    @somsish.kanhar8025 Рік тому +4

    ଦାରି ଦରିଆଣୀ ଙ୍କ interview waaa😂😂😂😂

  • @odiastories9832
    @odiastories9832 Рік тому +4

    କୋଉ ଭାଇ -??
    ଆମ ଜଗା ଭାଇ ପରା 😂

  • @kishorkumar3809
    @kishorkumar3809 Рік тому

    ଏ ଖବର ପ୍ରସାରଣ ଦ୍ବାରା ସମାଜର କ'ଣ ମଙ୍ଗଳ ହେଉଛି ?

  • @tapanbarik779com4
    @tapanbarik779com4 Рік тому

    ସୁର ଭାଇଙ୍କ ଭାଷାରେ ରମ୍ପା ରଂପା ରମ୍ପି ଠିକ୍ ଠାକ୍ ଚାଲିଛି ନା କିଛି ଲୁଚାଉଛ ଯଦି କିଛି ଅସୁବିଧା ହୁଏ ସୁର ଭାଇଙ୍କ ସହିତ ଯୋଗାଯୋଗ କରିବ

  • @jagdishmohapatra7927
    @jagdishmohapatra7927 Рік тому +7

    ଆଶାର ଆଲୋକ

  • @jibanswain6743
    @jibanswain6743 Рік тому +6

    Mu kahibi je
    kana kana pagala jaga ❤
    Hata chhadideba re gote hata chadiki jaichi au chhadijiba se