କବିସୂର୍ଯ୍ୟଙ୍କ ରଚିତ କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ- 'କ' ଚମ୍ପୂ||Kishore chandrananda champu - 'ka' champu||

Поділитися
Вставка
  • Опубліковано 20 жов 2024

КОМЕНТАРІ • 143

  • @odiatech5648
    @odiatech5648 10 місяців тому +3

    ଧନ୍ୟ ତୁମେ ଶିକ୍ଷକ । ତୁମକୁ ମୋର କୋଟି ପ୍ରଣାମ

  • @tagarsendhrua8890
    @tagarsendhrua8890 5 місяців тому +2

    ଧନ୍ୟବାଦ ନମସ୍କାର ବହୁତ ସୁନ୍ଦର ଉପସ୍ଥାପନା

  • @Your_Next_yt
    @Your_Next_yt 3 роки тому +12

    ଅତି ସୁନ୍ଦର ଭାବରେ ଆପଣ ବର୍ଣ୍ଣନା କରିଛନ୍ତି ଏହି ଭିଡ଼ିଓ ମାଧ୍ୟମରେ
    ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ🙏

  • @rohitkumardehury3300
    @rohitkumardehury3300 4 роки тому +14

    ଅତି ଚମତ୍କାର ସାର ଙ୍କ ପ୍ରୟାସ l ଚରଣାରବିନ୍ଦ କୋଟି କୋଟି ପ୍ରଣାମ ସାର 🙏🙏🙏🙏🙏💐💐💐💐💐💐💐💐💐💐💐💐💐

    • @VirKalinga
      @VirKalinga  4 роки тому +3

      ନମସ୍କାର 🙏
      ଧନ୍ୟବାଦ।

  • @krishnanaik9422
    @krishnanaik9422 3 роки тому +4

    ବହୁତ ସୁନ୍ଦର ଆଲୋଚନା sir 🙏🙏🙏
    ବହୁତ ବହୁତ ଧନ୍ୟବାଦ

  • @suchishennawork1032
    @suchishennawork1032 3 роки тому +5

    ଚମତ୍କାର...👌👌👌🙏

  • @drkailashbantha350
    @drkailashbantha350 3 роки тому +3

    କାବ୍ୟର କଳାମଞୁଳ ଆତ୍ମିକ ସୌନ୍ଦର୍ଯ୍ୟର ମହାମିଳନର ଉତ୍ତରଣ ଘଟିଛି। କାବ୍ୟ ସ୍ରଷ୍ଟା ତାର ସୃଷ୍ଟିର ପରିକଳ୍ପନା କରିଛନ୍ତି, କିନ୍ତୁ ଆପଣଙ୍କ ନିଜସ୍ୱ କଣ୍ଠରେ ସେ ସବୁ ଯେପରି ନୂତନ ରୂପ ପରିଗ୍ରହ କରିଛି ତାହା ବିଦଗ୍ଧ ଶ୍ରୋତାଙ୍କୁ ଅଭିଭୂତ କରିଛି। ଅତି ସୁନ୍ଦର ସୂରରେ, ଭାବର ମୃଗନାଭି କସ୍ତୁରୀରେ ଆପଣ ଆମ ସମସ୍ତଙ୍କୁ ସୁଗନ୍ଧିତ କରାଇଛନ୍ତି। ଭାଇନା ନମସ୍କାର, ଅନେକ ଅନେକ ଅଭିନନ୍ଦନ । ଆଜିର ଅଧ୍ଯାପକ,ଗବେଷକମାନେ ଆପଣଙ୍କୁ ଅନୁସରଣ କରନ୍ତୁ। ପ୍ରାଚୀନ ଓଡିଆ କାବ୍ଯ ସାହିତ୍ୟକୁ ସମୃଦ୍ଧ କରିବାରେ, ନିଜ ସ୍ବର ସଂଯୋଜନାରେ ଏହାକୁ ପୁନର୍ଜୀବିତ କରିବା ପାଇଁ ପ୍ରଯତ୍ନ କରିଥିବାରୁ ମୁଁ ପୁଣିଥରେ ଶୁଭେଚ୍ଛା ଜଣାଉଛି।
    ଆପଣଙ୍କର ଅନୁଜ ପ୍ରତିମ
    ଡକ୍ଟର କୈଳାସ ବାଣ୍ଠ

    • @VirKalinga
      @VirKalinga  3 роки тому +1

      ବହୁତ ବହୁତ ଧନ୍ୟବାଦ, ଆପଣଙ୍କ ବହୁମୂଲ୍ୟ ମତାମତ ପାଇଁ।🙏

  • @adaitakumarbaliyarsingh
    @adaitakumarbaliyarsingh 2 місяці тому

    ଭାରତୀ, ଜରତୀ ଆଦି ଶବ୍ଦ ଗୁଡିକ ବହୁତ ଗୁରୁତ୍ୱ ବହନ କରେ କେବଳ ଶବ୍ଦ ସଂଯୋଜନା ଦୃଷ୍ଟିରୁ ନୁହେଁ ବରଂ କାବ୍ୟ ତାତ୍ପର୍ଯ୍ୟ ଦୃଷ୍ଟିରୁ ଯାହାକି ସଂଗୀତ କୁ ଉତ୍କର୍ଷତା ପ୍ରଦାନ କରିଛି, ଏହାକୁ ଛନ୍ଦ ଦୃଷ୍ଟିରୁ ମଧ୍ୟ ଉପସ୍ଥାପନା କରିବାର ଥିଲା l ବହୁତ ସୁନ୍ଦର ବ୍ୟାଖ୍ୟା ସାର

  • @bijayakumarhati8836
    @bijayakumarhati8836 5 місяців тому

    ଆଜ୍ଞା! ଆପଣଙ୍କ ଉପସ୍ଥାପନ ଅତି ସୁନ୍ଦର 🙏🙏

  • @sushantakanungo2071
    @sushantakanungo2071 2 роки тому +3

    ମହୋଦୟ ଆପଣଙ୍କୁ ମୋର ପ୍ରଣାମ.. ଇଛା ର ବାରିଧି ପାର ହୋଇ ଆପଣଙ୍କ ନିକଟକୁ ଯିବାକୁ ଉତ୍କଣ୍ଠା ବଢୁଛି. ମୋ ସାହିତ୍ୟ ସାଧନା ରେ ଆଲୋଚ୍ୟ ବିଷୟ ପ୍ରକୃଷ୍ଠ ହେଇ ପାରିବ. 🙏🙏🙏ଆହୁରି ଶୁଣିବାକୁ ଇଛା..

    • @VirKalinga
      @VirKalinga  2 роки тому +1

      ଧନ୍ୟବାଦ,
      ସମସ୍ତ ଭିଡିଓ ଦେଖନ୍ତୁ।

  • @subhasmitakanhar9569
    @subhasmitakanhar9569 3 роки тому +4

    ବହୁତ ସୁନ୍ଦର ଆଲୋଚନା ଆଜ୍ଞା 🙏🙏

  • @h.s.production7834
    @h.s.production7834 3 роки тому +2

    ବହୁତ ଧନ୍ୟବାଦ ଆପଣଙ୍କ ଆଲୋଚ🙏🙏🙏

  • @girishkantnial5243
    @girishkantnial5243 11 місяців тому

    ପ୍ରଣାମ sir, ଆପଣଂକ ଉପସ୍ଥାପନା ମୋର ହୃଦୟ କୁ ମନ୍ଥିତ କରିଦେଲା sir 🙏, ଖୁବ୍ ଖୁବ୍ ଧନ୍ୟବାଦ୍ sir 🙏❣️

  • @radheshyamsahucreation7621
    @radheshyamsahucreation7621 4 роки тому +3

    Bahut bahut sundar aalochanaa sir.... Waiting for next video🙏🙏

    • @VirKalinga
      @VirKalinga  4 роки тому +1

      ଧନ୍ୟବାଦ।

  • @pabitramohanbiswal804
    @pabitramohanbiswal804 Місяць тому

    Sir bahut bhala lagila.

  • @adaitakumarbaliyarsingh
    @adaitakumarbaliyarsingh 2 місяці тому

    ସୁନ୍ଦର ଉପସ୍ଥାପନା ସାର,

  • @silipiculturalassociation4291
    @silipiculturalassociation4291 2 роки тому +1

    Eha eka jatiya kartabya .dhanyabada

  • @manjitbadhei7159
    @manjitbadhei7159 3 роки тому +4

    Ati sundar Alochana ❤❤❤

  • @t.m.s.4175
    @t.m.s.4175 2 роки тому +2

    ବହୁତ ସୁନ୍ଦର ବହୁତ ଧନ୍ୟବାଦ ସାର୍ ଆପଣଙ୍କୁ ଜୟ ଜଗନ୍ନାଥ

  • @bnirupama-592
    @bnirupama-592 4 роки тому +2

    ସାଧୁ ଉଦ୍ୟମ, ଅଶେଷ ଧନ୍ୟବାଦ ମହୋଦୟ ।

  • @ମଧୁସ୍ମିତାଦାସ

    ଧନ୍ୟବାଦ ସାର ବହୁତ ସୁନ୍ଦର।🙏🙏🙏

  • @raghunathreddy6661
    @raghunathreddy6661 Рік тому +1

    ବହୁତ ସୁନ୍ଦର ଆଲୋଚନା।

  • @priyacharandas7352
    @priyacharandas7352 3 роки тому +2

    ଜୟଶ୍ରୀ ଜଗନ୍ନାଥ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ ଜୟ ଗୋମାତା ଜୟ ଗୋପାଳ

    • @VirKalinga
      @VirKalinga  3 роки тому +1

      ଜୟ ଜଗନ୍ନାଥ ମହାପ୍ରଭୁ 🙏

  • @tukunaful
    @tukunaful 4 роки тому +2

    ଅତି ସୁନ୍ଦର ।

  • @priyapradhan2229
    @priyapradhan2229 2 роки тому +1

    Dhanyavaad sir

  • @nukulchandrasahoo9318
    @nukulchandrasahoo9318 3 роки тому +4

    ବହୁତ ସୁନ୍ଦର

  • @ldofficial9681
    @ldofficial9681 3 роки тому +3

    ଅଶେଷ ଭଂଗି ରେ କହି ଯାଉଛ
    ଅସରନ୍ତୀ ଗ୍ଯାନ ଯାଗୁଛି ଓଡିଆ ଭାଷା
    ଧନ୍ଯ ଧନ୍ଯ ତୁମର ସରଳ ବ୍ଯାଖ୍ଯା

  • @ganeshpanigrahi5258
    @ganeshpanigrahi5258 3 роки тому +1

    ॐ ନମସ୍ତେ ମହୋଦୟ...
    ସଭ୍ୟ ସାହିତ୍ୟ ସମାଜ ପାଇଁ ଆପଣଙ୍କର ସୁଚିନ୍ତିତ ଚିନ୍ତାଧାରାରେ ଆମେ ଉଲ୍ଲସିତ ଓ କୃତଜ୍ଞ...

    • @VirKalinga
      @VirKalinga  3 роки тому +1

      ଧନ୍ୟବାଦ।

  • @bichitranandarout.5214
    @bichitranandarout.5214 3 роки тому +1

    ବିନମ୍ର ଭୂମିଷ୍ଠ ପ୍ରଣାମ ମହାଭାଗ,ଉଚ୍ଚକୋଟୀର ବର୍ଣ୍ଣନା ଆପଣଙ୍କର ଆଜ୍ଞା ମହୋଦୟ ।

    • @VirKalinga
      @VirKalinga  3 роки тому +1

      ଧନ୍ୟବାଦ।

  • @Kartika1997
    @Kartika1997 4 роки тому +2

    ଅତି ସୁନ୍ଦର ମହାଶୟ

    • @VirKalinga
      @VirKalinga  4 роки тому +1

      ଧନ୍ୟବାଦ ଆଜ୍ଞା।

  • @vivek7702
    @vivek7702 3 роки тому +1

    ଅତି ସୁନ୍ଦର।
    ମନ ମୋହିନେଲା ମୋର।
    ସାର ଙ୍କ ସାଙ୍ଗରେ ଦେଖା କରିବାର ଦୁର୍ବାର ଆଶା ମୋର।
    ସାର ଙ୍କ ନାତି ଅତି ସୁନ୍ଦର ଗାଉଛି।
    ମୋର ପ୍ରଣାମ।
    ସାର ଙ୍କ ଫୋନ ନମ୍ବର ମିଳି ପାରିବ?
    ଦୟା କରିବେ।
    🙏🙏🙏

  • @hariharprasaddash9496
    @hariharprasaddash9496 3 роки тому +1

    ସାର୍, ଅନେକ ଅନେକ ନମସ୍କାର। ଅତି ଅତି ସୁନ୍ଦର ଲାଗୁଛି। ପ୍ରତି ସେକେଣ୍ଡ mana ଦେଇ ଶୁଣିଲା ପରେ ବି ଲାଗୁଛି ଯେମିତି କିଛି miss କରିଗଲି। ଗୋଟିଏ ଗୋଟିଏ ପ୍ରସଙ୍ଗରେ ଏକାଧିକ କବିଙ୍କ ଦୃଷ୍ଟିଭଙ୍ଗୀ ଅବତାରଣା ଅତି ଉଚ୍ଚ କୋଟିର । କେବଳ ଗୋଟିଏ କଥା ଅସରସ ଲାଗିଲା। ଉପସଂହାର ପଦଟି ଗାଇଥିଲେ ଆହୁରି ବେଶି ଭଲ ହୋଇଥାନ୍ତା।

  • @dssamantaray1893
    @dssamantaray1893 3 роки тому +2

    love what you doing man grow up aaga ku badi chala

  • @apputanujatanushreenayak4772
    @apputanujatanushreenayak4772 6 місяців тому

    Thank you sir 🙏🙏🙏

  • @KrishnaDas-tz7zg
    @KrishnaDas-tz7zg 3 роки тому +1

    Ati sundar prayash, bahut sundar 😇

    • @VirKalinga
      @VirKalinga  3 роки тому +1

      ଧନ୍ୟବାଦ।

  • @janakiballavdash73
    @janakiballavdash73 3 роки тому +3

    ଚମତ୍କାର

  • @ajitpadhan1155
    @ajitpadhan1155 3 роки тому +4

    Thank u sir 🙏🙏

  • @kalpanapradhan7581
    @kalpanapradhan7581 4 роки тому +3

    Thank u so much sir

  • @durgacharansahoo7029
    @durgacharansahoo7029 10 місяців тому

    ସୁନ୍ଦର ଉପସ୍ଥାପନ

  • @ANKITAPRADHAN-w2s
    @ANKITAPRADHAN-w2s 11 місяців тому

    ଧନ୍ୟବାଦ୍ ସାର୍

  • @akhilbiswal4371
    @akhilbiswal4371 4 роки тому +1

    ସାର୍ ପ୍ରଣାମ, ଚମତ୍କାର ହୋଇଛି। ଚମ୍ପୁକୁ ସମ୍ପୂର୍ଣ୍ଣ କଲେ ଭଲ ହେବ।

    • @VirKalinga
      @VirKalinga  4 роки тому +1

      ନିଶ୍ଚୟ କରିବୁ,
      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ।

    • @akhilbiswal4371
      @akhilbiswal4371 4 роки тому +2

      @@VirKalinga ସାରଙ୍କ ମୁଁ ସହକର୍ମୀ ଥିଲି ଫୁଲବାଣୀରେ। ଭାଷାତତ୍ତ୍ୱ ଉପରେ ସାରଙ୍କ ଜ୍ଞାନ ଅମାପ। ପୁନଶ୍ଚ ଭାଷାବିତ ଗୋଲକ ବିହାରୀ ଧଳଙ୍କ ସେ ଛାତ୍ର। ବରରୁଚିଙ୍କ 'ପ୍ରାକୃତ ପ୍ରକାଶ',ତଥା ପାଣିନି, ପତଞ୍ଜଳିଙ୍କ ଭାଷାତତ୍ତ୍ବ ସମନ୍ଧିତ ପୁସ୍ତକ ତାଙ୍କ ମୁହଁରେ ରହିଛି। ତାଙ୍କ ଜ୍ଞାନର ପରିପ୍ରକାଶ ଆପଣଙ୍କ ଚେନେଲରେ ମାଧ୍ୟମରେ ହେଉ।

  • @prasannakumarnanda575
    @prasannakumarnanda575 Рік тому +1

    ଆପଣଙ୍କୁ ଏ ବୟସରେ ରାଧା କୃଷ୍ଣ ଙ୍କ ଅପ୍ରାକୃତ ପ୍ରେମ ନିଖୁଣ ଭାବେ ବର୍ଣନା ନିମିତ୍ତ ଅଶେଷ ଧନ୍ୟବାଦ, ନିରୋଗ ସୁସ୍ଥ ରହି ଏହିପରି ଭିଡ଼ିଓ ଦିଅନ୍ତୁ, ଜଗନ୍ନାଥ ଙ୍କ ପାଖରେ,ପ୍ରାର୍ଥ ନା

  • @soubhagyaranjannayak2280
    @soubhagyaranjannayak2280 4 роки тому +3

    Jay Jagannatha

    • @VirKalinga
      @VirKalinga  4 роки тому +1

      ଜୟ ଜଗନ୍ନାଥ ମହାପ୍ରଭୁ।

  • @bharatkumarbehera6897
    @bharatkumarbehera6897 2 роки тому +1

    Fantastic sir

    • @VirKalinga
      @VirKalinga  2 роки тому +1

      Thank you

    • @bharatkumarbehera6897
      @bharatkumarbehera6897 2 роки тому

      Bhanja sahitya ama Odisha ra garba, gouraba.AMa hrudaya Ra spandan.odisha Ra akshaya Kirti tatha ama bhasa konark.

  • @dayanidhipradhan502
    @dayanidhipradhan502 3 місяці тому

    ସବୁ ଦିଗ ଦେଇ ସର୍ବ ପାଣ୍ଡିତ୍ୟ ସମ୍ପର୍ନ୍ନ ଏପରି ବ୍ୟକ୍ତି ଙ୍କ ପାଖରେ ପୁର୍ବତନ ପ୍ରତ୍ୟେକ କବି ଏବଂ ପଣ୍ଡିତ ମାନଙ୍କର ଦର୍ଶନ ମିଳିଥାଏ।

  • @ABCREATION_Mr_AB
    @ABCREATION_Mr_AB 4 роки тому +2

    Bahut sundara

  • @sabitapanigrahi1197
    @sabitapanigrahi1197 Місяць тому

    ଦୟାକରି ଗୀତ ଗୋବିନ୍ଦ ର ଗୋଟେ ସାର ଅର୍ଥାତ୍ କରନ୍ତୁ

  • @techodia9
    @techodia9 3 роки тому +2

    A lots of love to you from me sir

  • @triplehiodia.1714
    @triplehiodia.1714 3 роки тому +1

    Bahut bhala sir. Keep up the good work. Subscribed just now.

  • @achyutanandapradhan2462
    @achyutanandapradhan2462 3 роки тому +1

    Bahuta balabhabare bujhaochhanti

  • @raghupatidas9811
    @raghupatidas9811 3 роки тому +2

    Very nice job.

  • @shubhasisnayak5041
    @shubhasisnayak5041 3 роки тому +1

    Bahut vala lagila sir

    • @VirKalinga
      @VirKalinga  3 роки тому +1

      ଧନ୍ୟବାଦ

    • @shubhasisnayak5041
      @shubhasisnayak5041 3 роки тому +1

      Sir apananka contact nbr tk debe,mu utkal university vanivihar ru kahuchi

    • @VirKalinga
      @VirKalinga  3 роки тому +1

      ଭିଡିଓର ଡେସ୍କ୍ରିପସନ୍ ରେ ନମ୍ବର ଅଛି, ଦେଖନ୍ତୁ।

  • @manishadash9846
    @manishadash9846 2 роки тому +1

    Sir Namaskar

  • @pramodkumarmohanty3313
    @pramodkumarmohanty3313 Рік тому

    Sir
    Pranam

  • @srustipradhan7237
    @srustipradhan7237 9 місяців тому

    Tq sir

  • @soubhagyaranjannayak2280
    @soubhagyaranjannayak2280 4 роки тому +2

    Dayakari bhurunila vujangi champu ra alochana karantu

    • @VirKalinga
      @VirKalinga  4 роки тому +1

      ନିଶ୍ଚୟ କରିବୁ,
      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ।

  • @geetaranibisoyi8090
    @geetaranibisoyi8090 4 роки тому +3

    ବୈଦେହୀଶ ବିଳାସ ୯ମ,୧୦ମ ଛାନ୍ଦ ଉପରେ ଭିଡିଓ କରନ୍ତୁ

    • @VirKalinga
      @VirKalinga  4 роки тому +2

      ନିଶ୍ଚୟ କରିବୁ,
      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ।

  • @malayakumarmishra5598
    @malayakumarmishra5598 3 роки тому +1

    Excellent

  • @MRSiddhantaSir
    @MRSiddhantaSir 3 роки тому +1

    Love u sir

  • @sumantakumar1958
    @sumantakumar1958 3 роки тому +1

    କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ ଉପରେ କେଉଁ କାବ୍ୟର ପ୍ରଭାବ ପଡିଛି ?

  • @prasantamohantymohanty8938
    @prasantamohantymohanty8938 3 роки тому +1

    ସାହିତ୍ୟ ସବୁବେଳେ କାଳଜୟୀ

  • @SaratNayak-v5x
    @SaratNayak-v5x 10 місяців тому

    Thenkuser

  • @twinklemohanty6673
    @twinklemohanty6673 3 роки тому +2

    Mo bhasa Mo garba. Mu kebe bhabi na thili mu ehi odia bhasa ra ganta gharu kichhi pai paribi boli. Apananka prachesta pain eha sambhaba hei parichhi. Apananka pada Padma re shraddha purbaka prantipata..🙏

    • @VirKalinga
      @VirKalinga  3 роки тому +2

      ଧନ୍ୟବାଦ।

    • @ashokdash689
      @ashokdash689 Рік тому

      ଓଡ଼ିଆରେ ଲେଖିଲେ ଭଲ ହୁଅନ୍ତା

  • @shreedharbadajena8777
    @shreedharbadajena8777 3 роки тому +1

    Sir namaskar labanyabatira sasta chhand ra vedio is not availabe

  • @indiangeographydebendrabeh857
    @indiangeographydebendrabeh857 2 роки тому +1

    Sir Baidehisha Bilasa Ra 9th Chhanda upload Karantu
    Please

  • @bhubaneswarmajhi5407
    @bhubaneswarmajhi5407 3 роки тому +1

    Very good discussion sir

  • @bharatkumarbehera6897
    @bharatkumarbehera6897 2 роки тому +1

    Sir bhanja sahitya bhanja lekhithile na pravu RAm lekhichhanti.satare emiti lekha kn sambhab.mu Biswas kariparuni.please sir Daya purbak apananka pH.no diantu.mu au tike alochana sunibi.

  • @rudramanibishi7012
    @rudramanibishi7012 Рік тому +1

    Apnkar number tk kuhantu sir

  • @choudhurishamal503
    @choudhurishamal503 2 роки тому +1

    Pan

  • @achyutanandapradhan2462
    @achyutanandapradhan2462 3 роки тому +1

    Sir mobi sikhibaku chanhuchhi

  • @hrithikgiri3241
    @hrithikgiri3241 3 роки тому +2

    Yah Mere syllabus mein hai odiya ba 1st year mein jharkhand se hun

  • @ମଧୁସ୍ମିତାଦାସ

    ଖ ,ଗ ,ଘ ,ଙ ଗୀତକୁ ଏହି ଭଳି ବୁଝାଇଲେ । ଭଲ ହେବ

    • @VirKalinga
      @VirKalinga  4 роки тому +2

      ନିଶ୍ଚୟ କରିବୁ।
      ଧନ୍ୟବାଦ ଆପଣଙ୍କ ବହୁ ମୂଲ୍ୟ ମତାମତ ପାଇଁ।

    • @suchishennawork1032
      @suchishennawork1032 3 роки тому +1

      ସାର୍ ଆମେ ଆପେକ୍ଷାରେ ରହିଲୁ
      ଅନେକ ସାଧୁବାଦ ଆପଣଙ୍କୁ@Vir Kalinga🙏

  • @bhagyasathua5285
    @bhagyasathua5285 3 роки тому +1

    P

  • @pratapkumardas5239
    @pratapkumardas5239 3 роки тому +1

    Chamtkari paribesan

  • @sasmitadas5162
    @sasmitadas5162 3 роки тому +1

    Apna bujha uchhanti kam

  • @BijyalaxmiBal
    @BijyalaxmiBal Рік тому +1

    Bauth sudhra

  • @tanmayeedas6318
    @tanmayeedas6318 3 роки тому +3

    ବହୁତ ସୁନ୍ଦର ହୋଇଛି।।।

  • @nukulchandrasahoo9318
    @nukulchandrasahoo9318 3 роки тому +2

    Superb