ନିଜର ଇ କାମ୍ ଲାଗି ଚର୍ଚ୍ଚାନେ ଟିଟିଲାଗଡର ସୁଚିସ୍ମିତା ଷଡଙ୍ଗୀ

Поділитися
Вставка
  • Опубліковано 19 вер 2024
  • ମୁନୁଷ୍ ବଞ୍ଚିଥିଲା ଭିତରେ ଭଲସେ ରହେବାର୍ ଲାଗି , ନିରୋଗ୍ ରହେବାର୍ ଲାଗି, ଶାନ୍ତିନେ ରହେବାର୍ ଲାଗି ଜୀବନ୍ ସାରା ଚେଷ୍ଟା କରିଥିସି । କେଭେ ନାଇଁ ଭାବେ ଯେ ମଲା ଉତାରୁ କାଣା ହେବା । ଆମର ଭିତରେ ସାଧାରନ୍ ହିସାବେ ଲୁକକଁର୍ ଭାବନାକେ ଦେଖମା ବଏଲେ ଇଟା ହିଁ ଯେ ବଞ୍ଚିଥିଲା ଭିତରେ ଭଲସେ ରହେମା । ହେଲେ କେତେ ଜନ୍ ଲୋକ୍ ଆମର ମାନକଁର୍ ଭିତରେ ଏନ୍ତା ବି ଥିସନ୍ ଯେନ୍ମାନେ ମଲା ଉତାରୁ ବି କେନ୍ତା କରି ଅଲଗା ଲୁକକଁର୍ କିଛି ଭଲ କରିପାରବେ ସେ ଚିନ୍ତା କରିଥିସନ୍ । ଆମେ ଏନ୍ତା ଟୁକେଲ ଜନକଁର୍ ବାବଦେ ଆଏଜ୍ ଆପଣ ମାନକୁଁ କହେମୁ
    For more such updates, please Like, Comment and Share our videos and Subscribe to our UA-cam channel.
    Contacts:-
    Mail- pahara24x7@gmail.com
    Facebook- / paharaa24x7
    Instagram- / paharaa24x7
    Twitter- / paharaa24x7
    Whatsapp- 7205661076
    Website- www.paharaa.com/
    Thanks & Regards
    www.Paharaa.com
    #ସମାଜ​ #ସଂସ୍କୃତି​ #ସମାଚାର #Odisha #Paharaa

КОМЕНТАРІ • 93