Це відео не доступне.
Перепрошуємо.

ମହାପ୍ରଭୁଙ୍କ ଅନୁପସ୍ଥିତିରେ ରତ୍ନ ଭଣ୍ଡାର ଘର ଖୋଲିବା ଦୁର୍ଭାଗ୍ୟ ଜନକ

Поділитися
Вставка
  • Опубліковано 13 лип 2024
  • ଆଜି ନୂଆ ସରକାରଙ୍କ ଉଦ୍ୟମରେ ଖୋଲିଛି ମହାପ୍ରଭୁ ଜଗନ୍ନାଥଙ୍କ ରତ୍ନ ଭଣ୍ଡାର।ସେପଟେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଅନୁପସ୍ଥିତରେ ରତ୍ନ ଭଣ୍ଡାର ଘର ଖୋଲିବା ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ତଥା ଛତିସା ନିଯୋଗ ସଦସ୍ୟ ଶ୍ରୀ ମାଧବ ପୂଜାପଣ୍ଡା।
    LIKE | SHARE | SUBSCRIBE
    #Dharitri #DharitriLive #Odisha
    Also Watch:
    👉 Special Episodes : • Special Videos
    👉 'Fun with Public' all episodes: • Fun With Public | ଫନ୍ ...
    👉 Babu Mahal - Cartoon animation web series: • Babu Mahal | ବାବୁ ମହଲ
    👉 Health Tips: • Health Tips | ହେଲ୍‌ଥ୍‌...
    👉 Smart City Specials | ସ୍ମାର୍ଟ୍‌ ସିଟି ସ୍ପେଶାଲ୍ସ୍‍ : • Delicious momos in Bhu...
    👉 Man Mijaj | ମନ ମିଜାଜ : • Man Mijaj | ମନ ମିଜାଜ |...
    For more updates please visit us:
    👉 Website: www.dharitri.com
    👉 Facebook: / dharitrinews
    👉 Twitter: / dharitrilive1
    👉 UA-cam: / dharitrilive
    👉 Instagram: / dharitrilive

КОМЕНТАРІ • 11

  • @dipakbehera1233
    @dipakbehera1233 Місяць тому

    Right kahile

  • @bikashbehera8385
    @bikashbehera8385 Місяць тому +1

    ମାଲିକ ସିନା ଘରେ ନାହାନ୍ତି ମାଲିକାଣୀ ( ମା ଲକ୍ଷ୍ମୀ ) ତ ଘରେ ଅଛନ୍ତି । ମହାପ୍ରଭୁ ଙ୍କ ଅନେକ ନିତିକାନ୍ତ ଅଛି । ମହାପ୍ରଭୁ ଥିବା ସମୟରେ ରତ୍ନଭଣ୍ଡାର ଯାଞ୍ଚ କଲେ ମହାପ୍ରଭୁ ଙ୍କ ନିତିକାନ୍ତ ରେ ବିଭ୍ରାଟ ହେବ ।

  • @nandapradhan2749
    @nandapradhan2749 Місяць тому +2

    Right

  • @kailashswain4735
    @kailashswain4735 Місяць тому

    Thik katha kahuchhanti. Nija ghare nathiba loko taar ghar kemiti check karibe ...

  • @amarcreation0655
    @amarcreation0655 Місяць тому

    ମହାଲକ୍ଷ୍ମୀ ଅଛନ୍ତି.. ସିଏ ବୁଝା ବୁଝି କରୁଛନ୍ତି..

  • @amarcreation0655
    @amarcreation0655 Місяць тому +2

    ଏ ଶଳା ଟା ଚାଟୁଦାର 😄😄😄

  • @sriyanshupadhi6627
    @sriyanshupadhi6627 Місяць тому +1

    ଲୋକନାଥ ଆଉ ଜଗନ୍ନାଥା ଏକ. ଲୋକନାଥଙ୍କ ଆଜ୍ଞା ମାଳ ଆସିଥିଲା. ସେମିତିରେବି କହିବାକୁ ଗଲେ ମାଲିକାଣୀ ଥିଲେ. ଆଉ ଆମ ପ୍ରଭୁ ବି ତାଙ୍କ ବିନା ଅନୁମତିରେ କାମ କରନ୍ତିନି 😂

  • @debasishpujari7286
    @debasishpujari7286 Місяць тому

    ବାଳ ଚ୍ୟାନେଲ

  • @user-vz2um2qs2b
    @user-vz2um2qs2b Місяць тому +1

    Jagannath Swami nahanti talakholiba thik nuhna😂😂

  • @nandapradhan2749
    @nandapradhan2749 Місяць тому +2

    Right Jay Jagannath

  • @bhoiediting2352
    @bhoiediting2352 Місяць тому

    ଏହା ବିଜେଡି ସମର୍ଥକ ମାନେ କହିବେ...