ସଂପୁର୍ଣ୍ଣ ପାଲା || ଶ୍ରୀମଦ୍ ବାବା ବଳିଆଙ୍କ ଜନ୍ମଚରିତ || Balia Birth Story Pala by Laxmipriya Das
Вставка
- Опубліковано 29 лис 2024
- Blessing of Pujya Pujak Balia
Pala Gayika: Laxmipriya Das
Editing : Sudhansu Sekhar Rout
Camera : Krushna Chandra Behera
Channel Producer : Pyari Mohan Routray
all rights reserved with aaksi utkal youtube channel.
ଖୁବ୍ ସୁନ୍ଦର ହୋଇଚି।ଜୟ ବାବା ବଳିଆ ଙ୍କ ଶ୍ରୀ ଚରଣେ ଭକ୍ତି ପୂତ ଭୂମିଷ୍ଠ ପ୍ରଣାମ 🙏🙏🙏।
ଉପସ୍ଥାପନା ଶୈଳୀ ବହୁତ ସୁନ୍ଦର ହୋଇଛି,ଜୟ ବାବା ଶ୍ରୀମଦ୍ ବାବା ବଳିଆ।
Babankumorsatakotipranam
ଓଁ ତତ୍ ସତ୍, ଓଁ ତତ୍ ସତ୍, ଓଁ ତତ୍ ସତ୍, ଓଁ ନମଃ ।
ଓଁ ଶ୍ରୀ ପୁରୁଷୋତ୍ତମ ଅନନ୍ତ ବଳିଆ, ଓଁ ତତ୍ ସତ୍, ଓଁ ତତ୍ ସତ୍, ଓଁ ନମସ୍କାର।
ଓଁ ଗୁରୁ ଦେବାୟ ନମଃ। ଗୁରୁ ଦେବ ଙ୍କ ଶ୍ରୀଚରଣ ରେ ଅନନ୍ତ କୋଟି ଦଣ୍ଡବତ। ଗାୟିକା ମହାଶୟା ଓ ସମସ୍ତ ପାଲା ସଦସ୍ୟ ଙ୍କୁ ସପ୍ରେମ୍ ଓ ସହୃଦୟେ ପ୍ରଣାମ। ଠାକୁର ଙ୍କ ଜନ୍ମ ଚରିତ ବହୁତ ସୁନ୍ଦର ଲାଗିଲା। ଜୟ ଜଗନ୍ନାଥ ଜୟ ଶିଶୁ ଅନନ୍ତ।🙏🙏🙏
ସୁନ୍ଦର୍ ଭାବନା ସହିତ ସୁନ୍ଦର୍ ଉପସ୍ଥାପନା ବାସ୍ତବ କଥା ଉପସ୍ଥାପନ କରିଛନ୍ତି ଧନ୍ଯବାଦ୍ ଅନୁଭବି ବ୍ୟତୀତ ଅନ୍ୟ କେହିବି ବୁଝିବା ଅସମ୍ଭବ ବାବା ବଳିଆ ଙ୍କ ଜନ୍ମ ପ୍ରସଙ୍ଗ ଉପରେ ଆଲୋଚନା ସୁନ୍ଦର ଉପସ୍ଥାପନା କରାଯାଇଛି ଜୟ ବାବା ବଳିଆ ଜୟ ପ୍ରଣାମ
ମୋର ପୂଜ୍ୟ ବାବା ବଳିଆ ଙ୍କ ପ୍ରକାଶ ଆଗମନ (ଜନ୍ମ ବୃତ୍ତାନ୍ତ )ବିଷୟ ବସ୍ତୁ କୁ ପାଲା ମାଧ୍ୟମରେ ଅତି ସୁନ୍ଦର ଭାବେ ଉପସ୍ଥାପନା କରିଥିବା ଗାୟିକା ମହାଶୟ ଙ୍କୁ ମୋର ଅଶେଷ ଅଶେଷ ପ୍ରଣାମ ଓ ଧନ୍ୟବାଦ. ବାବା ଙ୍କ ର ଔଲକିକ କାହାଣୀ ମାନ ଶୁଣି ମୁ ଆଶ୍ଚର୍ଯ୍ୟ ହେବା ସଂଗେ ସଂଗେ ନିଜକୁ ଧନ୍ୟ ମାନେ କଲି. ଏହା ଆହୁରି ଲୋକଲୋଚନ ଆସିବା ଦରକାର. ଲଷ୍ମୀ ନାରାୟଣ ବେବର୍ତ୍ତl, ବରିଷ୍ଠ ସାମ୍ବାଦିକ, ନୂଆ ଦିଲ୍ଲୀ, ଦୟାକରି ଗାୟିକା ମହାଶୟ ଙ୍କ ଯୋଗାଯୋଗ ନମ୍ବର ପାଠଇଲେ ଖୁସି ହେବି.
6370557706
6370557706
ଜୟ ଶିଶୁ ଅନନ୍ତ ଜୟ ବାବା ବଳିଆ
ଜୟ ଗୁରୁ ଜୟ ଶିଶୁ ଅନନ୍ତ ଜୟ ଗୁରୁ ଦେବ ବଳିଆ କର ଜୟ
ବହୁତ ସୁନ୍ଦର ପାଲା
ଜୟ ଗୁରୁ
Bahut sundar upasthapana
Jay gurudeb
OMM BHAGABATE BASU DEBAYA
🙏🙏🙏jai ananta swaminarayan baba balia 🙏🙏
ଜୟଶିଶୁ ଅନନ୍ତ, ଜୟ ଗୁରୁ ବାବା ବଳିଆ
Bahut sundar bahut sundar 🙏🙏🙏🙏
ଅତିସୁନ୍ଦ ରଚନା ଓ ଉପସ୍ଥାପନ 🙏ଜୟ ଶୀସୁଅନନ୍ତ, ଜୟ ବଳିଆ ବାବା 🙏
Ohm shri shri gurudeaya namah.
Ohm sisu Anantaya namah..
🙏🙏🌹ପ୍ରଣାମ. ଜୟ ଗୁରୁ ଦେବ
Jay. BABA balia
Very Nice Pala about Srimad Baba Balia.
Sundar pala
Jay balia tamo padatale parnama🌼🌺🌼🌺 🙏🙏🙏🙏
Super.laguchi.pala.mu.valpaye
Jay Balia Baba with your New kahani pala. Thankyou Madam, Excellent Express....nd KESHU Doing their job ........ Utkal Desh urial garam...
ଗାଇକା ମହଦୟାଙ୍କୁ ଅଶେଷ ଧନ୍ଯବାଦ ଜଣାଉଛି ଜୟ ବଳିଆ ବାବା
Pranam Baba Pranam.
Good Tofik 🙏💯🙏 Jay Jagannath Jay bharat 🙏
ଗୁରୁଦେବଙ୍କ ର ଅମିୟ ଲୀଳାକୁ ପାଲା ମାଧ୍ୟମରେ ଜନ ମାନସରେ ପ୍ରଚାର ଓ ପ୍ରସାର କରିଥିବାରୁ ଗାୟୀକାଙ୍କୁ ଓ aaksi ଚ୍ୟାନେଲ କୁ ଅନନ୍ତ ବଳିଆ ପରିବାର ତରଫରୁ ଅନେକ୍ ଅନେକ ଆନ୍ତରିକ ଧନ୍ଯବାଦ ଜ୍ଞାପନ କରୁଛୁ ଜୟ ଅନନ୍ତ ବଳିଆ ଜୟ ସତ୍ୟ ନାରାୟଣ
Jay bababalia
Jx,, , ର ର, , ଳ ,, ,,, , z ,,, , ଳ , , , h , ,z, z g ,,, , x, , , , , , ,
Q¹
Jai gurudev
Jai Jagannath . Jai Thakur Abhiram Paramhansa Dev
I became very happy to listen the biography song discription by laxmipriya mam 🙏🙏🥰🥰🥰🙏🙏 many many thanks
Jay Jagannath 🙏🙏🙏 jay gurudev 🙏🙏 jay balia baba, 🙏🙏
MAA Tamanku Koti koti pranam
Srimad sadguru Sarkar ki jai
JAi gurudev
ଜୟ ଜଗନ୍ନାଥ 🙏🙏
Maa koti pranam. 🙏🙏🙏🙏🙏
jay Baba balia
Janma parara jibana pala kara baba baliankra jay sisu ananta jay guru dev
Gurukrupa lavakara pala paramparaku agaku nia God bless you
ଅତ୍ୟନ୍ତ ମନମୁଗ୍ଧକର ଓ ହୃଦୟ ସ୍ପର୍ଶୀ ହୋଇପାରିଛି 🙏🙏🙏🙏, ଜୟ ଶିଶୁଅନନ୍ତ ଜୟ ଗୁରୁଦେବ 🙏🙏🙏🙏
pranam jayjagannath
Dhanyabad lakshmi priya Devi jay shishu Anant pujya pujak baba balia
Laxmi bhauni nku hrudaya ru asirbad.
Jay guru jay jaganath
Bahut to auchakothi Parivahan song
Good
HARISH, CHANDRA, DAS,
Jayajghna ta 🌉🌉🌉🌉🌉
Jai jagannath
ଜୟ ଗୁରୁ ଜୟ ଶିଶୁ 🙏
Jai guru Dev. Jai sisuananta nama.
ଜୟ ଗୁରୁଦେବ ଜୟ ଜଗନ୍ନାଥ🙏
ଜୟ ଗୁରୁଦେବ 🙏
Excellent ,, beautiful composition,thank you
ଅତି ସୁନ୍ଦର ଉପସ୍ଥାପନା
Very nice 🙏🙏🙏
Baba Pranam
Jay Baliababa
🙏🙏🙏👌👌
Wonderful
Very Nice
Didi bhaut bhala pala koti koti pranaam 🙏🏻🙏🏻🙏🏻🙏🏻🙏🏻
🙏🙏🌹🌹
Nice pala.Mo priya gurunka charita. Best wishes to all pala gayaka.
ବାବା🙏ବାବା ଙ୍କପ୍ରବଚନ ମତେ ବହୁତ୍ ଭଲଲାଗେ ଏଇ ବାବାଙ୍କ ଜୀବନୀ ଶୁଣି ତୃପ୍ତି ଲାଗିଲା। ଆଉଯଦି ବାବା ଙ୍କ ଲିଳା ବିଶୟ ରେ କିଛି ଉପସ୍ତାପନା କରନ୍ତେ ଭଲହୁଅନ୍ତା ।
Babanku koti koti pranam
ଗାୟିକା ମହୋଦୟାଙ୍କୁ ମୋର ନମସ୍କାର। ବିଷୟଟି ବହୁତ ଭଲ ଲାଗିଲା।ଜୟ ବାବା ବଳିଆ 🙏🙏🙏🙏🙏
I became very happy 😊😊
Jay Jaganth
Jai Srimad Baba Balia, Jai Sisu Ananta.Good performance of gayika Laxmi Priya.Thanks.
Omm Jay gurudevayo namha 🌹🙏
Dhanyabad
Baba nka sadhana mana ku mohinela .pala paribesana uttam
Omm Guru Hari Anantatay Namha
Heartly pranam to u forgiving knowledge about Srimad Balia Baba may God bless you 🙏🌹🙏
ଗାନ୍ଧୀ କୁ ମହାତ୍ମା କହିଲେ।ନାଥୁରାମ ଗଡସେ ନ ଥିଲେ, ଆଜି ଏ ପାଲା ହ ଉ ଥାନ୍ତା! ପାକିସ୍ତାନ ରେ ହିନ୍ଦୁ ଙ୍କ ଅବସ୍ଥା ଯାହା ଆମର ଅବସ୍ଥା ତାହା ହୋଇଥାନ୍ତା।ସେ ଥିଲା ଜଣେ ଛଦ୍ମବେଶୀ। ନେହେରୁ ଖାଁ ର ପୈଶାଚିକ କାର୍ଯ୍ୟ ର ସ ଇତାନ ଉପଦେଷ୍ଟା। ସେଇଟା ର ନାମ, ଏଇ ଭଳିଆ ପବିତ୍ର ମଣ୍ଡପ ରେ!
ଏଭଳି ଗାୟକ ଆଉ ଗାୟିକା ଠିକା ନେଇଛନ୍ତି ଆଜ୍ଞା ଭଣ୍ଡଙ୍କ ନାମ ପ୍ରଚାର କରିବାକୁ
ଜୟ ଜଗନ୍ନାଥ, ଜୟ ଶିଶୁ ଅନନ୍ତ ବଳିଆ ବାବା 🙏🙏🙏
Jay jagannath
Jay guru.
Ketesundar laguchi naninkapala
Jay guru Krupa 🙏
Ati sundar pala paribesan🙏🙏Jay Jagannath
Jay Gurudeb🙏🙏🙏
Nice
Pranam.
We are really obliged to you for your heart touching performance. May Lord JAGANNATH bless you for your bright future and trouble free life.
Pa Put me know
👏👏👏
ସୁନ୍ଦର ଅତିସୁନ୍ଦର ସଂରଚନା ତଥା ପରିବେଷଣ ।
Jay Guru 🙏 JAY ANNANTA BALIA
Thanks to wrriter and singer
Susama
Laxmipriya madam,you are fortunate in singing the leelamrita of an incarnation in human form.Thanks you protect and preserve the palaa tradition,a great literary art on stage that our state is famous for.
Om jay guru🙏
Jay sisu Ananta🙏
Jay Jagannath 🙏🙏🙏🙏
Very nice & heartful.
Baba Balia ki jay
Special wisses to gayika.Emiti pala karuthaa bhauni.God bless you.
ସମୟ କେତେ ଥିଲା ଜନ୍ମଦିନରେ,
Very nice 👌
Nlml
Pranam Laxmipriya ji, very good heart touching performance
Ujnnjnljn.l
Very very nice and heart touching narration
👍
🙏
ଗାୟିକା ଙ୍କ ଆଜିର ଉପସ୍ଥାପନା ବହୁତ ଖୁସି ଲାଗିଲା।ଜୟ ମା ଶାରଳା