ଆଶ୍ଚର୍ଯ୍ୟ ସଜବାଜ ଦେଖି❗ନୂଆଁଖାଇ ହାଟ❗

Поділитися
Вставка
  • Опубліковано 15 вер 2024
  • Welcome to fresh new vlog , in this video we are showing you Western Odisha great gana parab Nuakhai, in 2024, will fall on September 8th. It is celebrated precisely the day after Ganesh Chaturthi. Determined by the lunar calendar, the day falls on the 'Panchami tithi' (the fifth day) of the lunar fortnight, usually happening between August and September it comes under Odisha's Balangir district Belapada block Belapada panchayat Belapada Village . There is different types of Nuakhai parab ceremony is arranged with tribal rituals and culture. which is best and unique and they are belongs from scheduled tribe. Which is surrounded by mountains and dense forest . maximum number of people are daily labourers and less numbers of people depends on Cultivation . All the time there is fear of wild animals and reptiles . #triballife #odiavlog #charigarhvlogs #nightlife #video #foodvlog #villagevlog #villagelife #foodrecipe #tribalfood #mountainview #mountainvillage #mountain lifestyle #video #odisha #keonjhar #telkoi #odisha tribal life #truestory #groundreport #ground zero #underdevelopment #mountainlife #mountainlifestyle #tribalarea #uneducated #oldaged #mountainlifestyle #mountainview #odiavideo #tribalwomen #travelvlog #similipal #video #odisha #odiavideo #odushavillagelife #mountainlifestyle #wildanimals #wildlife #marriagevideo #tribalmarriage #tribalmarriagevideo #mountainlifestyle #quarrelsvideo #fightvideo #mountainlifestyle #wildlife #wildanimals #tiger #odishatravelvlog #odiatribalvlog #odishavilagemarket #villageli fe #odishabeautifulvillage ##odishaculturevideo #odishavillagemarriagevideo #tribalmarketvideo ##keonjharvlog #vilagelifestylevlogs #ruralnewvideo #odishafishingvideo #odishavillagelife #odiatriballife #nuakhaijuhar #nuakhai2024

КОМЕНТАРІ • 49

  • @prasantapattanaik862
    @prasantapattanaik862 9 днів тому +12

    ନୂଆଁଖାଇ ଜୁହାର। ନୂଆଁଖାଇ ସୁଟିଂ କରିଥିବାରୁ ବହୁତ୍ ଧନ୍ୟବାଦ।ଏହା ପଶ୍ଚିମ ଓଡ଼ିଶାର ଶିଘା ତିହାର୍ ଅର୍ଥାତ୍ ମୂଖ୍ୟ ପର୍ବ ମାଁ ସମଲେଶ୍ଵରୀଂକ ପାଖରେ ନୂଆଁ ଧାନର ଚାଉଳ ଅର୍ପଣ କରନ୍ତି ଲୋକେ।ସବୁ ନୂଆଁ ଲାଗେ। ଗରିବ ଧନୀ ସମସ୍ତେ ଭକ୍ତିର ସହ ପାଳନ କରନ୍ତି । ନୁଆଁ ଖାଇ ସାରି ବଡ଼ ମାନଂକୁ ଜୁହାର ଓ ସାନ ମାନଂକୁ ଆଶୀର୍ବାଦ କରାଯାଏ।ବହୁ ପ୍ରାଚୀନ ଏ ପରମ୍ପରା।ଆଗ ଗୋଉନ୍ତିଆ ମାନେ ଗାଁ ଲୋକଙ୍କୁ ମଧ୍ୟ ଧାନ ଚାଉଳ ଓ ଆର୍ଥିକ ସହାୟତା ଦେଉଥିଲେ ନୂଆଁ ଖାଇବା ପାଇଁ। ନୂଆଁଖାଇ ସରିଲେ ମାଁ ସମଲେଶ୍ଵରୀ କୁ ଜୁହାର କରି ଆଶୀର୍ବାଦ ଭିକ୍ଷା କରି ପୁଣି ଭକ୍ତ ପ୍ରାର୍ଥନା କରେ ଶୁଭେ ଶୁଭେ ଵର୍ଷଟା ସରି ପୁଣି ଆସନ୍ତା ବର୍ଷ ଭଲରେ ଭଲରେ ଆସୁ। ଯିଏ ଯୋଉଠି ଥିଲେ ଖୁସିରେ ଘରକୁ ନୂଆଁଖାଇ ଆସନ୍ତି। ଏକ କୃଷି ଭିତ୍ତିକ ପର୍ବ ନୂଆଁଖାଇ ହେଲେ ବି ପଶ୍ଚିମ ଓଡ଼ିଶାର ଏକ ସାମୁହିକ ପର୍ବ , ଆନଂଦ ଉଲ୍ଲାସ ର ପର୍ବ ଓ ଶତୃ ମିତ୍ର ର ମିଶ୍ରଣ ପର୍ବ ନୁଆଁଖାଇ।ସମସ୍ତେ ମିଳିମିଶି ପାଳନ କରନ୍ତି। ତେବେ ପଶ୍ଚିମ ଓଡ଼ିଶାର ଲୋକେ ନୂଆଁଖାଇ ପାଇଁ ୩ ଦିନ ଛୁଟି ଆବେଦନ ସରକାରଂକୁ କରିବାରୁ ମୁଖ୍ୟମନ୍ତ୍ରୀ ସେଇ ନୂଆଖାଇ ଦିନ ପଶ୍ଚିମ ଓଡ଼ିଶାର ସମ୍ବଲପୁର କୁ ଅଫିସିଆଲ୍ ଗସ୍ତ ଏଠାକାର ଲୋକମାନଂକ ପ୍ରତି ଏକ ଅବହେଳା, ବିଦ୍ରୁପ ,ଉପହାସ ଓ ଜାଣିଶୁଣି ହଇରାଣ ବୋଲି ଲୋକେ କହୁଛନ୍ତି।

  • @nasannsrstudio4985
    @nasannsrstudio4985 9 днів тому +7

    ଏଇଟା ଆମ ପଶ୍ଚିମ ଓଡିଶାର ନୂଆଖାଇ ଗଣପର୍ବ ଅଟେ ଆମ ଏରିଆରେ ଧୂମଧାମ ରେ ପାଳିତ ହୁଏ ଥାଙ୍କ ସାର

  • @ajayakumarmohanty9582
    @ajayakumarmohanty9582 9 днів тому +4

    ନୂଆଖାଇ ପର୍ବ ପାଳନ ଉପଲକ୍ଷେ ପ୍ରତ୍ୟେକ ଙ୍କୁ ଜୁହାର। ବଜାର ରୁ ନୂଆଖାଇ ର ନୂଆ ଧାନ ଇତ୍ୟାଦି ବ୍ୟବହାରିକ ସରଞ୍ଜାମ ର କ୍ରୟ ବିକ୍ରୟ ବ୍ୟବସ୍ଥା ଖୁସି ଲାଗିଲା। ନୂଆଖାଇ ପର୍ବ ପାଳନ ଅବସରରେ ଆପଣଙ୍କୁ ବହୁତ ବହୁତ ଶୁଭେଚ୍ଛା, ଅଭିନନ୍ଦନ ଓ ଧନ୍ୟବାଦ।

  • @niranjanbehura5258
    @niranjanbehura5258 2 дні тому

    ବହୁତ୍ ଭଲ ଲାଗିଲା ତୁମର ନୂଆଖାଇ ପର୍ବ ଜୟ ମା ସମଲେଇ

  • @Udionayak
    @Udionayak 9 днів тому +3

    ନ୍ବଆଁଖାଇ ଆପଣକୁ ଜୁହାର ସୁଟିକରି ଥିବାରୁ ବହୁତ୍ ବହୁତ ଧନ୍ୟବାଦ୍ ଆଗକୁ ମାଡି ଚାଲ ଜୟ ଜଗନ୍ନାଥ ସ୍ବାମୀ ଜୟ👍👍👍👍👍👍🙏🙏🙏🙏🙏👌👌👌👌🌹🌹🌹🌹🌷🌷🌷🇮🇳🇮🇳🇮🇳💯🖐️✋

  • @PintuKudei-v5j
    @PintuKudei-v5j 9 днів тому +3

    Aamar paschim odisha k aasi kari Nuakhai video taa banabar laagi bahut bahut dhanyabad sir.🙏🏻🙏🏻🙏🏻

  • @PintuKudei-v5j
    @PintuKudei-v5j 9 днів тому +2

    Nuakhai Juhar 🙏🏻🙏🏻🙏🏻 jai maa samalei..

  • @PapuMallik-rq3ks
    @PapuMallik-rq3ks 8 днів тому

    Bhai ok video

  • @jayantipradhan4475
    @jayantipradhan4475 8 днів тому

    Nuakhai juhar ❤❤❤❤❤

  • @sudamnayak2398
    @sudamnayak2398 7 днів тому +1

    Nuakhai juhar Jai maa samalesweri🙏🙏🙏🙏🙏❤❤❤🕉️🇮🇳

    • @CharigarhVlogs1614
      @CharigarhVlogs1614  7 днів тому

      🙏🙏🙏🙏🙏 ନୂଆଖାଇ ଜୁହାର🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @bijusabar9797
    @bijusabar9797 9 днів тому +2

    Wow bahut Sundar lagla video aji.amar.bhasare.suni.kari.bajar re.bahut Khushi lagla aji Amar Balangir district.asithilaki

  • @suchitranaik6879
    @suchitranaik6879 7 днів тому +1

    Thank you so much for this video.

    • @CharigarhVlogs1614
      @CharigarhVlogs1614  7 днів тому

      🙏🙏🙏🙏🙏🙏 ନୂଆଖାଇ ଜୁହାର 🙏🙏🙏🙏🙏 share this video and subscribe this channel 🙏🙏🙏🙏🙏

  • @tapanbarik5999
    @tapanbarik5999 7 днів тому

    Nuakhai juhar to you and all of your friends and viewers.watching from Arunachal Pradesh.Thank you.

  • @bighnarajmajhi1103
    @bighnarajmajhi1103 9 днів тому +1

    Nuakhai juhar 🙏

  • @subratmallick6614
    @subratmallick6614 8 днів тому

    Jay maa samalesweri

  • @debasismajhee7876
    @debasismajhee7876 9 днів тому +1

    ନୁଆଁ ଖାଇ ଜୁହାର, ନୁଆଁ ଖାଇ ବଜାର ର ଭିଡ଼ିଓ କରିଥିବାରୁ ବହୁତ ବହୁତ ଧନ୍ୟବାଦ 🙏🏻🙏🏻🙏🏻🙏🏻

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏🙏🙏

  • @user-dt4js2yo3i
    @user-dt4js2yo3i 8 днів тому

    Nuakhai.juhar

  • @prabasiodia
    @prabasiodia 8 днів тому

    vedio ti Val laguchhi,❤❤❤
    1:56

  • @NarayanNaik-jj9oz
    @NarayanNaik-jj9oz 8 днів тому +1

    Nuakhai juhar thank you for this vidio

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏🙏 ନୂଆଖାଇ ଜୁହାର🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @chandramanimahanta8332
    @chandramanimahanta8332 8 днів тому +1

    ଏବେ ର ଭିଡିଓ ଆଗ ଅପେକ୍ଷା ଭଲ ଲାଗୁଛି
    ଜୟ ଜଗନ୍ନାଥ

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏 ନୂଆଖାଇ ଜୁହାର🙏🙏🙏🙏🙏 share this video

  • @RAJANURSERY-q2k
    @RAJANURSERY-q2k 9 днів тому +2

    👌

  • @rubisethia6839
    @rubisethia6839 8 днів тому

    Baras amr nuakhai tihar ❤😊

  • @RupeliVlogOdiaTV
    @RupeliVlogOdiaTV 8 днів тому

    ନୂଆ ଖାଇ ଜୁହାର... ଅନିଲ ଭାଇ 🙏🙏😄

  • @jbadra3053
    @jbadra3053 9 днів тому +1

    From Harichandanpur❤

  • @Sanjaypatel-lu1oq
    @Sanjaypatel-lu1oq 8 днів тому

    Nuakhai juhar in advance to. All in this channel.jai mas samlei

  • @kalicharannaik7270
    @kalicharannaik7270 8 днів тому

    Thank bhaei

  • @satyabratasahoo3518
    @satyabratasahoo3518 7 днів тому +1

    Keonjhar ra sabuthu kharap lage busstand send the message ur cm for a new busstand

  • @sadanandabarik5722
    @sadanandabarik5722 8 днів тому

    Happy Nuakhai.

  • @smitamohanty5144
    @smitamohanty5144 7 днів тому

    Nuakhai is popular than Raja. In middle and North india everyone are aware of this festival. In Chhattisgarh state this festival is widely celebrated in border state of Odisha.

  • @user-qj8mo3zk9c
    @user-qj8mo3zk9c 9 днів тому

    Nuakhae juhar😊

  • @gobindamahakur4083
    @gobindamahakur4083 7 днів тому

    Bahuta bhala lagila Sri ama balangir Ashi thibaru Nuakhai market siyar Kari thibaru ma samalei apana nka channel ku ahuri agaku nei 🙏

  • @babuluratha
    @babuluratha 9 днів тому +3

    Sar ama balangir aasithile ki

    • @CharigarhVlogs1614
      @CharigarhVlogs1614  9 днів тому +2

      🙏🙏🙏🙏🙏 ବଲାଙ୍ଗିରରେ ଅଛି ଆଜ୍ଞା ନୂଆଖାଇ ଦେଖିକି ଓ ପାଳନ କରିକି ଯିବି ଜୟ ମା ସମଲେଇ🙏🙏🙏🙏 share this video and subscribe this channel 🙏🙏🙏🙏

  • @user-mx9xe6gt6n
    @user-mx9xe6gt6n 9 днів тому

    Aamr tirah badar keta lagla bhai. Ame bargarh. Ame sambhalpureaa bhari badhea. Jay khaosal. Jay bharat.

  • @nasannsrstudio4985
    @nasannsrstudio4985 9 днів тому +2

    ଆପଣଙ୍କ ଭିଡିଓ ଦେଖିବା ଦିନଠୁଁ ଲବ ହାଂସଦ ଙ୍କ ଭିଡିଓ ଦେଖିବା ଛାଡି ଦେଇଛି ଆପଣ ଯାହା ଦେଖାନ୍ତି ଆମ ଓଡିଶା ର ପରମ୍ପରା କେହିବି ଦେଖାନ୍ତି ନାହିଁ ଆହୁରି ନୁଆଁ ଜାଗାର ଭିଡିଓ ଦେଖାନ୍ତୁ

  • @rubisethia6839
    @rubisethia6839 8 днів тому

    Advance Nua khai juhar da🙏

  • @user-mx9xe6gt6n
    @user-mx9xe6gt6n 9 днів тому

    Amr bhasha badhe mitha. Sambalpuri che kha bhi.

  • @rominanda577
    @rominanda577 8 днів тому +1

    କୁରେପତର

    • @CharigarhVlogs1614
      @CharigarhVlogs1614  8 днів тому

      🙏🙏🙏🙏🙏🙏🙏 share this video and subscribe this channel 🙏🙏🙏🙏🙏🙏

  • @lokanathbehera8859
    @lokanathbehera8859 8 днів тому

    Belpara ra bajar k j ho eta

  • @harekrishnamirdha1244
    @harekrishnamirdha1244 7 днів тому

    କେନର୍ ବଜାର ଆଏ ହୋ

  • @pmprasannashorts2141
    @pmprasannashorts2141 7 днів тому

    ଭାଇ ତମ ସହିତ ମୁଁ ଯିଵି ଆପଣଙ୍କ ଫୋନ୍ ନମ୍ୱର୍ ଦିଅନ୍ତୁ

  • @nasannsrstudio4985
    @nasannsrstudio4985 9 днів тому +1

    ଆପଣଙ୍କ ଭିଡିଓ ଦେଖିବା ଦିନଠୁଁ ଲବ ହାଂସଦ ଙ୍କ ଭିଡିଓ ଦେଖିବା ଛାଡି ଦେଇଛି ଆପଣ ଯାହା ଦେଖାନ୍ତି ଆମ ଓଡିଶା ର ପରମ୍ପରା କେହିବି ଦେଖାନ୍ତି ନାହିଁ ଆହୁରି ନୁଆଁ ଜାଗାର ଭିଡିଓ ଦେଖାନ୍ତୁ