ପୋଲିସ ବାବୁଙ୍କ ମୁଖା ଖୋଲିଲା | Army Officer Woman Friend Alleged Against Police | Bharatpur,Bhubaneswar

Поділитися
Вставка
  • Опубліковано 27 вер 2024
  • ପୋଲିସ ବାବୁଙ୍କ ମୁଖା ଖୋଲିଲା | Army Officer Woman Friend Alleged Against Police | Bharatpur,Bhubaneswar
    Development in the Allegation of an Indian Army officer of Sikh Regiment Major Gurvansh Singh and his fiancée at Bharatpur police station, the lady victim during her first interaction with media persons alleged by on-duty police officers inside the police station. #Bharatpur #Police #Station #IndianArmyofficer #AllegationAgainstPolice #News18Odia #OdiaNews #ଆଜିରନ୍ୟୁଜ #odishanews #oriyanews
    Welcome to News18 Odia, your go-to destination for the latest news and updates from across India and beyond. As one of Odisha's premier news channels, we strive to keep you informed with live coverage and breaking news as it happens.
    News18 ଓଡ଼ିଆ ହେଉଛି ଓଡି଼ଶାର ଅଗ୍ରଣୀ ନ୍ୟୁଜ ଚ୍ୟାନେଲ ଭିତରୁ ଗୋଟିଏ । ଓଡି଼ଶାର ସବୁ ଗୁରୁତ୍ବପୂର୍ଣ୍ଣ ଖବର ଆପଣ ଏହି ଚ୍ୟାନେଲ ମାଧ୍ୟମରେ ପାଇପାରିବେ ।
    Download our News18 Mobile App - onelink.to/des...
    Please visit our website bit.ly/2YaikeJ for the latest opinions and detailed news coverage.
    Follow us on
    Facebook: / news18odia
    Twitter: ne...
    Website: bit.ly/2YaikeJ
    Subscribe to our channel to get the latest news and updates tinyurl.com/y4...

КОМЕНТАРІ • 126

  • @BanditaPatra-m9v
    @BanditaPatra-m9v 7 днів тому +21

    ଡିସିପି କୁ ବହିସ୍କାର କର

  • @basantakumarpanda9022
    @basantakumarpanda9022 8 днів тому +34

    ସମ୍ପତି ର ଭିଜିଲାନ୍ସ ତଦନ୍ତ କରାଯାଉ ।

  • @srikanta671
    @srikanta671 7 днів тому +8

    ଯେଉଁ ପୋଲିସ ଭୂଲ କାମ କରୁଛନ୍ତି,, ତାଙ୍କୁ ସସପେଣ୍ଡ କର,,,ନୂଆ ପିଲାଙ୍କୁ ଚାକିରୀ ଦିଅ
    କିଛି ବେକାରୀ ସମସ୍ୟା ଭ୍ରଷ୍ଟାଚାର ଦୂର ହେବ,, ପିଲା ଚାକିରୀ ବହୁତ ପରିଶ୍ରମ କରୁଛନ୍ତି,, ପୋଲିସ ପୋଷାକ କାଢ଼ି,, ଚଢି ପିନ୍ଧିକି ଡିୟୁଟି କରୁଥିଲେ,,,, ବହୁତ ଶିକ୍ଷିତ ଯୁବକ ନିରାଶ ହେଇକି ବୁଲୁଛନ୍ତି,,ମହୋନ ସରକାର,, ଏଇଭଳି କାମ କରନ୍ତୁ,, ସବୁ ସରକାରୀ ଅଫିସର କଲେ ଭଲ ହୁଅନ୍ତା

  • @lalatacreations5017
    @lalatacreations5017 7 днів тому +5

    ସମ୍ପତ୍ତିର ତଦନ୍ତ ହେଉ, strong action should be taken.

  • @ଅଭୟ
    @ଅଭୟ 7 днів тому +11

    ବଡ଼ ଆତଙ୍କବାଦୀ

  • @khageswarmahanta7319
    @khageswarmahanta7319 6 днів тому +3

    Property of this no 1 iic should be vigilance checked as soon as possible

  • @pradeepsutar9471
    @pradeepsutar9471 8 днів тому +13

    Public pakhre chhadidia, public bujhidebe

  • @santanukumarprusty6294
    @santanukumarprusty6294 7 днів тому +12

    Yogi raj IIC ru Conestbal ku dimosion kara jau

  • @ajitakumarsahoo9458
    @ajitakumarsahoo9458 7 днів тому +5

    ସରକାର IIC ଠାରୁ ବଟି ନିଅନ୍ତି
    ସରକାର ନିର୍ଲଜ୍ଜ

  • @gourcharanmahapatra295
    @gourcharanmahapatra295 5 днів тому +3

    ଆଦର୍ଶ ଥାନାର ଆଦର୍ଶ ଅଧିକାରୀ। ତାଙ୍କର କୁଆଡେ ଆ‌ହୁରି ବହୁତ କାରନାମା ଅଛି। କିନ୍ତୁ ସବୁ ଉଚ ଅଧିକାରୀ ଜାଣନ୍ତି ନାହି। ନିଦରେ ଅଛନ୍ତି।

  • @jhasketanpradhan602
    @jhasketanpradhan602 6 днів тому +2

    ତାର ଘର କୁ ରେଡ କରାଜାଉ ଜଣା ପଡିବ କେତେ ଲୁଟିଛି ତାହା ଜଣା ପଡିବ

  • @jagabandhupatra3623
    @jagabandhupatra3623 8 днів тому +4

    Salaku.phasi.diajau

  • @Lionelmessi-zu4pq
    @Lionelmessi-zu4pq 7 днів тому +5

    ବାଡ଼ ସଲାକୁ

  • @manaromaswain9328
    @manaromaswain9328 7 днів тому +2

    # justice for Ankita

  • @TituDas-hk1ek
    @TituDas-hk1ek 5 днів тому +2

    କଳା ପଇସା cbi ଜାରି କରାଯାଉ ଦିନ kusta ra ghara ku

  • @sahoodr7576
    @sahoodr7576 7 днів тому

    He is the real face of odisha police...
    No education, No morals, No dignity, No Respect to general public, No knowledge of policing

  • @BIJAYABARIK-c5x
    @BIJAYABARIK-c5x 3 дні тому

    କିଛି ପୋଲିସ୍ ଅଫିସର ମାନଙ୍କ ପାଇଁ ପୁରା ପୋଲିସ ଆଜି ବଦନାମ୍ ହଉଚି

  • @manoranjanmullick3487
    @manoranjanmullick3487 7 днів тому

    କଳିଯୁଗ ଶେଷ ହବ, କେବଳ ଓଡିଶା ପୋଲିସ ଙ୍କ ପାଇଁ

  • @dibakarbehera9308
    @dibakarbehera9308 5 днів тому +1

    Police bibhag ku sampurna nit and clean kara jau...dosi upare sakta action haba darkar....🤔🙏💪🚩🪖🇮🇳

  • @rimisani5948
    @rimisani5948 6 днів тому

    Now this brave lady came and give justice to people

  • @BIJAYABARIK-c5x
    @BIJAYABARIK-c5x 3 дні тому

    ଓଡ଼ିଶା ପୋଲିସ୍ କାମ ଚୋର ଲାଞ୍ଚୁଆ
    ତାଙ୍କର ସମ୍ପତି ଯାଞ୍ଚ କରାଯାଉ

  • @BenudharMajhi-oj2dd
    @BenudharMajhi-oj2dd 5 днів тому

    ଦୀନକୃଷ୍ଣ ଙ୍କ ନାଁରେ ଏତେ ଅଭିଯୋଗ ଆସିଛି ଚାରିଆଡ଼କୁ। ପୋଲିସ ସଙ୍ଘ ସେ ବାବଦରେ କିଛି କୁହନ୍ତୁ। ଏମାନେ ପୋଲିସ ସଙ୍ଘ ନୁହେଁ ପାପି ସଙ୍ଘ। ଦୀନକୃଷ୍ଣ କୁ ଆରେଷଟ କରାଯାଉ। ବୁଢ଼ା ପୋଲିସ କ'ଣ କରିବେ

  • @sohambag4242
    @sohambag4242 5 днів тому

    ଇ ମାଗିହା ପୋଲିସ କେ ଦେଖଲେଁ ତ ଆତଙ୍କବାଦୀ ବାଗିର୍ ଦିସୁଛେ

  • @suryamani1992
    @suryamani1992 7 днів тому +1

    Dinakrusna ku bodreku pathei dia mohan sir

  • @BhagabanSeth-op8ik
    @BhagabanSeth-op8ik 7 днів тому

    Thikhoichi.

  • @bishnuprasadjagdev7173
    @bishnuprasadjagdev7173 7 днів тому

    This IIC should be dismissed and imprisoned for minium 10 years

  • @Kalandicharansahoo-pz6gj
    @Kalandicharansahoo-pz6gj 6 днів тому

    Vala heichhi

  • @sarojkumarnayak9448
    @sarojkumarnayak9448 5 днів тому

    ବିଜେପି ସରକାର ତଥା ମୁଖ୍ୟମନ୍ତ୍ରୀ ମୋହନ ବାବୁଙ୍କୁ ଅନୁରୋଧ ଏପରି ଦୁର୍ନୀତି ଖୋର ପୋଲିସ IIC କୁ ଚାକିରୀରୁ ବହିସ୍କାର କରି ଝାରପଡ଼ା ଜେଲରେ ଅନୁନ୍ୟ ୫ ବର୍ଷ ରଖିଲେ ତାକୁ ଦେଖି ଅନ୍ୟ ଏପରି ପୋଲିସ କର୍ମଚାରୀଙ୍କ ଚେତାପଶିବ ଓ ସୁଧାରି ଯିବେ।

  • @hemantprasad8678
    @hemantprasad8678 4 дні тому

    Us iic ko jail bhejna Chahiye.Service se out.

  • @cutequeengaming5434
    @cutequeengaming5434 7 днів тому +1

    Samstanku fasidiya jau nahele full mala pakeye bahari jibay a dobal injin achi

  • @bichitranandatripathy3007
    @bichitranandatripathy3007 7 днів тому

    Purba. Record. Dekha.

  • @kishoresahoo7436
    @kishoresahoo7436 7 днів тому +1

    Very bad

  • @LaxmanSahu-q9p
    @LaxmanSahu-q9p 5 днів тому

    Suspended karajou

  • @rabindrajati8272
    @rabindrajati8272 7 днів тому

    Dinakrushna Mishra requires Army Commando training and thereafter he should sent back to Pak border. No way Odisha public wants his services.

  • @aju173
    @aju173 7 днів тому

    Odisha government kana kariche.

  • @abanikant5254
    @abanikant5254 7 днів тому

    Kya fitness ha Bharatpur Police

  • @abanikant5254
    @abanikant5254 7 днів тому

    Bhai ke rules police ra just transfer, why not police dismiss him

  • @jyotimama7883
    @jyotimama7883 7 днів тому

    Gote issue hele Jiban jakar issue khoji khoji bahar kari ani high light kariba ata Prayash.

  • @padmalochanapanigrahi2948
    @padmalochanapanigrahi2948 7 днів тому

    Sabu lpolice nkara sampati ditel zanchakarantu praperty detail ra talika dakhal nakale suspend karazau

  • @BijayaKumarsahuBijayaKumar-q8i
    @BijayaKumarsahuBijayaKumar-q8i 5 днів тому

    Aye khai khai mahapatra

  • @srikantapandit
    @srikantapandit 5 днів тому

    Odisha police ..bekar ...police ..miltary sasan karajau

  • @sumeet7633
    @sumeet7633 7 днів тому

    2021 re yeh suspend heithila. Pandian phuni yaku posting deidela.

  • @srikantapandit
    @srikantapandit 5 днів тому

    Police job only 5 years karo...bahut ghosh khauchhanti ...police wale

  • @hometventertain
    @hometventertain 7 днів тому

    Police kan bhagban ki taku bhala behave karibe ? Se tanka duty re focus na kariki behaviour analysis kariba kan tanka kama ki?

  • @evilworld3591
    @evilworld3591 7 днів тому

    Guys they both are fully drunk. Just before this incident they both are partying in a club with colleagues. Club cctv footage also getting published. Chill guys, Girl just playing victim card.

  • @GunanidhiGarnayak
    @GunanidhiGarnayak 6 днів тому

    Maja

  • @ashokkumardani8142
    @ashokkumardani8142 7 днів тому

    Rajyapal puo nka inquari Pari report asibani

  • @lalitmohanjena3497
    @lalitmohanjena3497 6 днів тому

    Sabu public iic ku bada

  • @Nukanakaleka
    @Nukanakaleka 6 днів тому

    Ledies ra video dekhile janapaduchi.

  • @debanandabahinipati2985
    @debanandabahinipati2985 4 дні тому

    Vai delanga revi seya mu fir delapare vi dosiki .iic na dakuchanti na taku tagit karuchanti

  • @BijayaKumarsahuBijayaKumar-q8i
    @BijayaKumarsahuBijayaKumar-q8i 5 днів тому

    A gotia jogu department lajwerta

  • @SanjayKumarBarik-c6x
    @SanjayKumarBarik-c6x 7 днів тому

    Dharmara jay

  • @SubhashreeMohapatra-n1t
    @SubhashreeMohapatra-n1t 4 дні тому

    Fasi milu

  • @TapaskumarRkt
    @TapaskumarRkt 7 днів тому

    ଭଗବାନ ଅଛନ୍ତି

  • @bipinrath2990
    @bipinrath2990 5 днів тому

    Dina krushnaku mao badi damana kariba pai patheile bhala heba

  • @amulyabhoi2327
    @amulyabhoi2327 3 дні тому

    Dina Krushna bada alia loka ta he

  • @dillipswain9741
    @dillipswain9741 7 днів тому

    Ea pandian group ra ..ebey modi group rey

  • @badalmohanty9086
    @badalmohanty9086 7 днів тому

    Original Video Viral Helani ...Se Jhia Drunken Kariki Aasiki Ego Dekhauthila Station Re .....Nije Defence Staff Girl Hei State Defence Bala Nku Jadi Aasi Ego Dekhaiba....Jaha Haba Aau.... Perfect Action

    • @hometventertain
      @hometventertain 7 днів тому

      Ego dekheile kau law violate hela plz tell

    • @badalmohanty9086
      @badalmohanty9086 7 днів тому

      @@hometventertain Disobedience The Order Of Authorities, Drunken , Misbehaving to on duty Police Personal, Attack To Police Personnel ....As A citizen We Should Be Judge Both Side ....Which Is Correct Or Not..

    • @hometventertain
      @hometventertain 7 днів тому

      @@badalmohanty9086 misbehave to police. Is it a crime ? Govt is ordering police to show good behaviour to public bcoz that is important. Public behaviour to police is not important. Police is public servant or, not ? Why they think themselves as NASA scientists. Why they need good behaviour ? Which explemplenary work they have done for public?

    • @badalmohanty9086
      @badalmohanty9086 7 днів тому

      @@hometventertain Read This ....Viral Version...
      *ଭୁବନେଶ୍ବର ଆର୍ମି-ପୋଲିସ୍ ଘଟଣାରେ କିଛି ପ୍ରଶ୍ନ*
      *ଟିକେ ଉଣେଇଶ୍-ବିଶ୍ ଅଛି, ହଜମ ନହେଲେ ମୁଁ ଦାୟୀ ନୁହେ*
      1. ସିସିଟିଭି କାମ କରୁନି ବୋଲି କୁହାଯାଉଛି, ସେଥିରେ ଥାନାର କଣ ଦୋଷ ? ନା ଥାନା ତାକୁ ଲଗେଇଛି ନା ଥାନା ତାର maintenance ଖର୍ଚ୍ଚ ଦେଉଛି।
      2. ଦିନରାତି ମିଶି ଚବିଶ ଘଣ୍ଟା ଭିତରୁ ରାତି ଦେଢଟାରେ ଆଇଆଇସି ଥାନାରେ ଉପସ୍ଥିତ ନଥିବା ପାଇଁ କିଏ ଦାୟୀ?
      3. ଡାକ୍ତର ଙ୍କ ପରି ପୋଲିସ ର ଡ୍ୟୁଟି 24 ଘଣ୍ଟିଆ କିନ୍ତୁ ସେଠି 8 ଘଣ୍ଟିଆ ଶିଫ୍ଟ ଥିଲେ ବି ପୋଲିସ୍ ମାନଙ୍କର କାହିଁକି ଶିଫ୍ଟ ନାହିଁ?
      4. ଆର୍ମି ପାଇଁ ଆମ ସମ୍ମାନ ଆଉ ଭଲ ପାଇବା କିଛି କ୍ଷେତ୍ରରେ ଆର୍ମି ଲୋକଙ୍କର କୁକର୍ମ ଓ ଦୁର୍ବ୍ୟବହାରକୁ ଲୁଚାଇ ଦେଉନି ତ?
      5. ଆର୍ମି ଲୋକ ମଦ ପିଇ ଉତ୍ପାତ କରିବାର ଏହା ପ୍ରଥମ ଘଟଣା କି? ରାତି ଅଧରେ ଥାନାରେ ପଶି ପୋଲିସକୁ ଗାଳି ଧମକ ସହ ମାଡ ମାରିବା ହେଉ କିମ୍ବା କାମୁଡାକାମୁଡି ହେଉ ସେସବୁ ଅଭିଯୋଗ କୁଆଡେ ଗଲା?
      6. ଘଟଣାରେ ଯାହା ବି ଶୁଣାଯାଉଛି ସେସବୁ ଉଭୟ ପକ୍ଷର ଅଭିଯୋଗ। ଅଭିଯୋଗ ଆଧାରରେ କେବଳ ପୋଲିସକୁ ନିଲମ୍ବନ କରିବା କେତେ ଯୁକ୍ତିଯୁକ୍ତ?
      7. ଯଦି ଅଭିଯୋଗ ଆଧାରରେ ପୋଲିସ ନିଲମ୍ବନର ଶିକାର ହେଲା, ସେମିତି ପୋଲିସ ଅଭିଯୋଗରେ ଆର୍ମି ଅଫିସର ନିଲମ୍ବିତ ହେଇଛନ୍ତି ତ ?
      8. ପୋଲିସ ର ଭୁଲ ଥିଲେ ତାକୁ ବି ଦଣ୍ଡ ମିଳୁ, ଗିରଫ ହୁଅନ୍ତୁ ଜେଲ ବି ଯାଆନ୍ତୁ । କିନ୍ତୁ ତରବରିଆ ଆସୁଥିବା ନିଲମ୍ବନ ଆଦେଶ ଏକ ଅନ୍ୟାୟ ନୁହେ କି ?
      9. ଯଦି କୌଣସି ଏନକ୍ବାରି ଆଧାରରେ ନିଲମ୍ବନ ଆଦେଶ ଆସିଛି, ତାହେଲେ ସେ ଏନକ୍ବାରି ରିପୋର୍ଟ କୁ ସାର୍ବଜନୀନ କାହିଁକି କରାଯାଉନି?
      10. ଯଦି କୌଣସି ସିସିଟିଭି ଆଧାରରେ ନିଲମ୍ବନ ଆଦେଶ ଆସିଛି, ତାହେଲେ ସେ ଫୁଟେଜ୍ କୁ ସାର୍ବଜନୀନ କାହିଁକି କରାଯାଉନି?
      11. ଘଟଣାର ପୁଙ୍ଖାନୁପୁଙ୍ଖ ସତ୍ୟତା ଜାଣିବାର ଅଧିକାର ସାଧାରଣ ଜନତାର ନାହିଁ କି ?
      12. ଆର୍ମି ନାମରେ ଭୋଟ ମାଗୁଥିବା BJP ସରକାର ନିଜର ଆର୍ମି ପ୍ରୀତି ଦେଖେଇବାକୁ ତରବରିଆ ନିଲମ୍ବନ ଆଦେଶ ଦେଇ ନାହାନ୍ତି ତ?
      13. ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ମନା କରିଥିଲା କି?
      14. ଘର ପରିବାର ଛାଡି 24 ଘଣ୍ଟିଆ ଡ୍ୟୁଟି କରି ପୋଲିସ ଆମର ଘୃଣା ହିଁ ପାଇଥାଏ। ତାର ବଡ କାରଣ ଲାଞ୍ଚ ନୁହେ, ବରଂ ଆମ ମାନଙ୍କର ଭୟ ଆଉ ସେମାନଙ୍କ ଡ୍ୟୁଟି ର ପ୍ରକୃତି। ଆମକୁ ସ୍ଵାଧୀନତା ପସନ୍ଦ କିନ୍ତୁ ପୋଲିସ ର ଗିରଫ କରିବାର ଡ୍ୟୁଟି। ଆମକୁ ଆମର ଗୋପନୀୟତା ଦରକାର କିନ୍ତୁ ପୋଲିସ କୁ ଆମ ଘର ଆଲମିରା ସର୍ଚ କରିବାର କ୍ଷମତା। ଆମକୁ ବିନା ହେଲମେଟ ଆଉ ଫୁଲ ସ୍ପିଡ୍ ରେ ଉଡ଼ିବାକୁ ଭଲ ଲାଗେ, କିନ୍ତୁ ପୋଲିସର ଆମ ଉପରେ ଫାଇନ କାଟିବାର କ୍ଷମତା । ଏସବୁ ଜିନିଷ ଆମର ଘୃଣା କୁ ଦ୍ଵିଗୁଣିତ କରୁନି ତ ?
      15. କର୍ତ୍ତବ୍ୟରତ ପୋଲିସକୁ ବିନା ଏନକ୍ବାରି ଆଧାରରେ ନିଲମ୍ବନ ତାଙ୍କୁ ନିଜର ଡ୍ୟୁଟି କରିବାରେ ପ୍ରେରଣା ଦେବ ତ?
      16. Over duty, 24 ଘଣ୍ଟିଆ duty, ସୁନା ଚୋରି, ମଦ ମୃତ୍ୟୁ, ପଶୁ ଶିକାର, ଜମି ହଡ଼ପ ଠାରୁ ନେଇ ମର୍ଡର ରେପ ସାଇବର କେଶ୍ ପର୍ଯ୍ୟନ୍ତ ଏତେ କାମରେ ଚାପଗ୍ରସ୍ତ ପୋଲିସ କୁ ଆମର ଘୃଣା ଦୁର୍ବ୍ୟବହାର ମାଡ ଆଉ କଳଙ୍କିତ ନ୍ୟୁଜ୍ ରିପୋର୍ଟ କିଛି ଚାପମୁକ୍ତ କରି ପାରିବ ତ ?
      17. ଡରେଇ ଧମକେଇ ଅର୍ଡର ଝାଡି କାମ କରାଉଥିବା ସିନିଅର ଅଫିସର ମାନେ ଅସମୟରେ ସାଙ୍ଗରେ ଠିଆ ନହେବା ଟା କେତେ ପ୍ରେରଣାଦାୟୀ ?
      18. ଯେତେବେଳେ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ଦେଶବ୍ୟାପୀ ଆନ୍ଦୋଳନ ବା ଆବେଦନ ଆସୁଛି, ସେତେବେଳେ ନପୁଂସକ ପୋଲିସ ଆସୋସିଏସନର କୁହାମୁଣ୍ଡା କପିଳା ତଥା ନେତା ଓ ସିନିୟରଙ୍କ ପାଦ ଚଟା ବାବୁ ମାନଙ୍କୁ ଶୋଇ ରହିବାକୁ ଆଦେଶ ଆସିନି ତ?
      19. ପୋଲିସ ବି ମଣିଷ, ତାର ବି ମାନବାଧିକାର ଅଛି। ସେଇ ଅଧିକାର ପାଇଁ ଦିନେ ଦି' ଦିନ ନୁହେ, ମାତ୍ର ଘଣ୍ଟେ ଦି' ଘଣ୍ଟା ପାଇଁ ଯଦି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୋଲିସ କରିଦିଏ, ତାହେଲେ ସରକାର ସମ୍ଭାଳି ପାରିବେ ତ?
      କହିବାର ଏକ ମାତ୍ର ତାତ୍ପର୍ଯ୍ୟ, ଆମର ଆର୍ମି-ପ୍ରେମ ଆଉ ପୋଲିସ ପ୍ରତି ଘୃଣା କେବେ ପୋଲିସକୁ ଧୈର୍ଯ୍ୟଶୂନ୍ୟ କରି ନ ଦେଉ। ଆମର ପ୍ରେମ ଓ ଘୃଣା ଆମକୁ ମାନସିକ ବିକାର କିମ୍ବା ମତାନ୍ଧ କରି ନ ଦେଉ।
      ସତ୍ୟମେବ ଜୟତେ!
      ଜୟହିନ୍ଦ୍

    • @badalmohanty9086
      @badalmohanty9086 7 днів тому

      @@hometventertain Read This Viral Version Brother...
      *ଭୁବନେଶ୍ବର ଆର୍ମି-ପୋଲିସ୍ ଘଟଣାରେ କିଛି ପ୍ରଶ୍ନ*
      *ଟିକେ ଉଣେଇଶ୍-ବିଶ୍ ଅଛି, ହଜମ ନହେଲେ ମୁଁ ଦାୟୀ ନୁହେ*
      1. ସିସିଟିଭି କାମ କରୁନି ବୋଲି କୁହାଯାଉଛି, ସେଥିରେ ଥାନାର କଣ ଦୋଷ ? ନା ଥାନା ତାକୁ ଲଗେଇଛି ନା ଥାନା ତାର maintenance ଖର୍ଚ୍ଚ ଦେଉଛି।
      2. ଦିନରାତି ମିଶି ଚବିଶ ଘଣ୍ଟା ଭିତରୁ ରାତି ଦେଢଟାରେ ଆଇଆଇସି ଥାନାରେ ଉପସ୍ଥିତ ନଥିବା ପାଇଁ କିଏ ଦାୟୀ?
      3. ଡାକ୍ତର ଙ୍କ ପରି ପୋଲିସ ର ଡ୍ୟୁଟି 24 ଘଣ୍ଟିଆ କିନ୍ତୁ ସେଠି 8 ଘଣ୍ଟିଆ ଶିଫ୍ଟ ଥିଲେ ବି ପୋଲିସ୍ ମାନଙ୍କର କାହିଁକି ଶିଫ୍ଟ ନାହିଁ?
      4. ଆର୍ମି ପାଇଁ ଆମ ସମ୍ମାନ ଆଉ ଭଲ ପାଇବା କିଛି କ୍ଷେତ୍ରରେ ଆର୍ମି ଲୋକଙ୍କର କୁକର୍ମ ଓ ଦୁର୍ବ୍ୟବହାରକୁ ଲୁଚାଇ ଦେଉନି ତ?
      5. ଆର୍ମି ଲୋକ ମଦ ପିଇ ଉତ୍ପାତ କରିବାର ଏହା ପ୍ରଥମ ଘଟଣା କି? ରାତି ଅଧରେ ଥାନାରେ ପଶି ପୋଲିସକୁ ଗାଳି ଧମକ ସହ ମାଡ ମାରିବା ହେଉ କିମ୍ବା କାମୁଡାକାମୁଡି ହେଉ ସେସବୁ ଅଭିଯୋଗ କୁଆଡେ ଗଲା?
      6. ଘଟଣାରେ ଯାହା ବି ଶୁଣାଯାଉଛି ସେସବୁ ଉଭୟ ପକ୍ଷର ଅଭିଯୋଗ। ଅଭିଯୋଗ ଆଧାରରେ କେବଳ ପୋଲିସକୁ ନିଲମ୍ବନ କରିବା କେତେ ଯୁକ୍ତିଯୁକ୍ତ?
      7. ଯଦି ଅଭିଯୋଗ ଆଧାରରେ ପୋଲିସ ନିଲମ୍ବନର ଶିକାର ହେଲା, ସେମିତି ପୋଲିସ ଅଭିଯୋଗରେ ଆର୍ମି ଅଫିସର ନିଲମ୍ବିତ ହେଇଛନ୍ତି ତ ?
      8. ପୋଲିସ ର ଭୁଲ ଥିଲେ ତାକୁ ବି ଦଣ୍ଡ ମିଳୁ, ଗିରଫ ହୁଅନ୍ତୁ ଜେଲ ବି ଯାଆନ୍ତୁ । କିନ୍ତୁ ତରବରିଆ ଆସୁଥିବା ନିଲମ୍ବନ ଆଦେଶ ଏକ ଅନ୍ୟାୟ ନୁହେ କି ?
      9. ଯଦି କୌଣସି ଏନକ୍ବାରି ଆଧାରରେ ନିଲମ୍ବନ ଆଦେଶ ଆସିଛି, ତାହେଲେ ସେ ଏନକ୍ବାରି ରିପୋର୍ଟ କୁ ସାର୍ବଜନୀନ କାହିଁକି କରାଯାଉନି?
      10. ଯଦି କୌଣସି ସିସିଟିଭି ଆଧାରରେ ନିଲମ୍ବନ ଆଦେଶ ଆସିଛି, ତାହେଲେ ସେ ଫୁଟେଜ୍ କୁ ସାର୍ବଜନୀନ କାହିଁକି କରାଯାଉନି?
      11. ଘଟଣାର ପୁଙ୍ଖାନୁପୁଙ୍ଖ ସତ୍ୟତା ଜାଣିବାର ଅଧିକାର ସାଧାରଣ ଜନତାର ନାହିଁ କି ?
      12. ଆର୍ମି ନାମରେ ଭୋଟ ମାଗୁଥିବା BJP ସରକାର ନିଜର ଆର୍ମି ପ୍ରୀତି ଦେଖେଇବାକୁ ତରବରିଆ ନିଲମ୍ବନ ଆଦେଶ ଦେଇ ନାହାନ୍ତି ତ?
      13. ନିରପେକ୍ଷ ବିଚାର ବିଭାଗୀୟ ତଦନ୍ତ କରି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେବାକୁ କେହି ମନା କରିଥିଲା କି?
      14. ଘର ପରିବାର ଛାଡି 24 ଘଣ୍ଟିଆ ଡ୍ୟୁଟି କରି ପୋଲିସ ଆମର ଘୃଣା ହିଁ ପାଇଥାଏ। ତାର ବଡ କାରଣ ଲାଞ୍ଚ ନୁହେ, ବରଂ ଆମ ମାନଙ୍କର ଭୟ ଆଉ ସେମାନଙ୍କ ଡ୍ୟୁଟି ର ପ୍ରକୃତି। ଆମକୁ ସ୍ଵାଧୀନତା ପସନ୍ଦ କିନ୍ତୁ ପୋଲିସ ର ଗିରଫ କରିବାର ଡ୍ୟୁଟି। ଆମକୁ ଆମର ଗୋପନୀୟତା ଦରକାର କିନ୍ତୁ ପୋଲିସ କୁ ଆମ ଘର ଆଲମିରା ସର୍ଚ କରିବାର କ୍ଷମତା। ଆମକୁ ବିନା ହେଲମେଟ ଆଉ ଫୁଲ ସ୍ପିଡ୍ ରେ ଉଡ଼ିବାକୁ ଭଲ ଲାଗେ, କିନ୍ତୁ ପୋଲିସର ଆମ ଉପରେ ଫାଇନ କାଟିବାର କ୍ଷମତା । ଏସବୁ ଜିନିଷ ଆମର ଘୃଣା କୁ ଦ୍ଵିଗୁଣିତ କରୁନି ତ ?
      15. କର୍ତ୍ତବ୍ୟରତ ପୋଲିସକୁ ବିନା ଏନକ୍ବାରି ଆଧାରରେ ନିଲମ୍ବନ ତାଙ୍କୁ ନିଜର ଡ୍ୟୁଟି କରିବାରେ ପ୍ରେରଣା ଦେବ ତ?
      16. Over duty, 24 ଘଣ୍ଟିଆ duty, ସୁନା ଚୋରି, ମଦ ମୃତ୍ୟୁ, ପଶୁ ଶିକାର, ଜମି ହଡ଼ପ ଠାରୁ ନେଇ ମର୍ଡର ରେପ ସାଇବର କେଶ୍ ପର୍ଯ୍ୟନ୍ତ ଏତେ କାମରେ ଚାପଗ୍ରସ୍ତ ପୋଲିସ କୁ ଆମର ଘୃଣା ଦୁର୍ବ୍ୟବହାର ମାଡ ଆଉ କଳଙ୍କିତ ନ୍ୟୁଜ୍ ରିପୋର୍ଟ କିଛି ଚାପମୁକ୍ତ କରି ପାରିବ ତ ?
      17. ଡରେଇ ଧମକେଇ ଅର୍ଡର ଝାଡି କାମ କରାଉଥିବା ସିନିଅର ଅଫିସର ମାନେ ଅସମୟରେ ସାଙ୍ଗରେ ଠିଆ ନହେବା ଟା କେତେ ପ୍ରେରଣାଦାୟୀ ?
      18. ଯେତେବେଳେ ଅବସରପ୍ରାପ୍ତ ଆର୍ମି ଅଫିସରଙ୍କ ଦେଶବ୍ୟାପୀ ଆନ୍ଦୋଳନ ବା ଆବେଦନ ଆସୁଛି, ସେତେବେଳେ ନପୁଂସକ ପୋଲିସ ଆସୋସିଏସନର କୁହାମୁଣ୍ଡା କପିଳା ତଥା ନେତା ଓ ସିନିୟରଙ୍କ ପାଦ ଚଟା ବାବୁ ମାନଙ୍କୁ ଶୋଇ ରହିବାକୁ ଆଦେଶ ଆସିନି ତ?
      19. ପୋଲିସ ବି ମଣିଷ, ତାର ବି ମାନବାଧିକାର ଅଛି। ସେଇ ଅଧିକାର ପାଇଁ ଦିନେ ଦି' ଦିନ ନୁହେ, ମାତ୍ର ଘଣ୍ଟେ ଦି' ଘଣ୍ଟା ପାଇଁ ଯଦି କାର୍ଯ୍ୟ ବନ୍ଦ ଆନ୍ଦୋଳନ ପୋଲିସ କରିଦିଏ, ତାହେଲେ ସରକାର ସମ୍ଭାଳି ପାରିବେ ତ?
      କହିବାର ଏକ ମାତ୍ର ତାତ୍ପର୍ଯ୍ୟ, ଆମର ଆର୍ମି-ପ୍ରେମ ଆଉ ପୋଲିସ ପ୍ରତି ଘୃଣା କେବେ ପୋଲିସକୁ ଧୈର୍ଯ୍ୟଶୂନ୍ୟ କରି ନ ଦେଉ। ଆମର ପ୍ରେମ ଓ ଘୃଣା ଆମକୁ ମାନସିକ ବିକାର କିମ୍ବା ମତାନ୍ଧ କରି ନ ଦେଉ।
      ସତ୍ୟମେବ ଜୟତେ!
      ଜୟହିନ୍ଦ୍

  • @debasisnayak5116
    @debasisnayak5116 7 днів тому

    Pura dagi ta

  • @PAKSHIBehera
    @PAKSHIBehera 4 дні тому

    ମଦୁଆଟା

  • @srikantakumarnahak5587
    @srikantakumarnahak5587 5 днів тому

    choro😅😅

  • @suryasekhardash2428
    @suryasekhardash2428 7 днів тому

    Naa dina krusna kama kansa

  • @AkshayaAkshayaswain
    @AkshayaAkshayaswain 5 днів тому

    Ta ghara red karajau

  • @sanjaykumarnayak3521
    @sanjaykumarnayak3521 7 днів тому

    Tu Brahma jatira kalanka lageilu iic.

  • @bibhubhusana2
    @bibhubhusana2 7 днів тому

    Chora ta

  • @laxmidharsahoo7366
    @laxmidharsahoo7366 6 днів тому

    Chorata

  • @smitamohanty3302
    @smitamohanty3302 3 дні тому

    Sabas police

  • @technogeek8006
    @technogeek8006 7 днів тому

    Ladis ra pora dosa taa dress kahochi

    • @hometventertain
      @hometventertain 7 днів тому

      Dress ra Dosa jadi dress ku fasi deidaba ! Na kan kahucha😂😂

  • @jajatikeshariparida5061
    @jajatikeshariparida5061 7 днів тому

    Babu Kota ku naiki SI gote officer nuhejn ok SI is simple group c .but major is a ips officer grade

  • @Fakirdeep-p5w
    @Fakirdeep-p5w 7 днів тому +4

    ମାଗିହାକୁ ପୁରା ମାରିଦେବା ଉଚିତ ଓ ତା ଝିଅକୁ ତା ସାମନାରେ ଉଲଗ୍ନ କରିବା ଉଚିତ

  • @PKPK-ik7vs
    @PKPK-ik7vs 7 днів тому +1

    ସେ ଲେଡିଜ ର ଅଲଗା vedio viral ହେଇଛି ସେ ledies ବି କମ ନୁହଁ ।।ପୋଲିସ କୁ ସବୁ ଦୋଷ ଦେଲେ ହେବନି ।।

  • @KulamaniPanda-r3r
    @KulamaniPanda-r3r 7 днів тому

    କୋଟି କୋଟି ଟଙ୍କା ତାଳଚେର ରୁ ଏ ପୋଲିସ ଚନ୍ଦା ଆଦାୟ କରିଛି

  • @kumodininag5254
    @kumodininag5254 День тому

    E police manku sabudinalagi chhutikarajau

  • @jhunumandal6864
    @jhunumandal6864 7 днів тому

    danda bidhan kara jau police officer nku

  • @chandrakantabehera7524
    @chandrakantabehera7524 7 днів тому

    Home minister knnn soichantii sia kichi janiparunahantii tama bibhaga tame soipada dekha jauuu knnn hauchi agakuu

  • @mansurmohammad975
    @mansurmohammad975 7 днів тому

    Dinakrushnaku market re thia kari tara bichar public kariba darkar.

  • @DebendraSamantaray-j7n
    @DebendraSamantaray-j7n 5 днів тому

    ସେ ପୋଲିସି ହଉଚି ଗୋଟେ ଗୁଣ୍ଡା

  • @Kalandicharansahoo-pz6gj
    @Kalandicharansahoo-pz6gj 6 днів тому

    E police ta lancuaa ta

  • @numerologistsannjoy5996
    @numerologistsannjoy5996 7 днів тому

    ତା ମାନେ ଇଏ ତ ପୁରା ମୂଳରୁ ମାଷ୍ଟଇ mind. ଇଏ ତ ପୁରୁଣା ଖେଳାଡି. ସେଇ iic ର ସମ୍ପତ୍ତି ଯାଞ୍ଚ କଲେ ସବୁ ସତ କଥା ଜଣା ପଡ଼ିଯିବ 🙏

  • @pravatachandrarath2847
    @pravatachandrarath2847 6 днів тому

    ସଦାସର୍ବଦା ପୋଲିସ କଳଙ୍କିତ

  • @rabinarayanadash9557
    @rabinarayanadash9557 7 днів тому

    କଠୋର କାର୍ଯ୍ୟାନୁଷ୍ଠାନ ହେଉ

  • @sujitsahoo5325
    @sujitsahoo5325 7 днів тому

    a news b media ku asinathile se puni transfer heithanta😂😂

  • @chittaranjannaik1636
    @chittaranjannaik1636 4 дні тому

    ବାହାର କର ଜ ଲ ଦି

  • @BijayaKumarsahuBijayaKumar-q8i
    @BijayaKumarsahuBijayaKumar-q8i 5 днів тому

    Police do numbear kar ke vi aine low nahidanda nahi

  • @rameshchandrasahoo8872
    @rameshchandrasahoo8872 7 днів тому

    Ha, chakir kari lut chhadibe nahi, manbikata bi rakhibe nahi

  • @sarojdas2090
    @sarojdas2090 5 днів тому

    Gote Inc law Jane bodhhe army ku located Kala papo gande marila MG😂

  • @hpadhan
    @hpadhan 7 днів тому

    ପିଟ

  • @bichitranandatripathy3007
    @bichitranandatripathy3007 7 днів тому

    Sabu. Nabin. Dayee

  • @AkshayaAkshayaswain
    @AkshayaAkshayaswain 5 днів тому

    Right

  • @debendranayak5858
    @debendranayak5858 7 днів тому

    Etachore

  • @kadambininayak490
    @kadambininayak490 7 днів тому

    Badipoda

  • @surajallisha5356
    @surajallisha5356 7 днів тому

    Maghiaa ku giha be kehi

  • @technogeek8006
    @technogeek8006 7 днів тому

    Sabo sahara ro basti hatao

  • @bibhutibhusansabat5916
    @bibhutibhusansabat5916 7 днів тому

    Odisha bahare..........

  • @LituRanjan
    @LituRanjan 7 днів тому

    Jhabada iic

  • @RahulBhai-y1n
    @RahulBhai-y1n 7 днів тому

    Pura staf ka ghar todo j c b laga k