ସୁଧାଂଶୁ@8: ଅପରାଜିତାଙ୍କ ପ୍ରଚାର ଦାୟିତ୍ୱର ଠିକାଦାରୀ ନେଇଛି ବିଜେଡି || SUDHANSHU@8

Поділитися
Вставка
  • Опубліковано 5 лис 2024

КОМЕНТАРІ • 469

  • @Tukunu7248
    @Tukunu7248 Місяць тому +2

    Thank you so much 💓 your presentation is great 👍

  • @ODIAMBJSHORT003
    @ODIAMBJSHORT003 Місяць тому +8

    Absolutely Sudhanshu sir, Good News

    • @anandamohakuda4943
      @anandamohakuda4943 Місяць тому

      Sudhansu sir😅😅😅😅😅tuma school teacher ki😅😅

    • @ODIAMBJSHORT003
      @ODIAMBJSHORT003 Місяць тому

      @@anandamohakuda4943 yes Amo school teacher

  • @amitakar948
    @amitakar948 Місяць тому +22

    ବିଜେଡି ର କାମ ନାହିଁ ମିଛ ସବୁ ବେଳେ

  • @SaralaMallick-ny1jh
    @SaralaMallick-ny1jh Місяць тому +8

    Thank you sudhansu bhai.

  • @PradeepKuDas-ls5xf
    @PradeepKuDas-ls5xf Місяць тому +30

    ପୁରା ସତ କହିଛନ୍ତି

  • @asutoshbiswal7173
    @asutoshbiswal7173 Місяць тому +6

    The great news focus channel

  • @SambhunathDas-rp7cx
    @SambhunathDas-rp7cx Місяць тому +50

    ନବୀନ ବାବୁଙ୍କ ବହୁତ ଗଲତ ପାଣ୍ଡିଆନ ପାଖରେ ଅଛି

  • @kishorchsrichandan307
    @kishorchsrichandan307 Місяць тому +16

    ପାଦ ଚତା କ୍ରୀତଦାସ ମାନଙ୍କର ଆତ୍ମ ସନ୍ତୁଷ୍ଟି

  • @nishikantabirabar1385
    @nishikantabirabar1385 Місяць тому +2

    ସବୁ ମିଛ ପ୍ରଚାର ,

  • @brajakishorepadhi4022
    @brajakishorepadhi4022 Місяць тому +8

    ନବୀନ ପଟ୍ଟନାୟକ ପୋଲିଓ ହାତ ହଲା କାମ ନ ଦେବା ପରେ ନବୀନ ପାଂଡିୟାନ ର ଅଇଁଠା ଖିଆ କୁକୁର ମିଡିଆ ରେ ଅପ ପ୍ରତାର କରି ମନକୁ ମନ ଖୁସି ହେଉ। କୁକୁଡା ଟାଂଗି ଦେଶୀ ଚିକେନ ଖାଉଚି ନବୀନ ବୁଢା ତାମିଲ କୁକୁର ପାଂଡିୟାନ।

  • @srikantsahoo6563
    @srikantsahoo6563 Місяць тому +5

    ଧନ୍ୟବାଦ୍।madam ଏ ଭୁଲ କରିବେ ନାହିଁ ବୋଲି ଆମେ ଆଶା କରୁଛୁ। ବୁଡିବା ଡଙ୍ଗାରେ କାହିଁକି ବସିବେ।ପାଣ୍ଡୁ bjd ଦଳକୁ ପୁରା ନ ବୁଡ଼େଇ ଛାଡ଼ିବନି।

  • @banditabarik2872
    @banditabarik2872 Місяць тому +8

    Sudhanshu Bhai Odisha re kipari mada banda karajiba se bisayre alochona karantu.

  • @SanjayMahakul-k5n
    @SanjayMahakul-k5n Місяць тому +35

    ଧନ୍ୟବାଦ୍ ସୁଧାଂଶୁ ବାବୁ।
    ଆପଣଙ୍କ ସାହସ କୁ ।🎉

  • @ASISH_JENA
    @ASISH_JENA Місяць тому +13

    ଆରେ ଭାଇ ଆମଘରେ ଭାତ ଆଳୁସିଜା ହେଇଚି କିନ୍ତୁ ଘର ଆଗରେ ଛେଳି କୁକୁଡା ବୁଲୁଛନ୍ତି‌ ମୁ ଭାବିକି ଚିକେନ ମୋଟନ ଭାତ ଆଳୁକୁ ଖାଇଦେବି ଠିକ୍ ସେମିତି ଆଉ କହିବିନି ଜାଣିପାରୁଥିବେ

  • @maheswarpradhan4247
    @maheswarpradhan4247 Місяць тому +10

    Aparajita is not being treated properly.She is better than Dharmndra.

  • @chhabindramansingh73
    @chhabindramansingh73 Місяць тому +5

    ଅପରାଜିତା ସଦାବେଳେ ଅପରାଜିତା, କେତେକ ହାରାମି bjp ନେତା ଆଙ୍କୁ ସହିପାରୁନାଁହାନ୍ତି, କର୍ମୀ ରହିବେ, ଇଆଙ୍କ ଲାଗି bjp ଉଠିଛି ଓଡ଼ିଶାରେ, ହାରାମି ଧର୍ମେନ୍ଦ୍ର ଜାଣୁନି,

  • @ashokmaharana3143
    @ashokmaharana3143 Місяць тому

    7:14 thankyou sir,you are right, your information is solid

  • @markandacharanswain9046
    @markandacharanswain9046 Місяць тому +9

    Aparajita Mam is an IAS Officer with 24 years of experience in various department. She is not so fool as BJD Leaders. Why BJD is taking her name and trying to defame a great leader of BJP, when no complaint against her from B JP.

  • @PrasantKumarSwain-f5t
    @PrasantKumarSwain-f5t Місяць тому +22

    ଓଡ଼ିଆଙ୍କ କଷ୍ଟ ଅର୍ଜିତ ଟିକସ ପଇସାରେ ଏ ନିର୍ଲଜ୍ଜ ତାମିଲିଟା ନେତା ଗିରି କରୁଥିଲା ।

  • @ShantanuMishra-lw8zp
    @ShantanuMishra-lw8zp Місяць тому +17

    ଯେଉଁ ଦଳ ଜୟନାରାୟଣ ମିଶ୍ର ଙ୍କୁ କହିଥିଲା ପାଗଳ. ସେ ଦଳର ସମସ୍ତେ ପାଗଳ.

  • @pujarout170
    @pujarout170 Місяць тому +1

    Jay.ram. Bhai

  • @bharatchandrabarik5921
    @bharatchandrabarik5921 Місяць тому +49

    ଅଶେଷ ଅଶେଷ ଧନ୍ୟବାଦ ସୁଧାଂଶୁ ବାବୁ

  • @shankardmishra121
    @shankardmishra121 Місяць тому +2

    ବହୁତ ବଢିଆ ଭିଡ଼ିଓ 👍

  • @prakashkumarjena.babusan.n3760
    @prakashkumarjena.babusan.n3760 Місяць тому +3

    ଜୟ ବିଜେପି ଜୟ ଅପରାଜିତା ମାଡାମ 🙏🙏🙏

    • @jullysamal6626
      @jullysamal6626 Місяць тому

      Bihari to maipa na to bopa maipa

    • @Narayan-ov8tv
      @Narayan-ov8tv Місяць тому

      ​@@jullysamal6626ଚୁପ ଘୋଡ଼ାଗେହୀ

    • @Narayan-ov8tv
      @Narayan-ov8tv 11 днів тому

      ​@@jullysamal6626chup ବେଧେଇ

    • @Narayan-ov8tv
      @Narayan-ov8tv 11 днів тому

      ​@@jullysamal6626ଵିହାରୀ ତୋ ମାଆ

  • @bijaynaik1828
    @bijaynaik1828 Місяць тому +2

    ଏ ଶଳା ପରମ ବୁକୁଚା ବୁହା ଟା ବୋଧେ ବଜେପି ର

  • @SambhunathDas-rp7cx
    @SambhunathDas-rp7cx Місяць тому +2

    Excellent

  • @biswajitdas9983
    @biswajitdas9983 Місяць тому +4

    Medam is great leader no1

    • @jullysamal6626
      @jullysamal6626 Місяць тому

      ତୋ maipa bihari ବେଧେଇ

    • @Narayan-ov8tv
      @Narayan-ov8tv Місяць тому

      ​@@jullysamal6626ଚୁପ ବେଧେଇ ସାମଲ

  • @damodarsatapathy6418
    @damodarsatapathy6418 Місяць тому

    Good job

  • @abhiramsahoo5642
    @abhiramsahoo5642 Місяць тому +2

    ବିଜେପିକୁ ଭାଙ୍ଗିବା ପାଇଁ ବିଜେଡିର ଏ ଗୋଟେ ହୀନ ଚକ୍ରାନ୍ତ। ଅପରାଜିତା ମାଡାମ୍ କେଉଁଠି ବି ନିଜ ପ୍ରତିକ୍ରିୟା ପ୍ରକାଶ ନ କରୁଣୁ ବିଜେଡିର କିଛି ପଛପେଲା ସୋସିଆଲ୍ ମିଡିଆରେ ଏପରି ଅପପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲେଇବାକୁ ଚେଷ୍ଟା କରୁଛନ୍ତି। ବିଜେପି ସରକାର ମଧ୍ଯ ଏତେ ଅହଂକାରୀ ହୋଇ କିଛି ବ୍ଯକ୍ତିବିଶେଷଙ୍କ ସ୍ବାର୍ଥରକ୍ଷା ପାଇଁ ଅପରାଜିତା ଗୋଷ୍ଠୀକୁ ନିଲମ୍ବିତ କରିଚାଲିଲେ ଭବିଷ୍ଯତରେ ଓଡିଶାରେ ବିଜେପି ସରକାର ଭାଙ୍ଗିଯିବା ମଧ୍ଯ ଅସମ୍ଭବ ନୁହେଁ। ଧର୍ମେନ୍ଦ୍ର ଓ ପାଣ୍ଡିଆନଙ୍କ ସଲାସୁତରକୁ ଲୋକେ ଭଲଭାବେ ବୁଝିଗଲେଣି ! ମୁଖ୍ଯମନ୍ତ୍ରୀ ଆସନକୁ ହାତ ବଢଉ ବଢଉ ଶାସନଗାଦିରୁ ଦଳ ପୂରା ହାତଛଡା ହୋଇଯାଇପାରେ ! ବେଳହୁଁ ସାବଧାନ !

  • @SURESHKUMARDALAI-k4d
    @SURESHKUMARDALAI-k4d Місяць тому +15

    Dharmendra ପ୍ରଧାନ ପାଇଁକି ବିଜେପି ବ୍ୟାକ୍ କୁ ଯିବ ନିଶ୍ଚିନ୍ତ. ପାଣ୍ଡିଆନ୍ ପରି ଧର୍ମେନ୍ଦ୍ର ବି ଛାୟା ଯୁଦ୍ଧ ରେ ମାହିର

  • @nirupanandaswain5469
    @nirupanandaswain5469 Місяць тому +1

    ଆପଣ ଠିକ କହୁଛନ୍ତି

  • @pintu9102
    @pintu9102 Місяць тому +1

    Thanks.

  • @dibyaranjan3454
    @dibyaranjan3454 Місяць тому +9

    ଅପରାଜିତା ଙ୍କ ପାଇ ବିଜେପି ଓଡିଶାରେ ଜିତିଛି , ବିଜେପି ବାଲା ଭୁଲି ଗଲେଣି ବଧେ।ତାଙ୍କୁ ଏବେ ଯେଭଳି ବିଜେପି କରିଛି ବିଜେପି ନିଜ ପାଇଁ ଗାତ ଖୋଳିଛି। ନିଜ ଗୋଡରେ ଯିଏ ନିଜେ କୁରାଡି ମାରିବ ତାର ଅବସ୍ଥା ଆଉ କଣ ହେବ ସମସ୍ତେ ଜାଣିଥିବେ। ତେଣୁ ଲାଗିଲାଣି ଆଉ ବିଜେପିର ବେଳା ଭଲ ନାହିଁ, ପୁରା ସଫା ହେବ ବିଜେପି ଦିନ ଗଣୁଥାଅ। ଯଦି ଗୋଟିଏ ଚେହେରା ଓଡିଶା ବିଜେପିରେ ସେ ହେଲେ ଅପରାଜିତା ମାମ୍ , ତାଙ୍କ ଛଡା ଅନ୍ୟ ଗୁଡାକୁ ବାଳରେ ବି ଗଣନ୍ତି ନି ଓଡିଶା ବାସୀ, ଅନ୍ୟ ସବୁଗୁଡାକ ଶଳା ଚୋର ତର୍ସ୍କର ଗୁଡାକ ଓଡିଆ ହେକି ବିଶ୍ୱାସ କରନ୍ତିନି ସେଗୁଡାକୁ

  • @maheshpriyabehera2858
    @maheshpriyabehera2858 Місяць тому

    God bless you ❤

  • @yudhisthiraswain
    @yudhisthiraswain Місяць тому

    Good 🎉🎉🎉🎉

  • @arunkumarbehera9271
    @arunkumarbehera9271 Місяць тому

    Right. Essement

  • @rajkishoresahoo6543
    @rajkishoresahoo6543 Місяць тому +2

    Aprajita ସେ ଭୁଲ ନ କରିପାରନ୍ତି. ତାଙ୍କୁ ବହୁତ ଭାବିବାକୁ ପଡିବ.

  • @sethyprasanta4491
    @sethyprasanta4491 Місяць тому +2

    Thank you vai

  • @sanjuktamohanty7103
    @sanjuktamohanty7103 Місяць тому

    Right katha kahuchha Sudhanshu babu ❤❤❤❤

  • @NimainCharanRay
    @NimainCharanRay Місяць тому

    100% correct. Thanks.

  • @ramakantadehury3771
    @ramakantadehury3771 Місяць тому +32

    ଅପରାଜିତାଙ୍କ ଅବସ୍ଥା ଲେଖା ନାନୀ ଭଳିଆ ରହିବେ।

    • @antaryamimishra449
      @antaryamimishra449 29 днів тому

      ଅପରାଜିତା ଷଡଙ୍ଗୀ ପରବର୍ତ୍ତୀ ମୂଖ୍ୟମନ୍ତ୍ରୀ BJD ରେ

  • @sureshchandradash6900
    @sureshchandradash6900 Місяць тому +6

    ଆଜ୍ଞା ପାଣ୍ଡୁ ଗିରଫ କେବେ?

    • @OnlyVideo0363
      @OnlyVideo0363 Місяць тому

      Bjp sarakar sasana ku asile 😂😂😂

  • @JatakishoreSahoo
    @JatakishoreSahoo Місяць тому

    right

  • @bijayalaxmipani2308
    @bijayalaxmipani2308 Місяць тому

    God bless you brother 🙏

  • @kelucharanpanda8399
    @kelucharanpanda8399 Місяць тому

    From which source you have collected the
    news ?

  • @rajakishornayak6110
    @rajakishornayak6110 Місяць тому +1

    Madam ଭାବିଚିନ୍ତି କାମ କର

  • @Tukunu7248
    @Tukunu7248 Місяць тому +1

    ❤It is true, Aparajita Madam, Pradeep Panigrahi and Prasant Jagdev had an important role for BJP came into power.❤
    But now they are neglected
    It is Dharama Hypocrisy 😂

  • @RasmitaRout-j7l
    @RasmitaRout-j7l Місяць тому +1

    Odishare jornalist tiger

  • @birakishoretripathy1510
    @birakishoretripathy1510 Місяць тому

    Chalu chalu

  • @pratapchandrasamal2396
    @pratapchandrasamal2396 Місяць тому +1

    ଭାଇ, ଏଇ ପୋଷ୍ଟ ଗୁଡା କିଏ କରୁଛି ଜାଣିଛନ୍ତି କି। ଏଥିରେ ଧର୍ମେନ୍ଦ୍ର ଗୋଷ୍ଠୀର କେତେଟା IT ସେଲ କାମ କରୁଛନ୍ତି ଟିକିଏ ତଦନ୍ତ କରନ୍ତୁ।

  • @BijayaRajsahooBijaya
    @BijayaRajsahooBijaya Місяць тому

    Namaste sudhanshu babu 100℅ thik katha

  • @ramakantabehera4856
    @ramakantabehera4856 Місяць тому +1

    Dharmendra Pradhan sampurna 8:30 ଏଥି ପାଇଁ ଦାୟି ରହିବ ତାହାରି ପକ୍ଷ ଛଦନ ହେବା ଉଚିତ ମନମୋହନ ସାମଲ ବି ଦଳ ପାଇଁ ଆଉ ସଂଗଠନ ପ୍ରତି ଘାତକ lekhashree ବିଜେଡି କୁ ଯିବା ପଛରେ ନିହାତି ଭୂମିକା ରହିଛି ଏତିକି ମାନିବାକୁ ହେବ ଜଣେ ଟାଣୁଆ ନେତ୍ରୀ ଭାବରେ ଅନେକ ଆଲୋଚନା ରେ ବିଜେଡି କୁ ଅତି ଶାଣିତ ଆକ୍ରମଣ କରି ଘାଇଲା କରିଛନ୍ତି ତେଣୁ ଦଳ ତଥା ମନମୋହନ କୁ ଏହା ବିଚାରକୁ ନେବାର ଥିଲା❤❤❤❤❤ବାକୁ ଥିଲା

  • @sudhirsahoo7942
    @sudhirsahoo7942 Місяць тому +1

    Mu mam Aparajita nku request karuchi not to go bjd which party slowly demolishing

  • @AjitKumar-ed9dz
    @AjitKumar-ed9dz Місяць тому +2

    300 unit Bijli kebe miliba?

  • @BIGNEWSODISHA
    @BIGNEWSODISHA Місяць тому +1

    Love you sir

  • @durgacharanpradhan5309
    @durgacharanpradhan5309 Місяць тому +2

    Thanks

  • @tanamaypradhan4203
    @tanamaypradhan4203 Місяць тому

    Sudhanshu Babu 🎉🎉 dhanyabad

  • @harekrishnasahoo9741
    @harekrishnasahoo9741 Місяць тому

    Congratulation to Sudhanshu Babu. He is 100 percent impartial. May god bless him. Pandian fear is prevailing in BJD among senior leaders. Will Aparajita obey Pandian's directive if she joins BJD? First of all non-Odia Naveen should be changed from LOP.

  • @gajendrabbehra3845
    @gajendrabbehra3845 Місяць тому +1

    Bjd lop paib

  • @rkbehera1241
    @rkbehera1241 Місяць тому

    Good news Baha'i ❤

  • @dilipojha7791
    @dilipojha7791 Місяць тому

    ଭାଇ ଆପଣଙ୍କ ଲୋଗ କୁ ଆଗ ଓଡ଼ିଆ ଭାଷା ରେ
    ପରିବର୍ତ୍ତନ କରନ୍ତୁ,

  • @chittaranjandas569
    @chittaranjandas569 Місяць тому

    Jie rakhila se vala -------

  • @gangadharnayak7721
    @gangadharnayak7721 Місяць тому

    Aparajita mam is unique and matured she may not do such mistake.It may be a plan to blem her.l think she will never do such things, which will hamper her originality.

  • @PradeepKuDas-ls5xf
    @PradeepKuDas-ls5xf Місяць тому +12

    ଆପଣଙ୍କ ମାଧ୍ୟମ ରେ bjp ର ସେହି ନେତାମାନଙ୍କୁ ଅନୁରୋଧ କରୁଛି କି ଏଭଳି ନ କରନ୍ତୁ

  • @BabaJCBBaba-e8w
    @BabaJCBBaba-e8w Місяць тому +2

    ଅପରାଜିତା ଙ୍କୁ ପ୍ରାଣେ ଡର,,,,,🤪

  • @hemantamahanta4728
    @hemantamahanta4728 Місяць тому

    Bhari Fatuchi Bhai

  • @deepakmishra-li4nt
    @deepakmishra-li4nt 11 днів тому

    ଅଛି ଵେ! ଅଛି! ସୁବ୍ରତ ଵାଗ୍ଚି

  • @JagadishMahapatra-pr7vc
    @JagadishMahapatra-pr7vc Місяць тому

    Havi wate b j p leader aparajita sarangi

  • @GolokSahoo
    @GolokSahoo Місяць тому +1

    Aparajita is going to BJD or picking up some BJD MLA s for BJP. Wait and see.

  • @debendradash3598
    @debendradash3598 16 днів тому

    ଧର୍ମେନ୍ଦ୍ର ପ୍ରଧାନଙ୍କୁ ପଚାରନ୍ତୁ 300 ୟୁନିଟ କୁଆଡେ ଗଲା ଗା 11:19 ବୋଧେ

  • @bipinyestripathy2255
    @bipinyestripathy2255 Місяць тому +2

    BJD gote chora dala

  • @JaladharaPradhan-c4j
    @JaladharaPradhan-c4j Місяць тому

    ଏକଦମ ଠିକ କହିଛନ୍ତି ଭାଇ, ଦିବା ସ୍ବପ୍ନ ଦେଖିବା ଲୋକ ସ୍ବପ୍ନ ଦେଖିବାକୁ ଦିଅନ୍ତୁ। ଜଣେ IAS ନିଷ୍ପତି ନେବେ କଣ କରିବେ। ଆଉ ସାଧାରଣ ଲୋକ ନଈ ନଦେଖି ଲଙ୍ଗଳା ହେବେ।

  • @Eagleeye774
    @Eagleeye774 Місяць тому +5

    ଯାହା ହେଲେ ବି ବିଜେଡିକୁ ଆଉ ଭୋଟ ଦେବାର ନାହିଁ..

  • @saritamaharana4151
    @saritamaharana4151 Місяць тому +8

    ନବୀନ ପଟ୍ଟନାୟକ ରାଜ୍ୟ ଚଳାଉ ନଥିଲେ ।ସେ 24 ହେଲା କାଠ କଣ୍ଢେଇ ହୋଇ ବସିଥିଲେ ପାର୍ଟି ଲୋକ ରାଜ୍ୟ ଚଳାଉ ଥିଲେ ।ସେଥିପାଇ ବି. ଜେ.ଡି ଦୁର୍ନୀତି କରୁଥିଲା ।

  • @sambhunathjena7199
    @sambhunathjena7199 Місяць тому

    Real fact

  • @chitaranjanbhoi585
    @chitaranjanbhoi585 Місяць тому

    ସବୁ ଅଂଧଭକ୍ତ

  • @chitraguptadas2921
    @chitraguptadas2921 Місяць тому +6

    ଆମେ ଅପେକ୍ଷା କରିଛୁ କେଉଁ ଦିନ ମୋଦୀ ବିଜେଡିରେ ଯୋଗ ଦେବା କଥା ନିର୍ବୋଧମାନେ ପ୍ରଚାର କରିବେ I

  • @PrasantaHaldar-oq3ob
    @PrasantaHaldar-oq3ob Місяць тому

    ଠକ୍ କଥା

  • @abhayabehera4797
    @abhayabehera4797 Місяць тому

    Very good night bhai

  • @prasantjena1633
    @prasantjena1633 Місяць тому +1

    Aparajita Madam Politics ru Sanyas neijibe pache
    Bhulare bi Pandu dalaku jibeni
    Jai Shree Ram ♈

  • @jiturockez8572
    @jiturockez8572 Місяць тому

    ଆରେ ଭାଇ ରାଜନୀତି ରେ ସବୁ ସମ୍ଭବ....

  • @priyakantasamal7254
    @priyakantasamal7254 Місяць тому

    👍🙏

  • @sarojkumarmohanty6139
    @sarojkumarmohanty6139 Місяць тому +1

    Sudhansu Babu Bodhhua Naveen Babu BJP re misijibe Karan Naveen babunkara bhabisyat andhar ,Naveen babu au BJD ra neta Mane khyamata Namilile marijibe ,

  • @ajaymohanty6368
    @ajaymohanty6368 Місяць тому +3

    Michha kahi bjd bala Loka nku vramita karuchhanti harithiba nabina gote chhaya mantri dala gadhi jadi nijaku khusi mane karuchhi tebe vala katha Aha bjd dala pai khusi khabara hele sadharana janata nka pai nuhe ki kounasi pravaba be sarkar upare padibani. Thanku focus chanal &. Sudhansu bhai

  • @Swainmahesblogs
    @Swainmahesblogs Місяць тому

    ସୋସିଆଲ ମିଡ଼ିଆ ରେ ଯେମିତି ପ୍ରଚାର ହେଉଥିଲା bjd ଜିତିକି ଅଛି,

  • @Kalpataruyatratadka
    @Kalpataruyatratadka Місяць тому

    Bala janichhu

  • @surathachandrajena9514
    @surathachandrajena9514 Місяць тому

    ଭ୍ରଷ୍ଟାଚାରୀ ବିଜେଡି ଦଳ ହାରିଯିବା ପରେ ମାନସୀକ ଭାବରେ ପରାହତ ହୋଇସାରିଛି । ଦୁର୍ନୀତି ଗ୍ରସ୍ତ ନେତା ଓ ଅଫିସରଙ୍କ ଭାଗ୍ୟ ଓ ଭବିଷ୍ୟତ ବୁଢିଆଣୀ ଜାଲରେ ଛନ୍ଦିହେବାର ଆତଙ୍କିତ ଚିନ୍ତା ଧାରା ବିଚାର ଶକ୍ତିକୁ ଲୋପ୍ କରିଦେଇଛି ।।ବାଚଳାମୀର ପ୍ରଗଳ୍ଭତା ଚରମ ସୀମାରେ😮

  • @bibhutisahu4204
    @bibhutisahu4204 Місяць тому +10

    ବିଜେଡି ର ତ କିଛି କାମ ନାହିଁ, ଖାଲି ମିଛ କହି ଖୁସି ହଉଛନ୍ତି

    • @jullysamal6626
      @jullysamal6626 Місяць тому

      Tu bjp lekhichu na baulare bjd hoijaichi Aire bhul thik bujhiparuna
      EVM tampering କରି bjp ଜିତିଛି
      Majhi ପାଦ ଚଟା

    • @Narayan-ov8tv
      @Narayan-ov8tv Місяць тому

      ​@@jullysamal6626ତୁ ବିଜେଡି ର କ୍ରୀତଦାସ

    • @Narayan-ov8tv
      @Narayan-ov8tv 11 днів тому

      ​@@jullysamal6626ତୁ କାହାର ପାଦ ଚଟା

  • @Inexpli7
    @Inexpli7 Місяць тому

    ଏକଦମ ଠିକ, ଭାଈ ମୁଁ ହିଁ ଏଇକଥା ପୁରା ଭାବୁଥିଲି ଲେଖିବି ରହିଗଲି, ମିଛ ଲେଖୁଛନ୍ତି ଲେଖନ୍ତୁ ଭାବି ରହିଗଲି 🙏🏽

  • @Rajveer-i6c
    @Rajveer-i6c Місяць тому +1

    Jadi 2029 re bjp hariba manua samal au dharama pradhan nka pain haribe

  • @sibasankarsahoo822
    @sibasankarsahoo822 Місяць тому

    ଦେହକୁ ଯାଉନି, କିଣା ସାମ୍ବାଦିକ...

  • @buddhadebmahakud8321
    @buddhadebmahakud8321 Місяць тому

    ଆରେ ଭାଇ ସମସ୍ତେ ଦଳ ଡିଆଁ ନେତା ଆମଣମାନଙ୍କ ଭଳି ସୋସିଆଲ ମିଡ଼ିଆ ଖାଲି ପାଗଳ ହେଉଛନ୍ତି

  • @chittaranjanbehera8173
    @chittaranjanbehera8173 Місяць тому

    Sudhanshu babu, have a session on Pratap Dey, the traffic man

  • @BanditaPatra-m9v
    @BanditaPatra-m9v Місяць тому

    ଭଲରେ କୁହ ଭାଈ ଓଡ଼ିଶା ବାସୀ ତମ ସହ ଅଛନ୍ତି

  • @alexanderfleming7906
    @alexanderfleming7906 Місяць тому +1

    Exactly sudhanshu jemiti BJP dolo ro prochar thika neichhi 😂😂😂😂

  • @felixnayak6317
    @felixnayak6317 Місяць тому +3

    ଗୋଦି ମିଡିଆ ଜିନ୍ଦାବାଦ

  • @dushmantkumarnath
    @dushmantkumarnath Місяць тому

    Jai.Sudhansu.babu

    • @SKumar-rb1tz
      @SKumar-rb1tz Місяць тому

      Kahiki??? Kana laja laguchhi???

  • @BanuluSAHOO
    @BanuluSAHOO Місяць тому

    ସୁଧାଂଶୁ, ଭାଇ ପାଣ୍ଡିଆନ୍ ଦିଲ୍ଲୀରେ ଲୁଚିଛି

  • @arucharanpradhan5502
    @arucharanpradhan5502 Місяць тому +30

    କେବଳ ବିଜେଡ଼ି ଦଳର ସମସ୍ତ ଦୁର୍ନୀତି ଗ୍ରସ୍ତ ନେତା ନେତ୍ରୀ ମାନଙ୍କୁ ଜେଲ୍ ଦଣ୍ଡରୁ ମୁକ୍ତି ପାଇଁ ବିଜେଡିର ଚାଲ। ଅପରାଜିତା ଷଢଙ୍ଗୀ ବିଜେଡିରେ ମିଶିଲେ ଓଡ଼ିଶା ବାସୀଙ୍କର କ୍ରୋଧର ଶିକାର ହେବେ।୨୯ ରେ ତାଙ୍କର ରାଜନୀତି ଶେଷ ହୋଇ ଯିବ।

  • @purastammallick1982
    @purastammallick1982 Місяць тому +1

    BJD ନୁହେଁ Central and odisha ରେ କଂଗ୍ରେସ୍ party ଦରକାର