Sarpanch Post ‘Auctioned’ In Bolangir Panchayat

Поділитися
Вставка
  • Опубліковано 14 гру 2024

КОМЕНТАРІ • 457

  • @niranjanpradhan9530
    @niranjanpradhan9530 2 роки тому +96

    ନବିନ ପଟ୍ଟନାୟକ ଗାଲକୁ ଗାଁ ଲୋକେ ଚାପଡା ଟେ ମାରିଲା ଭଳି ଲାଗୁଚି

  • @ranjanpanda8914
    @ranjanpanda8914 2 роки тому +82

    ଲୋକମାନେ ଜାଣି ପରୁ ନାହାନ୍ତି ସେ ଟଙ୍କା ସରପଞ୍ଚ ଲୋକମାନଙ୍କ ଠାରୁ ହିଁ ବାହାର କରିବ।

  • @chintaIdea
    @chintaIdea 2 роки тому +12

    ଠିକ୍ ହେଇଛି ଏମିତି ହେବା ଦରକାର 🙏 ଓଡ଼ିଶାର ଲୋକ ମୂକ ବଧିର ଲୋକ ମାନେ 🙏 ଭୋଟ ଦିଅ ଆଉ ଦାଦନ ଖଟିବାକୁ ଯାଅ 🙏

  • @gobindsirstudycenter1238
    @gobindsirstudycenter1238 2 роки тому +56

    ଆମ ଜିଲ୍ଲା ବଲାଙ୍ଗିର ରେ ସବୁ ସମ୍ଭବ 😎😎😎 proud to be a Balangiria

    • @golu7986
      @golu7986 2 роки тому +4

      Kana Balangir re,, undemocratic system ke nei kari garba karu6u,,, laaajjjjj lagbar katha tate

    • @suraibabu4807
      @suraibabu4807 2 роки тому +3

      Hn bina vote re poisa dei sarapancha hele jaha haba janithiba aii thare puni garba sabu poisa khia chora

    • @skmstorywriter6400
      @skmstorywriter6400 2 роки тому +3

      ସେଇ ପରି ବାର ଦୁଆର ହେଇ ବୁଲୁ ଥିବ, ଆମକୁ ଆଗକୁ ବଢିବାକୁ ହେବ, 100 ଟଙ୍କା ଆଉ ମଦ ମାଂସ ପାଇଁ ଶେଷରେ...

    • @boy-kz3kr
      @boy-kz3kr 2 роки тому +1

      Kha bara gandimara

    • @srikantajena6390
      @srikantajena6390 2 роки тому

      Bala na

  • @BBikas0770
    @BBikas0770 2 роки тому +15

    5 ବର୍ଷର ଦରମା ମିଶାଇଲେ 44ଲକ୍ଷ ଟଙ୍କାର ସୁଧ ବି
    ଦେଇ ହବନି, ଏଇଟା ସରପଞ୍ଚ ଙ୍କ ଅପମାନ / ଦୁର୍ନିତି କୁ ଆବାହନ ?

  • @bibulmahakur86
    @bibulmahakur86 2 роки тому +39

    ଏମାନେ ତ ଗଣତନ୍ତ୍ରର ଅସ୍ତ୍ରୋପଚାର କରି ପକେଇଲେ..... କଣ ରାଜତନ୍ତ୍ର ର ଏହା ଝଲକ୍? ବାଃ ବାଃ ରେ ଶିକ୍ଷିତ ମଣିଷ 🎉🎉🎉

  • @bibhuprasadkanhar7534
    @bibhuprasadkanhar7534 2 роки тому +17

    ସତରେ କ'ଣ ଆମ ଦେଶରେ ଗଣତନ୍ତ୍ର ଶାସନ ଚାଲିଛ କି??? ଯଦି ସତରେ ଗଣତନ୍ତ୍ର ଶାସନ ଚାଲିଥାନ୍ତି ନା ଆମ ରାଜ୍ୟରେ ଦିନ ଦ୍ବିପହରରେ ରାଜଧାନୀରେ ହତ୍ୟାକାଣ୍ଡ ଘଟଣା ଦେଖିବାକୁ ପାଢିନଥାନ୍ତ୍ରା । ଆମ ରାଜ୍ୟର ଝିଅ ମାନେ ଙ୍କ କଥା ନ କହିବା ଭଳ କେତେ ଝିଅ ନ୍ୟାୟ ପାଇବାର ଆଶା ଆଶାରେ ରହିଯାଇଛି। କେତେ ମାହାନ ଆମ ରାଜ୍ୟର ରାଜନୀତି!!! ଭାଇ ଓ ଭଉଣୀ ମାନେ ମାତ୍ର ଟଙ୍କା କେଇଟି ପାଇଁ ଆପଣ ନିଜକୁ ବିକିବାକୁ ଦିଅନ୍ତୁ ନାହିଁ 🙏🙏🙏

  • @Odiakalasanskruti153
    @Odiakalasanskruti153 2 роки тому +74

    କିଏ କହୁଚି ୪୪ ଲକ୍ଷ ଟଙ୍କା ଆଉ କିଏ କହୁଛି ୪୪ହଜାର ଟଙ୍କା ତାହାହେଲେ ତମ news fake

  • @ommsairamamrut7802
    @ommsairamamrut7802 2 роки тому +27

    ଏକ ପ୍ରକାର ଭଲ, ଆମ ସରପଚଂ ନିଜେ ପଇସା ଖାଇ ମାଲା ମାଲା ହେଉଥିଲେ ଜାହାବି ହେଉ 44 ଲକ୍ଷ ଗାଁ ର ଉନ୍ନତି ପାଇଁ ମିଳିଲା

  • @sabitabehera9719
    @sabitabehera9719 2 роки тому +9

    This is the best thing..ଏମିତି ରେ ବି vote ପାଇଲା ପରେ କିଛି ଲୋକ ଠିକ ରେ କାମ କରନ୍ତି ନାହିଁ। ଏଟା ଠିକ Idea ଆଗେ କାମ କରି ଦେଖାଅ । ପରେ vote ନିଅ ।

  • @Minnu7
    @Minnu7 2 роки тому +22

    ଯିଏ ନିଲାମ ଜିତିବ ସେ 44 ଲକ୍ଷ ଦେଇ କି ସରପଞ୍ଚ ହେବ ଆଉ ତମର ପଂଚାୟତ କୁ କିପରି ଲୁଟିବ ଜାଣି ପାରୁଛ ତ ?
    ଯେତେ କାମ ଆସିବ ସବୁ ଖାଇବ ସେ ଯେତିକି ଖର୍ଚ୍ଚ କରିଛି ସବୁ ବାହାର ନ କରିଲା ଯାଏଁ ଛାଡିବ କି ?
    ତମ ପଞ୍ଚାୟତ ରେ ବହୁତ ଭଲ କାମ ହେବ 🤣🤣🤣🤣🤣

  • @rameshchandramajhi8219
    @rameshchandramajhi8219 2 роки тому +6

    ଲୋକ ମତ ଗଣତନ୍ତ୍ରର ମତ, ଯଦି ଜଣକୁ ଅଧିକ ଲୋକ ପସନ୍ଦ କଲେ ଏଥିରେ ଅସୁବିଧା କଣ?? କିନ୍ତୁ ଯଦି 44 ଲକ୍ଷ୍ୟ ସତ ହୋଇଥାଏ ତେବେ ଏହା ଗାଁର ଅନ୍ୟାନ୍ୟ କାମ ପାଇଁ ବିପଦ l ଏମିତିରେ ତ ବିଜେଡି ଲକ୍ଷ୍ୟଲକ୍ଷ୍ୟ କୋଟିକୋଟି ଦେଇ ଭୋଟ କିଣୁଛି ଆଉ ନେତା ଆମଦାନୀ କରୁଛି l କେଉଁଠି କେତେ କେଉଁ ଦଳ କେତେ ଭୋଟ କିଣୁଛନ୍ତି ସେ ସବୁକୁ ସିବି.ଆଇ ତଦନ୍ତ ହେଲେ ଆହୁରି ବେଶୀ ଭଲ ହୁଅନ୍ତା

  • @asitsahoo5914
    @asitsahoo5914 2 роки тому +11

    ୪୪ ଲକ୍ଷ୍ଯ ରେ ସରପଞ୍ଚ ପଦ ବିକ୍ରି ହେଉଚି ତ ୪୪ହଜାର କୋଟିରେ ବିଧାୟକ ପଦ ବିକ୍ରିହେବ

  • @sudeepms143
    @sudeepms143 2 роки тому +7

    ହଇହୋ ଇଲେସ୍କନ କମିସନର ବାବୁ !
    ନିଦଟା ମଳିମଳି ଭାଙ୍ଗିଲା କି ?
    ଭୋଟ ପାଇ ମଡର , ରେଫ୍ କରୁଥିବା ବେଳେ ଶୋଇ ପଡୁଛ ।

  • @bibhutibhusannayak6445
    @bibhutibhusannayak6445 2 роки тому +7

    ଠିକ୍ ଭାବେ ଜାଣି ହେଉନି ୪୪ଲକ୍ଷ କି ୪୪ହଜାର ।

  • @pradhan5587
    @pradhan5587 2 роки тому +32

    କିଏ କହୁଛି ୪୪ ହଜାର ତମେ କହୁଛ ୪୪ଲକ୍ଷ

  • @jajatidas530
    @jajatidas530 2 роки тому +7

    2 କୋଟି ଉପରେ ସରପଞ୍ଚ 5 ବର୍ଷ ଭିତରେ ପକେଟ ରେ ପୂରେଇବ। ଏଠି ବି ସେୟା ହୋଇଛି

  • @sidharthDesiamusic
    @sidharthDesiamusic 2 роки тому +1

    3:31 ଯିଏ ଜିତିଛି ସରପଞ୍ଚ ସେ କହୁଛି44 ହଜାର
    ଆଉ news କହୁଛି 44 ଲକ୍ଷ 🤔🤔🤔

  • @alltypesvideo7333
    @alltypesvideo7333 2 роки тому +3

    ଏମାନେ ଏହିଥୀବ BJD ଦଲାଲ ନବିନା ଚାମଚା ତେଣୁ ଟଙ୍କା ଟଙ୍କାରେ ଖେଳ ଚାଲିଛି, ସେଗାଁରେ ବିକାଶ କିଛି ହବନି କାଳି କୁଜିନେତା।

  • @alekhabehera9526
    @alekhabehera9526 2 роки тому +3

    Ek number👌👌

  • @sujitpanda1749
    @sujitpanda1749 2 роки тому

    ରାଜନୀତି ଯାହାବି ହେଉ କିନ୍ତୁ ଗାଁ ଲୋକମାନଙ୍କ ଦମ୍ ଅଛି । ଜୟଜଗନ୍ନାଥ ।

  • @koraputiafullenjoy5355
    @koraputiafullenjoy5355 2 роки тому +2

    ପନ୍ଛାୟତ ବାସୀନ୍କୁ ଲାଜ ନାହିଁ, ପଇସାରେ ବିକ୍ରି ହେଲେ ା

  • @niranjannayak5969
    @niranjannayak5969 2 роки тому +7

    ଲୁଚା ଛପା ହେବା ଅପେକ୍ଷା ଖୋଲାଖୋଲି ହେଇଛି ।

  • @vagavvagaba125
    @vagavvagaba125 2 роки тому

    ଠିକ୍ ହେଇଛି ଏମିତି ହେବା ଦରକାର

  • @skmstorywriter6400
    @skmstorywriter6400 2 роки тому +5

    ଏ ଶଳା ମାନଙ୍କୁ ସାର୍ବଜନୀନ ଫାଶି ଦିଆ ଯାଉ,

  • @debarchanchandi3202
    @debarchanchandi3202 2 роки тому +8

    Report କହୁଛନ ୪୪ ଲକ୍ଷ ୧୦ ହଜାର
    ୩ୟ ପ୍ରାର୍ଥୀ କହୁଛନ ୪୪ ହଜାର

  • @farmcharm
    @farmcharm 2 роки тому +13

    ଗଣତନ୍ତ୍ର ର ଧଜିଆ ଉଡ଼ାଇ 😂
    They understood the very mechanism of Democracy

  • @ufgyoutubeclub5390
    @ufgyoutubeclub5390 2 роки тому +1

    ପ୍ରକୃତରେ କିଏ ସତ କହୁଛି ?

  • @bibhutibhusannayak6445
    @bibhutibhusannayak6445 2 роки тому +13

    ଏହି ଏକ ନୂଆ ପ୍ରୟାସ ।

  • @kailashchandra9819
    @kailashchandra9819 2 роки тому +3

    ଆମର ମୁଖ୍ୟମନ୍ତ୍ରୀ ଏପରି ଲୋକ ହେବା କଥା।

  • @DillKaGana
    @DillKaGana 2 роки тому +27

    5T working properly 😂😂😂

  • @bkmangaraj1651
    @bkmangaraj1651 2 роки тому +4

    Good election sabu chhora

  • @Rashmiranjanswain1
    @Rashmiranjanswain1 2 роки тому +10

    ଠିକ୍ ଅଛି ନୂଆ କଣ

  • @manmathasabar453
    @manmathasabar453 2 роки тому +1

    Super decision super village all best

  • @abinash9191
    @abinash9191 2 роки тому

    ଏଇଟା ଗୋଟେ ଭଲ ନିଷ୍ପତି, ପଇସା ଖର୍ଚ କରି ମଦ ମାଂସ ଦେଇ ଗଣ୍ଡଗୋଳ କରି ଭୋଟ ହାତେଇବା ଏବେ ଗୋଟେ ପରମ୍ପ୍ରରା ହୋଇଗଲାଣି, ସେସବୁ ବନ୍ଦ ହେବା ନିହାତି ଦରକାର, ଗାଁ ଲୋକ ଙ୍କ ନିଷ୍ପତି ସବୁବେଳେ ଉପରେ, ଏହିପରି କଲେ ଗାଁ ରେ ଭାଇ ଭାଇ ସମ୍ପର୍କ ଭଲ ରହିବ, ସରକାରୀ ଖର୍ଚ ମଧ୍ୟ ରହିଯିବ , ଯାହାଦ୍ୱାରା ଆମେ ଆଉ ନିଜକୁ ଗରିବ ରାଜ୍ୟ ବୋଲି କହିପାରିବାନହି। ଯଦି ଆପଣଂକୁ ଭଲ ଲାଗିଲା , ଜରୁର positively ସମର୍ଥନ କରନ୍ତୁ ।ଦେଶ ସ୍ୱାଧୀନ ହେଲା ପରେ ସମସ୍ତଙ୍କୁ ସ୍ୱାଧୀନ ରହି
    ବଞ୍ଚିବକୁ ଦିଅ ଆଉ ନିଜେ ସ୍ୱାଧୀନ ହେଇ ବଂଚିବା ଶିଖ ।
    Jai ଜଗନ୍ନାଥ ।

  • @indianadventure7774
    @indianadventure7774 2 роки тому +14

    I like this type superior disision,
    Hand to hand money 👌👌👌,
    Love you billesaddaa ❤️❤️❤️.

  • @c.prasad3064
    @c.prasad3064 2 роки тому +4

    ଏ ବୁଆ ଗୋ.... ସବୁ ପାଡୁଆ ଗା ଖାଲି ବଲାଙ୍ଗୀର ରେ କା ରହିଲେ 😆😆😆😆

  • @pets2fun864
    @pets2fun864 2 роки тому +1

    କିଳା ମୟ ସଂସାର କୁ ସରୁଆ ସରୁଆ କଣା

  • @mspatramsp7848
    @mspatramsp7848 2 роки тому +6

    ଭଲ ହେଲା

  • @bapujikumarsahoo4018
    @bapujikumarsahoo4018 2 роки тому +1

    Good news.very nice desicon.

  • @baradasankarpanigrahi7340
    @baradasankarpanigrahi7340 2 роки тому +1

    Good Job ,Thik karichanti

  • @chudamanimeher3395
    @chudamanimeher3395 2 роки тому +9

    Good decision love you guys.... Jay balangir love you balangir proud to be a balangiria...

  • @apartisurjyatrick6636
    @apartisurjyatrick6636 2 роки тому +2

    ଜଣେ କନକନିଉଜ୍ ସାମ୍ବଦିକା ୪୪ଲକ୍ଷରେ ସରପଞ୍ଚପ୍ରାଥି ନିଲାମ କହି ପରେ ୪୪ହଜାର କହିବା ସୋଭାପାଉନି।

    • @sangrampradhan6906
      @sangrampradhan6906 2 роки тому

      ଆରେ ଭାଇ ଭଲ କି news ଦେଖ ରେ

  • @କଲମଶିଳ୍ପୀପ୍ରଭାକର

    ଆୟକର ବିଭାଗ ଗଲେ କୁଆଡେ।

  • @Musicjunction382
    @Musicjunction382 2 роки тому +1

    ୫ ବର୍ଷ କେ ୮୮ ଲକ୍ଷ ପାଇଯିବା ହୋ ।

  • @futuristicindia1767
    @futuristicindia1767 2 роки тому +6

    Very good system, though difficult to earn more than 44 laks in 5 yr terms but he has guts to challenged the corrupt system.

  • @ranjitmallick5515
    @ranjitmallick5515 2 роки тому

    Bhala aachi.

  • @prasadmajhi5559
    @prasadmajhi5559 2 роки тому +1

    🌅 ଜୟ ଜଗନ୍ନାଥ 💩 ଜୟ ପଞ୍ଚସଖା ଆବା 📚

  • @sachindraram3383
    @sachindraram3383 2 роки тому

    Bahut bhala

  • @alokkhuntia3143
    @alokkhuntia3143 2 роки тому +2

    Good village person

  • @santoshminyaka2889
    @santoshminyaka2889 2 роки тому +3

    ମିଛ କହୁନାହାନ୍ତି ତ good morning sir

  • @sarojmoharana578
    @sarojmoharana578 2 роки тому +1

    Good disition by village leaders
    ..

  • @Skstatus14373
    @Skstatus14373 2 роки тому +2

    Superb

  • @manojkudada4486
    @manojkudada4486 2 роки тому +10

    Good decision take the village person,thank you 💯🌺🙏

  • @jajatidas530
    @jajatidas530 2 роки тому

    ଏମିତି ଭାଷା କହୁଥିବା ଲୋକଙ୍କୁ ମୁଁ ଦେଖିଛି ଆମ କଟିକିଆ ଙ୍କୁ ମନରେ ଘୃଣା କରନ୍ତି ହିଂସା ମଧ୍ୟ। ଆମ ଲୋକ ମାନେ ଉଚ୍ଚ ପଦବୀରେ ନିଯୁକ୍ତି ପାଇଥିବାରୁ। ସଇତାନ୍ ଭଳି ଲୋକ ମୋ ଘରେ ମଧ ଝଗଡା ଲଗେଇ ଛନ୍ତି। ସେମାନେ ଜଗନ୍ନାଥ ଙ୍କ ଧର୍ମ କୁମାନନ୍ତି ନି ମହୁଲ ପି ଟୂଲ ରୁହନ୍ତି 😊ଶିବ ରାତ୍ରି ରେ ସାପ ଟି ଏ ମାରି ତାକୁ ଜଳେଇ ଦେବା ଦେଖିଛି

  • @dipubhai8435
    @dipubhai8435 2 роки тому +2

    Very good decision..,,ye rajanetanka galaku chappalare sekila bhali..ye hin reality ajira rajnitira..ethiru jana padeje rajnitiru kibhali kholam khola kamei hue jaha publicku jana nahi ,,jadi ba jana thaye se darare RTI dakhal paien se netaku notice kriparantinahi..jadi ba karanti tanku bahut asubidha ba rajniti pressure re talitalanta hoijaanti..ye ki nua katha ya purbaru Ama odisha NTPC kanihare 28lakh nilami 2012ru heisarichhi pura odisha sara yepari hba darkar on the spot 😅,,khau sala kte khola kri agaku puni rate badheidaba

  • @pramodbehera5192
    @pramodbehera5192 2 роки тому

    ସେମାନଙ୍କୁ ଗିରଫ ହୋଇ 🙏🙏🙏🙏

  • @subashranashr
    @subashranashr 2 роки тому

    44 ହଜାର କୁ 44 ଲକ୍ଷ କହିବା କାହାର ହାତ...… ଭାଇ ଟିକେ କୁହ......।

  • @sarbrswordas7288
    @sarbrswordas7288 2 роки тому

    Jai jagannth. Good disision

  • @mychoice9112
    @mychoice9112 2 роки тому +2

    ବିଲେଇ ସରଡା ଓ ପୁଇଁତଳା ବ୍ଳକ ର ଲୋକ ମନକୁ ଲାଜ ଶର୍ମ ନେଇନ ହେତାର୍ ଲାଗୀ ଏନ୍ତା କାମ ମାନେ କରୁଛନ୍ ! ଛି...ଛି...ଛି.
    .😃😃😃

  • @pintukumar-qx9fi
    @pintukumar-qx9fi 2 роки тому +6

    OTV kahuche 44 thousands au kanak news 44 lakhs kenta thik

  • @ersatya6410
    @ersatya6410 2 роки тому +2

    Masttt
    Emiti M.L.A election re sabu ade heba darkar,,, bahoot badhia padakhep, aeta pura govt. Lagu karideba katha

  • @satyaprakashmishra5519
    @satyaprakashmishra5519 2 роки тому +1

    44 hajar re khasi 1goti milu nahi aau panchayat raaj kemiti haba 44lakhya is a right

  • @bighnarajofficial6877
    @bighnarajofficial6877 2 роки тому

    Right Bhai 🤘🤘🤘🤘🤘🤘

  • @bhupeshdansana2216
    @bhupeshdansana2216 2 роки тому +3

    ek num

  • @rajendradandpat5380
    @rajendradandpat5380 2 роки тому +18

    Good decision by villager against politician

  • @devkishorbhoi6226
    @devkishorbhoi6226 2 роки тому

    This is the mind game

  • @papunberiha8497
    @papunberiha8497 2 роки тому +2

    Sabu gaa enta hebar katha good

  • @Odiakalasanskruti153
    @Odiakalasanskruti153 2 роки тому +1

    Tama news ku🙏

  • @tophanatarai5879
    @tophanatarai5879 2 роки тому +1

    Good 👍👍👍👍👍

  • @susant...3674
    @susant...3674 2 роки тому +6

    President rules chalu
    That 5 year amalatantra sasan chalu e gp re

  • @nilanchalarauta1157
    @nilanchalarauta1157 2 роки тому

    ଏଠି ଏଲେକ୍ସନ ନୁହେଁ ଟଙ୍କା ଦେଇକି ସିଲେକ୍ସନ
    🤣🤣🤣🤣🤣🤣

  • @baishnabamajhi7904
    @baishnabamajhi7904 2 роки тому +4

    Good

  • @spradyumnakumargurug1749
    @spradyumnakumargurug1749 2 роки тому

    ଏକ ଛତ୍ରବାଦ ଶାସନ ହେଲେ କାଳ କ୍ରମେ , ଗଣତନ୍ତ୍ର ର ମହତ୍ ବୁଝିପାରିବେ ।

  • @jagannathbaba4035
    @jagannathbaba4035 2 роки тому

    ରାଜନୀତି ସେବା କରିବା ମାନବୃତି ନାହିଁ। ଏହା ବ୍ୟାପାର ର ଅଂଶ ହେଇ ଗଲାନି।

  • @manoranjankhamari8132
    @manoranjankhamari8132 2 роки тому +5

    This is the mind game . 👍🙏🙏🙏

  • @runacharansuna1364
    @runacharansuna1364 2 роки тому

    Right decision

  • @binayakrout839
    @binayakrout839 2 роки тому

    କେତେ ସ୍ୱଚ୍ଛ ଆମ ରାଜ୍ୟ ଭାବ

  • @rajesh123757
    @rajesh123757 2 роки тому

    Amiti hale bhala development haba

  • @sanatanbhue6554
    @sanatanbhue6554 2 роки тому

    Bahut badhia ek number

  • @ShortsJivi
    @ShortsJivi 2 роки тому +32

    This is a very new & unique way to challenge back the corrupted system .
    When system makes us struggle in every possible way , then why not vice - versa ?

  • @sibakritibehera8142
    @sibakritibehera8142 2 роки тому +3

    Nice 😁😁

  • @mangarajmalik8500
    @mangarajmalik8500 2 роки тому

    44ହଜାର କୁ 44ଲକ୍ଷ୍ୟ ଏ ହେଉଛି ମିଛ ଚନେଲ

  • @prasannachoudhury669
    @prasannachoudhury669 2 роки тому +1

    45 lakh jadi mandiraku debe, sarapancha tahele Rajanitere kete tanka rojagar kareba

  • @Rahabita-r7
    @Rahabita-r7 2 роки тому +1

    Chanakya ne sahi kaha tha jis desh ka janata lalchi hai us Desh ka vikas kabhi nhi ho sakta

  • @jnanranjanswain6504
    @jnanranjanswain6504 2 роки тому

    Good Steps..

  • @raw5962
    @raw5962 2 роки тому

    Kanak news fast sure heijau 44k

  • @Sudhirytexpress
    @Sudhirytexpress 2 роки тому +2

    କି ବାଳ news channel ତମର ବେ ୪୪ ଲକ୍ଷ କି ୪୪ ହଜାର୍ ସେଟା ଯାଇ ଠିକ୍ ସେ ବୁଝ ତା ପରେ news ରେ ଦବ ହେଲା

  • @sadanandasenapati8116
    @sadanandasenapati8116 2 роки тому +13

    ସବୁ ଠୁ ବଡିଆ

  • @1982rs
    @1982rs 2 роки тому

    ଯିଏ ଟଙ୍କା ଦେଇ ସରପଞ୍ଚ ହେବାକୁ ଛାହୁଁଛନ୍ତି ସେ ନିହାତି ବୋକା

  • @commerceconceptclear7542
    @commerceconceptclear7542 2 роки тому +1

    Prati panchayat re ta e nilam chalichhi

  • @user-xo7ex1ds2q
    @user-xo7ex1ds2q 2 роки тому

    Sarapancha jadi emiti tanka deiki selection karajiba.. Se sarapancha kebe b nija panchayata pai kaama karibani.. 5 yrs re se kemiti adhika tanka kameiba chesta kariba.. Lokatantra ra hatya..

  • @niharkantabehera9776
    @niharkantabehera9776 2 роки тому +1

    Ta sahita aau kichhi gan re devlopment haba darkar 🙏🙏🙏

  • @Bhakatisamparna
    @Bhakatisamparna 2 роки тому +3

    Dear Kanak news 44 hajar na 44 lakhya kindly correction yourself 😀😀😀

  • @mrpriyabratasamal6268
    @mrpriyabratasamal6268 2 роки тому +6

    Good decision by villegers...

  • @ranjitsatapathy5951
    @ranjitsatapathy5951 2 роки тому +4

    Arrest all the contestants

  • @dilipsunadibyansh4137
    @dilipsunadibyansh4137 2 роки тому

    Voting karajau

  • @tanmayabehera5215
    @tanmayabehera5215 2 роки тому

    Wah... Mera desh badal raha hai.... Aage badh raha hai...

  • @singhbiswajit8088
    @singhbiswajit8088 2 роки тому

    Good ROOL

  • @Viral_thoughts_returns
    @Viral_thoughts_returns 2 роки тому +3

    Next news asiba koti re nilam hei chhi.